ବିଳମ୍ୱରେ ବିବାହ କରିବା ଠିକ ନା ନୁହଁ?

Поділитися
Вставка
  • Опубліковано 24 жов 2024

КОМЕНТАРІ • 201

  • @Kulangaravlogs
    @Kulangaravlogs 3 місяці тому +41

    ରୋଜଗାର କର ଟଙ୍କା କାମଓ... ଆଉ enjoy କର... OYO ଅଛି.... ବାହା ହୁଅନି ଜମା.. ଇଛା ହେଲେ OYO ଯାଅ..... ମୋ ଭାଇ ମନେ LIKE କର 👍🏼

    • @mainnahibataunga9712
      @mainnahibataunga9712 3 місяці тому +16

      ଆଉ ଗୋଟେ କଥା ଆଡ୍ କରିବାକୁ ଭୁଲି ଗଲେ ଯଦି ପିଲା ଛୁଆ ଆବଶ୍ୟକ ପଡ଼େ ତାହେଲେ ବହୁତ୍ ଅନାଥ ଛୁଆ ଅଛନ୍ତି ସେମାନଙ୍କୁ adopt କରନ୍ତୁ

    • @rajeshkumarrath2624
      @rajeshkumarrath2624 3 місяці тому

      Ttyl​@@mainnahibataunga9712

    • @bhabanishankar7521
      @bhabanishankar7521 2 місяці тому

      Right 👍 😢​@@mainnahibataunga9712

    • @subhendurana9294
      @subhendurana9294 Місяць тому +1

      What about family

  • @chrisvikassurya4124
    @chrisvikassurya4124 4 місяці тому +44

    ବିଳମ୍ବ ବିବାହ ସବୁବେଳେ ଖରାପ୍, ବହୁତ୍ ବିଷୟରେ ଅସୁବିଧା ଆସିବ, ଠିକ୍ ସମୟରେ ବିବାହ ହୁଅ, ଠିକ୍ ସଂସାର ଗଡ଼

  • @Sushsushant
    @Sushsushant 4 місяці тому +43

    ଝିଅ 25+ ପୁଅ 28+, ଖୁସି ସ୍ନେହ , ଶ୍ରଦ୍ଧା ଥିଲେ ସବୁ ସମ୍ଭବ❤❤❤❤

  • @pmsvlogs2023
    @pmsvlogs2023 4 місяці тому +106

    ବିବାହ ଅତି ଶୀଘ୍ର କି ଅତି ବିଳମ୍ବ ହେଲେ ଭଲ ନୁହେଁ। କିନ୍ତୁ ଠିକ୍ ସମୟ କୋଉଟା ତାହା ସେମାନେ ନିଜେ ହୃଦୟଙ୍ଗମ କରିପାରିଲେ ସେତିକି ଯଥେଷ୍ଟ। ଆଉ ହଁ ଝିଅ ମାନେ ବେଶୀ ବିଳମ୍ବ ରେ ବିବାହ କଲେ ସନ୍ତାନ ପ୍ରାପ୍ତି ପାଇଁ ସଠିକ୍ ହୋଇ ନଥାଏ। ସନ୍ତାନ ର ମାନସିକ ଏବଂ ଶାରିରୀକ ବୃଦ୍ଧି ରେ ଫରକ୍ ପଡ଼ିଥାଏ। ଭବିଷ୍ୟତ ଯୋଜନା ପାଇଁ ମଧ୍ୟ ସମୟ ର ଅଭାବ ହୋଇଥାଏ। କିନ୍ତୁ ସର୍ବୋପରି ଏକ ସଫଳ ବୈବାହିକ ଜୀବନ ହିଁ ଆବଶ୍ୟକ ଯାହା ଆଜିକାଲି ବେଶ୍ ଅଭାବନୀୟ ହୋଇପଡିଛି। ଯଦି କିଛି ଭୁଲ କହୁଥାଏ ତ କ୍ଷମା ଦେବେ ବନ୍ଧୁଗଣ 😊

    • @suranjanatripathy3413
      @suranjanatripathy3413 4 місяці тому +3

      Ryt

    • @GitanjaliJena-se8xw
      @GitanjaliJena-se8xw 4 місяці тому +2

      ,👌👌👌👌

    • @kulamanisuna2349
      @kulamanisuna2349 4 місяці тому +3

      Pura solid line te kahi6anti sir

    • @srutiranimohanty4270
      @srutiranimohanty4270 4 місяці тому +3

      Khyam karibe but mrg pni pua re bi bohut late ta thik nuhe jemiti ki aji ka time re /38/40/45/ eate jani nianti just eamiti ki life enjoy pni sehi samyare ubhaya pua au jhia dui Jana nku problem re samna karibaku padiba nihanti🙏

    • @pmsvlogs2023
      @pmsvlogs2023 4 місяці тому

      @@srutiranimohanty4270 ଆପଣ ମଧ୍ୟ ଠିକ୍ କଥା ଟି କହିଛନ୍ତି।

  • @surathachandrajena9514
    @surathachandrajena9514 4 місяці тому +23

    ସ୍ଥାନ କାଳ ଏବଂ ପାତ୍ର ନେଇ ସାମାଜିକ ବିବାହ ପ୍ରଥା ପରମ୍ପରା କ୍ରମେ ନିର୍ଦ୍ଧାରିତ ହୋଇଥାଏ ।। ବିଳମ୍ବ ବିବାହରେ ଯେଉଁ କେତୋଟି ଭବିଷ୍ୟତ ସମସ୍ୟା ସୃଷ୍ଟି ହୁଏ ତାହାର ଦାରୁଣ ପରିଣାମ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ।।ଚାରିତ୍ରିକ ଶୁଦ୍ଧତାର ସୁରକ୍ଷା ନିମନ୍ତେ ଆଗରୁ ଯୈ।ବନ
    ସମୟରେ ବିବାହବନ୍ଧନ କୁ ଅଗ୍ରାଧିକାର
    ଦିଆଯାଉଥିଲା ।।ନାତି ପୋତା ସମ୍ପର୍କ ବେଶ୍ ଉପଭୋଗ୍ୟ ଥିଲା ।।କୈ।ଳିକ ପ୍ରଥା
    ଆଗଉଥିଲା । ଏବେ...? ନୂଆ ନୁଆ ଶବ୍ଦ...
    ଲିଭ୍ ଇନ୍ ରେ ରହିବା,ଯଷ୍ଟିଫାଇଡ୍...
    ବୃଦ୍ଧାଶ୍ରମ ସିଷ୍ଟମ୍ ଗ୍ରହଣୀୟ।......
    ମନଇଛା ଡାଇଭୋର୍ଷ -ନୋ ପ୍ରୋବ୍ଳେମ୍ ।
    ସମାଜ ବୋଧହୁଏ ଏ ଦିଗରେ ଦୃଢ ନୁହେଁ।
    ଶୁଭ କାରକ ମଧ୍ୟ ନୁହେଁ।ବିଶ୍ୱଗୁରୁ ହେବାର ସ୍ୱପ୍ଧ ତାତ୍ସଲ୍ୟ କରୁଛି ।।😊😊😊

  • @lipsaraninayak9007
    @lipsaraninayak9007 4 місяці тому +17

    ମୋ ନିଜସ୍ଵ ମତରେ ବିବାହ .... ବୟସ ,ଜାତି ଧର୍ମ ଦେଖେନି ସତ ହେଲେ ତା ମାନେ ନୁହେଁକି ଆମର ବୟସ ଗଡି ଯାଉଛି ବୋଲି ଯାହାଙ୍କୁ ହେଲେ ବିବାହ କରିଦେବା... ଯେମିତି ଛୁଆ ବେଳେ ଆମେ total class ରୁ ଜଣଙ୍କୁ ଭଲ ବନ୍ଧୁ ବନାଏ ....ସେପରି ବିବାହ ପାଇଁ 2ଟା ମନ ସମ୍ପୂର୍ଣ୍ଣ ମିଶିବା ଆବଶ୍ୟକ ଏବଂ ପରିବାରର ସହମତି ମଧ୍ୟ ଆବଶ୍ୟକ.....ଯଦି ସେମିତି ମଣିଷ ନ ମିଳୁଛନ୍ତି ତେବେ.....ଭବିଷ୍ୟତ କଥା ଭାବି .....ମାନେ ଯେମିତି ତୁମ ମାନଙ୍କର ଭବିଷ୍ୟତ ର ଅଶାନ୍ତି କୁ ନଜରରେ ରଖି ...life time ଏକଲା ରହିଯାଅ କିଛି ସମାଜ ସେବାକର like ବୃଦ୍ଧାଶ୍ରମରେ ଏକଲା ହୋଇ ରହିଥିବା ବୃଦ୍ଧ ମାନଙ୍କ ସହିତ ସମୟ ବିତାଅ ଦେଖିବ ଏ ସବୁ ରୁ କେତେ ଶାନ୍ତି ମିଳିବ .....ମୋ କଥା ଯଦି କାହାଙ୍କୁ ଖରାପ ଲାଗିଥାଏ ସାନ ଭଉଣୀ ଭାବି କ୍ଷମା କରିଦେବେ.......🙏

  • @amarprasad1149
    @amarprasad1149 4 місяці тому +70

    ଆଜିକାଲି ବିଳମ୍ବ ରେ ବାହା ହେବା ସଠିକ୍ କଥା କିନ୍ତୁ ବିଳମ୍ବ ରେ ବାହା ହେଲେ ଟୋକା କୁ ବୁଢ଼ା ବୋଲି କହୁଛନ୍ତି ।

    • @raghunathnayak4506
      @raghunathnayak4506 4 місяці тому +8

      Loka kahibe but don't mind nija vabisyata nija hatare

    • @abinashmohanty546
      @abinashmohanty546 4 місяці тому

      ​@@raghunathnayak4506jhia milunahnti besi late re mrg kale.aji Kali jhia fashion Bali heigaleni budhanku baha hebeni.

    • @sanjayacharyasingingunlimi4982
      @sanjayacharyasingingunlimi4982 Місяць тому

      Theek kahu cha m also un married

  • @Indian-h8j
    @Indian-h8j 4 місяці тому +36

    Physically,financially and mentally matured hele marriage kariba katha.Boys and girls both.

  • @janaajana3604
    @janaajana3604 Місяць тому

    ବିବାହ ଠିକ୍ ସମୟ ରେ କରିବା କଥା , ଆଉ ରହିଲା ଦାମ୍ପତ୍ୟ ଜୀବନ ଦୁଃଖ ଆଉ ସୁଖ କଥା ସେ ଝିଅ ବା ପୁଅ mature ହୁଅନ୍ତୁ ନହେଲେ କାମ ବୟସର ହୁଅନ୍ତୁ ହେଲେ ସୁଦ୍ଧା କଳହ ହେବ , ଭଲ ଘର ଭଲ ପରିବାର ଭଲ ଝିଅ ଦେଖିକି ବିବାହ କଲେ ଦାମ୍ପତ୍ୟ କଳହ ବହୁତ୍ କାମ ହୁଏ ଏହା ଆମ ସମାଜ ଆଉ ଗୁରୁ ଜନଙ୍କ କଥା

  • @ashokchoudhury5067
    @ashokchoudhury5067 4 місяці тому +5

    Namaskar sir really ur great nice thought

  • @chanchalaullaka6254
    @chanchalaullaka6254 4 місяці тому +2

    Thank you so much for information sir 🙏

  • @pihupriya4562
    @pihupriya4562 4 місяці тому +66

    Girls 25+ boys 30+ ….…......…. Perfect time mature b career b thiba sabu best

  • @chinmayeeacharya2748
    @chinmayeeacharya2748 Місяць тому

    Right ❤❤❤❤❤

  • @bidyutranjanpradhan652
    @bidyutranjanpradhan652 4 місяці тому +6

    ମଧୁବାବୁ , ମହାତ୍ମା ଗାନ୍ଧୀ , .... ଉଦାହରଣ ବହୁତ ଅଛି !!!

  • @ChinmayeeHota-hr2yd
    @ChinmayeeHota-hr2yd 4 місяці тому +138

    ବିଳମ୍ବ ରେ ବିବାହ ବହୁତ ଭଲ

    • @lopamudrarath8047
      @lopamudrarath8047 4 місяці тому +6

      Truth

    • @apunsahu8528
      @apunsahu8528 4 місяці тому +20

      Girls- 20 to 24 and boys- 27 to 32 haba katha

    • @lopamudrarath8047
      @lopamudrarath8047 4 місяці тому +36

      Patha padhiki job karila belaku minimum 28 years se pua hau ki jhia

    • @jatadharibehera3067
      @jatadharibehera3067 4 місяці тому +9

      ଝିଅ 17 ରୁ 18 ଓ ପୁଅ 20 ରୁ 21 ପାଇଁ ବିବାହ ବାଧ୍ୟତାମୂଳକ କରାଯିବା ସମୟ ହୋଇ ଗଲାଣି l

    • @minaketanhans8105
      @minaketanhans8105 4 місяці тому +1

      ତୁମେ ବାସ୍ତବ ରେ ସତ କଥା କହୁଛ ।

  • @nirmalbarik4275
    @nirmalbarik4275 3 місяці тому

    ଅତି ଉତ୍ତମ.... 👍👍👍

  • @sudeshpradhan4288
    @sudeshpradhan4288 4 місяці тому +5

    Financially literature is more important for today's time.

  • @pratapkumarmishra8251
    @pratapkumarmishra8251 4 місяці тому +11

    Late re marriage bhal Boy ku 30 Year girl ku 27 year

  • @anilbehera6777
    @anilbehera6777 2 місяці тому

    Nija mind au situation upare depend

  • @hemabatipatra9103
    @hemabatipatra9103 2 місяці тому

    🎉🎉

  • @Suman55789
    @Suman55789 3 місяці тому +1

    ଜନ ସାଧାରଣଙ୍କ ପାଖରେ ଯଥେଷ୍ଟ ଜ୍ଞାନ ରହିଛି-ତେଣୁ ଆପଣ ମାନେ ବୁଝିବା ଦରକାର ବିବାହ କରିବା ପାଇଁ ଜଣେ ଯୋଗ୍ୟ ଜୀବନସାଥୀ ଯିଏ ଭଦ୍ର ନମ୍ର ଶାନ୍ତ ସରଳ ସଂସ୍କାରୀ ଏବଂ ପରିଶ୍ରମୀ ମଣିଷଟିଏ ହୋଇଥିବା ଦରକାର.

  • @kalicharanpanda4079
    @kalicharanpanda4079 3 місяці тому

    Bilamba re Bibaha, Eithi nimante GOVT. sampurnna daayi. ❤❤❤❤❤❤❤❤❤

  • @chittaranjankar5599
    @chittaranjankar5599 3 місяці тому +11

    ଆଦୌ ବିବାହ ଭଲ ନୁହେଁ

  • @rashmitapradhan3406
    @rashmitapradhan3406 3 місяці тому

    Thanks

  • @jivanjyotichhatoi4343
    @jivanjyotichhatoi4343 4 місяці тому +3

    Na late na jaldi it's understanding

  • @rkrider62
    @rkrider62 4 місяці тому +19

    No Marriage Is Best😂😊....

  • @BIJAYARAITA-p5o
    @BIJAYARAITA-p5o 2 місяці тому

    ମୋ ନିଜସ୍ବ ମତରେ ବିବାହ, ଠିକ୍ ସମରେ ବିବାହ
    କରିବା ହିଁ ଠିକ୍.

  • @Reenabehera0
    @Reenabehera0 3 місяці тому

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻

  • @shubhambehera6487
    @shubhambehera6487 4 місяці тому

    Right...

  • @Reenabehera0
    @Reenabehera0 3 місяці тому

    Jay jagannath Jay jagannath Jay jagannath sir Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @RadhikaAbinash
    @RadhikaAbinash 4 місяці тому +11

    74 is ok

  • @sunil...215
    @sunil...215 Місяць тому

    ପୁଅ ମାନେ 18 yr ରୁ ବିବାହ ହୋଇଯିବା ଦରକାର୍,25yr ପରେ ସନ୍ତାନ ପାଇଁ ଚିନ୍ତା କରିବା ଠିକ୍।

  • @swaticreation6559
    @swaticreation6559 3 місяці тому

    ବିଳମ୍ବ ବିବାହ... କେବେ ଠିକ ନୁହେଁ
    ଯଦି ତୁମ ପାଖରେ ଅର୍ଥ ଥିବ, ଲକ୍ଷ୍ୟ ଥିଲେ ଭବିଷ୍ୟତ ଅଛି,,, ନଥିଲେ ବିଳମ୍ବ ବିବାହ କରି ମଧ୍ୟ କିଛି ଲାଭ ନାହିଁ...!!

  • @MSD_FANS579
    @MSD_FANS579 4 місяці тому +6

    Jete jai maturity asinine,baha heba katha nuha

  • @SwatiNayak-kk1pr
    @SwatiNayak-kk1pr 4 місяці тому +1

    Right 👍🏼

  • @udayalima9094
    @udayalima9094 3 місяці тому

    ବହୁତ ବିଳମ୍ବ ବିବାହ ଉଚିତ୍ ନୁହଁ. ୫ରୁ ୧୦ ବର୍ଷ ପୁଅର ବୟସ ଅଧିକ ହୋଇ ଥିଲେ ଉତ୍ତମ. ଝିଅ ୨୫ ପୁଅ ୩୦ ହେଲେ ଭଲ.

  • @RamdhanSingh-p7n
    @RamdhanSingh-p7n 2 місяці тому

    କେତୋଟି ପିଲା ଜନ୍ମ କରିବା ସବୁଠାରୁ ଭଲ,💯💯 ରେ

  • @satyabanpuhan780
    @satyabanpuhan780 2 місяці тому

    After marriage then honestly consistently success on the soul

  • @snehanjalibag7802
    @snehanjalibag7802 3 місяці тому +3

    Jhia 22-27 pua 28- 33 hele bhala

  • @santoshswain7624
    @santoshswain7624 4 місяці тому +6

    Marriage na km age re heu,na ki adhika age re.
    Jhia 21+(if she completed her education/employed and mentally and physically agree to marriage)
    Pua 22+(if he completed her education,employed/financially stable and mentally and physically agree to marriage)

  • @jagannathsahoo4092
    @jagannathsahoo4092 2 місяці тому

    Pita Dharba, Pita Swarge
    Pita Mata nkar ashirbad bahut kamare lagiba.

  • @Ranjeet-prof
    @Ranjeet-prof 2 місяці тому

    I am 28 old... Mu kn karibi?? Someone guide me

  • @kedarbiswal4575
    @kedarbiswal4575 4 місяці тому +15

    ସୁସ୍ଥ ଓ ନିରୋଗ ସନ୍ତାନ, ସୁଖି ସାମାଜିକ ଜୀବନ ପାଇଁ କମ୍ ବୟସରେ ବିବାହ କରିବା ଆବଶ୍ୟକ।(ବ୍ୟକ୍ତିଗତ)

    • @blissfulfeelings9734
      @blissfulfeelings9734 4 місяці тому +2

      Tagore and Subhash Bose janma heba bele semananka parents age kete thila janicha ta

    • @abinashmohanty546
      @abinashmohanty546 4 місяці тому

      Thick kahila besi late hele pila chhua problem

  • @sudarsanmaharana230
    @sudarsanmaharana230 4 місяці тому +4

    Remember prakash Kaur with Dharmendra.

  • @suniljena5880
    @suniljena5880 2 місяці тому

    Gopabandhu sir nku sabbubele rakhajau show re

  • @psmr5638
    @psmr5638 3 місяці тому +1

    Kan questions pachara jauchi kan kahucha

  • @studywithbijay6575
    @studywithbijay6575 4 місяці тому +3

    25for male and 22 for female.

  • @diptimayeesahu6442
    @diptimayeesahu6442 3 місяці тому +2

    ବାପା ମା ଙ୍କ ସେବା କଲାପରେ ମଧ୍ୟ ବାପା ମା ପୁଅକୁ ଘୃଣା ଓ ଅପବାଦ ଦିଅନ୍ତି। ସେ କ୍ଷେତ୍ରରେ ପୁଅ କଣ କରିବ

    • @jagannath7332
      @jagannath7332 2 місяці тому

      Pua Seba kariba.... tumara bahut bhul ku sahichanti ... abe tume sahibara Pali... sahija o...

  • @sanjitapatra5925
    @sanjitapatra5925 4 місяці тому +12

    Gote puo jodi government job karuchi toh puo 40 b hou 18 years jhio ku marriage karei db

    • @phalguniharijan316
      @phalguniharijan316 4 місяці тому

      Jete bele 18 boyoso ro jhio 30 borso ro hei jaithibo ta husband 52 ro hei thibo. Labho kon government job ro ta hele. Aau kete borso pore husband ro death hei jaithibo jone young wife hisabo re taro sukho ku se horai thibo

    • @santagahir272
      @santagahir272 4 місяці тому

      ​@@phalguniharijan316han thik kahichha, se young wife ti deha Sukha pai paribani 😊

  • @sudarshanjena4809
    @sudarshanjena4809 4 місяці тому +6

    27year

  • @rameshmallik8771
    @rameshmallik8771 2 місяці тому +1

    Late marriage is good for health

  • @harishchandragadaba191
    @harishchandragadaba191 2 місяці тому

    ଅସୁବିଧାଯୋଗୁବିଳମ୍ବହେଲେଛଳିବ କିନ୍ତୁ ବିବାହ ଶହଳ ବର୍ଷରେ ଅତିଭଲ ଡେରିହେଲେଖରାପ

  • @SushreeshrabaniSahoo
    @SushreeshrabaniSahoo 3 місяці тому

    It is right way for late marriage 😢 i think

  • @sriramkhill7056
    @sriramkhill7056 2 місяці тому

    ନାନା ମୁନି , ନାନା ମତ...

  • @Bingoooompsr
    @Bingoooompsr 4 місяці тому +2

    Total baha habani bahut bhala

  • @TruptiMayee-ls4zt
    @TruptiMayee-ls4zt 4 місяці тому +1

    Mu 21 au mo wife 19 re mariege helu .au mariege pore mote kou friend ro v abasyaka podhuni.

  • @dushmantgamanga1207
    @dushmantgamanga1207 4 місяці тому +1

    Late marriage is right decision

  • @Swakhyr
    @Swakhyr 4 місяці тому +3

    Sir odia re katha heba ucit

  • @subhashreekar180
    @subhashreekar180 2 місяці тому

    No mrg is best

    • @Asisbaiyari
      @Asisbaiyari Місяць тому

      Didi tume jeu lekhichha ki no mrg best kintu ata ama hindu dharmare nahin bibaha Kariba ta badhy jea sansara tyaga Kariba ba nijara lakhya pura Kariba ku Amara kaunasi samparka pain kartabya libe hiba heu tahele huato ama hindu dharma prasaya daba ta nahele nahi tenu Baha habata badhya mo Katha kharp lagi theba jadi khyama Kari deba😊😊😊😊😊

  • @ashokchoudhury5067
    @ashokchoudhury5067 4 місяці тому +1

    Mu sabu ku gali kare but ur really right sir

  • @xy0988
    @xy0988 4 місяці тому +4

    Can a girl marry a boy younger to her????? Is there any medical issues?

    • @manishanaik1076
      @manishanaik1076 4 місяці тому +1

      Its not medical issues but in our Hindu culture husband is the respectable for her bride . So it's better husband will be elder .

    • @ratiranjanbehera6571
      @ratiranjanbehera6571 4 місяці тому

      Absolutely no

    • @xy0988
      @xy0988 3 місяці тому +1

      But there are so many examples like Aishwarya Roy weds Abhishek Bachchan, Sachin Tendulkar weds Anjali, Shah Rukh Khan weds Gouri khan, Priyanka Chopra weds Nick Jonas. I think it's the matter of respect and humbleness instead of age matter

  • @Prasanta-nl4ci
    @Prasanta-nl4ci 4 місяці тому

    Sir mo bilambare marrige karichi hele mo wife' kahuchie TU jaha tanka rosegar karuchi Sabu ama ghara ku dabu au toh maa Bhai tharu sampark rakhibuni mu appna ku kahuchie marriage kariedele bolie Kan mo maa ku fofadie Debi mu ghara ra kie mo maa tharu alga hebi sir

    • @Prasanta-nl4ci
      @Prasanta-nl4ci 4 місяці тому

      36re marriage karichi hele mo sasu kahuchie mo ra 2ta jhia achi TU Bhaghara karibu au mo pua ra government chakiri karaye dabu
      Sir mu Kari paribini plZ mo pokhare kichi budhi nahi au ta ghara loka ka karuchanti ki TU Manisha marichu mu kaha ku Mari ne mo na re gote ud cashe haie thila mu nirdoshare khalash haie chie taa ghara loka mote chapa srutie Kari mo Tharu tanka lutiye Baku chahuchanti

    • @Prasanta-nl4ci
      @Prasanta-nl4ci 4 місяці тому

      Mu Kan karibi sir plz

  • @santoshrana2981
    @santoshrana2981 2 місяці тому

    25+30 ok

  • @lovehindu245
    @lovehindu245 2 місяці тому

    12 ବର୍ଷ ବଡ କୁ ଏ ସ୍ତ୍ରୀ କଣ ବୁଢା କହୁଛି?? ହିନ୍ଦୁ ଧର୍ମ ଅନୁସାରେ ତ ସବୁ ନିୟମ ଅଛି....ଏ ସ୍ତ୍ରୀ ଲୋକ କଥା ବହୁତ ଅଜୀବ ଲାଗୁଚି...

  • @kedarbiswal4575
    @kedarbiswal4575 4 місяці тому +5

    ତମ ମାନଙ୍କ କଥାକୁ ମେଡିକାଲ ସାଇନସ୍ ସମର୍ଥନ କରୁନାହିଁ।

  • @BibunaBibhuti
    @BibunaBibhuti 4 місяці тому +6

    Bilambare marriagekale child heba kebe

  • @santoshswain7624
    @santoshswain7624 4 місяці тому +1

    Age gap 5year ru kam heu.

  • @geetanjalipradhan8712
    @geetanjalipradhan8712 4 місяці тому +2

    Besi late bhala nuhe pila hebare bahut problem minimum 27 heba darkar jhiopaine

  • @sanjibkalet6180
    @sanjibkalet6180 4 місяці тому +2

    Health drustiru jhia 20,21 O pua 25 ,26 thik

  • @kedarbiswal4575
    @kedarbiswal4575 4 місяці тому +15

    ସାଧାରଣ ପରିବାର ପାଇଁ ପୁଅକୁ ୨୦ ରୁ ୨୫ ବର୍ଷ, ଝିଅକୁ ୧୮ ରୁ ୨୨ ବର୍ଷ ବିବାହ ପାଇଁ ଉପଯୁକ୍ତ ବୟସ। (ବ୍ୟକ୍ତିଗତ)

    • @priyabratamallik3277
      @priyabratamallik3277 4 місяці тому +2

      Bayasa thick but jia study karuthiba service pain lagiba na marriage kariba

    • @friendshiprocks8673
      @friendshiprocks8673 4 місяці тому

      Exactly.Now a days job is important for girls​@@priyabratamallik3277

  • @Sagarkumar-9494
    @Sagarkumar-9494 3 місяці тому

    Bibaha kaha hata ra katha ki

  • @MamatakumariSahoo-d9s
    @MamatakumariSahoo-d9s 4 місяці тому +1

    Phoneଆଶାର,ଆଲୋକରଲେଖନ୍ତୁ

  • @JhasketanBehera-cj5wv
    @JhasketanBehera-cj5wv 2 місяці тому

    ❤❤❤❤❤❤❤🎉🎉🎉🎉🎉❤❤❤❤❤❤❤

  • @biswadeepak1
    @biswadeepak1 2 місяці тому

    Mind match kariba darkar Pua au Jhia ra, Late re kara ki jaldi kara marriage. Otherwise whole life will be ruined.

  • @Sanju_1585
    @Sanju_1585 4 місяці тому +1

    I am 36 male ...still not ready for marriage.

    • @ratiranjanbehera6571
      @ratiranjanbehera6571 4 місяці тому +4

      Aau 15 barsa kathei jao bhai..

    • @abinashmohanty546
      @abinashmohanty546 4 місяці тому

      ​@@ratiranjanbehera6571direct swarga re mrg nahin ki 😂😂😂😂😂😂

    • @missv9558
      @missv9558 4 місяці тому +1

      i m 29 still im unmarried any problem for me

    • @abinashmohanty546
      @abinashmohanty546 4 місяці тому +1

      @@missv9558 problem nahin kintu sukhijiba aau pila pili problem heipare

    • @missv9558
      @missv9558 4 місяці тому

      @@abinashmohanty546 o god kn kohucho ..

  • @snigdhachandanmishra2591
    @snigdhachandanmishra2591 3 місяці тому +1

    Jhia 25 age & puo 30 age profat marriage

  • @nilanchalapadhan-ee1go
    @nilanchalapadhan-ee1go 4 місяці тому

    45.yesr

  • @jyotiprakashdash8940
    @jyotiprakashdash8940 4 місяці тому +5

    25 to 35

  • @rashmisahu2089
    @rashmisahu2089 4 місяці тому

    Late re marriage kale bahut problem...

  • @debasishmohapatra3355
    @debasishmohapatra3355 4 місяці тому +4

    Late re marriage bhul. Society destroyed heijiba...Father/mother should select candidates through relatives...

  • @nabinraj7474
    @nabinraj7474 3 місяці тому

    25 ru 30 bhitare bibaha heba katha

  • @ManishaMohanty-w8u
    @ManishaMohanty-w8u 3 місяці тому +6

    ବିଳମ୍ବ ରେ ବିବାହ କଲେ ଭଲ ନୁହେଁ କାରଣ, ସେତେବେଳେ କୁ ଆଉ ବାଣ୍ଡ ଉଠିବ ନାହିଁ , କେମିତି ଗେହିବ କୁହ

    • @chaitankisku6229
      @chaitankisku6229 3 місяці тому +3

      Bhai tk kada heigala Pani misao tk😂😂

    • @Ttyilojg
      @Ttyilojg 2 місяці тому

      😂

    • @arjun95
      @arjun95 2 місяці тому

      🤣🤣🤣🤣​@@chaitankisku6229

  • @karmakhetra
    @karmakhetra 4 місяці тому

    Jete jaldi marriage karineba bhala 21ru 25yrs bhitare. Budhapa bele tuma pilamane bi bada haejaethibe.

  • @Kaberidehuryvlogs
    @Kaberidehuryvlogs 4 місяці тому +4

    Bilkul baha nahele kichhi prlm nahita 😂

  • @bikashmohapatra4807
    @bikashmohapatra4807 4 місяці тому +1

    Kharap

  • @GopalKrishna-p4t
    @GopalKrishna-p4t 4 місяці тому +1

    You should marry early before 25 years

  • @haramohanbehera7876
    @haramohanbehera7876 4 місяці тому

    18 & 21 is ok

  • @NaliniPrabhaMaharana
    @NaliniPrabhaMaharana 3 місяці тому

    Ku prabhaba

  • @karmakhetra
    @karmakhetra 4 місяці тому +2

    1st India re gender neutral laws implement Kara, nahele niriha puamane Bali padijauchanti. Jepari dowry band karajauchi separi divorce pare alimony vi band karajau. Kahinki na jhiamane bi ebe bhala rojgar kariparuchanti.

  • @gitanjalisahu7326
    @gitanjalisahu7326 4 місяці тому +1

    Jhia maana nka paain 18 year thik

  • @ommm632
    @ommm632 4 місяці тому +1

    budha answer dabaku daruchi😂😂😂😂😂

    • @rakeshpanda1426
      @rakeshpanda1426 4 місяці тому +4

      Don't say like that
      He is honorable personality
      So plz

  • @adityamahakhud7204
    @adityamahakhud7204 4 місяці тому

    😂😂😂😂 wrong question

  • @ashit6142
    @ashit6142 4 місяці тому +2

    Banda uthile marriage Heba Katha
    Biya phatile marriage heba Katha

  • @satyamodiagrammar2077
    @satyamodiagrammar2077 4 місяці тому

    Bad massage

  • @Subhasish-nr1om
    @Subhasish-nr1om 2 місяці тому +1

    Pahela carear tar pare marride

  • @baijayantimaharana3041
    @baijayantimaharana3041 4 місяці тому

    I want to talk with Namrata Chadda mam please help me to contact with her 🙏🙏

  • @ConfusedHockey-cq3bz
    @ConfusedHockey-cq3bz 4 місяці тому +4

    Nija nijo ku fit rakha age jaa bi hou thau 40 age re bi 30 dekha haba darkar only gym au bhala khadya protin

    • @abinashmohanty546
      @abinashmohanty546 4 місяці тому +1

      Gym gale heart attack hauchhi vaccine jogu kn Kariba bhaya laguchhi.

    • @ConfusedHockey-cq3bz
      @ConfusedHockey-cq3bz 4 місяці тому

      @@abinashmohanty546 home workout kara bhala protin khao hastmethun ru du reiki ruha

    • @rimjhim5916
      @rimjhim5916 3 місяці тому

      Respectful answer

  • @SushreeshrabaniSahoo
    @SushreeshrabaniSahoo 3 місяці тому

    It is right way for late marriage 😢 i think