ମୁଁ ଜଗନ୍ନାଥ ଙ୍କୁ ସଶରୀରେ ସାକ୍ଷାତ କରିଛି (169)Dr Bibudharanjan

Поділитися
Вставка
  • Опубліковано 7 вер 2024
  • Rare experience with Jagannath

КОМЕНТАРІ • 904

  • @GourishankarDash-xp8st
    @GourishankarDash-xp8st Місяць тому +24

    ଆପଣ ଜଣେ ଅତି ଭାଗ୍ୟବାନ ଭକ୍ତ ,ଆପଣଙ୍କ ପାଦରେ ଶହେ ଦଣ୍ଡବତ ଆଜ୍ଞା ।

  • @nabinkumarbhoi5486
    @nabinkumarbhoi5486 Місяць тому +5

    ଜୟ ଜଗନ୍ନାଥ ନିଆରା ଅନୁଭୂତି ର ଖୁବ୍ ସୁନ୍ଦର ବିଭୁକୃପା ହି କେବଳମ୍

  • @satyasarathi_
    @satyasarathi_ Місяць тому +19

    ଆଜ୍ଞା ନମସ୍କାର। ଜଗନ୍ନାଥ ଙ୍କ ଆପଣ ଙ୍କ ଉପରେ ଅଶେଷ କୃପା। ମୁଁ ନିଜକୁ ବହୁତ ଭାଗ୍ୟବାନ ଭାବୁଚି ଯେ ଆପଣ ଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଛି। ଜୟ ଜଗନ୍ନାଥ 🙏

  • @swatidhar8998
    @swatidhar8998 Місяць тому +6

    କେଡ଼େ ଭାଗ୍ଯବାନ ଆପଣ ସତରେ। ଠାକୁରେ ଆପଣଙ୍କୁ ଏତେ ଭଲ ପାଆନ୍ତି । ଆପଣଙ୍କୁ ଦେଖିଲେ ବି ପୂଣ୍ଯ ହେବ ସାର୍ 🙏🙏

  • @dassmanjula
    @dassmanjula Місяць тому +3

    Pranam to you Sir, being so blessed to have darshan of Lord Jagannath through human eyes. You are really great and Lord's blessings is there with you. 🙏🙏🙏

  • @sasmitadatta8819
    @sasmitadatta8819 Місяць тому +15

    ଅଲୌକିକ ଅନୁଭୂତି। ଜୟ ଜଗନ୍ନାଥ 🙏

  • @akshaykumarnayak9086
    @akshaykumarnayak9086 Місяць тому +4

    ଆପଣଙ୍କ ସ୍ବୀକାରୋକ୍ତି ମତେ ଭାବ ବିହ୍ୱଳ କରିଦେଲା ।ଧନ୍ଯ ଜଗନ୍ନାଥ ଧନ୍ଯ ତମ ମହିମା । ସତରେ ଆପଣ କେତେ ଭାଗ୍ୟବାନ।ପ୍ରଣାମ ।

  • @mshankarprasaddora9832
    @mshankarprasaddora9832 Місяць тому +2

    Wonderful experience, shared by you. Thank you. Jai Jaganath.

  • @bbiswal9812
    @bbiswal9812 Місяць тому +58

    ଅବିଶ୍ଵାସର ପ୍ରଶ୍ନ ନାହିଁ,କାଳିଆର ଲୀଳା ଅମ୍ପରାମ୍ପର🙏👍

    • @urmilakar7419
      @urmilakar7419 Місяць тому +1

      ଆପଣକୁପୋଣମ

    • @rajusa2991
      @rajusa2991 Місяць тому

      Jai Jagannath😢😢😢🙏

    • @rasbeharipanigrahi3007
      @rasbeharipanigrahi3007 Місяць тому +1

      Having seen this video, tears of joy started rolling down my eyes and with folded hands I looked up into the skies to yearn for His blessings. 🙏🙏🙏

    • @Aduddancer
      @Aduddancer Місяць тому +1

      ଆପଣ ବହୁତ ଭାଗ୍ୟବାନ।ଆପଣ ଙ୍କୁ ସତ୍ ସତ୍ ପ୍ରଣାମ😮

    • @ProfSukdevNayak
      @ProfSukdevNayak 25 днів тому

      ଭାଗ୍ୟଵାନ ଆପଣ ସତରେ। ଆପଣଙ୍କ ସହ ଦେଖାକରି କଥାବାର୍ତ୍ତା କରିବାକୁ ଇଚ୍ଛା। ୯୩୩୮୯୦୪୪୦୦
      ଡାକ୍ତର ଶୁକଦେବ ନାୟକ। 🌹🙏🪔

  • @TarunSahoo-di8os
    @TarunSahoo-di8os Місяць тому +2

    You are great🎉🎉 🎉you are the bhakta of jagannath

  • @manaspradhan4168
    @manaspradhan4168 Місяць тому +37

    ସତରେ କେତେ ମହାନ୍ ଆପଣ 🙏🙏🌹🌹।ଆପଣଙ୍କ ଜନ୍ମ ଜନ୍ମାନ୍ତର ଏଭଳି ଜଗନ୍ନାଥଙ୍କ ସହିତ ରହିଥାନ୍ତୁ। ଏହା ଲୀଳାମୟ ପାଖରେ ପ୍ରାର୍ଥନା। ଆମେ ଅଧମ ଆତ୍ମା ଏମିତି ଆପଣଙ୍କ ପାଖରୁ ଶୁଣି ପରମାତ୍ମାଙ୍କ ରାସ୍ତା ରେ ଯାଉ ଥାଉ। ଜୟ ଜଗନ୍ନାଥ🙏🙏🌹🌹

  • @basantakumarjena9512
    @basantakumarjena9512 Місяць тому +17

    Sir ଆପଣଙ୍କର ଏହି ଉପଲବ୍ଧି ଅତ୍ୟନ୍ତ ହୃଦସ୍ପର୍ଶୀ ଅଟେ । ଉକ୍ତ ଅନୁଭୂତି ଟି ଶୁଣିବା ପରେ ମୁଁ ନଜକୁ ବହୁତ ଭାଗ୍ୟବାନ ମନେ କରୁଛି । ଜୟ ଜଗନ୍ନାଥ

  • @damodarsahoo114
    @damodarsahoo114 Місяць тому +4

    ଆପଣଙ୍କ ବହୁମୂଲ୍ଯ ବକ୍ତବ୍ଯରେ ମନପ୍ରାଣ ମୋର ଉଲ୍ଲସିତ ହୋଇଗଲା।ବହୁତ ଭାଗ୍ୟବାନ ମଣିଷଟିଏ ଆପଣ।

  • @shivsshankarrraaju
    @shivsshankarrraaju Місяць тому +1

    Very nice, You are so lucky ,Jay Jagannath

  • @baishnabcharanbehera4312
    @baishnabcharanbehera4312 Місяць тому +9

    ଆପଣ ଙ୍କର ପାଦତଳେ କୋଟି କୋଟି ଭୂମିଷ୍ଟ ପ୍ରଣାମ. ଆପଣଙ୍କୁ ପ୍ରଭୁ ବହୁତ ଭଲ ପାଆନ୍ତି ପ୍ରଭୁ ଯାହାଙ୍କୁ ଭଲ ପାଇବେ ତା ପାଇଁ ସବୁ ସମ୍ଭବ

  • @swarnapravakar1897
    @swarnapravakar1897 Місяць тому +1

    I heartily respect u and my kalu also.JayJaganath.❤️❤️❤️🙏🙏🙏🙏🙏🙏🙏

  • @voiceofcommons2038
    @voiceofcommons2038 Місяць тому +10

    ଜଗନ୍ନାଥ ସ୍ୱାମୀ,,ନୟନ ପଥଗାମୀ ଭବ ତୁମେ !

  • @sarojonibeura340
    @sarojonibeura340 Місяць тому +2

    ବହୁତ୍ ଆନନ୍ଦ ଲାଗିଲା ଆପଣଙ୍କ ଅନୁଭୂତି,ସତ୍ୟ ସତ୍ୟ ସତ୍ୟ !!ପ୍ରଭୁ ଙ୍କୁ ଅନୁଭଵ ରେ ଆଣିବାକୁ ହେଲେ ଆପଣଙ୍କ ପରି ନିଷ୍ଠା ସରଳ ମନ ଭାଵ ଦରକାର!! ,❤ଜୟ ଶ୍ରୀ ଜଗନ୍ନାଥ❤

  • @dinabandhumisra919
    @dinabandhumisra919 Місяць тому +10

    ଜୀବନ୍ତ ଠାକୁରଙ୍କ ଏମିତି ରୀତି ଆମକୁ ବିସ୍ମିତ କରିଦେଉଛି। କାଳରୁ ଯଦି ଇଛା, ଆମେ ଅଭାଗା ମାନଙ୍କୁ ଆପଣ କୃତାର୍ଥ କରିବାକୁ ଆପଣଙ୍କୁ ଓ କାଳିକୁ ସହସ୍ର ଅନୁରୋଧ। ମନ ହୁଏ କାଳୁର ପ୍ରତକ୍ଷ୍ଯ ପ୍ରେମରେ ମୂଁ ବି ପ୍ରେମିକା ସାଜି ତା ପ୍ରେମିକାର ପରଶ ଅନୁଭବ ନେବାର ସୁଯୋଗ ମିଳନ୍ତାକି। ❤

  • @basantisahu9482
    @basantisahu9482 Місяць тому

    It is very heart touching. Itruely believe it. Jay Gagannath.

  • @bijayakumarpurohit2768
    @bijayakumarpurohit2768 Місяць тому +7

    ବଡ଼ ଭାଇ ପ୍ରଣାମ । ତୁମେ ତ ଜଗନ୍ନାଥଙ୍କୁ ଦର୍ଶନ କଲ ସଶରିରରେ ମୁଁ କେବେ ତୁମକୁ ଦର୍ଶନ କରିବି।

  • @prativamanjarimuduli
    @prativamanjarimuduli Місяць тому

    Thanks ,glad to know about ur blessings of Kali.JAYA JAGANNATH.

  • @prakasinidas8188
    @prakasinidas8188 Місяць тому +3

    ଭୂମିଷ୍ଠ ପ୍ରଣାମ ସାର୍,ଆପଣଙ୍କର ଅନୁଭୂତି ସବୁ ଖୁବ୍ ଭାବ ବିହ୍ବଳ କରେ,ମହାପ୍ରଭୁଙ୍କ ପ୍ରତି ଆପଣଙ୍କର ଭଲ ପାଇବା ସମ୍ପୂର୍ଣ୍ଣ ନିଆରା,ଆଖିରେ ଲୁହ ଆସିଗଲା ସାର୍... ଜୟ ଜଗନ୍ନାଥ 🙏❤️

  • @sandeeppatra5029
    @sandeeppatra5029 Місяць тому +6

    ମୁଁ ନିଜକୁ ବହୁତ ଧନ୍ଯ ମନେ କରୁଚି ଏଥିପାଇଁ ଯେ ଆପଣଙ୍କର ମୋ ପ୍ରତି ସ୍ନେହ, ଆଶୀର୍ବାଦ ଯୋଡି ହୋଇ ରହିଚି , ଆପଣଙ୍କ ପାଦ ତଳେ ସତ କୋଟି ପ୍ରଣାମ ❤🙏

  • @chittaranjanpati3408
    @chittaranjanpati3408 Місяць тому +4

    ଅନନ୍ୟ ଆପଣଙ୍କ ପ୍ରେମ, ଭକ୍ତି, ଯାହା ଆପଣ ଙ୍କ kalu ନିସର୍ତ ରେ ଗ୍ରହଣ କରିଛନ୍ତି ।

  • @MithunJagadala-sr8cd
    @MithunJagadala-sr8cd Годину тому

    ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🏵️🌹🍎🌷🌺🍓🍇🏵️🌹🍎🌷🌺🍓🍇🏵️🌹🍎🌷🌺🍓🍇ଜୟ ⭕‼️⭕ସ୍ୱାମୀ 🙏🏻🙏🏻🙏🏻

  • @manaswinisahoo6357
    @manaswinisahoo6357 Місяць тому +5

    ଆପଣଙ୍କର ପାଦ ତଳେ ଭକ୍ତିପୂତ ପ୍ରଣାମ । ଆପଣ ଦର୍ଶନ କରିଛନ୍ତି ଏହା କମ୍ ଉପଲବ୍ଧିର କଥା ନୁହେଁ।
    ଭାଗ୍ୟବାନ ଆପଣ ।
    ଜଗନ୍ନାଥଙ୍କର ଅପାର କରୁଣା

  • @achyutasahoo3390
    @achyutasahoo3390 26 днів тому

    Jay Jagannath..Thank you so much for sharing about experiencing our n param aradhya koti odia hrudaya ra maudamani Sri Jagannath❤

  • @aditisgallery6867
    @aditisgallery6867 Місяць тому +3

    U r sooo lucky......apanku bahut bahut Pranam......

  • @chandrasekharparida7490
    @chandrasekharparida7490 5 днів тому

    Wonderful n amazing experience

  • @minakhipanigrahi1074
    @minakhipanigrahi1074 Місяць тому +4

    ସତରେ ଆପଣ କେତେ ଭାଗ୍ୟବାନ. ଏଟା କେବଳ ଏ ଜନ୍ମର ନୁହେ କେତେ ଜନ୍ମରୁ ଆପଣ ନିଶ୍ଚୟ କାଳିଆ ଙ୍କ ସହିତ ଥିବେ. ଏମିତି share କରୁଥାନ୍ତୁ. 🙏

  • @rashmirekhasahoo4306
    @rashmirekhasahoo4306 13 днів тому

    I am very happy listening your words
    I am speechless

  • @truptimayeesenapati2161
    @truptimayeesenapati2161 Місяць тому +4

    ପ୍ରଣାମ, ଆପଣଙ୍କର ଜଗନ୍ନାଥ ଙ୍କ ପ୍ରତି ଭଲ ପାଇବା ଓ ଜଗନ୍ନାଥଙ୍କର ଆପଣଙ୍କ ପ୍ରତି ଭଲ ପାଇବା କଥା ଶୁଣି ମୋତେ ବହୁତ ଭଲ ଲାଗୁଛି, ଜଗନ୍ନାଥଙ୍କର ଆପଣଙ୍କ ସହିତ ଲୀଳା ଖେଳା ବିଷୟ ରେ ଶୁଣି ଲୋମ ଟାଙ୍କୁରି ଉଠିଲା, ଭାବୁଛି ଜଗା ମୋ ସହିତ ଏମିତି ଟିକେ ଟିକେ କରନ୍ତା ନି

  • @urmilabiswal2709
    @urmilabiswal2709 13 днів тому

    You are very lucky sir Jayjaganatha s blessings is with you 🙏🙏🙏❤❤

  • @aninditasahoo1255
    @aninditasahoo1255 Місяць тому +7

    ଆପଣ ଭାଗ୍ୟବାନ୍ ....ମୋର ବି ଅନୁଭୂତି ଅଛି....ଡାକି ଖାଇବାକୁ ଦେଇ ଥିଲା କାଳିଆ ❤❤

  • @user-me7vf8kc6l
    @user-me7vf8kc6l 14 хвилин тому

    apana bahut bhagyaban sir jay jagannath

  • @bhagyalatapanda2910
    @bhagyalatapanda2910 Місяць тому +3

    Jay jagannath swami 🙏🏻🙏🏻🙏🏻🙏🏻

  • @ranjansahoo7703
    @ranjansahoo7703 Місяць тому +2

    ଆପଣଙ୍କୁ ଓ ମହାପ୍ରଭୁଙ୍କୁ ମୋର ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ!
    ଆପଣ ସତରେ ଭାଗ୍ୟବାନ, ଆପଣଙ୍କର ଏ ଅନୁଭୂତିର ବର୍ଣ୍ଣନା ଶୁଣି ଆତ୍ମା ଦିବ୍ୟ ଆନନ୍ଦ ଲାଭ କଲା ପରି ଲାଗୁଛି। ଜୟ ଜଗନ୍ନାଥ... ଜୟ ଜଗନ୍ନାଥ... ଜୟ ଜଗନ୍ନାଥ...🙏🙏🙏

  • @swarnalatasahoo8760
    @swarnalatasahoo8760 Місяць тому +3

    Nirasraya.mam jagadisa rakhya. Jay jagannath

  • @singraimurmu4103
    @singraimurmu4103 Місяць тому +1

    ବହୁତ ଭଲ ଲାଗିଲା ହୃଦୟ ସ୍ପର୍ଶ ଅନୁଭୂତି 👌💯👍 କୋଟି ପ୍ରଣାମ 👏 ଅନନ୍ତ କୋଟି ଧନ୍ୟବାଦ ସାର୍ 💗ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ସଦା 🚩🧿🙏🧿🙋‍♂️

  • @swadhikarbetaj3768
    @swadhikarbetaj3768 Місяць тому +3

    ରାଜନିତି ସମୀକ୍ଷା ଜାରି ରହିବା ଉଚିତ, କାରଣ ରାଜନିତିରେ ସଂସ୍କାର ପାଇଁ ଚେଷ୍ଟାରତ ମଣିଷ ଟିଏ ମଧ୍ଯ ଏକ ପ୍ରକାର ଧର୍ମ କାର୍ଯ୍ଯ କରନ୍ତି।ଜୟ ଜଗନ୍ନାଥ।

  • @santoshkumarsingha8069
    @santoshkumarsingha8069 2 дні тому

    You are very lucky sir. God's mercy is with you.

  • @PuridharMallik
    @PuridharMallik 25 днів тому +2

    JAI JAGANNATH 🙏🙏🙏🙏🙏
    JAI JAGANNATH 🙏🙏🙏🙏🙏
    JAI JAGANNATH 🙏🙏🙏🙏🙏
    JAI HO 🚩🚩🚩🚩🚩🙏🙏🙏🙏🙏

  • @bishnupatnaik6787
    @bishnupatnaik6787 7 днів тому

    ଆପଣଙ୍କର କଥାଟି ମତେ ବହୁତ ଭଲଲାଗିଲା ମୋର ଜଗନ୍ନାଥଙ୍କ ଉପରେ ଭରସା ଓ ବିଶ୍ବାସ ବଢିଯାଇଛି।
    ଜୟ ଜଗନ୍ନାଥ । ହରି ଓଁ ।

  • @pkmishra6256
    @pkmishra6256 Місяць тому +2

    ଏହା ନିଶ୍ଚିତ ହୋଇଥିବ. ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅନୁଭବୀ ହିଁ ଜାଣନ୍ତି. ଅମସମସ୍ତଙ୍କ ଜୀବନରେ ଆମେ ଜଗନ୍ନାଥଙ୍କ ଦୟାର ପରୀକ୍ଷାର ଓ ଅନୁଭବର ସମୁଖୀନ ହୋଇଛୁ. ଆପଣଙ୍କ କ୍ଷେତ୍ରରେ ଏହା ନିଶ୍ଚିତ ହୋଇଥିବ ଏହା ମୋର ଦୃଢ ବିଶ୍ୱାସ. ଜଗାର ଲୀଳା ଅଦ୍ଭୁତ ଓ ଚମତ୍କାର ଅଟେ. ଜୟ ଜଗନ୍ନାଥ. ଆପଣ ଧନ୍ୟ ହୋଇ ଜୀବନର ସାର୍ଥକତା ପୂରଣ ହୋଇଛି. ଜୟ ଜଗନ୍ନାଥ 🙏🏾🙏🏾🙏🏾🙏🏾

  • @ashokpattnayak7730
    @ashokpattnayak7730 Місяць тому +2

    ଜୟ ଶ୍ରୀ ଜଗନ୍ନାଥ 🙏
    ଅତ୍ୟନ୍ତ ହୃଦୟସ୍ପର୍ଶି ଏଥିରେ ସନ୍ଦେହ କରିବାର କିଛି ନାହିଁ ସବୁ ସେହି ମାୟାଧର ଙ୍କ ଇଛା ! ଆପଣଙ୍କ ସହ ପ୍ରଭୂ ଏମିତି ଲୀଳା କରୁଥାନ୍ତୁ ଆପଣ ଏମିତି କହୁଥାନ୍ତୁ ଆମେ ଶୁଣି ଶୁଣି କୃତାର୍ଥ ହେବୁ 🙏 🙏🙏🙏🙏🙏🙏

  • @malabikapatel7964
    @malabikapatel7964 27 днів тому

    You are really blessed Jai Jagannath

  • @subhendumohapatra2981
    @subhendumohapatra2981 7 днів тому

    Believing it's a very wonderful thing to me. Jay Jaganath

  • @rashmikrishna1701
    @rashmikrishna1701 Місяць тому +1

    You are luckiest for this darshan...... Jay Sri Mahaprabhu

  • @judhistirpanigrahi5385
    @judhistirpanigrahi5385 25 днів тому +2

    ଆପଣ ଏ ସଂସାରର ଜଣେ ଶେଷ୍ଠ ଭାଗ୍ୟବାନ ବ୍ୟକ୍ତି।

  • @subhamsekhar7327
    @subhamsekhar7327 Місяць тому +1

    Jay Shree Jagannath ❤❤🙏🚩🚩🚩🚩🚩

  • @user-wo6kb7qm8r
    @user-wo6kb7qm8r Місяць тому

    Great human being. Jay Jagannath.

  • @bijoudas5842
    @bijoudas5842 10 днів тому

    Bhaktara Bhagaban.
    apamku binaural pranam Haridwar ru
    Jay Jagannath 🙏🏻💩🙏🏻🚩✔️🌷🕉🙏🏻👍👍

  • @sanjushreecreation7
    @sanjushreecreation7 Місяць тому +2

    ଆପଣଙ୍କର କଥା ଶୁଣି ଆଖିରୁ ଲୁହ ଝରିଗଲା ସତରେ ଆପଣ କେତେ ଭାଗ୍ୟବାନ ପ୍ରଣାମ ଆଜ୍ଞା 🙏🏻ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ 🙏🏻🙏🏻

  • @AnitaNanda-q4u
    @AnitaNanda-q4u 16 днів тому

    ଆପଣ ଙ୍କୁ କୋଟି ପ୍ରଣାମ। ଆପଣଙ୍କ ଭଳି ଭକ୍ତ ଙ୍କୁ ଦେଖି ଜୀବନ ଧନ୍ୟ ହୋଇଗଲା।

  • @lakshmidharsenapati9408
    @lakshmidharsenapati9408 Місяць тому

    Very thrilling experience.u.r. Truly a devotee.keep it up.

  • @madanmohanmohanty3903
    @madanmohanmohanty3903 11 днів тому

    Jaya jagannath, bohut bhala lagila upalabdhara katha,namaskar

  • @babitamishra5385
    @babitamishra5385 Місяць тому

    Sir Bahutbhal lagila apnanka Anubhuti suniki jay jagannath

  • @bishnuprasadmishra5182
    @bishnuprasadmishra5182 Місяць тому +2

    ମୁଁ ତ କେବହେଲେ ଅବିଶ୍ବାସ କରେ ନାହିଁ , କିନ୍ତୁ ଆପଣ ସତରେ ବହୁତ୍ ଭାଗ୍ୟବାନ , ଯିଏ ଏଡ଼େ ବଡ଼ ବଡ଼ ଅନୁଭବ ଓ ଉପଲବ୍ଧି ସବୁ କାଳିଆ ସାଆନ୍ତ ବିସୟରେ ଇହ ଜୀବନ ରେ ସାକ୍ଷାତ କରି ପାରିଛି। ଜୟ ଜଗନ୍ନାଥ , ପ୍ରଣାମ ❤

  • @akshayabhusandas9729
    @akshayabhusandas9729 12 днів тому

    Heart touching.

  • @sasmitalenka6819
    @sasmitalenka6819 27 днів тому

    Very heart touching sir🙏

  • @gitanjalijena7783
    @gitanjalijena7783 Місяць тому

    You are very lucky.Jay Jagannath

  • @user-cx1gf6xw8d
    @user-cx1gf6xw8d 5 днів тому

    Bhahut inspiring sir 🙏 Jay Jagannath 🙏

  • @ramachandrapattnayak6710
    @ramachandrapattnayak6710 Місяць тому

    Jay Jagannath.Bhaba ku nikata abhabaku dura.sir uar very fortunate.

  • @pramodinidevi1523
    @pramodinidevi1523 Місяць тому

    Jay Jagannath... Kalia ta apanka bhabare bandhi heijaichhi... Se bhabara thakura... Apana bahut bhagyaban.. Apanaku au apanka Kalu nku mora koti koti pranam.
    .. Jay Jagannath..

  • @jayashreedas1640
    @jayashreedas1640 Місяць тому

    You r sooo lucky pranam

  • @gajanantandi9518
    @gajanantandi9518 Місяць тому

    Thanks you sir for sharing your divine experience with lord Jagannath..
    Jai Mahabahu

  • @baikunthnathsahoo1259
    @baikunthnathsahoo1259 Місяць тому +1

    ଜୟ ଜଗନ୍ନାଥ
    ନମସ୍କାର ଆଜ୍ଞା
    ବହୁତ ସୁନ୍ଦର ଅନୁଭୂତି ବର୍ଣ୍ଣନା କଲେ
    ଶୁଣି ଅତ୍ୟନ୍ତ ଖୁସି ଲାଗିଲା
    ଜୟ ଜଗନ୍ନାଥ

  • @jyotsnaranipanda6576
    @jyotsnaranipanda6576 Місяць тому +2

    ଜୟ ଶ୍ରୀ ଜଗନ୍ନାଥ 👏 ବହୁତ ସୁନ୍ଦର ଲାଗିଲା ଆଜିର ଭିଡିଓ ଟି 👏👏

  • @59SURYA
    @59SURYA Місяць тому

    ଅତି ସୁନ୍ଦର ଉପସ୍ଥାପନା ଓ ବିଶେଷ ଭାବରେ ପ୍ରଭୁ ଙ୍କ ଉପସ୍ଥିତିର ବର୍ଣ୍ଣନା କେତେ ମଧୁର , ଏହା ମଧ୍ୟ ତାଙ୍କର ରଚନା ଆପଣ ଙ୍କ ମୁଖରେ

  • @minatilal9185
    @minatilal9185 6 днів тому

    Excellent sir. Namaste.

  • @ajayapatra1112
    @ajayapatra1112 Місяць тому

    Sir pranam, bahut bahut bhala lagila dhanyabad sir

  • @dharanidharmallick3468
    @dharanidharmallick3468 Місяць тому +1

    Jai jagannath Jai jagannath Jai Jai Shree jagannath.

  • @manojmanjarimallick1403
    @manojmanjarimallick1403 Місяць тому

    You are great Bhai.Pranam.

  • @odiae-zone8405
    @odiae-zone8405 27 днів тому

    Jay Jagannath 🙏

  • @AnupamaDas-hm4pv
    @AnupamaDas-hm4pv Місяць тому

    Apana great sir jay jagannath

  • @31monalisa
    @31monalisa Місяць тому

    Jay Jagannath 🙏indeed a beautiful perception of Lord Jagannath! I believe each and every word that you have said while the rest of my family members didn’t believe the part where that person vanished in front of you.They are saying it might be a dream and you have presented it in a divine reality way! You keep uploading your videos. I am always eagerly waiting for your new videos!

  • @manjulapatel6761
    @manjulapatel6761 Місяць тому

    Bahuta bhala,you are very lucky

  • @namitamahakul3327
    @namitamahakul3327 Місяць тому

    Pranam mo tini thakura nku apana nku pranam apana nka anubhuti ete bhakti bhaba Ane asru ase bhari bahu bhala .

  • @KumadiniMaharana
    @KumadiniMaharana Місяць тому +1

    Joy jagannath bahut bhagyaban apana dhanyabad

  • @anathswain5141
    @anathswain5141 Місяць тому

    Chamatkar experience.
    Jai Jagannath

  • @reenaroutray9246
    @reenaroutray9246 Місяць тому

    You r really blessed 🙏

  • @siddharthabiswal8831
    @siddharthabiswal8831 Місяць тому

    You are great sir

  • @alekhabehera-tq3pw
    @alekhabehera-tq3pw Місяць тому

    Jay Jagannath Sir
    Interesting feelings shared to us on Jagatara nath JAGANNATH.
    We are waiting for your next feelings on JAGANNATH.

  • @basantisamal7799
    @basantisamal7799 Місяць тому

    Sir,Namaskar you are very devotional person

  • @sudhansumohanmishra8151
    @sudhansumohanmishra8151 Місяць тому

    Jay Jagannath.Sir you are really a blessed man and got Jagannathji Krupa.

  • @gatipanadash6534
    @gatipanadash6534 23 дні тому

    Jay Sri jagannath. I believe ur experience. Pl do share ur other experiences also.

  • @pramodkumarmohanty1968
    @pramodkumarmohanty1968 Місяць тому

    Really ,,,sir you are Lucky... Jay jagannath 🙏❤️🙏 Jay kalu🙏❤️🙏

  • @upendrakishoremishra9660
    @upendrakishoremishra9660 18 днів тому

    ଅନନ୍ୟ ଅନୁଭବ,ଭାଇ ବିବୁଧରଞ୍ଜନ,ତୁମେ ମୋର ଅନ୍ତର ମନରେ ଯେଉଁ ଭାଗବତ ପ୍ରେମର ତରଙ୍ଗ ସୃଷ୍ଟି କଲ୍ ତାହା ଅନନ୍ତ ରେ ମିଶିବାକୁ ଧାବମାନ।ଜୀବନରେ ସାକ୍ଷାତ ହେବ କି ନାହିଁ ଜାଣିନି,ସେହି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭରସା।ଜୟ ଶ୍ରୀ ଜଗନ୍ନାଥ.....
    .

  • @PrabasPati
    @PrabasPati Місяць тому

    Apnanka katha suni bahut khusi lagila Jay Jagannath

  • @kamalakantapanda8822
    @kamalakantapanda8822 Місяць тому +1

    ଧନ୍ୟବାଦ

  • @nilimadash9987
    @nilimadash9987 Місяць тому +1

    ବହୁତ ସୁନ୍ଦର କଥା ପ୍ରଭୁ ଆମ ଉପରେ ଏହିପ୍ରକାର କିଛି କରୁଣା କରନ୍ତୁ
    ଜୟ ଜଗନ୍ନାଥ
    ସେ ମୋର ବହୁତ ଆପଣାର
    ମୁଁ ତାଙ୍କୁ ମୋର ଭାଇ କରିଛି ଆଉ ମୋର ସବୁ କଷ୍ଟ ତାଙ୍କୁ ଜଣାଇଛି ।
    ଜୟ ଜଗନ୍ନାଥ

  • @sujatasahoo4769
    @sujatasahoo4769 12 днів тому

    Hari om jai jagannath
    Aapana bahut Krupa shali n bhagya shali
    Aapananka upare mo pravunkara asim Krupa achi aau ahipari sarbada rahithau

  • @sushamapanda863
    @sushamapanda863 Місяць тому

    Jay shree jagannath Swami Nayana Patha gami bhana tume ❤🎉❤🎉❤🎉

  • @debiprasadpanda3490
    @debiprasadpanda3490 Місяць тому

    Jay Jagannath. Thanks a lot for sharing your divine experience. 🙏

  • @kabitarath5643
    @kabitarath5643 29 днів тому

    Ati Ananda o aloukika anubhav..mo Saha b e prakar ghatana ghatichi..prakrutare se chintamani

  • @AnjanaDash-w8r
    @AnjanaDash-w8r Місяць тому

    Apana mahan jay sri jagannath

  • @bobbyanasuya2010
    @bobbyanasuya2010 3 дні тому

    Apana satare ....Bahut dibya Anubhuti rakhichanti , emti kahuthaantu , kichhi kichhi kaanare padutgaau , belebele satare mana dohalijae ,hele apananka katha biswas kareidauchi je se achhanti 🙏 Jay Jagannath 🙏

  • @susmitakanungo5679
    @susmitakanungo5679 Місяць тому

    Bahuta bhala lagila. ❤🙏

  • @sunilkumar-ns5yz
    @sunilkumar-ns5yz Місяць тому

    So nice .Perhaps you are one of the luckiest persons in this world.Jay Jagannath