ସତରେ କଣ ମହାପ୍ରଭୁ ଜଗନ୍ନାଥ ଖାଆନ୍ତି ? ଜଗନ୍ନାଥ ମହିମା | ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର | ଓଡ଼ିଶା ୩୬୫
Вставка
- Опубліковано 5 лют 2025
- ଏମିତି ପ୍ରଶ୍ନ କଣ ଆପଣ ମାନଙ୍କ ମନରେ ଆସେନି ?
ସତରେ କଣ ମହାପ୍ରଭୁ ଜଗନ୍ନାଥ ଖାଆନ୍ତି ?
--------
Dr. Ashutosh Prasad Mishra
Jagannath Mahima
Odisha 365
#jagannathmahima #drashutoshprasadmishra #odisha365 #jagannath #abadha #mahaprasad
ଯୋଉ ମନ୍ଦିରରେ ମାଆ ମହାଲକ୍ଷ୍ମୀଙ୍କର ହାତର ସ୍ପର୍ଶ ଓ ମହାପ୍ରଭୁଙ୍କର ଓଠର ସ୍ପର୍ଶ ଲାଗିଛି ସେ ମହାପ୍ରସାଦ ବାସ୍ନା ଅଦୈତୟ 🪔🏵🙏
Jay Jagannath 💕
Jay Jagannath 💕🙏
ସାର ପ୍ରଣାମ🙏 ଆପଣଙ୍କ କଥାରେ ପ୍ରତ୍ୟେକଟି ଶବ୍ଦ ରୁ ମୋ ମହାବାହୁଙ୍କୁ ଅତି ନିକଟତର ହେବାରେ ଲାଗିଛି ⭕❗⭕😭 ମୋ କାଳିଆ ସାଆନ୍ତ ❤❤ କୋଟି କୋଟି ପ୍ରଣାମ ମୋ ମହାବାହୁ
ଦୟା କରି ମୋର ଗୋଟେ ଅନୁରୋଧ ରକ୍ଷା କରିବେ
ମୁଁ ମା ବିରଜା ଙ୍କ ମହିମା dr ଆଶୁତୋଷ ଙ୍କ ମୁଖ ରୁ ଶୁଣିବାକୁ ଚାହେଁ ମୋର ଏହି ଇଚ୍ଛା ଆପଣ ପୂରଣ କରିବେ କି 🙏🏼
Jay shree Jagannath Swami Nayana patha gami vab tum namita maa Sita Ram sir 🛕🚩🔔🐚⭕‼️⭕☸️🌿🪷🙏🏻🙏🏻🙏🏻🙏🏻🙏🏻
ମହାପ୍ରଭୁ ତୁମେ ଅଛି ବୋଲି ଆମେ ଅଛୁ,
ତମେ ହିଁ ଆମ ଶକ୍ତି, ଭକ୍ତି ଓ ମୁକ୍ତି ର ପଥ,
ଜୟ ଜଗନ୍ନାଥ,🙌🙏🙏
Ashutosh sir ଆପଣଙ୍କୁ ମଧ୍ୟ ଅନେକ ଅନେକ କୃତଜ୍ଞତା,🙏
🙏🙏🙏🙏🌺🌺🌺🌺 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🌺🌺🌺🌺🙏🙏🙏🙏
ଇଲୋ ଇଲୋ ମୋ କାଳିଆ ❤️😘
ଜୟ ମୋ ମାଆ ମହାଲକ୍ଷ୍ମୀ ସାଆନ୍ତାଣୀ , ମହାପ୍ରଭୁ ମଣିମା ଙ୍କର ଜୟ ହେଉ
🙏🌹🙏... ବହୁତ ଭଲ ଲାଗିଲା , ସୁନ୍ଦର ଭାବର ବର୍ଣ୍ଣନା ଟି ଆଶୁତୋଷ ବାବା❤❤❤
3:42
Pefhl,5bep😢❤😂🎉😢😮w
Apananka bani sahita mahaprasadara basna ra anubhav madhya paigali . Dhanyawad 🙏🏻
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ସତରେ କେଡେ ସୁଂଦର ମୋ ମହାପ୍ରଭୁ। ଜୟ ଜଗନ୍ନାଥ🙏🙏🌹🌹❤
Jay Jagannath ashutosh sir🙏 apananka mukhara bindaru suni bhakti prakatita heuchhi 🙏🙏🙏🙏
Jaya Sree Jagannatha Swami Jaya Kali Yugare Odisara Biswara Biswa Bramhandara Malika MoKalia Raja Mahabahunkara Apurba Lila Dhanya Mahaprabhu Dhanya Tume
Sir pranam 🙏 jay jaganath 🙏❤️🙏💗🙏🙏🙏💗 💗
Hee manima mahaprabhu 🙏🏻🙏🏻🙏🏻🙏🏻
Sir pranm jay shree jaganath😢🎉
Jai Jagannath Swami 🙏🙏🙏💐💐💐
Jay Guru Jay Jagannath happy after hearing Mahaprabhu and Mahaprasada
ଯେତେ ଦଉଥିବି ସେତେ ଖାଉଥିବୁ ନ ସୁଖିବ ତୋର ହାତ ଲୋକେ କହୁଥିବେ ଖାଇବା ଠାକୁର ନୀଳାଚଳେ ଜଗନ୍ନାଥ ❤ ଜୟ ଜଗନ୍ନାଥ ମହାପ୍ରଭୁ 🙏
Jay jagannath mohaprabhu
Ki katha Ashu Bhai, aapanka kathare Jagannatha nka prati gote alaga bhabana. Deha sitei uthe Dr.Asutosh nka tharu amrutabani suniba pare 🙏
Jay Shree Jagannath Mahaprabhu
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
⭕‼️⭕🙏🙏🙏🙏🙏🙏🙏🙏🙏
Jay shree jagannath Swami Nayan poth gami
JAY JAGANNATH MAHAPRABHU MAHABAHU JAGABANDHU
Jay Jagannath Swami 🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🙏
ଜୟ କାଳିଆ ସାଆନ୍ତେ ମହାବାହୁ ପ୍ରଭୁ 🙏🙏🙏
ବହୁତ ଶାନ୍ତି ଲାଗିଲା ଏ ପ୍ରଶ୍ନ ମୋ ମନରେ ସବୁବେଳ ଥାଏ ସତରେ କଣ ମହାପ୍ରଭୁ ଏତେ ସବୁ ଭୋଗ ଖାଆନ୍ତି ,ଯେବେ ମଠ ମନ୍ଦିର ମାନଙ୍କରେ ଦୁଇଟି ମୁଆ ,ନଡିଆ ,କୋରା ରେ ଭୋଗ ଲାଗିହୁଏ ତେବେ ଶ୍ରୀ ମନ୍ଦୀର ରେ କଣ ପାଇ ଏତେ ନୈବେଦ୍ୟ ସମର୍ପଣ ହୁଏ ! ଏହି ଜିଜ୍ଞାସା ମୋର ଦୂରୀଭୂତ ହେଲା । ସାର ମୋର ଓଡ଼ିଶା ୩୬୫ ଚ୍ଯାନେଲ ମାଧ୍ୟମରେ ଆପଣଙ୍କୁ ଏକ ପ୍ରାଥନା, ଶ୍ରୀ ଜଗନ୍ନାଥ ଙ୍କର ମନ୍ଦିର ରେ ବୃନ୍ଦାବନ ଭଳି ଶ୍ରୀ ରାଧା ଙ୍କର ପ୍ରତାକ୍ଷ ପୂଜା ହେଉନାହି କାହିଁକି ? ଏହି ବିଷୟରେ ଯଦି ଗୋଟେ ଅଧ୍ୟାୟ କରନ୍ତେ ବହୁତ ଭଲ ହୁଅନ୍ତା । ଜୟ ଜଗନ୍ନାଥ ସ୍ବାମୀ
Very nic sir 🙏🙏🙏🙏🙏
Prabhu tribhuvanapati 🙏🙏❤️🙏🙏❤️🙏🙏
Superb narration sir 👏 the way you present the almighty it's amazing..GOD BLESS YOU. Pranam
Jay sri jagannath sir🌹🙏🙏🙏🙏🙏🙏🙏🙏🙏🙏..............
ମହାପ୍ରଭୂ ହେ 🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପ୍ରଭୁ ତୁମ ପାଦ ତଳେ ମୋ କୋଟି କୋଟି ପ୍ରଣାମ ପ୍ରଣାମ ପ୍ରଣାମ
Jay Jagannath Prabhu nka ra jay
Jai Jai jagannath ☺🤗🤗🤗
Jai Jai jagannath ☺🤗🤗🤗
Hari bol 🙇🏻♀️🙇🏻♀️🙇🏻♀️☺☺☺☺
ସୁନା ମଣିମା ମୋର..🌻🙏🌻🙏🌻
Jay jay shree jagannath mahaprabhu🙏🙏🙏🙏🌷🌷❣️❣️
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ 🙇🙇🙇🙇🪷🪷🌸🙏🌸🪷🙇🙇🪷🌸🌸🙏
🙏🙏🌹ପ୍ରଣାମ. ଜୟଜଗନ୍ନାଥ
Jay jagnnath swami nayan patha gami bhaba tume🙏🙏🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ମୋ ବଳିଆର ଭୁଜ ମୋ ମହାବାହୁ ମୋ କାଳିଆ ସାଆନ୍ତ ମୋ କାଳିଆ ସୁନା ମୋ ଜୀବନ ଧନ ମୋ କଳା ମାଣିକ ମୋ ଗେହ୍ଲା ଠାକୁର ⭕❗⭕ ବ୍ରହ୍ମାଣ୍ଡ କୋଟି କୈବଲ୍ୟ ଠାକୁର ଆଜି ଏ ଅଧମ ହାତ ରୁ ବୁଟମୁଗ ଖାଇଛନ୍ତି 🙏😭⭕❗⭕
କହିବେକି ବୁଟମୁଗ କଥା ଜୟ ଜଗନ୍ନାଥ🙏
ଆଜ୍ଞା କିଭଳି ଆପଣଙ୍କଠାରୁ ମହାବାହୁ ଦିନବନ୍ଧୁ ଭାବବିନୋଦିଆ ଭକ୍ତବସଳ ହରି ଗ୍ରହଣ କଲେ ଟିକେ ଦୟାକରି କହିବାହେବେ ଶୁଣିବାକୁ ମନ ବ୍ୟାକୁଳ ହେଉଛି
Jay jay jagannath Jay Jay jagannath Jay Jay jagannath 🙏🙏🙏🙏
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🙏🙏🙏👍👍👍👍
ଜୟ ହୋ ଲକ୍ଷ୍ମୀ ମାଆ ର ଆଉ କଳା ସାଆନ୍ତେ ଙ୍କ ର ଜୟ ହୋ ❤️❤️❤️❤️❤️🙏🙏🙏🙏🙏🙏
He Mahabahu Jagata Kalyana Heu... Jay Jagannath...🙏🙏🙏
Jay Shree Jagannath⭕❗⭕🙏❤🙏❤🙏❤🙏❤🙏❤
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଧନ୍ଯ ତୁମେ ମହାପ୍ରଭୁ କାଳିଆ ଠାକୁର 🙏ଧନ୍ଯ ତୁମରି ମହିମା ତୁମର ସେ ମହାପ୍ରସାଦକୁ ଟିକିଏ ପାଇବାକୁ ଭକ୍ତ ଉତ୍ସନ ହୁଏ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
🙏🏻😭❤️ଜୟ ଜଗନ୍ନାଥ ❤️😭🙏🏻
Om Jay shree Jagannath Swami Nayana Patha gami bhaba Tume 🙏🙏🙏🙏❤️ Hari Hari bol Manima Hari Hari bol 🙏🙏🙏🙏❤️
ମୋ ଆଖିରେ ଲୁହ ରହୁନି ମହାପ୍ରଭୁ 🙏🙏🙏😭😭😭. ମୋତେ ନେଇଯାଅ ମହାପ୍ରଭୁ... 🙏🙏🙏
Jay Jay shree Jagannath
Jayjagannatha 🙏🙏🙏🙏🙏
ଭାଇ ଜୟ ଜଗନ୍ନାଥ ଏମିତି ଆମକୁ ନିଇତି ଶୁଣିବାକୁ ମିଳିଥାଉ, ଆପଣ ଶୁଣାଉ ଥାଆନ୍ତୁ। ଜୟ ଅଖିଳ ବ୍ରହ୍ମାଣ୍ତର ସ୍ୱାମୀ। ଜୟ ଭକ୍ତର ଭଗବାନ। ଜୟ ଦଶ ଅବତାରୀ ।🙏🙏🙏🙏🙏🙏🙏
Maa laxmi❤
🙏Jai ShreeJagannath Swami 🙏🙏🙏🙏
ମଣିମାଙ୍କର ଜୟ ହେଉ ମହାବାହୁ ମହାପ୍ରଭୁ 🙏🙏🙏🙏🙏🙏🙏
Jay ⭕❗⭕jagannatha maha prabhu😭😭 ❤❤❤❤❤🌸🌸🌸🌸🌸🚩🚩🪔🪔🪔🪔🪔 Jay jagannatha Jay shree ram🙏 🚩
Jay Jagannath
JAY JAGANNATH🙏❤🙏❤
Jay jagannath
ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ ଜୟ ଜଗନ୍ନାଥ ମହାପ୍ରଭୂ
❤❤❤❤❤❤ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🙏🙏🙏🙏 ଦେବ ନ ଜାନାତି କୁତ ମନୁଷ୍ୟ 🙏🙏🙏🙏🙏
Nice
ଜୟ ଜଗନ୍ନାଥ ସ୍ଵାମୀ ତୁମ୍ଭ ଶ୍ରୀଚରଣ ତଳେ ଅନନ୍ତ କୋଟି ପ୍ରଣାମ 🌹🌹🌹👏👏👏ଏବଂ ନନା ଙ୍କୁ ମଧ୍ୟ ସାଦରେ ପ୍ରଣାମ 👏। ମର୍ତ୍ତ୍ୟ ବୈକୁଣ୍ଠ ପୁର ଶ୍ରୀମନ୍ଦିର ନୀଳ କନ୍ଦର । ପ୍ରଭୁ ଲକ୍ଷ୍ମୀ ନାରାୟଣ ଙ୍କ ପ୍ରତୋ କ୍ଷ ଲୀଳା ଭୂମି । ନିତ୍ୟ ତେତିଶ କୋଟି ଦେବା ଦେବୀ ଓ ଭକ୍ତ ଙ୍କ ସଙ୍ଗେ ରାହାସ ଲୀଳା ଚାଲିଛି । ତେଣୁ ସବୁ ତାଙ୍କରି ଲୀଳା , ମାନବ ଭକ୍ତ ରୂପରେ ତାଙ୍କ ଆଶିଷ ଓ ଦର୍ଶନ ଏବଂ କାଣିଚାଏ ଅମୃତ ନିର୍ମାଲ୍ୟ ଟିକେ ପାଇବା ପାଇଁ ସଦା ସର୍ବଦା ସବୁ ବେଳେ ବ୍ୟାକୁଳ । ସେ ଦିବ୍ୟ ଦର୍ଶନ ଓ ଅଭଡ଼ା ଟିକିଏ ପାଇଗଲେ ଭକ୍ତ ର ଜୀବନ ଧନ୍ୟ ହୋଇ ଯାଏ । ମହାପ୍ରଭୁ ଜଗନ୍ନାଥ ଙ୍କ ଏ ଦିବ୍ୟ ମହିମା ଶ୍ରବଣ କରି ଧନ୍ୟ ଏ ପ୍ରାଣ । ଜୟ ଲକ୍ଷ୍ମୀ ନାରାୟଣ 👏👏👏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❣️🙏❣️
Jay jagarnath🙏
Jay jagannath swami 🙏🏼🙏🏼🙏🏼🙏🏼
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
ହେ ମହାବାହୁ, ସତରେ ତମେ ଲୀଳାମୟ,,,🙏🙏
ଜୟ ଜଗନ୍ନାଥ🙏🙏
💐🙏❤️🙏💐 ଜୟ ମା ଅର୍ଣ୍ଣପୂର୍ଣ୍ଣା ଶ୍ରୀହରିପ୍ରିୟା ଠାକୁରାଣୀ ଙ୍କର ଜୟ ହେଉ 💐🙏❤️🙏💐
ଜୟ ମା ମହାଲକ୍ଷ୍ମୀ ଜୟ ଜଗନ୍ନାଥ
ସୁନ୍ଦର ତଥ୍ୟ ଓ ଅବତାରଣା ପ୍ରଦାନ କରିଥିବାରୁପୁଣି ଥରେ ଧନ୍ୟବାଦ ଦେଉଅଛି।
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏
JAI BABA JAGANNATH 🚩🙇♂️🙏🌺🇮🇳🔱🌾🙌💛❤🧡💚
🙏🙏ଜୟ ମା ମହାଲକ୍ଷ୍ମୀ 🙏🙏
🙏🙏 ଜୟ ଶ୍ରୀ ଜଗନ୍ନାଥ 🙏🙏🚩
Jay shree Jagnnath ❤❤❤❤🙏🙏🙏🙏🙏🙏🙏🙏🪔🪔🪔🪔🪔🌷🌷🌷🌷🌷🌿🌿🌿🌸🌸🌸🌸🌸🌸🌷🌷🌷🌷💐💐💐💐💐💐💐💐
Jay Jagannath ❤❤ Jay Maa Laxxmi❤❤
ଜୟ ମହାପ୍ରଭୁ🙏🙏
ଜୟ ଜଗନ୍ନାଥ ଭାଇ ❤️😭🙏🏻
ମୋ ମଣିମା 🙏🙏
ହଁ ସେ ଖାଆନ୍ତି ଆଉ ଖୁଆନ୍ତି ମଧ୍ୟ ଯଦି ନ ଖାଉ ଥାନ୍ତେ ତେବେ ବିଦୁରାଣୀ ଙ୍କ ଠାରୁ କଣ କଦଳୀ ଚୋପା ମୋ ମଣିମା ଗ୍ରହ ଣ କରିଥାନ୍ତେ ଭାବରେ ଦେଲେ ସେ ତୁଛ ଦ୍ରବ୍ୟ କୁ ମଧ୍ୟ ଗ୍ରହଣ କରନ୍ତି l ଏତେ ଦୟାଵାନ ଆଉ କରୁଣା ବରୁଣା ଲୟ ମୋ ଛାମୁ 😭 ମଣିମା...... ମୋ ମଣିମା 😭😭
ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
Jay jagannath swami nayana path grami bhava tume🙌 👏🙏🙏🙏🙏🙏🥥💐
ଜୟ ଶ୍ରୀଜଗନ୍ନାଥ ସ୍ଵାମୀ 🙏🙏🚩🚩
କଣ ସତରେ ଜଗନ୍ନାଥ ସମସ୍ତ ଙ୍କର ଦୁଃଖ ଶୁଣନ୍ତି ଯଦି ଶୁଣନ୍ତି ତେବେ ମୋ ଦୁଃଖ କେବେ ଶୁଣିବା ହେବେ ମଣିମା
ମୋ ଜଗନ୍ନାଥ ସ୍ୱାମୀ ଙ୍କ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ
🙏🙏🙏
Jaya jagannath...🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jai jagannath Swami 🙏🙏🙏
ଲୀଳାମୟ ମହାପ୍ରଭୁ 🙏🙏
Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹
👏
जय जगन्नाथ महाप्रभु 🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ,🙏🙏🙏🙏🙏
ସମସ୍ତ ଭକ୍ତ ମାନେ ଏହା ପ୍ରତ୍ୟକ୍ଷ ଭାବେ ଅନୁଭବ କରନ୍ତି ମହାପ୍ରଭୁଙ୍କ ମହାପ୍ରସାଦ ଦିବ୍ୟ ଅଲୌକିକ ଅନୁଭବ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରି ଥିବାରୁ ଆନ୍ତରିକ ଅଭିନନ୍ଦନ ନମସ୍କାର ଶୁଭେଚ୍ଛା ଜୟ ଜଗନ୍ନାଥ।
Apurba vyakhya
Jaya Jagannath🙏🙏🙏🙏
ମଣିମାଙ୍କ ଜୟ ହେଉ 🙏
Jai Jai ShreeShree Jagannatha Mahaprabhu.
Prabhu tike krupa karantu❤mahaprasad tike milu prabhu
Jay Jagannath Swami Nayana Pathagami Bhaba Tume