Live | କେଳେଙ୍କାରୀ - ବିଜେଡି - ସୁରକ୍ଷା | 01 December 2023 | Argus News Live

Поділитися
Вставка
  • Опубліковано 29 лис 2023
  • Live | କେଳେଙ୍କାରୀ - ବିଜେଡି - ସୁରକ୍ଷା | 01 December 2023 | Argus News Live
    #argusnews #bjd #athagarh #odianews #newsupdates
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 313

  • @rameshmeher656
    @rameshmeher656 6 місяців тому +26

    ରକ୍ଷକ ସାଜିଛି ରାକ୍ଷସ

  • @sarbeswarmishra6695
    @sarbeswarmishra6695 6 місяців тому +10

    Bjd. Hatao. Odissa. Banchao

  • @rajiblochanbehera9301
    @rajiblochanbehera9301 6 місяців тому +13

    ଏମିତି ପୋଲିସ ଅଫିସର କୁ କୋଉଦିନ କୋଷ୍ଟରୋଗ ହେବ ପୋକ ଡାଲୁଡାଲୁ ହେବ ,ସେଦିନ ପରତନ୍ତ କେବଳ ଜଗନ୍ନାଥ ନିକଟରେ ଘିଅ ଦୀପଜାଳିବା ଜୟ ଜଗନ୍ନାଥ ।

    • @ranjankumarprusti7950
      @ranjankumarprusti7950 2 місяці тому

      ଖାଲି ପୋଲିସ ନୁହେଁ, ପୋଲିସ କୁ ସୁରକ୍ଷା ଦେଉଥିବା ବିଜେଡ଼ିର ନେତା ରାଜା ସ୍ବାଇଁ କୁ‌ ମଧ୍ୟ । ଓଡ଼ିଶା ବାସୀ ଦେଖନ୍ତୁ କିଭଳି ମାଆ କୁ ସମ୍ମାନ ଦେଇଛି ଏ ବିଜେଡି ସରକାର।

  • @ranjitkumarjena9432
    @ranjitkumarjena9432 6 місяців тому +26

    ଦୁଖଃ ଲାଗୁଛି ଏତିକି ଇଲେକ୍ସନ ସମୟରେ ପଇସା ଆଉ ମଦ ମିଳିଗଲେ ପଛ କଥା ଭୁଲିଯାଇ
    ଅଧର୍ମୀ ମାନଙ୍କ ଜୟକାର ନାରା ଲଗାଇବାକୁ 90%ଲୋକ ନିଜକୁ ନିଲାମ କରି ଦେଲେଣି 😢
    ଉପର ବାଲାକୁ ଡର ରେ ....

    • @pankajpanda6968
      @pankajpanda6968 5 місяців тому +2

      500 ଟଙ୍କା ମଦ ଚିକେନ ବହୁତ ଚାଲେ

  • @kubernayak5737
    @kubernayak5737 5 місяців тому +4

    ବିଜେଡି କେଲେଙ୍କରି ବଢ଼ି ବଢ଼ି ଚାଲିଛି ଆଉ ଆଗକୁ ଚାଲିବ ନାହିଁ ବିଜେଡି ଲୋପ ପାଇବାକୁ ବସିଲାଣି ଓଡ଼ିଶାରୁ only BJP ସରକାର ଦରକାର odishare love u argus news and Report

  • @satyaprakashsahoo7630
    @satyaprakashsahoo7630 6 місяців тому +40

    ମୂର୍ଖ ଝାବଡ ରାଜା ସ୍ବାଇଁ କୁ ହଟାଅ ଆଠଗଡ ବଞ୍ଚାଅ 👍👍👍👍

  • @user-eu8xd7sw6s
    @user-eu8xd7sw6s 2 місяці тому +3

    ବିଜେଡି ଭିତରେ 60% MLA ମନ୍ତ୍ରୀ ଲୁଟେରା ରେପିସ୍ଟି

  • @kubernayak5737
    @kubernayak5737 5 місяців тому +5

    ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସଲା ଏତେ ବଡ ବେଇମନ୍ ଆଊ ସେ ପୁଲିସ୍ କୁ ଲୁହା ରଡ ତତେଇ ମାରିବା କଥା

  • @surendraminyaka9583
    @surendraminyaka9583 6 місяців тому +8

    ଏ କଣ ମା କୁ ଶୋ୍ନମାନ ଏମିତି ପଶୁ କୁ ଗୁଳି ମାରିଦେବା କଥା ।

  • @jadunathhembram4974
    @jadunathhembram4974 6 місяців тому +4

    , ଏପରି ନରସଂହାର ସରକାରୀ କର୍ମଗ୍ଭରୀ ଵା ରାଜନୈତିକ ନେତାମାନଙ୍କୁ ସାଧାରଣ ଜନତାଙ୍କ ସାମନାରେ ଫାଶି ଦଵା ଦରକାର

  • @kulamaniprusty4640
    @kulamaniprusty4640 6 місяців тому +9

    ପୋଲିସ ଵାବୂମାନକୁ ପଚାରନ୍ତୁ ମା ଅଛନ୍ତି କି ନାହିଁ।

  • @user-rf1pt6to7f
    @user-rf1pt6to7f 6 місяців тому +5

    BJD ସରକାରଙ୍କୁ ନ ହଟାଇବା ପର୍ଯ୍ୟନ୍ତ ପୋଲିସ ଅଧିକାରୀ ସୁଦୁ ଦିବେ ନାହି

  • @sankirtankanhar2559
    @sankirtankanhar2559 6 місяців тому +17

    ନିଉଜ୍ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @biswabhusanbhanja1561
    @biswabhusanbhanja1561 6 місяців тому +5

    ଏ ଘଟଣା କଣ ନବୀନ ପଟ୍ଟନାୟକ କାନରେ ପଡୁନାହିଁ. ଏ ହେଉଛି ଦୁର୍ନୀତି ପ୍ରତି zero tolerance .

  • @user-ui6rq6np1f
    @user-ui6rq6np1f 4 місяці тому +1

    Bjd hina sarkar

  • @user-dg6pj4wf8u
    @user-dg6pj4wf8u 6 місяців тому +16

    BJD ସରକାର ରହିବା ପର୍ଯ୍ୟନ୍ତ କାହାରିକୁ ନ୍ୟାୟ ମିଳିବନି BJD ହଟାଅ ନୂଆ ଓଡିଶା ଗଡ

  • @bijaymohanty2248
    @bijaymohanty2248 6 місяців тому +3

    ବିଜେଡି ସରକାରରେ ଏଭଳି କାମ ପାଇଁ ଲାଜ ଲାଗିବନି । ଦୁର୍ନୀତିଗ୍ରସ୍ତଙ୍କୁ ରାଜ୍ୟ ସରକାର ଅଧିକ ପ୍ରଶଂସା କରି ପ୍ରୋତ୍ସାହିତ କରନ୍ତି ଓ ସୁରକ୍ଷା ଦିଅନ୍ତି ।

  • @nilanchalamallick-bs5ws
    @nilanchalamallick-bs5ws 4 місяці тому +1

    ଜଣକୁ ବାରମ୍ବାର ଜିତାଇଲେ ଠିକ ହବନି

  • @pabitrahati3106
    @pabitrahati3106 5 місяців тому +3

    ଏହା ବିଜେଡି ର ମାଁ କୁ ସମ୍ମାନ ଗାଁ କାମ।

  • @kamalakantasahoo693
    @kamalakantasahoo693 6 місяців тому +5

    ଆମେ ଓଡିଆ ଭାରି ବଡିହା ନା ସବୁଠୁ ଝlବେଡିଆ ନହେଲେ 25ବର୍ଷ ଧରି ଭୋଟ ଦେଉଛନ୍ତି l

  • @manojchaudhury7896
    @manojchaudhury7896 6 місяців тому +5

    ବିଜେଡି ସରକାର ଏତେ ଦୁନିସ୍ଥି ଗସ୍ଥ ମନ୍ତ୍ରୀ ମାନେ ସବୁ ଦିନ ଯୌନ କ୍ରିୟାରେ ସମ୍ପୁକ୍ତ ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ହଟାଅ ଜୀବନ ବଞ୍ଚାଅ ଓଡ଼ିଶାରେ ତାମିଲ ଶାସନ ଚାଲିବ ନାହିଁ ବିଜେଡି ନେତା ପାଲ ବାଉଁଶ ବୁହା କ୍ରୀତଦାସ

  • @kamalakantasahoo693
    @kamalakantasahoo693 6 місяців тому +3

    ମନେରଖ ଯେକୌଣସି ପାପର ଦଣ୍ଡ ନିଛିତ ଭଗବାନ୍ ଦେବେ।

  • @sudhirpradhan3953
    @sudhirpradhan3953 6 місяців тому +5

    ଏହି ପ୍ରକାର କେଲାଙ୍କାରି କୁ ପ୍ରସ୍ଛାହନ ଦେଇ ଆସୁଛି ବିଜୁ ଜନତା ଦଳର ନେତା ମାନେ । ସୁଶାନ୍ତ ଶତପଥୀ କୁ ଏ ଚୋର ବିଜେଡି ଦଳରେ ଥିବା ବିଧାୟକ ରାଜା ସ୍ୱାଇଁ ସବୁ ଖେଳ ଖେଳାଉଛି ।ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ଗୋଟିଏ ମୁକ ସାକ୍ଷୀ ରହିଲା ଭଳି ଲାଗୁଛି । ଏଣୁ ଏମାନଙ୍କୁ ଆମ୍ଭେ ମାନେ ସମସ୍ତେ ଏକତ୍ରିତ୍ ହୋଇ ଗାଦି ରୁ ହଟାଇବା ନିହାତି ଜରୁରୀ ଅଟେ ।
    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏

  • @ManojNaik-vz8jw
    @ManojNaik-vz8jw 6 місяців тому +29

    ଏ ମାଗୀହା ପଲିସି କୁ ଗୁଳୀ କର

  • @Bhujabal972
    @Bhujabal972 6 місяців тому +3

    Odisha re yogi ji darakar

  • @bulibehera6598
    @bulibehera6598 2 місяці тому +1

    CBI tadanta heba darakar

  • @bulibehera6598
    @bulibehera6598 2 місяці тому +1

    It's true figer of BJD,

  • @NahedaPr-fr8ni
    @NahedaPr-fr8ni 2 місяці тому +1

    Bjd hataa odisha ku bancha congress ku bhot diantu paribartan haba darakara

  • @zipgameryt
    @zipgameryt 6 місяців тому +9

    Super Hiro orgus news🙏🙏👏👏👍👍💪💪💪

  • @pradeep7554
    @pradeep7554 3 місяці тому +2

    ଓଡିଶା ରେ ଜନ ତା ମାନେ ସୁରକ୍ଷିତ ନୁହନ୍ତି
    ପୋଲିସ ମାନେ ସରକାର ଙ୍କ ଗୋଲାମ ହୋଇ ଜନତାଙ୍କ darauch

  • @abhayabhoi9334
    @abhayabhoi9334 24 дні тому

    ଆଜିର ଦୁନିଆରେ ରକ୍ଷକ ସାଜିଛି ଭକ୍ଷକ ପୁଣି ମନ୍ତ୍ରୀଙ୍କର ଛାତ୍ରଛାୟା ତଳେ ରହି ବିଜେଡି ସରକାର ଏ ହେଉଛି ଆଇନୀ କାନୁନ

  • @BPanigrahi04
    @BPanigrahi04 6 місяців тому +5

    ଏଭଳି ଅନେକ ନିନ୍ଦନୀୟ ଓ ପରିତାପର ଘଟଣାଗୁଡ଼ିକ ସତ୍ତ୍ୱେ ଆଠଗଡ଼ ଜନତାଙ୍କୁ ଲଜ୍ଜା ଓ ସଙ୍କୋଚ ଲାଗୁନାହିଁ...!?

  • @simanchalbaghasingh3878
    @simanchalbaghasingh3878 2 місяці тому +1

    ସେ ରାସ୍କେଲ୍ ମାନଙ୍କୁ ଜିଆଁଜିଆଁ ଜାଳିଦେବା ଉଚିତ ।

  • @user-dg6pj4wf8u
    @user-dg6pj4wf8u 6 місяців тому +7

    Orgus news ଚାନେଲକୁ ଅନୁରୋଧ କରୁଛି ଆପଣଙ୍କ ମାଧ୍ୟମରେ ଏହି ଭଉଣୀକୁ ନ୍ୟାୟ ମିଳୁ 🙏🙏🙏

  • @ranjannayak3591
    @ranjannayak3591 6 місяців тому +3

    ଏ ସଵୁ ନଵିନି ସରକାର ଦୟରୁ

  • @billapani6993
    @billapani6993 6 місяців тому +4

    ଦୁଃଖର ବିଷୟ ଏ ଭଳି ଶାସନ ଛି,

  • @tulugouda7970
    @tulugouda7970 2 місяці тому

    ନିଉଜ ଭାଇ ସାହାସ କୁ ଧନୀୟ ବାଦ

  • @user-ie2ex1nk8d
    @user-ie2ex1nk8d 3 місяці тому

    ସେ ପୋଲିସ ମାନଙ୍କୁଚାକିରିରୁ ବାହାର କରାଯାଉ

  • @ranjankumarprusti7950
    @ranjankumarprusti7950 2 місяці тому +1

    ସବୁ ସମସ୍ୟାର ଗୋଟିଏ ସମାଧାନ କେବଳ ସରକାର ପରିବର୍ତ୍ତନ ନିହାତି ଦରକାର ।

  • @bikramkishornaik9074
    @bikramkishornaik9074 5 місяців тому +2

    ଆଜି ପର୍ଯ୍ୟନ୍ତ କେଉ ସ୍କୁଲ ରେ ଭଲ ଶିକ୍ଷକ କିମ୍ବା ପାଠ ପଢା ହେଉଛି କହିପାରିବେ କି ବିଜେଡି ବିଧାୟକ ବାମନ୍ତ୍ରି ସବୁ ସଲା ଚୋର

  • @srustidhardey5817
    @srustidhardey5817 6 місяців тому +4

    BJD hatau odisha ru

  • @krushnamohanprusty2728
    @krushnamohanprusty2728 2 місяці тому +1

    ବିଜେଡି ଦଳର ବିଧାୟକ ମାନଙ୍କୁ ଆସନ୍ତା ନିର୍ବାଚନରେ ସମୂଳେ ନିପାତ ନ କଲେ କାଲି କୌଶଳ କ୍ରମେ ସରକାରରେ ଆସିଲେ ଏଭଳି ବିଜେଡି ବିଧାୟକଙ୍କ ସୁରକ୍ଷା ପ୍ରାପ୍ତ ପୋଲିସ ଅଧିକାରୀମାନେ ନିରୀହ ସର୍ବ ସାଧାରଣଙ୍କ ଘରେ ପଶିବା ଅସମ୍ଭବ ନୁହେଁ .
    ବିଜେଡି ଦଳର ମଙ୍ଗ ଏବେ ନବୀନ ବାବୁଙ୍କ ଅଧୀନରେ ଆଉ ନାହଁ !😂

  • @MaheswarPradhan-hb4zu
    @MaheswarPradhan-hb4zu 5 місяців тому +2

    Bhai tumaku many may Thanks, Tuma bhali sambadhika oldish ku Dakar. Good 🙏🙏🙏🙏

  • @chandininaik8367
    @chandininaik8367 2 місяці тому +1

    Owt bjd

  • @niranjansenapati131
    @niranjansenapati131 6 місяців тому +1

    Mission sakti maa mane sunantu

  • @odiacomedyforu2896
    @odiacomedyforu2896 6 місяців тому +11

    ବିଜୁ ପୁଅ ସରକାର ରେ ଏମିତି ହୁଏ , ଏଇଟା ତା ବୋପାର ସ୍ୱପ୍ନ !

  • @user-ne2fm8nl3h
    @user-ne2fm8nl3h 3 місяці тому

    ଏ ନାରୀ କୁ ଉଚିତ ନିୟ ମିଳୁ ଆଊ ପୋଲସି ବାବୁ କୁ ଆଇନ ଅନୁଯାଇ ଦଣ୍ଡ ବି ଧାନ ହେଉ

  • @AshutoshNayak132-jg7fk
    @AshutoshNayak132-jg7fk 6 місяців тому +4

    Bjd hataa
    Odiasa bancha

  • @jatindrananda4648
    @jatindrananda4648 8 днів тому

    ମାଦର ଚୋଦ ସୁଶାନ୍ତ...
    ହାରାମି ରାଜା...

  • @naiksushil-zw4vd
    @naiksushil-zw4vd 6 місяців тому +1

    Bjd hotao, bjp well come.

  • @sunilsunil9816
    @sunilsunil9816 Місяць тому

    ରାଜା ସ୍ୱାଇଁ ଙ୍କ ନାମରେ ଯେଉଁ କଥା ଭାରିଲାଣି ବିଜେଡି ଦଳ ସନମାନ ତଳେ ପଡୁଛି ଟିକେଟ କଟା ଯାଉ

  • @dilipsamal4536
    @dilipsamal4536 Місяць тому

    ସରକାର କୁ ଭାଇ ଭଉଣୀ ମାନେ ଦାବି କର ବିଜେଡି ସରକାର ଭଲ ମ ପାଇଁ ଭଲ କିନ୍ତୁ ତାଙ୍କ ଦଳ ରେ କିଛି ଖରାପ ନେତା ମାନଙ୍କ ପାଇଁ ଏତେ ନାଟ

  • @sudamhaiburu2076
    @sudamhaiburu2076 6 місяців тому +2

    Baba re Ranendra prasad s..

  • @user-yf6hb4or6p
    @user-yf6hb4or6p 5 місяців тому +1

    BJD sardar ra sahas

  • @bijayaharichandan1592
    @bijayaharichandan1592 6 місяців тому +17

    Many thanks to argus news channel for truth against corruption

  • @user-js3ud1ku9w
    @user-js3ud1ku9w 16 днів тому

    ଅଗସ ନିୟୁଜ୍ କୁ ଧନ୍ୟବାଦ ଏଭଳି ପ୍ରତେକ ଥାନାରେ ଘଟୁଛି ହେଲେ ଲୋକ ଆନ୍ଦଳନକୁ ଆସି ପାରୁନାହିଁ ଦୟାକରି ପ୍ରତକ ମିଡିଆ ଭାଇଙ୍କୁ ଅନୁରୋଧ ଆପଣ ମାନେ ସମସ୍ତଙ୍କୁ ଅନୁରୋଧ ସଵୁ ଥାନାରେ ଅଭିଯୋଗ କରିବା ଲୋକକୁ ସାହାଯ୍ୟ କରନ୍ତୁ ଏବଂ ଗରିବଙ୍କ ଦୁଃଖ ଦୂର କରନ୍ତୁ

  • @rajkishormohanty3243
    @rajkishormohanty3243 6 місяців тому +1

    Susanta. Satpathy
    No. 1. Chora

  • @rajendrakumarpadhan755
    @rajendrakumarpadhan755 6 місяців тому +3

    ରାଜା ସ୍ବାଇଁ ନବୀନ ପଟ୍ଟନାୟକ ଏଇ ତମ ଶାସନ ବିଜେଡି ହଟାଅ

  • @Sonamswain936
    @Sonamswain936 6 місяців тому +2

    Madam Bjd sasana
    Police Bjd ra
    Ama manku kichi
    Naya milibani

  • @keshabbhue6992
    @keshabbhue6992 4 місяці тому +1

    ଏଇ ଟା କଳିଙ୍ଗ ଷଣ୍ଢ ମାଗିହା ନବୀନ ସରକାର କାମ

  • @saisaraswatisishuvidyamand6752
    @saisaraswatisishuvidyamand6752 6 місяців тому +1

    Salute Arguse News

  • @Diamond.supar.
    @Diamond.supar. 15 днів тому

    ଅଭୟ ଜିତିବ ବୋଲି ମୁଁ ଜାଣିଚି ❤

  • @bipinbiharinayak5973
    @bipinbiharinayak5973 Місяць тому +1

    Bjd party re emiti hua police bahubali local MAL sahas dia

  • @bharathchandra2174
    @bharathchandra2174 6 місяців тому +1

    Raja swain gateout.

  • @prabhatswain3792
    @prabhatswain3792 6 місяців тому +3

    बीजेडी हमेशा जीत है लेकिन उसको हटाने वाला कोई है ही नहीं लगता । इसलिए हटा नहीं है उसी के पीछे बहुत बड़ा षड्यंत्र रचा जा रहा है । बहुत बहुत धन्यवाद अरगोस ।

  • @laxmidharpradhanlaxmidhar
    @laxmidharpradhanlaxmidhar 11 днів тому

    ଏହି ପରି ରାଜନେତା କୁ ଫାଶୀ ହବା ଦର୍କାର.

  • @pitabashsethi9005
    @pitabashsethi9005 3 місяці тому +1

    ପୋଲିସ ଗୁଛି କାଟି ଦିଆଯାଉ।

  • @jadunathchhatoi3151
    @jadunathchhatoi3151 Місяць тому

    ଆଠ ଗଡ ବାସୀ ସଚେତନ ହୁଅ,

  • @bijaykumarmishra7689
    @bijaykumarmishra7689 6 місяців тому +3

    Ea houchi amora system Rakhyak police heuchi bhakhyak au

  • @manibabapress
    @manibabapress 2 місяці тому

    ଏଇଟା ପ୍ରତ୍ୟେକ ଓଡ଼ିଶା ନରିସମାଜ ଜାଣିବା ଦରକାର ତେଣୁ କଥାରେ ଅଛି ମୂଳରୁ ମାରିଲେ ଯିବା ସରି ନା ଦେବଙ୍କ ସହିତ କିମ୍ପା କଲି ସମ୍ପୂର୍ଣ୍ଣ ଏକଚାଟିଆ ବିଜେଡି କୁ ଆଉଟ୍ କରିଦିଅନ୍ତୁ ନହେଲେ ଆଉ ଏ ସୁଯୋଗ ଆସିବେନି କି କରରଣ ଏମାନେ ଯେତେ ପୁରୁଣା ହେବେ ତାଙ୍କର ବିଷ ସେତେ ଜହରିଲା ହେବ, ଧନ୍ୟବାଦ୍ ଅର୍ଘସ ନିଉଜ୍

  • @SibashankarNayak-ki4ej
    @SibashankarNayak-ki4ej 4 місяці тому

    I love my b J p

  • @mayabatimajhi1847
    @mayabatimajhi1847 5 місяців тому

    ବିଜୁବାବୁଙ୍କୁ ମୋଟା ଟଙ୍କା ଦେଉଛନ୍ତି । ତେଣୁକରି ବରାବର କରିଆସୁଛନ୍ତି। କେହିବି କିଛି କରିପାରିବେ ନାହିଁ।

  • @DebangineePradhan
    @DebangineePradhan 27 днів тому

    Satya ra jai he u. Jai Jagannath. Jay hind.

  • @deepakkhatua9828
    @deepakkhatua9828 6 місяців тому +1

    A pari Athagarh ra sabu police

  • @jatindrananda4648
    @jatindrananda4648 8 днів тому

    ଧନ୍ୟବାଦ ସୁଧାଂଶୁ ସାର

  • @user-ti1mt8xw9w
    @user-ti1mt8xw9w 4 місяці тому

    Odisha ru bjd hatiba darkar

  • @Dineshkumar-fn2to
    @Dineshkumar-fn2to Місяць тому

    J, jagannath h, mahadev good 👍👍👍

  • @user-fq5gb9ep9e
    @user-fq5gb9ep9e День тому

    ବାହାରିବ ଫଳ କାନ ଡେରିଥିବ
    ଶୁଣି ହାଁ କରି ପଡିବ ଟଳି
    ଜାଣିବ ସେଦିନ ଚାକର ଦଳ ହେ
    କିଏ ବିନ୍ଧି ଥିଲା ଏହି ବାଟୁଳି ।
    ତିନିପାଜ୍ଞି ବୋଲି ଗୋଟେ ସବ୍ଦ ଅଛି,ଯେପରି ଭୁଲି ନଯାଅ ।

  • @Savhu1122
    @Savhu1122 6 місяців тому +1

    Very good news argus

  • @user-fh5pi5ls8v
    @user-fh5pi5ls8v 4 місяці тому

    Super hero Argus news

  • @vloggerbabu9732
    @vloggerbabu9732 6 місяців тому +1

    Police ର ପୋଲ୍ ବୋଲ୍ ସବୁ ବିଜେଡି ନା ରେ ସହାୟ ହୋଇ ବହୁତ୍ ଉଚ୍ଛୁଳୁ ଛନ୍ତି କଡ଼ା ନିଷ୍ପତି ନିଅନ୍ତୁ,,,,ଆଉ ଜନତାଙ୍କୁ କଡ଼ା କଡ଼ି ସୁରକ୍ଷା ପ୍ରତି ପ୍ରଦାନ କରାଯାଉ🙏🙏🙏

  • @debidasimohanty4356
    @debidasimohanty4356 13 днів тому

    Durgashis Babu apana jogajanma.god bless you.

  • @satyaranbida4592
    @satyaranbida4592 4 дні тому

    ତୁରନ୍ତ.ରଜନେତା.ଓ.ପୋଲିସର.ପଦଖେପ୍.ନିଅନ୍ତୂ.ନୂଆ.ମୁଖ୍ୟମନ୍ତୀ.ଦଲିତ.ଚକିତ.ଲୋକଙ୍କର.ନ୍ୟାୟମିଲୁ

  • @sonijena1657
    @sonijena1657 5 місяців тому +1

    Dekha re tigiria basi chhi chhi

  • @krushnamohanprusty2728
    @krushnamohanprusty2728 21 день тому

    ପୋଲିସ ବିଭାଗର ମନ୍ତ୍ରୀ ନବୀନ ବାବୁ କ'ଣ ବୁଝୁ ଥିଲେ ? ପୋଲିସ ବିଭାଗର ଅଧିକାରୀ ମାନଙ୍କ ବିରୁଦ୍ଧରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ?

  • @BasudevNayak-in1si
    @BasudevNayak-in1si 5 місяців тому +1

    ଭଉଣୀ ତୁମେ କିଛି ନଜଣାଇବାକଥା ତାକୁଖୁସି କରିବା ବାହାନା ତେଲକୁ ଗରମକରୀ ମୁଂହ ଆଦୁଢଳିଦେବାକଥା

  • @user-el3ob7my5r
    @user-el3ob7my5r 4 місяці тому +1

    Jay Argous

  • @tamradhwajnayak8510
    @tamradhwajnayak8510 6 місяців тому

    Abhaya babu jaha kahuchhanti right

  • @sivajirajpradhan1287
    @sivajirajpradhan1287 6 місяців тому +1

    argus news is only channel which is doing unbiased reporting

  • @user-ui6rq6np1f
    @user-ui6rq6np1f 4 місяці тому

    Orgus news ku salam

  • @premapardia6974
    @premapardia6974 2 місяці тому

    I'm salute to Argus News 🇮🇳🙏

  • @jamanakarreyya5212
    @jamanakarreyya5212 5 місяців тому

    Very good information about Mahila Suraksha in Odisha...by Police Department...ofcourse not all...

  • @jayantakumarsenapati56
    @jayantakumarsenapati56 6 місяців тому +6

    Take revenge. Don't vote for that party

  • @user-oq8eu2jn6f
    @user-oq8eu2jn6f 6 місяців тому +1

    Aita kebala bjdra trailer agaku picture bahut achhi

  • @PanbabPanda
    @PanbabPanda 2 місяці тому

    Deport Rajaswain from Odisha.

  • @swadhinkumarjally172
    @swadhinkumarjally172 9 днів тому

    Argus newes odishara no1 4rth stambha nirvikata sahit odisha basinka agare pratek satya ghatana prakash karu thibaru sat..sat dhanya bad

  • @shukadebsingh3386
    @shukadebsingh3386 4 місяці тому

    Bjd hatao

  • @cfxxmaxxy1876
    @cfxxmaxxy1876 6 місяців тому +2

    Laguchi Police Lokank Birodhare Kamakaruchi Police Corapt Dpt. Political Lidar BJD CARAPT AMANE AIN KANUN ODISHA RE KAMA KARUNHI

  • @sop828
    @sop828 6 місяців тому +2

    Nabina's Mission Shakti

  • @jitendrakumarbhoi2137
    @jitendrakumarbhoi2137 6 місяців тому +1

    Superb reporter