Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଗାୟକ ମହାଶୟଙ୍କୁ ନମସ୍କାର, ଅତି ସୁନ୍ଦର ସଂଗ୍ରହ ଓ ପରିବେଷଣ।
Gayaka mahasaya nku mora bhumista pranam sadare grahana karibe. Bahut sundar bhaba re bujhai thibaru puni thare naman
ଅତି ସୁନ୍ଦର ହୃଦୟ ସ୍ପର୍ଶୀ ଉପସ୍ଥାପନା 🙏🙏
ଗାୟକ ମ଼ହାସୟ ଙ ଆଲୋଚନା ବହୁତ ସୁନ୍ଦର ଅଟେ।
Sir great,Jana achhi old is gold
Asesa dhanyabad bhaina
Khub sundar
Ati sundara 🙏🙏
ପ୍ରକୃତ ରେ ଶ୍ରୀ ରାମ ଙ୍କ ଶଳା କିଏ।
ଆପଣ ଙ୍କ ଜ୍ଞାନ ଉପରେ କିଛି କହିବା ଭୁଲ୍ପ୍ରକୁତ କଥା ଟି ହେଲା ସମୟ ଅଭାବ ରୁ ଉତ୍ତର ଦେଈ ହୁଏନା, ବସନ୍ତ ବାବୁ ବି ସେଦିନ ଆପଣଙ୍କୁ ତାଙ୍କ ଗୁରୁ ବୋଲି ମାନିଥିଲେ, ଆପଣ ଶିଖେଇ ଥିବା ପଦ ବି ଗାଇଲେ, ଆଜିକାଲି ଶ୍ରୋତା ନାହାନ୍ତି ମୋ ବଡ ବାପା ଗାୟକ ରତ୍ନାକର ରଘୁନାଥ ଶର୍ମା ଙ୍କ ପାଲା ରେ ଦେଖିଛି, କୃଷ୍ଣ ଙ୍କ ମୟୂର ଚଦ୍ରିକା ରୁ ଆରମ୍ଭ କରି ଅଧର ଯାଏ ଆସିଲା ବେଳକୁ ସାତ ରାତି ପାଲା ସରି ଯାଏ, ସେ ନିଜେ ସେତୁବନ୍ଧ ପ୍ରତିଷ୍ଠା ଗାଇବା ଶୁଣିଛି ମୁଁ, ପାଞ୍ଚ ରାତି ଚାଲିଗଲା କିନ୍ତୁ ସରିଲା ନାହିଁ, ଆପଣଙ୍କ ଠାରୁ ଆହୁରି ପୁରୁଣା ଗାୟକ ଥିଲେ, ଦୁଇ ମାସ ତଳେ ଚାଲିଗଲେ, ଛାନ୍ଦ ଚମ୍ପୁ ଆଉ ଆଲୋଚନା ପାଇଁ ପ୍ରସିଦ୍ଧ ଥିଲେ, ଛାଡନ୍ତୁ ଆପଣ ଙ୍କ ପ୍ରତି ମୋର ବହୁତ୍ ସମ୍ମାନ ଅଛି, ମହାପ୍ରଭୁ ଆପଣଙ୍କୁ ଦୀର୍ଘଜୀବି କରନ୍ତୁ 🙏🙏🙏
, ବହୁତ ସୁନ୍ଦର।
Bhaina you, the jinis, BANKI LAND PROUD ON YOU
ବହୁତ୍ ବଢିଆ କୃଷ୍ଣ କୃପା
Namaskar bhaina
ଗାୟକ ମହାଶୟ ଆପଣ ପାଲାରୁ ଥରେ ଶୁଣିଥିଲି କେଉଁ କେଉଁ ଧୂଳି ଘରେ ପଡିଲେ ଘରକୁ ଲକ୍ଷ୍ମୀ ଆସେ ଆଉ କଉ ଧୂଳି ଘରେ ପଡିଲେ ଘରୁ ଲକ୍ଷ୍ମୀ ଛାଡିଯାଏ ।ମୁଁ ଶ୍ଳୋକଟା ଭୂଲି ଯାଇଚି ।ପାରିବେତ ଆଉଥରେ ପରିବେଷଣ କରିବେ
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
Thanks panda babu
Exlent
Paribesana,bahutasudnara,gayakamahasayaswogata
Very nice👏👏
Sir pranam🙏 mu wait karithai aapanka pala kebe asiba upahar channel re aapan tk sighra sighra pala upload karantu bcoz mu aapanka pala sunibaku bahut bhala pai au eie prarthana channel question answer bahut bhala lagila suniki 🙏🙏
ମୁଁ ବି ଦକ୍ଷ ଯଜ୍ଞ କଥା ଶୁଣିଥିଲି ଭଲରେ ବୁଝେଇଦେଲେ ହେଲେ ଆଉ ଗୋଟେ ପ୍ରଶ୍ନ ରହିଗଲା କଣ୍ଠ ରେ ବିଷ ରହିଲା କିପରି ପେଟକୁ ଗଲାଣି କାହିଁକି ବସନ୍ତ sir ପଚାରିଥିଲେ
Right answer pocharucho agya👍
ଚମତ୍କାର।
👍 Nice 👍🙏🙏🙏🙏🙏🙏
Good 👌👌👌👌
🙏🙏🙏🙏🙏
Bapa pranam
Beautiful
ମହାଶୟ, ଆପଣକଂ ପାଲା ଉଚ୍ଚକୋଟୀର।
sir ପ୍ରଭୁ ନାରାୟଣ ସବୁକିଛି ଲୋମା ଲୋମରେ ବ୍ରହ୍ମାଣ୍ଡ ତାହାଲେ ସମୁଦ୍ର ମନ୍ଥନ ରୁ ବିଶ ବାହାରିଲା ବିଷ୍ଣୁ, ବ୍ରହ୍ମା, କେହି ପିଲେନି ଶିବଙ୍କୁ କାହିଁକି ଦିଆଗଲା କାରଣ କଣ ବ ବୁଝାଇ କହିବେ
🙏🙏🙏🙏🙏🙏🙏
ପ୍ରଣାମ ସର
କୋଟି କୋଟି ପ୍ରଣାମ
Bhulu rahichi
ଭୟଙ୍କର ପ୍ରତିଭା ଦୀପ୍ତ ଗାୟକ ,କୋଟି କୋଟି ପ୍ରଣାମ ।ଦୀର୍ଘାୟୁ ଲଭନ୍ତୁ ।
Maharaj 🙏🙏 sibo ank 5munod kia kouti achoti tike kuhontu joy guru sir joy joghannat
🙏🏼🕉️🙏
Tme Sethi dei parilani pachhre bahi dekhiki kahuchh
ଗୀତରେ କହି ଦେଲ ଜେ ଗୁରୁ ଟିକେ ବୁଝାଇ ଦେଇଥିଲେ ଭଲ ହେଇ ଥିତା
Prathama geta ra artha bujhihela nahin sir
Sala katha manaku pailani
Tamaku kichhi Jana nahin
ଗାୟକ ମହାଶୟଙ୍କୁ ନମସ୍କାର, ଅତି ସୁନ୍ଦର ସଂଗ୍ରହ ଓ ପରିବେଷଣ।
Gayaka mahasaya nku mora bhumista pranam sadare grahana karibe. Bahut sundar bhaba re bujhai thibaru puni thare naman
ଅତି ସୁନ୍ଦର ହୃଦୟ ସ୍ପର୍ଶୀ ଉପସ୍ଥାପନା 🙏🙏
ଗାୟକ ମ଼ହାସୟ ଙ ଆଲୋଚନା ବହୁତ ସୁନ୍ଦର ଅଟେ।
Sir great,Jana achhi old is gold
Asesa dhanyabad bhaina
Khub sundar
Ati sundara 🙏🙏
ପ୍ରକୃତ ରେ ଶ୍ରୀ ରାମ ଙ୍କ ଶଳା କିଏ।
ଆପଣ ଙ୍କ ଜ୍ଞାନ ଉପରେ କିଛି କହିବା ଭୁଲ୍
ପ୍ରକୁତ କଥା ଟି ହେଲା ସମୟ ଅଭାବ ରୁ ଉତ୍ତର ଦେଈ ହୁଏନା, ବସନ୍ତ ବାବୁ ବି ସେଦିନ ଆପଣଙ୍କୁ ତାଙ୍କ ଗୁରୁ ବୋଲି ମାନିଥିଲେ, ଆପଣ ଶିଖେଇ ଥିବା ପଦ ବି ଗାଇଲେ, ଆଜିକାଲି ଶ୍ରୋତା ନାହାନ୍ତି ମୋ ବଡ ବାପା ଗାୟକ ରତ୍ନାକର ରଘୁନାଥ ଶର୍ମା ଙ୍କ ପାଲା ରେ ଦେଖିଛି, କୃଷ୍ଣ ଙ୍କ ମୟୂର ଚଦ୍ରିକା ରୁ ଆରମ୍ଭ କରି ଅଧର ଯାଏ ଆସିଲା ବେଳକୁ ସାତ ରାତି ପାଲା ସରି ଯାଏ, ସେ ନିଜେ ସେତୁବନ୍ଧ ପ୍ରତିଷ୍ଠା ଗାଇବା ଶୁଣିଛି ମୁଁ, ପାଞ୍ଚ ରାତି ଚାଲିଗଲା କିନ୍ତୁ ସରିଲା ନାହିଁ, ଆପଣଙ୍କ ଠାରୁ ଆହୁରି ପୁରୁଣା ଗାୟକ ଥିଲେ, ଦୁଇ ମାସ ତଳେ ଚାଲିଗଲେ, ଛାନ୍ଦ ଚମ୍ପୁ ଆଉ ଆଲୋଚନା ପାଇଁ ପ୍ରସିଦ୍ଧ ଥିଲେ, ଛାଡନ୍ତୁ ଆପଣ ଙ୍କ ପ୍ରତି ମୋର ବହୁତ୍ ସମ୍ମାନ ଅଛି, ମହାପ୍ରଭୁ ଆପଣଙ୍କୁ ଦୀର୍ଘଜୀବି କରନ୍ତୁ 🙏🙏🙏