Ravenshaw controversy getting dirty.Mahtab faced heavy backlash for his article supportingDharmendra

Поділитися
Вставка
  • Опубліковано 16 вер 2024
  • Ravenshaw controversy getting dirty. Mahtab faced heavy backlash for his article supporting Dharmendra.
    #ravenshawuniversity #bhartruharimahtab #dharmendrapradhan #satyaprakashnayak #odishapolitics #bjpodisha
    Ravenshaw Debate Episode-1: • Dharmendra fuels predi...
    Ravenshaw Debate Episode-2: • Pradhan's politics bac...
    Click on the playlist 'Satyapatha With Satyaprakash' & watch all the editorial episodes.
    Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
    For Latest Updates Follow us:
    Web: www.satyapatha...
    UA-cam: / @satyapatha
    Facebook: / satyapatha.in
    Instagram: / satyapatha.media
    Twitter(X): / satyapathalive

КОМЕНТАРІ • 197

  • @laxmidharnayak4191
    @laxmidharnayak4191 6 днів тому +10

    ଲୋକ ଯେତେବେଳେ ତେଲିଆ ଓ କୃତଘନ୍ ହୋଇ ଯାଏ ସେ ନିଜର ସ୍ଥିତି ଭୁଲି ଯାଏ । ଧନ୍ୟବାଦ ନମସ୍କାର। ସଠିକ୍ ଓ ସମୟୋପଯୋଗୀ ଆଲୋଚନା।

  • @user-fb8fb5qc2n
    @user-fb8fb5qc2n 6 днів тому +24

    ଧର୍ମେନ୍ଦ୍ର ପ୍ରଧାନଙ୍କର ବୋକଚାବୁହା। ଆ କଥାରେ ମୁଣ୍ଡ ଖେଲେଇବ ଉଚିତ୍ ନୁହ।

  • @balaihansdah9320
    @balaihansdah9320 6 днів тому +11

    ଶଳା ମାନେ ନିଜେ ତ କିଛି କରିପାରିବ ନାହିଁ...ଶେଷରେ ଯିଏ କଲେଜ ପାଇଁ ଟଙ୍କା ଦାନ କରିଥିଲା ,ତା ନାମ ରେ ବି ଛାଡ଼ିଲ ନାହିଁ... ଧନ୍ୟ ରେ ଆମ ଓଡ଼ିଆ କାଙ୍ଗାଳି ନେତା....

  • @user-ng5tc4nx3l
    @user-ng5tc4nx3l 6 днів тому +17

    ମୟୁରଭଞ୍ଜ ର ସେତେବେଳ ର ମହାରାଜ ବାରିପଦା ରେ ଶିକ୍ଷାନୁଷ୍ଠାନ ନକରି cuttack ରେ କରିଥିଲେ, ମହତାବ ବାବୁ ଦୟାକରି ସେମାନଙ୍କୁ ଅସମ୍ମାନ କରନ୍ତୁନି 🙏

  • @niranjanbarik3967
    @niranjanbarik3967 6 днів тому +12

    ମହତାବ ମାନେ ଓଡ଼ିଶା କୁ ବିକି ନିଜ ଆସନ ସୁଦୃଢ଼ କରିବାର ଅନେକ ଉଦାହରଣ ଅଛି ।

  • @pabitrapradhan4682
    @pabitrapradhan4682 6 днів тому +14

    କିରେ ଧର୍ମା ପଶ୍ଚିମ ଓଡିଶା କୁ ହାଇ କୋର୍ଟ ବେଞ୍ଚ ନ କରି ରେଭେନ୍ସା କଥା ପକେଇ କଥା ଡାଇଭର୍ଟ କରୁଛି ଧ... ର... ମା ⁉️ ତେଣୁ ନାଗ ନ ହୋଇ ଢମଣା ହେଉଛୁ ଭାଇ ଆମ ସମ୍ବଲପୁର ରୁ ସାଂସଦ ହୋଇ ⁉️

    • @Ranjan.628
      @Ranjan.628 6 днів тому

      24 barsa haba ta bjd thila kalani kahinki first pachara bhai

    • @SoumyaranjanPandey-do8ke
      @SoumyaranjanPandey-do8ke 6 днів тому +4

      ​@@Ranjan.628andhbhkt spotted 😂😂😂😂

    • @Ranjan.628
      @Ranjan.628 6 днів тому

      @@SoumyaranjanPandey-do8ke Han re tu jemiti gote 😂😂 .sethipaain kuhanti education important boli . To bhalia murkha gudaka kouthu bujhibe . Patha padhiba time re biju Juba bahini re pasilu au ebe tu dadan 😂😂. Janibu kouthu re Anya ku andhabhakta kahuchu hele 24 barsa haba kouthi gandi marauthilu re Sala kukura .

  • @ramakantasahoo5597
    @ramakantasahoo5597 6 днів тому +5

    ଭର୍ତ୍ତୃହରି ବାବୁଙ୍କର ବୋୖଦ୍ଧିକ ସ୍ତର ଉନ୍ନତ ଥିଲା ଯେତେବେଳେ ସେ ବିଜେଡ଼ିରେ ଥିଲେ। ତେଣୁ ସେ ଭଲ ସାଂସଦର ମର୍ଯ୍ୟାଦା ପାଇଥିଲେ । ବର୍ତ୍ତମାନ ସେ ଯେଉଁ ଦଳରେ ଅଛନ୍ତି ସେ ଦଳର ଚିନ୍ତାଧାରା ସହିତ ଖାପ୍ ଖୁଆଇ କଥା କହିବାକୁ ପଡ଼ିବ । ନହେଲେ ଅସୁବିଧା ହୋଇପାରେ ।

  • @abhirammallik8940
    @abhirammallik8940 6 днів тому +6

    Respected Satya Babu, I offered my hearty congratulation once again for your straight journalism. Being a ex-student of Ravenshaw I am feeling pity on proposal of change of name of Ravenshaw. Thanking you for your nice presention.

  • @biswanathbiswal6016
    @biswanathbiswal6016 6 днів тому +5

    ମହତାବ ବାବୁ ଜଣେ କ୍ଷମତା ପାଇଁ ରାଜନୀତି କୁ ଆସିଥିବା ବ୍ୟକ୍ତି, ପ୍ରଜାତନ୍ତ୍ର ର ସମ୍ପାଦକ ଥାଇ ପ୍ରଜାତନ୍ତ୍ର କୁ ବୁଡାଇ ଥିବା ବ୍ୟକ୍ତି, ତେଣୁ କ୍ଷମତା ପାଇଁ ଧର୍ମେନ୍ଦ୍ର ବାବୁ ଙ୍କ ହଳିଆ ହେବାକୁ ପସନ୍ଦ କରିବେ,

  • @pradipkumarsingh1881
    @pradipkumarsingh1881 6 днів тому +6

    ଯେଉଁ ମାନଙ୍କର ବଂଶଧର ମାନେ ଯଦି ନାଥୁ ରାମ ସପକ୍ଷରେ ଯୁକ୍ତି କରି ପାରୁ ଛନ୍ତି , ସେମାନେ ଅନ୍ୟ କାହା ବିଷୟରେ କହିବା ଟା ତ ତାଙ୍କ ପାଇଁ ସାମାନ୍ୟ କଥା ,,,,

  • @PanchananParida-ot8cx
    @PanchananParida-ot8cx 6 днів тому +2

    Dear sir, absolutely correct answer to Mahatab. Thanks Sir.

  • @sukantadash3070
    @sukantadash3070 6 днів тому +4

    ଭର୍ତୃହରି ମହତାବ ନିଜ ବାପା ଙ୍କ ଇଜ୍ଜତ ସାରିଦେଲେ ।

  • @କଳ୍କୀ
    @କଳ୍କୀ 6 днів тому +4

    ମହତାବ ଜଣେ ସ୍ବାର୍ଥବାଦି ଲୋକ ଯିଏ ଏ ଦଳ ସେ ଦଳ ହୁଏ ସେ ଲୋକ କେବେବି ସାଧାରଣ ଲୋକଙ୍କ କଥା ଭାବେନି,କେବଳ ମହତାବ ଜଣେ ସୁବିଧା ବାଦି ଲୋକ

  • @rudranarayansamantasinghar5391
    @rudranarayansamantasinghar5391 6 днів тому +2

    Good journalism

  • @amarjeetlifestylevlog3161
    @amarjeetlifestylevlog3161 6 днів тому +3

    ରେଭେନ୍ସା କେବଳ ନାମ ନୁହେଁ ଆମ ଭାବନା। ଜୟ ରେଭେନ୍ସା ❤

  • @pratapmoharana9918
    @pratapmoharana9918 6 днів тому +3

    ଆଜ୍ଞା ମୁଁ ଜଣେ ଓଡ଼ିଆ l ହେଲେ ମଧ୍ୟ ବୁଝିପାରୁଛି ଯେ କାହିଁକି ସମସ୍ତେ କୁହନ୍ତି ଓଡ଼ିଆ ଜାତି ଏକ କଙ୍କଡା ଜାତି l

  • @kalucharanpaikray7238
    @kalucharanpaikray7238 6 днів тому +3

    ଭର୍ତ୍ତୃହରି ମହତାବ ଧର୍ମେନ୍ଦ୍ର କୁ NEET କେଳେଙ୍କାରୀ ରୁ ବଞ୍ଚେଇବା ପାଇଁ ହୀନ ପ୍ରଚେଷ୍ଟା କରୁଛନ୍ତି.........

  • @santoshkumarswain6547
    @santoshkumarswain6547 6 днів тому +7

    ସରଳ ଭାଷାରେ କହିଲେ ଏ ମାନେ ପାଠ ପଢି ନାହାନ୍ତି ତାଙ୍କୁ ସରଳ ଭାଷା ରେ ବୁଝାଅ

  • @MaheswarKar-z8g
    @MaheswarKar-z8g 6 днів тому +3

    ଭର୍ତ୍ତୃହରି ମହତାବ, ଧର୍ମେନ୍ଦ୍ର ପ୍ରଧାନ ଙ୍କ ଠାରୁ କୃପା ଓ ଲାଭାର୍ଥୀ ହେବା ପାଇଁ ଏ ପ୍ରକାର ଯୁକ୍ତି କରିଛନ୍ତି।

  • @hkkhatua
    @hkkhatua 6 днів тому +3

    ଦର୍ଶକ ମାନଙ୍କୁ ମୋର ଏକ ତଥ୍ୟ :
    ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀ ହରେକୃଷ୍ଣ ମହତାବ ବର୍ତମାନ ସାଂସଦଙ୍କର ଗୋସେଇଁ । ଶ୍ରୀ ଭ୍ରତୃହରି ମହତାବ ହରେକୃଷ୍ଣ ମହତାବଙ୍କ ପୋଷ୍ୟପୁତ୍ର।
    ତେଣୁ ଗୋସାଇଁ କିଏ କାହାର ଆପଣ ମାନେ ସ୍ଥିର କରନ୍ତୁ ।

  • @d.santoshkumardora5014
    @d.santoshkumardora5014 6 днів тому +2

    ନିରପେକ୍ଷ ସାମ୍ବାଦିକତା ସତ୍ୟବାବୁ
    ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ 🙏🙏❤️

  • @sakhigopalpradhan669
    @sakhigopalpradhan669 6 днів тому +2

    Thanks Satya babu

  • @pkpanda1371
    @pkpanda1371 6 днів тому +3

    Bhatruhari mahatab... Dharmendra ପ୍ରଧାନ ଙ୍କ ବୁଚକା ବୁହା ସାଂସଦ। Bhatruhari କୁହନ୍ତୁ କଟକ ପାଈଁ ତାଙ୍କ ଯୋଜନା କଣ?? ମୂର୍ଖ ଭୋଟର ବି ଧନ୍ୟ ଯେ Bhatruhari ଙ୍କୁ again ଭୋଟ ଦେଉ ଅଛନ୍ତି। ଧୀକ ଦ୍ଧିକ୍।

  • @IOSALive
    @IOSALive 6 днів тому +2

    Satyapatha, nice content bro

  • @user-zq9ko7oq8w
    @user-zq9ko7oq8w 6 днів тому +2

    Right sir

  • @AdyashaBarik-oe3jl
    @AdyashaBarik-oe3jl 6 днів тому +3

    ଓଟିଭି ହଉଚି କେନ୍ଦ୍ରର ମୋଦୀ କାମଚା ଓଟିଭି ପଚାରିବ କାହିଁକି ତା ଓନର କନ୍ଦ୍ରରେ ଅଡୁଆରେ ପଡିବ

  • @lokanathdas5246
    @lokanathdas5246 6 днів тому +2

    Right

  • @manoranjandas9902
    @manoranjandas9902 6 днів тому +1

    Very positive and educative presentation,thanks

  • @janmejayaswain2612
    @janmejayaswain2612 6 днів тому +2

    ଠିକ୍ ଭୁଲ କଥା ଅଲଗା ।ଏ ସଵୁ ରାଜନୈତିକ ଚିନ୍ତାଧାରା ।। ଯୋଗ୍ୟ ପିତାର ଅଯୋଗ୍ୟ ପୁତ୍ର ।

  • @sadanandasahoo3707
    @sadanandasahoo3707 6 днів тому +7

    ମହତାବଙ୍କୁ ବାଚସ୍ପତି ପଦ ତ ମିଳିଲା ନାହିଁ, ଆଉ କେଉଁଠି ଆଖି ପକେଇଥିବେ, ଯେଉଁଥିରେ ଧର୍ମେନ୍ଦ୍ର ସାହାଯ୍ୟ କରିପାରିବେ। ସବୁ ନିଜ ମତଲବ ରେ

  • @benudharabastia8838
    @benudharabastia8838 6 днів тому +1

    Very good analysis

  • @user-ft1wf2ep2p
    @user-ft1wf2ep2p 6 днів тому +2

    Mahtab ji speak about BJP agenda chapluse chatukar not aspect by ODISHA people .

  • @TapaswiniDas-jh6gf
    @TapaswiniDas-jh6gf 6 днів тому +1

    Nice news

  • @prafullakumarraut8835
    @prafullakumarraut8835 6 днів тому +2

    ବେଇମାନ ମାନେ ସବୁବେଳେ ବେଇମାନ

  • @PRATAPChandraJENA-ey1st
    @PRATAPChandraJENA-ey1st 6 днів тому +1

    ଭର୍ତୁହରି ବାବୁ ଜଣେ ସୁବିଧା ବାଡ଼ି ଲୋକ ,ନିଜର ଅସ୍ଥି ତ୍ଵ ହରାଇ ଛନ୍ତି ,ମୟୂର ଭ୍ଞ୍ଜ ରାଜା ସେ,ସମୟରେ ବୋକାଥିଲେ ,ତାଙ୍କ ଠାରୁ ,ଧର୍ମେନ୍ଦ୍ର ବାବୁ, ଭର୍ତୁ ହରି ବାବୁ ,ବହୁତ୍ ଚାଲାକ୍,ଏ ମାନେ ଆଙ୍କର,ବାପା ଙ୍କ ନାମ ଏ ବେ ବଦଳାଇ ଦେବେ !ଏ ମାନେ କ୍ଷମତା ରେ ଅନ୍ଧ ହୋଇ ଗଲେଣି ,ତେଣୁ ନିଆଁ ସାଥିରେ ,ଖେଳ ଖେଳୁ ଛନ୍ତି !

  • @kalpatarubhal8685
    @kalpatarubhal8685 6 днів тому +2

    Right sir ❤❤❤

  • @pitambrarout8724
    @pitambrarout8724 6 днів тому +3

    ପ୍ରଳମ୍ୱ ଅଶୁଦ୍ଧି ନୁହେଁ,ପ୍ରଣବ ଅଶୁଦ୍ଧି ।

  • @prasannabhol6919
    @prasannabhol6919 6 днів тому +2

    Jiye prajatantra paper ku budei dele, siye Revenshwa ku kipari surakhya debe?

  • @nilamanipadhan6200
    @nilamanipadhan6200 6 днів тому +3

    ନିର୍ବାଚନ ପୂର୍ବରୁ ମୋଦି କୁ ବିରୋଧ କଲେ ଦେଶ ଦ୍ରୋହି କହୁଥିଲା B J p ମୋଦି କଣ ଭାରତ

  • @sumitrapanigrahi8677
    @sumitrapanigrahi8677 5 днів тому

    ଯେଉଁ କେତେଜଣ ଓଡ଼ିଆ ନିଜ ଭାଷାର ଖବର କାଗଜ ପଢୁଛନ୍ତି, ଏଭଳି ବିକୃତ ବିତର୍କ ପାଇଁ ପ୍ରଜାତନ୍ତ୍ର ପଢିବା ବନ୍ଦ କରିଦେବେ। ଜନାଦେଶ ଓ ଜନମତ ଆଧାର ରେ କାର୍ଯ୍ୟ କରି ଆଗାମୀ ପିଢ଼ି ପାଇଁ କିଛି ଭଲ କାମ କରନ୍ତୁ ।

  • @suryadas1087
    @suryadas1087 6 днів тому +2

    These characters are most insecured in the current political situation.

  • @amiyapatra451
    @amiyapatra451 6 днів тому +1

    Nice presentation.

  • @Nayanadeipradhan99
    @Nayanadeipradhan99 5 днів тому

    ଏହାଙ୍କୁ କଣ ପ୍ରଜାତନ୍ତ୍ରର ସଂପାଦକ କୁହାଯାଏ। ସେ କଣ ଜାଣନ୍ତିନି ବିଦେଶୀ ମାନେ ଓଡିଆର ମଉଡ ମଣି ଜଗନ୍ନାଥଙ୍କୁ ମଧ୍ୟ ପୂଜା କରୁଛନ୍ତି ମନ୍ଦିର ତିଆରି କରି ।

  • @SoumyaranjanPandey-do8ke
    @SoumyaranjanPandey-do8ke 6 днів тому +2

    Shame on BJP Government 😡😡😡😡

  • @pabitrapradhan4682
    @pabitrapradhan4682 6 днів тому +2

    ମ.... ହାତ.... ବୋ........ ⁉️

  • @MrSuryapatro
    @MrSuryapatro 6 днів тому +2

    This is strategically planned by the central govt , as the mohan govt gradually loses fame .

  • @girijasankarmohanty6609
    @girijasankarmohanty6609 6 днів тому +1

    Those who are coming in support of change of the name of Ravenshaw College are not real odia. Ravenshaw is the glory of Odisha. Further, if this happens, the names of some other Universities may be changed.

  • @rameshsahoo8600
    @rameshsahoo8600 6 днів тому +1

    ❤❤

  • @rayadvocate7711
    @rayadvocate7711 6 днів тому +2

    Bhartruhari Mahtab should have asked this issue to Harekrishna Mahtab. Now Bhartruhari has no choice, he is in the begging pot of Dharmendra.

  • @hariharnath8798
    @hariharnath8798 6 днів тому +2

    ମହତାବଙ୍କ ଗୋସେଇଁ କିଏ ଜଣାପଡୁଛି।

  • @nityanandadas5330
    @nityanandadas5330 6 днів тому +1

    It is a great pleasure for the people Odisha that hon'ble Bhartruhari babu has awaken from sleep or so to say from hibernation and started crying for Ravenshaw. Is Mahatab ji running after ideal or hankering after power. It is strange that a leader of his stature is trying his level best to make Dharmendra Prdhan happy for own political interest.

  • @nagendrapattnaik2860
    @nagendrapattnaik2860 6 днів тому +1

    Name change is strategy for diverting odia people from main agendas

  • @madhusudanparida4161
    @madhusudanparida4161 6 днів тому +1

    Thanks with regards Satya Babu for ur correct & excellent clarification with strong presentation.Very useless & Pre-planning conspiracy by BJP leaders should be condemned.

  • @pramodkumarpal8248
    @pramodkumarpal8248 6 днів тому +1

    Bhatruhari babu now in Name change politics after a long time .....very very painfull .....

  • @ratnakarnayak-up5kf
    @ratnakarnayak-up5kf 6 днів тому +1

    Good question

  • @Satya1990_
    @Satya1990_ 6 днів тому +3

    Change name of Revenshaw not a big task but matee is why d Pradhan arrised a personal opinion change Revenshaw name during 3 months of new govt bcz he try to prove his popularity and he doesn't wanted cm Mohan majhi as a cm this is the bjp internal party eggo they fight each other like congres this is very bad masage go to public.try to development of odisha in your 5 years govt not to try name change work

  • @Ramakant-vb2tw
    @Ramakant-vb2tw 6 днів тому +1

    Bilkul thik. SatyaBabu saujanyata shabdati parihaar karibeki dayakari ehaaku bahuprachalita bhuul boli kuhayae

  • @sadanandasahoo3707
    @sadanandasahoo3707 6 днів тому +1

    କେତେ ନେଇଥିବେ ବା କୋୖଣସି ପଦପଦବୀ ଲୋଭରେ

  • @pradiptabeura334
    @pradiptabeura334 6 днів тому +1

    Satya babbu is great

  • @chittaranjanpatra2885
    @chittaranjanpatra2885 6 днів тому +3

    ଏହା ସତ୍ୟ ଯେ ଇଂରେଜ ସରକାର ଆମକୁ ଟେକିବାକୁ ଆସି ନ ଥିଲେ। ଲୁଟ କରିବା ପାଇଁ ଆସିଥିଲେ

    • @rnayak4u
      @rnayak4u 6 днів тому +1

      Current political leaders are no less then British people. British people had looted us and taken wealth to their country, where as most of the current political leaders and burocrates are looting us and accumulating wealth for their seven generation.

    • @RanjanBehera-ge1kf
      @RanjanBehera-ge1kf 6 днів тому

      ☀️ Right...............................👍

  • @budhadevpanda467
    @budhadevpanda467 6 днів тому +5

    ପୋଷା ପୁଅ ଉବାଚ

  • @pratapchandrasamal2396
    @pratapchandrasamal2396 6 днів тому +7

    ଭର୍ତୃହରି ବାବୁ ଇତିହାସର ଆଉ ଦୁଇଟି ଅଧ୍ୟାୟ ବିଷୟରେ ଆଲୋଚନା କରିବେ କି।
    ୧) ଓଡ଼ିଶା ମିଶ୍ରଣ ବା ଅବିଭକ୍ତ ଓଡ଼ିଶାରୁ ଯେଉଁ ଅଂଚଳ ବାହାରିଗଲା ସେତେବେଳେ ତାଙ୍କ ବାପା ଯିଏ କି ଓଡ଼ିଶାର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କ ଭୂମିକା ବା ଅବଦାନ ସମ୍ପର୍କରେ ଲେଖିବେ କି।
    ୨) ତାଙ୍କ ବାପା ହରେକୃଷ୍ଣ ମହତାବଙ୍କ ନାଁରେ ଦୁର୍ନୀତି ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ଯେଉଁ ତଦନ୍ତ କମିଶନ ଗଠନ କରିଥିଲେ ତାର ରିପୋର୍ଟ ପ୍ରକାଶ କରିବେ କି।

    • @damodardas2829
      @damodardas2829 6 днів тому

      ଠିକ କଥା ମହତାବ ବାବୁ ଠିକ ବାପାର ପୁଅ ଏହାର ଉତ୍ତର ସାତ ଦିନରେ ଉତ୍ତର ଦେବେ

    • @pratapchandrasamal2396
      @pratapchandrasamal2396 6 днів тому

      ସେ ଦେବେ ନାହିଁ କାରଣ ସେ ହରେକୃଷ୍ଣ ମହତାବଙ୍କ ପୁଅ ନୁହଁନ୍ତି, ତାଙ୍କ ପୋଷ୍ୟ ପୁତ୍ର। କଥାରେ କହନ୍ତି ନା ପୋଷା ପୁଅ ଗୁଞ୍ଜା ରୁଅ।

  • @bhismabhisma4496
    @bhismabhisma4496 6 днів тому +1

    Ravenshaw na badala gale nua college na Harekrishna Mohatab rakhibe ki BJP dal.

  • @biranchinarayanmohanty4699
    @biranchinarayanmohanty4699 6 днів тому +1

    ଧରମା ଗୋଟିଏ ପଟୁକାର 😢

  • @hariharnath8798
    @hariharnath8798 6 днів тому +2

    300 unit bijuli katha kuade gala

  • @user-yg2nl2xn5d
    @user-yg2nl2xn5d 6 днів тому +2

    No need of changing the name.

  • @hariharnath8798
    @hariharnath8798 6 днів тому +2

    Mahatab babu power lovi. POWER RE RAHIBAKU KICHHI B KARIBE , KAHIBE. DHARMENDRA NKU KHUSI KARIBAKU CHANCHAGIRI KALE PARTY RE PATIARA BADHIBA

  • @rajatkumarsahoo3050
    @rajatkumarsahoo3050 6 днів тому +2

    Satya Babu
    ପଦ୍ମ ଦଳ କୁ କିଣା ହୋଇ ଆସିଥିବା ବ୍ୟକ୍ତି ମା ନେ ବହୁତ ଅବୁତ୍ରି କରୁଛନ୍ତି।
    ପଦ୍ମ ଦଳିଆ କେନ୍ଦ୍ର ରେ ବିଗତ ୧୦ ହେଲା ସୋଇ ଥିଲେ।
    ବର୍ତମାନ ୨ ଟି ଇଞ୍ଜିନ ସରକାର ହେବାରୁ ଧର୍ମେନ୍ଦ୍ର ବାବୁ ଙ୍କ ର ମନେ ପଡ଼ିଲା।
    ତାଙ୍କ ବାପା ଙ୍କ ସମୟ ରେ ବନ୍ଦ ହୋଇଥିବା ତାଳଚେର ସାର କାରଖାନା କୁ ଚଲେଇ ବାକୁ ଧ୍ୟାନ ଦେଲେ ଭଲ ହେବ।
    ରଙ୍ଗ ବଦଳା ଓ ନାମ ବଦଳା ରୁ ଦୁରେଇ ରହିଲେ ଭଲ ହେବ। ଅଯଥା ସମୟ ବ ର ବା ଦ କରନି।

  • @user-bb4vu7vk3s
    @user-bb4vu7vk3s 6 днів тому +1

    They have not set up a UP School

  • @AtulDash-o6r
    @AtulDash-o6r 6 днів тому

    ସତ୍ୟ ବାବୁ! ଉଚ୍ଚ ଶଦ୍ଦ ପ୍ରୟୋଗ କରନ୍ତୁ ନାହିଁ,

  • @udayjena4064
    @udayjena4064 5 днів тому

    ଭର୍ତୁହରି ବାବୁ କଉଠ ଆସିଲେ ୬ଥର ଏମ ପି ଥିଲେ ...କାହିଁ କହୁନଥିଲା.....ଓଃ। ଟିକେଟ ଧର୍ମେନ୍ଦ୍ର ଦେଇଛି ପରା.....

  • @NoDaddyIssues
    @NoDaddyIssues 6 днів тому +1

    ମହତାବ ଟା ଧରମା ଧରଣର........

  • @rayadvocate7711
    @rayadvocate7711 6 днів тому +1

    Dharmendra has been sent to centre, why is he interfering in the State affairs

  • @chintamanidas3249
    @chintamanidas3249 6 днів тому +2

    Prajatantra sethipain au bikri heuni

  • @basantibalapanigrahi5289
    @basantibalapanigrahi5289 5 днів тому

    Please Education minister do your work for Education of students ,don't think to change the name of the College.

  • @laxmipriyatv1673
    @laxmipriyatv1673 6 днів тому

    ସେତେବେଳର ସୁବର୍ଣ୍ଣପୁର ରାଣୀ ରେଭେନ୍ସା କୁ କେତେ ଟଙ୍କା ପ୍ରଦାନ କରିଥିଲେ ?

  • @biranchinarayanmohanty4699
    @biranchinarayanmohanty4699 6 днів тому +1

    ଧରମା ଗୋଟିଏ ପଟୁକାର

  • @rayadvocate7711
    @rayadvocate7711 5 днів тому

    But what Mahtab has done for Odisha or for Cuttack in his 7 times tenure as a M.P. Can he reply.

  • @ramachandrabehera1684
    @ramachandrabehera1684 6 днів тому +1

    Mahatab gute manisha 😂😂😂 say him as best dhokabaj 😂😂 power hanker 😂😂😂😂😂 gandi Mara Sankara 😂😂😂😂😂😂😂😂😂😂

  • @ansumanprasaddas7093
    @ansumanprasaddas7093 6 днів тому +1

    Mahatabji, don't so cheap, your suffering will be more, god will not excuse you, you are not satisfied with your daughters' suffering, god has more plan for you. Be good and do good.

  • @sakhigopalpradhan669
    @sakhigopalpradhan669 6 днів тому

    Excess in vain desire to be glorified in politics not being worthy of it creates such situation

  • @dineshrath2500
    @dineshrath2500 6 днів тому +2

    Praja tantra kehi padha nti nahin

  • @amitprogrammer4847
    @amitprogrammer4847 6 днів тому +1

    Sir aapn 100 prasent shi baat. Kiy BJP aasichi ahi pri kam pai

  • @manoj6726
    @manoj6726 6 днів тому +2

    Emanka goseni bodhe bangali thile.

  • @pramodkumarrout7641
    @pramodkumarrout7641 7 днів тому +3

    "ସତ୍ଯପାଠ "କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସାକ୍ଷାତକାର ନିଅନ୍ତୁ ।

    • @pitambrarout8724
      @pitambrarout8724 6 днів тому

      ଭର୍ତ୍ତୁହରି ବାବୁ ଆଜି ସମ୍ବାଦରେ ପ୍ରକାଶ ପାଇଥିବା
      ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ଲେଖା ପଢନ୍ତୁ ।

    • @sushantasahu6107
      @sushantasahu6107 5 днів тому

      Jadi Dum thiba Maku bhai nkara tahele gote unscripted interview deiki dekhantu satyapath re. Nahe tanka mukhya purodha (Modi g) ta kina media rrr hin interview dianti aau ye kuadu debe unscripted interview

  • @pranabkumarpattanayakprana9679
    @pranabkumarpattanayakprana9679 6 днів тому +1

    Nonsense now decimated prajatantra largest daily to lowest, may be last chance to serve as an MP.

  • @gupteswarpurohit7612
    @gupteswarpurohit7612 6 днів тому

    ଆପଣଂକ ପାାଖରେ କଂଗ୍ରେସ ର କିଛି ବିଷୟ ନାହିଁକି?

  • @tusarkantasatapathy5835
    @tusarkantasatapathy5835 5 днів тому

    ମା ଝିଅ ମନ୍ଦିରକୁ ଗଲେ
    ଯେଝା ଶୂଭ ଯିଏ ମନାସିଲେ

  • @pramodpanda8976
    @pramodpanda8976 6 днів тому +1

    A neta nuhanti khyamata pai bokacha madhya buhaibaku pachhaibe.nahi

  • @prafullamishra5697
    @prafullamishra5697 6 днів тому +1

    Bhartuhari Mohotaba gote bahurupi endua baranasi chadei ate Doctor Harekrishna Mahataba nka kulangara santana ate

  • @dineshrath2500
    @dineshrath2500 6 днів тому +2

    Ratna bhandar suna kuade gala

  • @rayadvocate7711
    @rayadvocate7711 4 дні тому

    Dharmendra Pradhan...... Leave Odisha Do your third grade politics in the Koshal Raija. You have become a burden on Odisha.

  • @DrAnshu-uz3gc
    @DrAnshu-uz3gc 6 днів тому +1

    Nama name colour change state & centre cabinet

  • @manaspriyapanda1909
    @manaspriyapanda1909 5 днів тому +1

    Pet dog "mahatab"should bark in favour of his master "Dharmendra saha Pradhan.

  • @digambarbehera1022
    @digambarbehera1022 6 днів тому

    ଭର୍ତୁହରି ଜଣେ କନିଷ୍ଠ BJP ନେତା।

  • @rayadvocate7711
    @rayadvocate7711 3 дні тому

    Dharmendra Pradhan is an outsider to Cuttack. He is the "Kalapahad" for Cuttack. He want to destroy the cultural and educational heritage of Cuttack. Mahtab is assisting him. Boycott them.

  • @Ramakant-vb2tw
    @Ramakant-vb2tw 6 днів тому +1

    Ie sehi Mahatab ta yahanka saptahikee 1995re lekhithila BIJU VI GEYO eha lekhi paruthiba mahan byakti nka tharu loke adhika kichhi aasha karuchhanti ki? ? ?

  • @dasharathi2271
    @dasharathi2271 6 днів тому +1

    Bhatruhari Mahatab, history padhantu, Jane Swarthapara loka ra kathaku guruta diani repoter bandhu,

  • @user-fb8fb5qc2n
    @user-fb8fb5qc2n 6 днів тому +2

    ଏହାଙ୍କ ବାପା ମୁଖ୍ୟମନ୍ତ୍ରୀ ଥିଲେ ସେ ରେଭେନ୍ସା କଲେଜ ନାମ ବଦଳ ପାଇଁ ମତ ଦେଇ ନ ଥିବ ଅର୍ଥ ଆଙ୍କ କୃପର୍ଥି ଥିଲେ କି?। ଏ କଥା ଭର୍ତୁହରୀ ମହତାବ ସପଷ୍ଟ କରିବା ଦରକାର।ଏଥିରୁ ଜଣାଗଲା ମହତାବ ବାବୁ ପ୍ରଧାନ ବବୁଙ୍କର କେବଳ chatu kar। ଆଶା କେନ୍ଦ୍ରରେ କିଛି ପଦ ଦରକାର।

  • @hemantadash6520
    @hemantadash6520 6 днів тому +1

    Bhaktahari eabe haribol abasta re tenu Dharama - ku dhariki sesa bele kale gote minister pada miliba sethi lagi bili bili hauchanti 😂😂😂