VK Pandian News : ସବୁ ଗୁମର ଖୋଲିଲେ ପାଣ୍ଡିଆନ୍ ! VK Pandian's Exclusive Interview |Odisha Election

Поділитися
Вставка
  • Опубліковано 2 тра 2024
  • VK Pandian News : ସବୁ ଗୁମର ଖୋଲିଲେ ପାଣ୍ଡିଆନ୍ ! VK Pandian's Exclusive Interview |Odisha Election BJD Leader VK Pandian's Exclusive Interview to News 18 #vkpandian #vkpandiannews #vkpandianfanclub #bjdcandidatelist #bjdcandidatelist2024 #naveenpatnaik #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y46bt2fm

КОМЕНТАРІ • 600

  • @dhamirona8662
    @dhamirona8662 Місяць тому +121

    ନବୀନା କୁ କିମିଆ କରି ଯେତେ ଉପରକୁ ଉଡୁଛୁ ସେତିକି କଚାଡି ହେଇ ପଡିବୁ ଏ ନିର୍ବାଚନ ପରେ ସିଧା ତାମିଲନାଡୁ ଦୌଡିବୁ

    • @TheTraveller21144
      @TheTraveller21144 Місяць тому +4

      June 4 re result aasile jana padiba

    • @pramodapradhan9257
      @pramodapradhan9257 Місяць тому

      ଆବେ ଚମଚା ଫେକେ ନାଁ ରେ ଆସୁଛୁ ​@@TheTraveller21144

    • @KabiKalet
      @KabiKalet Місяць тому +2

      Jay. Kushal.

    • @JaiUtkalaMaa
      @JaiUtkalaMaa Місяць тому +2

      ଜୁନ ପରେ ପାଣ୍ଡୁ ଦେଶ ଛାଡି ପଳେଇବ। ନ ହେଲେ ତିହାର।

    • @AyushPattnaik-hq7qo
      @AyushPattnaik-hq7qo Місяць тому

      Pura sata

  • @JaiUtkalaMaa
    @JaiUtkalaMaa Місяць тому +74

    ଭାଇ, ଭଉଣୀମାନେ ଏକ ଯୁଟ୍ ହୁଅ ତାମିଲ ଲୁଟେରା ହଟାଇ ଦିଅ 🙏🙏🙏🙏

    • @HEMANEIL6142
      @HEMANEIL6142 Місяць тому +2

      ODISHADROHI MODIBHAKT TAM 7 PURUS JO ODISHA RE AJI JAE ENJOY KARICHA ROAD ,ELECTRICITY, SCHOOL,HOSPITALS ,OFFICES ,JOBS,UNIVERSITY, RAILWAYS, AIRPORTS BJD CM BIJU N NABIN PATNAIK BANEI THIBA ODISHA

    • @HEMANEIL6142
      @HEMANEIL6142 Місяць тому +1

      @JAIUTKALMAA..RAJYADROHI BESYA...MODI DESDROHI TO MAA GANDI RE ASILE ODISHA GUJRAT HEI JIBANI ...ODISHADROHI MODIBHAKT TAM 7 PURUS JO ODISHA RE AJI JAE ENJOY KARICHA ROAD ,ELECTRICITY, SCHOOL,HOSPITALS ,OFFICES ,JOBS,UNIVERSITY, RAILWAYS, AIRPORTS BJD CM BIJU N NABIN PATNAIK BANEI THIBA ODISHA

    • @HEMANEIL6142
      @HEMANEIL6142 Місяць тому

      @JAIUTKALMAA..RAJYADROHI BESYA...MODI DESDROHI TO MAA GANDI RE ASILE ODISHA GUJRAT HEI JIBANI ...ODISHADROHI MODIBHAKT TAM 7 PURUS JO ODISHA RE AJI JAE ENJOY KARICHA ROAD ,ELECTRICITY, SCHOOL,HOSPITALS ,OFFICES ,JOBS,UNIVERSITY, RAILWAYS, AIRPORTS BJD CM BIJU N NABIN PATNAIK BANEI THIBA ODISHA

    • @ashisdas4850
      @ashisdas4850 Місяць тому

      E tamil Odia bhasaku bikruta kari kahuchi

  • @bhagabanrana4898
    @bhagabanrana4898 Місяць тому +127

    ଏଥର BJD ଆସିଲେ ଓଡିଶା ତାମିଲନାଡୁ ହୋଇଯିବ 🙏🙏🙏

    • @TheTraveller21144
      @TheTraveller21144 Місяць тому +10

      Aau bjp aasile Bihar nahale Gujarat heijiba😂

    • @user-bb2mf9sj3q
      @user-bb2mf9sj3q Місяць тому +1

      ​@@TheTraveller21144 Bihar au Tamil au gujrat jiba bhai dadan

    • @anantababa
      @anantababa Місяць тому

      Dhanya ama odia..pandu chamcha

    • @subhransuroutray6291
      @subhransuroutray6291 Місяць тому +1

      BJP ashile odisha bihar heijiba

    • @TheTraveller21144
      @TheTraveller21144 Місяць тому

      Odisha re tamilnadu bhalia development darkar
      Kintu bjp aniki Bihar bhalia vikari rajya Kariba kichhi avasyak nai ki Manipur bhalia kharap avasta darkar nai odisha ku

  • @JaiUtkalaMaa
    @JaiUtkalaMaa Місяць тому +19

    ଓଡ଼ିଶା କୁ ତାମିଲ୍ ହେବାରୁ ବଞ୍ଚାଇବାକୁ ହେବ | ଅନ୍ୟଥା ୨୦୨୪ ରୁ ୨୦୨୯ ଭିତରେ ଓଡ଼ିଶା ଓ ଓଡ଼ିଆତ୍ୱ ର ଚିହ୍ନ ବର୍ଣ୍ଣ ନଥିବ....ଜାତି ର ଅସ୍ମିତା ଲୋପ ପାଇବା ଓ ଜାତି ସମ୍ପୂର୍ଣ୍ଣ ମରିଯିବା ଏକ କଥା.... ଓଡିଆ ନିଜେ ନ ଜାଗିଲେ, ଜଗା ଭି କିଛି କରି ବେନି....... ପଣ୍ଡିତ ଗୋଦ|ବରୀଶ ମିଶ୍ର ଙ୍କ ଉକ୍ତି ରେ.... ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି , ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବ ରାଜି

  • @jkkj6288
    @jkkj6288 Місяць тому +30

    ମାଳିକାରେ ଲେଖା ଅଛି , ତେଲେଙ୍ଗା ଆସିବ । ଓଡ଼ିଶାକୁ ନିଜ ଶାସନକୁ ନେବାକୁ । ଓଡ଼ିଶା ବାସୀ ଭାଇ ଓ ଭଉଣୀମାନେ ସତର୍କ ରୁହନ୍ତୁ । 🙏

  • @anilswain1052
    @anilswain1052 Місяць тому +59

    ଭାଡୁଆ କହୁଛି ନୀତିବାଣୀ !

  • @kaliakanhubehera2353
    @kaliakanhubehera2353 Місяць тому +2

    Fantastic questions but very very fantastic answers for my great Odisha thanks a lot Mr pandian thank you very much God bless you Jay Jagannath

  • @jayantamadhei602
    @jayantamadhei602 Місяць тому +21

    ହାରିବା ଡରରେ ନବୀନ କୁ 2 ଜାଗା ରେ ଠିଆ କରିଛୁ ଆଉ କ୍ରୀତଦାସ ହାରିବା ଡର ରେ ତା ମା କୁ ବି mla ରେ ଠିଆ କରିଛି ଜୟ ଜଗନ୍ନାଥ ମିଡ଼ିଆ ଭାଇ ପାଣୁ କୁ ଟିକେ ପଚରିବେ ଜଦି ଡର ନାହିଁ ତ ଗଟେ ଟିକେଟ ଉଇଥଡ୍ର କରିପାରିବେକି କାରଣ ହାରିବା ଭୟ ଅଛି

  • @jayaramasahoo7106
    @jayaramasahoo7106 Місяць тому +35

    ବିଜେପି ସରକାର କରିବ କେବଳ ପାଣ୍ଡିଆନ ପାଇଁ ବିଜେଡି ପାଇବ ନାହିଁ ଆଉ ଯଦି ବିଜେଡି ଆସେ ED ପଶିବା ଥୟ l

  • @Chapter001
    @Chapter001 Місяць тому +6

    BJD, BJP, CONGRESS, ଜେନ MLA, MP ଆସଲେବି ନାଗରିକ ମାନଙ୍କର ଉନ୍ନତି ଲାଗି କାମ ନିକରନ ଏବଂ ନିଜର ଅଞ୍ଚଳର ବି ଉନ୍ନତି, ନାଇ ହୁଏ। ଇ ମାନେ ନିଜର ଫାଇଦା ଲାଗି ରାଜନୀତି କରୁଛତ। କିନ୍ତୁ ନାଗରିକ ମାନେ ନାଇ ବୁଝବାର ଆଉ ପରର୍ ଭାତେ କୁକୁର ମାଡ ହେଉଛତ୍।

  • @user-wo9ke1ko5n
    @user-wo9ke1ko5n Місяць тому +49

    ବିଜୁବାବୁଙ୍କ ଆଚରଣ ବିଧି ନବୀନଙ୍କୁ ଜଣା ନାହିଁ।

  • @user-vu9eo5gv3j
    @user-vu9eo5gv3j Місяць тому +27

    ତୁ କିଏ ଓଡିଶା ର ତୁ ତାମିଲ ର ତାମିଲ ପଳା..

  • @anilsahoo1204
    @anilsahoo1204 Місяць тому +7

    ଗୋଟିଏ ପରିବାର ରୁ କାହିଁକି 2 ଟା ticket ମିଳିଛି, ବବି ଦାସ ଆଉ ତାଙ୍କ ମାଆ ଙ୍କୁ

  • @trilochanpatnaik6321
    @trilochanpatnaik6321 Місяць тому +9

    ସେଥି ପାଇଁ Pandian ଓ BJD ମୁଖିଆ ପ୍ରାଞ୍ଜଳ ଭାବେ ଓଡିଆ ଭାଷା କହୁଛନ୍ତି । ଟିକିଏ ଲାଜ ଲାଗୁନି ପାଣ୍ଡିଆ କୁ? ବିଜୁ ବାବୁଙ୍କୁ Pandian ତାଙ୍କ ଜୀବିତ ଅବସ୍ଥାରେ ଦେଖିଛି କି? ସେ କଥା କହୁନି କାହିଁକି।

  • @Bismaya491
    @Bismaya491 Місяць тому +32

    ଏ ମେଣ୍ଢା ପାଣ୍ଡୁ ପାଇଁ ଆଜି BJD ବଦନାମ

  • @user-vu9eo5gv3j
    @user-vu9eo5gv3j Місяць тому +26

    Only ବିଜେପି ବିଜେପି ବିଜେପି

  • @JaiUtkalaMaa
    @JaiUtkalaMaa Місяць тому +4

    ଓଡ଼ିଶାରେ ତାମିଲ ପାଣ୍ଡୁଆ ର ଆତଙ୍ ରାଜ ଚାଲିଛି !!!
    ଲୋକକୁ ଭୁଆଁ ବୁଲାଉଛି ନବୀନ । ସେ ମରିବା ପୂର୍ବରୁ ଓଡ଼ିଶାକୁ ବରବାଦ୍ କରି ମରିବ । ଓଡ଼ିଆଙ୍କ ଉପରେ ତା'ର ଭରଷା ଜମା ନାହିଁ । ଓଡ଼ିଆ ଲୋକଙ୍କୁ ସେ ବିଶ୍ଵାସ କରୁନାହିଁ । ତେଣୁ ତାମିଲ ଲୋକ ହାତରେ ଓଡ଼ିଶାକୁ ସେ ଟେକି ଦେଇଛି

  • @rameshroutray9336
    @rameshroutray9336 Місяць тому +11

    ନବୀନ ଏଇ ପାଞ୍ଚ ବର୍ଷ ଯାଏଁ ବଞ୍ଚିବେ ତ?
    ନବ ଦାସଙ୍କୁ ଗୁଳି ମାରିବାକୁ ପଡ଼ିଲା, ହେଲେ ନବୀନ ତ ଏମିତି ରେ ରୋଗୀ। କଣ କେତେବେଳେ ହେବ, ବା କରିଦିଆ ହେବ କିଏ ଜାଣେ।
    ତା ' ମାନେ ଏଇ ବାବୁ ହଉଛନ୍ତି ଆଗାମୀ ମୁଖ୍ୟମନ୍ତ୍ରୀ

  • @hrushikeshsahoo7942
    @hrushikeshsahoo7942 Місяць тому +24

    ଗୋଟିଏ ସରକାର କୁ ଏତେଦିନ ସୁଯୋଗ debakatha ନୁହେଁ। ଫଳରେ ଶାସନ ଢିଲା ହୋଇଯିବ।

  • @JaiUtkalaMaa
    @JaiUtkalaMaa Місяць тому +6

    bjd ମାଗିହେ ଓଡ଼ିଆଙ୍କୁ ଲୁଟି ତଳି ତଳାନ୍ତ କଲେଣି, bjd ହଟାଅ ଓଡ଼ିଆ ଭବିଷ୍ୟତ ରକ୍ଷାକର

  • @lokanathjena1868
    @lokanathjena1868 Місяць тому +25

    ଓଡିଶା ପାଇଁ ଏ ଲୋକ ର ଯେମିତି ବହୁତ ଅବଦାନ ରହିଛି ।ଚାକିରି କରିବା ଲୋକ ମାଲିକ ହବାକୁ ବସିଲାଣି ।ଓଡ଼ିଶା ରାଜ୍ୟ ରେ ଆଉ କଣ କେହି ନାହାନ୍ତି ।

    • @HEMANEIL6142
      @HEMANEIL6142 Місяць тому

      @JAIUTKALMAA..RAJYADROHI BESYA...MODI DESDROHI TO MAA GANDI RE ASILE ODISHA GUJRAT HEI JIBANI ...ODISHADROHI MODIBHAKT TAM 7 PURUS JO ODISHA RE AJI JAE ENJOY KARICHA ROAD ,ELECTRICITY, SCHOOL,HOSPITALS ,OFFICES ,JOBS,UNIVERSITY, RAILWAYS, AIRPORTS BJD CM BIJU N NABIN PATNAIK BANEI THIBA ODISHA

    • @HEMANEIL6142
      @HEMANEIL6142 Місяць тому

      HINDU MUSLIM KR K DIMAG K ANDHE ANDHBHKTO K VOTE ENTHNE WALE DESDROHI...AMBANI ADANI GUJRATI GANDO K LIE BANA PM 🤪 MODI

    • @HEMANEIL6142
      @HEMANEIL6142 Місяць тому

      RAVAN RAJ....DESDROHI PAPI MODI DIMAG K ANDHE ANDHBHKT DESDROHI HINDUO K VOTE K LIE MANDIR BANA K RAJNITI...AB ELECTTION SE PEHLE MUSLIM K LIE V KUCH KAR DIA SB UNKA V VOTE....N TUM ANDHBHKT RAM MANDJIN K 7 PUSTE DADA PARDADA HRMI DESDROHI BAN K ANGREZ K SATH DIA HOGA BHARAT BARBAD KRNE ME UNKA HRMI AULAD HI DESDROHI BHARAT BARBAD KRNE WALE MODI K GAND CHANT RH HOGA ANDHBHKT GANDBHAKT BAN K DESDR

    • @HEMANEIL6142
      @HEMANEIL6142 Місяць тому

      modi sirf mita barbad kr raha wo jo congress ne banaya hai des k azadi k baad se bel gadi se uth kar aaj k modern India tak...MODI TUUU HRMI DESTROYEROF INDIA..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to

    • @HEMANEIL6142
      @HEMANEIL6142 Місяць тому

      ODISHADROHI MODIBHAKT TAM 7 PURUS JO ODISHA RE AJI JAE ENJOY KARICHA ROAD ,ELECTRICITY, SCHOOL,HOSPITALS ,OFFICES ,JOBS,UNIVERSITY, RAILWAYS, AIRPORTS BJD CM BIJU N NABIN PATNAIK BANEI THIBA ODISHA

  • @karunatandi4320
    @karunatandi4320 Місяць тому +8

    ଇ ମାଗିହା ନବୀନ ଔର ଲାଞ୍ଚ ଖିଆ ଭୋଟର ହିଁ ଓଡିଶା କୁ ବର୍ବାଦ କରିଛି

  • @dharmuputel6491
    @dharmuputel6491 Місяць тому +8

    Jai sri ram

  • @user-vu9eo5gv3j
    @user-vu9eo5gv3j Місяць тому +40

    ଦରକାର ନାଇଁ ଆଉ ନବୀନ କୁ ତୁ ହାରାମି ତାମିଲ ପଳା.

  • @JaiUtkalaMaa
    @JaiUtkalaMaa Місяць тому +1

    କିଛି ଓଡ଼ିଆ ତାମିଲ ହେଇଯାଇଛନ୍ତି କିନ୍ତୁ ପ୍ରକୃତ ଓଡ଼ିଆ କେବେ ଭୋଟ ଦେବେନି କିଏ କଣ କେବେ ମା ଆଉ ମାତୃଭୂମି କୁ ବିକ୍ରି କରିପାରିବ.

  • @BidyadharDagnua
    @BidyadharDagnua Місяць тому +1

    Thank very. Much

  • @sajitpadhiary3555
    @sajitpadhiary3555 Місяць тому +3

    News 18 ବାଲା କୋଉ ଦୁନିଆରେ ଅଛି ? ଯେଉଁଠି 5T ବୋଲି ବିଭାଗ ନାହିଁ ଆଉ 5T ଅଧ୍ୟକ୍ଷ ଆଇଲା କୁଆଡୁ
    ଲଜ୍ୟା।

  • @santanubiswal5553
    @santanubiswal5553 Місяць тому +1

    Good truth answer dedicated to CM and also odissa people. Very talented ex burocarts and great politicians

  • @bikramtoppo
    @bikramtoppo Місяць тому +19

    ଓଡିଶା ରେ ପାଣ୍ଡୁ କୁ କାଉଣ୍ଟର କରିବା ପାଇଁ ନେତା ନାହାନ୍ତି। ମୋ ପାଖରେ ଟଙ୍କା ନାହିଁ ସେଥି ପାଇଁ ନେତା ହୋଇ ପାରିଲି ନାହିଁ। ଯଦି ନେତା ହୋଇ ଥିଲେ ତାର ପ୍ରତ୍ୟେକ କଥା ରେ କାଉଣ୍ଟର କରିପାରନ୍ତି।

    • @kishanumesh1850
      @kishanumesh1850 Місяць тому +6

      ନେତା ଠୁ ଜନତା ବଡ଼...ଜନତା ହିସାବରେ କାଉଣ୍ଟର କର

  • @sipunkumarsahu4807
    @sipunkumarsahu4807 Місяць тому +4

    ଆରେ ପାଣ୍ଡୁ ତତେ ଆଉ କଉଠି ଜାଗା ମିଳିବନାଇ time ଆସୁ ତ ରୂପ ରଙ୍ଗ ପୁରା ଓଡ଼ିଆ ମା ଓ ଗୁରୁଜନ ମାନେ ତତେ କଣ କରା ଜୀବ ସେମାନେ କହିବେ

  • @dhaneswardas7823
    @dhaneswardas7823 Місяць тому +3

    ସେ କେବଳ ନବୀନ ନିବାସର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିବେ। କାରଣ ଏହା ଓଡ଼ିଶା ଏବଂ ଓଡ଼ିଆମାନେ ବହୁତ ସ୍ବାଭିମାନ ସେମାନେ ଧର୍ଯ୍ୟ ଧରି ବିକାଶ ଓ ବିଜୁ ପଟ୍ଟନାୟକଙ୍କ ପାଇଁ ନବୀନଙ୍କୁ ବହୁତ ସମ୍ମାନ ଦେଲେ, ମାତ୍ର ନବୀନ ୨୫ ବର୍ଷ ପରେ ମଧ୍ୟ ସେ କିଛି ବି କରି ପାରିଲେ।
    ଭାରତ ରତ୍ନର ସମ୍ମାନିତ ପାଇଁ ଯାହା ନିୟମ ଅଛି ତାହା ନବୀନଙ୍କ ପାଇଁ ହେଉନାହିଁ, କାରଣ ବିଜୁ ପଟ୍ଟନାୟକଙ୍କ ପୁଅ ଓଡ଼ିଆ ଜାଣି ନାହାନ୍ତି, ଏହା ହିଁ ଓଡ଼ିଆ ଅସ୍ମିତାର କଥା।

  • @surjyabhanurouta9600
    @surjyabhanurouta9600 Місяць тому +4

    ସବୁଠୁ ବଡ଼ ଚୋର, ସବୁ ଦେଖନିଆ ନୀତି ଧରିଛି, ସବୁ ବଡ଼ ବଡ଼ କାମ ଟଙ୍କା ନେଇ ଫିକ୍ସିଂରେ କରୁଛି, ୧୦୦ ଟଙ୍କା କାମ ୪ , ୫ ଗୁନେରେ ଫିକ୍ସିଂରେ କରୁଛି, ନିହାତି କରୁଛି କାମ ପାଇଁ ଟଙ୍କା ନାହିଁ, କଣ ପାଇଁ ଜନ ପଡ଼ିଯିବ , ଅଧିକାରୀ ଥାଇ ଲୋକ ସେବା କଲେନାହିଁ, ଚାକିରୀ ଦୁର୍ନୀତି ଧାରା ପଡ଼ିଯିବ ଭୟ ରେ ଭ୍ରଷ୍ଟ ରାଜନୀତି, ଆହୁରି ଲୁଟ୍ ପାଇଁ ଚାଲ

  • @balabhadramahanty5466
    @balabhadramahanty5466 Місяць тому +3

    ଲେକା ଚିଡ଼ିବ ନା ଲେଖା ଛିଡିବ ଫଳାଫଳ ରେ ଜଣା ପଡିବ ।

  • @niranjanpanda8574
    @niranjanpanda8574 Місяць тому +27

    ତାମିଲନାଡୁକୁ ସବୁ ବିକିଦେବ ।

  • @raghunathpanda5000
    @raghunathpanda5000 Місяць тому +1

    ଏ ଭଡାଟିଆ ସାମ୍ବାଦିକ କେତେ ଟଙ୍କା ପାଇଚି ଆଗରୁ ଟ୍ରେନିଂ ନେଇ ବିଜେଡି କୁ ସୁହାଇଲା ପରି ପ୍ରଶ୍ନ ପଚାରିବା ପାଇଁ ? ସାମ୍ବାଦିକ ନୁହେଁ ତ ବିଜେଡି କର୍ମୀ ଭଳି ପ୍ରଶ୍ନ କରୁଚି। ଲୋକ ଠିକ୍ ଜାଣିଛନ୍ତି କାହାକୁ ଭୋଟ୍ ଦେବେ।

  • @ajitkumarpanigrahi6516
    @ajitkumarpanigrahi6516 Місяць тому +3

    ଆତ୍ମ ବିଶ୍ବାସ ଜୁନ୍ ୪ ପର୍ଯ୍ୟନ୍ତ

  • @user-bo9kr8sb8q
    @user-bo9kr8sb8q Місяць тому +5

    Tamil Nadu Re Bhason Debo Pandu Babu Odisha Re Nahi

  • @ashishmahanta4
    @ashishmahanta4 Місяць тому +19

    Abaki bar Modi Sarkar

  • @jullysamal6626
    @jullysamal6626 Місяць тому

    Very fantastic answer
    Question critical but answer very best
    Thanks

  • @rohitcullen7862
    @rohitcullen7862 Місяць тому +1

    Love you pandian sir

  • @JaiUtkalaMaa
    @JaiUtkalaMaa Місяць тому +5

    ପାଣ୍ଡୁ 4200 କୋଟି ଗରିବ ଓଡିଆ ଟଙ୍କା ନଷ୍ଟ କରିଛି ଚାରିଟି ପାଇଖିନାରେ । ପାଣ୍ଡୁ ତାମିଲ କଣ୍ଟ୍ରାକ୍ଟର ମାଧ୍ୟମରେ ସମସ୍ତ ଟଙ୍କା ଖାଇଛନ୍ତି | ରକ୍ତ ବାନ୍ତି କରି ମରିବ 😡 ଅଯୋଧ୍ୟା ଶୀରମ ମନ୍ଦିର ରେ 1600 କୋଟି ଖର୍ଚ୍ଚ ହୋଇଛି ।

    • @debasmitaparida2072
      @debasmitaparida2072 Місяць тому

      4200 Koti nuhe 800 koti kharcha heichi.

    • @JaiUtkalaMaa
      @JaiUtkalaMaa Місяць тому

      @@debasmitaparida2072 ଖର୍ଚ୍ଚ ଆଠ ସହ କୋଟିର। ବାକି ସବୁ ପାଣ୍ଡୁ ଓ ତାର କ୍ରୀତଦାସ ଖାଇ ଗଲେ।

  • @sibajimoulik5192
    @sibajimoulik5192 Місяць тому +1

    Nice

  • @bhabagrahidas2385
    @bhabagrahidas2385 Місяць тому +8

    ଏଥି ପାଇଁ ହଟିବ bjd

  • @laxmidharsatapathy1167
    @laxmidharsatapathy1167 Місяць тому +1

    ଓଡ଼ିଶା ର ଭାଗ୍ୟ ଖରାପ୍,
    ପ୍ରଭୁ ଜଗନ୍ନାଥ ଏଇ କପଟୀ କଥା ବୁଝିବେ । ୟାର କଥା କହିବାର ଢଙ୍ଗ ବହୁତ ଆଲର୍ଜି ସୃଷ୍ଟି କରୁଛି।

  • @Radhakanta_Music_Official
    @Radhakanta_Music_Official Місяць тому +1

    ସମୟ ଆସିଯାଇଛି ଭାଇ ମାନେ bjd କୁ ଜିତିବାକୁ ଦେବାନି ସମସ୍ତେ ଏକ୍ ହୁଅ bjp କୁ ଭୋଟ ଦିଅ

  • @jagadishsa4284
    @jagadishsa4284 Місяць тому +3

    FULL politics

  • @jullysamal6626
    @jullysamal6626 Місяць тому +1

    ଜୟ BJD ନବୀନ ଶଙ୍ଖ
    ଯୋଡ଼ି ଶଙ୍ଖ

  • @pradeepkumarjena4162
    @pradeepkumarjena4162 Місяць тому +2

    ନବିନି ପଟନାୟକ ଉତ୍ତରାଧିକାରୀ ଭାବରେ ଠିଆ ହେବ
    ଓଡ଼ିଶା ବାସି ଯାଣିଛନିୁ ଦେଖ ଆଗକୁ କଣ ହେଉଛି

  • @Subhasree-bj6ws
    @Subhasree-bj6ws Місяць тому +17

    ବିଶ୍ୱାସ କର a Pandian ହସ ହିଁ କହୁଛି ସେ ଆମ ଓଡିଶା କୁ ପୁରା khaedaba ଛି ଛି ଏତେ ମିଛ ଗପୁଛନ୍ତି

  • @msbhabanienterprisesmsbhab5373
    @msbhabanienterprisesmsbhab5373 24 дні тому

    🙏 ଜୟ ଜଗନ୍ନାଥ 🙏 ପାଣ୍ଡିଆନ ବାବୁ ଓଡିଶା ପାଇଁ ପ୍ରଭୁ ଜଗନ୍ନାଥ ପରିଚିତ ନୁହନ୍ତି ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ଓଡିଶା ପରିଚିତ!

  • @user-um7gb1ol1z
    @user-um7gb1ol1z Місяць тому

    The Odisha people are simple and believe others but when they realise that they are neglected ,they will rightly raise voice.
    Thanking to Janata Janardan

  • @IoknathSahu-ij2rw
    @IoknathSahu-ij2rw Місяць тому +6

    Bjp jinda bad Narendra Modi jindabad

  • @tanmayakumarbehera3781
    @tanmayakumarbehera3781 Місяць тому +1

    Reporter bhai kate milila Money aji ra press confrence 😂😂mu bhabuchi tame ethara world largest Chanel haijibo❤😂😂

  • @goutamswain-ps9co
    @goutamswain-ps9co Місяць тому

    Excellent

  • @kailashmallik4920
    @kailashmallik4920 Місяць тому +5

    ବାଳ କରିବା

  • @kailashrana5820
    @kailashrana5820 Місяць тому +1

    ଶ୍ରୀ ଯୁକ୍ତ ପାଣ୍ଡିଆନ୍ ଙ୍କୁ ଦୋଷ ଦେବା ଠିକ୍ ନୁହେଁ ,ସବୁରି ମୂଳରେ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୁର୍ବଳତା ,ଅସହାୟତା ,ଓଡିଆ ନଜାଣିବା ଏବଂ ଦଳରେ ସଠିକ୍ ଉତ୍ତରାଧିକାରୀ ଖୋଜି ନପାଇବା ଆଦି କାରଣମାନ ଉଲ୍ଲେଖ ଯୋଗ୍ୟ ।
    --------------ବିଧାନସଭା ନିର୍ଦ୍ଧାରିତ ସମୟସୀମା ରେ କାର୍ଯ୍ୟକ୍ରମ ନକରିବା ,ଜନସାଧାରଣ ଙ୍କୁ ଦେଖାଦେବାରେ କଟକଣା କରିବା ଈତ୍ଯାଦି ମାନ୍ଯବର ମୁଖ୍ୟମନ୍ତ୍ରୀ ଙ୍କର କଠିନ ପରିଶ୍ରମ ର ନିଦର୍ଶନ ।ସାକ୍ଷାତକାର ରେ ମିଛ ଫୁଟିଉଠୁଛି ।

  • @Subash_Mohanta
    @Subash_Mohanta Місяць тому +1

    ଏଇ ବାବୁ certificate ଦେଉଛନ୍ତି ଓଡ଼ିଆ କୁ ଆମେ ଖୁସିରେ ଗ୍ରହଣ କରୁଛେ।

  • @jullysamal6626
    @jullysamal6626 Місяць тому +1

    ଠିକ୍ କଥା

  • @amanjena3504
    @amanjena3504 Місяць тому

    Bala

  • @debendranarayandash9040
    @debendranarayandash9040 Місяць тому +2

    ଓଡିଶାରେ ଥରେ ପରିବର୍ତ୍ତନ

  • @hemantmalik1941
    @hemantmalik1941 Місяць тому +1

    ❤❤❤❤❤❤❤❤BJP ❤❤❤❤❤❤BJP 🎉🎉🎉🎉BJP

  • @bikashkumarbiswal4952
    @bikashkumarbiswal4952 Місяць тому

    Sir Kendrapara destrict water Line wark pending so please vk pandian water line pattamudai block all Velage wark in pending kindly water line start emmideatly

  • @babulkumardas5385
    @babulkumardas5385 Місяць тому +1

    କିନ୍ତୁ ଓଡ଼ିଶାରେ ଦାଦନ ଶ୍ରମିକ କମୁନହି , ଓଡ଼ିଶାରେ କୌଣସି ଶିଳ୍ପ ନାହିଁ

  • @mitrabhanudas8611
    @mitrabhanudas8611 Місяць тому +1

    ଆରେ ବାଳ ସାମ୍ବାଦିକ ,ସେ ଡକାୟତ ତାମିଲ ଆଉ 5T ବାଳ T ରୁ ତଡା ହେଇଯାଇଛି

  • @user-wz1xb5ky7j
    @user-wz1xb5ky7j Місяць тому

    Right sir

  • @user-qr2zs8ih4c
    @user-qr2zs8ih4c Місяць тому +1

    ୟା ଙ୍କ🎉 ଠୁ modern ଓଡ଼ିଆ ଶିଖିବା ଆରମ୍ଭ କରିବା କଥା 😂😂😂

  • @user-mq2ok3no3n
    @user-mq2ok3no3n Місяць тому

    🎉🎉🎉🎉

  • @kabichandrasethi9432
    @kabichandrasethi9432 Місяць тому

    ଭଲ ପାଉଥିବା କଥା ସୋସିଆଲ ମିଡିଆରେ ଲୋକଙ୍କ ପ୍ରତିକ୍ରିୟା ଜାଣିପାରୁନୁ

  • @anuradhasahoo7504
    @anuradhasahoo7504 24 дні тому

    Hoo

  • @dharmarajgartia2974
    @dharmarajgartia2974 Місяць тому

    ❤❤❤

  • @sureshchandradash6900
    @sureshchandradash6900 Місяць тому +1

    ଓଡିଶା ତାମିଲ ରାଜ୍ୟ ଚାଁହୁଁଛନ୍ତି ନ ଓଡ଼ିଶାର ସ୍ୱାଭିମାନ ଅସ୍ମିତା ଚାହୁଁଛନ୍ତି, ପାଣ୍ଡୁ ହଟାଅ ଓଡିଶା ବଞ୍ଚାଓ, ନବୀନା ଆଉ କିଛି ନୁହଁନ୍ତି, ଅନ୍ୟ ନେତା ସମସ୍ତେ ଚାଟୁକାର, ଏମାନଂକୁ ପ୍ରଭୁ ଜଗନ୍ନାଥ ଧୂଳିସାୟୀ କରିବେ.

  • @seshadevbarik
    @seshadevbarik Місяць тому

  • @JSJanardan_Official1995
    @JSJanardan_Official1995 Місяць тому

    କଳିଙ୍ଗ ପୁତ୍ର ହି ହେବ ଏଥର ମୁଖ୍ୟମନ୍ତ୍ରୀ, ୟେ ପଣ୍ଡିଆଁନ କୁ ବାହାର କରିଦିଅ ତାମିଲ ନାଡୁ କୁ ମୋର ଏତିକି ଅନୁରୋଧ ଓଡ଼ିଶା ବାସୀ କୁ ନହେଲେ ଓଡ଼ିଶାର ଭବିଷ୍ୟତ କୁ ଅନ୍ଧାର କରିଦେବ ୟେ ପଣ୍ଡିଆଁନ..ଜୟ ଜଗନ୍ନାଥ 🙏

  • @durgaduttakanungo1528
    @durgaduttakanungo1528 Місяць тому

    No doubt Pandian has done so many developmental work without CM s Knowledge.. Pandian is doing politics to become CM.......like pyri mohapatra...... awaiting for the result...In advance as CM🎉

  • @susantapanda8331
    @susantapanda8331 Місяць тому +3

    ED, CBI asile janapadiba

    • @dipusing9439
      @dipusing9439 Місяць тому

      କିଛି ହେବ ନାହିଁ

    • @debasmitaparida2072
      @debasmitaparida2072 Місяць тому

      ED CBI central govt ra hata barisi sajichi.Tenu ED CBI report ra kounasi izzat nahin.

  • @aviramrout4836
    @aviramrout4836 Місяць тому +1

    ମିଡ଼ିଆ ଭାଇ ସବୁ ପଚାରୁଛନ୍ତି. ଏଇଟା ପଚାରୁ ନାହାନ୍ତି ଯେ,(୧)- ଓଡ଼ିଶାରେ ଇଣ୍ଡଷ୍ଟ୍ରି କାହିଁକି ଅଭାବ ?
    (୨)- ୨୫ ବର୍ଷ ହେଲା ଲୋକ ଦାଦନ ଖଟିବା ପାଇଁ ବାହାରକୁ କାହିଁକି ଯାଉଛନ୍ତି?
    (୩)-ଓଡ଼ିଶାରୁ ଚାକିରି ସମସ୍ୟା କେବେ ଦୂର ହେବ?
    (୪)- ଓଡ଼ିଶାକୁ ଗରିବ ରାଜ୍ୟ ରୂପେ କାହିଁକି ଗଣତି କରାଯାଉଛି?

  • @user-cc9rk2is5q
    @user-cc9rk2is5q Місяць тому

    25 ବର୍ଷ ସାସନ ରେ କିଛି ହେଇନି ଏଥର ଭୋଟ ଦେଲେ ସବୁ ହବ
    ଓଡ଼ିଶା ବାସି ଜାଗ୍ରତ ହୁଅ
    ଫୁଲ ଚିହ୍ନରେ ଭୋଟ ଦିଅ

  • @RajaramSarangi
    @RajaramSarangi Місяць тому

    ପାଣ୍ଡିଆନ ସାର ଆପଣଙ୍କ ସମ୍ବଲପୁର ଗସ୍ତ ସମୟରେ ନିଲଡୁଙ୍ଗରୀ ମାର୍କେଟ ଟର୍ମିନାଲ୍ ବିଷୟରେ ଆପଣଙ୍କୁ ଦେଇଥିବା ଆବେଦନ ବିଷୟରେ ଉତ୍ତର ଦେଇ ପାରିବେକି ?

  • @raghunathpuspalak279
    @raghunathpuspalak279 Місяць тому

    ଯେତେ, ବ୍ୟକ୍ତିତ୍ୱ ଥାଉ, ପୁଅ ପୁଅ ଜ୍ୱାଇଁ ଜ୍ୱାଇଁ

  • @pranaballavaprusty6696
    @pranaballavaprusty6696 Місяць тому +6

    ସୁଜାତା ନବୀନ ର କି ସମ୍ପର୍କ ଭଲଭାବେ ଚିନ୍ତାକରନ୍ତୁ

  • @nagennayak5837
    @nagennayak5837 Місяць тому

    ଓଡ଼ିଆ ଙ୍କ ଠାରୁ ଆପଣ ବିଜୁ ବାବୁ କୁ ଅଧିକ ଜାଣିଛନ୍ତି

  • @abhilomsabar2961
    @abhilomsabar2961 Місяць тому +1

    2014purbharu kichi bhasa heinatila?

  • @manashbehera6661
    @manashbehera6661 Місяць тому

    This is my question ❓
    South Indian this a devalav steat odisha steat poor state 25y one government continue with this please this news 18 odisha answer teal me

  • @itsbikram24
    @itsbikram24 Місяць тому +2

    ଓଡିଶା ରେ ଆଉ କେହି ନେତା ନାହାନ୍ତି ଉତ୍ତରାଧିକାର ହେବା ପାଇଁ । ଓଡ଼ିଶା ନେତା ଭକୁଆ। ଓଡ଼ିଶା ସ୍ୱାଭିମାନ କୁଆଡେ ଗଲା ଓଡ଼ିଆ ନେତା ।

  • @niranjannayak1568
    @niranjannayak1568 Місяць тому +1

    BJP Odisha Govt Padma padma padma padma padma

  • @Niali_NewYork
    @Niali_NewYork Місяць тому

    Govt change haba

  • @gurukalyanmohapatra9078
    @gurukalyanmohapatra9078 Місяць тому

    No,Odishi dance was made classical due to the efforts of Kabichandra Kalicharan Patnaik long back.He is no more.He is forgotten now. .You mean Oddishi Sangeeta probably.

  • @narayanpadhi5986
    @narayanpadhi5986 Місяць тому

    Jay holt

  • @rightok6523
    @rightok6523 Місяць тому

    M G ତାମିଲ ଚୋର ‌ବିଜେଡି ହଟାଅ ଓଡ଼ିଶା ବଞ୍ଚାଅ 🙏

  • @sanojkrdalai1046
    @sanojkrdalai1046 Місяць тому

    ତାମିଲ୍ ହଟାଓ ଓଡ଼ିଶା ବଞ୍ଚାଓ ✊✊✊

  • @amitkumarmishra9563
    @amitkumarmishra9563 Місяць тому

    Jaga odisha basi jaga
    Ethara Odia Asmita Pai vote diantu Jodi Padma ku ashirbad kariba darkar ❤. Jay Shree Jagannath 🙏 & Jay Shree Ram 🙏

  • @subhakanta1975
    @subhakanta1975 Місяць тому

    Jay Shree Ram 🪷🪷🪷 … Jay Jagannath 🙏🙏🙏

  • @iswarpujahari7922
    @iswarpujahari7922 Місяць тому

    Jay jagannath. pandu babu bahut tela maruchhu

  • @maasaralacomputer
    @maasaralacomputer Місяць тому

    ଭଲ ଲାଗିଲା ଆଜି ଭି କେ ପାଣ୍ଡିଆନ ବିଜୁ ବାବୁଙ୍କୁ ଭାରତରତ୍ନ ବିଷୟରେ କହିଲେ, ଆମର ଅନୁରୋଧ ଆପଣ ଆମ ଦାବୀ କୁ ଆଗକୁ ନେବେ ଏବଂ ଦିଲ୍ଲୀ ରେ ସ୍ୱର ଶାଣିତ କରନ୍ତୁ, ଜୟ ଜଗନ୍ନାଥ 🙏

  • @durgaduttakanungo1528
    @durgaduttakanungo1528 Місяць тому

    Anubhab Mohanty next Cm of Odisha...

  • @amarendrabehera3297
    @amarendrabehera3297 15 днів тому

    i Miss you Nobin sar 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @amarendramohanty2743
    @amarendramohanty2743 Місяць тому

    I am not sure why Mr. Pandian compare Biju Babu with Naveen Babu. Yes, it was unfair not to give Bharat Ratna to Biju Babu, but that does not mean that Odisha people do need change. Jay Shree Ram.

  • @pramoddalai5182
    @pramoddalai5182 Місяць тому

    ସେତି ପାଇଁ ନବୀନ ବାବୁ ଓଡ଼ିଆ ସିକି ପାରୁ ନାନ୍ତି।

  • @nareshdash3796
    @nareshdash3796 Місяць тому

    ନବୀନା ଇନ୍ଜିନ ଧତଡା ଆହୁରି ଧତଡା ଏ ତାମିଳି କରିଦେଲା ।
    ବିଜୁ ବାବୁ ଙ୍କ ନାଁ ତଳେ ପକେଇଲେ ।

  • @ghanakesheemajhi7364
    @ghanakesheemajhi7364 Місяць тому

    Dharmara jaya heu adharmara kshyaya heu.