Rok Thok Live | ବିଜେଡିର ଭବିଷ୍ୟତ | 07 June 2024 | Argus News

Поділитися
Вставка
  • Опубліковано 27 вер 2024
  • Rok Thok Live | ବିଜେଡିର ଭବିଷ୍ୟତ | 07 June 2024 | Argus News
    #ArgusNews #durgashish #rokthok #vkpandian #Political #bjd #odishanews #odishapolitics
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 282

  • @smrutisekharsahoo1363
    @smrutisekharsahoo1363 3 місяці тому +66

    ବିଜେଡି ର ପାର୍ଟି ଫଣ୍ଡ ର ହିସାବ ପାଣ୍ଡିଆନ ପାଖରେ ଅଛି। ପ୍ରଚୁର ପ‌ଇସା ଅଛି।ସେ କଣ ହେବ ?
    ଓଡ଼ିଆ ଲୋକ ସତରେ ସରଳ।

  • @narayandas369
    @narayandas369 3 місяці тому +9

    ରୋକ ଠୋକ ku ଧନ୍ୟବାଦ

  • @arunrout7986
    @arunrout7986 3 місяці тому +11

    ଉତ୍ତରାଧୀକାରୀ ନିର୍ବାଚନ ପୂର୍ବରୁ ଆଣି ବାର ଥିଲା

  • @malaykumarpraharaj1864
    @malaykumarpraharaj1864 3 місяці тому +16

    ଅଲାଜୁକ ବିଜେଡ଼ି ନେତା 🤩🤩

  • @srikantaharichandan1464
    @srikantaharichandan1464 3 місяці тому +11

    ଦୁର୍ଗାଶିସ୍ ବାବୁ ଆପଣଙ୍କ ଅକ୍ଲାନ୍ତ ପରିଶ୍ରମ ସଫଳ ହେଇଚି। ସରକାରୀ ବ୍ୟବସ୍ଥା ବିରୁଦ୍ଧ ରେ ଆପଣଙ୍କ ସଂଗ୍ରାମ ପାଇଁ ଆପଣଙ୍କୁ ଧନ୍ୟବାଦ।

  • @jagdishkumarrath4631
    @jagdishkumarrath4631 3 місяці тому +15

    ଓଡ଼ିଆ ଜାଗ୍ରତ ହୋଇଛନ୍ତି,ଠିକ୍ ସମୟରେ ସଠିକ୍ ନିଷ୍ପତି ନେବେ

  • @umakantadas1325
    @umakantadas1325 3 місяці тому +37

    ଆଉ ଭରସା ନାହିଁ ପଟ୍ଟନାୟକ ବଂଶଧରଙ୍କୁ

  • @Anshuman__1
    @Anshuman__1 3 місяці тому +8

    କେବେ ବି BJD odisha ରେ ଜିତି ପାରିବ ନାହିଁ

  • @bhaiteravlogbala
    @bhaiteravlogbala 3 місяці тому +5

    ଆଉ ବଂଶ ବାଦ୍ ରାଜନୀତି ଚଳିବ ନାହିଁ।

  • @Anshuman__1
    @Anshuman__1 3 місяці тому +24

    ନବୀନ ଆଉ ପାଣ୍ଡିଆନ କୁ arest କରାଯିବା କଥା

    • @durgasahoo2915
      @durgasahoo2915 3 місяці тому

      naveen kn tate gandi maei laki

    • @saivarasa123
      @saivarasa123 3 місяці тому +1

      To bou bia

    • @Ambulrai
      @Ambulrai 3 місяці тому

      Naveen ku lifetime Jail haba katha.... Odisha ku loot karichi

  • @UTKL
    @UTKL 3 місяці тому +8

    ODISHA PAIN PATNAYAK DARKAR NAHI

  • @Anshuman__1
    @Anshuman__1 3 місяці тому +5

    BJD party ଭାଙ୍ଗି ଯିବ

  • @bipinimallickbipini6793
    @bipinimallickbipini6793 3 місяці тому +10

    ଆରେ. ଶଳା. ବିଜେଡିନେତା. ନିରୀ୍ଲଜ. ଯେତବେଳେ.. ପାଣ୍ଡୁ. ବୁଲୁଥିଲା. କୁଅଡେଯାଇଥିଲ.

  • @trend0017
    @trend0017 3 місяці тому +5

    navin down down....

  • @shambhunathagasti8315
    @shambhunathagasti8315 3 місяці тому +1

    Great Arugus channel & Mr Durgashish❤

  • @ramchandramandal3539
    @ramchandramandal3539 3 місяці тому +1

    Go back pandian go. ପାଣ୍ଡିଆନ ଜଣେ କଳାପାହାଳ ଜଗରନାଥ ସଂକୃତି ହତ୍ୟା, ପୁରୀବାସୀ ପଣ୍ଡା ଭକ୍ତ ଭାଇମାନେ ସାମଗ୍ରହ ଓଡିଶା ଜଗରନାଥ ଭକ୍ତମାନେ. ଏହିପରି ଲୋକଙ୍କୁ ଯେହୁଁ ମାନେ ସହଯୋଗ କରୁଛନ୍ତି, ପୁରସ୍କାର ଦେଉଛନ୍ତି ସେହିପରି ଲୋକ ଓଡିଶାରୁ ବିତାଳିତ କିରିବା ଦରକାର, he odisha ଭାଇଭଉଣୀମାନେ 🙏 🙏 🙏

  • @ODISHABHAI-eq8jq
    @ODISHABHAI-eq8jq 3 місяці тому +1

    ବିଜେଡି ପ୍ରତି ଯୋଉ ଭଲ ପାଇବା ଅଛି ଏଇ ଚାନେଲ ର, ସବୁ ବିଜେଡି ନେତା ଓ ଭୋଟର ଜାଣିଛନ୍ତି, ଆଉ ବେଶୀ ଦେଖାନି

  • @sushamadash8383
    @sushamadash8383 3 місяці тому +3

    Odisha is not his father's property.

  • @debasmitanayak8530
    @debasmitanayak8530 3 місяці тому +1

    BJD no1 thila au rahiba ...🐚❤️

  • @SurendraSahu-ri1eo
    @SurendraSahu-ri1eo 3 місяці тому

    Best and beautiful. Durga. Sir. Best news

  • @bijayakumarjena7469
    @bijayakumarjena7469 3 місяці тому

    I think this is the only time to think about future of ODISHA instead future of BJD. JAY JAGANATH NAMASTE

  • @bijayalaxmimallick5836
    @bijayalaxmimallick5836 3 місяці тому

    ଦୁର୍ଗାଶିଷ ଭାଇ ଆପଣମାନଙ୍କ ପାଇଁ ଆଜି ଓଡ଼ିଶାରେ BJP ସରକାର ହେବା ସମ୍ଭବ ହୋଇପାରିଛି l ସେଥିପାଇଁ ଅଶେଷ ଅଶେଷ ଧନ୍ୟବାଦ l କିନ୍ତୁ ଆଗାମୀଦିନରେ ଯଦି BJP ସରକାର BJD ଭଳି ଦୁର୍ନୀତି କରେ ତେବେ ଆପଣମାନଙ୍କ ସ୍ୱର ଏମିତି ରହିବ ବୋଲି ଆଶା ଓ ବିଶ୍ୱାସ ଅଛି l ଆପଣ ଆମ ବିଶ୍ୱାସ ରଖିବେ ତ? ଦୟାକରି ଉତ୍ତର ରଖିବେ

  • @HareKrushna-f3d
    @HareKrushna-f3d 3 місяці тому +2

    ଏଗୁଜକ ନିର୍ଲଜ,ଆଉ ମୁହଁ ଅଛି ଛି,B J P ସହ ଯୋଗରେ ଜନତାଦଳ ରେ ଦଳ ଗଠନ ହୋଇଥିଲା,B J P ନେତାଙ୍କ ସାଥିରେ ବିଶ୍ବାସ ଘାତକ କରି ନିଜ ବାପାଙ୍କ ନାମରେ ଦଳ ଗଢି ଅଣଓଡିଆ ଅଫ୍ଫିସର ମାନଙ୍କୁ ଧରି ଓଡ଼ିଶାକୁ ଲୁଣ୍ଠନ କରି ସହ ସହ କୋଟୀ ଟଙ୍କାର ମାଲିକ ବନି ଛନ୍ତି ଏ B J D ଲୋକ ପ୍ରତିନିଧି ମାନେ ଓ ଅଣଓଡିଆ ଅପିସର ମାନେ ।ସେ ଅଲକ୍ଷଣା ଦଳର ନା କେବେ ବି ଦେଖିବେ ନାହିଁ ।

    • @narottambehera6567
      @narottambehera6567 3 місяці тому

      jia nua asuchhi taku agore 5t school re patho podhaou odia re ta pore bhabibo neta kia hebo

  • @nareshbehera6824
    @nareshbehera6824 3 місяці тому

    ଚାଷିନେତା ଜୋଡି ହେବ ବୋଲି କହିିଲେ ଆମକୁ ଭଲ ଲାଗିଲାନି ମିଡିଆ ଭାଇମାନେ ❤ ଏପାରି ନକହିବା ଉଚ଼ିତ, ,,,

  • @kalyanpanda5885
    @kalyanpanda5885 3 місяці тому

    ଦଳ ଏବେ ଭେଣ୍ଟିଲେଟର ରେ, କିଛି କାମ ଦବନି

  • @prasantkumarmallick5636
    @prasantkumarmallick5636 3 місяці тому

    ଯାହାହେଉ ଓଡ଼ିଆ ଲୋକ ଆଉ ଦାଦନ ଯିବେ ନାହିଁ, ହେ ଓଡିଶାବାସି ପଳେଇଆସ ଓଡିଶାକୁ l

  • @sudhirkumargiri3609
    @sudhirkumargiri3609 3 місяці тому +2

    Au paribarik neta odisha re accept hebani.

  • @user-je3uu4ql6x
    @user-je3uu4ql6x 3 місяці тому +2

    E mana nku ani pandu babu raj chalaiba ku chahuchi pandian, taku bahar kara odisha ru

  • @sudarshanjuanga-sz5ew
    @sudarshanjuanga-sz5ew 3 місяці тому

    ପଟନାୟକ ବଂଶକୁ କେବେ ବିଶ୍ୱାସ କରନି!ନହେଲେ ଭାଇ ଭାଇ ରେ ହଣା କଟା ହବ

  • @videocreationoffprakash9837
    @videocreationoffprakash9837 3 місяці тому

    Jay ho bjp odisha

  • @sangramparida4139
    @sangramparida4139 3 місяці тому +1

    Daya kari kala dhana ine ta lagao jauta 2014 congress birudhare lagethila.....

  • @nabakishorelenka1915
    @nabakishorelenka1915 3 місяці тому +1

    ଗୌରହରି ବାବୁ ଠିକ୍ ବୃଦ୍ଧା ବେଶ୍ୟା ତପସ୍ୱିନୀ ପରି

  • @debanandnayak
    @debanandnayak 3 місяці тому +2

    ୟେ ବି ଜେ ଡି ଚାମ୍ ଚା ବହୁତ ଭୁକୁଛି ଲଜ୍ଜା ନାହିଁ ତାମିଲ ର ଚାକର ମାନଙ୍କୁ

  • @narottamrout3177
    @narottamrout3177 3 місяці тому +1

    ନବୀନ ବାବୁ ଭଲ cm

  • @pabitrabarala104
    @pabitrabarala104 3 місяці тому

    ଆଜି ଅରୂପ ଏବଂ ଗାୟତ୍ରୀ ଙ୍କୁ ମନେ ପଡିଲା. ପୂର୍ବରୁ କାହିଁକି ପ୍ରଚାରରେ ସାମିଲ କଲେନାହିଁ.
    ଏ ଶଳା ପାଣ୍ଡିଆନ କୁ ପ୍ରଥମେ ବାନ୍ଧ

  • @bikramkesharijena48
    @bikramkesharijena48 3 місяці тому +1

    ପଟନାୟକ ପରିବାର କୁ ଓଡ଼ିଶା ରୁ ହଟାଇବା ଦରକାର ।

  • @pramodkumarsahoo7149
    @pramodkumarsahoo7149 3 місяці тому

    ବର୍ତ୍ତମାନ କଣ ବିଜୁ ବାବୁ ମନେ ପଡ଼ିଲେ ନବିନ ଓଡ଼ିଶ| ଭୂଲିଗଲେକି |

  • @SatrughanNayak-qf1rt
    @SatrughanNayak-qf1rt 3 місяці тому

    ଓଡ଼ିଶାକୁ ରପ୍ତାନି ନେତା ହିଁ ଶାସନ କରିବେକି?

  • @BijayKumarNayakNayakKumarBijay
    @BijayKumarNayakNayakKumarBijay 3 місяці тому +2

    Nabana. Great choir indonesia man. Out of odisha

  • @sangramparida4139
    @sangramparida4139 3 місяці тому +1

    Sapath neina nela pare 24 chada 24 month sarkar kariki dekhao....😊

  • @MitaliMadhusmitaSwain-i8z
    @MitaliMadhusmitaSwain-i8z 3 місяці тому +4

    Ame janata bjp ku sasana ku anichu tame 2ta otv au orgus news besi bhukile ame puni bjp ku kick mare okkk jeti kariba katha kara lokanka dukha bujha yadu sadu news dekheiba darkar nahni ame sabu kichhi Jani paruchu okkk

  • @prasantakumaracharya7979
    @prasantakumaracharya7979 3 місяці тому

    BJD ର ଭିବିଷ୍ୟତ ଅନ୍ଧାର । ତୁମ ଦଳ କୁ ଭୟରେ କିଛି କହୁନଥିଲେ

  • @ShushantaBehera-u4f
    @ShushantaBehera-u4f 3 місяці тому

    Debasish sir BJD ama pani bhagaban Naveen sir rahichi rahibe Naveen Babu no1

  • @saivarasa123
    @saivarasa123 3 місяці тому +1

    I love bjd❤❤❤❤❤

  • @ganeshsahoo7373
    @ganeshsahoo7373 3 місяці тому +1

    V k pandian kn ତାଙ୍କ ମନଇଚ୍ଛା ସବୁ କାମ କରିବେ ଆଉ ଓଡ଼ିଶାବାସୀ ସେ ସବୁ ମାନି ନେବେ। Vk Pandian bjp ଠାରୁ କେତେ ଅର୍ଥ ନେଇଛନ୍ତି!

  • @kailashbhoi1319
    @kailashbhoi1319 3 місяці тому

    ସବମିଛ,ଭାଇନିଜରହେଲାନାହିଓଡିଶାବାସିକେମୀତିପରିବାରବୋଲିକହୁଛନ୍ତି

  • @rupakbehera5383
    @rupakbehera5383 3 місяці тому +1

    ଏଇ ବିଜେଡି ନେତା ର ମୁହଁ ଫୁଟାଣି କମିନି। ବେଲଜ୍ୟା

  • @sangramparida4139
    @sangramparida4139 3 місяці тому +1

    Smruti hirani harichi ki.....

  • @souravpradhan454
    @souravpradhan454 3 місяці тому +1

    Bansabada chalibani

  • @ashokpradhan6401
    @ashokpradhan6401 3 місяці тому +1

    Sure BJD will collapse. There would be no sign of BJD party

  • @sumeetrajmund816
    @sumeetrajmund816 3 місяці тому +1

    BJD was the one and only most corrupted party of odisha. I am a victim of their politics

    • @Ambulrai
      @Ambulrai 3 місяці тому

      Naveen Odisha ku Barbad karidaeichi

  • @OLDHITSCHANNEL
    @OLDHITSCHANNEL 3 місяці тому

    Nabin sir is best CM au tanka pari au kehi hei paribeni❤

  • @sabitakope
    @sabitakope 3 місяці тому +1

    Hello guys

  • @PurnimamallickMallick
    @PurnimamallickMallick 3 місяці тому

    Lajya laguchi am odisha basinku argus news dekhi odisha ku barbad kal garib nk katha bhabilani chhi

  • @BijayaBarick-ij8cz
    @BijayaBarick-ij8cz 3 місяці тому

    Best of luck 🤞 go ahead and proceed

  • @sasanksekharaswain9208
    @sasanksekharaswain9208 3 місяці тому

    ଶେଷଦେବ ତୁମେ ଆଗକୁ ବଢ , ତୁମ କଥା ବହୁତ୍ ଭଲ ଲାଗେ, ବିରୋଧୀଙ୍କୁ ବହୁତ୍ କଷ୍ଟ ହେଉଥିବ ତୁମ କଥା

  • @sarojinibagh1990
    @sarojinibagh1990 3 місяці тому +1

    Jetebele MLA O MP mananku stage re chadhaaideunathile setebele kuaade jaai thila

  • @badalnayak5817
    @badalnayak5817 3 місяці тому +1

    Cbi Ed lagiba ta final

  • @suryanarayansahu5375
    @suryanarayansahu5375 3 місяці тому

    ଦୟାକରି ଜଦି କୈାଣସି ଦଳ ବିଜେଡି ଦଳ ଛାଡି ଥିବା ଲୋକଙ୍କୁ ନିଜ ଦଳରେ ନିଅନ୍ତି ସେ ଦଳ ନିଶ୍ଚିତ ହାରିବା ସତ୍।ଞ୍ଚ

  • @bikramkesharijena48
    @bikramkesharijena48 3 місяці тому

    ନବୀନ ବାବୁ ଜଣେ ନିରିମୁଳି ଲତା

  • @Tuludas-d6b
    @Tuludas-d6b 3 місяці тому

    ଓଡିଆ ଏତେ ବୋକା ନୁହନ୍ତି ବିଜୁପଟ୍ଟନାୟକ ଙ୍କ ନା ରେ ଯିଏ ବି ଆସିଲେ ଭୋଟ ଦେବେ bjd ରେ କଣ କାପୁରୁଷ ଆଉ ଅଣ ଓଡିଆ ଆସିବେ

  • @chirgallivenews
    @chirgallivenews 3 місяці тому

    Argus news vala bjd upore bohut doro

  • @saivarasa123
    @saivarasa123 3 місяці тому

    Only bjd❤❤❤❤❤

  • @SubhaShreesamal-yo7nm
    @SubhaShreesamal-yo7nm 3 місяці тому

    Patanyk aul❤ot kara tu❤ jay jagnata

  • @roshnimohapatra2797
    @roshnimohapatra2797 3 місяці тому

    ଛି ଛି ରେ ଖଡାଖିଆ ବିଜେଡିର ସଇତାନ୍ କ୍ରୀତଦାସ ତୁମେ ସବୁ ଯାଅ ତାମିଲ୍ ଚାକର ହେଇ ରହିବ.........

  • @ManojSingh-zo1zt
    @ManojSingh-zo1zt 3 місяці тому

    Bjd puni back karib

  • @sangramparida4139
    @sangramparida4139 3 місяці тому +1

    Tama news chaneel ku kebal bjd saha taku chadile tama staff payment kariparibani.......

  • @HarikrishnaGouda
    @HarikrishnaGouda 3 місяці тому +1

    ପାଣ୍ଡୁ ଲୁଚାଇବାକୁ ଯାଇଥିଲା
    ଯେତେବେଳେ ଜଣାପଡି ଗଲା
    ସେତେ ବେଳେ ବହନା କରୁଛନ୍ତି

  • @ODISHABHAI-eq8jq
    @ODISHABHAI-eq8jq 3 місяці тому

    ବିଜେଡି ର ଭବିଶ୍ଵତ୍ କଥା ଏଇ ଚାନେଲ କୁ ବେଶୀ ଚିନ୍ତା, ବିଜେପି ର ଖବର ବେଶୀ ପ୍ରସାରଣ କଲେ ସିନା ସେ,24 ବର୍ଷ ରହିବ

    • @ashiskumarbhanja2032
      @ashiskumarbhanja2032 3 місяці тому +1

      BJD କୁ ମୂଳ ପୋଛ କରିବା ଓଡ଼ିଶା ବାସି ଙ୍କ ଲକ୍ଷ୍ୟ। ଅପେକ୍ଷା ଆଉ ୫ ବର୍ଷ କର BJD ବୋଲି ଗୋଟେ ଦଳ ଇତିହାସ ରୁ ପୋଛି ହେଇଯିବ।

    • @Ambulrai
      @Ambulrai 3 місяці тому

      Naveen au BJD Odisha paen gote Kalanka. History haejibe bahut jaldi. Naveen ku lifetime Jail haba

  • @sangramparida4139
    @sangramparida4139 3 місяці тому +1

    Apane jani nahanti bodhe modi haru haru banchichanti.....

  • @SantoshMaharana-nm3tj
    @SantoshMaharana-nm3tj 3 місяці тому

    Bjd gote unsafe political agency
    Very dengerous conflict for odisha citizen

  • @PradipkumarRoutray-yr9ic
    @PradipkumarRoutray-yr9ic 3 місяці тому

    ODISA BASI CANT ALLOW THE PANDIAN BABU ...IF NANIN SIR ALLOWS ....THE ODISA POLITICS WILL BE MISERABLE TO BOTH BJP AND BJD...NEXT CONGRESS WILL TAKE ADVANTAGE

  • @satyamaharana5050
    @satyamaharana5050 3 місяці тому

    Pandian BJD re rahile 2029 re BJD 15 ku asibo tapore BJD Ganjam bhasare GM BJD

  • @OnlineLove-yl4re
    @OnlineLove-yl4re 3 місяці тому

    ଏଇଟା କଉଠି ଉଡ଼ି ଆସିଲା ରେ

  • @AlokRoutray-rb8mj
    @AlokRoutray-rb8mj 3 місяці тому

    Sir CM sir n ka. Cuttack bhai sir n ku government help
    Mu bhabuchi a be darakara

  • @LakhmipriyaLakhmi
    @LakhmipriyaLakhmi 3 місяці тому

    Prati 5-10 barsa re govt change kale .. both neta aau loka mane tara labha paibe .. kehi bi sattabadi hoiparibe nahi .. nahale democracy danger re asiba lokanka rights aau srilanka valia situation heba..

  • @prafullakumardeep8338
    @prafullakumardeep8338 3 місяці тому

    Odisha re itihasa Srutikala AU Biju legacy Darakar Nahin Odisha Basi Uchit jababdebe

  • @AshokPanda-qt4qn
    @AshokPanda-qt4qn 3 місяці тому

    Jana paduchhi Pandia sir Nabinbabu nkar paribar Bandhu Sethire Pandian sir Simita Rahiba pain Anurodha 🙏

  • @AshokPanda-qt4qn
    @AshokPanda-qt4qn 3 місяці тому

    Dhanyabada Sambad parbesan pain

  • @rathbaisalini8872
    @rathbaisalini8872 3 місяці тому +1

    Hereditary politics very dangerous

  • @susantapatra3362
    @susantapatra3362 3 місяці тому

    Project Dayad will also befailed

  • @chhotajena8209
    @chhotajena8209 3 місяці тому

    BJD IS PAST. NO CHANCE OF RISE AGAIN.

  • @UTKL
    @UTKL 3 місяці тому +1

    ODISHA IS THE BEST

  • @satchidanandaacharya7119
    @satchidanandaacharya7119 3 місяці тому +1

    Gaalua ra bilua bichar,, BJD ସରକାର ର ପ୍ରତିନିଧି

  • @purnachandradakua8265
    @purnachandradakua8265 3 місяці тому +1

    ଅଲାଜୁକ ମାଗିଆ ଗାଣ୍ଡିରେ ଖଡ଼ା ଗଛ ଉଠିଲେ ବଉଁସ ଜାକକୁ ଛାଇ

  • @simanchalbeherauu754
    @simanchalbeherauu754 2 місяці тому +1

    jahnkì bhlb ptnayk nbin ptnyk odishaku deblia kridele majhì shasñ modi shsn drkar

  • @SanjuTarai
    @SanjuTarai 3 місяці тому

    Arupa patanyak cm hebadarakar

  • @p.cchannel3644
    @p.cchannel3644 3 місяці тому

    Amara cm Naveen patnayak 🙏❤️💕

    • @Ambulrai
      @Ambulrai 3 місяці тому

      World no. 1 useless corrupted ex CM.

  • @technicaldipti3444
    @technicaldipti3444 3 місяці тому

    Upcoming again BJD

  • @bhagirathipradhan4590
    @bhagirathipradhan4590 3 місяці тому

    Bjd bhangijiba

  • @pitambarnayaknayak3100
    @pitambarnayaknayak3100 3 місяці тому

    Sir apana kuhantu pandu anna nee po tamilnadu

  • @danardanasahu4997
    @danardanasahu4997 3 місяці тому

    Naveen nivas ru sighra bahar kara

  • @jagamohansahu3128
    @jagamohansahu3128 3 місяці тому

    Sade chari koti mo paribar,Mora. Au kehi nahanti, tebe Arun o gayatri kie .emane bjd. Ku bancheibe,bahare politics.

  • @jitendra145
    @jitendra145 3 місяці тому

    ei anchor ei news re rahiba Katha nuha ei heichi gote ajogya anchor ...sabubele anchor neutral heba darkar

  • @sanatansahoo6526
    @sanatansahoo6526 3 місяці тому

    Goura hari ku chapal mala dei diveru bahar karajau

  • @danardanasahu4997
    @danardanasahu4997 3 місяці тому

    Pandiyan pae BJD pura barabada hoegala

  • @Ambulrai
    @Ambulrai 3 місяці тому

    Naveen jaha Odisha Barbad karichi....emane ahuri khola karbe Odisha ku.

  • @chirgallivenews
    @chirgallivenews 3 місяці тому

    Bjp konl parlament bodleibe bhogibe

  • @JugalNaik-up3jj
    @JugalNaik-up3jj 3 місяці тому

    ତୁ କେବଳ, Argus (BJD) ବିରୁଧରେ ଯାଣିଛୁ ଆଉ କିଛି ଯଣାନାହିଁ ତତେ ଓଡିଶା ଖବର

  • @NaliniPrabhaMaharana
    @NaliniPrabhaMaharana 3 місяці тому

    Nabin babu nka chada au kehi bjd ra cm heba ku ajogya.