ପ୍ରଶ୍ନକାଳରେ ଜୟପୁର ବିଧାୟକଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ Suresh Pujari କଣ କହିଲେ, Tara Prasad Bahinipati

Поділитися
Вставка
  • Опубліковано 2 гру 2024

КОМЕНТАРІ • 172

  • @Gawrcanda
    @Gawrcanda 6 днів тому +8

    ତାରା ଭାଇ ତମେ ହିଁ କିଛି କରିପାରିବେ ଆମ କୋରାପୁଟ ପାଇଁ

  • @HareKrushna-f3d
    @HareKrushna-f3d 2 місяці тому +8

    ଜଙ୍ଗଲ ,ଜମି ସବୁ ଆଦିବାସୀମାନଙ୍କର ।

  • @bhubandash2721
    @bhubandash2721 Годину тому +1

    ବି ଜେ ପି. ମନ୍ତ୍ରୀ.. ବାୟାହଇଗଲେଣୀ 😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇😇

  • @Reenabehera0
    @Reenabehera0 3 місяці тому +36

    Bhalu bhaina thik kahile Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @akjunction8727
    @akjunction8727 3 місяці тому +10

    ଭାଲୁ ଭାଇନାର ବଢିଆ ପ୍ରଶ୍ନ କିନ୍ତୁ ଏଇ ମନ୍ତ୍ରୀ ର ଟିକେ ଉତ୍ତର ରଖିବା କମ ଏବଂ ଦେଖେଇ ହେବା ବେଶି |

  • @surendrakumardhal421
    @surendrakumardhal421 3 місяці тому +14

    , ତାରା ଙ୍କ କଥାକୁ ଗୁରୁତ୍ୟୁ ଦିଆଯାଉ

  • @HareKrushna-f3d
    @HareKrushna-f3d 2 місяці тому +4

    ଏକଦମ ସତ୍ୟ ଭାଲୁ ଭାଇନା ମୋର କୋଟୀ ପ୍ରଣାମ 🙏🙏🙏🙏🙏🙏❤❤❤❤

  • @Nanakebhalusena
    @Nanakebhalusena 3 місяці тому +5

    ଆମ ଜୟପୁର ପ୍ରିୟ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଭାଲୁ ଭାଇନା ଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଯେଉଁ ଉତ୍ତର ରଖିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଜଣେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ମନ୍ତ୍ରୀ ହୋଇ ମଧ୍ୟ ଏପରି କଥା ହେବା ବା ଉତ୍ତର ରଖିବା ସ୍ବାଗତ ଯୋଗ୍ୟ ନୁହେଁ।

  • @ashish87k
    @ashish87k 3 місяці тому +18

    1950 ମସିହାରେ ଯୋଉ ସେଟେଲମେଣ୍ଟ ହୋଇଥିଲା ସେଇଟା କଣ ବିଜେପି କରିଥିଲା କି ? ଆଉ ସେ ସେତେଲମେଣ୍ଟ ରେ ପ୍ରାୟ ସମସ୍ତଙ୍କର ହୋଇଥିବ ବୋଧେ, ମାନ୍ୟବର ମନ୍ତ୍ରୀଙ୍କର ବି ହୋଇଥାଇପାରେ କି, ଏହା ଗୋଟିଏ ଉତ୍ତର ନୁହେଁ । ଯଦି କଂଗ୍ରେସ ଭୁଲ କରିଛି ତେବେ ସେଇ କଂଗ୍ରେସ time ର school ଆଉ ହସପିଟାଲ ରେ କାହିଁକି ଯାଇଥିଲେ ।

  • @deenabhandhukumra864
    @deenabhandhukumra864 Місяць тому +1

    Jay shree ram 🙏 good jab pujhari sir 👏 weldon ❤

  • @purnanandabadhei8710
    @purnanandabadhei8710 2 місяці тому +2

    Right Bhalu Bhai

  • @dibyaturuk2673
    @dibyaturuk2673 3 місяці тому +6

    Right Jay congress jindabad Rahul Gandhi jindabad

  • @abdhutpradhan18
    @abdhutpradhan18 2 дні тому

    Jay Shree Ram. 🙏🙏🙏

  • @Lipu-o1t
    @Lipu-o1t 2 місяці тому +2

    ତାରା ବାବୁ ଠିକ୍ କଥା । କଡ଼ା ବିରୋଧ କର

  • @niammajhi1727
    @niammajhi1727 2 місяці тому +3

    ସୁରେଶ ପୂଜାରୀ ଖାଲି ଭାସନ୍ ମାରି ଜନିଛେ

  • @lagosingh2017
    @lagosingh2017 3 місяці тому +3

    ସୁରେଶ ବାବୁ ପୂରୁଣା କଥା ନ କହି ବର୍ତ୍ତମାନ ତାରା ପ୍ରସାଦ ବାହିନୀପତିଙ୍କ କଥାକୁ ବିଚାରକୁ ନେଇ ଦିଆଯାଇଥିବା ଜଙ୍ଗଲ ଜମିକୁ ଚନ଼୍ହଟ କରନ୍ତୁ ...Now get one golden chance ....Do hard work ...take credit...BJP...... otherwise won't get any 2ND Chance In Future in Odisha

  • @saratpanigrahi866
    @saratpanigrahi866 3 місяці тому +2

    Respected Minister's Answer is Right.

  • @abdhutpradhan18
    @abdhutpradhan18 2 дні тому

    B.j.p. Jindabaad

  • @samuelsagaria7836
    @samuelsagaria7836 3 місяці тому +1

    Thanks for tara sir of his sujetion.

  • @Official_B.kanhar
    @Official_B.kanhar 3 місяці тому +11

    ଏମିତି ଜବାବ ଦିଅ ବିରୋଧୀ ଚୁପ।😮😮😮😮😮

  • @shyampaligudia3550
    @shyampaligudia3550 3 місяці тому +2

    NANA K❤❤❤

  • @RamaSwami-k2s
    @RamaSwami-k2s 3 місяці тому +12

    ଓଡ଼ିଶାରେ bjd and bjp menta sarkar ଚାଲିଥିଲା ସେଥି ପାଇଁ ତ ସବୁ ଲୋକ 15 ଲକ୍ଷ୍ୟ ପାଉଛନ୍ତି

  • @sanjeetbardhan
    @sanjeetbardhan 2 місяці тому

    Tq sir

  • @sukhenduparamanik8727
    @sukhenduparamanik8727 3 місяці тому

    Fantabulous answer of sj. Rev.minister odisha

  • @sudarsanmallick6250
    @sudarsanmallick6250 3 місяці тому +1

    Right

  • @jarendrabatra457
    @jarendrabatra457 3 місяці тому +1

    Jay Jagannath

  • @indramanipanda3539
    @indramanipanda3539 3 місяці тому +6

    କଂଗ୍ରେସ ଓ କଂଗ୍ରେସିଆ 50 ବର୍ଷ ଶାସନରେ ରହି ନକରି ଦୋଷ ଦେବା ପାଇଁ ପ୍ରୟାସ?

    • @jayadebdas5568
      @jayadebdas5568 3 місяці тому +1

      ଫଟା କଣ୍ଡୋମ ନିକଲା ହିରୋ 😂

    • @pradeeppradhan6133
      @pradeeppradhan6133 3 місяці тому

      Congress n thile a desh re tome n tanta ,Congress dai kn korucho, tome jauti tia hei kohucho seta bi congress hi korichi

  • @SNSPIRITUALLIVE
    @SNSPIRITUALLIVE 2 місяці тому

    wow 👌👌👌👍👍👍

  • @KABIRKHILAI
    @KABIRKHILAI 2 місяці тому

    Suresh Pujari is chief Minister candidate ❤

  • @millappradhan7167
    @millappradhan7167 3 місяці тому

    Our leader our pride

  • @prasantadanta
    @prasantadanta 2 місяці тому

    Suresh pujari❤

  • @banamalihansdah8463
    @banamalihansdah8463 3 місяці тому

    Very good Tara bahini sir

  • @Official_B.kanhar
    @Official_B.kanhar 3 місяці тому +1

    Super

  • @samuelsagaria7836
    @samuelsagaria7836 3 місяці тому +1

    Congress is successful.

  • @Dambarudhar124
    @Dambarudhar124 3 місяці тому

    Good aligation

  • @balakandiki5804
    @balakandiki5804 3 місяці тому

    Super. Sir

  • @tularammajhi6317
    @tularammajhi6317 День тому

    ଭାଲୁକୁ ଟିକିଏ ଚିନ୍ତା କରିବାର ଥିଲା ଯେ ସେ କେତେ ମସିହାରୁ କେତେ ଥର ଏମ୍ ଏଲ୍ ଏ ଅଛନ୍ତି l ସେ ନିଜ ମଣ୍ଡଳୀର କାର୍ଯ୍ୟକ୍ରମ ସଂପର୍କରେ ଅବଗତ ନୁହନ୍ତି ତା ହେଲେ ସେ ଶୋଇ କରି ଅଛନ୍ତି। ତହସିଲ ଅଫିସ କିମ୍ଵା କୌଣସି ଅଫିସ ର କାର୍ଯ୍ୟକୁ ସେ ଦେଖୁ ନାହାନ୍ତି କି ସୁଚନା ରଖୁ ନାହାନ୍ତି

  • @AaradhayaBiswal
    @AaradhayaBiswal 11 днів тому

    ❤❤

  • @shantidevi7848
    @shantidevi7848 3 місяці тому +2

    Very nice 🤩🤩🤩🤩🤩🤩🤩

  • @shibashankarrohidas9181
    @shibashankarrohidas9181 3 місяці тому

    Good ❤

  • @siddharth3519
    @siddharth3519 3 місяці тому

    Bahud bhala jabab

  • @dhobaluharijan3892
    @dhobaluharijan3892 3 місяці тому

    God quostin sir

  • @jagabadhumajhi6737
    @jagabadhumajhi6737 3 місяці тому +2

    ସୁରେଶ ଭାବୁ 👍

  • @babulaparida2350
    @babulaparida2350 3 місяці тому +1

    ଆମ ଗାଁ ର ଅବସ୍ତା ସେହି ଅନୁସାରେ ହୋଇଛି

  • @Sumit.yyy222
    @Sumit.yyy222 3 місяці тому +1

    Pujhari sir bahut badiya ansr

  • @Bijaysenapati-bj1zl
    @Bijaysenapati-bj1zl 3 місяці тому +5

    Jaybjp👍👍👍👍👍👍👍👍👍👍👍

  • @rudraprasadchalan3493
    @rudraprasadchalan3493 2 місяці тому

    ସୁରେଶ ପୂଜାରୀ ମନ୍ତ୍ରୀ ମହୋଦୟ ମୋର ନମସ୍କାର ଗ୍ରହଣ କରିବେ ।ଆମ କଳାହାଣ୍ଡି ଧର୍ମଗଡ଼ ବ୍ଲକ କୁ ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ନିଜେ ଆସି ଗରିବ ଲୋକମାନଙ୍କୁ 4 ଡିସିମିଲ ଜମି ପଟ୍ଟା ପ୍ରଦାନ କରି ଥିଲେ କିନ୍ତୁ ଦୁର୍ଭାଗ୍ୟ କଥା ଆଜି ପର୍ଯ୍ୟନ୍ତ ଜାଗା ଚିହ୍ନଟ ହୋଇପାରି ନାହିଁ

  • @satyabrataswain8357
    @satyabrataswain8357 Місяць тому

    Rabi Nanda next

  • @PradeepJagat-b8s
    @PradeepJagat-b8s 2 місяці тому

    ନାନା କେ

  • @kailashnayak6435
    @kailashnayak6435 3 місяці тому

    ✋🏻✋🏻✋🏻✋🏻✋🏻✋🏻✋🏻✋🏻✋🏻✋🏻

  • @praveenmusic9015
    @praveenmusic9015 3 місяці тому

    ଠିକ୍ କହିଲେ ସେ ଅଫିସର୍ ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ କି ।

  • @tapaspattanaik894
    @tapaspattanaik894 3 місяці тому

    👍

  • @ranjankumarsahukar2034
    @ranjankumarsahukar2034 3 місяці тому

    Power re jia achi taku question kara jae

  • @kedabhoi6942
    @kedabhoi6942 3 місяці тому

    Tarbabu bhulu babu thanq

  • @aswinipanda5555
    @aswinipanda5555 3 місяці тому

    ,Right fact Suresh sir Hon' Minister you are already know that the best information will lateral expect question Answers .🎉🎉🎉old records 😉 the old party😂

  • @SureshBehera-t8d
    @SureshBehera-t8d Місяць тому

    ପଟା ପାଇଛନ୍ତି କିନ୍ତୁ ଜମିନାହିଁ ନାହିଁ

  • @rankanidhigumansingh2014
    @rankanidhigumansingh2014 3 місяці тому +1

    ଯେଉଁମ|ନେ କହୁଛନ୍ତି ଏତେ ବର୍ଷ ହେଲା କ'ଣ କରୁଥିଲେ ଦୁଇ ମାସର ସରକାରଙ୍କୁ ସମାଲୋଚନା କରୁଛନ୍ତି BJD ଓକଙ୍ଗ୍ରେସ ସବୁ ଚୋରଦେଶକୁ ଖୋଳ କରିଦେଲେ,BJD ଓcongress ନେତା ନିଜ ପାଇଁ କରିଛନ୍ତି ଦେଶପାଇଁ ନୁହେଁ ସେମାନଙ୍କୁ ପିଟି ବାହାର କର ।

  • @pitambarbarik9438
    @pitambarbarik9438 3 місяці тому +7

    Congress has not done. Then who have opened million and million schools,hospitals,other institutions,,, Railway,roa ds, aerodrome s,stadiums canals, dams etc. you bjp only misguiding people. Nothing doing.

  • @ASWINIKUMARBEHERA-r4t
    @ASWINIKUMARBEHERA-r4t 3 місяці тому +5

    ମୋ 15 ଲକ୍ଷ କଣ ଆସୁନି 2014 ରୁ ମୋର 0 account ଅଛି

  • @gautamakumarsahoo5932
    @gautamakumarsahoo5932 3 місяці тому +13

    ମନ୍ତ୍ରୀ ମହୋଦୟ କଥା ବୁଲାନ୍ତୁନି। Cong. କଲାନି, ବିଜେଡି କଲାନି, ଆମେ ଦୁଇ ମାସର ଛୁଆ, ଆଗରୁ ବିଧାନସଭା ଜାଇ ନଥଲେ, ଆଲୋଚନା ରେ ଭାଗ ନେଇନଥିଲେ, ଆମେ ସବୁ ଭକୁଆ ନାଁ କଣ?

  • @milanthelakoushiknanchhpr9164
    @milanthelakoushiknanchhpr9164 3 місяці тому

    ତାରା ରାତି ରେଦିଷ

  • @ASISH_JENA
    @ASISH_JENA 3 місяці тому +3

    ବିଜେପି ସୁପର୍

  • @SantanuthapaMantuathapa
    @SantanuthapaMantuathapa 3 місяці тому

    Sabas Suresh Babu sabas BJP Govt

  • @sukadevMohanta-jm5ob
    @sukadevMohanta-jm5ob 3 місяці тому +6

    ଭାଷଣ ମାରିବାରେ କଂଗ୍ରେସ ଓ ବିଜେଡି ପୁରା ମାହିର କାମରେ ନୁହଁ ।

  • @bimalsahu3152
    @bimalsahu3152 3 місяці тому +1

    Bargarh mp 2019 thila kana kari6

  • @pravakarpradhan1571
    @pravakarpradhan1571 3 місяці тому

    ଓଡିଆ ଅସ୍ମିତା ସୁରେଶ ପୁଜାରୀ

  • @deviprasadmishra6563
    @deviprasadmishra6563 3 місяці тому

    ନୂଆ ଓ ସରକାର ରେ ଏଭଳି ପ୍ରଶ୍ନ କରିବାରେ ତାରା କାହିଁକି ସାହସ କରୁନଥିଲେ। ଏଭଳି ପ୍ରଶ୍ନ ଏବେ ପଚାରି ନିଜକୁ ଲଜ୍ଜା ଲାଗିବା କଥା

  • @prafullakumardeep8338
    @prafullakumardeep8338 3 місяці тому +2

    Congress sarkar Samay re praja Chasikula Sabu jami gharadiha Paichhanti BJD and BJP leader Mane Shasan Ku ASI lokanku Uchita Justice Deinahin Lagya Laguni Revenue Minister hoi kichhi kari pariba nahin kebal bada Katha kahuchh

  • @dipusahoo3400
    @dipusahoo3400 3 місяці тому

    Dhart Mata ki jay

  • @rajaashoksamrat417
    @rajaashoksamrat417 3 місяці тому

    ଜେତେ ମିଛ ପତିଶୁତି ଶବୁ ଜେନେରାଲ ବାଲାଙ୍କର ଗ୍ୟାରିଣ୍ଟି ଜାତି ବାଦି ଗ୍ୟାରିଣ୍ଟି ମନୁ ବାଦି ଗ୍ୟାରିଣ୍ଟି କୁହା ଜିବ , କଂଗ୍ରେସ ବ୍ରାହ୍ମଣ ପାଟି ବିଜେପି ବ୍ରାହ୍ମଣଙ୍କ ପାଟି ବିଜେଡି କରଣଙ୍କର ପାଟି ଏମାନେ ଜେନେରାଲରେ ଅଛନ୍ତି EWS ଆରଖ୍ୟଣ ୧୦ ଜେନେରାଲ ଆରଖ୍ୟଣ ୧୦ ଶୁଦାମା କୋଟା ୧୦ ଲୁଚା ଚୋରା କୋଟା ଶବୁତ ନଉଚ ମିଛରେ କଂଗ୍ରେସ ବିଜେପି ବିଜେଡି ହେଉଚ

  • @natabarpandey6576
    @natabarpandey6576 3 місяці тому

    No

  • @prasantamaharana6593
    @prasantamaharana6593 2 місяці тому

    Tara

  • @BibeksVoice
    @BibeksVoice 3 місяці тому

    Nanake

  • @sanatanpatra5756
    @sanatanpatra5756 2 місяці тому

    ଗେରେଣ୍ଟିରେ ବାଳ ମିଳିବ

  • @sushantsingh2166
    @sushantsingh2166 3 місяці тому

    Turant action minister sir

  • @bhupalchandrapujhari7377
    @bhupalchandrapujhari7377 3 місяці тому +1

    Bjp jai ho

  • @rabinarayanmahapatra4309
    @rabinarayanmahapatra4309 2 місяці тому

    He became mad.

  • @minatinaik4821
    @minatinaik4821 3 місяці тому

    Pujari kichi karibani

  • @SsPix23
    @SsPix23 3 місяці тому +4

    Jai bjp

  • @bibhutisahu4204
    @bibhutisahu4204 3 місяці тому

    ସତୁରି ବର୍ଷ ଶାସନ କରି ଦେଶକୁ ଖାଇ ଖୋଳ କରିଦେଲ, ତମ କଂଗ୍ରେସ ଲୋକ, ତମେ ପୁଣି କି ପ୍ରଶ୍ନ କରୁଛ ହୋ

  • @nuririna6076
    @nuririna6076 2 місяці тому

    Aau gyarenti kuhani

  • @SureshKumar-l3u
    @SureshKumar-l3u 3 місяці тому +1

    Nana k

  • @deviprasadmishra6563
    @deviprasadmishra6563 3 місяці тому

    ତାରା ଏ ଉତ୍ତର ପାଇ ଲାଙ୍ଗୁଡ଼ ଜାକି ନିରବୀ ଗଲେ। ପାଣ୍ଡିଆନ ଆଗରେ ମୁଣ୍ଡ ନୁଆଇଁ ରହିଥିବା ତାରା ଏବେ କୁମ୍ଭୀର କାନ୍ଦଣା କାହିଁକି

  • @AjayDas-xd7in
    @AjayDas-xd7in 3 місяці тому

    Rajaswa mantri Manmohan samal se kana karuthile

  • @durgaprasadnayaknayak299
    @durgaprasadnayaknayak299 2 місяці тому

    Jeypore ରେ ଏ ତାରା ବୋହୂ ଦୁର୍ନୀତି କରିଛି ଆକୁ କେବେ cbi ଆଉ ed, ର ଯାଞ୍ଚ ହେବ, ଆଉ ଏ ଯୋଉ ନିଯୁକ୍ତି କଥା କୋଉଚି ସେ ତାଙ୍କ ନିଜ ଗାଁ ଲୋକଙ୍କୁ ଆଣି koraput ରେ ଭର୍ତ୍ତୀ କରୁଛି, ତେଣୁ ଆକୁ, କୌଣସି ଅନୁଦାନ ଦେବେ ନାଇଁ only cbi, ଯାଞ୍ଚ ହେବା ନିହାତି ଜରୁରୀ ଆଉ ଏ ଯୋଉ ଜାଗାରେ ଘୋର ବାନ୍ଧିଚି ସେ ବି occupai କରି ବାନ୍ଧିଚି ବୋଲି ଗଣ ମାଧ୍ୟମ ପ୍ରକାଶ କରିଛି, ଏ ତା ଘରକୁ ମୂଳ ଅଧିବାସୀ ଗଲେ officer ମୋ କଥା ଶୁଣୁନି କହୁଚି କିନ୍ତୁ ତାଙ୍କ ଗାଁ ଲୋକର କାମ ସେହି ଅଫିସରଙ୍କୁ ଠାରୁ ହିଁ କହି କରଉଛି 👍

  • @satishchandrabehera7291
    @satishchandrabehera7291 3 місяці тому

    ତାରା ବାବୁ କ'ଣ ଜାଣି ନାହାଁନ୍ତି ଯେ ପୂର୍ବ ସରକାର ଗୋଟେ ଏକଛତ୍ରବାଦୀ ସରକାର ଥିଲା ବୋଲି।

    • @SudhakarJena-m1q
      @SudhakarJena-m1q 20 днів тому

      ତାର ବାବୁସବୁ କଥାରେ ଟିକେ ଦେଖାଇ ହୁଅନ୍ତି ପୂର୍ବ ସରକାର କଣ କରିଚି ଯେମିତିତି ସୁରରାଉତବିଜେଡି କୁ ସପଟ କରି ଚାରି ପାଞ୍ଜିରୁ ଗଲା ତମପରିସ୍ତିତି ଠିକ ସାଇପରି ହବାକୁ ଗଲାଣି

  • @sureshmajhi4280
    @sureshmajhi4280 3 місяці тому +2

    ସବୁ ବିଜେଡି ନେତା ମାନଙ୍କୁ ତାଲା ଦେଇଚାଲ 😁।

  • @jitendrasahu1942
    @jitendrasahu1942 2 місяці тому

    ତୁ ଚୋର ଶଳା କ'ଣ କରୁଛୁ?
    ଜୟପୁର ବିଧାୟକ ହେଇଛୁ,
    ତୁ ଯାଇ ଜାଗା ଦେଖେଉନୁ,
    ତୋର କ'ଣ ଦାୟିତ୍ଵ ନାହିଁ ?

  • @parikshitsamal1025
    @parikshitsamal1025 3 місяці тому +2

    Shuresh Pujari angya u are educated why u try to spend your life under an un educated person

  • @AnandRajPedenti
    @AnandRajPedenti 3 місяці тому

    300u units kebe

  • @balarampradhan9961
    @balarampradhan9961 3 місяці тому +2

    Darat mata ki jay . Katha kahibare batuli bajuni .

  • @shishirkumarmartha9208
    @shishirkumarmartha9208 3 місяці тому

    Darakar mata ki jay

  • @upendrakandhapan8267
    @upendrakandhapan8267 2 місяці тому

    BJP no guarantee they will never fulfill promises

  • @MANOJDAS-vl7zw
    @MANOJDAS-vl7zw 3 місяці тому +1

    Tame pa BJD sahita 9 barsa thila Kan karicha mane nahin

  • @DebashishNayakofficial
    @DebashishNayakofficial 3 місяці тому

    କିଛି ଗେରେଣ୍ଟି ନାହିଁ ବେକାର ସବୁ

  • @biswajitbehera7977
    @biswajitbehera7977 3 місяці тому

    Chair 😂😂😂

  • @HimansuPatel-s2e
    @HimansuPatel-s2e 2 місяці тому

    Colour marantu

  • @AsitKumarSa
    @AsitKumarSa 3 місяці тому

    Bjp kichhi kariboni.....😅😅😅

  • @amarendramohanty461
    @amarendramohanty461 3 місяці тому

    Rahul is only hope 🫡

  • @ManojMohanty-e8o
    @ManojMohanty-e8o 3 місяці тому

    Sures babu purba sarkar dosa dele.. tama dwara kichi heba nai.