ବ୍ରାହ୍ମଣ ଘର ପୁଅଙ୍କୁ ଝିଅ ମିଳୁନି ! || Live in Relationship
Вставка
- Опубліковано 7 лют 2025
- ବ୍ରାହ୍ମଣ ଘର ପୁଅଙ୍କୁ ଝିଅ ମିଳୁନି !
ଘରେ ରହି ବୁଢ଼ା ହେଉଛନ୍ତି ବ୍ରାହ୍ମଣ ଘର ପୁଅ!
ଶୁଣନ୍ତୁ ଲିଭ-ଇନ-ରିଲେସନକୁ ନେଇ କଣ କହୁଛନ୍ତି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ...
#ArgusNews #LiveinRelationship #ByomakeshTripathy #Advocate #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
ବ୍ରାହ୍ମଣ ଘର ପୁଅଙ୍କୁ ଝିଅ ମିଳୁନି ! || Live in Releationship
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
UA-cam : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
ବ୍ରାହ୍ମଣ ପିଲାମାନେ କେତେ ଅଛ ଗୋଟେ ଲାଇକ ଦେଲ ଦେଖିବା 😊
Yess i am Danua Bramhana
🤣
Me too danua brahman
@jayantibiswasdarshinirath4593 hello
❤❤❤yes.i.am😢
ଭଗବାନଙ୍କ ଉଚିତ୍ ବିଚାର
ଗରିବ ଘରେ ଝିଅ ଅଛନ୍ତି ହେଲେ ଯଉତୁକ ଦେଇପାରିବେନି । ମୁଁ ବି ଗରିବ ବ୍ରାହ୍ମଣ ର ସ୍ତ୍ରୀ ଓ ମୋର ବି ଦୁଇଟା ଝିଅ ଅଛନ୍ତି ।
Matea adreash tadia
ସବୁ ଠିକ୍ but ଜଉ ବ୍ରାହ୍ମଣ ବିନା ଡିମାଣ୍ଡ ରେ ବାହା ହବା ପାଇଁ ରାଜି ହଉଚି ତାକୁ ବାହା ହୁଅ no problem ।। ଯଦି କିଏ demand କରୁଚି mrg ନୋ କର Last option ରେ govt job ଦେଖ no problem ।।
Tama jhia ku baha karao
@@JaganPadhi-ky7dw କଟକ
@@jayjagannatha6857 ସେ ବୟସ ଏଯାଏ ହେଇନି
ଝିଅ ନ ମିଳିଵା ର କାରଣ ଗୁଡିକ ହେଲା...ସରକାରୀ ଚାକିରୀ, ଝିଅ ଭ୍ରୂଣ ହତ୍ୟା, ଅଜାତିରେ ଝିଅ ପଳେଇବା.. ଭୁଲ ଥିଲେ କ୍ଷମା କରିଵେ କିନ୍ତୁ କଥା ତ ସତ।😢
Thik kathha
Don't compare caste religion we are human 😅
ଠିକ କଥା
Sarakari chakiri, bhruna hatya ta bujhi hela....ajati re jhia paleiba kana? kana seta gote Baha nuha?
Right
ଜାତି ଅଜାତି ଅଛୁଆଁ ଭେଦଭାବ ନରଖି ସବୁ ଜାତି ସହ ବାହା ଘର ହେଲେ ଏ ଦୁନିଆ ଆଗକୁ ବଢିବ
😂
@@thejyotiprakashsahoo danta kn dekhouchha
Other cast ra jiha ku love karuchu ki
@@himansusekharjena4333 Mora achi ta sethipain
Absolutely right
Absolutely 200 % Right
ସବୁ ଜାତିରେ ସେହି ଗୋଟେ problem/ଏହା ଗୋଟେ ଜାତିର କଥା ନୁହଁ / ଝିଅ ଟିକେ ସୁନ୍ଦର୍ ଅଛି ତ govt job ଜୋଇଁ ଦରକାର /କୌଣସି ଚାକିରିଆ ଝିଅର ବାପା କଥା ନୁହଁ। ଗରିବ ଠୁ ବି ଗରିବ ଲୋକ କଥା ଯେଉଁ ମାନଙ୍କ ଇନ୍ କମ୍ 0ଘରେ କିଛି ନାହିଁ ଘର ତଳ ବି ପ୍ଲାଷ୍ଟର ନାହିଁ ଚଳିବା ପାଇଁ ସପ୍ଲେଇ ଚାଉଳ ଉପରେ ଭରସା / ତଥାପି govt job ଜୋଇଁ ଦରକାର/ ବର୍ତ୍ତମାନ ର ସମାଜର ସ୍ଥିତି ଏୟା
Sata kahila bhai ❤
Oo bhai eta aji ra nuha 90 ଦଶକର katha sebethu chaliasichi
Yes
ଆକାଶ କଇଁଆ ଚିଲିକା ମାଛ , govt chakiri nahi mane aamaku jhia debeni
Right bro
ବ୍ରାହ୍ମଣ ପିଲା କେତେ ଅଛ like ❤️....
Like kale kan jhia milibe ki 🤣
କାଇଁ ବାହା ହେବ ?
Insta id dio
Ki Katha ba Khali Bramhana pila manisa au ame sabu a na kana
Iam bramhan
ଯେତେ ଜ୍ଞାନୀ ଲୋକମାନେ ଏଠି ବ୍ରାହ୍ମଣ ମାନଙ୍କୁ ଭାଷା କହୁଛ ଆଉ ତାଙ୍କ ପୂର୍ବ କର୍ମର ଫଳ କହୁଚ ମନେ ରଖ ଆଜି ବ୍ରାହ୍ମଣ ମାନଙ୍କର ସମୟ ଖରାପ ଚାଲିଛି ବୋଲି ଝିଅ ମିଲୁ ନାହାନ୍ତି କି ସରକାରୀ ଚାକିରି ହଉନି। ଦୁନିଆ ରେ ସବୁ ବ୍ରାହ୍ମଣ ଧନୀ ନାହାନ୍ତି । ଆଗରୁ ଯାହା ହଉଥିଲା ଛାଡ଼, ଏବେ ତ ଜାତିପ୍ରଥା କମିଛି ଆଗ ଅପେକ୍ଷା? ତଥାପି ଯେଉମାନେ ଏବେ ବ୍ରାହ୍ମଣ ଙ୍କ ଦୁଃଖ ଦେଖି ଖୁସି ହଉଚ କାଲିକୁ ତୁମର ବି ଏ ଅବସ୍ଥା ହେବ ମନେ ରଖିଥ।
Dukha samastankar achi
Sarakari chakiria nkar darama adha karidele sabu samadhan hoijiba
ଇଲୋ ବୋପା
ଏ କି ଚୋପା
ଏଥିରେ ଯଦି ରସ ଥାନ୍ତା
ଏକି କାହାକୁ ରଖିଥାନ୍ତା
.....
ମୁ ବି ବ୍ରାହ୍ମଣ, ଯାହାର ପୁଅ ଥିଲେ ତା ବାପା ମା ଗର୍ବରେ ଛାତି ଫୁଲେଇ ଯାଉଥିଲେ ଏବେ କାଇଁ କଷ୍ଟ ହୋଉଛି, ଠିକ ହୋଇଛି,
Tame kana chahnucha jati pratha rahiba nihati darakar ? mnu janiba pain chahnucnhi .
@@dayanidhimahalik95 jati ta sabuthire achi se job re hou ki padhare hou , election re bi 33%reservation achi uthiba jadi sabuthire uthu a mrg only knpai ...
ବ୍ରାହ୍ମଣ ଝିଅ ମାନେ govt ଜବ୍ ନହେଲେ ବାହା ହଉ ନାହାନ୍ତି, ୫୦%ରୁ ୭୦%reservation sc st OBC sebc EWS re ଗଲା, ପୁଣି ଓଡ଼ିଶା govt ରେ ୩୩% ଓମେନ୍ reservation, କେତେ competition କରିବ ମଣିଷ ଆଉ ଚାକିରି କରିବ 😢😢😢😢😢
Kama ra result pauchanti thike thike bhagwan dekhau chi jati potha Kari jou papo Kari chanti taha karma jaisa karma aisa Verna ahi ta kichi nuha mu dream ଦେଖିଲି ଆଗ କୁ brahimin ମାନେ ଭିକ୍ ମାଗି ଚଳିବେ।
Brahmin mane Man ku pradhanya dianti not for women
Correct au ame comption kariparuni Abe jou time exam bhalia haigalni jhia miliba
Exactly
ବ୍ରାହ୍ମଣ ମାନେ ମନ୍ଦିର କୁ sc st ଙ୍କୁ ପୁରେଇ ନ ଦିଅ |
ବ୍ରାହ୍ମଣ ଜାତି ସବୁ ଜାତି ଠାରୁ ଚାଲାକ୍ ବୁଦ୍ଧିଆ ମନେକରନ୍ତି ଝିଅ ବଂଶ ଲୋପ କରିଲେ ପୁଅ ବଂଶ ବିସ୍ତାର କରି ଚାଲିଲେ କାହାକୁ ଦବାକୁ ପଡ଼ିବନି ଯେମିତି ଆଣିବାର ଲକ୍ଷ୍ୟ ସେତ୍ ଆଜି ଜାତି ପ୍ରଥା ବର୍ଣ୍ଣ ଭାଗ ଭାଗ ସେ ହିଁ ତିଆରି କରି ଛନ୍ତି ଅନ୍ୟ ଜାତି ମାନେ ଯେମିତି ତାଙ୍କରି ବାର୍ତ୍ତା ମାନିବେ ଦେଖିଲେ ସମ୍ମାନ ପ୍ରଣାମ କରିବେ ଆଉ ମନ ସନ୍ତୁଷ୍ଟ କରି ଦକ୍ଷିଣା ଦେବେ ପେଟ ଭରା ଭୋଜନ ଦେବେ ସମ୍ମାନ ଦେବେ ଏ ସବୁ ତାଙ୍କରି ଚାଲାକ୍ ବୁଦ୍ଧିର କମାଲ ତାଙ୍କ ବିନା ଅନ୍ୟ ଗତି ନାହିଁ ସେ ଜାଣି ଛନ୍ତି ଯେ ଆମରି ପାଖରୁ ଆରମ୍ଭ ଆମରି ପାଖରେ ଶେଷ ସେଥି ପାଇଁ ତ୍ ସେ ଆଜି ଝିଅ ସଂଖ୍ୟା କମେଇ ଚାଲିଲେ
Tate ta sabu jana.Tu Kan 10 ta jhia janma karichu ki.
Bada chalak bramhana jati
@@NagarjunaSwain-q2s Ye bala yethi Khali gapa kahuchi
Tme pati chupp kro... Tme mne kn jnibo tanko katha...time mne Khali reservation jariare job pain, capable loko ro seat chhdeiba janicho..
@@sankarkumbhar4818 yes
Thanks 100,% right
Absolutely right
ନାରୀ ର ବିନାଶ ମାନେ ସଂସାର ର ବିନାଶ.
Wrong❌
ଗୋଟିଏ ଦୃଷ୍ଟି କୋଣରୁ ବ୍ରାହ୍ମଣ ପୁଅ କୁ ଝିଅ ମିଳୁନି ତ ଠିକ୍ ଅଛି ଏହା ଜାତିପ୍ରଥା କୁ ଉଚ୍ଛେଦ କରିବାର ଏକ ମାଧ୍ୟମ ହୋଇପାରିବ
ବ୍ରାହ୍ମଣ ପୁଅ କୁ ବ୍ରାହ୍ମଣ ଝିଅ ନମିଳିଲେ ସେମାନେ ଅନ୍ୟ ଜାତିରେ ବିବାହ କରିବେ ଏବଂ ଏହାଦ୍ଵାରା ସବୁ ଜାତି ସମାନ ହୋଇପାରିବେ
Mukesh Kumar Sahu
Jati ae tu pani achi je se de jana knhara soch sahi rahi ba jati hate gale aure prblm badhiba bhahaghar pare
@@lifebalipadar8266 ଭାଇ କଣ ଲେଖିଛ ଠିକ୍ ସେ ଲେଖ
@@lifebalipadar8266 କଣ ଲେଖିଛ ଠିକ୍ ସେ ଲେଖ
ଭାଇ ତମ ପରି ମୂର୍ଖ ଆଜି ପରଯ୍ୟନ୍ତ ଦେଖିନାହିଁ
କି ଲଜିକ ଭାଇ ତମେ ଚୀନ ରେ ଜନ୍ମ ହେବା କଥା ସେଇଠି କହିବା ଏଥି ଜ୍ଞାନ ଦେବା ଦରକାର ନାହିଁ
ବୁଝିଲ ମୂର୍ଖ ପିଲା
Hele jati kebala bahaghara re achi na kn? Sambidhana ru hele jati hateidaba abasyaka tahele madhya jati samana rahiba
Right brother 🙏🙏🙏🙏🙏
Correct sir
ବ୍ରାହ୍ମଣ ଘର ର ଝିଅ ଗଉଡ଼ ପିଲା ମାନଙ୍କୁ ପସନ୍ଦ କରୁଛନ୍ତି। ଆଉ ଫେରା ର ହେଉଛନ୍ତି ଆଉ ବ୍ରାହ୍ମଣ ମାନଙ୍କୁ କିଛି ମିଳିବ ନାହିଁ। 👍
ବ୍ରାହ୍ମଣ ପୁଅ ଗଉଡ ଝିଅ କୁ ବାହା ହଉନ କିଏ ମନା କରୁଚି?
Se brahmana ghara jhia maha chalak .Gauda ghara pua bada chakiri karithiba dekhiki baha heijauchanti.Sabu bele nija faida dekhuchanti.Brahman ghara pua gauda ghara jhia ku baha heunahanti kie mana karuchi.
Gobara pochi ki jibana jauchi 😂😂😂. Jaha bapa ghare sikhinathile taha gauda ghare karuchanty.
😂😂😂😂
Muslim ku baha hei jau chhanti...brahmhana jhia adha jhia sabu nuhan 50%pathana nka saha palau chhanti..bahare rahiki job kariki dhanda karu chhanti 😂
Good Okila Uncle...... Absolutely 💯💯💯
Thank You ......
Wah boma Bhai. U r absolutely right🙏
ଘରେ ଖାଇବା ଥାଉ କି ନଥାଉ ଝିଅ ଘର ଲେକେ govt ଜବ୍ ନହେଲେ ବାହା ଦେବେ ନି
Right Katha bhai
ସବୁଠୁ ଜ୍ଞ୍ୟାନି ହଉଛନ୍ତି ବ୍ରାହ୍ମଣ ସେମାନେ ଯୌତୁକ ଦେବେନି ବୋଳି ଭୃଣ ହତ୍ୟା କଲେ ତାପରେ ବ୍ରାହ୍ମଣ ଝିଅ ଯୋଉ ପୁଅର ରୋଜଗାର ଅଧିକ ସେ ତାକୁ mrg କରିବେ ଦେଖ ଯେତେ ନମି ଦାମୀ ଲୋକ ଅଛନ୍ତି ସେ ଯୋଉ ଜାତି ହଉ ବ୍ରାହ୍ମଣ ଝିଅକୁ ବାହା ହବ ଏଇ ଫିଲ୍ମ line ଦେଖୁନ ତାଙ୍କର ଖାଲି ଟଙ୍କା ଦରକାର
Rani panda phanka achhi😂😂
😆😆😆😆😆
ସତ କଥା ଟି ହେଲା.. ବାହା ନ ହେଇ ଖୁସି ରୁହ
Very good idea❤🎉
ଆଗକୁ ବର୍ଣ୍ଣଶଂକରଂକ ସଂଖ୍ୟା ବଢିବ । ହିନ୍ଦୁ ଧର୍ମପାଇଁ ଆତଂକବାଦୀ ହେଉଛନ୍ତି ନାସ୍ତିକ ବ୍ରାହ୍ମଣ ଆଉ ତାଂକ ଝିଅ
ଆଉ କିଛି ମୁଣ୍ଡ ରେ ନାହିଁ
ଠିକ୍ କଥା ଭାଇ👍👍
କିଛି ବାଳ ଜାତି ନାହିଁ ହିନ୍ଦୁ ଭିତରେ କର୍ମ ଗୁଣ ନେଇକି ଜାତି ଗୀତା ଭାଗବତ କହୁଛି ଭୋଗବାନ କହିଛନ୍ତି
ଆପଣ ଙ୍କ bujhiba bhul agyan...... vdo re kn play hauchhii au apna kahuchhanti kn !!!😂😂😂
Se gita b kou manisa hin lekhichi kou bhagavan lekhini 😂😂😂😂😂😂😂😂😂ki kou god ea dunia re nahin 😂😂
@@shravankumarmishra5513 Manisa nuhe mahapurush
@@shravankumarmishra5513 sei Brahmin hi ama Hindu nku bhaga bhaga khanda khanda karichi jati bibhaga kariki nija ku ucha re rakhiba pain
@@Aryan_Demin Bhala hela tu emt bhukutha
ଭାଇ ଖଣ୍ଡାୟତ ପୁଅଙ୍କ ଅବସ୍ଥା ବି ସମାନ ଝିଅ ମିଳୁ ନାହାନ୍ତି 🥲🥲
Bholo heichhi
@@subha1540 ତମେ ବ୍ରାହ୍ମଣ କି
Govt. Chakiri Exam Clear Kara Jhia kn Heroine bi milibe👍
ଚାଲୁ ସଂସ୍ଥା 🤣👏
ବ୍ରାହ୍ମଣ ମାନେ ଛୋଟ 😢ଝିଅ ମାନଙ୍କୁ ହତ୍ୟା କରନ୍ତି
Bahut bhala katha
ଏସବୁ ତାଙ୍କର କର୍ମ ର ଫଳ, ଆଗରୁ ସେମାନେ ସାଧାରଣ ଘର ଝିଅ କୁ, ନିମ୍ନ ଆଖିରେ ଦେଖୁ ଥିଲେ, ଏହା ଏକ ସାଧାରଣ ସାମାଜିକ କଥା।
100 correct ..very genuine analyst
କେବଳ ବ୍ରାହ୍ମଣ ଜାତିରେ ନୁହନ୍ତି କୋଉ ଜାତିରେ ବି ମିଳୁ ନାହାନ୍ତି ଝିଅ କେବଳ ଆଦିବାସୀ ଙ୍କୁ ଛାଡି ଦେଲେ ଏଣୁ ହେ ଓଡିଶା ବାସି ସଚେତନ ହୁଅ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ହରିୟାଣା ପଞ୍ଜାବ ଭଳି ଗୋଟେ ଝିଅ କୁ ଦୁଇଭାଇ ବାହା ହେବେ ସମସ୍ତେ ଅତିକମରେ ଚାରିଟା ପିଲା ଜନ୍ମ କରନ୍ତୁ
Govt tanka deboni 4ta re😂😂😂
🤣🤣🤣🤣🤣
Jhia odisha re Prabala kintu pua Nka Rojgar Na thibaru Papa Jhia dau Nahanti 😅 Bhala Rojgar kara jhia nka line lagi Jiba 😅
Seida haryana Punjab nhi
Kali adhibasi jhio milibo bhabontini adhibasi re b jhio milunahnti really hnii heuchhi
Bhala katha kahile bhai
100%right
Right
100%✔
Absolutely Right Sir 🙏👍👍
ଆଜିକାଲି ଦୁନିଆଁରେ ଆଉ ବ୍ରାହ୍ମଣ ନାହାନ୍ତି l ସବୁ ବେପାରୀ ଏବେ ବ୍ରାହ୍ମଣ ନା ତ ଗାୟତ୍ରୀ ଜପନ୍ତି ନାହିଁ, ଯିବ ହତ୍ୟା କରି ଖାଉଛ ନ୍ତି 😊
ବହୁତ କଥା କହୁଚୁ ଭାଇ ସମସ୍ତେ ସେଇପରି ନୁହନ୍ତି
Bhai emiti kuhani...ama bramhana nka abhisap satare pade...i have observed and also noticed it....😊
Mu chaheni ki tame se abhisap ra sikar hue...jehetu bramhan mane upare tanku respect kara..😊... Jadi respect kari paribani then disrespect pain tamara adhikar nahi...eei masa vitare tama nihati kichi problem haba mind it...jay jagannath😊
Tate to jiba lekhiba jana nahi hele bhi brammhana jati ku apamana karuchu
💯 ରେ 💯 👏
Correct 💯
ସବୁ ଲୋକ ଙ୍କ ଘରେ ଝିଅ ପାଇଁ ଭଲ ପୁଅ ଖୋଜୋନ୍ତି ।ହେଲେ ପରେ ଝଗଡ଼ା ହୁଏ ନା। ଆଜି କା ସମୟ ରେ ୮୦ % ବ୍ରାହ୍ମଣ ଧନୀ ଆଉ sc st re ୨୦ % ଧନୀ ସରକାର ଯେତେ ସୁବିଧା କରାଉଛି sc st ପାଇଁ ସେମାନଙ୍କୁ ମିଳୁନି କାରଣ ସେ ସୁବିଧା ଧନୀ ଲୋକ ପ୍ରଥମେ ଉଠାନ୍ତି 😢।।ଏଇଟା ହେଉଛି ଓଡ଼ିଆ
Yes sir your correct speech
Sata
Patha padhe ta pare kahibu
Sc/st heithile govt job heiki achi
Ta pare bi jia sc/st job pauni semane gote gote ajogya
Right statement Sir. The daughter of Brahmin families are at the first instances wanting govt job candidates. But in case of failure, selecting other cast candidate who are engaged in govt machinery.
Maine bahut ladkiyon ko dekha hai chapriyo ko leke bhag jati hai .. pata nhi kon itna samjhdar hai ki ek well settled ladke ke sath jati hai.. 😮
Right point...
ଗୋଟେ ଦୃଷ୍ଟିରୁ vala ହୋଇଛି, ଯାହାର ପୁଅ ଜନ୍ମ ହୋଉଥିଲେ ସେମାନେ ଆକାଶରେ ଉଡୁଥିଲେ ପୁଅ ପୁଅ ହୋଇକି, ଝିଅ ହେଲେ ମୁହଁ ଶୁଖେଇବେ, ଏବେ ଝିଅ ମିଳୁନି ବୋଲି ଏତେ ଚିନ୍ତା କଣପାଇଁ,
ଯଦି ଚିନ୍ତା ବଢୁଛି ନିଜ ghare ନିଜର ଭଉଣୀ ଥିବ ଏକ୍ସଚେଞ୍ଜ କରେଇଦିଅ, ନାଇଁ ନିଜ ଭଉଣୀକୁ private job ଵାଲାଙ୍କୁ ଦେବନି but ପୁଅ private ରେ ଥାଇକି କହିବେ କଣ ନା ଆମକୁ ଝିଅ ମିଳୁନାହାଁନ୍ତି, ଝିଅତ ଖାଲି govt hele କହିବ...
ଠିକ ହୋଇଛି ନାମ nia 🤣🤗😁
Ethi pua udiba katha nuha ama cast upare katha jouta Abe ra traditional nuha bahut agaaraa
Tu besi katha kahana jaa khaiki thir soipadibu
👍👍👍👍👍
Jay jaganatha Jay odisha super news
Absolutely right hai ❤❤❤❤❤
Bohut bhala heichhi mu kahiniki kahuchhi tara b reason achhi.. Mu b gote brahmana hele jhhea .. Tanku Rambha menaka darkar 😅
ଯେଉଁ ମାଧିଆ ମାନେ ବ୍ରାହ୍ମଣ ଜାତିକୁ ଗାଳି ଦେଉଛନ୍ତି ସେମାନଙ୍କୁ ଗୋଟେ କଥା କହିବି
ଅଣ୍ଡା ଯେତେ ବଡ ହେଲେ ବି ଦଣ୍ଡା ତଳେ ହିଁ ରହିବ
ଆଉ ତମେ ମାଧିଆ ମାନେ ଯେତେ ବଡ଼ ହେଲେ ବି ବ୍ରାହ୍ମଣ ତଳେ ହିଁ ରହିବ
The advocate explains good.. the reporter is uneducated 😒
U r right ❤
ଯୌତୁକ ଟା ମୋଟା ଅଙ୍କ ର ଯେଉଁମାନେ ଚାହାନ୍ତି , ସେମାନଙ୍କୁ ଝିଅ ମିଲେନି । ମୁଁ ଠିକ୍ କହିଲୀନା ସାଙ୍ଗମାନେ।😂😂😂😂😂😂
Hm hm Khali kn setiki jhia ta puni gote ଚାଉଳ re ଗଢା ହେଇଥିବ 😆
Yes 💯
ବ୍ରାହ୍ମଣ ଝିଅ କଣ କେବଳ govt job ଧାରିକି ବାହା ହେବେ।
@adhuanchannel5947 tahale ta bahut girls b unmarried thibe??? 1 govt job boy = 1 girl .. jadi kam govt job wala achanti ta kaam hi jhio pua baha hei paruthibe???
@@gwaenchanhguy toki ba khali paisabala toka khojuchhanti🤣🤣🤣🤣
@@jayjagannatha6857 where is logic, where is your brain 🧠? So is your mom and sister?
@@gwaenchanhguy ki eng kahuchha🤣🤣🤣🤣
Really sir 🙏
Jati pratha uthaidiaa jhiaa milibe
He is absolutely correct and educated person. I personally appreciate him his knowledge and imparting them to the people of Odisha 👌. Live in relationship is not a bad concept as it is accepted by Supreme court by law.
Bramhanq jhia ku govert job pila darkar kintu govet job re bramhana pila ku stana nahi😂
Na chapri mananko love kari ki baha hauchhanti
Baat to sahi he...
Bramhan pila mandira ku gale dina ku 1000 2000 income karibe se kai govt job karibe 😁😁
😂
Brahmana toka jadi Anya jaatire bahahei paruchhi ta Brahmana jhhio kn lagi hoipariboni ....Puo bahahele basuchhi au jhhio baha hele gandhouchhi 😝😝😝😝
Thik katha kahile Sir 😢
100% Right
Brahmin cast ର ପୁଅ ମାନେ ଅଧିକ ଯୌତୁକ ପାଇବା ଆଶା ରଖିଛନ୍ତି ନିଜ ଘରେ କିଛି ଥାଉ କି ନଥାଉ ଝିଅ ସହିତ ଯୌତୁକ ପ୍ରଥା ଜରୁରୀ ବଲି ଭାବୁଛନ୍ତି
Ama Hindu jati bramhana ଶ୍ରେଷ୍ଠ ଜାତି।ସେମାନେ ନିଜେ ହିଁ ନିଜ ଜାତି ର badnam କରିଛନ୍ତି।ନଖାଇବା ଖାଦ୍ୟ ଜିନିଷ ଖାଇଲେ କନ୍ ହେବ।ଶାସ୍ତ୍ର ରେ ଲେଖା ହୋଇଛି ଉଛ ଜାତି ନିଚ କୁ ଯିବେ ଓ ନିଚ ଜାତି ଧର୍ମ ପରାୟଣ ହେବେ।ଏମାନେ ସଂସାର କୁ ଭଲ ବୁଦ୍ଧି ଜ୍ଞାନ ଦେବା ର ଇଚ୍ଛା କରୁ ନାହାନ୍ତି। ତେଣୁ ଏମାନଙ୍କର ପତନ ଘଟୁଛି।ଅଜାତି ରେ ବାହା ହେଉଛନ୍ତି।ମଦ ନିଶାରେ, ବୁଡୁଛନ୍ତି। କନ୍ୟା କନ୍ ମିଳିବ।😮
Mo balla bramhana...emane sala bideshi euresia ra black sea area ra loka ..... migrated animals gudako
Live in relationship ଉପରେ ୟାଙ୍କର ବହୁତ୍ ଜ୍ଞାନ ଜଣା ପଡ଼ୁଛି... ଏମିତି ଲୋକ Judge ହେଲେ ବହୁତ୍ କିଛି ଆଗକୁ legal ହେଇ ଯିବ ଲାଗୁଛି... ସଂସ୍କାର ଗଲା ଚୁଲି କୁ... ସ୍ଵାମୀ ଦରକାର ରାମଚନ୍ଦ୍ର ପରି.. ପ୍ରେମିକ ଦରକାର କୃଷ୍ନ ଙ୍କ ପରି...
Aste aste brahman bansa lopapaiba.
Nice Explaination👌👌👍👍❤️
Brahmuni jhiya gale kuade???? Nija choice re jahaku paile taku baha hele. ???
Byomkesh Sir ku Mayurbhanj ru Johar 🙏
ଏ ମା ଗିହା advocate କୁ ଶଳା ମାଡ଼ ଦରକାର । ଶାସ୍ତ୍ର ବିରୁଧ କଥା କହୁଛି । ସମାଜ କୁ ଭୁଲ ଶିକ୍ଷା ଦଉଚି । ଶଳା ହାରାମି ଓକିଲ ପଠାଣ ପାଖରୁ ଜନ୍ମ ନେଇଛି ଶଳା ।। କହିଲା marriage ପୁର୍ବରୁ relation ରେ ରହିଲେ ligal ।। ତାହେଲେ marriage କଣ ପାଇଁ କରୁଚ😡😡 marriage ପରେ ଜଉ କାମ କରିବା କଥା ସେ କାମ marriage ପୂର୍ବରୁ ସାରି ଦଉଚ ,ଜଉ ଅଧିକାର ଗୋଟେ ସ୍ବାମୀ ପାଇବା କଥା ତାହା marriage ପୂର୍ବରୁ ଆଉ କିଏ ଛଡେଇ ନଉଚି ଏ କଷ୍ଟ ସେହି ଅନୁଭବ କରିପାରେ ଜଉ ପୁଅ ର ଚରିତ୍ର ଠିକ୍ ଥାଏ ତା ମନ ର ଅବସ୍ଥା ଟିକେ ବୁଝିବା ପାଇଁ କେହି ଚେଷ୍ଟା କରୁଚ ।। ଏ ମାନସିକ ଅବସ୍ଥା ପାଇଁ କେସ ଲଢ଼ୁନୁ ଶଳା mg ଓକିଲ ।।
Sato sunibaku dharjiya darkar sastra nuho sastra bi Manisha hi lekhichi
@@bhinnalatanayak2 bhai sastra Jane manisa lekhipariboni ta pakhare ate gyana nahi je se sastra lekhiba .... sastra ra rachayata sabu details lekha heichi padhile janipariba
@@ANDigital-bk4qu Rachayta kia jia rachona kore taku hi Rachayta kuhajaye
Right sir 🙏🙏🙏🙏🙏🙏🙏🙏🙏🙏
Kemiti milebe bramhana loka fast pua te hele setiki re Stop....😂
Na lo vai aama ghara pakhare janakara 5 jhia gote pua
Bhai bahut romantic heithibe...nahele ate pila hei nathanta ....
@@Isusantakulol 😂
Correct🎉
ଦେଶ ରେ ଏବେ ବ୍ରାହ୍ମଣ ମାନେ ନିଜ ପାଇଁ କିଛି ସ୍ଵତନ୍ତ୍ର ସୁବିଧା କରାଇବା ପାଇଁ ସେ ସବୁ ନାଟକ । ଅଲଗା cast se marriage କଲେ ଜାତି ପଳେଇବ କି।ଆଉ ମନ୍ଦିର ରେ ପଇସା ନେଲା ବେଳେ ଜାତି ଜୀବନୀ।
perfect
Exactly love karila bele dekha jibani.mrg katha asile kahibe bapa Raji hebeni maa Raji hebani prestige paleiba kete katha au mandir re paisa magile jaeni
right
Bramhan mankar besi vau ...SC and st caste pain semane besi role karanti ...SC and st caste balanku misbehave kranti ..tanku punishment tt miliba darkar ...sabu equal hele thik heb ..no caste
Hamm......thik....je.. sabu equal habe darkar ....kintu reservation katha jebe asiba setebele ...paleiasiba ..... ....mate aga dia mu SC ...mu ST..... .....,( Hipocrisy ki bhi ko sima hoti hay😅😅)
@@ranadhirpanda8922bhikaru guda reservation pai emanaka ghara chaluchi nahale bina pant re road re thali dhari buluthile sc/st mane😂
Point@@ranadhirpanda8922
@@ranadhirpanda8922that's not hypocrisy first caste asila na reservation caste pain hin reservation hela temple re kn pain particular caste puja karibe sethire reservation nahin ki puri jai dekha... Sethi kn pain sabu caste ra loko nahanti
@@ranadhirpanda8922😂😂
You are absolutely right sir
ଆରେ ଭାଇ ଆମର ଭଲ ରୋଜଗାରିଆ ପୁଅ ଦରକାର, ନହେଲେ ଶାଶୁ ଘର ଲୋକ ଖାଇବାକୁ ଦେବେନି କହିବେ ଆମର ଏତିକି ରୋଷେଇ ହବ ତୁ ଅଜି ଦିନକ ପାଇଁ ଚଲେଇ ଦେ ।ଏହି କଥା ସବୁବେଳେ ବୋହୁ ସାଥିରେ ହୁଏ।ପୁଅ ସାଥୀରେ ନୁହେଁ। ତେଣୁ ଯିଏ ସ୍ତ୍ରୀ ଚଳ।ଈ ପାରିବନି ସେ ବାହା ନହେବା ଦରକାର। ନହେଲେ ଝଅବୋହୂମାନଙ୍କ ଜୀବନ ବର୍ବ।ଦ ହବ। କେତେ ଜଣ ମୋ କଥାରେ like କରିବ ମୁଁ ଦେଖିବି 😊
Right
100% perfect
Brahmana jhia Mane cast feel karnti ni but pua mane aji jae cast ku chhadi parinahnanti
Wrong sabutharu besi brahmana mane jati bachhanti . Se pua hau ki jhia tanka tanka ghare thiba bayaska loka mane nichha jati dekhile duraru dnei dnei paleibe .
Agree with this person.
Jatiwad brahman hi start କରିଛନ୍ତି,,, ଝିଅ na milile hi semane jatiwad ଶେଷ କରିବେ
Any proof ?
@@Devi_the_Physicist_1746 There is no need of any proof..It will being automatically..❤❤
😆😆😆
Perfect Katha
Amo gaon re bramhin jati ra jhia govt job boli other cast re mrg kala ame kn karibu
Very nice
Bekar katha Brahman jhia acchanti ,pua guda dibya sundari khojuchanti au kahuchanti jhia milu nahanti😅
Michha katha jhia mane aku taku love kari ratire nuchhi ki palouchhanti sethi pain jhia milu nahanti 🤣
Right 👍✅💯
Kain bramhana pua SC st re Baha haunahanti,,kana jati paleiba
Right bro👍👍
😂😂
Right 👍🏻👍🏻👍🏻
Mu sc ...bt mor 3 ta gf sy puni Brahman 😂😂😂😂
@@hritheskumar4421kemiti setting Kalu be
Nice❤❤❤❤❤❤❤.
Bramhana kan jhia alaga dele, se na bahanahele tamar kan gala?
😮
Right 👍
Mor bi Target ajithu jemiti heu gote bramhana bia re gehibi au chhadibi..
Brahman boys have next level class & Brahman girls are so beautiful so elegant just looking like a wow 😁
Caste ku mix kara jau ... J jahaku baha hele chaliba...
Salute u sir 😯
30 helani kichhi nae
Odisha Re 1000 pua Re 1063 Jhia Odisha re jhia sankya Adhika
A Advocate Ta Fake information Dauchi
Tame କେମିତି janila ahi information
@@studymaker5049 Survey Report Odisha 2011 re 1000 pua re 979 jhia
Odisha 2024 re 1000 pua re 1063 jhia
Right..sir
Correct telling sir
Thank you 💯 Right sir
Beautiful information very Very nice thanks from RUKMINI PRODUCTION BijayaKumarMishra GITIKARA senapatibagicha puri jai jagannath jai 🕉 🙏
Thik katha kahicha
Pura thik
BAN LIVE-IN RELATIONSHIPS,THEY ARE A CAUSE OF MANY TROUBLES AND PROBLEMS