Kahu thile sari bani asarnti a kahani dharabahik DD odia TV r abhineta ❤❤ . Badhiya abhinay , siriyal time hele TV agare basi paduthilu pilane . Pratham mega dharabahik thila odia re DD odia TV channel r
Sir nku mo bapa mote chinhei thile chhoto bele thare kahi thile ki aye aama gaon ra angul ra aau mor sei dinathu sir bahut nijara nijara laganti ki hmm aye aama gaon ra...au acting b bahut bhala lagila...aaji sir nku dekhi mote mo bapa nka ra sei katha mane padi gala...aau aaji ra date re bapa nahanti pakhare..
Sir nka acting bahut vala lage. Setebele jou Doordarshan serial die sirnka role bahut vala lage pura natural. Maa serial aame kebe vuli paribuni. Please invite other artist jemiti ki Swarup Nayak, Suresh Bal( Banku bhai), etc emiti bahut artist achhanti so please miss karantuni jaldi karantu.
ଦେବଦତ୍ତ ଚହଟରାୟ (ଦେବ୍ ଭାଇ)❤❤❤❤❤best ଜୀବନ ଥିବା ଯାଏ ଭୁଲି ହେବନି
Dev tulasi ଭାଇ ଭଉଣୀଙ୍କ story ନା ଆସିଛି ନା ଆସିବ ଏମିତି heart touching love😊
ସନ୍ତାନ ଫିଲ୍ମରେ ସବୁଠୁ ସୁନ୍ଦର ଅଭିନୟ
ଏତେଦିନ ପରେ ଜଣେ ଅତି ସୁନ୍ଦର ଅଭିନେତା ଙ୍କୁ ଦେଖିଵାକୁ ମିଳିଲା
Tulasi serial character "Devadatta Chahatray"is the best...best brother 🙏🙏🙏
ମା ସିରିୟଲ ବହୁତ ଦେଖିଚି ଭଲ ଲାଗେ 🙏
ତୁଳସୀ serial ଅଶୋକ ଦାଶ ଙ୍କୁ ଶୀର୍ଷ ସ୍ଥାନ କୁ ନେଇଯାଇଛି. God bless him.
ଆଜିବି ମନେ ପଡୁଛି ମୁଁ ତୃତିୟ ଶ୍ରେଣୀ ରେ ପଢୁଥିଲି କଥା କୋ ହୁଥିଲେ ସରିବନି ଧାରା ବାହିକ ଦେଖିବାକୁ କେତେ ସ୍କୁଲ ବନ୍ଦ କରିଛି
ମୁବି ଭାଇ😂
I also resd read in class three that time
ମୁଁ ଥରେ ଖେଳ ଛୁଟିରେ ମିଛ କହି serial ଦେଖିବା ପାଇଁ ପଳେଇ ଆସିଥିଲି l
My favourite serials କଥା kahuthile saribani❤❤❤❤ my child wood
ଆମର ଏଇ ସିରିଏଲ୍ ଯୋଉ ଦିନ ଶେଷ ହେଲା ସେଦିନ ଆମ up school ବନ୍ଦ୍ ହେଇ ଯାଇଥିଲା ଖେଲଛୁଟି ବେଳେ
ସେଦିନର ସେ ମା ସିରିୟେଲ୍ ଏକ ଭିନ୍ନ ,କିଛି ସିଖଣିୟ ଥିଲା ,ସନ୍ଧ୍ୟା ସମୟରେ ସମସ୍ତେ ସବୁ କାମ ଛାଡି ଏକମାତ୍ର ଦୂରଦର୍ଶନ ଆଗରେ ଭିଡ ଲାଗୁଥିଲା
ମା,,, ଧାରବାଇକ ସବୁ ଠାରୁ ସୁନ୍ଦର ଅଭିନୟ ନିଭାଇ ଥିଲେ 👌👌👌
ଏ sir ଙ୍କର ଗୋଟେ ଫକୀର ମୋହନ ସେନାପତି ର ଲେଖା ଗଳ୍ପ ରେବତୀ ବାପା ଚରିତ୍ର ରେ ଯେଉଁଭଳି ଅଭିନୟ କରିଥିଲେ ଓଃ ବହୁତ ଭଲ ଖୁସି ଲାଗିଲା ମୋତେ impres କରିଥିଲା ଧନ୍ୟବାଦ
Hn bhai kete sundra avinaya thila
ଆଜି ବି ମୋର ମନେ ଅଛି ଆପଣଙ୍କ ନାଁ ଥିଲା ଅଶୋକ ଦାସ🙏
ମା serial ରେ
Mora bi
Mora bi mane achhi
Mora bi
ଅମାନଙ୍କ ର ଅତି ପ୍ରିୟ କଳାକାର 🙏🏻🙏🏻🙏🏻ବହୁତ ସୁନ୍ଦର କଥା ସାର ଙ୍କ ର 🙏🏻ଏତେ ଦିନ ପରେ ସାର ଙ୍କ କଥା ଶୁଣି ବହୁତ ଖୁସି ଲାଗୁଚି 🙏🏻
କହୁଥିଲେ ସରିବାନି ସିରିଏଲ୍ ରେ ସଦାଶିବ ଭୂମିକା ଅଭିନୟ ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଥିଲା ❤❤❤❤❤❤❤❤❤❤❤❤❤❤
Bhai nka acting bahut badhia.God blessed to Ashok bhai.
Great artists of odia industry. ..
Fantastic. ...God bless you sir
ବହୁତ ବହୁତ ସ୍ବାଗତ, ସେହି ଅଲିଭା ସ୍ବର❤
My favorite actor ......❤️❤️❤️❤️❤️❤️
Very good artist 🙏
Ashok sir is the best 👌tankara abhinaya pura nikhuna au safa safa ❤❤❤❤❤❤mote bahut bhala lage
ଆମେ ଛୋଟ ଥିଲୁ କଥା କହୁଥିଲେ ସରିବନି ଆଉ ମା'ସିରିଏଲ ଦେଖିବାକୁ ଅନେଇ ବସୁଥିଲୁ👍ବାପୁ ଲେଙ୍କା ଙ୍କୁ ଥରେ ଡାକନ୍ତୁ🙏
My favorite sir🙏🏽🙏🏽😍🥰🥰
ମା ଧାରାବାହିକ ଟି ଅତି ସୁନ୍ଦର ଥିଲା
Paduka Puja acting is superb
Maa serial 2002 re hoithila
Best actor 🙏🙏
Maa serial nd Tulasi serial Best serial
Old is gold
Sir Sankara khola hasa mind blowing 😊😊😊😊
2nd Mihir das of Odisha
ମା ସିରିଏଲ 1 ନମ୍ବର
ମୋ ପ୍ରିୟ ଓଡ଼ିଆ ଟିଭି ସିରିଏଲ. ସବୁ କଳାକାର ନିଛୁକ ଅବିନୟ.
One of my favorite actor 😍😍😍
My favourite great person 🙏🙏🙏
ନାଇଁ ଅଶୋକ sir ମୁଁ ଆପଣକୁଂ ମା ସିରିଏଲ ରୁ ହିଁ ଚିହିଁଚି
Beautiful actor Ashok das
Great actor with excellant voice quality
Sir ama Angul ra boli mote bohut khusi lage 🙏
He is a legend Aritist of odia serial industry and movie industry❤❤❤🎉🎉🎉🎉🎉🙏🙏🙏🙏🙏🙏
ଆଜିବି ମନ ପଡେ ମା ଶିରିୟେଲ ର ଆପଣଙ୍କ ଅଭିନୟ
ମୋର ପ୍ରିୟ କଲାକାର ଅଶୋକ ସାର୍ ଧନ୍ୟବାଦ
you are great
ashok das
Ajit Das , Ashok Das are embodiment of Odia Gentleman.
My best actors this sir
Old is tha gold Bhai 😭😭📺✍️🙏⏳
U r a legendary actor....u r put at par with other heroes ....
God bless you Ashok sir am angul r suputra santan
Rely miss u maa siriel
First ta ashok sir nku hertly pranam au sir nka advice uchakotir God bless u sir apan bhala re ruhantu
My favourite actor
Sabuthu tulasi sirial ra Bhai bahut bhala
Sir jay jagannath 🙏🙏🙏
Tulasi au maa serial sabuthu Best 👌🙏🏻
Nice bonding..🙏🙏
Nice video ... childhood memories
Mast actor ❤
ବହୁଦିନ ପରେ। ଆପଣଙ୍କୁ ଦେଖି ବହୁତ୍ ଖୁସି ଲାଗିଲା ମା ଏବଂ କହୁଥିଲେ ସରିବନି ସିରିଏଲ୍ ଦେଖିବାକୁ ସମୟକୁ ଅପେକ୍ଷା କରୁ ସତରେ ଖୁବ୍ ସୁନ୍ଦର୍ ଅଭିନୟ ସୁନ୍ଦର୍। ବ୍ୟକ୍ତିତ୍ଵ ଆଉ କେବେ। ଯେଉଁ ସିରିଏଲରେ ଆସିବେ। ଅପେକ୍ଷା
Great person odia industry
Ete Dina pare vala lagila
ମାଆ ପରେ ଜନନୀ ହେଇଥିଲା serial ନାଁ।
Apananka abhinaya bahut sunder.
kia kahila loka cahhu nahanti apankaku u r one of mine fvrt actor sir great personality roar voice ❤❤❤
Joint family suniki khusi lagila...ebekar samayre lok maa bap thu alaga heijauchhanti
Mu au mo baba sir nka bahut bado fan and we wish to share the theater together ❤ long live sir
Nice nice actor
Keep good wealth and prosperity 🙏🙏❣️ sir
Nai nai jeje bapa ama ra ebe bi fitt ❤❤❤❤❤ serial re
SUPERB IN SERIAL AND REAL LIFE ASHOK DAD IS NO DOUBT GOOD. HAVE A LONG HEALTHY WEALTHY LIFE
୯-୧୦ ବର୍ଷ ବୟସରେ ଆମେ ୟା ଘର ତା ଘରକୁ ଯାଇ ନିର୍ଲଜ ଭଳି ଘର ବନ୍ଦ୍ କରି ଦେଇଥାନ୍ତି ତଥାପି ଏତେ ନିର୍ଲଜ ଥିଲୁ ନା ଏ ମା...ସିରିଆଲ ପାଈଁ ପାଗଳ ଥିଲୁ ଜାଣିନୁ...କିନ୍ତୁ ସେ ଅଶକ ଦାସ, ବବ୍ଲୁ, ପ୍ରିୟତମ ସନ୍ଧି ବିକ୍ରହ, ଚରିତ୍ର ସବୁଠୁ ନିଆରା। ଆଉ ଦେଖିବାକୁ ମିଳିନି ଆଜି ପର୍ଯ୍ୟନ୍ତ
Right bro
Bhai old memories again
Right 👍
ଗୁଙ୍ଗା ଚରିତ୍ର
Kahu thile sari bani asarnti a kahani dharabahik DD odia TV r abhineta ❤❤ .
Badhiya abhinay , siriyal time hele TV agare basi paduthilu pilane . Pratham mega dharabahik thila odia re DD odia TV channel r
Maa serial bahut sunder role kari thile ashok sir..
ଆମ ଅଶୁଭାଇ ଜଣେ ବହୁତ୍ ଭଲ କଳାକାର ଭଲ ମଣିଷ।🙏
Best actor 🙏
Sir nku mo bapa mote chinhei thile chhoto bele thare kahi thile ki aye aama gaon ra angul ra aau mor sei dinathu sir bahut nijara nijara laganti ki hmm aye aama gaon ra...au acting b bahut bhala lagila...aaji sir nku dekhi mote mo bapa nka ra sei katha mane padi gala...aau aaji ra date re bapa nahanti pakhare..
Beautiful
Best actor
My fav actor
Nc 👌👌
Good man
Mote sir ethipain vala laganti kahinki na se exact mo aja nka pari dekhibaku...... Love you aja
ସନ୍ତାନ best ଫିଲ୍ମ
ମା ଏବଂ ତୁଳସୀର ସିରିଏଲ ସନ୍ତାନରେ ନିଖୁଣ ଅଭିନୟ
Damdar avinaya ashok das🙏🙏🙏🙏
Wow nice sir
ସେତେବେଳେ ଆମ ଗାଁ ରେ ଲାଇନ୍ ନଥିଲା । ମୋର ମାଟ୍ରିକ ପରୀକ୍ଷା ଚାଲିଥାଏ ।ପଢ଼ୁଥିବି ଯେମିତି 8 ବାଜିବ ପଢାଘର ଛାଡ଼ି ଦୈ।ଡିବି ,ଆର ପଟ ଘର କୁ ଆମ ପଡିଶାଘରେ ଟିଭି ଚ୍ୟାନେଲ ଥିବା ରେଡ଼ିଓ ବାଜେ ମୁଁ ଆମ ଘରେ ଥାଇ କାନ ପାରି ଶୁଣୁଥାଏ ମା । ମା ଶୁଣିସାରି ପୁଣି ପାଠପଢ଼ା କୁ ଆସିଲା ବେଳକୁ ତାପରେ ଘର ଲୋକଙ୍କ ଗାଳି ଆରେ ବାପ୍ ରେ ମୋର ନିତି ଦିନିଆ ଦେହସୁହା ହେଇଯାଇଥିଲା । ତୁଳସୀ ରେ ଦେବଦତ୍ତ ଚହଟ ରାୟ ଚରିତ୍ର ଟି ଅତ୍ୟନ୍ତ ଉଚ୍ଚକୋଟୀର । କଥା କହୁଥିଲେ ସରିବନି ମୁଁ ଦେଖିନି କି ଶୁଣିନି । ସପ୍ତମ ଶ୍ରେଣୀରେ ପଢ଼ୁଥିଲି। ସେତେବେଳେ ଟିଭି ଚ୍ୟାନେଲ ରେଡିଓ ବି ନଥିଲା ।
Best manisha
Voice badhia ashoka bhai
ନାଁ ମନେ ଅଛି ଅଶୋକ ଦାସ୍, 🙋♂️
Sir nka acting bahut vala lage. Setebele jou Doordarshan serial die sirnka role bahut vala lage pura natural. Maa serial aame kebe vuli paribuni. Please invite other artist jemiti ki Swarup Nayak, Suresh Bal( Banku bhai), etc emiti bahut artist achhanti so please miss karantuni jaldi karantu.
Good actor
ମା ସିରିଏଲ ରେ 1424 ଗାଡି ନଂ ଏବଂ ଅଶୋକ ଦାସ ଏବେ ବି ମାନେ ପଡେ
ମର ପସଂଦ କଳାକାର ଅଶୋକ ଦାସ ଫିଲ୍ମ୍ରୀ ସନ୍ତ୍ରାନ ଭଲ ଅଭିନୟ କରିଛନ୍ତି
ସଦlଶିବ ବେଷ୍ଟ ଏକ୍ଟର୍ ଥିଲା
ଅଶୋକ ଦାସ ନୁହେଁ ସଦାଶିବ ମହାପାତ୍ର ଵେଷ୍ଟ
Maa serial was best serial 2003-2006
ମୁଁ ଯେତେବେଳେ ଛଟ ଥିଲି, ଲୋକ ଘର ଯାଇ ମାଆ ସହ ସିରିଏଲ ଦେଖୁଥିଲି, ସେତେବେଳେ TV ଦେଖିବାକୁ ପାଗଳ😂, ଅଶୋକ ଦାସ,ପିୟତମ ସନ୍ଦି ବିଖରୟ, ଵଵୁଲୁ❤❤
Asok das ajibi bhala abhineta bhala abhinaya karanti
ମା ସିରିଏଲ ପୁଣୀ ଥରେଦେଖାଯାଉ
Thank you sir କହୁଥଲେ ସରିବନ ଆଜି ବି ମନେ ପଡ଼ିଲା ଅଭୂଲି
ଆଗେ ଥିଲା କହୁଥିଲେ ସରିବନି, ତାପରେ କିଛି ଦିନ ପରେ ହେଲା, କଥା କହୁ ଥିଲେ ସରିବନି ,. ସେ ସିରିୟଲ ଥିଲା ଗୋଟେ ନିଆରା କାହାଣି DD ସ୍କି ଟିଭି ଚ୍ୟାନେଲ ପ୍ରସାରିତ କରିଥିଲା, ଆଉ ଆଜିର ଦିନରେ ହଜାରେ ଚ୍ୟାନେଲ କୋଉ ସିରିଏଲ ଦେଖିବୁ ,
ଏ କଥା ଫିଲ୍ମ ଲିଙ୍କ ରେ ଯିଏ ଅଛ ସେଇମାନେ ହିଁ ଶିଖ ପ୍ରଥମେ
ମା ସିରିଏଲ ଏମିତି ସେତେବେଳେ ଚାଲୁଥିଲା କହିହବନି
Thank u Sankar bhai