Amna Samna LIVE With କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ | Sidharth Routray | 02 Mar 2024 | Argus News

Поділитися
Вставка
  • Опубліковано 1 бер 2024
  • Amna Samna LIVE With କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟ | Sidharth Routray | 02 Mar 2024 | Argus News
    #ArgusNews #AmnaSamna #Congress #SidharthRoutray #ArgusSpecial #Odisha
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 609

  • @rkentertainment3226
    @rkentertainment3226 2 місяці тому +89

    ଏଭଳି ଯୁବନେତା ଆବଶ୍ୟକ ଓଡ଼ିଶାକୁ ସୁଯୋଗ ଦେବା ନିହାତି ଆବଶ୍ୟକ।❤❤❤❤

    • @subashpradhan9109
      @subashpradhan9109 Місяць тому +1

      ସିଦ୍ଧାର୍ଥ ରାଉତରାୟ ଓଡ଼ିଆ ଓ ଓଡ଼ିଶା କୁ ଠିକ୍ ଚିହ୍ନି ପାରିଛନ୍ତି

    • @AshokKumarJena-wr2bk
      @AshokKumarJena-wr2bk 28 днів тому

  • @rabindrarouta2465
    @rabindrarouta2465 2 місяці тому +83

    ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ଆପଣ 2024 ରେ ଓଡ଼ିଶା ବିଧାନ ସଭାକୁ ଆସନ୍ତୁ !!! ଜୟ ଶ୍ରୀ ଜଗନ୍ନାଥ !!!

  • @KaluNayak-rf2el
    @KaluNayak-rf2el 2 місяці тому +46

    ଆପଣ ବହୁତ ଭଲ ନେତା ଟିଏ ନିଶ୍ଚୟ ହେବେ

    • @dhananjaysahoo4579
      @dhananjaysahoo4579 2 місяці тому

      କିନ୍ତୁ ଲୋକମାନେ ଭଲ ନେତା କରେଇ ଦେବେନି।ତାଙ୍କୁ ଭୋଟ ଦେଇ ଜିତାଇବେ ନାହିଁ। ଓଡ଼ିଶାର ଲୋକମାନେ ମୂର୍ଖ, ଗଧ।

  • @sunilrauto5923
    @sunilrauto5923 2 місяці тому +32

    ସିର୍ଦ୍ଧାର୍ଥ ଭାଇ ଦୀର୍ଘାୟୁ ଭବ
    ଓଡ଼ିଶାରେ ଆପଣଙ୍କ ଭଳି ନେତା ଦରକାର ❤

  • @PrakashPradhan-lt8ql
    @PrakashPradhan-lt8ql 2 місяці тому +22

    ଆପଣ ଙ୍କ ଭଳିଆ ଶିକ୍ଷାକୁ ଅଗ୍ରାଧିକାର ଦେଉଥିବା ନେତା ବିଧାନସଭାକୁ ଯିବା ଉଚିତ୍

  • @mohanmohapatra9742
    @mohanmohapatra9742 9 днів тому

    ସିଦ୍ଧାର୍ଥ ବାବୁଙ୍କ ଶିକ୍ଷା ବିଷୟରେ ମନ୍ତବ୍ୟକୁ ମୂଁ ସମ୍ପୂର୍ଣ ସମର୍ଥନ କରୁଛି। ପ୍ରଥମେ ଟ୍ୟୁସନ ଉଠୁ। କେବଳ ମେଧାବୀ ପିଲାଙ୍କୁ ଛାତ୍ର ବୃତ୍ତି ଦିଆଯାଉ। ସିଦ୍ଧାର୍ଥ ବାବୁଙ୍କ ଆଲୋଚନା ମୋତେ ଭଲ ଲାଗୁଛି। ଯାହା କହୁଛନ୍ତି କାମ ସେହିପରି କରିବେ ବୋଲି ଆଶା ଓ ବିଶ୍ୱାସ।

  • @suvendupattnaik2670
    @suvendupattnaik2670 2 місяці тому +46

    Odisha needs this type of leadership.

  • @pugulusutar3569
    @pugulusutar3569 2 місяці тому +23

    ସିଦ୍ଧାନ୍ତ ଭାଇ ସାଲୁ୍ୟଟ ।

  • @DipuBBSR
    @DipuBBSR Місяць тому +4

    ଭଗବାନ ଆପଣଙ୍କୁ ଆଶିର୍ବାଦ କରନ୍ତୁ। ଆପଣଙ୍କ ଭଳି ଶିକ୍ଷିତ ଯୁବକ ମାନେ ରାଜନୀତିକୁ ପ୍ରବେଶ କରିବା ଉଚିତ୍। ଏବେ ଖାଲି ରାସ୍ତା ଓ ଛକରେ ଠିଆ ହବା ଯୁବକ ମାନେ ହିଁ ରାଜ୍ୟ ରାଜନୀତିରେ ଦେଖାଯାଆନ୍ତି। ତେଣୁ ଅନ୍ୟ ରାଜ୍ୟର ଲୋକ ମାନେ ଆସି କବଳ କରିବାରେ ଲାଗିଛନ୍ତି। କାରଣ ରାଜ୍ୟ ମୁଖ୍ୟ ମଧ୍ୟ ଜଣେ ଓଡ଼ିଆ ଲୋକର ପୁଅ ହୋଇ ବି ଜଣେ ଅଣ ଓଡିଆ।

  • @sujitjena1999
    @sujitjena1999 2 місяці тому +21

    ଠିକ୍ କଥା କହିଛନ୍ତି ସିଦ୍ଧାର୍ଥ ଭାଇ thanks for all Odisha love you ❤❤❤

  • @satrughnamallicj8703
    @satrughnamallicj8703 2 місяці тому +24

    ବହୁତ ଭଲ ନିଷ୍ପତି କିନ୍ତୁ ଉତ୍ତର ଟା ସବୁ ଓଡ଼ିଆ ହେବା ଦରକାର

  • @karamatallikhan975
    @karamatallikhan975 2 місяці тому +2

    ଓଡିଶାବାସୀ ଏହି ଭିଡିଓଟିକୁ ସହୃଦୟେ
    ଦେଖନ୍ତୁ।ଏହାର ସତ‌୍ୟତା ଉପରେ ବିଚାର କରନ୍ତୁ । ନିରଟ ସତ‌୍ୟ ବଚନ । ନିଜର ରାଜ‌୍ୟ ଓଡିଶାର ବିକାଶ ଓ ପ‌୍ରଗତି ପାଇ ଶିକ୍ଷାର ମାନଦଣ୍ଡ କେତେ ଉନ‌୍ନତ ହେଵା କଥା ଏହା ବିଚାର କରିବା ଉଚିତ ।

  • @ranjannayak5095
    @ranjannayak5095 2 місяці тому +16

    Good to see leaders like Sidharth Routray.Dynamic Odia leader...✌️👌👍

  • @bharatimoharana7212
    @bharatimoharana7212 2 місяці тому +4

    ଧନ୍ୟବାଦ ଭାଇ । ନିରାଟ ସତ୍ୟ ଉପସ୍ଥାପନ କରିଛନ୍ତି । ଉପଯୁକ୍ତ ଶିକ୍ଷା ପରିସର ଏବଂ ଶିକ୍ଷାଦାନର ଉନ୍ନତି ହେବା ଦରକାର

  • @gurukalyannayak1920
    @gurukalyannayak1920 2 місяці тому +23

    Great personality with good human being

  • @kksahoo300
    @kksahoo300 2 місяці тому +29

    We need this type of leader in odisha.

  • @bhaktabandhumohanty9924
    @bhaktabandhumohanty9924 2 місяці тому +4

    Thank you ସିଦ୍ଧାର୍ଥ Babu mu Jane Congress ପରିବାର ର mu ବଡଚଣା ରୁ କହୁଛି ସ୍ୱାଗତ୍ କରୁଛି ଆପଣ congress ru ଶାସନଗାଦି କୁ ଆସନ୍ତୁ

  • @user-op3up6oo7b
    @user-op3up6oo7b 2 місяці тому +19

    Best leader in odisha

  • @sarabatipradhan4921
    @sarabatipradhan4921 Місяць тому

    ସିଦ୍ଧାର୍ଥ ବାବୁ,ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ,ଆପଣ ରାଜ୍ୟର ସମସ୍ତ ପ୍ରକୃତ ସତ ଖବର ରଖିଛନ୍ତି,ଆପଣଙ୍କ ଭଳି leader ଙ୍କୁ ରାଜ୍ୟ ଆବଶ୍ୟକ।

  • @RadhakantaKar
    @RadhakantaKar 2 місяці тому +7

    ନିଚ୍ଛକ ସତ କଥା ସବୁ କହିଲେ ସାର୍।। ଏଭଳି ଯୁବ ନେତା ହିଁ ଓଡ଼ିଶା ର ଭାଗ୍ୟ ବଦଳେଇ ପାରିବେ।।

  • @sukrutapradhan6893
    @sukrutapradhan6893 2 місяці тому +8

    ରାଜନୀତିରେ ପ୍ରବେଶ କରିବା ସମୟରେ ସବୁକିଛି କରିବାର ଇଛା ତ ନିଶ୍ଚୟ ଥାଏ ,ବାକି ସମୟ କହିବ ଆଗକୁ ଏହା କେତେ ଦୂର ତିଷ୍ଠି ରହିପାରିବ।

    • @babadas4868
      @babadas4868 Місяць тому

      ହଁ,ଇଏବି ଏକ ପ୍ରଶ୍ନ । ଭୋଟ ପାଇ ଜନତାଙ୍କ ଦୁଆର ମାଟି ମାଡିବାକୁ ସମୟ ନଥାଏ ବିଧାୟକ ଓ ମନ୍ତ୍ରୀମାନଙ୍କୁ ।

  • @haripadabarik7331
    @haripadabarik7331 2 місяці тому +10

    Good leader for Odisha

  • @dalapatinayak573
    @dalapatinayak573 2 місяці тому +15

    Your correct speech sir go ahead and all odisha support sir ❤❤❤❤

  • @bhaktabandhumohanty9924
    @bhaktabandhumohanty9924 2 місяці тому +4

    ଆପଣଙ୍କ ସାକ୍ଷାତ କାର mote ଭଲ ଲାଗିଲା ଓଡ଼ିଶା ପାଇଁ କିଛି କରି ଦେଖାନ୍ତୁ, jaya ଜଗନ୍ନାଥ

  • @pradeepswain29
    @pradeepswain29 2 місяці тому +2

    ବଢିଆ କଥା କହିଲେ ସିଦ୍ଧାର୍ଥ ବାବୁ ଧନ୍ୟବାଦ୍।

  • @sureshkumarharichandan7575
    @sureshkumarharichandan7575 2 місяці тому +13

    Nice Discuss.
    Nice analysis... 🙏

  • @chintamanipradhan2756
    @chintamanipradhan2756 2 місяці тому +2

    ଭାଇ କିଏ କୋଉଠୁ ଜିତୁଚି ଜିତୁ ଏ ମଣିଷ ଟି ନିମାପଡ଼ା ରୁ ନ ହାରିବା ଦରକାର.

  • @kailashchandrapradhan1705
    @kailashchandrapradhan1705 2 місяці тому +4

    ଆପଣ ନିରାଟ ସତ କଥା କହିଲେ. ଧନବାଦ.

  • @manojpandagroup
    @manojpandagroup 2 місяці тому +13

    The state should require this type of educated person in politics. I have intrested to meet him if I get any chance.

  • @sabitapanigrahi6035
    @sabitapanigrahi6035 Місяць тому

    ବହୁତ ଦିନ ପରେ ସତ ସତିକା ସାକ୍ଷାତକାର ଦେଖି ଭାରି ଭଲ ଲାଗିଲା , ଧନ୍ୟବାଦ୍ ଓଡ଼ିଆ ପୁଅ 🌹🌹

  • @sankarsansahoo47
    @sankarsansahoo47 2 місяці тому +9

    Jay shree jagannath

  • @padmini-cz3xt
    @padmini-cz3xt 2 місяці тому +12

    Very nice sar

  • @prafulladas.8377
    @prafulladas.8377 2 місяці тому +5

    Best of Luck to Sidharth babu. Your every word is very valueable and powerful. 👌👍👍❤️❤️🌹🌹

  • @sansadrout8824
    @sansadrout8824 2 місяці тому +7

    This type of leader we will require.
    God bless you sidharth sir

  • @jnanachandmishra3997
    @jnanachandmishra3997 Місяць тому

    ସିଦ୍ଧାର୍ଥ ବାବୁ, ଆପଣ ନିଶ୍ଚୟ ବହୁତ ଭଲ ଓ ଲୋକପ୍ରିୟ ନେତା ହେବେ. ଧୈର୍ଯ୍ୟ ର ସହ ପ୍ରଚେଷ୍ଟା ଜାରି ରଖନ୍ତୁ.

  • @satyanarayanjana8594
    @satyanarayanjana8594 2 місяці тому +8

    All are right, thanks to Sidhàrth sir.

  • @NkRaju-nc3qx
    @NkRaju-nc3qx Місяць тому

    ନିମାପଡ଼ା ବସୀଙ୍କୁ ମୋର୍ ବିନିତ ଅନୁରୋଧ ଏଭଳି ନେତା ଙ୍କୁ ସୋଜଗ ଦିଅ ନ୍ତୁ ବିଜୟ କରନ୍ତୁ ଆମ ଦେଶ ଆମ ରାଜ୍ୟ ଦିନେ ନା ଦିନେ ଆଗକୁ ଜୀବ 🙏🙏🙏🙏 jay jagannath 🙏🙏🙏

  • @hemasagarnaik1781
    @hemasagarnaik1781 2 місяці тому +7

    ତୋତଲି ଭାଇ ମୁଁ ତୁମକୁ ଭଲପାଏ କିନ୍ତୁ ତମର ଉଦ୍ଦେଶ୍ୟ ମୁଁ ଭଲ ଭାବରେ ଜାଣେ। ଅର୍ଗ୍ଯୂସ୍ ଉତ୍ତର ରଖିବ ।

    • @maitrimallick3668
      @maitrimallick3668 2 місяці тому +2

      Tama navin babu nku agye odia barnabodho deiki odia sikhao....

  • @rathbasudev6965
    @rathbasudev6965 2 місяці тому +9

    Best Discussion

  • @bhawanishankarmishra9433
    @bhawanishankarmishra9433 2 місяці тому +4

    Really great with real issues, Extremely sorry if I have done any bad comments, Great Sir

  • @gadadharberia6422
    @gadadharberia6422 2 місяці тому +5

    this man shuld be the leader pf new odisha;thank u sir

  • @mangalentertainment6898
    @mangalentertainment6898 2 місяці тому +4

    Sidharth sir ମୁଁ ଆପଣଙ୍କର ବଡ fan ହେଇଗଲି

  • @ganeswarnayak7161
    @ganeswarnayak7161 2 місяці тому +7

    You are absolutely right mr.sidhartharth routroy, you should focus your presentation in
    national channel & open real fact & face of Nabin and his 5t teams, madi chala we r with you.jay shree Jagannath.

  • @nepalnag1422
    @nepalnag1422 2 місяці тому +5

    Future great leader Siddharth sir

  • @GK-99969
    @GK-99969 2 місяці тому +6

    He is a real leader element. Credible and trustworthy.Genetically, he is Khnfayat, not crafty Karan Je can deliver if he is elected a leader. ❤❤❤✅✅✅

  • @hokule6515
    @hokule6515 2 місяці тому +1

    ସତରେ ଏଇ ଭାଇ ଜଣେ ଆମର ବହୁତ୍ ସୁନ୍ଦର କଥା କହିଲେ ।
    ମୁଁ ସପୋର୍ଟ କରିବି ତାଙ୍କ ଚିନ୍ତା ଧାରାକୁ
    ❤❤❤❤❤❤❤❤❤

  • @mrbapun3272
    @mrbapun3272 2 місяці тому +5

    Always loved sir 🙏

  • @nirmalchandrapradhan7094
    @nirmalchandrapradhan7094 2 місяці тому +5

    Excellent 🙏 After a long time Odisha got a program where the true and the real picture of Odisha is discussed by Sidhartha Sir 🙏

  • @kampusahoo
    @kampusahoo 2 місяці тому +18

    Very nice Siddhartha sir ur thought is really meaningful ❤❤

  • @ashutoshparida2145
    @ashutoshparida2145 2 місяці тому +7

    Salute bhai

  • @prasantapurohit3646
    @prasantapurohit3646 2 місяці тому +8

    ଯାହାର ଆତ୍ମ ସମାନ ଅଛି ପାଣ୍ଡୁ ଅଧିନରେ ରହେବେ ନାହିଁ

  • @pankajtandia7016
    @pankajtandia7016 2 місяці тому +7

    Jay congress❤❤❤

  • @gopabandhupradhan7791
    @gopabandhupradhan7791 2 місяці тому +7

    Sidhar Routray is a too good leader ,to whom we Odisha people should elect without looking to any party.

  • @skdsingerkumarsaroj655
    @skdsingerkumarsaroj655 2 місяці тому +2

    ଜୟ ଜଗନ୍ନାଥ
    ଆପଣଙ୍କୁ ଭଗବାନ କୋଟି କୋଟି ଆୟୁଷ ଦିଅନ୍ତୁ

  • @netajidash9367
    @netajidash9367 2 місяці тому +1

    Very frank and straightforward talk. ସବୁ କଥା ଠିକ୍ କହୁଛନ୍ତି ଯେ ତାଙ୍କର ଗୋଟିଏ ନିଷ୍ପତ୍ତି ମୋତେ ଠିକ୍ ଜଣା ପଡ଼ୁନି। କଂଗ୍ରେସରେ ଏବର କେନ୍ଦ୍ରୀୟ ନେତୃତ୍ୱ ସତ୍ତ୍ୱେ ସେହି ଦଳକୁ କିମିତି ବାଛିଲେ? ତାଙ୍କୁ ରାଜ୍ୟ ଶାଖାକୁ ସୁଧାରିବା ପ୍ରଥମ କାମ ହେବ। ସମଭାବାପନ୍ନ ଯୁବନେତା ଯୋଗାଡ଼ କରିବାକୁ ପଡ଼ିବ। ତାଙ୍କରି ଭଳି ଆଉ ଚାରି ଛ' ଜଣ ମିଶିଗଲେ କଂଗ୍ରେସର ଭାଗ୍ୟ ସହ ରାଜ୍ୟର ଭାଗ୍ୟ ନିଶ୍ଚୟ ବଦଳିବ ବୋଲି ନିଃସନ୍ଦେହରେ କୁହାଯାଇପାରେ। ବାପାଙ୍କ ଯୁଗର ନେତାମାନଙ୍କ କବଜାରେ ଏବେ ଦଳ। ସେଇ ପୁରୁଣାକାଳିଆ ଚିନ୍ତାଧାରା।

  • @user-dy9je4du1h
    @user-dy9je4du1h Місяць тому

    ସିଦ୍ଧାର୍ଥ ଭାଇ ଆପଣଙ୍କ ମତାମତ ବହୁତ ଭଲ ଜୟ ଜଗନ୍ନାଥ

  • @anadicharansamal7033
    @anadicharansamal7033 21 день тому

    ପାନ ଗୁଆ ଖଇର ଗୁଆ କାତି ଆହା କି ସୁନ୍ଦର ରାଜନୀତି।

  • @MrSanjaypanigrahi
    @MrSanjaypanigrahi Місяць тому +1

    You have good leadership quality. Congress needs you more in Odisha politics. ଭାଇ ଓଡ଼ିଶା କୁ ବଞ୍ଚାଅ ।

  • @sadasibabiswal3023
    @sadasibabiswal3023 2 місяці тому +5

    Very good conversation

  • @Healthandwealth600FullMoon
    @Healthandwealth600FullMoon Місяць тому +1

    Salute argus news...also salute sudhartha bhai...wake up odisha...be bold..be educate❤❤❤❤❤🎉🎉

  • @user-bv4qk3ev2w
    @user-bv4qk3ev2w Місяць тому

    ଧନ୍ୟବାଦ ,ଆପଣଙ୍କ କଥାଶୁଣି କି ବହୁତ ଖୁସି ଲାଗିଲା ବଡ଼ ଭାଇନା

  • @princeajaymusic2099
    @princeajaymusic2099 2 місяці тому +2

    Outstanding interview.. super..salute Sidharth sir.. thnks argus

  • @dibakarsethi5396
    @dibakarsethi5396 2 місяці тому +1

    ବହୁତ ସୁନ୍ଦରକଥା କହୁଛନ୍ତି

  • @bipinbihariswain3511
    @bipinbihariswain3511 2 місяці тому +3

    You are welcome to Odisha, Puri, Nimapara. Describing ground reality.

  • @ConfusedHoldingCards-nk6hq
    @ConfusedHoldingCards-nk6hq 2 місяці тому +12

    Nice interview

  • @manasranjanpattanayak1342
    @manasranjanpattanayak1342 2 місяці тому +3

    Very very good thoughts

  • @alekhachandra6982
    @alekhachandra6982 Місяць тому

    ଭଲ ମଣିଷ ନିଜ ଉପରେ ବିଶ୍ୱାସ ଅଛି. 👍

  • @user-qq6gy7wn2v
    @user-qq6gy7wn2v Місяць тому

    ସିଦ୍ଧାର୍ଥ ଭାଇ କି ଭୋଟ ଦିଅନ୍ତୁ, ବହୁତ ହେଇଗଲା ଓଡ଼ିଆ ଭାଇ ଓ ଭଉଣୀ ମାନେ, ଏତେ ଭଲ ନେତା ଆଉ ମିଳିବେନି

  • @rautrayapat6822
    @rautrayapat6822 2 місяці тому +5

    Nice intervew.

  • @nrusinghaprasaddas4783
    @nrusinghaprasaddas4783 Місяць тому

    ସିଦ୍ଧାର୍ଥ ରାଉତରାୟଙ୍କ ସହିତ ଏହି ସାକ୍ଷାତକାର ( ଅର୍ଗସ୍ ର ଆମ୍ନା ସାମ୍ନା) ଅନେକ ସରକାରୀ ଉଦାସୀନତା ଓ ଭ୍ରଷ୍ଟାଚାରର ମୁଖା ଖୋଲିଦେଉଛି।
    ଓଡ଼ିଶାକୁ ପୁଣି କଳିଙ୍ଗ/ଉତ୍କଳ ନାମରେ ନାମିତ କରିବାକୁ ସେ ଲଢେ଼ଇ କରନ୍ତୁ, ଆମେ ସଧାରଣ ଜନତା ତାଙ୍କ ସହିତ ରହିବୁ। ଓଡିଶାରୁ ଅଣଓଡ଼ିଆ ଶାସନ ହଟୁ।

  • @khirodchandrarauta2095
    @khirodchandrarauta2095 2 місяці тому +3

    Thank u sir ❤❤

  • @tapasdharua2754
    @tapasdharua2754 2 місяці тому +5

    Only Congress

  • @user-kf5yu3oe4e
    @user-kf5yu3oe4e 2 місяці тому +3

    JayaJagannath Good bless you.

  • @santoshkumarbaliarsingh
    @santoshkumarbaliarsingh 2 місяці тому +2

    Ok,odisha discussion

  • @globaldigitalservices1202
    @globaldigitalservices1202 2 місяці тому +2

    Sidhàrth best person

  • @krutibaskhillo1892
    @krutibaskhillo1892 2 місяці тому +2

    Thank you routh sir

  • @user-vv2ic3ho6m
    @user-vv2ic3ho6m 2 місяці тому +3

    Sridharth babu wel come.❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sibanarayandash9812
    @sibanarayandash9812 Місяць тому

    ସିଦ୍ଧାର୍ଥ ରାଉତରାୟ ଆପଣଙ୍କୁ କୋଟି କୋଟି ନମସ୍କାର ଆପଣ ଙ୍କ ଚିନ୍ତାଧାରା ଏତେ ସୁନ୍ଦର ପ୍ରକୁତରେ ଆପଣ ଗୋଟେ ଓଡ଼ିଶାରେ ଆଞ୍ଚଳିକ ଦଳ ଗଠନ କରନ୍ତୁ ଓ ଏହି ଦଳରେ ଶିକ୍ଷିତ ଯୁବ ପିଢ଼ିର ସଚୋଟ ପିଲାଙ୍କୁ ନେଇ ରାଜନୀତି ଆରମ୍ଭ କରନ୍ତୁ ଆପଙ୍କର ଚିନ୍ତାଧାରା ଯାହା ମୁଁ ସେଥିରେ ସମ୍ପୂର୍ଣ ଏକମତ

  • @astralbhaarat8659
    @astralbhaarat8659 Місяць тому

    Now onwards I am your big fan Mr. Sidharth and always going to support you in future ❤
    Joy Jagannath 🙏

  • @pradeepswain29
    @pradeepswain29 Місяць тому

    👍🌹🙏🏽👌 ସିଦ୍ଧାର୍ଥ ବାବୁ ଧନ୍ୟବାଦ୍ 🦜

  • @padmacharanpatnaik7959
    @padmacharanpatnaik7959 2 місяці тому +1

    Excellent and very high standard deliberations of Sri Routray with full of acumen in regard to Odisha .l wish him all the best in his political life that he has commenced in the interest of the people at large.

  • @akshaysahoo9139
    @akshaysahoo9139 2 місяці тому +1

    Sidharth bhai apanankar sabu video mo manaku chuinchi mu sabubele apanank video dekhe besi kichi lekhuni atiki kahuchi mu mo paribar mo village ra sampurn samarthan paibe jay jagannath

  • @sibanarayandash9812
    @sibanarayandash9812 Місяць тому

    ଓଡ଼ିଶା ସରକାର ଙ୍କ ଶିକ୍ଷା କ୍ଷେତ୍ରରେ କିଭଳି ଅପାରଗତା ତାହାର ପ୍ରକୃତ ସତ୍ୟ କଥା ଉପସ୍ଥାପନା କରିଚନ୍ତି ସିଦ୍ଧାର୍ଥ ରାଉତରାୟ ଏହି କଥାରେ ମୁଁ ସମ୍ପୂର୍ଣ ସହମତ

  • @umanandasahoo1588
    @umanandasahoo1588 2 місяці тому +2

    Best analises
    Congratulation

  • @arjunbiswal6181
    @arjunbiswal6181 2 місяці тому +1

    We need this type of leader in odisha God bles you many many thanks for your advice

  • @soumitramohanty8110
    @soumitramohanty8110 2 місяці тому +1

    The best guest interview I have ever seen on any odiya tv channel on political isuue👌

  • @harekrishnamajhi4326
    @harekrishnamajhi4326 2 місяці тому +3

    Change heba Katha odisha government...2024re...

  • @netranandabehura177
    @netranandabehura177 Місяць тому +1

    Thank you Sidhartha Routray

  • @prasannapattnayak5052
    @prasannapattnayak5052 25 днів тому +1

    Thnxto dear Mr Sidharthababu!

  • @dambarudharmajhi4768
    @dambarudharmajhi4768 2 місяці тому +2

    I like it

  • @sambhukuanr2109
    @sambhukuanr2109 2 місяці тому +1

    Hello sir i am from Balangir, ଆମ ଜିଲ୍ଲା ରେ ପ୍ରତ୍ୟେକ ସ୍କୁଲ ର କଥା କହୁଛି, 5 ରୁ 6 କ୍ଲାସ ର ଚୁଆ ମାନେ ଓଡିଆ book ପଢ଼ି ଜାଣୁ ନାହାନ୍ତି, କଣ ଏଇଟା ଶିକ୍ଷା ବ୍ୟବସ୍ଥା ।

  • @tapasdharua2754
    @tapasdharua2754 2 місяці тому +4

    It's the fact

  • @susantkumar6085
    @susantkumar6085 2 місяці тому +4

    Thanks Argus Channel..
    It's good discussion with real Kalinga Warrior. Jai Hind

  • @user-um7gb1ol1z
    @user-um7gb1ol1z 22 дні тому

    Statement of Sidhartha Routray is important which will make understand people who are unaware to be aware about the real scenario and need to better change for development of social change.
    Please keep up speaking the truth to enhance your popularity and personality.
    Ganeswar Rout.

  • @umakantamohanty508
    @umakantamohanty508 2 місяці тому

    ଆପଣ ଯେତେବେଳେ ପାଠ ପଢୁଥିଲେ ସେତେ ବେଳେ ଆପଣ ସାରକଂର ବେତ ମାଡ ଖାଉ ଥିଲେ ସେତେବେଳେ ପିଲାକଂର ପାଠ ଉପରେ ଭୟ ଥିଲା ଏବେ ପାଠ ଶାଳା କୁ ଦଂଡ ମୁକ୍ତ ଅଂଚଳ କରି ପିଲାମାନଙ୍କୁ ମୁର୍ଖ କରିଦେଲେ ପିଲାମାନେ ପାଠ ପଢି ମୁର୍ଖ ହେଉଛନ୍ତି ପାଠଶାଳାଟା ରଂଗ ଶାଳାରେ ପରିଣତ ହେଲାଣି ଯେଉଁ ଦିନ ପିଲାମାନେ ସାର ମାନଂକୁ ଡରିବେ ସେହି ଦିନ ଯାଇ ଭଲ ପାଠ ପଢିବେ

  • @raghunathmallik
    @raghunathmallik Місяць тому

    ରାଉତରାଏ ବାବୁ ସତସାହସ ରଖି ମାଢି ଚାଲ ଈଶ୍ୱର ମଙ୍ଗଳ କରିବେ 🌹❤️🌹❤️🌹❤️🌹❤️🌹❤️

  • @user-fq5gb9ep9e
    @user-fq5gb9ep9e 2 місяці тому +1

    ଏଭଳି ବିଲୁକୁଲ ସତ୍ୟ,ଅତି ସୁନ୍ଦର କଥା କହିଲେ ,ଓଡିଶା ପାଇଁ ଏପରି ବିରଳ ପ୍ରତିଭା ଦରକାର ।

  • @nareshpattnaik2454
    @nareshpattnaik2454 Місяць тому

    ସିଦ୍ଧାର୍ଥ ବାବୁ ନବୀନ ଭାବୁ ଙ୍କ ପାଖରେ ବିଜୁ ବାବୁ ମାରି ଗଲାବେଳେ ନବୀନ ଙ୍କ ପାଖରେ ରହୁ ନଥିଲେ ଓଡେହାନ୍ତ ପରେ ନବୀନ ଭୁବନେଶ୍ୱର ଆସିଲେ ଓ୧ ନମ୍ବର ବାଗସ ଥିଲେ ଓ ଏବେ ବି ସେଇଆ ନାମକୁ ନିଜର ଚରିତ୍ରର ପରିବର୍ତ୍ତନ କରିସେ ଓଡ଼ିଶାକୁ ବିକାଶ ଦିଗରେ ନେବକୁଚିନ୍ତା କରି ନିଜକୁ ଅତି ସରଳ ଜୀବନ ଯାପନ କରିବାକୁ ବାସ୍ତବରେ ସେ ଏଇଥି ପାଇ ତିରୋଧାନ ପାରେ ସାରା ଓଡ଼ିଶାରୁ ଏତେ ଲୋକ ଏତେ ଲୋକ ନବୀନ ନିବାସ ପାଚେରୀ ଭାଙ୍ଗି ପଡ଼ିଲା ସେଇ ଦିନ ସମ୍ଭବ ନବୀନ ବାପାଙ୍କୁ ଓଡ଼ିଶାର ଲୋକ କେତେ ଭଲ ପାଆନ୍ତି ସେହିଦିନ ହିଁ ନବୀନ ମନସ୍ଥ କଲେଓଡ଼ିସା ଲୋକଙ୍କ ପାଇଁ କାମ ବାରିବାଜେହେତୁ ସେ ରାଜ ନୀତିର ପ୍ରଥମ ଶ୍ରେଣୀର ଛାତ୍ର ସେ ନିର୍ଭର କଲେ ପ୍ୟାରୀ ବାବୁ ଉପରେ ଛାଡି କେବଳ ନିଜ ସୌକିରେ ବଞ୍ଚିଲେ ଗାଦି ମୋହ୍ ଏପରି ଲାଗିଗଲା ଦଣ୍ଡିସ ହେବା ଲୋକକୁ ଯେପରି ଦୁନିଆ ହଳଦିଆ ଜଣାପଡେ ଏ ସୁଯୋଗରେ ପ୍ୟାରୀ କ୍ଷମତା କେନ୍ଦ୍ର କୋଉଠୁ କେତେ ଲୁଟିଲେ କଣ ପ୍ୟାରୀ ଭୁଲ କଲେ ତାକୁ ସତେଚନ କରି ବାକୁ ଯେଁଉ ମାନେ ଦଳକୁ ଗଢିଥିଲେ ପ୍ୟାରୀ ବୋଲାରେ ସେମାନଙ୍କୁ ଦଳରୁ ବିଦକଲେ ତା ପରେଜାହା ଘଟିଲା ସଭିଙ୍କୁ ଜଣା ପ୍ୟାରୀ ପରେ ପାଣ୍ଡୁ ଢୁକିଲେ ପନ୍ଦୁବୋଲ ମାନିବାକୁ ବାଧ୍ୟ ନବୀନ କାରଣ ନବୀନ ଙ୍କ ପ୍ରତି ଲୋକ ବିଧାୟକ ମନ୍ତ୍ରୀ ଙ୍କ ଭୟ ଭଲ ପାଇବା ଠିକ୍ ରହିଲେ ଓଡ଼ିଶାକୁ ଲୁଟିହିବ ଏହା ଚିନ୍ତାକରି ପାଣ୍ଡିଆ ନବୀନ ନିବାସ କୁ ନିଜ କବଜାରେ ରଖି ନବୀନ ପ୍ରତିନି ଧି ହୋଇ ଲୁଟି ଲୁଟି ବନ୍ଧା ପକାଇ ଦେଲା ପରି ଲାଗୁଚି ଖାଲି ସେତିକି ନୁହେଁ ପାଣ୍ଡିଆ ଅନ୍ଦ୍ର ପ୍ରଦେଶ କୁ ହଜାର ହଜାର ଏ କର ଜାଗା ଓ କେତେ ଗୁଡିଏ ଗ୍ରାମ ବିକି ଆରବ ଆରବ କୋଟି ଟଙ୍କା ତାମିଲ କୁ ପଠାଇ ତାମିଲ ର ନାମକରା ଧନୀରେନାମ ଯୋଡ଼ି ଓଡ଼ିଶକୁକଙ୍ଗଲ କରି ଚାଲିଛି ଯୁବକ ଯୁବତୀ ପଥ ହୁଡ଼ ହେବାକୁ ଶିକ୍ଷା ଅନୁ ସ୍ଥାନରେ ଠିକା ନିଯୁକ୍ତି ଓକମ୍ ଦର୍ମ୍ମାର ପିଲା ଶିକ୍ଷା ଦାନ କର ବାକୁନିଯିକ୍ତି ଦେଇ ପାଠ ର ମାନ ନଷ୍ଟ କରିପିଲଙ୍କୁ ଅନ୍ଧାରରେ ରଖି ଭୟାତୁର କରି ଡିଆ ଯାଇଚିପୋଷ୍ଟିଗ ନାହିଁଏବେ ସେବେଲ ବଦଳିବାକୁ ଯାଉ ଚି ଆପଣଙ୍କ ମନୋ ଭାବ ପିଲାଙ୍କୁ ନେଇ ବହୁ ପିଲା ଅଚ୍ଚନ୍ତି ତୁରନ୍ତ ଗୋଟେ ଦଳ ଗଢା ଯାଉ ଓଁ ଆମ ରାଜ୍ୟର ପ୍ରଗତି ହେଉ

  • @ch.prasadkumarpatnaik3428
    @ch.prasadkumarpatnaik3428 Місяць тому

    Dear Sidharth babu,
    My best wishes to you. You are so matured that you need to come to Odisha politics. Wish you all the best.

  • @munakumar5538
    @munakumar5538 2 місяці тому

    ପାଣ୍ଡିଆନ ଆଜି ନବୀନକୁ ଗୃହ ବନ୍ଦୀ କରି ରଖିଛି, ନବୀନା ର ସ୍ୱାସ୍ଥ୍ୟ ଉପରେ ଏକ PIL ହେଉ high court ରେ କି ସେ ମାନସିକ ଦୃଷ୍ଟିରୁ ଅସୁସ୍ଥ.