ଝିଅ ପାଇବ ବାପଘର ସମ୍ପତ୍ତି, ହେଲେ କେମିତି

Поділитися
Вставка
  • Опубліковано 30 січ 2025

КОМЕНТАРІ • 210

  • @SridharaBehera-z5w
    @SridharaBehera-z5w 29 днів тому +2

    ଲୋଭ ହିଁ ଅନାର୍ଥର ମୂଳ

  • @subratapanigrahi3628
    @subratapanigrahi3628 7 місяців тому +58

    ତାହେଲେ ଋଣ କରଜ କରି ବାପା, ଭାଇ ଝିଅ, ଭଉଣୀ କୁ କାହିଁକି ବାହା ଦେବେ। ଝିଅ ଶାଶୁ ଘର ସମ୍ପତି ବି ନେବ ଆଉ ବାପ ଘର ସମ୍ପତି ବି ନେବ, ବିଚରା ଭାଇ କଣ ଭିକ୍ଷା ବୃତ୍ତି କରିବ? ଯେଉଁଠି ଭାଇ ବାପା, ମା ର ଦାୟିତ୍ଵ ନେଉ ନାହିଁ ସେ କ୍ଷେତ୍ରରେ ଭଉଣୀ , ବାପା ମାଙ୍କ ରକ୍ଷଣା ବେକ୍ଷଣ ପାଇଁ ସମ୍ପତି ଦାବି କରିବା ଉଚିତ୍

  • @nibeditadash7028
    @nibeditadash7028 6 місяців тому +11

    ବିବାହିତା ଝିଅ ମାନେ property ନେଇ ସରିଲା ପରେ ବାପ ମା ଙ୍କୁ ସେବା କରିବା ପାଇଁ ବହୁତ ବାହାନା କରନ୍ତି....

  • @prabiramishra9758
    @prabiramishra9758 7 місяців тому +39

    ଆଜିକାଲି ବର୍ତ୍ତମାନ ଦିନମାନଙ୍କ ରେ ବାପ, ମା ଜାରଆଶ୍ରାମରେ ରହୁଛନ୍ତି. ଏହି ଅଇନି ପାଇଁ.

  • @abinasnayak3931
    @abinasnayak3931 7 місяців тому +20

    ଝିଅ ମାନଙ୍କର ସ୍ୱାର୍ଥ ସରିଗଲେ ଭାଗ ମାଗିବାକୁ ଚାଲିଆସନ୍ତି।

    • @Kamalraut-c8o
      @Kamalraut-c8o 7 місяців тому +1

      ଯଦି ଭାଇଭାଉଜ ବାପାମାଆଙ୍କ ସେବା ନକରି ବେ ତାହେଲେ ବାଧ୍ୟ ହୋଇ ଭାଗ ମାଗିବେ ଏପରି ପଦକ୍ଷେପ ଝିଅ ମାନେ ନିଅନ୍ତି ନାହିଁ

    • @sabitanayak4716
      @sabitanayak4716 6 місяців тому +2

      ​@@Kamalraut-c8oଠିକ୍ କହିଛନ୍ତି। ବାପା ଭାଇ କେତେ ଖର୍ଚ୍ଚ କରି ବାହା ଦେବେ ପାଠ ବି ପକେଇ ଥିବେ ଯେତେବେଳେ ସବୁ ସାମାଜିକ କର୍ମ ମଉଳାଭାର ସରିଯିବ ଝିଅ ବି ମରିଯିବ ଭଣଜା ଭାଣଜୀ ଭାଗନେବେ। ଏମିତି ସଂପର୍କ ଅସହ୍ୟ ହୁଏ । ଏମାନେ ମଣିଷ ପଦବାଚ୍ଯ ନୁହନ୍ତି । ଝିଅ ପାଠ ପଢ଼ିବ ଯେ ଖର୍ଚ୍ଚ ହେବ,ବେଶ ପୋଷାକ ରେ ପୁଅଠୁ ଅଧିକ ଖର୍ଚ୍ଚ ହେବ। ବାହାଘର ରେ ପୁଅ ବାହାଘର ଠୁଁ ଅଧିକ ଖର୍ଚ୍ଚ। ପୁଣି ବିଭିନ୍ନ ସମୟରେ ବିଭିନ୍ନ ଭାର । ଏକୋଇଶା ,ଅନ୍ନପ୍ରାସନ୍ନ , ବ୍ରତ ବାହାଘର ମାମୁଁ ମାନେ ଚୋର ହୋଇ ସାରିଲା ପରେ ସମ୍ପତ୍ତି ରେ ଭାଗ ନେବେ । ଧିକ୍କାର ଏମିତି ଭଉଣୀ ମାନଙ୍କୁ ।

    • @MadhumitaChand-k2t
      @MadhumitaChand-k2t 5 місяців тому

      ​@@Kamalraut-c8o70 ବର୍ଷ ର ପିଉସୀ ସମ୍ପତି ର ଭାଗ ନେଲେ, ବାପା ମାଆ ବହୁତ ଦିନରୁ ମାରି ଗଲେଣି ଭାଇ 3 ଭଉଣୀ କୁ ବାହା ଦେଇଛି, ବାପା ଝିଅ ମାନେ 2year ହେଇଥିଲେ ପୁତୁରା ଚାକିରୀ କଲାରୁ ଲୋଭ

    • @nirupama1964
      @nirupama1964 5 місяців тому

      Sir sasuranka 7 ta pua,gote jhia mutually jami basi katha hoi jami banta kari bhauniku 4guntha bhala jami diagala bhauni sashu ghara swachhal chaliba .nije guruma hele bhai tharu puni gote bhaga magu chhanti kan aethi kara jiba bhaimane jami chasa kari chalanti.

  • @chabiranipanda4583
    @chabiranipanda4583 7 місяців тому +68

    ଏହି ଆଇନ୍ ବହୁ ପରିବାର ଝଗଡା ର ସମୁଖିନ ହେଉଛି। ଯାହା ଫଳରେ ଭାଇ ଭଉଣୀ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି।

    • @madhusmitapattanaik6324
      @madhusmitapattanaik6324 7 місяців тому +8

      Perfect katha

    • @sabitanayak4716
      @sabitanayak4716 6 місяців тому +1

      ଠିକ୍ କହିଛନ୍ତି

    • @manjulatabehera1864
      @manjulatabehera1864 6 місяців тому

      Right

    • @manojkumarsahu8956
      @manojkumarsahu8956 5 місяців тому +1

      ଏହି ଆଇନ ଯୋଗୁଁ ମୋ ଘର ଟା ଭାଙ୍ଗି ଗଲା

    • @ChoudhuryBabu-w1u
      @ChoudhuryBabu-w1u 15 днів тому

      Bapa maa jadi chandala hei thibe tebe bhai bhauni jhagada hebe...sampatti saman bhaga hele asubidha kouthi rahila...

  • @prafulasingh2267
    @prafulasingh2267 7 місяців тому +13

    କ'ଣ କରାଯିବ ପୁଅ , ଝିଅ ଜନ୍ମ କରିଛେ ମାନେ ବୋଝ ତ ସମ୍ଭାଳିବାକୁ ପଡ଼ିବ , କହିଲେ ଝଗଡ଼ା ହେବ ଏଣୁ ସବ୍ ସେ ଚୁପ୍ ଭଲା , ମୋ ମତରେ ଜଗନ୍ନାଥ ଭରସା । ଯେତେଦିନ ଚକ ଗଡୁଥିବ ସେତେଦିନ ରଥ ଚାଲିଥିବ । ଜୟ ଜଗନ୍ନାଥ ।

  • @keshabsarkar3048
    @keshabsarkar3048 7 місяців тому +29

    ବର୍ତମାନ ଝିଅ ମାନେ ଦୁଇ ସ୍ଥାନରୁ ଜାଗା ହେଉଛନ୍ତି, ଆଜିର ଭଉଣୀ ମାନେ ଭାଇର ଜାଗା ନେବା ପାଇଁ ବେସ୍ତ

    • @B.Durgashaktee
      @B.Durgashaktee 7 місяців тому +3

      Asubidha kouthu.... bhai jaga ....seta kn bapa jaga re bhai rahuchi.... tamane seta se only ଆତ୍ମସାତ୍ kariba ...... bapa sampati kn khali puara
      Bhai ra ସ୍ୱଅର୍ଜ୍ଜିତ ସମ୍ପତ୍ତି ରେ କିଛି ଭାଗ ନେଉନାହାନ୍ତି ଭଉଣୀ...bapanka ସମ୍ପତ୍ତି ଅର୍ଥାତ୍ ପୈତୃକ ସମ୍ପତ୍ତି ର ଅଧିକାର ନେଇଛନ୍ତି.....
      ବୁଝିପାରୁନାହ ki ଓଡ଼ିଆ

    • @PriyadarshiniLopamudra
      @PriyadarshiniLopamudra 7 місяців тому

      100% to 200% true

    • @B.Durgashaktee
      @B.Durgashaktee 7 місяців тому +1

      @@PriyadarshiniLopamudra kahaku kahucha 200% true boli

    • @suranjanatripathy3413
      @suranjanatripathy3413 7 місяців тому

      Ryt

    • @kunmunk8371
      @kunmunk8371 7 місяців тому

      Bhai jaga kana ?? Kuhantu bapa jaga

  • @NoDaddyIssues
    @NoDaddyIssues 5 місяців тому +12

    ଘର ଭଙ୍ଗା ଆଇନ ପାଇଁ ପରିବାର ଭାଙ୍ଗି ଯାଉଚି

  • @gourangasahu-sy1jk
    @gourangasahu-sy1jk 5 місяців тому +1

    So beautiful family so 💞💞💞💞💞

  • @jyotsnaraul1364
    @jyotsnaraul1364 7 місяців тому +13

    ଆଜିକାଲି ପୁଅ ମାନେ ବାହା ହେଲା ପରେ ସ୍ତ୍ରୀ କଥା ମାନି ଭଉଣୀ କୁ ବାହା କରିନଥାନ୍ତି । ବାପା ମା କଥା ବି ଠିକ୍ ସେ ଯତ୍ନ ନିଅନ୍ତି ନାହିଁ। ସେ କ୍ଷେତ୍ରରେ ଭଉଣୀ କୁଆଡେ ଯିବ।

  • @jagugaming5038
    @jagugaming5038 6 місяців тому +6

    ଝିଅ ମରିଲା ପରେ ତା ପୁଅ ସମ୍ପତି ନେବ ଏ କି ଆଇନ

  • @ashokdas5443
    @ashokdas5443 6 місяців тому +3

    ଆଜି ଭଉନି ମାନେ ଅଧିକ ଭାଗ ମାଗୁଛନ୍ତି ତାଙ୍କ ବାହାଘର ଖର୍ଚ୍ଚ ସେ ଦେବାକୁ ପଡିବ କି ମାଡାମ

  • @MadhumitaChand-k2t
    @MadhumitaChand-k2t 5 місяців тому +3

    ଏଇଥି ପାଇଁ ଝିଅ ଜନ୍ମ କରୁ ନାହାନ୍ତି

  • @bamadebajena5968
    @bamadebajena5968 7 місяців тому +5

    ଜୟ ଶ୍ରୀରାମ

  • @jatindratajan233
    @jatindratajan233 27 днів тому +1

    we are suffering this rules

  • @Lat4666
    @Lat4666 7 місяців тому +7

    ବାପାଙ୍କ ସ୍ୱଅର୍ଜ୍ଜିତ ସମ୍ପତି ଉପରେ ବାପା ବଞ୍ଚି ରହିଥିବା ସମୟରେ କାହାରବି କୌଣସି ଅଧିକାର ନାହିଁ ।

  • @ashishdalai8646
    @ashishdalai8646 Місяць тому

    ଆଇନୀ ରେ ପରିବର୍ତନ ଆବଶ୍ୟକ

  • @KailashPanda-o5f
    @KailashPanda-o5f 4 місяці тому +3

    ମାଡାମ ପୁଅ କି ଝିଅ କେହି କିଛିକରୁନାହାନ୍ତି ସ୍ତ୍ରୀ ଅସଦାଚରଣ କରନ୍ତି କିନ୍ତୁ ଅଧାଗୁଣ୍ଟ ଜାଗା କିଣିବା ପରେ ଡାକିଲେ ଶୁଣୁନାହାନ୍ତି ପାଟିରେ ବି ପରିସ୍ରା କରୁ ନହାନ୍ତି ମୂଁ ମାନସିକ ଶାରୀରିକ ଭାବେ ଅସୁସ୍ଥ ଥାଇ ୩୯ବର୍ଷ ପିଅନ ଚାକିରୀ କରି ପୋଶୁଛି ପୁଅ ମଦୁଆ ସ୍ତ୍ରୀ ପରପୁରୁଶ ସମ୍ପର୍କଶାରୀରିକ ସମ୍ପର୍କ ଥିଲା ତାକୁ ଚଳେଇଲି ହେଲେ ସିଏ ପୁଅ ଝିଅ କୁ ଧରି ଦାଉ ସାଧୁଚି କାହାକୁ କହିବି ମୋ ବାପା ଚାଲି ଗଲା ପରେ ମୋ ସ୍ତ୍ରୀ ମତେ ରାଣ୍ଡି ଛୁଆ ଡାକୁଛି ଆମର ପଵନ କୁ ଅଇନି ରେ ଫାସ ଅଛି ହେଲେ ମଦୁଆ ପର ମନୋରଞ୍ଜନ କରିବା ସ୍ତ୍ରୀ କୁ କଣ ଅଛି 🙏🙏ଜୟ ଜଗନ୍ନାଥ

    • @KailashPanda-o5f
      @KailashPanda-o5f 4 місяці тому

      ଧନ୍ୟବାଦ ସାର ଏହି ଧରାବାହିକ ଟି ପନ୍ଦର ବର୍ଷ ହେଲା ଦେଖୁଚି ଅନୁଭବକରୁଛି କି ଯନ୍ତ୍ରଣା ଧନ୍ୟବାଦ ସାର 🙏🙏💩💩💩💯💯💯💯

  • @sumantamangaraj7330
    @sumantamangaraj7330 7 місяців тому +11

    ମ୍ୟାଡ଼ାମ ଠିକ କଥା କହୁଛନ୍ତି

  • @SureshKhuntia-1993
    @SureshKhuntia-1993 7 місяців тому +3

    ଭାରତୀୟ ସମ୍ବିଧାନରେ ସମସ୍ତଙ୍କର ଅଧିକାରର ବିଷୟ ଅଛି, କିନ୍ତୁ ପରିବାର ପ୍ରତି, ସମାଜ ପ୍ରତି, ତଥା ରାଷ୍ଟ୍ର ପ୍ରତି ତା'ର ଦାୟିତ୍ବ ବହନ ର କୌଣସି ପ୍ରାବଧାନ ନାହିଁ । ବ୍ୟକ୍ତିକୁ ତା'ର ଅଧିକାର ସହିତ ଦାୟିତ୍ଵ ବା କର୍ତ୍ତବ୍ୟ ନିର୍ବାହନ ପାଇଁ ଆଇନ୍‌ରେ ସଂଶୋଧନ ହେବା ଆବଶ୍ୟକ ।

  • @PratapNayak-uh5xn
    @PratapNayak-uh5xn Місяць тому

    Bhaimabaparadasahakriyakaribkintuvaunisampativaganabaki❤

  • @RajibPradhan-m2v
    @RajibPradhan-m2v 5 місяців тому +3

    Sir ସବୁ ଓଡ଼ିଆ ଭାଷାରେ କହିବେ କି ଦୟା କରିକି

  • @abhimanyunayak4246
    @abhimanyunayak4246 6 місяців тому +3

    ମେଡମ ଜେ ବାପା ର ସମ୍ପତ୍ତି ଉପେର ନାତି ଅଧିକାର ନାତୁଣୀ ଅଧିକାର ନାହିଁ କି

  • @surjittripathy7536
    @surjittripathy7536 7 місяців тому +4

    ଏହି ନିୟମ ଭାଇ ଭଉଣୀ ର ଭଲ ସମ୍ପର୍କ ରେ ଫାଟ ସୃଷ୍ଟି କରୁଛି

  • @jyotsnanutritionist
    @jyotsnanutritionist 7 місяців тому +29

    Kichi jhia maane Swami kathare padi sampaati paain bapa bhaainka saha relationship hin katidauchanti

    • @Kuniexpress-qu6hk
      @Kuniexpress-qu6hk 6 місяців тому

      @@jyotsnanutritionist apananka wife' bi sayad yeia karuthibe

    • @basantakumarjena2163
      @basantakumarjena2163 5 місяців тому

      Mu gharara Sana Bahu ghare rahe sasu mora bed re thile marriage bele tanku seba kariki badi dhariki chalaiba karaili sasura achhanti gaigobara Kama b kare sasu 6month hela death hoigaleni bada vai ja bahare ruhanti se bartaman sasura mora sabu Bank balance &prapoty semananka nare karideichanti semane gharaku 1 tiebi diantini mo huseband gharara kharchakaranti ta mo kahibara karana mu ebe kn Kariba darakara

    • @jyotsnanutritionist
      @jyotsnanutritionist 5 місяців тому

      @@Kuniexpress-qu6hk for your kind information, I am a girl. Mu ethi sabu jhia nka katha lekhini. Mu society re emiti case dekhichi. So kichi jhia lekhichi. Hele kichi loka thik apananka pari nijaa adaku katha nei paribara re ajatha disturbance create Kari emiti alga huanti.

    • @jyotsnanutritionist
      @jyotsnanutritionist 5 місяців тому

      @@basantakumarjena2163 jaha apanankaa bibek kahuchi seiya karantu. Kahakku paramarsa magile kehi apananka aau idha upalabdhi karipaaribeni ki thik advice deveni.

  • @PratapNayak-uh5xn
    @PratapNayak-uh5xn Місяць тому

    Madamketevhagapaichhanti❤

  • @sanjuktamishra6519
    @sanjuktamishra6519 7 місяців тому +7

    Right sir

  • @sudamcharanprusty
    @sudamcharanprusty 2 місяці тому

    ଯିଏ ମେସେଜ କରୁ ଛଂତି ଓ ଡି ଆ ରେ
    କରନ୍ତୁ ସମସ୍ତେ ବୁଝିବେ।
    ଇଂରାଜୀ କଣ ସମସ୍ତେ ବୁଝୁଛନ୍ତି

  • @akshaygolari1348
    @akshaygolari1348 6 місяців тому

    Very nice lesson

  • @umeshchandramohapatra5438
    @umeshchandramohapatra5438 8 днів тому

    ଆଇନି ଵଦଳିବା ଦରକାର

  • @manojkudada4486
    @manojkudada4486 12 днів тому

    ❤❤worth less rule of india govt

  • @bikramnatha1210
    @bikramnatha1210 27 днів тому

    ଏଠି ଭାଇ ଭଉଣୀ ର ସମ୍ପଙ୍କ କରାପ ନୁହଁ ! ଏଠି ଭୁଉନି ର ସ୍ୱମୀ ମେଟାଲିଟି ହାରସ କରୁଛି, ସେଥିପେଇଁ bhai ଭଉଣୀ ଖରାପ ହଉଛି...? ସେଠି ଲାଗି ଦାଇ . ସୁପ୍ରିମ କୋଟ...? ଯେତେ ବି ଲ କରାଯାଉଛି ସବୁ ଠିକି ଅଛି ବୋଲି ଭାବୁଛ....?

  • @sarojinisahoo2320
    @sarojinisahoo2320 24 дні тому

    Jhia sampati paau kintu 25% . Bhai 75 % . Jadi jhia abibahita, swami parityata tahale ta katha bichar heu se bapa maa nku dine adhe pachariba sabudiniya nuhe. Jadi jhia r sasughar condition bapa ghar thu vala jhia ku matra 5% diajau.

  • @Anu-usg10
    @Anu-usg10 7 місяців тому +2

    Please ae samasya ra samadan karantu jhia mane bahut disturb karuchanti asiki bapa ghare

  • @trilochanpradhan7940
    @trilochanpradhan7940 7 місяців тому +1

    Jay jaganatha dekhatu sir amara darakar nahi amara bhaee bhai na bhala paeya darakar ame dine adhe bapagharaku gale ame sanman parba darakar ❤❤❤❤❤

  • @ajitakumarsahoo9458
    @ajitakumarsahoo9458 26 днів тому +2

    ସାର୍ ଗପ କହନ୍ତୁନି
    ମୋର ଭଉଣୀ ବାପା,ମା ମରିଗଲା ପରେ କେସ୍ କରି ଭାଗ ନେଲା।
    ବାପା ମା ରୋଗ ଗ୍ରସ୍ତ ନଥିଲେ ,ଲୋନ ବାପ ମା ରୋଜଗାର ରୁ ସୁଝୁଥିଲେ ।
    କୋଟରେ ମୁଁ ରସିଦ୍ ନଥିବାରୁ ପ୍ରମାଣିତ କରି ପାରିଲି ନାହିଁ। 😢😢😢😢

  • @sanatanmahapatra8894
    @sanatanmahapatra8894 3 місяці тому

    Law is changing every year in this matter,so parents are confused, what to do

  • @DillipPradhan-w8d
    @DillipPradhan-w8d 21 день тому

    Some laws are the reason for the crime, so withdraw this type of law.
    Divorce jhia seva na karki swamira sampati kemiti neba?

  • @susantapradhan2316
    @susantapradhan2316 7 місяців тому +20

    ମା ବାପା ଙ୍କ ର କର୍ତ୍ତବ୍ୟ ଝିଅ ବାହାଘର ପୂର୍ବରୁ ପୁଅ ନା ରେ ସବୁ ସମ୍ପତି ୱିଲ୍ କରିବେ

    • @nothing_yrr.
      @nothing_yrr. 7 місяців тому +3

      Kain ki gote jhiya ra adhikar acchi

    • @shanvi192
      @shanvi192 7 місяців тому +1

      Correct

    • @bijaykumarnahak8834
      @bijaykumarnahak8834 7 місяців тому +4

      ଝିଅ ବାହାଘର ବେଳେ ଭଉଣୀ କୁ ବହୁ କଷ୍ଟରେ ଭାଇ ବାହାଘର କରେ ସେ ରୁଣ ସୁଝିବ କିଏ

    • @B.Durgashaktee
      @B.Durgashaktee 7 місяців тому +1

      ​@@bijaykumarnahak8834
      Kete ta bhai emti karuchnti....

    • @nothing_yrr.
      @nothing_yrr. 7 місяців тому

      @@bijaykumarnahak8834 stfu stop dowry

  • @sarojinisahoo2320
    @sarojinisahoo2320 24 дні тому

    Vaga katha setebele ase jetebele jami bika huye. Au bikanti semane jahar adhika jami thaye. Janma hoiche mane maa bapa nka bardhakya re seba kariba uvaya pua /jhia r kartabya. Bohu pua, jhia jyoin 4jan nka daitwa a ha. Sabu ghara hasiba emiti hele.

  • @sohan8475
    @sohan8475 22 дні тому

    Jhio mane niji bapa ma ku mola parjanto dekhuchhanti kintu sampati dada kaka pakhaku chalijauchhi. Eta ki prakar nyay

  • @jayantiDas-xx6hb
    @jayantiDas-xx6hb 6 місяців тому

    Sir u are right, 1st seba,no sampati,jadi ବାପା ଙ୍କର sampati ନାହିଁ, tebe କଣ ଆମେ tanka seba kariba nanhi, sampati ପାଇଁ seba?dhik ସେ pua ଝିଅକୁ

  • @bidyutpravabehera4548
    @bidyutpravabehera4548 7 місяців тому +1

    We're suffering in this problem

  • @DipakkumarSethi-ql8sl
    @DipakkumarSethi-ql8sl 4 місяці тому

    Jia manankar sampati darakar

  • @rabindrasahoo8271
    @rabindrasahoo8271 17 днів тому

    Aji kali samste jhia Mane dabi karuchhanti,dhana lovi guda.....Paisa chanhuchhanti...samparka nuha

  • @saktimohapatra7779
    @saktimohapatra7779 6 днів тому

    Pua ra jetiki adhikar jhia ra setiki adhikar achhi father's property re

  • @madhabipatra3042
    @madhabipatra3042 23 дні тому

    Paisa tanka matter karuni seba bi ecual jhio ku karibaku padiba bohu jiban Sara sasu tharu gali khai seba Kariba kintu property nela belaku jhio aasijibo ta pare jadi dharantu puo karthiba kharcha ra hisab kariki devide haba kintu puo bohu karithiba seba ra mulya kan kichhi nahin Jane bohu jiban Sara sasu ra gali khai madhya seba karib kintu jhio dui din aasiki maa sahita time spent kale tara property upare adhikar heijauchi jie nija ghare maa bapa maa bapa ku equal seba karuchi sehi jhio ku property miliba katha anyatha nahin

  • @dhadanarendra
    @dhadanarendra 4 місяці тому

    Gote jhia ra bapa ghara sasu ghora jaga kn painbe

  • @indrakamandal258
    @indrakamandal258 7 місяців тому +1

    ସାର ନମସ୍କାର ମୋର ବି କିଛି ଏହିପରି କାହାଣି ଅଛି। ମୋତେ ଆପଣଙ୍କ ର ସାହାୟ୍ଯ ଦରକାର ସାର ମୁଁ ଆପଣଙ୍କୁ କିପରି କନଟାକଟ କରିବି ସାର ଦୟାକରି ମତେ କୁହନ୍ତୁ।।

  • @rojalinchhotaray2104
    @rojalinchhotaray2104 7 місяців тому +5

    Jhia mane bapa sampati ru kichhi napantu sir bahaghRa re ete karcha karibu tapare bhaga bi nebe.ae sampati paen sasu nananda santire rakhei deunahanti

    • @kamalakantapanda304
      @kamalakantapanda304 7 місяців тому

      Sia bhalie jaga re jhia ku baha kariba ni au rahila pua ajie ka time re 1% bhala pua achhnti hale tanku kate loka mane jhia ra bapa mama pasand karanti ki 😃😃😃 jemite kariba semite paiba a hela katha bhala pua dekhi marriage karao sia jemite hela bi jhia ku khusi re rakhiba

    • @kunmunk8371
      @kunmunk8371 7 місяців тому +1

      Jhia mrg kharch hauchi pua mrg re kharch hauni ki..aji kali ta pua mrg re bahuta kharch hauchi..kahin demand kehi anu nahanti

  • @jyotsnaraul1364
    @jyotsnaraul1364 7 місяців тому

    ପୁଅ ଓ ଝିଅ ଭିତରେ ସମାନତା ରହିବା ଦରକାର।

  • @Dillipkumar35
    @Dillipkumar35 3 місяці тому

    If a father and his son doesn't help and good relation to her daughter so what you will take decision.

  • @DigalMahananda
    @DigalMahananda 4 місяці тому

  • @manojnag1194
    @manojnag1194 5 місяців тому

    100%write

  • @kkvlogs86
    @kkvlogs86 6 місяців тому

    Father loan must be paid by both brothers and sisters. Sisters must protect the farmland and home if any dispute arise by the villagers. After then she can claim for Father's property.

  • @gitanjalitripathy5389
    @gitanjalitripathy5389 7 місяців тому +1

    ଯଦି ବାପା ମାଙ୍କ ସେବା କରି ନଥାଏ କିନ୍ତୁ ବାପା ମା ମରିଯିବା ପରେ ସୁଧ କ୍ରିୟା କରି ନଥାଏ, ସେହି କ୍ଷେତ୍ର ରେ ଅନ୍ୟ ଭାଇ ଭଉଣୀ ମାନେ ପିତୃ ଅର୍ଜିତ ସମ୍ପତି ର ଭାଗ ଦିଅନ୍ତି ନାହିଁ, ସେଇଠି ସେହି ପୁଅଓ ତା ସ୍ତ୍ରୀ କୁ ଭାଗ ମିଳି ପାରିବକି ନାହିଁ?

  • @k.knayak5086
    @k.knayak5086 7 місяців тому

    There is a necessity of changing of law related to property inheritance.The court emphasises on rules not on mortality.

  • @B.Durgashaktee
    @B.Durgashaktee 7 місяців тому +2

    Asubidha kouthi....
    Jhia janma hele bapa ghare kahibe... para gharku jiba ama ghare ଅଢେଇ ଦିନ ର କୁଣିଆ, aw ଶାଶୁ ghare kahibe e ପର ଘର ଝିଅ...
    Tahele gote ଝିଅର ସମାଜରେ kn kichi b ଅଧିକାର ନାହିଁ...aw aji jebe Supreme Court re se adhikar taku ଦିଆ ଯିବା କଥା ଉଠିଲା ସେତେବେଳେ ସମସ୍ତଙ୍କୁ ପୋଡୁଛି କାହିଁକି,
    କାହିଁକିନା ଏବେ ଝିଅ b ତା ହକ୍ ପାଇବା କୁ ଯୋଗ୍ୟ ଆଉ ସେ ହକ୍ ପାଇଁ ଏବେ ପୁଅ ଙ୍କ ଭାଗ କମିଯିବ... ସେଥିପାଇଁ ଉତ୍ପାତ...
    Bapa maa janma kala 3/4 ଯେତେଟା jnma karucha samastanku saman dia.... jadi nadeiparucha janma karani ki kalbal karani...
    Janma jadi vul re hei jaechi tebe ତଣ୍ଟି ଚିପି ଫୋପାଡ଼ି ଦିଅ

    • @Kuniexpress-qu6hk
      @Kuniexpress-qu6hk 7 місяців тому

      Apriya sata katha 😢

    • @odishamohantafamily
      @odishamohantafamily 7 місяців тому +1

      Baha ହେଲେ bhaga ନାହିଁ....abhadha ruha ଭାଗ nia...no tension.....bhaga ନେଲେ ଭାଇ ra आशा କେବେ karibani

    • @B.Durgashaktee
      @B.Durgashaktee 7 місяців тому

      @@odishamohantafamily nije b baha huani.... bhaga nia 😄

  • @pratimaprusty300
    @pratimaprusty300 7 місяців тому

    Sir
    Madam
    Or bhaiji
    Namaste
    Apanar loka Mane sampati pani jhua or Bahu ku badanam karibe ta bapa ghar jhua ya sashu ghar
    Bahu kan Kariba Jia kali jugare kartabya kare ta pee ka Hrudaya re ya ghare stan nahi.....
    Kintu mo anubhab univhars r ashirwad achi
    More Priya Bhai vhauni Mane sampati pachare dyana diantuni
    Jo karana hai wo karo
    Or jo naa karani wha kabhi mata karo
    Phir dekho app ki parivhar ki khushal bhavishya❤
    Agar kisi ko achha na lagi ta please mapha karana

  • @sanatanmahapatra8894
    @sanatanmahapatra8894 3 місяці тому

    Sir you are attending this program is odia,so explain in odia not in english

  • @rashmimohanty2655
    @rashmimohanty2655 7 місяців тому +4

    Jhia bapa maa nka sampati naba .bapa maa nka seba b kariba darkar

    • @shanvi192
      @shanvi192 7 місяців тому

      Absolutely right.. Jadi nebe 20 % only

    • @B.Durgashaktee
      @B.Durgashaktee 7 місяців тому +3

      Karuchnti.... pua bohu thu adhika karuchinti.....
      Pua Bohu khali gold,money,property pai utpat karuchnti

    • @B.Durgashaktee
      @B.Durgashaktee 7 місяців тому

      Karuchnti b..... mo akhi agare mu bahut dekhili ...ama nija ghare dekhuchi...
      Pua sabu sampati nela... bapa ku roga... hele ghare rakheideleni.... last ku bapa jhia ghare rahi... mentally depressed hei... adhika ରୋଗଗ୍ରସ୍ତ hei blood ସେପ୍ଟିସେମିଆ hei ଚାଲିଗଲେ.....

    • @Kuniexpress-qu6hk
      @Kuniexpress-qu6hk 7 місяців тому

      Jhia mane ta chhota belu bapa maa care nauchanti,maa hataru kama chhadei chhota belu jhia tiye hin karithaye but pua te pani glass bi neiki piyeni (mo anubhav ra katha)

    • @Kuniexpress-qu6hk
      @Kuniexpress-qu6hk 7 місяців тому

      Pua mane jadi seba karithile seba karuchanti ta hele brudha shram boli gote sabda sunibaku kain miluchi

  • @Dillipkumar35
    @Dillipkumar35 3 місяці тому

    If a father selling his land so a daughter should get money or not.

  • @dhaneswarmahapatra1788
    @dhaneswarmahapatra1788 5 місяців тому

    Sir I have only one marred daughter. My age is 64+.she clam my all property.no son .what is the criteria of disposal of property.

  • @jayadevnayak7931
    @jayadevnayak7931 5 місяців тому

    Those eho sre taking dowry lakhs of rupees are denied of fidyribution ad. Slresdy taken traditional system,

  • @RanjanRanjankumarbehera-s2i
    @RanjanRanjankumarbehera-s2i Місяць тому

    Mamu ghara amaku pacharu nahanti tahale

  • @tapaswinisahu3597
    @tapaswinisahu3597 7 місяців тому +3

    Ama ghare jhia mane vaga nele sehi vaga ama ghara dui bakhara padichhi amara rahiba pai ghara nahi ame bapa maa nku khai baku deuchu bada vai sikhei ki amiti kale

  • @suravimahapatra9832
    @suravimahapatra9832 5 місяців тому

    Bhai Mane kuhantu to bahaghara kete kharcha heuchi aau bapanko ocholachala sampati Khali bhai khaibo..kahin ki...sabu to magunahanti bhouni Mane kichita mage seita debaku ate kanjus kahinki..gote bhala bhai prathame bhouni manonku deitha a...athire samparka bi bhala rahibo..agyan kia kichi neiki jibani sabu chadiki jiba...😢😢😢

  • @deeptimoyeemishra8444
    @deeptimoyeemishra8444 6 місяців тому

    How many pus bohu sasu sasura nka ra seba karuchanti
    Jhia mane besi care nianti

  • @jagugaming5038
    @jagugaming5038 6 місяців тому +1

    Jhio mori gola pore ta puo sampati neba e ki aain

  • @krishnaprasadrath
    @krishnaprasadrath 7 місяців тому

    "Samaya badali jae , kintu parichay nuhen"."Sata ku kebe bhul boli pramanit kari huena bas manisha taku anadekha kari atmagarba kare"."Kete je swapna emiti jhaunli padanti , kebe kheliparena ; Aau Shrabana jete barasile madhya kebe bi hasi parena" !!!!!🙏 Jai ♥️🇮🇳🔥 Hind 🙏

    • @PramilaSwain-su9kp
      @PramilaSwain-su9kp 7 місяців тому

      Pua jadi maa bapanku napachariby vaunni mananku na pacharba kanna thiki ki pua sasu saauranku pachariby karann kann salla salli nka pain sabu kariby ta bapa maa ta jhiaku pua jhia sabu vaviby

  • @dixitpattanaik131
    @dixitpattanaik131 6 місяців тому

    Jaha ghara ra Foundation vala achi emti issue kebe habani..bhauni naba kan nijar sabu deidaba1💪

  • @saswatinayak1151
    @saswatinayak1151 7 місяців тому +6

    Pua jadi bapa maa nka thu dura re rahuthiba kichi paisa dounthiba sie kn bapanka thu sampati neipari...

  • @bishnuprasaddutta8395
    @bishnuprasaddutta8395 6 місяців тому

    Law is blind and the decision was also blind that a girl will be a part of his father's property without serving parents

  • @dineshmeher911
    @dineshmeher911 6 місяців тому

    Bht lokankara bht comment padhili…bt gote katha mu b kahibi…gote pua ku jetiki rights miluchi jetiki inportance dia hauchi family re setiki imp jhia mananku dia hauni…pua mananku bht opportunity miluchi study re hau ki alaga kouthire hau…jhia mananku neglet kara hauchi..dabaku padile apana mananku kasta hauchi…

  • @BasantaBahidar-th7ly
    @BasantaBahidar-th7ly 17 днів тому

    Sarkar bibahi kra ntu

  • @NaliniPrabhaMaharana
    @NaliniPrabhaMaharana 6 місяців тому

    Jadi jhia mane bapara sampati nebe tahele pua mane jepari bapa maa nku pakhare rahibe tebe jhia nka pakhe ruhantu khali sampati nele chalibani

  • @Swarnashikha
    @Swarnashikha 7 місяців тому

    Sir please apana pure odia re kahile bhala bujhi heba.sir jeumane love marriage karichanti semane kn share paebeni,au e situation re perents jhia ku avoide karu6nti kichi relation rakhu nahanti se kn karibe plz sir kuhantu.

  • @Laxmi-cm1vc
    @Laxmi-cm1vc 7 місяців тому

    Mam
    Maa jodi mentenes kes krithibo
    Tebe tar husband morijae tebe taro jhio ta baparo sampti chakiri paiparibo ki nai
    Dayakari janantu

  • @RajivKerai
    @RajivKerai 6 місяців тому

    Jhia jadi bapara sampati neba tah hele... Sehi jhia ra swami ra tara nijara stri sampati upare adhikara heba ki nahi😂😂😂😂😂

  • @SantanuJena-fv8jc
    @SantanuJena-fv8jc 7 місяців тому +1

    Dusta manasikata . Saman aaini .Bhauni nele bhauja anibe . 2 Bhai hele 2 banta, 3 Bhai hele 3 banta , 5 Bhai hele 5 banta , 7 Bhai hele 7 banta . Kintu Jane Bhauni hele bi Bhai taku deba nahin .

  • @swadistkitchen-l2e
    @swadistkitchen-l2e 7 місяців тому

    Bapa maanka pare ,jhia manaku bhai ki bhauja pacharuchhanti ,tukie eighara tora swamiraki kahi ghare pashibaku daunahanti

  • @adititripathy2561
    @adititripathy2561 7 місяців тому

    Jeun pua ta Bapa and mankar seba mana bhari karila kintu rahibaku jaga nahi ki ghara nahi bhauni mane Kana 74 years old bada Bhaina ku gharu bahara karibe .aeta kana jhia mankara right ki

  • @harashchandraswain
    @harashchandraswain 6 місяців тому

    Mu jhia janma karibi nahin ki mo chhati chiriki mo sampati kahaku debini.....

  • @landsendview7605
    @landsendview7605 7 місяців тому

    Seva kala bele only pua bohu karibe but Sampati part haba..this is not legal

  • @sudamcharanprusty
    @sudamcharanprusty 2 місяці тому

    କୌଣସି ବିବାହିତ ଝିଅ ବାପା ର ସମ୍ପ୍ ତି
    ନେବାକୁ ଚାହେଁ ନାହିଁ
    କିନ୍ତୁ ଭାଇ ମାନେ ବର୍ଷ ବର୍ଷ ଧରି ଯଦି
    ଅବହେଳା କରନ୍ତି କିମ୍ବା ପୁନେଇ ପର୍ବ
    ରେ ଭଉଣୀ କୁ ପଚାରନ୍ତି ନାହିଁ ,ବିଚରା
    ଭଉଣୀ ଟି ତା ଶାଶୁ ଘରେ ଅପଦସ୍ତ
    ହୁଏ। ସେଥିପାଇଁ ବିବାହିତ ଝିଅମାନେ
    ବାପର ସମ୍ପତି ଭାଗ ନେବାକୁ ଚାହୁଁଛନ୍ତି।
    ନଲେ ବିବାହିତ ଝିଅ ମାନେ କେବେ
    ସମ୍ପତି ମାଗନ୍ତେ ନାହିଁ
    କେବଳ ଭାଇ ମାନଙ୍କର ଅବହେଳା ନ
    ପ ଚାରିବାରୁ।

  • @SmrpparhiParhi-ey4hm
    @SmrpparhiParhi-ey4hm 7 місяців тому

    Se jhia ku bahut paisa dia, aau suna Rupa dia khaiba pain. Khadya bilkul bhi nuhan. 15 din suna Rupa aau bada bada ghara dia jau. Jadi banchi gala tahele thik achi. Nahele Ara janma re taku bhagban manisa janma debe.

  • @BikramKumar-dh4zu
    @BikramKumar-dh4zu 6 місяців тому +1

    Jou mg a law bahara karithila,se sala nihati gote pagala heithiba.mo bhauni mrg ku Amara sabuthu bhala zami bikri Kari taku delu.Bapa hospital re 10 din rahile,dine bhauni dekhibaku jaeni.Jehetu ame COVID time re out of state re(job) re thilu.Bapa chaligale,jhia mukhagni delani.Abe maa 70 year helani taku dine paracetamol tablet te bi deini.Amity jhia ku kete property deba uchit.plz reply......

  • @landsendview7605
    @landsendview7605 7 місяців тому

    Jhia mana nka a Adhikar hate hateideba darkar...morally down karuchanti pua mana nku

  • @nirupama1964
    @nirupama1964 5 місяців тому

    Jadi 4 ta bhauni gote bhai se bhai bapa,maa sambhaliba dhar,karaj kari bhauni baha deba osa ,punei kariba sethire se mane aasi bhaga magibe ta pua janama dhik se aainku sata dhik.

  • @chandanaswain6830
    @chandanaswain6830 7 місяців тому +2

    Ama ghare already 2 nananda sabu sampati hadap Kari deichanty

  • @MadhumitaLinu
    @MadhumitaLinu Місяць тому

    A law ku juhar🙏. Vae vikari heiki vika magiba chada au kichi nuha.

  • @landsendview7605
    @landsendview7605 7 місяців тому

    Jhia mane Sampati nela bele bond sign kariki niontu j bapa maa nka seva karibe.

    • @B.Durgashaktee
      @B.Durgashaktee 7 місяців тому

      Bohu ta sabu kariki ଲେଉଟାଇ ଦେଇଛନ୍ତି

  • @shilapatnaik
    @shilapatnaik 4 місяці тому

    Hg 9

  • @rojalinchhotaray2104
    @rojalinchhotaray2104 7 місяців тому +2

    Nananda mananka paen aji bhai bhauja alaga ghare asanti nananda mananka paen ame bahut kasta pauchu

    • @B.Durgashaktee
      @B.Durgashaktee 7 місяців тому

      Faltu katha

    • @Mrunalinfamily
      @Mrunalinfamily 7 місяців тому

      Thhek kahicha ..Nanand hi hauchi ghara bhangibbara karana

    • @B.Durgashaktee
      @B.Durgashaktee 7 місяців тому +1

      Samaste seya nuha...
      Ama ghare ta mo bhai bhauja rosei kariki khaeba bele mo maa aw autism (under developed mentalily) re suffered karuthiba sana vouni te achi tanka pai randhiba ku tanka hata jaeni... hotel ru aniki khaebe jebe lucheiki aniki khaonti.... ghara badi mortgage re debaku maa ku bar bar kuhanti... had ta sebe heigla... Maa ku jota re badeila...aw puni ଠେଙ୍ଗା utheila mariba boli ସାହିପଡ଼ିଶା asiki ରକ୍ଷା kale... se bhauja ghara bopa maa sabubele 24hr phone re ta sah katha hebe aw ama ghara birudhre ଚକ୍ରାନ୍ତ କରୁଥାନ୍ତି.
      Sasu ki bohu ଛୁରୀ uthouchi... maribaku... aw mu thili boli thami gala..
      Mo bas chalithanta emti ମାଇକିନା ku goda hata vangi deithanti...
      Sabu nanad sasu kharap nuha...Kia kn...
      Bas nije vla heiki dekha... duniya re samaste vla lagibe.. hele tamane nuha j kharap ku b vla kahiba.
      Kharap ku vla heba pai 3 thara sujog dba jadi vla heigla toh khub ଖୁସି ra katha nahele se loka ଓ ସ୍ଥାନ ପରିତ୍ୟାଗ kara....
      Jay Maa Durgashaktee

    • @Kuniexpress-qu6hk
      @Kuniexpress-qu6hk 7 місяців тому

      ​@@MrunalinfamilyTame bi ta kahara nananda heithiba

  • @Odiatechtalks
    @Odiatechtalks 7 місяців тому

    Prasan ra utara dalani saba katha kn kahuchanti

  • @rashmimohanty2655
    @rashmimohanty2655 7 місяців тому +1

    After marriage aga sasura gharu anu pare bapa maa thu naba

  • @basudevmallick598
    @basudevmallick598 7 місяців тому

    4 bhauni ku jaga badi bikiki bibhaha deuchanti, pachre bhauni mane au jagaru bhaganebe, taha hele pua mane kn karibe, jadi sashu ghara loke jhiaku bida kari diyanti, ki swami chali jai thibe sehi paristi tire jhiya manaku sampati deba katha chaliba pai

  • @MA-my4nb
    @MA-my4nb 6 місяців тому

    Bhauni sasura ghara property uprare madhya bhai ra adhikar heba katha 😂😂 government rules hisabare😂😂😂🎉🎉🎉

  • @RajivKerai
    @RajivKerai 6 місяців тому

    Bapa maa ra seba karibara lucky kahuchhanti j - hanumaan kana tara baa maa ra seba karile ki nahi😂😂😂😂