Locals seek financial assistance for orphaned siblings in Jajpur

Поділитися
Вставка
  • Опубліковано 5 чер 2023
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,4 тис.

  • @Tusharvlogs06
    @Tusharvlogs06 11 місяців тому +316

    ଭଗବାନ ତମ ତିନି ଜଣ କୁ ସବୁ ବେଳେ ଖୁସି ରେ ରଖନ୍ତୁ ମୁଁ ଏତିକି ଭଗବାନ ପାଖରେ ରେ ଗୁହାରି କରୁଛି 🙏🙏Thank you ଓଟିଭି team

    • @priyabratadas867
      @priyabratadas867 11 місяців тому +4

      Guhari kale kn tanka dukha paleiba. Kichi help kara vala haba

    • @AmitYooo
      @AmitYooo 11 місяців тому +1

      Sei bhagban tanka bapa maanku banchei parile ki??tara dam achi khusi rakhibaku

    • @bikashkar4211
      @bikashkar4211 11 місяців тому

      Han Khali kahidele heigala aau

    • @sonaliamokubidakesaitudars860
      @sonaliamokubidakesaitudars860 11 місяців тому +1

      A Sainath 🙏🙏🙏🙏🙏🙏🙏🙏🙏

    • @odisharailfan941
      @odisharailfan941 11 місяців тому +1

      Khusi au kn milibo. Bapa maa to nahanti duniaro sabuthu bada khusi sei mane

  • @jrfbini9476
    @jrfbini9476 11 місяців тому +268

    ଜଗା ରେ କେମିତି ତୁ ଏ ଦୁଃଖ ଦେଖି ପାରୁଛୁ .. ଏ ଅନାଥ ପିଲାଙ୍କର ତୁ ସାହା,,,, ଜୟ ଜଗନ୍ନାଥ 🙏

    • @bijayalaxmidas459
      @bijayalaxmidas459 11 місяців тому +3

      Au jaga a dunia re nahi thile kn lokanku emiti dukha deithanta

    • @wins4441
      @wins4441 11 місяців тому

      Jaga polei jaiichhonti sagada gadire

    • @souravrout5222
      @souravrout5222 11 місяців тому +1

      Are tume bi ta Manisha kichhi help karuna.....Khali jaga kana karibe.....sabu karma phala bhaina

    • @indrajitworldofficial
      @indrajitworldofficial 11 місяців тому

      ​@@souravrout5222 ସେ ନିରୀହ ଛୋଟ ଛୁଆ ଗୁଡା କୋଉ ଖରାପ କର୍ମ କରିଥିଲେ ଯେ ତାଙ୍କୁ ଏ ଭଳି କଷ୍ଟ ମିଳୁଛି 😢😢

    • @uniqekb5062
      @uniqekb5062 Місяць тому +1

      ଆମମାନଙ୍କର କିଛି କତ୍ତବ ଅଛି

  • @RajendraJena-ws2cw
    @RajendraJena-ws2cw 11 місяців тому +35

    ଏମିତି ଦୁଃଖ କାହାଣୀ ଶୁଣିଲେ ଆଖିରୁ ଲୁହ ଆସୁଛି ମୁ ଘାଗବାନ କୁ ପ୍ରାଥନା କରୁଛି 🙏🙏🙏 ଭଗବାନ ଏ 3ଜଣକୁ ଭଲରେ rakhantu

  • @sbcreation7909
    @sbcreation7909 11 місяців тому +14

    ସରକାର ଙ୍କୁ ଏତିକି ମୋର ଅନୁରୋଧ ଦୟାକରି ଯଥା ଶୀଘ୍ର ପିଲା ୩ଟି 🙏🙏 ଙ୍କୁ ସାହାଯ୍ୟ କରନ୍ତୁ ଏବଂ OTV ସମ୍ବାଦ ଦାତା ଙ୍କୁ ମୋର ଧନ୍ଯବାଦ ଅର୍ପଣ କରୁଛି 🙏🙏

  • @RK-xe4qq
    @RK-xe4qq 11 місяців тому +87

    ଏମିତି ଦୁଃଖ କଣ ପାଇଁ ଦିଅନ୍ତି ଭଗବାନ 😔😢😢😢

    • @AmitYooo
      @AmitYooo 11 місяців тому +1

      Dam nh se bhagwan ra...

    • @RK-xe4qq
      @RK-xe4qq 11 місяців тому +1

      @@AmitYooo ଭଗବାନଙ୍କର ନୁହଁ,ଜୀବର ଦୁଃଖ ସହିବାର ଶକ୍ତି ନାହିଁ

    • @devrajsahoo
      @devrajsahoo 11 місяців тому

      @@RK-xe4qq hn Thik Katha

  • @keyboardkinggaganofficial
    @keyboardkinggaganofficial 11 місяців тому +56

    ହେ ପ୍ରଭୁ ଏମିତି କାହିଁକି କରୁଛ ଏ ଛୋଟ ପିଲା ମାନେ କଣ ପାପ କରିଥିଲେ ଏହା ଠିକ୍ ନୁହଁ ପ୍ରଭୁ ତମେ ତାଙ୍କୁ ରକ୍ଷା କର 🙏🙏🙏🙏🙏🙏❤❤❤❤❤❤

  • @sujitgadtya6625
    @sujitgadtya6625 11 місяців тому +17

    ଭଗବାନ ତୁମ ତିନି ଜଣଙ୍କ ଦୁଃଖ ଦୂର ନିଶ୍ଚୟ କରିବେ 🙏🙏🙏 ଓଡିଶା ସରକାରଙ୍କୁ ମୋର ଏତିକି ନିବେଦନ ଏମାନଙ୍କୁ ସହାଯ୍ୟ କରନ୍ତୁ

  • @ckmeatngfarmer836
    @ckmeatngfarmer836 11 місяців тому +5

    ଡ୍ରାଇଭର ସଙ୍ଗ ର ସବୁ ଡ୍ରାଇଭର ଭାଇମାନେ ଶହେ ଶହେ ଟଙ୍କା ଦେଲେ ଏହି ଭାଇ ଭଉଣୀ ମାନଙ୍କର କୀଛି ତାଙ୍କର ଜୀବନ ଦୁଃଖ ସୁଧରି ଯିବ

  • @udaykumardas363
    @udaykumardas363 11 місяців тому +29

    ସବୁ ଓଡ଼ିଶା ବସିଙ୍କୋ ଅନୁରୁଧ ସମସ୍ତେ ମିସ୍ ଏହି ଆନଥ ପିଲା ମାନଙ୍କୁ କିଛି କିଛି ସାହାଯ୍ୟ କରନତୁ ଭଗବାନ ଆପଣ ମନକୋ ଦୟା କରେବେ

  • @srisaidesignvastu9209
    @srisaidesignvastu9209 11 місяців тому +113

    ଓଟିଭି ଦ୍ବାରା ସରକାର ଓ ବିଧାୟକ ଦୟାକରି ସାହାଯ୍ୟ କରନ୍ତୁ !

    • @NishikantaBirbar-li4jq
      @NishikantaBirbar-li4jq 11 місяців тому +1

      ସରକାର ଙ୍କ ଆଖି ଫୁଟି ଯାଇଛି ।

  • @Plotpointers7970
    @Plotpointers7970 11 місяців тому +33

    Not only the government, we all should support together.

  • @sarojsahoo6218
    @sarojsahoo6218 11 місяців тому +10

    ଏ ଦୁଃଖ ରହିବନି ମୋ ସାନ ଭଉଣୀ ତମେ ଧଯ୍ୟ ଧର. ଜଗନ୍ନାଥ ତୁମକୁ ନିଁଛିତ ସାହାଯ୍ୟ କରିବେ.

  • @soumendash3788
    @soumendash3788 11 місяців тому +245

    ଦୟାକରି ଏମାନଂକୁ ସାହାଯ୍ୟ କରନ୍ତୁ ରାଜ୍ୟ ସରକାର। ଯେପରି ପିଲା ମାନେ ଭଲ ମଣିଷ ହୋଇ ପାରିବେ ।

  • @d-suhanicreationvlog
    @d-suhanicreationvlog 11 місяців тому +18

    ଭଗବାନ ଏହି ତିନି ଭାଇଭଉଣୀଙ୍କୁ ସହାୟ ହୁଅନ୍ତୁ ।😢

  • @drxlcraj4570
    @drxlcraj4570 11 місяців тому +10

    ହେ ଜଗତ ର ନାଥ ଜଗନ୍ନାଥ ଏ 3 ଜଣ ଭାଇ ଭଉଣୀ ଙ୍କୁ ଟିକେ ସାହାଯ୍ୟ କରନ୍ତୁ 🙏🙏🙏🙏😭😭😭

  • @akashykumar2686
    @akashykumar2686 11 місяців тому +4

    ହେ ଭଗବାନ🙏🙏 ସେ ପିଲାମାନଙ୍କୁ କିଏ ସାହାହବ ହେ ଭଗବାନ🙏🙏😭😭😭

  • @balaramp370
    @balaramp370 11 місяців тому +107

    It is absolutely necessary for them to get some help from Odisha government

  • @jyotsnaranisima253
    @jyotsnaranisima253 11 місяців тому +43

    ଦେଖିକି ବହୁତ ଦୁଃଖ ଲାଗୁଛି ମୁଁ ଦେଖିକି ଆଖିରୁ ଲୁହ ଆସିଯାଇଛି 😭😭😭😭

  • @mtutyunjaya3186
    @mtutyunjaya3186 11 місяців тому +6

    ଜୟ ଜଗନ୍ନାଥ ଭଗବାନ୍ ତୁମର ସରକାରୀ ରୂପରେ ସାହାଯ କରୁ🙏🙏🙏🙏🙏🙏🙏😭😭😭😭🙏🙏🙏🙏

  • @Mrjena1999
    @Mrjena1999 11 місяців тому +6

    ଭଉଣୀ ତମେ ମାନେ ବସ୍ତ୍ୟ ହୁଅନି ମୁ ଅଛି ତୁମ ମାନ ଙ୍କ ସହ ଆଜି ହଉ କି କାଲି ମୁଁ ଆଗାମୀ ଦିନର ନିଶ୍ଚୟ ତମ ମାନଙ୍କୁ ସାହାର୍ଯ୍ୟ କରିବି ମୋର job ହେଇଯାଉ ଖାଲି 😢🥺

  • @santoshkumarmishra2620
    @santoshkumarmishra2620 11 місяців тому +10

    ଏ ଝିଅର Bank details ଦିଅନ୍ତୁ. ଅନେକ ଲୋକ ନିଶ୍୍ଚୟ ସାହାଯ୍ଯ କରବାକୁ ଆଗେଇ ଆସିବେ.

  • @homayantipradhan3625
    @homayantipradhan3625 11 місяців тому +48

    Government should help her family 🙏🙏🙏🙏🙏🙏🙏🙏

  • @keyboardboysushil
    @keyboardboysushil 11 місяців тому +6

    ଭଗବାନ ଏ ଝିଅ ପୁଅ ମାନଙ୍କୁ ସାହାସ ଦିଅନ୍ତୁ ଚଲିବା ପାଇଁ ଧଯ୍ୟ ଦିଅନ୍ତୁ ଏବଂ ସରକାର ଟିକେ ସହଯୋଗ ଦ୍ରୃଷ୍ଟିଦେବା ଦରକାର।

  • @Pkm373
    @Pkm373 11 місяців тому +4

    ଭଗବାନ କରନ୍ତୁ ତୁମେ ତିନି ଜଣ ସବୁବେଳେ ଖୁସିରେ ରୁହ.....ଜୟ ଜଗନ୍ନାଥ ❤🙏

  • @Ajitsahoo645
    @Ajitsahoo645 11 місяців тому +22

    ଜଗନ୍ନାଥ ତମ 3 ଜଣକୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏 ଧନ୍ୟବାଦ ଓଟିଭି ଟିମ

  • @suryasadhika4157
    @suryasadhika4157 11 місяців тому +30

    ସରକାର ସାହାଯ୍ୟ କରନ୍ତୁ ଗାଁ ଲୋକେ ଗୁରୁ ଗୁରୁଜନ ସେମାନଙ୍କୁ ନଜରରେ ରଖନ୍ତୁ ଯେମିତି ସେମାନଙ୍କର କ୍ଷତି ହେବନାହିଁ ।

  • @satyaprakashofficial...2786
    @satyaprakashofficial...2786 11 місяців тому +1

    ହେ ପ୍ରଭୁ ଆମରି ଗାଁ ପାଖରେ ଏଭଳି ଏକ ଘଟଣା ଘଟିଛି ମୁ ଜାଣିନଥିଲି 😢😢 ଧନ୍ଯବାଦ OTv reporter 🙏🙏

  • @drugachinu1684
    @drugachinu1684 11 місяців тому +6

    ହେ ଈଶ୍ୱର କଣ ପାଇଁ ଗରିବ ମାନଙ୍କୁ ଦୁଃଖ ପରେ ଦୁଃଖ ଦେଈ ଚାଲିଛ କଣ କରିବେ ଛୋଟ ପିଲାମାନେ 😭😭ମୁ ହାତ ଯୋଡୁଛି ତାଙ୍କ ସରପଞ୍ଚ ଆଉ ବିଧାୟକ କୁ ଅନୁରୋଧ କରୁଛି ତାକୁ ସାହାଯ୍ୟ କରନ୍ତୁ 🙏🙏

  • @rajiblochanbehera9301
    @rajiblochanbehera9301 11 місяців тому +9

    କେବଳ ଭଗବାନ ତୁମକୁ ସହାୟ ହୁଅନ୍ତୁ,ଜୟ ଜଗନ୍ନାଥ, ।

  • @priyankabiswal8116
    @priyankabiswal8116 11 місяців тому +2

    କାହାକୁ କେତେ ସୁଖ ଭଗବାନ ଦେଉଛନ୍ତି.. ଆଉ କାହାକୁ ଲୁହ ସାଗରରେ ଭସେଇ ଦେଉଛନ୍ତି, ବିଚିତ୍ର ତୁମ ବିଚାର ଭଗବାନ 🙏

  • @tejrajmahananda7676
    @tejrajmahananda7676 11 місяців тому +2

    ମୁଁ ଭଗବାନଙ୍କୁ ଅନୁରୋଧ କରୁଛି ଯେ ଏଇ ତିନି ଭାଇ ଭଉଣୀ ଙ୍କ ଦୁଃଖ ଗୁହାରି ବୁଝା ପ୍ରଭୁ❤

  • @duryodhanbehera3883
    @duryodhanbehera3883 11 місяців тому +26

    Please help you odisha government

  • @thabirapadhan3770
    @thabirapadhan3770 11 місяців тому +28

    ଭଗବାନ ଅଛନ୍ତି ତୁମ ପାଇଁ ସବୁ ଠିକ ହେଇଯିବ 🙏🙏🙏🙏

    • @AmitYooo
      @AmitYooo 11 місяців тому

      Se hin dura kala ,tanku tanka bapa maanka thu

  • @user-gx3sh6yd9n
    @user-gx3sh6yd9n 8 місяців тому

    ହେ ପ୍ରଭୁ ଯୀଶୁ ରକ୍ଷା କରନ୍ତୁ ସମସ୍ତ କାର୍ଯ୍ୟ ରେ ସର୍ବଦା ସାହାଯ୍ୟ ର ହାତ ବଢ଼ାନ୍ତୁ ଭାଇ ଏବଂ ଭଉଣୀ ମାନଙ୍କୁ ବିନମ୍ର ସହ ଅନୁରୋଧ କରୁଛି ପ୍ରଭୁ ଯୀଶୁ

  • @abinashpradhan1543
    @abinashpradhan1543 11 місяців тому +5

    Local people should provide full support and showing humanity....we all know there lots of good people there😊

  • @anandaghosal7986
    @anandaghosal7986 11 місяців тому +15

    Thanks to OTV for showing about orphans of our state who are suffering a lot and need Government's help for living simple life. They have full of right to survive on this earth. So OTV must bring these kind of sorrowful conditions of the people to Government's notice first. Then must appeal to the private organisations and people of Odisha for their survive.

  • @malatisahoo254
    @malatisahoo254 11 місяців тому +80

    Nice job OTV 😊

  • @sasikantamohanty9623
    @sasikantamohanty9623 11 місяців тому +2

    ଏଠି ମାମୁ ଘର ଲୋକଙ୍କୁ ଅନୁରୋଧ, ଦୟାକରି ଛୁଆ ମାନଙ୍କୁ ଶହାୟ ହୁଅ... ଝିଅ ଦୁଇଟି educated ଅଛନ୍ତି... କିଛି ଛୋଟ ମୋଟ ଚାକିରୀ ହେଇଗଲେ ସେ ନିଜକୁ ନିଜେ ପୋଷି ପାରିବେ....

  • @ghanashyambhoi599
    @ghanashyambhoi599 11 місяців тому +3

    ହେ ପ୍ରଭୁ କାଳିଆ ତୁମେ ତ ଦୁଃଖ ହରତା ଏୟାଙ୍କ ଦୁଃଖ ଦୂର କରି ଦିଅ 🙏🙏🙏

  • @mamataswain3140
    @mamataswain3140 11 місяців тому +3

    ମିଡିଆ ଭାଇଙ୍କୁ ମୋର ବହୁତ ବହୁତ ଧନ୍ୟବାଦ

  • @gautamnayak4767
    @gautamnayak4767 11 місяців тому +20

    154046 people had viewed this video till now, if half of these people donate only Rs 10, then that amount will be Rs 770230 which will be a little help for these kids. OTV should also forward this video to JAGI MANGAT PANDA (Managing Director, OTV). On a personal level I will forward this video to all responsible good Samaritans.

    • @shashikantabarik5108
      @shashikantabarik5108 11 місяців тому

      True bhai

    • @creativeworld277
      @creativeworld277 11 місяців тому

      Absolutely right bhai

    • @srtseema
      @srtseema 11 місяців тому

      Sahi bol rhe ho bhai…1million views ho chuke hai atleast isika kuchhisssa unn bacho ko miljaye…

    • @ppattayat
      @ppattayat 11 місяців тому

      Jagi panda ki trp darkar Kai aga help kariki tapara news shoot Kalani 🙏🙏🙏🙏

  • @iamkumar9712
    @iamkumar9712 11 місяців тому +1

    ମୁ ଆଉ ମୋ ସାଙ୍ଗମାନେ ମିଶିକି କିଛି help କରିପାରିଥିବାରୁ.. ମୁ ନିଜକୁ ବହୁତ ଧନ୍ୟ ମନେ କରୁଛି 🥰🥰

  • @abinasbarik8618
    @abinasbarik8618 11 місяців тому +1

    ହେ ମହାବାହୁ ହେ କାଳିଆ ସାଆନ୍ତ ପ୍ରଭୁ ତୁମେ ସାହା ହୁଅ ଏ ନିରୀହ ଶିଶୁ ଙ୍କୁ 🥺🙏

  • @chaitanyabariki810
    @chaitanyabariki810 11 місяців тому +18

    ଓଡ଼ିଶାର ସବୁ ବଡ଼ ବଡ଼ ନେତା ଯାଜପୁରର ସେମାନଙ୍କୁଏ ଖବର ଜଣାଇବା ଦରକାର

  • @SarojKumar-ds4sb
    @SarojKumar-ds4sb 11 місяців тому +8

    ହେ ପ୍ରଭୁ ଜଗନ୍ନାଥ ଏମିତି ଦୁଃଖ କାହାକୁ ନ ଦିଅ ପ୍ରଭୁ 😭😭😭😭🙏

  • @sweet_cmple__
    @sweet_cmple__ 11 місяців тому +12

    କାହିଁକି କେଜାଣି କାହାକୁ ଭଗବାନ ଏମିତି କଷ୍ଟ ଦିଅନ୍ତି......😢😢😢

  • @smarakimahar886
    @smarakimahar886 11 місяців тому +13

    Odisha government should give them free skill training like computer or any other so that the elder one will get atleast a job to feed themselves as she is continuing graduation along with they should provided the facilities from their panchayat

  • @rasmiranjanpradhan5588
    @rasmiranjanpradhan5588 11 місяців тому +20

    😢😢😢Bapa maa nathyle kichhi nahi😢😢mo maa b recently chalijaaechi 😢😢 mun ta bada heigalani but a Chhota chhuanku help kara prabhu

  • @swadhinkishorepati2889
    @swadhinkishorepati2889 11 місяців тому +5

    ଅତି ଦୁଃଖଦ ଘଟଣା
    ପ୍ରଭୁ ବେଳେ ବେଳେ ଏମିତି କଷ୍ଟ ଦିଅନ୍ତି ଯେ ଯାହାକି ସହନ କରିବା ଅତ୍ୟନ୍ତ କଷ୍ଟ ତେଣୁ ମହାପ୍ରଭୁ ଙ୍କୁ ମୋର ଏତିକି ବିନତି ହେ ମଣିମା ତୁମେ ପରା ଅନାଥ ର ନାଥ ତେଣୁ ତୁମେ ଥାଉ ଥାଉ ତୁମ ରାଇଜ ରେ କିଏ ଅନାଥ ବା କେମିତି ରହିବ ହେ ମଣିମା ତୁମେ ଏକା ସାହା ଏ ଦୁଃଖୀ ପରିବାର କୁ....

  • @ranjeetdhaimati3233
    @ranjeetdhaimati3233 11 місяців тому +1

    ଭାଇ ସେ ମାନଙ୍କର ଠିକଣା ଦେଲେ ଭଲ ହବ ଆମେ କିଛି ସାହାଯ୍ୟ କରିଵୁ ଯେମିତି ଧନ୍ଯବାଦ

  • @trilochandas8016
    @trilochandas8016 11 місяців тому +10

    Great job OTV

  • @tapankumarbehera6847
    @tapankumarbehera6847 11 місяців тому +10

    ହରେ କୃଷ୍ଣ 🙌🚩🙏

  • @brpgyansagar2760
    @brpgyansagar2760 11 місяців тому +2

    ଭଗବାନ ସହାୟ ହଉ ଜୟ ଜଗନ୍ନାଥ

  • @gitachihna6638
    @gitachihna6638 11 місяців тому +4

    ଭଲ ଲୋକଙ୍କୁ ମାଗଣା ଚାଉଳ ନଯୋଗାଇ ଏଭଳି ପିଲା ମାନଙ୍କୁ ସାହାଯ୍ୟ କରନ୍ତୁ.

  • @SSMV22
    @SSMV22 11 місяців тому +25

    Sonu Sood will help... please tag all ....God will manage..GREAT INITIATIVE BY OTV🙏

  • @raghunarhkarjee947
    @raghunarhkarjee947 11 місяців тому +18

    ସରକାର ଙ୍କ ସାହାଯ୍ୟ ଦରକାର

  • @bismitaghadei6163
    @bismitaghadei6163 11 місяців тому

    ହେ ଜଗନ୍ନାଥ କଣ ସବୁ ହେଇଯାଉଚି ଏ ସବୁ ଶେଷକୁ ଆପଣ କେମିତି ଏତେ ନିର୍ଦ୍ଦୟ ହେଇ ପାରିଲେ ଥରେ ଦେଖନ୍ତୁ ଏ ଛୁଆ ମାନଙ୍କୁ 😭😭😭😭😭😭😭😭😭😭

  • @Hrusikesh75
    @Hrusikesh75 11 місяців тому +21

    Great work by OTV.

  • @asthapurohit.34
    @asthapurohit.34 11 місяців тому +3

    God bls u both ❤️😘😭 lots of love 😭❤️

  • @technicalindiatrickandtricks
    @technicalindiatrickandtricks 11 місяців тому +7

    God job otv team it's type work continue

  • @manojdeheri5197
    @manojdeheri5197 11 місяців тому

    ହେ ଭଗବାନ କାହିଁକି ସେ ଛୁଆ ତିନିଟି କୁ ଅନାଥ କରି ଏତେ ଦୁଃଖ ଦେଇ ଗଲା । କାହିଁକି ଏତେ ନିଷ୍ଠୁର ହୋଇଗଲ ପ୍ରଭୁ ।ସେ ଛୁଆ ତିନିଟି କୁ ସହା ହୁଏ ।🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @pintuhial7476
    @pintuhial7476 11 місяців тому +2

    ମୁଁ ଜାଣିଛି ମା ବାପା ନ ଥିଲେ ବଞ୍ଚିବା. କେତେ କଷ୍ଟ . ମୁଁ ବି ସେ ପଥ ରେ ଚାଲୁଛି . ପ୍ରଭୁ ଯୀଶୁ ଆପଣଙ୍କୁ ସହାୟ. ହୁଅନ୍ତୁ

    • @queenashiq_
      @queenashiq_ 11 місяців тому

      Amen, kintu mu bapa maa thae, b ame 2 vae vauni, bahare😢😢...kbe tanka thu paesa. Maginuu, study b Kariba chhadideluu,kale tanku besi pressure padiba, jadi Kali b mo life amt hue mu kn karibi, Jesus Amara samasta nka ra Daya karantu.amen

    • @pintuhial7476
      @pintuhial7476 11 місяців тому

      @@queenashiq_ ଚିନ୍ତା କରନି ସବୁ ସେଇ ପ୍ରଭୁଙ୍କ ଠାରେ

  • @KOBITA5559
    @KOBITA5559 11 місяців тому +4

    My Lord Jesus ❤ତାଙ୍କ ପ୍ରତି ସଦାବେଳେ ଅନୁଗ୍ରହ କରନ୍ତୁ❤❤

  • @Paridaanand2003
    @Paridaanand2003 11 місяців тому +4

    Bhagaban 🙏🙏🙏 sahaya ହୁଅନ୍ତୁ ସରକାର ଏଥି ପ୍ରତି ଟିକେ ଧ୍ୟାନ ଦିଅନ୍ତୁ କେତେ କଷ୍ଟ ରେ ଏମାନେ ରହୁଛନ୍ତି ,,,, ମାତ୍ର ଭୋଟ ହେଲେ ସବୁ ଯୋଗେଇଦେବୁ କାହିଁ ଏ ବିପଦ ସମୟରେ କୋଉ ସରକାର ନେତା ସହଯୋଗ କରୁଛନ୍ତି। ଧିକ ଏମିତି ପଦବୀ 😢😢😢😢😢

  • @SaiPanigrhi-bt7ei
    @SaiPanigrhi-bt7ei 11 місяців тому +3

    ଜୟ ଜଗନ୍ନାଥ ସାଇ ରାମ 😭😭😭😭😭

  • @sritamyt2571
    @sritamyt2571 11 місяців тому +1

    Heart touching 😢😢

  • @BapuBehera-fz6vk
    @BapuBehera-fz6vk 11 місяців тому

    ହେ ଭଗବାନ କଣ ପାଇଁ ଏମିତି ଏସବୁ କରୁଛ 🙏🙏🙏

  • @basudevnayak7248
    @basudevnayak7248 11 місяців тому +13

    🌹🙏 To
    The Administration Officers of Government of Odisha.
    I pray your honour to consider the poor case immediately, please🌹🙏.

  • @sidheswarbharati9002
    @sidheswarbharati9002 11 місяців тому +3

    Very very sad 😢😢😢😢😢😢😓😓😓😔😔😔jay jagannath ❤❤❤❤❤❤❤

  • @rinkyrai1596
    @rinkyrai1596 11 місяців тому +2

    Jiske koi nhi hote uske bhagwan hote hn ..❤
    Jai jagannath 🙏

  • @kilogram382
    @kilogram382 2 місяці тому

    ମୁଁ ଆଉ କଣ କହିବି 😢😢😭😭😭 ତିନି ଭାଇ ଭଉଣୀଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଯୀଶୁ ଖ୍ରୀଷ୍ଟ କହିଥିଲେ ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ , ମୁଁ ତୁମ୍ଭମାନଙ୍କୁ ନିକଟକୁ ଆସୁ ଅଛି।

  • @lisalisa7037
    @lisalisa7037 11 місяців тому +4

    God please help this children

  • @sicreative5971
    @sicreative5971 11 місяців тому +5

    Help them plz😭🙏🙏🙏

  • @bimalkumarsethy2013
    @bimalkumarsethy2013 11 місяців тому +1

    ଭଗବାନ ତୁମେ ହିଁ ସାହା ଭରଷା 🙏

  • @subashsanta6319
    @subashsanta6319 7 місяців тому

    ଭଗବାନ ଏମାନଙ୍କୁ ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ।

  • @Aarti-uj3tl
    @Aarti-uj3tl 11 місяців тому +15

    ଦେଖି ହଉନି ୟେ ଦୁଃଖ, କାନ୍ଦ ଆସି ଯାଉଛି 😭😥

  • @suhanishalini4041
    @suhanishalini4041 11 місяців тому +3

    Jay jagannath swami 🙏

  • @ChhaviVlogofficial
    @ChhaviVlogofficial 11 місяців тому +1

    ଭଗବାନ ତମ ତିନୀ ଜଣ ଙ୍କୁ ଭଲ ରେ ରଖୁ

  • @purisarkarajayjagannath1415
    @purisarkarajayjagannath1415 11 місяців тому +1

    ହେ ପ୍ରଭୁ ଏଇ ତିନି ଭାଇ ଭଉଣୀ ଙ୍କୁ ସାହାଯ୍ୟ କରନ୍ତୁ ଜୟ ଜଗନ୍ନାଥ 👏

  • @futurefouji123
    @futurefouji123 11 місяців тому +5

    “A great soul serves everyone all the time. A great soul never dies. It brings us together again and again.” 😢

  • @4098alok
    @4098alok 11 місяців тому +21

    Send account details so that we can contribute

  • @mrbibek6249
    @mrbibek6249 11 місяців тому +2

    ଜୟ ଜଗନ୍ନାଥ ସହାୟ ହୁଏ ❤❤🙏🙏🙏🙏🙏ଆମେ ମାନେ କିଛି help Kari buu,ame kichhi ସାହାଯ୍ୟ କରି ବୁ,❤❤❤❤❤

  • @sanjumajhi9479
    @sanjumajhi9479 11 місяців тому +1

    ହେ ପ୍ରଭୁ ଏ ମାନଙ୍କୁ ତମେ blessing kara 🙏

  • @basantapattayat2146
    @basantapattayat2146 11 місяців тому +7

    Govt ku etki request koruchi ki, apan ei pilamanku help korantu, dharma hobo, bholo se podiparibe au life re kichhi koriparibe.

  • @sanjuptiexpress1571
    @sanjuptiexpress1571 11 місяців тому +3

    Jai Jagannath🙏

  • @LIPAN321
    @LIPAN321 11 місяців тому

    ପ୍ରଭୂ ମହାଦେବ କଣ କରୁ ଛତି 😢😢 କିଛି ଜାଣି ହେଉନି କେମିତିକା ଠାକୁର ଯେ ଆପଣ

  • @mundariculturalcreation9597
    @mundariculturalcreation9597 11 місяців тому +1

    ଏମିତି ଦୁଃଖ ଦିଆନ୍ତୁ ନି ପ୍ରଭୁ
    ସବୁବେଳେ ଖୁସିରେ ରଖ ପ୍ରଭୁ
    ଜୟ ଜଗନ୍ନାଥ

  • @chaitanyabariki810
    @chaitanyabariki810 11 місяців тому +15

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏

    • @AmitYooo
      @AmitYooo 11 місяців тому

      Chena guda

  • @joges...kumar....express5013
    @joges...kumar....express5013 11 місяців тому +3

    ହେ ଭଗବାନ୍ କାହାକୁ ଏମିତିଭି କଷ୍ଟ ଦିଅନି

  • @gamingakash1225
    @gamingakash1225 11 місяців тому

    Nice job otv odisha govt helped him plzz i request you❤❤ donot losed hope stay strong👍👍

  • @dhaneswarsing4122
    @dhaneswarsing4122 11 місяців тому +2

    God bless your family

  • @thirdeye9492
    @thirdeye9492 11 місяців тому +4

    Too apathetic.... God save them.. ❤️💙🧡

  • @krishnanaik2453
    @krishnanaik2453 11 місяців тому +4

    Please help them govt immediately the orphan child.

  • @mayadharsahoo2001
    @mayadharsahoo2001 11 місяців тому

    Highly Request To Odisha Government To Help Him😢😢Very Sad News And Thank You OTV new❤

  • @bhagabanaruk4661
    @bhagabanaruk4661 11 місяців тому

    ହେ ମହାପ୍ରଭୁ ତୁମେ ହିଁ ସାହା

  • @mrhetler2995
    @mrhetler2995 11 місяців тому +14

    Jai shree Ram 🙏❤️😢

  • @shawdigbijay710
    @shawdigbijay710 11 місяців тому +8

    A jhia nku railway re service milile bahuta bhala huanta

  • @manveersagarbage3291
    @manveersagarbage3291 11 місяців тому

    Oh God bless her

  • @mranjan136
    @mranjan136 4 місяці тому

    ଜୟ ଜଗନ୍ନାଥ ଜୟ ବଳଭଦ୍ର ଜୟ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ତାରିଣୀ

  • @bindasboyjatin1282
    @bindasboyjatin1282 11 місяців тому +6

    Plz help government 😢