@@Emergency-Uni4M tamil pandu & English nabin purboru 25 years sasona re 20000 deuthile , next time tamil pandu & English bhasa nabin nku cm korantu 30 years to 100 year's parjonta 50000 debe , (bjd =durnithi )
@@Emergency-Uni4M odiya pua English bhasana dele gorbo but odiya pua odiya kohipariboni Tamil chakara rakhi cm koribe, english cm 25 years re kounasi mla mp sahith kotha hoboni hinjilire panchayat name kohipariboni nabin babu
No, ashmita means ama parichaya jaha ki amaku sabu language ru alaga kare amaku gote pparichaya die je ei person ti odia language re katha hauchi mane ei odisha ra, bass

ଦେଖନ୍ତୁ ଓଟିଭି ର news fuse ଟିମ୍ ସବୁ ବେଳେ ସେଇ ପ୍ରଶ୍ନ ହିଁ ଜନତା ଙ୍କୁ ପଚାରିଥାଏ ଯାହାର ଉତ୍ତର ଲୋକେ ଦେଇ ନ ପାରିବେ ଏବଂ ତାହାକୁ ନାରଣ ନାରଣ କହି ଆଉ ଜଣେ ଓଡ଼ିଆ ଆମରି ଓଡ଼ିଆ ଭାଇକୁ ଅପମାନିତ କଲା ପରି ବ୍ୟଙ୍ଗୋକ୍ତି କରନ୍ତି। ଘରେ ଟିଭି ରେ ଏହାକୁ ଦେଖି ଅନ୍ୟ ଓଡ଼ିଆ ମାନେ ଖୁସି ରେ ଫାଟି ପଢନ୍ତି। ଏହାହିଁ ଓଡ଼ିଆ ର ଅସ୍ମିତା । News Fuse ଆରମ୍ଭ ରୁ ବିଶେଷ ସୂଚନା ରେ କହିବେ ଆପଣଙ୍କୁ କଷ୍ଟ ପହଞ୍ଚାଇବା ଆମ ଲକ୍ଷ୍ୟ ନୁହେଁ... ପରେ କିନ୍ତୁ ଯାବୁଡ଼ା ଟେ ନିଶ୍ଚିତ ମାରିବେ।
ଯିଏ ପଚରୁଚିଛନ୍ତି ସିଏ ଓଡ଼ିଆ ଅସ୍ମିତା ର ମାନେ ଜାଣିଛନ୍ତି କୁ 😂😂
Bhai thik😂
Thik kahile
କିନ୍ତୁ ଆପଣ ତ ଏମାନଙ୍କୁ ପ୍ରୋତ୍ସାହନ କରୁଛନ୍ତି ଯେ... 😂
😊
.
ଅସ୍ମିତା ଶବ୍ଦ ର ଅର୍ଥ ଅସ୍ଥିତ୍ଵ ବା ସ୍ଥିତି, ଏ ଶବ୍ଦ ପ୍ରଥମେ ମୁଁ ପ୍ରାୟ ପାଞ୍ଚ ଛଅ ବର୍ଷ ତଳେ ଶୁଣିଥିଲି ମୋର Honours ର seminar (ପାଠ୍ୟଚକ୍ର) ରେ ଯାହାର ବିଷୟ ଥିଲା
/ / ଓଡ଼ିଆ ଭାଷା ସାହିତ୍ୟର ଇତିହାସ ଓ ଅସ୍ମିତା //
ଏଇ କଥା ଲୋକଙ୍କୁ ନପଚାରି ନେତା ଙ୍କୁ ପଚାରିଲେ ଟିକେ ଅଧିକ ଖୁସି ଲାଗନ୍ତା😂 ବିଶେଷ କରି BJP ନେତା ଙ୍କୁ😂
Thiki vai 🙏
Perfectly said 😂
Thik thik BJP neta ku pachara be
😂😂😂
Do
You think this good Media Otv have that guts to ask any single question to any BJP politician
ଦମ୍ଭ ଅଛି ଯଦି ଯାଅ ସେଇ ବଡ଼ ବଡ଼ ନେତା ଙ୍କୁ ପଚାରି ଏମିତି ଉପହାସ କର। ସୁର ରାଉତ ରାୟ ଆମ ସ୍ବାଧୀନତା ସଂଗ୍ରାମୀ ସହୀଦ ମଧୋ ସିଂହ ଙ୍କର ନାମ ଧରି ପାରୁ ନାହାଁନ୍ତି।
ଯେଉଁଠାରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଉତ୍କଳମଣି ମଧୁସୂଦନ ଦାସ ଆଉ ଲୋକ ବିଚରା କେମିତି ଜାଣିବେ।
Ea ta ମଧୁବାବୁ କହିଛନ୍ତି ହେଲେ ନବୀନ ପଟ୍ଟନାୟକ କହିଥାନ୍ତେ ବାରାକ୍ ଓବାମା 😂😂😂
🤣🤣🤣🤣🤣🤣🤣🤦♂️🤦♂️🤦♂️@@HimanshuNayak-wd1nw
Naveen Patnaik kan kuhanti tu thik se janithibu @@HimanshuNayak-wd1nw
Abe harami kahita nahanti .... Andhabhakta@@HimanshuNayak-wd1nw
@@HimanshuNayak-wd1nwନବୀନ ପଟ୍ଟନାୟକ ମୂର୍ଖ ନୁହଁ
"ଓଡ଼ିଆ ଅସ୍ମିତା"ର ଅର୍ଥ ହେଉଛି "ଓଡ଼ିଆ ଚିହ୍ନଟ" କିମ୍ବା "ଓଡ଼ିଆ ଗର୍ବ"। ଏହା ଓଡ଼ିଆ ଲୋକମାନଙ୍କର ସାଂସ୍କୃତିକ, ଭାଷାଗତ ଓ ଐତିହ୍ୟକ ଗର୍ବକୁ ପ୍ରତିପାଦନ କରେ। ଏହା ଓଡ଼ିଆ ସମାଜର ଐତିହ୍ୟ, ପରମ୍ପରା, ଭାଷା, କଳା କୁ ଓ ମୂଲ୍ୟକୁ ସମେତ ଓଡ଼ିଆ ଲୋକଙ୍କର ପରିଚୟ ଓ ଗର୍ବକୁ ନିର୍ଦ୍ଦେଶ କରେ।🤝🫂😍
Ur correct 💯
ମାନେ ବାଣ୍ଡ ବିଜେପି
Dictionary ରେ କୋଉଠି ଅଛି କହିଲ?
Garba kale bhala nuhe
Bala na 😂
ଓଡ଼ିଆ ଅସ୍ମିତା ହେଉଛି କିଛିଟା ଓଡ଼ିଆ ମିଡ଼ିଆ ଙ୍କୁ ହିଁ ବୁଝାଏ
ସାଧାରଣ ଲୋକଙ୍କୁ ଉପହାସ କରି ନିଜେ ସମ୍ମାନହାନି କରନି ବରଂ ଭଲ ହେବ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଓ bjp ସରକାର ଙ୍କୁ ପଚାରିବା ଦରକାର
ଆମର ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ର ଉତ୍କଳମଣି ମଧୁସୂଦନ ଦାସ video ଟିକେ ଦେଖାହ otv ତମେ ଖାଲି public କେ ଅପମାନ କରି ଜାଂଶ
Gopa dandhu das
@@saraswatilenka4279 ଗୋପବନ୍ଧୁ ଦାସ
@@saraswatilenka4279 Seita bjp wala kahibe kouta kn
ଓଡ଼ିଆ ଅସ୍ମିତା ବିଷୟ ରେ BJP ଆଉ otv କୁ ଜଣା 😂
ତୁ ପାଠ ପଢ଼ିନୁ କି
ଅସ୍ମିତାର ଅର୍ଥ ଅହଙ୍କାର... "ମୁଁ"ତ୍ବ...ସ୍ଵାଭିମାନ ଶବ୍ଦଟି ଅତି ସୁନ୍ଦର... ତେଣୁ ଅସ୍ମିତା ଶବ୍ଦଟିକୁ ପରିହାର କରନ୍ତୁ... ସ୍ୱାଭିମାନ ଶବ୍ଦଟିକୁ ବ୍ୟବହାର କରନ୍ତୁ
R8
You know the real meaning
Right bro asmita mean ahamtwa
ଅସ୍ମିତାର ଅର୍ଥ ଅହଙ୍କାର ନୁହେଁ, ଅସ୍ମିତାର ଅର୍ଥ ହେଲା ପରିଚୟ, ଗର୍ବ। ଆଉ ଓଡ଼ିଆ ଅସ୍ମିତାର ଅର୍ଥ ହେଲା ଓଡ଼ିଆର ପରିଚୟ ବା ଗର୍ବ।
1) ଅସ୍ମିତା Asmitā (p. 667)
ଅସ୍ମିତା- Asmitā
ସଂ. ବି. (ସଂ. ଅସ୍ମି=ମୁଁ ଅଛି+ଭାବ. ତା)-
1। ଅହଙ୍କାର; ଅହଂଜ୍ଞାନ- 1. Self-conecit; egotism.
2। 'ମୁଁ ଅଛି' ଏହି ଜ୍ଞାନର-2. Self-consciousness.
ଅସ୍ମିତା ବିସ୍ମୟେ ହେଲା ...
ନିଜେ ଜାଣି ନାହଁ ଅନ୍ୟକୁ କାହିଁକି ଅପଦସ୍ତ କରୁଛ, ଅସ୍ମିତାର ଅର୍ଥ ହେଉଛି -ଅହଂକାର, ଅହଂଜ୍ଞାନ, ମୁଁ ଅଛି ଆଦି l
OTV ଭଲ ଭାବରେ ଜାଣିଛି
ଅସ୍ମିତା ଶବ୍ଦ ର ଅର୍ଥ ହେଉଛି ଅହଂକାର,ଗର୍ବ ଏଇ ଅର୍ଥରେ ବୁଝାଏ ଆଉ ଓଡିଆ ଅସ୍ମିତା ଅର୍ଥ ହେଉଛି ଓଡିଶାର ଗର୍ବ, ଅହଂକାର(ମୋହନ ମାଝି ଓଡ଼ିଶାର ଅସ୍ମିତା ହେବ ବୋଲି ମତେ କାହିଁ ଲାଗୁନି)
Next election pai tamil pandu nku cm koriba 0% gorbo sasona 1000% durnithi chalibo
@@vasundharaofficialତମ ମୋହନ ମାଝି ଆଉ ଥରେ cm ହଉ ୧୦,୦୦୦ ଉତ୍ତା ଦବ ମାସକୁ ୧୦୦ ବର୍ଷ ର ଲୋକମାନଙ୍କୁ
@@Emergency-Uni4M tamil pandu & English nabin purboru 25 years sasona re 20000 deuthile , next time tamil pandu & English bhasa nabin nku cm korantu 30 years to 100 year's parjonta 50000 debe , (bjd =durnithi )
@@vasundharaofficialତମେ ଓଡ଼ିଆ ଅସ୍ମିତା ଟାକୁ ବୋଧେ ଠିକ ରେ ବୁଝି ପାରିଲନି ଯଦି ଗୋଟେ ଓଡିଶା ପୁଅ English ରେ ଭାସନ ଦେଇ ପାରୁଛି ଏବଂ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ପାରୁଛି ଏଇଟା ତ ଓଡିଆ ଙ୍କ ପାଇଁ ଗର୍ବ ,ଯଦି ତମକୁ ଓଡିଆ ପୁଅର english ଭାସନ ଭଲ ଲାଗୁନି ତମକୁ ତାହାଲେ ନିଶ୍ଚିତ ଖଣ୍ଡି ହିନ୍ଦୀଭଲ ଲାଗୁଥିବ ଲାଗିବନି ବି କେମିତି ତମର ପା ଗୁଜରାଟି ଅସ୍ମିତା
@@Emergency-Uni4M odiya pua English bhasana dele gorbo but odiya pua odiya kohipariboni Tamil chakara rakhi cm koribe, english cm 25 years re kounasi mla mp sahith kotha hoboni hinjilire panchayat name kohipariboni nabin babu
ଓଡ଼ିଆ ଅସ୍ମିତା ର ଆର୍ଥିକ ବର୍ଣ୍ଣନା ହେଉଛି ଓଡିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ସହ ଓଡ଼ିଆ ଭାଷା ନିମନ୍ତେ ଯେପରି ମାନ୍ୟବର ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କମିଟିର ଗଠନ କରି ଓଡ଼ିଆ ଭାଷା ସାହିତ୍ୟ ର ପୁନର୍ଜନ୍ମ ନିମନ୍ତେ ଉଦ୍ୟମ କରିଥିଲେ ସେପରି କରିବା ଦରକାର। ବନ୍ଦେ ଉତ୍କଳ ଜନନୀ ❤
ଅସ୍ମିତା ଶବ୍ଦ ର ଅର୍ଥ ହେଉଛି pride, ତା ମାନେ pride of odia
ଆପଣ ପରିଧାନ କରିଥିବା ପୋଷକ ବୋଧେ ଓଡ଼ିଆ ଅସ୍ମିତା ର ଏକ ସୁନ୍ଦର ଉଦାହରଣ
ମଲା, ଆଲୋ wahh wahh.. କି anchoring ଆପଣଙ୍କର !!
ଏ କଥା ଟା MLA ମାନଙ୍କୁ ପଚାର । ମୁଁ କହୁଛି ,,,ଅସ୍ମିତା ହେଉଛୁ,,ଓଡ଼ିଆ ମାଡ଼ ଖାଇବା,,,ଯେମିତି ରାଜ୍ୟ ପାଳ ପୁଅ ଓଡ଼ିଆ କୁ ମାଡ଼ ମାରିଲେ ।
Sir
କ୍ଷମା କରିବେ ...
ଏଇ ପ୍ରଶ୍ନ କୁ ଆପଣ ଯଦି ବିଧାନସଭା ର ବସୁ ଥିବା କିଛି ମାନ୍ୟବର ମନ୍ତ୍ରୀ ଓ ବିଧାୟକ କୁ ପଚାରିବେ ସେମାନେ ମଧ୍ୟ ଏହାର ଉତ୍ତର ଦେବା ପାଇଁ ଅସମର୍ଥ ହେବେ।
ଏଇ ସମାନ ପ୍ରଶ୍ନ ର ଉତ୍ତର ଆମେ ସମସ୍ତେ ଜାଣିବା ଦରକାର ।
ଭୂଲ୍ ଥିଲେ କ୍ଷମା କରିବେ l
ପ୍ରକୃତରେ ମୁଁବିଜାଣିନି ଖାଲିଏତିକିଜାଣିଛି ଓଡିଶାଫିଡମଫାଈଟର ଆଉଓଡିଆଭାଷା,ସାହିତ୍ଯ,ସଂସ୍କୃତ,ଗୌରବ ଓ ପଞ୍ଚସଖାଙ୍କୁ ଅସ୍ମିତା କହନ୍ତି
Apna nka cmmt ek dam thik 🙏
No, ashmita means ama parichaya jaha ki amaku sabu language ru alaga kare amaku gote pparichaya die je ei person ti odia language re katha hauchi mane ei odisha ra, bass
ଓଡ଼ିଆ ଅସ୍ମିତା କଥା କହୁଥିବା ନେତା କି କୁଜିନେତା ଙ୍କ ଛୁଆ ଇଂରାଜୀ ମାଧ୍ୟମ ରେ କି ଓଡ଼ିଶା ବାହାରେ ରହି ପଢୁଥିବେ। ନିଜେ ନେତା ମଧ୍ୟ ଅଧା ଓଡ଼ିଆ ଶବ୍ଦ ଠିକ୍ ରେ ଲେଖି ପାରୁନଥିବେ । ତେଣୁ ୨୦୨୪ ରେ ଓଡ଼ିଆ ଅସ୍ମିତା କହିଲେ ରାଜନୀତି ର ନିଆଁ ରେ ସ୍ବାର୍ଥ ର ରୁଟି ସେକିବା କୁ ବୁଝାଏ ।
ଆରେ ଅସ୍ମିତା କଣ ? ତାର ସଂଜ୍ଞା କଣ ବିଷଦ ଭାବେ ବୁଝାଇ କୁହନ୍ତୁ, ସେ ବଢିଆ ବଢିଆ କିଛି ଗୋଟେ ଅର୍ଥକୁ ବୁଝାଉନି
ଓଡ଼ିଆ ଅସ୍ମିତା ର ଅର୍ଥ ଓଡ଼ିଶା ର ୨୦୦ କୋଟି ଟଙ୍କା କୁ ହଡପ କରିବାର ଏକ ମାଧ୍ୟମ।
ବହୁତ୍ ବଢିଆ ଲାଗିଲା😅😅😅😅
ରାଜନେତାଙ୍କୁ ଏହି ପ୍ରଶ୍ନ କରନ୍ତୁ ଦେଖିବା କାହାର କିଭଳି ଅସ୍ମିତା ଉପରେ ଜ୍ଞାନ ରହୁଛି
ତା ହେଲେ ଓଡ଼ିଆ କଣ ଆଉ ଅଶ୍ମିତା କଣ.. ସବୁ ଭୋଟ ମାଗଣା କଥା, ଆମେ ଓଡ଼ିଆ ସବୁ ବଢିଆ.. ବାସ 👍
ଓଡିଆ ଶବ୍ଦ ଅସ୍ତିତ୍ୱ ବା ସ୍ଥିତି ଆମେ ଜାଣିଛୁ କିନ୍ତୁ ଅସ୍ମିତା ଶବ୍ଦ ବିଦ୍ୟାଳୟ ପାଠ୍ୟପୁସ୍ତକରେ କେତେ ବେଳେ ହେଲେ ବ୍ୟବହାର କରାଯାଇ ନାହିଁ । ରାଜନିତୀକ ଶବ୍ଦ ହୋଇପାରେ ।
ଓଡ଼ିଆ ଅସ୍ମିତା ଥିଲା କୋଉଠି ଯେ ଆଜି ହଜିଗଲା। ଯେ ବି ବାହାରି ଲୋକ ଆସିବ ତାଙ୍କ ପାଖରେ ନୁଙ୍ଗୁ ନୁଙ୍ଗୁ ହେବା ତେଲ ମାରିବା ବେଇମନ୍ କରନ କ ଗୋଲାମୀ କୂଟନୀତି କୁ ସମାନ କରିବା ଏହା ହିଁ ଏମାନଙ୍କ ନିୟତି । କଟୁ ସତ୍ୟ।କେମିତି କେଜାଣି ବିର ଜାତି ବୋଲଉଥିଲେ .God knows
ଆମ ପରିବେଶ, ସ୍ବାଭିମାନ, ଆମ ପର୍ବପର୍ବାଣି, ଆମ ବେଶଭୂଷା, ପରିପାଟି, ସମସ୍ତ ହିନ୍ଦୁ ପ୍ରଥା ପରମ୍ପରା ଏ ସବୁ ଆମ ଅସ୍ମିତା।
To be honest ମୁଁ ବି ଏପର୍ଯ୍ୟନ୍ତ ଜାଣିପାରିଲି ନାଇଁ ଯେ ଓଡ଼ିଆ ଅସ୍ମିତା କଣ........ଏଇଟା କେବଳ ଓଡ଼ିଶା ଲୋକଙ୍କୁ ଭକୁଆ ବନେଇ ଭୋଟ ହାତେଇବl ପାଇଁ ବିଜେପି ର ଗୋଟେ ସ୍ଲୋଗାନ ମାତ୍ର ଆଉ କିଛି ନୁହଁ
Odia asmita means odia culture, rituals, language, tradition should be improve all over.
Ohhhhh
Taku in BJP asiki badhei daba😂😂😂😂
ଓଡ଼ିଆ ଅସ୍ମିତା ମାନେ ଆମ ଓଡିଆ ଭାଷା ସଂସ୍କୃତି କୁ ଭୁଲି ଅଣ ଓଡ଼ିଆ ଶାସନ କରିବା ଆଉ ଓଡ଼ିଶା ର ଭାଷା ସଂସ୍କୃତି କୁ ଲୋପ କରିବା ଜୟ ଜଗନ୍ନାଥ
Perfect
ଅସ୍କିତା ମାନେ ହିଂସା,
No, identity our odisha
ଓଡ଼ିଆ ଅସ୍ମିତା ର ଅର୍ଥ ହେଉଛି ଓଡିଆଭାଷା ଓ ଓଡ଼ିଆ ପରମ୍ପରାକୁ ବଞ୍ଚାଇ ରଖିବା
ଓଡ଼ିଶା ମେ ଏସା ହିଁ ହୋତାହିଁ ମେରି ଭାଈ
ଭାଇ ତମେ ଓଡ଼ିଆ ଲେଖିଲ ନା ହିନ୍ଦୀ. 😂😂😂funny man
ଗର୍ବ' ହେବନି, ପ୍ରକୃତ ଅର୍ଥ "ଅହ°କାର"। କିନ୍ତୁ "ଗର୍ବ" ଓ "ଅହଂକାର" ଭିତରେ ଅର୍ଥ ଅଲଗା
ଓଡ଼ିଆ ଅସ୍ମିତା ହେଉଛି ବିଜେପି ର ରାଜନୈତିକ ଅସ୍ତ୍ର। ଓଡ଼ିଆ ଶବ୍ଦକୋଷରେ ଏହାର କୌଣସି ଅର୍ଥ ହିଁ ନାହିଁ।
Good, କିନ୍ତୁ ଆପଣ ଯେତେବେଳେ ଭିଡିଓ ପ୍ରସାରଣ କରୁଛନ୍ତି ସେତେବେଳେ ଜନ ସାଧାରଣ ଙ୍କ ମୁଁହ କୁ hide କରାନ୍ତୁ ।
କାରଣ ଅନେକ ଅଛି ।
ଆଶା କରୁଛି ନିବେଦନ ଉପରେ ଚିନ୍ତା କରିବେ ନିଶ୍ଚୟ ।
ଆମ ଓଡିଶା ର 90%ଲୋକ ଜାଣି ନାହାତି କି ଓଡ଼ିଆ ଅସ୍ମିତା କଣ ବୋଲି 🙏⭕❗⭕🙏
I know, identify our odisha, eg-ama language re anya kou state re katha hele se jani jiba je ei bhasa ti odisha ra ei peson ti odia bhasa kahuchi,
ସବୁ ଅସ୍ମିତା ର ଅର୍ଥକୁ ଅନର୍ଥ କରି ଲେଖିଲେ, ନହେଲେ ଗୂଗଲରୁ ଦେଖି।ଅସ୍ମିତା ର ପ୍ରକୃତ ଅର୍ଥ ଆମେ ଜାଣିବା ଦରକାର। ଏହି କାରଣରୁ ଓଡିଶା ର ଉର୍ନତି ଧୀର ଗତି କରୁଛି। ନିଜ ଜ୍ଞାନ କୌଶଳ ସଂକୃତି ପରମ୍ପରା କୁ ଛାଡି ଆଜି ଆମେ ଏଇ ପରି। ଆମ ପାଖରେ ଏତେ ନଦୀ ନାଳ, ଖାଲି ଜମି, ଲୋକ ବଳ ଅଛନ୍ତି, କିନ୍ତୁ ସେ ରାଜ୍ୟ ସମୃଦ୍ଧି ହେଉନି। ଲୋକ ସୁରତ ତାମିଲନାଡୁ ଖଟି ବାକୁ ଯାଉଛନ୍ତି। ଏ ସବୁର କାରଣ ଅସ୍ମିତା ବା ଆଜ୍ଞାନତା। ନିଜକୁ ଜାଣି କାହାକୁ ନଠକି, ନିଯେ କର୍ମକରି ଲେ ଆଗକୁ ବଢିବା। ଆଗରୁ କଥା ଅଛି ଓଡ଼ିଶା ରେ କଙ୍କଡା ଭଳି ଗୋଡ଼ ଭିଡା କଥା। ସେଥିପାଇଁ ଅସ୍ମିତା ଶବ୍ଦ ପ୍ରୟୋଗ କଲେ,ଅସ୍ମିତା ମଞ୍ଜ କଥା କହିଲେସମସ୍ତେ ରାଗିବେ। ଜୟ ଜଗନ୍ନାଥ
ଧର୍ମେନ୍ଦ୍ର ପ୍ରଧାନ କୁ ପଚାର
Hurushi Bhai nice
ଯେମିତି ଓଟିଭି ବାଲା ଙ୍କୁ ଯାହା ପଚାରିବେ ସବୁ ଗଳ ଗଳ କରି କହିଯିବେ, ଏଇ ଭଳିଆ news ବାହାର ରାଜ୍ୟ ର ଲୋକ ଦେଖିଲେ ଓଡିଶା ବାସି ଙ୍କ ଉପରେ ହସିବେ।
ମିଡିଆ ବାଲା ନିଜ କୁ ସର୍ବେ ସର୍ବା ଭାବୁଛନ୍ତି ଯୁଆଡେ ପାରିଲେ ସିଆଡେ ଗୋଟେ ବୁମ୍ ନେଇ ପୁରେଇ ଦେଉଛନ୍ତି।
ଆପଣ ମୁଖ୍ୟମନ୍ତ୍ରୀ ଙ୍କୁ ପଚାରନ୍ତୁ ନହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରନ୍ତୁ । ସିଏ ଠିକ୍ କହିବେ ।
( ଅସ୍ମିତା ର ଅର୍ଥ - ସ୍ୱାଭିମାନ ଓ ସୋତନ୍ତ୍ରତା )ସେ କେଉଁ ଜାତିର ,ଦେଶର ,ରାଜ୍ୟର କାହାର ବି ହେଉନା କାହିଁକି ଅସ୍ମିତା ସମସ୍ତଙ୍କର ଅଛି।
I, and some of my friends actually don't know the meaning of asmita. Thanks
Odia Asmita kahile = Team BJP, OTV , argus news , Baijayanta Panda, Dharmendra Pradhan, present CM Mohan Majhi and Governor Raghubar Das.
'ଅହଂବର୍ଜିତ ସ୍ବାଭିମାନ। ବିବେକାନୁମୋଦିତ ସ୍ବାଭିମାନ ହିଁ ଅସ୍ମିତା।
No, ashmita means ama parichaya jaha ki amaku sabu language ru alaga kare amaku gote pparichaya die je ei person ti odia language re katha hauchi mane ei odisha ra, bass
ଓଡ଼ିଆ ଅସ୍ମିତା କଥା ଟା ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ୍ ଙ୍କୁ ପଚାର କହି ଦେବେ😂
ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତର ସର୍ବାଙ୍ଗୀନ ବିକାଶର ଗଣିତ ଓଡିଶା ଓ ଓଡ଼ିଆଙ୍କୁ ଭିତ୍ତିକରି ଯଦି ଗୁଣତ୍ତର (geometric progression )ପ୍ରଗତିରେ ରହେ ତାହାକୁ ଓଡ଼ିଆ ଅସ୍ମିତା କୁହାଯାଏ (ବ୍ୟକ୍ତିଗତ ମତ )
ଆମ ଓଡ଼ିଶାରେ ଶ୍ରୀଜଗନ୍ନାଥ ଯେପର୍ଯ୍ୟନ୍ତ ଅଛନ୍ତି ଆମର ଅସ୍ମିତା ଠିକ୍ ଅଛି
Actually many of we odia people don't know the meaning of asmita.. Thanks
No, ashmita means ama parichaya jaha ki amaku sabu language ru alaga kare amaku gote pparichaya die je ei person ti odia language re katha hauchi mane ei odisha ra, bass
ଅସ୍ମିତା ର ଆଭିଧାନିକ ଅର୍ଥ 'ଅହଂକାର " ଏହା ନିଶ୍ଚିନ୍ତ ଏକ ନାସ୍ତିବାଚକ ଶବ୍ଦ l ଅସ୍ମିତା ବଦଳରେ ଯଦି ସ୍ୱାଭିମାନ ବ୍ୟବହାର କରାଗଲେ ଭଲ ହୁଅନ୍ତା l
No, ashmita means ama parichaya jaha ki amaku sabu language ru alaga kare amaku gote pparichaya die je ei person ti odia language re katha hauchi mane ei odisha ra, bass
ବୋରିଗ୍ ନିୟୁଜ ଓଟିଭି ବାଜେ
ଆରେ ଭାଇ ତମ ନେତା.. ସିଦ୍ଧାର୍ଥ ମହାପାତ୍ର କୁ ପଚାର.. ସିଏ ବଢିଆ ବାଗରେ କହିବେ.. ଓଡ଼ିଆ ଅସ୍ମିତା ବୋଲି ଚିଲାଉଥିଲେ..
ଓଡ଼ିଆ ଅସ୍ମିତା ର ଅର୍ଥ "ପ୍ରତିଟି ଓଡ଼ିଆ ର ଗର୍ବ ଓ ଗୌରବ" ଓଡ଼ିଆ ଭାଷା ଓ ସଂସ୍କୃତି
No, ashmita means ama parichaya jaha ki amaku sabu language ru alaga kare amaku gote pparichaya die je ei person ti odia language re katha hauchi mane ei odisha ra, bass
ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କୁ ପଚାର....
Dharmendra babu nku pahcarantu a prashna se kahiparibe
ଆପଣ କ'ଣ ଜାଣି ନାହାନ୍ତି କି ବର୍ତମାନ କିଛି ଦିନ ଆଗରୁ ଘଟିଥିଲା, CM Sir ଉତ୍କଳ ମଣି ମଧୁସୁଦନ & ରାଜ୍ୟପାଳଙ୍କ ପୁତ୍ରଙ୍କର କିଛି ମାରପିଟ୍,
ନରେନ୍ଦ୍ର ମୋଦୀ sir ଙ୍କୁ ପଚାରନ୍ତୁ, ସେ ଭଲରେ କହି ପାରିବେ ବୋଧେ, ଆମେ ଏ ଯାଏଁ ଏହାର ଅର୍ଥ ଜାଣିପାରିନୁ, ଆଉ ଆପଣ otv ଇଲେକ୍ସନ ପ୍ରଚାର ସମୟରେ ନେତା ମାନଙ୍କୁ ପଚାରିଥିଲେ, ଭଲ ହୋଇଥାନ୍ତା, ବିଜେପି ଜିତିଲା ପରେ ପଚାରିଲେ ଆଉ କଣ ଭୋଟ ଫେରି ଆସିବ ନା ସେମାନେ ହାରିଯିବେ
ବିଜେପି. ନେତା ଙ୍କୁ ପଚାର ଲୋକଙ୍କୁ ନ ପଚାରି. ଅସ୍ମିତା ହଉଛି ହିନ୍ଦୀ ଭାଷାର ଭଉଣୀ
ଆତ୍ମା ଏବଂ ଚିତ୍ତ ଏକାନ୍ତଭାବରେ ଭିନ୍ନ- ଏହାକୁ ମାନିନେବାକୁ ହିଁ ଅସ୍ମିତା କୁହାଯାଏ। ଓହଂ, ମୋହ, ମମତା ବିଦ୍ୟମାନ, ଗୌରବ ଚିର ସ୍ମରଣୀୟ, କୁ ଅସ୍ମିତା କୁହାଯାଏ।
ଡା ର ତ ମାତା କି ଜୟ
ଏହାର ମାନେ ପଚାର
ଆଉ ଆମ ଆତ୍ମସନମାନ
ଓଡ଼ିଆ ଅସ୍ମିତା ଅର୍ଥ:--ଓଡ଼ିଆଙ୍କର ଆତ୍ମସନ୍ମାନ
No, ashmita means ama parichaya jaha ki amaku sabu language ru alaga kare amaku gote pparichaya die je ei person ti odia language re katha hauchi mane ei odisha ra, bass
ଆମ ଲୋକେ ଓଡ଼ିଆ ଅସ୍ମିତା ଜାଣିନାହାନ୍ତି କିନ୍ତୁ ନବୀନ ପଟ୍ଟନାୟକ ଙ୍କ ବିଷୟ ରେ ଯଦି କିଏ କହିଦେଲେ ତ ସେମାନେ ଏମିତି ଡେଇଁବେ ଯେ ସତରେ ଯେମିତି ନବୀନ କୁ ନୁହଁ ଜଗନ୍ନାଥ ଙ୍କୁ କହିଲେ 😄
ବିଜେପି କୁ ପଚାର😅😅😅
କିଛି ଜଣା ନାହିଁ ଏମାନଙ୍କୁ
ଭୂଆ ବୁଲା ହେଇଛି ସବୁ
ଏହି ପ୍ରଶ୍ନ କୁ ବିଶେଷ କରି ହରି ଓ ସିଦ୍ଧାନ୍ତ ଅରିନ୍ଦମ ଓ ଅନୁଭବ ଭାଈ ଓ କିଛି BJP ରାଜନେତା ମାନଙ୍କୁ ପଚାରନ୍ତୁ ସେ ସବୁ ଓଗା ଳି ପକେଇବେ
Jhioro namo odisharo
ଅସ୍ମିତା ଏକ ରାଜନୈତିକ ଶବ୍ଦ
No, ashmita means ama parichaya jaha ki amaku sabu language ru alaga kare amaku gote pparichaya die je ei person ti odia language re katha hauchi mane ei odisha ra, bass
ଓ କି ଦୁଃଖ ଆପଣ ମାନେ ଖୁଶି ତ
ଅଳ୍ପ ପଢିଥିବା ଲୋକ ଅସ୍ମିତା word କହି ଲୋକଙ୍କୁ ଭୁଆଁ ବୋଲାଉଛନ୍ତି ଏବେ କାନରେ ପଡୁଛି ଏହାର ଅର୍ଥ ଶହେ ପଢୁଆ ଲୋକଙ୍କୁ ପଚାରରିଲେ ziro answar ମିଳିବ.
5:54 kou college??🤔
ଅସ୍ମିତା କଣ? Ans* ଅସ୍ମିତା ଅର୍ଥ ନିଜ ସମ୍ବନ୍ଧୀୟ ଜ୍ଞାନ, ମଣିଷ ନିଜେ ନିଜକୁ ଖୁଜି ପାଇବାର ଅସଲି ଜ୍ଞାନ କୁ ଅସ୍ମିତା କୁହାଯାଏ ll
ଏଇ କଥା OTV ଭଲ ଭାବରେ ଜାଣିଛି 😂
Odia asmita is a political term for BJP
Augmenting Study Materials in Indian Languages through Translation and Academic Writing (ASMITA)
ମୁଁ ବି ଜାଣିନି....😂😂😂🎉
ଓଡ଼ିଆ ଅସ୍ମିତା ର ଅର୍ଥ ଗୋପବନ୍ଧୁ ଦାସ କୁ ଗୋପାଲ ବନ୍ଧୁ ଦାସ ଓ ଉତ୍କଳ ମଣି ମଧୁସୂଦନ ଦାସ କହିବା ଆଉ କଣ
ଅସ୍ମିତା କଥା ର ମାନେ କୁ ବୁଝାଏ ଓଡିଶା ର ମନ୍ଦିର, ଦେବା ଦେବି, ପାହାଡ଼ ପର୍ବତ, ନଦୀ ନାଳ, ଖଣିଞ୍ଜ ସମ୍ପଦ, ଓଡ଼ିଆ ଭାଷା, ଓଡିଶା ର ଖେଳ, ନୃତ୍ୟ, ଓଡିଶା ର ଗର୍ବ ଏବଂ ଗୌରବ, ଓଡିଶା ର ପଶୁ, ପକ୍ଷୀ ଓ ମହାପୁରୁଷ ମାନଙ୍କୁ ବୁଝାଏ
ଓଡିଆ ଅସ୍ମିତା ମାନେ ବିଆ
ଅହଁ
ଅସୀମିତା ମାନେ ମା ଘଇତା
No, ashmita means ama parichaya jaha ki amaku sabu language ru alaga kare amaku gote pparichaya die je ei person ti odia language re katha hauchi mane ei odisha ra, bass
News reporter ଯିଏ ପଚାରୁଛନ୍ତି ସେ ନିଜେ ଜାଣିଛନ୍ତି କିଛି ଭଲରେ ନିଜେ ପ୍ରଥମେ ଜାଣନ୍ତୁ ତାପରେ ଲକଙ୍କୁ ପଚାରିବ... କାହିଁକି ଜଣଙ୍କୁ ଅପମାନ କରୁଛ news ରିପୋର୍ଟର ମାନଙ୍କର ଖାଲି ଗୋଟିଏ କାମ ସେମାନେ ଲୋକ ଦେଖିକି ପଚାରିବେ ଯିଏ କହିପାରିବେନି ଜାଣିବେ ତାଙ୍କୁ ହିଁ ପଚାରିବେ ନିଜେ ନିଜେ ଓଡ଼ିଆ ହୋଇ ଜଣେ ଓଡ଼ିଆ ଙ୍କୁ ଅପମାନ କରୁଛନ୍ତି...
ଏହାର ଅର୍ଥ ହେଉଛି ଡାରତ ମାତା, ମନୋଜ ଆହୁଜା, ଛତିସଗଡ ଲୋକପାଖରୁ ଓଡ଼ିଆ ମାଡ ଖାଇବା ବୁଝିଲ
ଓଡ଼ିଆର ଗୌରବ, ଆତ୍ମ, ସନମାନ, ପ୍ରକୃତି, କୁ କୁହାଯାଏ
Otv Argus bhala Janichhanti
ଓଡିଶା ର no 1 ଭାଡୁଆ ଚାନେଲ
ଆହେ ନାରଣ ଭାଇ ଏ ଗେରୁଆ ରଙ୍ଗ ଦଳଓଡିଆ ଅସ୍ମିତା ଅସ୍ମିତା କହି ଶାସନ କୁ ଆସିଲେ ଏବେ ସେଇ ବଡ ବଡ ନେତାମାନେ ଅସ୍ମିତା କୁ ଦୁଇମାସ ହୋଇନି କୁଆଡ଼େ ହଜେଇ ଦେଲେ, ଆପଣ ଦ଼ୟା କରି ସେ ଗେରୁଆ ଦଳକୁ ଜାଇ ଓଡିଆ ଅସ୍ମିତା ରମାନେ କଣ ପଚାରି ଜନସାଧାରଣ କୁ ଜଣାଇବେ
ଯାଇକି ମୂର୍ଖ ଧର୍ମେନ୍ଦ୍ର ପ୍ରଧାନ କୁ ପଚାର।
ଅସ୍ମିତାର ଅର୍ଥ ସ୍ୱାଭିମାନ
ଅସ୍ମିତା ର ଅର୍ଥ ଅଂହ
Odia Swabhiman
Bhai good କୋସିନ
Vote paibar great tarika
ଶେଷକୁ ଜାଣିଲୁ
ଅସ୍ମିତା ଅର୍ଥ ଓଡ଼ିଆର ସ୍ୱାଭିମାନ
Modi sir ଜାଣିଥିବେ
ଯେତେ ସବୁ ନେତା ଓ ତାଙ୍କର ଚାମଚା ମାନେ ଓଡ଼ିଆ ଅସ୍ମିତା କହି କହି ସେ ଲୋକମାନଙ୍କୁ ଠକିଲେ । କିନ୍ତୁ ଦୁଃଖ ର ବିଷୟ ଯେ ସେମାନଙ୍କୁ ଓଡ଼ିଆ ଠିକ୍ ରେ କହି ଆସୁ ନାହୁଁ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯଦି କହିବେ ଉତ୍କଳମଣି ମଧୁସୂଦନ ଦାସ।