ପାଲାରେ ବ୍ୟାକରଣ || ଅଠର ଯମକ || ଗାୟକ ବିଦଗ୍ଧ ନିଶିକାନ୍ତ ପଣ୍ଡା II ODIA PALA II UPAHAR TV

Поділитися
Вставка
  • Опубліковано 19 вер 2024
  • ପାଲାରେ ବ୍ୟାକରଣ || ଅଠର ଯମକ || ଗାୟକ ବିଦଗ୍ଧ ନିଶିକାନ୍ତ ପଣ୍ଡା II ODIA PALA II UPAHAR TV

КОМЕНТАРІ • 75

  • @sachikantaacharya354
    @sachikantaacharya354 8 місяців тому

    Actually enchanting heart touching.

  • @sanatanacharya349
    @sanatanacharya349 Рік тому

    ସୁନ୍ଦର ଉପସ୍ଥାପନା

  • @saumyaranjansahoo4459
    @saumyaranjansahoo4459 6 місяців тому

    ଅନୁପମା ଉପସ୍ଥାପନା

  • @sukantadash3070
    @sukantadash3070 2 роки тому +6

    ଅତି ସୁନ୍ଦର୍ ପାଲା ।
    ଜୟ ଜଗନ୍ନାଥ ।।

  • @gadadharkar3527
    @gadadharkar3527 2 роки тому +5

    ବ୍ୟାକରଣ ସମ୍ବନ୍ଧୀୟ ଶୀର୍ଷକ ପାଲା ରେ ନିଶିକାନ୍ତ ପଣ୍ଡା ମହୋଦୟ ନମସ୍ୟ ତଥା ଧନ୍ଯବାଦାର୍ହ।

  • @bonoshsahoo7894
    @bonoshsahoo7894 Рік тому

    ଅପୂର୍ବ 🙏🙏🙏

  • @bapunmishraofficial
    @bapunmishraofficial 2 роки тому +12

    ପାଲାଜଗତରେ ଦ୍ବିତୀୟ ନିଶିକାନ୍ତ ପଣ୍ଡା ଜନ୍ମ ହେବାକୁ ୧୦୦୦ ବର୍ଷ ଲାଗିବ । ( ପଶ୍ଚିମ ଓଡ଼ିଶା )

    • @writerbarsharout
      @writerbarsharout 7 місяців тому

      ଧନ୍ୟବାଦ ନମସ୍କାର ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଆଜ୍ଞା ।

  • @bhagabananaik6915
    @bhagabananaik6915 2 роки тому +1

    Excellent pala Jay Baba Satyanarayan Swami sundar paribeshan

  • @BimalOdisha
    @BimalOdisha 2 роки тому +5

    ଅତୀବ ଚମତ୍କାର

  • @BNMohapatra1964
    @BNMohapatra1964 2 роки тому +4

    ଗାୟକ ବିଦଗ୍ଧ ଶ୍ରୀଯୁକ୍ତ ନିଶିକାନ୍ତ ପଣ୍ଡା, ପାଲା ଜଗତର ଏକ ବିସ୍ମୟ !!!
    ଶବ୍ଦ ସଂଯୋଜନା ଅତି ଉଚ୍ଚକୋଟିର, ସପ୍ରେମ ସହୃଦୟ ପ୍ରଣାମ 🌹🌹🌹🙏🙏🙏🌹🌹🌹

  • @prasantaku.tripathy665
    @prasantaku.tripathy665 2 роки тому +7

    ଆପଣଙ୍କର ଭଳି ଧୂରୀଣ ପାଲା ଗାୟକ ଉତ୍କଳ ଭୂମି ର ଶୋଭା ବର୍ଦ୍ଧନ କରୁଛନ୍ତି l ପ୍ରଣାମ ହେ ବ୍ୟାକରଣ ସାର l

  • @sudhakarmohallik9624
    @sudhakarmohallik9624 2 роки тому +2

    ସାହିତ୍ୟକୁ ବଞ୍ଚାଇ ରଖିଥିବାରୁ ଆପଣଙ୍କୁ କୋଟି କୋଟି ପ୍ରଣାମ 🌹🌹🌹

  • @bonoshsahoo7894
    @bonoshsahoo7894 Рік тому +1

    ଏମିତି ପଦ ଆଉ ଶବ୍ଦ ସଂଯୋଜନା ସତରେ ବିଶ୍ୱରେ ଅଦ୍ୱିତୀୟ ।।।।।।🙏🙏🙏🙏

  • @satyanarayansahoo1860
    @satyanarayansahoo1860 2 роки тому +1

    Classical language based pala performance is accepted.

  • @basudebmohanta5699
    @basudebmohanta5699 2 роки тому +7

    ଅସାଧାରଣ ପ୍ରତିଭାର ଅଧିକାରୀ ଶ୍ରୀଯୁକ୍ତ ପଣ୍ଡା। ଦେବୀ ସରସ୍ଵତୀଙ୍କ ଆଶୀର୍ବାଦ ବିନା ଏପରି ଜ୍ଞାନର ଅଧିକାରୀ ହେବା ଅସମ୍ଭବ।

  • @indramanipradhan7208
    @indramanipradhan7208 2 роки тому +4

    ବହୁତ୍ ସୁନ୍ଦର୍ 🙏

  • @dibakarmishra1706
    @dibakarmishra1706 2 роки тому +2

    ଅତିବ ସୁନ୍ଦର

  • @sitakantamishra47
    @sitakantamishra47 2 роки тому +2

    କୋଟି ପ୍ରଣାମ ଆପଣ ଙ୍କ ଭଳି ମହାନ ସଂସ୍କୃତି ରକ୍ଷକଙ୍କୁ ଅତି ସୁନ୍ଦର ବ୍ଯାକ୍ଷା ଏବଂ ଗାୟନ ଶୈଳୀ ।।🙏🏻🙏🏻🙏🏻🙏🏻

  • @prasannadihudi143
    @prasannadihudi143 2 роки тому +4

    ଚମତ୍କାର ସାହିତ୍ୟ ଉପସ୍ଥାପନ କରିଛନ୍ତି ମହୋଦୟ 🌹🙏🌹

  • @pabitramohanty3400
    @pabitramohanty3400 2 роки тому +2

    Bhaina🙏🙏🙏🙏🙏, you are a great gayak in Paladoom, Very beautiful performance,

  • @papunibhoi8547
    @papunibhoi8547 2 роки тому +2

    Excellent pala 🙏🏻🙏🏻

  • @antaryamirout304
    @antaryamirout304 2 роки тому +2

    Thanks a lot for alankar,

  • @pankajkumarsahu8116
    @pankajkumarsahu8116 2 роки тому +1

    କୋଟି କୋଟି ପଣାମ ସାର।

  • @parikhitamohapatra8714
    @parikhitamohapatra8714 2 роки тому +3

    ଗାୟକ ମହାଶୟ ଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଜୟ ଜଗନ୍ନାଥ ସ୍ଵାମୀ 🙏🙏

  • @sanatanbiswal4155
    @sanatanbiswal4155 2 роки тому +2

    ଅତି ସୁନ୍ଦର ବିଷୟ ,ଗାୟକ ମହାଶୟ ଙ୍କୁ ନମସ୍କାର

  • @lokanathdas5246
    @lokanathdas5246 2 роки тому +3

    ଏ ଏକ ଭଲ ଉପମା ଓ ଅଳଙ୍କାର ଗାୟକ ଙ୍କ ଦ୍ଵାରା ପରିବେଷିତ ହୋଇ ଲୋକପ୍ରିୟତା ହାସଲ କରିଅଛ ମୋତେ ବହୁତ ଭଲ ଲାଗୁଛି ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଘଟିଛି। ଏହା ଏକ ଉଚ୍ଚ କୋଟିର ପ୍ରାଚୀନ ଭାରତୀୟ ଭାଷା ଅଟ।

  • @satyabanbedbak8539
    @satyabanbedbak8539 2 роки тому +1

    Bidagdha pala.very nice

  • @abhimanyujena9167
    @abhimanyujena9167 2 роки тому +2

    Atti uttam paricharya

  • @rameshswain2787
    @rameshswain2787 2 роки тому +7

    ମନୋମୁଗ୍ଧକର ପାଲା!
    ପାଣ୍ଡିତ୍ୟର ଅଫୁରନ୍ତ ପରିପ୍ରକାଶ!!
    ଗାୟକ ମହୋଦୟଙ୍କୁ ସଲାମ!!!
    ଜୟ ଜଗନ୍ନାଥ ସ୍ବାମୀ।

  • @jayhind6187
    @jayhind6187 2 роки тому +1

    Old is gold 🙏

  • @kalpatarujena7202
    @kalpatarujena7202 Рік тому +1

    Pranam

  • @BHABADIBAKAR
    @BHABADIBAKAR 2 роки тому

    ସୁନ୍ଦର ଲାଗିଲା...

  • @pradeepjilikara2709
    @pradeepjilikara2709 2 роки тому +1

    🙏🙏🙏🏻

  • @rameshchandranayak5637
    @rameshchandranayak5637 2 роки тому +1

    super

  • @fatiklalkumar3186
    @fatiklalkumar3186 2 роки тому +1

    Panda sir great

  • @anjanpanda2828
    @anjanpanda2828 2 роки тому +1

    Ati sundar sabda vinyasa.aste luptahebaku basilani

  • @krishnakatha565
    @krishnakatha565 2 роки тому

    Koti koti pranam

  • @smitra2024
    @smitra2024 2 роки тому +1

    Khub sundar.. My regards

  • @biseswarmajhi3917
    @biseswarmajhi3917 Рік тому

    Amiti byakaran pala karantu amar odia sahitya samaste jani paribe

  • @AmitaSwain-dg6et
    @AmitaSwain-dg6et 4 місяці тому

    ଆପଣକୁ କୋଟି କୋଟି ପ୍ରଣାମ ଆପଣ ଗାୟନ ଶୈଳୀ ଅତି ଉଚ କୋଟିର

  • @ratnakar3805
    @ratnakar3805 Рік тому

    ସତ କୋଟି ପ୍ରଣାମ ମହାଶୟ ,।
    ଏ ଗୀତଟି ଲେଖିକରି ଦେବେ କି ?

  • @umasahankarprasad2713
    @umasahankarprasad2713 Рік тому +1

    My best regards to gayak bidagdha Nisikant panda.

  • @bhagirathinand1916
    @bhagirathinand1916 4 місяці тому

    ଏ ପାଣ୍ଡିତ୍ୟକୁ ମୁଁ ଶତ ଶତ ପ୍ରଣାମ କରୁଛି।

  • @robinsobor6259
    @robinsobor6259 Рік тому

    Assam asse paribe aponi Mane nimoton kole riply diyontu👍

  • @gopabandhupany889
    @gopabandhupany889 2 роки тому +1

    Bhagwan apankra mangal karantu

  • @muktapanigrahi5054
    @muktapanigrahi5054 Рік тому +1

    Panda sir nkara ahuri keteta video karantu upahar TV

  • @vijayraaj5645
    @vijayraaj5645 Рік тому

    Ki Sundar bahut sundar

  • @bhubannandssingh9884
    @bhubannandssingh9884 Рік тому

    Very strong good pala

  • @lingarajmohanty8225
    @lingarajmohanty8225 2 роки тому

    Pranam bhaina, unique pala

  • @debendrasahu6764
    @debendrasahu6764 2 роки тому +1

    Very nice

  • @natabardash5681
    @natabardash5681 2 роки тому

    ମହାନ ବ୍ୟକ୍ତି

  • @harishchandramahanta9817
    @harishchandramahanta9817 Рік тому

    Excellent example, very nice

  • @dwarikanathmohapatra452
    @dwarikanathmohapatra452 2 роки тому +1

    ପୋଖତ ସାଧକ, କୋଟିଏ ନମନ

  • @SantilataPanigrahi
    @SantilataPanigrahi 4 місяці тому

    Sir byakaranar mulya kie bujhuchi palare adhunik pasilani ebhaliprachin gita kahar patire pasibani

  • @muktapanigrahi5054
    @muktapanigrahi5054 Рік тому +2

    1000 thara shunila pare bujhiheba ki nahin mu bhabuchhi sir

  • @user-cw9gp5ty9f
    @user-cw9gp5ty9f 2 місяці тому

    ଏପ୍ରକାର ସାହିତ୍ୟ ଆଉ କିଏ ସୃଷ୍ଟି କରିବ ବୋଲି ଆଶା କରାଯାଇ ପାରୁନି । ଆଜିକାଲିର ସାହିତ୍ୟ ମୋବାଇଲିଆ ସାହିତ୍ୟ, ଲିପଷ୍ଟିକିଆ ସାହିତ୍ୟ । ଗାୟକ ମହାଶୟଙ୍କର ସାଧନା ଅଦ୍ବିତୀୟ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @anaspirantofallaspects.
    @anaspirantofallaspects. Рік тому

    Prema bhaba bhabi bhabi bhame bramii mu prabhabi
    Mama purbe prapte ramabara

  • @mrutunjayabehera7070
    @mrutunjayabehera7070 2 роки тому +1

    Apananku bhumista pranam .apana nka bhali bidagdha gayaka apana nka pare aau asibe ki nahin jananahin. Kintu apananka bujhaiba saili atyanta madhura.

  • @Zodnd1254
    @Zodnd1254 2 роки тому +1

    ମହାନ୍ ଓଡ଼ିଆ ସାହିତ୍ୟ,କବି ମାନଙ୍କୁ,କୋଟି ପ୍ରଣିପାତ

  • @mohinisankarsatpathy2509
    @mohinisankarsatpathy2509 2 роки тому

    ସତରେ ଓଡ଼ିଆ ସାହିତ୍ୟର ଉତ୍କର୍ଷତା ବିଦଗ୍ଧ କବିମାନଙ୍କ ଦ୍ୱାରା ଏହି ସବୁ ଅଳଙ୍କାରର ସଂଯୋଜନା ଯୋଗୁଁ ହିଁ ସମ୍ଭବ ହୋଇପାରିଛି । ଏଗୁଡ଼ିକୁ ଆୟତ୍ତ କରି ଏତେ ସୁନ୍ଦର ଉପସ୍ଥାପନା ଏଇ ବୟସରେ କରିବା ଆୟାସସାଧ୍ୟ। ହେ ଧୂରୀଣ ଗାୟକ ମହାଶୟ, ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି ଏଭଳି ସାହିତ୍ୟ। କି ସୁନ୍ଦର ସାମାଜିକ ଶିକ୍ଷା ମିଳୁଛି ଏଥିରୁ ! ବ୍ଯାକରଣ ଶିକ୍ଷାର କି ସୁନ୍ଦର ତରିକା ସତେ !ଆଜିର ଶସ୍ତା ସାହିତ୍ୟରେ ଏସବୁ ହଜିଗଲା ସିନା ! 🙏ବନ୍ଦନା କରୁଛୁ ଆମ ମାଆର ଭାଷାକୁ। କୋଟି 🙏 ବିଦଗ୍ଧ ଗାୟକ ମହାଶୟ ! ଭଗବାନଙ୍କ ନିକଟରେ କାମନା କରୁଛୁ ଆପଣଙ୍କ ଦୀର୍ଘ ନିରାମୟ ସାରସ୍ୱତ ଜୀବନ ।

  • @BNMohapatra1964
    @BNMohapatra1964 2 роки тому

    ଓଡିଆ ଭାଷାରେ 108 ବର୍ଣ୍ଣ ବର୍ଣ୍ଣନା :
    ଅକ୍ଷର : 50 (11+25+14)
    ମାତ୍ରା : 11
    ଫଳା : 15
    ଯୁକ୍ତାକ୍ଷର : 32
    *ମୋଟ : 108*
    ଅତି ସୁନ୍ଦର ସରଳ ଭାଷାରେ ବ୍ୟାଖ୍ୟା କରଯାଇଛି !
    ସାଧୁବାଦ ଜଣାଉଛି 🌹🌹🌹🙏🙏🙏🌹🌹🌹

  • @chidanandabehera6511
    @chidanandabehera6511 2 роки тому +7

    ମହାଶୟ ବହୁତ ଭଲ ଲାଗିଲା ଆପଣକୁ ନମସ୍କାର
    ଏମିତି ଶିକ୍ଷଣୀୟ ପାଲା ପରିବେଷଣ କରନ୍ତୁ ଯେ ଆମ ସାହିତ୍ୟ କେତେ ମହାନ୍ ଜଣା ପଡ଼ିବ ଏବଂ ବ୍ୟାକରଣ

  • @rajeshkumarsahoo6860
    @rajeshkumarsahoo6860 2 роки тому +1

    Real odia knowledge

  • @debendradhal5935
    @debendradhal5935 Рік тому

    ଚାନେଲ ବାବୁ ମାନଂକୁ ଅନୁରୋଧ ଏହି ପରି ଉଚ୍ଚ କୋଟିର ଗାୟକ ମାନଂକୁ ସୁଯୋଗ ଦିଆଯାଉ

  • @silipiculturalassociation4291
    @silipiculturalassociation4291 2 роки тому +1

    Mo nikatare bhasa nahin nishikanta babu nka pala ra samagrika saundarya bisayare kahiba pain

  • @raghunathdash9870
    @raghunathdash9870 2 роки тому +1

    Phone no

  • @subratkumarsahoo6172
    @subratkumarsahoo6172 2 роки тому +2

    ପଣ୍ଡା ମହାଶୟ ଓଡ଼ିଆ ଭାଷାରେ ଯଦି ୧୦୮ ତାହାଲେ ତାମିଲ୍ ଭାଷାରେ କେତେ ? ଭୂଲ ତଥ୍ୟ କାହିଁକି ?

    • @BNMohapatra1964
      @BNMohapatra1964 2 роки тому

      @ Subrat Kumar Sahoo, ଭାଇ
      ଓଡିଆ ଭାଷାରେ 108 ବର୍ଣ୍ଣ ବର୍ଣ୍ଣନା :
      ଅକ୍ଷର : 50
      ମାତ୍ରା : 11
      ଫଳା : 15
      ଯୁକ୍ତାକ୍ଷର : 32
      ମୋଟ : 108
      ଏଥିରେ ଭୁଲ କେଉଁଠି ରହିଲା?

    • @subratkumarsahoo6172
      @subratkumarsahoo6172 2 роки тому

      @@BNMohapatra1964 ତାମିଲ୍ ଭାଷାରେ କେବଳ ଅକ୍ଷର ୧୪୯। ଓଡ଼ିଆରେ ୪୯

  • @prafulaacharya9497
    @prafulaacharya9497 2 роки тому +4

    ଅତି ସୁନ୍ଦର ମାନ ଭଞ୍ଜନ

  • @pravakarrout3044
    @pravakarrout3044 Рік тому

    Old is Gold .

  • @K_B448
    @K_B448 2 роки тому +3

    ଅତି ସୁନ୍ଦର