ଜଗନ୍ନାଥଙ୍କୁ ପାଇବେ କେମିତି ? Jagannath Mahima | Dr. Ashutosh Prasad Mishra | Odisha 36

Поділитися
Вставка
  • Опубліковано 10 лют 2025
  • ମହାପ୍ରଭୁ କେମିତି ମିଳନ୍ତି ?
    କଣ କଲେ ମହାପ୍ରଭୁ ମିଳିବେ ?
    ଜଗନ୍ନାଥଙ୍କୁ ପାଇବେ କେମିତି ?
    ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ
    ଏହାର ସମାଧାନ ରହିଛି ଏହି ଭିଡ଼ିଓରେ,
    ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ |
    ଜୟ ଜଗନ୍ନାଥ
    ଆପଣଙ୍କ ପ୍ରିୟଜନଙ୍କୁ ପଠେଇଦେବେ |
    --------------
    Dr. Ashutosh Prasad Mishra
    Jagannath Mahima
    Odisha 365
    --------------
    #jagannathmahima #drashutoshprasadmishra #jagannath #odisha365 #anubhutirejagannath #jagannathpuri #jagannathstory #mahaprabhujagannath

КОМЕНТАРІ • 424

  • @ODISHA365
    @ODISHA365  Рік тому +69

    ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରି ଆପଣଙ୍କ ପ୍ରିୟଜନଙ୍କୁ ଜଣାଇବେ ଆଉ ମହାପ୍ରଭୁଙ୍କ କୃପା ଲାଭ କରିବା ହେବେ।
    ଜୟ ଜଗନ୍ନାଥ

    • @rojismitaroul89
      @rojismitaroul89 Рік тому

      Jay jagannath❤

    • @madhumitapradhan355
      @madhumitapradhan355 Рік тому

      ଜୟ ମହାବାହୁ ବ୍ରହ୍ମାଣ୍ଡ ଗୋସାଇଁ ଏ ଅଧମା ର କୋଟି କୋଟି ସାଷ୍ଟାଂଗ ପ୍ରଣିପାତ. ଏତେ ପାଖରେ ଥାଇ ବି ମୁଁ ଜାଇପାରୁନି 😭

    • @jemabatibag2501
      @jemabatibag2501 Рік тому

      Jai jagannath

    • @piyushranjanmeher4181
      @piyushranjanmeher4181 Рік тому

      Jay Jagannath 🙏🙏 🙏

    • @Uraagentyy
      @Uraagentyy Рік тому +1

      Mo mana re thila mu kemiti paibi 😢😢😢 aji janili maha prabhu jagannath nku kemiti paibi

  • @bapinaraut9292
    @bapinaraut9292 Рік тому +1

    Dhanya sir apana ,jaga ra Katha kichhi kahiparucha.

  • @rojismitaroul89
    @rojismitaroul89 Рік тому +2

    Great ashutosh sir❤bhagaban nka mahima nku apana ete sundar barnana karanti au tk sunibaku echha hue❤

  • @sganeshbehera3886
    @sganeshbehera3886 Рік тому +2

    Dhanyabad Prabhu

  • @divyashajena6941
    @divyashajena6941 Рік тому +29

    ଏଇ ଛୋଟ ଛୋଟ କବିତା ଶୁଣିବାକୁ ବହୁତ ଭଲ ଲାଗେ, ଜଗା ର ମୁଖ ବର୍ଣନା, ବାଃ, ଚମତ୍କାର ❤. ହୃଦୟ ପୂର୍ଣ୍ଣ ହଇଯାଏ ତା ପ୍ରେମ ରେ,

  • @manaskumarmaharana24
    @manaskumarmaharana24 Рік тому +13

    ମୋ ମଣିମା 🙏🙏
    Sir 🙏🙏ପ୍ରଣାମ ଆପଣ ଏମିତି ଜଣେ ମୋ ପାଇଁ ମହାନ ବ୍ୟକ୍ତିତ୍ୱ ଯାହାଙ୍କ ଲାଗି, ସେ କଳା ଶ୍ରୀ ମୁଖ ଙ୍କ ପ୍ରତି ଭଲପାଇବା ବଢ଼ି ଚାଲିଛି 🙏🙏ଯଦି ଆପଣ ମୋ ପ୍ରତିକ୍ରିୟା ଟି ପଢ଼ନ୍ତି ତେବେ ମୋର ଆପଣଂକୁ ଭୂମିଷ୍ଟ ପ୍ରଣାମ 🙏🙏
    ଆପଣ କହିଥିଲେ ଚନ୍ଦନ ଲାଗି ଭାଗ 2ରେ ଯଦି ଏ ଅଧମ କଥାରେ ସେ କଳା ଶ୍ରୀମୁଖ ଙ୍କ ପାଖକୁ ମନ କାହାର ବଳେଇବ, ତେବେ ଏ ଅଧମ ଦାସ ର କଲ୍ୟାଣ ହେଇଯିବ l ଏତିକି କାମନା ସେ ଛାମୁ ଙ୍କ ପାଖରେ କି ଆପଣ ଙ୍କ କଲ୍ୟାଣ ହେଉ ଆଉ ମଣିମା ଙ୍କ ରସ ଆଉ ରାସ ରେ ହଜାଉ ଥାନ୍ତୁ ଆପଣ 🙏🙏🙏
    ସତରେ ମୋ ମୋ ମୋ ମଣିମା କେବେ ତୁମେ ମିଳିବ ଓଃ ମୋ ମଣିମା 🙏😭😭😭

  • @swapnanayak6137
    @swapnanayak6137 Рік тому +1

    Jay jaganatha kalia santa🙏

  • @NabinPratihari-rt6my
    @NabinPratihari-rt6my Рік тому +5

    Jay shree Jagannath Swami Nayana Patha gami vatuma 🙏🌸🙏🌸🙏

  • @shradhashreemahakud9865
    @shradhashreemahakud9865 Рік тому +1

    Jay Jagannath 🙏🙏🙏🙏sei chaka aaki hin sabuthu nijara

  • @LipsaBehera-kr1qs
    @LipsaBehera-kr1qs Рік тому +1

    ମହାପ୍ରଭୁ ପ୍ରାଣ ପୁରୁଷୋତ୍ତମ 🙏🙏🙏🙏♥️♥️♥️♥️ମୋ ମଣିମା ଙ୍କ ଚାରଣ କମଳରେ କୋଟି ପ୍ରଣାମ 🙏🙏🙏🙏🙏

  • @NabinPratihari-rt6my
    @NabinPratihari-rt6my Рік тому +2

    ଜୟ ଜଗନ୍ନାଥ ସ୍ଵାମୀ sir 🙏

  • @magsirasahu2050
    @magsirasahu2050 Рік тому +2

    Jay shree Jagannath Swami Nayana patha gami vab tum 🛕🚩⭕‼️⭕🐚🔔🪔📿👣🌄🛐🌄🪷🙏🏻🌿🪷🙏🏻🌿

  • @anitamohapatra20
    @anitamohapatra20 Рік тому +19

    ତୋ ଆଖିରେ ମୋର ଆଖି ମିଶିଗଲେ ପାଏ ମୁ ପରମ ସୁଖ, ତୋ ଚକା ଆଖିର ଅମୃତ ଧାରାରେ ଭୁଲିଯାଏ ସବୁ ଦୁଃଖ । ଦୂରରେ ଥାଇବି ପାଖରୁ ଦେଖୁଛି ତୋର କଳା ଶ୍ରୀମୁଖ, ଦୁଃଖିନୀ ଟେ ତୋତେ ଗୁହାରି କରୁଛି ଛାଡ଼ିବୁନାହିଁ ମୋ ପାଖ। ଜୟ ଜୟ ଜଗନ୍ନାଥ।

  • @subhrajitswain8904
    @subhrajitswain8904 Рік тому +8

    🙏ଏ ସବୁ ମହାପ୍ରଭୁ ଆପଣଙ୍କର କୃପା,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏

  • @sulataparida2762
    @sulataparida2762 Рік тому +1

    Jay jagannath ⭕❗⭕🙏🙏🙏

  • @SagarikaRath-ws6ky
    @SagarikaRath-ws6ky Рік тому

    Ahe Prabhu Jagataranatha Jagannath🙏❤️🥥🌺Koti Koti Pranama Mahaprabhu🙏❤️🥥🌺Nirash Karibani Mahaprabhu🙏❤️🥥🌺Khyama Kara Mahaprabhu Sabu Dosha Mora🙏❤️🥥🌺Sansara Sukhi Rakha Mahaprabhu🙏❤️🥥🌺Jagannath Swami Nayanapathagami Bhabatume🙏❤️🥥🌺Jay Jagannath🙏❤️🥥🌺Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️❤️🥥🌺🙏❤️🥥🌺JayJagannathJayMaaMahalakhmi🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️❤️🥥🌺🙏❤️🥥🌺🙏❤️🥥🌺🙏❤️❤️🥥🌺🙏❤️🥥🌺

  • @manaskumarmaharana24
    @manaskumarmaharana24 Рік тому +11

    ମିଳିଗଲେ ଆପଣ ଏତେଦିନ ହେବ ମନରେ ଉଙ୍କି ମାରୁଥିବା ପ୍ରଶ୍ନ ର ଏତେ ସରଳ ଉପାୟ କରିଦେଲେ ଆପଣ ହେ ମଣିମା 🙏😭😭

  • @bharatimohanta665
    @bharatimohanta665 Рік тому +10

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏😭😭🙏🙏

  • @Bijaykumar-nh8mf
    @Bijaykumar-nh8mf Рік тому +1

    ଏତେ ସୁନ୍ଦର ଳହିପାରୁନି

  • @P.sarbeswarpradhan9770
    @P.sarbeswarpradhan9770 Рік тому +2

    Jayjay shree jagannath🙏🙏🙏🙏

  • @lopamudrabehera5809
    @lopamudrabehera5809 Рік тому +1

    He Mahaprabhu pada tale koti pranam 🙏🙏

  • @aratatarai2196
    @aratatarai2196 Рік тому +2

    Jay sri jagannath sir🌹🙏🙏🙏🙏🙏🙏🙏🙏.......

  • @anupamasahoo5519
    @anupamasahoo5519 Рік тому +1

    Mo mahaprabhu charane saran Jay sri jagannath swami 🙏

  • @Bhakti-Gitanjali
    @Bhakti-Gitanjali Рік тому +1

    ଜୟ ଜଗନ୍ନାଥ , ମୋର ଭକ୍ତି ଭରା ପ୍ରଣାମ ଘେନ ମହା ପ୍ରଭୁ 👏👏👏ଏବଂ ଦିବ୍ୟ ଗ୍ୟାନୀ ନନା ଙ୍କୁ ପ୍ରଣାମ 👏। ଏ ଅନୁଭୂତି ର ବର୍ଣ୍ଣନା ଅତି ଚମତ୍କାର , ଅତି ପ୍ରିୟ ଭାବ ଭକ୍ତିପୂର୍ଣ୍ଣ ତଥ୍ୟ । ଏହା ନିରାଟ ସତ୍ୟ ବଚନ । ଜୟ ଜଗନ୍ନାଥ ସ୍ଵାମୀ ।

  • @upperprimaryodisha3797
    @upperprimaryodisha3797 Рік тому +1

    Jay Guru Jay Jagannath

  • @rasmitamaharathy6734
    @rasmitamaharathy6734 Рік тому

    ସତକଥା 🙏🙏🙏❤️❤️ଓଁ ଲକ୍ଷ୍ମୀନାରାୟଣ ନମଃ❤️❤️❤️ 🙏🙏🙏🙏

  • @asitrout7659
    @asitrout7659 Рік тому +1

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @dinakrushnabai8087
    @dinakrushnabai8087 Рік тому +1

    ମଣିମା 🙏🙏🙏

  • @bisubehera6582
    @bisubehera6582 Рік тому +4

    ଜୟ ଜଗନ୍ନାଥ 🙏🙏

  • @NCSahoo-eq7hk
    @NCSahoo-eq7hk Рік тому

    ହେ ମହାଭାଗ ଆପଣ ଙ୍କୁ 🙏🙏🙏🙏🙏🙏🙏🙏🙏🙏🙏ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @pradeshkumarsahoo1877
    @pradeshkumarsahoo1877 Рік тому

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏🙏ମଣିମା ହେ କରୁଣା କର ମହାପ୍ରଭୁ ମହାବାହୁ ମୋର ଦୋଷାଦୋଷ ମାର୍ଜନା କରିବା ହେବେ ମହାପ୍ରଭୁ 🙏🙏🙏🙏🙏🙏🙏🙏

  • @AkshayBehera-eg1vq
    @AkshayBehera-eg1vq Рік тому

    Jaijagannath

  • @sunitasahoo3120
    @sunitasahoo3120 Рік тому

    ବହୁତ୍ ସୁନ୍ଦର୍, ଆପଣଙ୍କ ମୂଖ ରେ
    ମହପ୍ରଭୁଙ୍କ କଥା ଶୁଣିବା ,ଆଉ ତାଙ୍କରି ଭାବରେ ଭାବାୟିତ ହେବା🙏🙏ଜୟ ଜଗନ୍ନାଥ

  • @mamalidalai2280
    @mamalidalai2280 Рік тому +1

    Jay jagnnath swami nayan patha gami bhava tume🙏🙏🙏🙏🙏

  • @Lipkumar123
    @Lipkumar123 Рік тому +1

    ⭕‼⭕ମହାପ୍ରଭୁ ଭକ୍ତବତ୍ସଳ ଭଗବାନ ପରବ୍ରହ୍ମ ଜଗତପତି ପୁରୁଷୋତ୍ତମ ଜଗନ୍ନାଥଙ୍କର ପଦ୍ମଚରଣରେ ଏ ଅଧମ ଦୀନହୀନ ତୁଚ୍ଛ ପତିତ ସେବକର ସାଷ୍ଟାଙ୍ଗ ପ୍ରଣିପାତ🙏🙏🙏ାା ଓମ୍ ନମଃ ଭଗବତେ ବାସୁଦେବାୟ🙏🙏🙏 ାା ମହାପ୍ରଭୁ ମୁଁ ଆପଣଙ୍କୁ ଭଲ ପାଏ🙏🙏🙏ାା

  • @matruashishpatra3550
    @matruashishpatra3550 Рік тому +2

    🙏🙏🙏................Mo Mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤.................

  • @sabitaswain5513
    @sabitaswain5513 Рік тому

    ମହାପ୍ରଭୁ ମୋ ବାପା.....ଜଗତ ର କଲ୍ୟାଣ କରିବା ହେଉ......🙏🙏🙏🙏

  • @agneyasahoo8697
    @agneyasahoo8697 Рік тому +4

    ⭕❗⭕ ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ

  • @godabarimangaraj5027
    @godabarimangaraj5027 Рік тому

    🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏

  • @rashmidas5311
    @rashmidas5311 Рік тому +1

    Sir 🙏🙏 ମୋ ଗୋବିନ୍ଦ ଙ୍କ କଥା କହିଲେ ବହୁତ ଭଲ ଲାଗିଲା ❤ଜୟ ଶ୍ରୀ ଜଗନ୍ନାଥ 🙏

  • @sanjuktadalai
    @sanjuktadalai Рік тому +1

    ଧନ୍ୟ ତୁମେ ଲୀଳାମୟ ମହାପ୍ରଭୂ ! ଧନ୍ୟ ତୁମର କରୁଣା । ସବୁ ଭକ୍ତଙ୍କ ମନୋବଞ୍ଛା ପୂରଣ କରିଦିଅ ପ୍ରଭୁ । ତୁମ ଲୀଳାର ମହିମା ସମସ୍ତ ଭକ୍ତଙ୍କ କର୍ଣ୍ଣ ଗହ୍ୱରରେ ଧ୍ଵନିତ ହେଉ ।🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @akashbarik8387
    @akashbarik8387 Рік тому +1

    ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕

  • @sushamarout2598
    @sushamarout2598 Рік тому

    ବହୁତ୍ ସୁନ୍ଦର ହେଇଛି ଅମୃତ ଭରା ଏଇ ବାଣୀ।ମନଲୋଭା ।ପିଇଗଲି ଆପଣଙ୍କୁ 'ସେଇ ପ୍ରଭୁ ଙ୍କୁ ଆଉ ସେଇ ଅମୃତ ଝରା ବାଣୀକୁ।

  • @sanjuktabiswal1569
    @sanjuktabiswal1569 Рік тому

    ଜୟ ମହା ପ୍ରଭୂ ଜଗନ୍ନାଥ ମଣିମା ହେ ସୃଷ୍ଟି ର ସ୍ରଷ୍ଟା 🕉️🌼🌿🙏🏽🌼🌿🙏🏽🌼🌿🙏🏽❤️❤️❤️❤️⭕️❗️⭕️🚩🚩

  • @SwatiSucharita-w1m
    @SwatiSucharita-w1m Рік тому +3

    Jay Mahaprabhu Jay Jay Mahaprabhu 🙏❤️❤️ Jay Jagannath bhai 🙏❤️

  • @rohanbhoi632
    @rohanbhoi632 Рік тому

    Jai jagannath 🙏🙏🙏

  • @meenakshikar6351
    @meenakshikar6351 Рік тому

    ଜୟ ଜଗନ୍ନାଥ। ଅତି ସୁନ୍ଦର ପରିବେଷଣ। ଧନ୍ୟବାଦ। ଧନ୍ୟତୁମେ। ଧନ୍ୟ ତୁମର ଜଗନ୍ନାଥ ଭକ୍ତି।ଜୟ ଜଗନ୍ନାଥ 🙏🌷🌻🌷🙏

  • @TrilochanSahu-z3v
    @TrilochanSahu-z3v Рік тому +2

    ଜୟ ମହାପ୍ରଭୁ ଆପଣ ଙ୍କ ଇଛା ପୂନ୍ନହେଉ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ🙏🙏🙏

  • @AsishPattnayak-l1z
    @AsishPattnayak-l1z День тому

    Jay Sri jagganath swami 🙏 jay Sri MAA 🙏 jay Sri guru balaram swami 🙏

  • @rasmitagoodlife
    @rasmitagoodlife Рік тому +8

    ଆହା କି ବର୍ଣ୍ଣନା.....😭. ଏମିତି ଆପଣଙ୍କ କଥା ଟିକକ ଶୁଣିବାକୁ ମିଳୁଥାଉ ହେ ମହାବାହୁ......🙏🙏🙏

  • @myworld-ll5pg
    @myworld-ll5pg Рік тому +1

    Sir Apnka Anubhuti kuhantu.

  • @dr.sukantakumarbal3523
    @dr.sukantakumarbal3523 Рік тому

    🕉️ଭାଇ, ଜୟ ଜଗନ୍ନାଥ l 🕉️ ଅତି ସୁନ୍ଦର ଉପସ୍ଥାପନା l 🕉️ମହାପ୍ରଭୁ, ଆପଣଙ୍କ ଚଲାପଥ କୁ ସୁକୁସୁମିତ କରନ୍ତୁ l 🕉️

  • @puspanjalibehera9591
    @puspanjalibehera9591 Рік тому +1

    ମହାପ୍ରଭୂ 🙏🙏🙏

  • @SusantKumarRana-i9x
    @SusantKumarRana-i9x Рік тому +4

    Very nice answer by the Sanyasi for which Adisankaracharya has said Jagannatha swami nayana pathagami bhabatume.

  • @SasmitaMohapatra-m2b
    @SasmitaMohapatra-m2b Рік тому

    Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏🙏🙏 Apananku Mora pranam 🙏🙏

  • @barfamilyodiavlogs6744
    @barfamilyodiavlogs6744 Рік тому

    ⭕❗⭕ମହାପ୍ରଭୁ ହେ ❤🙏🙏🙏😭😭😭

  • @jyotirmayeerana5802
    @jyotirmayeerana5802 Рік тому +1

    Jay jagannath

  • @rabindranathpradhan4378
    @rabindranathpradhan4378 Рік тому

    Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏🙏🙏

  • @Piyushkumar16893
    @Piyushkumar16893 Рік тому

    ଜୟଶ୍ରୀ ଜଗନ୍ନାଥ🙏ଠିକ୍ କହିଲେ ଭାଇ ଅନୁଭୂତିକୁ ବର୍ଣ୍ଣନା କରାଯାଇପାରେନା🌼

  • @anilkusahoo33539
    @anilkusahoo33539 Рік тому +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    ପ୍ରଭୁ ଙ୍କ କୃପା ଅର୍ଜନ କରିବା ନିହାତି ଆବଶ୍ୟକ 🙏🙏🙏🙏🙏🙏🙏🙏🙏🙏

  • @motivationalpower7317
    @motivationalpower7317 Рік тому +2

    ଜୟ ଜଗନ୍ନାଥ 🙏 ପ୍ରଭୁ ଙ୍କୁ ପାଇବାର ସୁଯୋଗ, ଉପାୟ,ବର୍ଣ୍ଣନା ଆଃ ହାଃ କି ସରଳ ଭାବରେ ବୁଝାଇ ଦେଲେ ଚିତ୍ତ ଉଜ୍ଜିବିତ ହୋଇ ଯାଉଛି। ଧନ୍ୟବାଦ ଆସୁ ବାବା ❤👍ମଣିମା ତୁମର ମଙ୍ଗଳ କରନ୍ତୁ

  • @nishikantapal6930
    @nishikantapal6930 Рік тому +10

    ଅତି ସୁନ୍ଦର ବର୍ଣ୍ଣନା ବହୁତ ଭଲ ଲାଗିଲା, ପ୍ରଭୁ ଜଗତପତି ଙ୍କ ଶ୍ରୀ ପୟରେ ଏ ଅଧମର ଅନନ୍ତ କୋଟି ପ୍ରଣାମ ଅନନ୍ତ କୋଟି ପ୍ରଣାମ ଅନନ୍ତ କୋଟି ପ୍ରଣାମ ❤🙏🙏🙏🙏🙏🙏❤️

  • @techbaazgaming3638
    @techbaazgaming3638 Рік тому

    Jayjagannatha swami nayana pathagami bhabatumi 🙏🙏🙏🙏🙏🙏🙏 🙏🙏🙏🙏

  • @ajayarout8392
    @ajayarout8392 5 місяців тому

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🔘‼️🔘🙌🚩🙏

  • @AkshayBehera-eg1vq
    @AkshayBehera-eg1vq Рік тому

    Thankyou

  • @kishorkumarsahootubula7572
    @kishorkumarsahootubula7572 Рік тому

    🙏🙏🙏🌹ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🌻🌹🌹🙏🌹🌹🌹🌹🌹

  • @pintusahoo3394
    @pintusahoo3394 Рік тому

    ଜୟ ଜଗନ୍ନାଥ
    ଆଜ୍ଞା ଆପଣଙ୍କ ସାଙ୍ଗରେ କିଛି ସମୟ କଥା ହେବା କୁ ଚାହୁଁଛି
    ଆଜ୍ଞା ଆପଣଙ୍କ ଆଶିର୍ବାଦ ଟିକେ ମିଳୁ
    ମୋର ଫୋନ ନମ୍ବର ୮୫୯୮୯୮୫୭୬୭
    ଜୟ ଜଗନ୍ନାଥ

  • @priyankamohapatra1647
    @priyankamohapatra1647 Рік тому +1

    ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @AyushDas-t4z
    @AyushDas-t4z 9 місяців тому

    Jay.jay.sree.jagannath.mahaprbhu🙏🙏🙏🙏🙏🙏🙏🙏🙏

  • @sasmitamahapatra317
    @sasmitamahapatra317 Рік тому

    🙏🙏🙏🙏...Jai Jagannath swami Nayanpathagami bhaba tume ....🙏🙏🙏...

  • @pujasahoo7038
    @pujasahoo7038 Рік тому

    Sir pranam 🙏🙏💗💗🙏🙏 jay Jagannath 💗💗💗💗💗💗💗💗🙏🙏🙏🙏🙏🙏🙏🙏

  • @maheswarparida8745
    @maheswarparida8745 Рік тому

    Krupa kara maha bahu maha prabhu jagannath swami🙌🙌🙌🙌🙌🙌

  • @maheswarparida8745
    @maheswarparida8745 Рік тому

    Jay jagannath swami nayana path grami bhava tume🙌 👏🙏🙏🙏🙏🙏🥥💐

  • @aparajitasahoo8724
    @aparajitasahoo8724 Рік тому +2

    Jay shree Jagannath 🙏🙏🙏

  • @biswaji2351
    @biswaji2351 9 місяців тому

    🚩🛕🙏🌺🌹🪔ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ। ହେ ମହାବାହୁ କାଳିଆ ସାଆନ୍ତେ କଳା ଥାକୁରେ ପ୍ରଭୁ ଯାହା ତୁମ ଇଚ୍ଛା ତାହା ହେଉ । ହେ ବୈକୁଣ୍ଠାଅଧିପତି ଯାହା ତୁମ ଇଚ୍ଛା ତାହା ହେଉ । ହେ ମହାବାହୁ ଯାହା ତୁମ ଇଚ୍ଛା ତାହା ହେଉ । 🪔🌹🌺🙏🛕🚩

  • @pradiptadas1726
    @pradiptadas1726 Рік тому

    ଜୟ ଜୟ ଜଗନ୍ନାଥ ସ୍ଵାମୀ,ନୟନ ପଥଗାମୀ ଭବ ତୁମେ......

  • @debalaxmimohanty8825
    @debalaxmimohanty8825 Рік тому

    ଜୟ ଜଗନ୍ନାଥ 🙏🙏🙏🙏 ଗୁରୁଜୀ ପ୍ରଣାମ 🙏🙏🙏🙏

  • @prachiprachi2672
    @prachiprachi2672 Рік тому +1

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏

  • @LMRP-d7p
    @LMRP-d7p 8 місяців тому

    ଆପଣଙ୍କୁ ବି ମହାଶୟ 🙏🙏🙏

  • @arundhatibiswal8460
    @arundhatibiswal8460 Рік тому +2

    Jay Jagannatha ❤🙏

  • @bidyadharsahu2449
    @bidyadharsahu2449 2 місяці тому

    ମହାପ୍ରଭୂ ହେ 🙏🙏🙏

  • @rp19078
    @rp19078 Рік тому

    Jay shree jagannath ⭕‼️⭕🪷🪷🪷🪷🪷🪷🪷 🪷🪷🪷🪷🙏🙏🙏 🙏🙏🙏🙏❤️❤️❤️❤️❤️❤️❤️

  • @skbehera8580
    @skbehera8580 10 місяців тому

    Excellent narration... Jay Jay Shree Jagannath 🙏🙏🙏 Santanu Kumar Behera NIT Rourkela

  • @rajalaxmimohanty8232
    @rajalaxmimohanty8232 Рік тому

    Jay jagannath swami nayan patha gami bhaba tume 👏🙌👏

  • @unknown-ms4jx
    @unknown-ms4jx Рік тому

    Jay jagannatha ❤️🙏🏻prabhu sabubele apanankara krupa rahithau❤️💕🙏🏻

  • @village_vlog_japan
    @village_vlog_japan Рік тому +1

    Jay Jagannath Swami Nayana Pathagami Bhaba Tume

  • @bhagyabatigantayat297
    @bhagyabatigantayat297 Рік тому

    Jay Shree Jagannath Swami Nayana Patha Gami Bhaba Tume⭕❗⭕🙏❤🙏❤🙏❤🙏❤🙏❤🙏❤

  • @saivai2565
    @saivai2565 Рік тому

    He Mahabahu jagata kalyana heu... Jay Jagannath...🙏🙏🙏

  • @krushnachsahoo6932
    @krushnachsahoo6932 Рік тому

    Jay shree Jagannatha 🙏🏻⚫❗⚫ Mahaparabhu 🙏🏻

  • @Ansita282
    @Ansita282 Рік тому

    🙏🏻⚫‼️⚫ ଜୟ ଜଗନ୍ନାଥ 🙏🏻⚫‼️⚫ ଜୟ ଜଗନ୍ନାଥ 🙏🏻⚫‼️⚫ ଜୟ ଜଗନ୍ନାଥ 🙏🏻

  • @sudarsanmaharana7074
    @sudarsanmaharana7074 Рік тому

    Jai shree Jagannath jai shree Jagannath jai shree Jagannath...

  • @debikasahoo9261
    @debikasahoo9261 Рік тому

    Jay jagannath Swami 🙏🙏🙏🙏❤️❤️🙏🙏🙏❤️🙏😢😢😢

  • @mamatahantal1386
    @mamatahantal1386 Рік тому

    🎉🎉🎉jai jagannathswami nayanapathagami bhabatume

  • @pramilabarik3626
    @pramilabarik3626 Рік тому

    Jay shree Jagannath baba bhalare thau❤❤❤❤ thanks sir Jagannath bless you

  • @spiritualandmotivational3953

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏❤️❤️

  • @deepakbeherapapu9109
    @deepakbeherapapu9109 Рік тому

    Jay Jagannath 🙏🏻🙏🏻🙏🏻
    ପ୍ରଭୁ

  • @sabitapattanaik6274
    @sabitapattanaik6274 Рік тому

    Jay Jagannath swami nayana pathagami bhabatume Prabhu ❤

  • @MamiMami-lm3wk
    @MamiMami-lm3wk Рік тому

    Bhai apnkar mahabahu nka katha sunibare mana anadita hejaa jay Jagannath mahaprabhu 🙏🙏

  • @anirudhabarik5590
    @anirudhabarik5590 Рік тому

    Jay Jagannath 🙏🌸🌹🌺🏵️🙏🌸🌹🌺🏵️🙏🌸🌹🌺🏵️

  • @bulusethy9220
    @bulusethy9220 Рік тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ