News Fuse || ନୂଆ ମନ୍ତ୍ରୀଙ୍କ ନୂଆ ନିୟମ

Поділитися
Вставка
  • Опубліковано 1 гру 2024

КОМЕНТАРІ • 308

  • @gobindachandranayak9576
    @gobindachandranayak9576 2 місяці тому +81

    ସୁନ୍ଦର ରାଜସ୍ୱ ମନ୍ତ୍ରୀଙ୍କର କାର୍ଯ୍ୟ ଶୈଳୀ

  • @subhabratamishra4465
    @subhabratamishra4465 2 місяці тому +50

    ପୂଜାରୀ ସାର୍‌ ବହୁତ୍ ଭଲ୍‌ ଲୋକ ।

  • @AmitPanda-u4o
    @AmitPanda-u4o 2 місяці тому +30

    ଆଉ 10,15 ଉପ ମୂଖ୍ୟମନ୍ତ୍ରୀ ଓଡ଼ିଶା କୁ ଦରକାର । ଓଡ଼ିଶାରେ ମଦ ବନ୍ଦ୍ ଆଉ 300 ୟୁନିଟ ବିଜୁଳି ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ର 16 ନମ୍ବର ଉପ ମୂଖ୍ୟମନ୍ତ୍ରୀ କରାଯାଉ

  • @NrusinghaCharanRatha
    @NrusinghaCharanRatha 2 місяці тому +53

    ସ୍ବତନ୍ତ୍ରଭାବେ ତାଲିମପ୍ରାପ୍ତ ଗୁପ୍ତଚର ନିଯୁକ୍ତ କରି ପ୍ରତ୍ୟେକ ଦୁର୍ନୀତି,ଭ୍ରଷ୍ଟାଚାର ର ଫର୍ଦ୍ଦାଫାସ କରାଗଲେ ଜନସାଧାରଣ ଆଶ୍ବସ୍ତ ହେବେ ।

  • @BijaykumarSahoo-mx5tc
    @BijaykumarSahoo-mx5tc 2 місяці тому +202

    ଥରେ ଚାକିରୀ ପାଇଗଲା ପରେ ମା ଗିଁହା ଅଫିସର୍ ମାନେ ବେଶ୍ୟା ଠାରୁ ହୀନ ବୁଦ୍ଧି କରୁଛନ୍ତି ମା ଗିଁହା ମାନଙ୍କୁ କେବଳ ଗୁଳି ଆଗକୁ ଏ ମା ଗିଁହା ମାନଙ୍କୁ ଲୋକମାନେ ଗୁଳି କରି ପାରିବେ ଅପେକ୍ଷା କର ବିଧବା ହେଉଛନ୍ତି ସେମାନଙ୍କ ସ୍ତ୍ରୀ ମାନେ ପେନସନ ଟଙ୍କା ସହିତ ସେକ୍ସ କରିବା ପାଇଁ ଘଇତା ମଧ୍ୟ ମାଗଣାରେ ମିଳୁଥିବା ମୁତିବାକୁ ମିଳେ ଜୟ ନାରଣ ଭାଇ

    • @TrendsMood
      @TrendsMood 2 місяці тому +18

      ତୁ ବି ଚାକିରୀ କର.....ତା'ପରେ ଦେଖିବୁ‌, ତୁ ବି ହୀନ ହୋଇଯିବୁ😂😂

    • @BijaykumarSahoo-mx5tc
      @BijaykumarSahoo-mx5tc 2 місяці тому

      @@TrendsMoodତୁ ଗୋଟେ ଚାକିରି ଖଣ୍ଡେ ଦେ ତ ମୁଁ କରି ଦେଖେଁ ସତେ କେମିତି ଆମେ ଭାଇ ବେକାରୀ ଆଉ ବେକାରୀ ମାନେ ଭିକାରୀ ଠୁଁ ହିନୀମାନ ରେ ଧନ ଚାକିରି କଲେ ଭଲ ଟୋକି ମିଳିବ ଦିନକୁ 10 ଟା ମାଇକିନା ମାନଙ୍କୁ ସେକ୍ସ୍ କରିବାକୁ ନୁଆ ନୁଆ ଝିଅ ସ୍ତ୍ରୀ ଲୋକମାନେ ବେଶ୍ୟା ମିଳିବ ଟଙ୍କା ଥିଲେ ବିଆ ବଙ୍କା ହୋଇବ କୁସୁମ ସେଜରେ ଶୋଇବ ମୁଁ ଚାକିରୀ କରିବି ଦେ ଦେ ମତେ ଚାକିରି ଖଣ୍ଡେ ଦେ

    • @abhisekraj1431
      @abhisekraj1431 2 місяці тому +8

      Tu ate bhasa kahils pare jay Narayan kahilu ta manasika stiti kemiti achi jana paduchi....ghare b amiti samasta nku kahu thibu

    • @BijaykumarSahoo-mx5tc
      @BijaykumarSahoo-mx5tc 2 місяці тому +4

      @@abhisekraj1431 ଆରେ ବୋକା ବେଲଯ୍ୟା ତୁ ଗଣିତ ଜାଣିନୁ ବୋଧେ ଆଗକୁ ଚାକିରିଆ ମାନଙ୍କ ଘରେ ଆଶ୍ରୟ ନିଅନ୍ତି ଆତଂକବାଦୀ ମାନେ ଏବେ ବଡ଼ ବଡ଼ ଚାକିରିଆ ସହିତ ସହର ରେ ଆଗକୁ ତୁ କହିବୁ

    • @abhisekraj1431
      @abhisekraj1431 2 місяці тому +4

      @@BijaykumarSahoo-mx5tc tu ja mental hospital ta katha tu nije bujhi paruchu ta...beda

  • @TapanSahoo-o6m
    @TapanSahoo-o6m 2 місяці тому +8

    ଏମିତି ବୁଝୋଉ ବୁଝୋଉ ୫ବର୍ଷ ପଳେଇବ କିଛି ହେବନି

  • @MNDIGITALSARAKANA
    @MNDIGITALSARAKANA 2 місяці тому +57

    ବାଇଓ ମାଟ୍ରିକ୍ ସବୁ ଅଫିସ ରେ ଲାଗୁ

    • @abhinavpanda4709
      @abhinavpanda4709 2 місяці тому +1

      Kana heba. Aasimi ki finger print deiki paleibe

  • @ashwinisahu6584
    @ashwinisahu6584 2 місяці тому +6

    GOOD 👍 MINISTER ..SURESH SIR 🎉🎉🎉

  • @ashokkumarpattanaik1587
    @ashokkumarpattanaik1587 2 місяці тому +6

    ସବୁ ଅଫିସର ଭୁବନେଶ୍ୱରରେ l ମନ୍ତ୍ରୀଙ୍କୁ ଲଜ୍ୟା l କାର୍ଯ୍ୟାନୁଷ୍ଠାନ ଶୂନ୍ୟ l

  • @amitakar948
    @amitakar948 2 місяці тому +15

    ପୂଜାରୀ ସାର ଠିକ କଲେ

  • @manasranjansahoo5951
    @manasranjansahoo5951 2 місяці тому +50

    Sir ମୁ ଓଟିଭି ମାଧ୍ୟମରେ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଟିକେ sir କେନ୍ଦ୍ରାପଡ଼ା ତହସିଲ ଅଫିସ ଆସନ୍ତୁ କାହିଁକିନା ଏଠି ତହସିଲଦାର ଆସିବା ତୋ ଦୂରର କଥା ଅନ୍ୟ ଷ୍ଟାପ ବି ଆସୁନାହାନ୍ତି sir ମୋ ବାପା ଙ୍କର ମୁତ୍ୟୁ ହେବାର 14ବର୍ଷ ପରେ ବି sir ମୋ ବୋଉ ଙ୍କର ଫାମିଲି ପେନସନ ହେଲାନାହିଁ ତେଣୁ sir ଆମେ ମାନ୍ୟବର ଉଚ୍ଚାନା୍ୟାଳୟ ଙ୍କର ଶରଣନେଥିଲୁ ମାନ୍ୟବର କୋର୍ଟ ଆମଙ୍କୁ ନ୍ୟାୟପ୍ରଦାନ କରିଥିଲେ କିନ୍ତୁ ବଡ ଦୁଃଖର ବିଷୟ ଯେ ଏ ବିଜେଡି ସରକାର ସମୟରେ ଅଫିସର ମାନଙ୍କର ଏତେ ପୌୱାର ଥିଲାଯେ ସେ ମାନ୍ୟବର ଉଚ୍ଚାନ୍ୟାଳୟ ଙ୍କର ଆଦେଶ ଙ୍କୁ ବି ସଂମାନ ଦେଲେ ନାହିଁ ମୁ ହାରଷ ହୋଇ ପୁନର୍ବାର ଉଚ୍ଚାନ୍ୟାଳୟ ଙ୍କର ନିକଟରେ ଏକ କଣ୍ଟେମେଣ୍ଟ ଫାଇଲ କଲୁ ତା ସତେ ବି କେନ୍ଦ୍ରାପଡ଼ା ତହସିଲଦାର ମୋର ବୋଉ ଙ୍କର ପେନସନ କରିଲେ ନାହିଁ ମୋର ବୋଉ ଜଣେ ହୃଦରୋଗୀ ହୋଇଥିବାରୁ ଆମେ ଥରକେ ଗାଡିଭଡା କରି ଗଲେ 1000ଟଙ୍କା ପଡୁଛି ସେଥିରେ ଆମେ 7ରୁ 8ଥର ଯାଇ ତହସିଲଦାର ଙ୍କୁ ଦେଖାକରିଛୁ କିନ୍ତୁସେ କୁହନ୍ତି ଏବେ ହେଇପାରିବିନି ପଚାରିବାରୁ ସେ କୁହନ୍ତି ଏବେ ମୁଖ୍ୟମନ୍ତ୍ରୀ ଙ୍କର ପଟା ବଣ୍ଟା କାମଅଛି ଆଉ କିଛିକାମହେବନି sir ଏବେଯାଇ ପହଁଚି ଦେଖେ ତହସିଲଦାର ବିଲକୁଲ ଠିକସେ ଆସୁନାହାନ୍ତି ତେଣୁ ଆପଣଙ୍କୁମୋର ବିନମ୍ର ଅନୁରୋଧ ଟିକେ ଆପଣ କେନ୍ଦ୍ରାପଡ଼ା ଆସନ୍ତୁ

    • @nilamanijena6904
      @nilamanijena6904 2 місяці тому +2

      CM grievance cell re abhijog karantu

    • @jayantidas8179
      @jayantidas8179 2 місяці тому +2

      Right aapan thare CM nku jaiki thare dekha karantu

    • @nilamanijena6904
      @nilamanijena6904 2 місяці тому

      @@jayantidas8179 jiba darakar nahin,tame cm janasunani site re Jai ki registration Kari Tama complain patheipariba.

    • @bytecx231
      @bytecx231 2 місяці тому +1

      କେବଳ KENDRAPARA ତହସିଲ୍ ନୁହ ବରଂ kendrapara district ra MAHAKALPADA ତହସିଲ୍ ର ବି same ଆବସ୍ତା

    • @rinkumishra5623
      @rinkumishra5623 2 місяці тому

      Pension grievance deun

  • @PriyabrataBehera-f5w
    @PriyabrataBehera-f5w 2 місяці тому +50

    ସରକାର ଦରମା କମ୍ ଦେଉଛନ୍ତି କି .
    ଦରମା ତ ପ୍ରବଳ ସେଥି ପାଇଁ ଗାଣ୍ଡି ମସ୍ତାନି ଅଧିକ .

    • @william_butcher_007
      @william_butcher_007 Місяць тому

      Thik kahu cha bhai😂😂😂

    • @sanjaynayak6699
      @sanjaynayak6699 25 днів тому

      ତୁ ଟିକେ କରୁନୁ ଚାକିରି, ନା କିଏ ମନା କରିଛି

  • @balaramnanda9224
    @balaramnanda9224 2 місяці тому +4

    ସବୁ ଜାଗାରେ ଏଭଳି ଅବସ୍ଥା 25ବର୍ଷ ଧରି ଏମିତି ଚାଲିଛି

  • @milanakumar2011
    @milanakumar2011 2 місяці тому +15

    ତହସିଲ୍ କାର୍ଯ୍ୟାଳୟରେ ସିସିଟିଭି ର ଅଭାବ

  • @trinathsinghmahapatra5032
    @trinathsinghmahapatra5032 24 дні тому +1

    ବହୁତ ଭଲ ପଦଖିପ ଆଜ୍ଞା ସାବାଡ଼ କରନ୍ତୁ

  • @Sunil-xc5nm
    @Sunil-xc5nm 2 місяці тому +19

    Suspend କରନ୍ତୁ 😂 କୋଉ ବାଳକୁ ରଖୁଚ ତାକୁ 😂

  • @MyWork-c3r
    @MyWork-c3r 2 місяці тому +18

    ଯିଏ ଠିକ୍ ଟାଇମ ରେ ନ ଆସିଥିଲେ ଚାକିରି ରୁ ବହିସ୍କାର କରିବାର କଥା

  • @johnrambo6351
    @johnrambo6351 2 місяці тому +4

    ସାଧାରଣ ଲୋକଙ୍କ ଏ ବାବଦରେ ସେତେ ଧାରଣା ନାହିଁ । ଜଣେ ସରକାରୀ କର୍ମଚାରୀ ଜଣେ ପିଅନ ହେଲେ ମଧ୍ୟ ଢେରେ ଦରମା ପାଉଛନ୍ତି। ବର୍ଷକୁ ୩ ଥର ଦରମା ବୃଦ୍ଧି। ଅତି କମ୍ ରେ ୨୦୦୦ ରୁ ୩୦୦୦ ବଢୁଛି। ପୁଣି ଅଲଗା ସୁବିଧା ଅଛି। ଅବ୍ୟବସ୍ଥା ର ଚରମ ସୀମା। ପେନସନ ବି ସେମିତି କିନ୍ତୁ ଯଦି ସାଧାରଣ ନାଗରିକ ଙ୍କ ପେନସନ କଥା ଉଠେ ତେବେ ରାଜ୍ୟର ରାଜସ୍ବ ଅଭାବ। କଣ ପାଇଁ ଜଣେ ୬୦ ବର୍ଷ ର ନାଗରିକ ୫୦୦୦ ପେନସନ ପାଇବନି। ସାଧାରଣ ଲୋକ ମାତିଲେ କୋଉ ସରକାର ପାରିବେନି

  • @deepakkumarjena4089
    @deepakkumarjena4089 2 місяці тому +2

    Very Good work Sir but apana se chauki re basibata thik helani.....Karan Sai chair ta tahsildar nka chair..... respect for a post..... Baki amiti officer mananka upare strictly action nebaku padiba....

  • @BideshiGouda-xq9dp
    @BideshiGouda-xq9dp 2 місяці тому +3

    ଦରମା ପର୍ବଳ କାମ ଦୁର୍ବଳ

  • @KhirodTripathy-lw9sh
    @KhirodTripathy-lw9sh Місяць тому

    Bahut bhala advice to tahasildar

  • @ASISH_JENA
    @ASISH_JENA 2 місяці тому +2

    ବିଜେପି ଠିକ୍ କାମକରୁଛି

  • @sureshsuraj9002
    @sureshsuraj9002 2 місяці тому +1

    ପୁଜାରୀ ବାବୁ 300 ୟୁନିଟ ବିଲ୍ ସଂପର୍କରେ କିଛି ଜଣେଇବେ କି
    ନା ସବୁ ଜାଣି କିଛି ଅଜଣା 🙏🙏🙏

  • @naturegifts6251
    @naturegifts6251 2 місяці тому +6

    ବହୁତ ସମସ୍ୟା ସବୁ department ରେ ଇ ଅବସ୍ଥା ll ବିଦ୍ୟାଳୟ ମାନଙ୍କରେ ବି ଇ ଅବସ୍ଥା l

  • @subannaik3011
    @subannaik3011 15 днів тому

    Bijay Kumar sahoo Bhai ପୁରା ଠିକ କଥା କହିଛନ୍ତି ଚାକିରି ପାଇଲା ପରେ ସବୁ ସେମିତି କରନ୍ତି

  • @letter4U
    @letter4U 2 місяці тому +1

    Biometric attendance should be make available in each and every Govt. offices of Odisha and accountabality fix to the Higer Office.

  • @tapannayak4187
    @tapannayak4187 2 місяці тому +5

    ମୋର ମନେ ଅଛି ବିଜେଡି ସରକାର ସମୟରେ ନୂଆ ନୂଆ ଏମିତି ଅଚାନକ ପରିଦର୍ଶନ କରୁଥିଲେ ଦେଖାଜାଉ କେତେ ଦିନ ଏଠି ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା

  • @patitakumarchoudhury9855
    @patitakumarchoudhury9855 2 місяці тому +2

    ନିୟମ ଯେତେ ଲାଞ୍ଚ, ଦୁର୍ନୀତି ସେତେ, ନୂଆ ନିୟମ ଦୁର୍ନୀତି, ଲାଞ୍ଚ ପାଇଁ କରାଯାଏ, 🙏

  • @HareKrushna-f3d
    @HareKrushna-f3d 2 місяці тому +1

    ଠିକ୍ ସାସନ ଠିକ୍ ନିୟମ ,B J D ସରକାର ରାଜ୍ୟ କୁ ପଂଗୁ କରି ଦେଇଥିଲେ ପ୍ରସାଶନିକ ଖେତ୍ରରେ । ଏଥର ସାବଧାନ । ରାଜସ୍ୱ ମନ୍ତ୍ରୀଙ୍କୁ ମୋର କୋଟୀ ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏

  • @JRBhanjadeo
    @JRBhanjadeo Місяць тому +1

    ମନ୍ତ୍ରୀ ଙ୍କ ନିଜ ବୁଦ୍ଧି ନାହିଁ ଏଇଟା ସେ ଦିଲ୍ଲୀ ରୁ କଲ ଆସିଲା ପରେ ଏମିତି କରୁଛନ୍ତି। ଓଡିଶା ର CM ଠୁ ଆରମ୍ଭ କରିକି ମନ୍ତ୍ରୀ ଯାଏଁ ସବୁ ରାତିରେ ଟୁସନ ହୁଅନ୍ତି ଦିଲ୍ଲୀ ରୁ ତା ପାର ଦିନ ସବୁ କରନ୍ତି

  • @parthaart1314
    @parthaart1314 Місяць тому

    Good job State minister

  • @Smrutiranjan8220ST
    @Smrutiranjan8220ST 2 місяці тому +4

    Tahashildar nka grooming standard Bahut bhala haichi…..gote OAS officer thu ame bhala sikhilu..

    • @aryaputraabhisek3433
      @aryaputraabhisek3433 2 місяці тому +1

      Se ete kasta kari OAS paile
      Rati dina padhiki
      Ta pare bi se grooming scence Tama according re rakhibe bhai semanankar bi personal choice achi ki nahi

  • @ashokkumarbehera8970
    @ashokkumarbehera8970 2 місяці тому +2

    Good step

  • @kabichandrasethi9432
    @kabichandrasethi9432 2 місяці тому +1

    ଖାଲି ଦେଖିଲେ କଣହବ, ଯଦି ତାର ପ୍ରତିକାର ନ ହେବ , ତାହେଲେ ଜାଣିବା ଏ ସମସ୍ତେ ଚୋର ବୋଲି ଜାଣିବା

  • @PramodKumardash-f9i
    @PramodKumardash-f9i 2 місяці тому +1

    vala lagila

  • @Kunivlogger5252
    @Kunivlogger5252 2 місяці тому

    Good job sir🙏🙏

  • @RamaSwami-k2s
    @RamaSwami-k2s 2 місяці тому +1

    ରାଜ୍ୟ ସରକାରୀ ବ୍ୟବସ୍ଥା eya aau tike kendra ସରକାରଙ୍କ BSNL Office katha tike ଦେଖେଇଲେ ଭଲ ହୁଅନ୍ତା

  • @nirmalpatnaik5796
    @nirmalpatnaik5796 2 місяці тому

    Exemplary,,, Dy, CM, ,Excellent

  • @bhuban655
    @bhuban655 2 місяці тому +1

    Good job sir

  • @rintubairiganjan4728
    @rintubairiganjan4728 2 місяці тому

    RIGHT👍👍👍👍👍

  • @mrutyunjaysamantara8003
    @mrutyunjaysamantara8003 2 місяці тому +2

    ପଛ 25 ବର୍ଷ ଧରି OAS 25 ଲକ୍ଷ୍ୟ ଦେଇ ପାଇଛନ୍ତି, ଏମିତି ଚାଲେ

  • @bijaysahu7820
    @bijaysahu7820 2 дні тому

    ରଜସ୍ୱମନ୍ତ୍ରୀ କେବେ ଟାଙ୍ଗି ଚୌଦ୍ୱାର ତହସିଲ ଅଚାନକ ପରିଦର୍ଶନ ରେ ଆସିବେ କି l ଏଠାରେ ତହସିଲ ନିଜେ କିଛି ବୁଝୁନାହାନ୍ତି ରଞ୍ଜନ ମହାନ୍ତି ନାମକ ଜଣେ କିରାଣୀ ନିଜକୁ ସର୍ବେସର୍ବା ଭାବି କାର୍ଯ୍ୟ କରୁଛନ୍ତି l ବିଚାର କୁ ନିଆ ଯାଉ

  • @judhistirprathan4975
    @judhistirprathan4975 2 місяці тому

    ❤❤❤❤ROUGH CHANNEL..❤❤❤❤❤❤❤

  • @Sidhibinayakyubaksangha
    @Sidhibinayakyubaksangha 2 місяці тому +2

    ସବୁ ଠିକ୍ ଅଛି ଆଜ୍ଞା, ଆପଣଙ୍କ ତହସିଲ୍ ଦାର ଙ୍କ ଚେୟାର ଉପରେ ବସିବା ସୁନ୍ଦର ହେଲା ନାହିଁ

  • @BamdevPradhan-x3q
    @BamdevPradhan-x3q 2 місяці тому

    Good Minister pujari sir

  • @pravatkumar8392
    @pravatkumar8392 2 місяці тому

    Good work by minister

  • @AnonymousCreator-u3t
    @AnonymousCreator-u3t 2 місяці тому

    This type of action should be continue, not like a TRP / public attention

  • @bijaykumarsamal2185
    @bijaykumarsamal2185 Місяць тому

    Great

  • @prakashchandrasahoo2104
    @prakashchandrasahoo2104 Місяць тому

    Very nice

  • @NNN8452
    @NNN8452 Місяць тому

    Suspended କରାଯାଉ

  • @ranjitrauta819
    @ranjitrauta819 Місяць тому

    Right sir chariade ahi abasa kibhali sudhiriba

  • @dillipkumarbehera8078
    @dillipkumarbehera8078 2 місяці тому +8

    ଆରେ ମୂର୍ଖ ପୂଜାରୀ ବାବୁ,ତହସିଲଦାର ଙ୍କ ଚେୟାର ରେ ବସିବା ଅନୁଚିତ.ଏମାନଙ୍କର ବୁଦ୍ଧି କିଛି ନାହିଁ.5ବର୍ଷ ରେ ଏମାନେ ଭାବୁଛନ୍ତି ଆମେ ମାନେ ପ୍ରଭୁଙ୍କର ତଳଟା.ଧିକ ତୁମେ ଅସାମାଜିକ ଓ ମୂର୍ଖ ମନ୍ତ୍ରୀ.

  • @homundaaarsi9489
    @homundaaarsi9489 2 місяці тому +1

    All these peoples are Belongs to previous BJD government but they need well training and importance of Government service..

  • @khotei
    @khotei 2 місяці тому +4

    ଆରେ.. ଆରେ ଆମ ଡାରତା ମାତା sir ଏଇଠି ରେ

  • @tapanswain2686
    @tapanswain2686 2 місяці тому +1

    B j d is great

  • @SaratSahoo-c1t
    @SaratSahoo-c1t 2 місяці тому

    Thank pm Orissa gov.

  • @dineshasahu4561
    @dineshasahu4561 2 місяці тому

    Right decision

  • @Sizen-v2d
    @Sizen-v2d 2 місяці тому

    ଆରେ ନାରଣ ଏଇତ ଆମ ଭାରତ ମାତା କୁ ଡାରତ ଲେଖିଥିବା ମନ୍ତ୍ରୀ ନା !

  • @dibyapattnaik6640
    @dibyapattnaik6640 2 місяці тому

    Immidiate suspension ଦରକାର

  • @SalilMohapatra
    @SalilMohapatra 2 місяці тому +2

    Good.man

  • @jitendrakumarpanigrahi8324
    @jitendrakumarpanigrahi8324 2 місяці тому

    Without additional money nothing can be done in any tahasil office. Government knows the bitter truth of such corrupted officer activities and their personal interest, and there is no control for such activities. Its a chain root for the government for revenew income.

  • @chakadolafashion5205
    @chakadolafashion5205 15 годин тому

    Bjp ସରକାର ଯେଉଁ ନିୟମ କରିଛନ୍ତି ରାଜସ୍ବ ବିଭାଗ ପୁରା currepted. ବିନା ଟଙ୍କାରେ କିଛି କାମ ହେଉନି l plot ବିକା କିଣା ଉପରେ କାହିଁକି ଏପରି ବାଧକ ସାଜୁଛନ୍ତି ଏଈ ତହସିଲଦାର ମାନେ l ଟଙ୍କା ଦେଲେ ସବୁ କାମ ହେବ, ନହେଲେ ହେବନି.

  • @rashmibijaykumarmishra5543
    @rashmibijaykumarmishra5543 2 місяці тому +1

    Sir ,, they will never be rectified....you should immediately suspend him

  • @narendrakumarmahakur8604
    @narendrakumarmahakur8604 2 місяці тому +2

    କୋସଲ ରାଏଜର ଲୁକେ (ନାଗରିକ )ସୁରେଶ ପୂଜାରୀ ଆଜ୍ଞା ବାଗିର ମନ୍ତ୍ରୀ ଚାହୁଛନ ।

    • @theunknown4399
      @theunknown4399 2 місяці тому

      Kosala ha ha kosala na bala bhag sala baya

  • @kartikpati9711
    @kartikpati9711 2 місяці тому +1

    Karjyanustan kebal badali nuhe, suspend abasyak. Sabu sarakari office ehipari visit karagale val huanta.

  • @smitaranijena-g9q
    @smitaranijena-g9q 2 місяці тому

    Amiti sabu department Odisha Sara.

  • @brajasundarsahoo1590
    @brajasundarsahoo1590 2 місяці тому

    ବାଜେ ଉପସ୍ଥାପନl

  • @deleswarpadhan554
    @deleswarpadhan554 Місяць тому

    Sambalpur Sadar re SEBC certificate approved jaldi karunahanti , door to door gale bi approved last date re karuchanti sethipai certificate reject haijauchi,3thara helanti reject amanka slow process jogu😢

  • @HarapriyaJena-n7p
    @HarapriyaJena-n7p Місяць тому +1

    Behiaa.mantri.tahasil.cheaarirebasichha.bibeknahi.kahasitrekehibasantinahi

  • @L0ve_To_C
    @L0ve_To_C 2 місяці тому +3

    Tahsildar nka upare action niajau....Kintu Minister nka etiki gyana nahi ki kou officer nka seat re basibara adhikar tankara nahin

  • @SuratPanika-h8b
    @SuratPanika-h8b Місяць тому

    ଅଫିସର ମା ନେ ଠିକ ସମୟରେ ଅଫିସ କୁ
    ଆସୁନାହାନ୍ତି

  • @ashokkumarpal596
    @ashokkumarpal596 2 місяці тому

    ସବୁ ତହସିଲ ଅଫିସ ର ଅବସ୍ଥା ସେଇୟା ,ବିନା ଲାଞ୍ଚରେ କାମ ହୁଏନି .

  • @sureshswain9855
    @sureshswain9855 2 місяці тому +1

    ଜମି ମାଫିଆ ମାନଙ୍କ ଠାରୁ ପଇସା ପାଇଲେ ପୁଳା ପୁଳା

  • @qxztr
    @qxztr Місяць тому

    ଡାରତ ମାତା କି ଜୟ, ଏତେ ତତ୍ପର କେତେ ଦିନ?

  • @umeshparija1156
    @umeshparija1156 27 днів тому

    Sir mantri mahodaya nka sabu karjya thik thila hele gote OAS officer chair re basibar power kouthu paaile

  • @timuthiustapna1010
    @timuthiustapna1010 2 місяці тому +1

    Tahsidar Babu super michhua..

  • @sandeepruturaj3563
    @sandeepruturaj3563 2 місяці тому

    Tahasildaar barsha ku 12 masa 24 Ghanta field duty re !!! Tike Jajpur road ku visit karantu sir to meet the people!!!

  • @nirmalpatnaik5796
    @nirmalpatnaik5796 2 місяці тому

    Thasildar and, RI ,,,including, SubRegister,,and,,,Revenue Department, are Looting,,,just,,,enjoying Needs,,,,punishments

  • @kshyamanidhibehera3803
    @kshyamanidhibehera3803 8 днів тому

    ସବୁ ତହସିଲ୍ ରେ ଏପରି ହେଉଛି ବୋଧେ ଶଳା ଙ୍କୁ ବହିଷ୍କାର କର

  • @kailashnayak6435
    @kailashnayak6435 2 місяці тому

    ❤️❤️❤️❤️

  • @somanathmahanta4739
    @somanathmahanta4739 2 місяці тому

    Next CM pujari sir

  • @kumpanysahoo3574
    @kumpanysahoo3574 2 місяці тому

    ଦେଖିବ ଜ ଦି ଦେଖ୍ ସବୁ ଡ୍ୟାସ ଏଠି ଏକେ

  • @susantakumarsahoo2809
    @susantakumarsahoo2809 2 місяці тому

    ସ୍କୁଲ କୁ ମନ୍ତ୍ରୀ ଆସି କର୍ମଚାରୀ ଙ୍କ କାମ dekhanteni
    ସେଇ ପୁରୁଣା style
    ଏବେ ବି ଡାହାଣ ହାତ ହେଇକି achhanti

  • @jitendrakumarpanigrahi8324
    @jitendrakumarpanigrahi8324 2 місяці тому

    @otv : must highlight the real fact of Cuttack tahasil office and officer activities

  • @judhistirprathan4975
    @judhistirprathan4975 2 місяці тому

    ❤❤❤❤DONKEY❤❤❤❤❤❤❤❤❤

  • @45unknownguy
    @45unknownguy 2 місяці тому

    Sabu jaga bula chalichi kintu osssc re kehi jai parunahanti.....

  • @bijaynaik1828
    @bijaynaik1828 2 місяці тому

    ତାଙ୍କ seat ଟା ଛାଡ ହେ ...Mr pujari, tame ତ 5 ବର୍ଷ ପାଇଁ ଆସିଛ, ତାହା ବି ପୁରାଣ ହେବ କି ଅଧାରୁ ଭାଙ୍ଗିବ...ହେଲେ president ଙ୍କ ଭଳି ତମ attitude agya...

  • @jitendrakumarpanigrahi8324
    @jitendrakumarpanigrahi8324 2 місяці тому

    People must raised the concern to the government so that it can be controlled, otherwise few government officials will be benefited from such office and they will do additional income rather than their salary..
    Its a big loop hole or you can say it a gray area where government is always ignoring the fact.

  • @AshisKumarDas-j5o
    @AshisKumarDas-j5o 2 місяці тому

    Dishmish karantu au nua join karantu. Sabu office ra ahi abstha.

  • @PrashantMishra-fd9ld
    @PrashantMishra-fd9ld 2 місяці тому +1

    ଧନ୍ୟ ଏ ବିଜେପି ଓ ତାର ମନ୍ତ୍ରୀ ମାନେ
    କାମ ର ନାଁ ଗନ୍ଧ ନାହିଁ ଖାଲି ନିଜର ପ୍ରଚାର

  • @sarojnayak4339
    @sarojnayak4339 2 місяці тому

    Like u sir

  • @Lakshmikanta-kz6ct
    @Lakshmikanta-kz6ct 2 місяці тому

    ଇଏ ଯାଉନି ବୋଲି ଅଭିଯୋଗ ହେଇଥିଲା

  • @Belalsenkanhar-c7b
    @Belalsenkanhar-c7b 2 місяці тому

    Take actions to tahasildar

  • @jitukishan543
    @jitukishan543 День тому

    Emiti bdo tahasildarnku suspend kari dia jau. Time ra value jana nae.

  • @PendraSahu-c7v
    @PendraSahu-c7v 2 місяці тому

    ଜେମିତି ସରକାର ସେମିତି କାମ

  • @natabaranaik5026
    @natabaranaik5026 2 місяці тому

    Puruna,chakirianku,bahar,kari,new,appointment,dele,100,percent,bhala,heba

  • @imt2658
    @imt2658 2 місяці тому

    Sabu govt office same... Govt jadi action na neba tahale india developing re Rahi jiba forever

  • @sahadevtandi9232
    @sahadevtandi9232 Місяць тому

    Biometric face attandance kara Kia Time re asuchan ki nai

  • @akhayrath451
    @akhayrath451 2 місяці тому

    Sabu thik but OAS site ra basiba thik nuha karana OAS, montry alaga

  • @kailashpanigrahi6705
    @kailashpanigrahi6705 2 місяці тому

    ଠିକ୍ ପଦକ୍ଷେପ