Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Ati sundar upastapana guru g pranam
Nice pala Paribeshana, Nishikanta Sir Namaste
Bahut sundar arthapurna geta lelhichhanti nishikanta sir Thank's
❤️❤️❤️ ମୋର ଆପଣଂକୁ କୋଟି ପ୍ରଣାମ 🚩🚩
Excellent performance sir 👌👌👌👌👌
Guruji mahasaya apananku more koti koti pranam.your pala paribeshana hrudayaku attraction karichhi.
Apananka pada tale mora koti koti pranam
Rememberable
ବଣ ଫୁଲ ରଚ ଅନୁପ୍ରାସ ଗୀତ ହୃଦୟ ଜିଣିବାକୁ ସମର୍ଥ ଅଟେ ବହୁତ ଭଲ ଲାଗିଲା। ନମସ୍କାର।
Nisikanta panda sir.namaskar apananka lekha hrudayaku chhuinla bahut sundar hoichhi
ଅତି ସୁନ୍ଦର ଭାବରେ ନଟବର ଧଳ ଙ୍କର ଚଉପଦୀ କୁ ଢୁମ୍ପା ଶୈଳୀରେ ପରିବେଷଣ କରିଛନ୍ତି ଗାୟକ ବିଦଗ୍ଧ ମହୋଦୟ ! ଧନ୍ୟବାଦ ଓ ଅଭିନନ୍ଦନ l ଜୟ ଶ୍ରୀ ଜଗନ୍ନାଥ ! 🙏
ଅତି ସୁନ୍ଦର
ATI sundar
ବିଧଗ୍ଧ କଳା ପାଲା କୁ ଗାୟକ ବିଦଗ୍ଧ ନିଶିକାନ୍ତ ପଣ୍ଡା ମହୋଦୟ ଅତି ସୁନ୍ଦର୍ ଓ ପ୍ରଭାବଶାଳୀ ଢଙ୍ଗରେ ପରିବେଷଣ କରିଛନ୍ତି,ଆପଣଙ୍କୁ ଶତକୋଟି ପ୍ରଣାମ ।🙏🙏🙏🙏🙏
ଅତ୍ୟନ୍ତ ମୁଗ୍ଧ ହୋଇ ଶୁଣିବାକୁ ଇଚ୍ଛା ବାରମ୍ବାର ହଉଚି ।
ପ୍ରଣାମ ଆପଣଙ୍କୁବାସ୍ତବରେ ଆପଣଙ୍କ ପରିବେଷିତ ପାଲା ବେଶ୍ ପ୍ରଶଂସା ଯୋଗ୍ୟ...
ହେ ବିଦଗ୍ଧ ଶିରୋମଣି ଗାୟକ ପ୍ରବର! ଏ ଅଧମର ଆଭୂମ ପ୍ରଣତି ଘେନା କରନ୍ତୁ। ବାସ୍ତବିକ ପାଲାର ଲକ୍ଷଣ ସମ୍ପର୍କରେ ଅବଗତ ହେଲି। ତେବେ ଅବନା ନିୟମକୁ ପାଲାରେ ଉପସ୍ଥାପନ କରିବାକୁ ଅନୁରୋଧ।
ପ୍ରଭାବଶାଳୀ ଗଭୀର ପାଣ୍ଡିତ୍ୟ ଏବଂ ସାଧନା। ଗାୟକ ମହାଶୟଙ୍କ ଗୁରୁ ସ୍ଵର୍ଗତ ନରୋତ୍ତମ ମହାପାତ୍ର ଭଲ ଅଳଙ୍କାର ମଧ୍ୟ ଦେଉଥିଲେ।
"
ଆମ ସାହିତ୍ୟ ଏତେ ସମ୍ବୃଦ୍ଧ ଆମେ ଜାଣି ନ ଥିଲୁ ମହାଶୟ
ଏମିତି ସାହିତ୍ୟ ପରିବେଷଣ କରନ୍ତୁ
Very good pala

ପ୍ରଣାମ ଆପଣଙ୍କୁ
ବାସ୍ତବରେ ଆପଣଙ୍କ ପରିବେଷିତ ପାଲା ବେଶ୍ ପ୍ରଶଂସା ଯୋଗ୍ୟ...