ସସ୍ମିତାଙ୍କ ଝୁମ୍ପୁଡି ଘରେ ପୁରା ପରିବାର ଏକାଠି ଦେଖିଲା ଝିଅର ପ୍ରଥମ ଗୀତ।sasmita family watched her Debutsong

Поділитися
Вставка
  • Опубліковано 3 лис 2024

КОМЕНТАРІ • 1 тис.

  • @CHANNEL-wo9bg
    @CHANNEL-wo9bg Рік тому +134

    ଏତେ ଦିନ ପରେ ଭଲ ଖବର ଟିଏ ଦେଖାଇ ଲେ ରିପୋଟର ଭାଇ ........Thank you ଭାଇ ....ଜୟ ଜଗନ୍ନଥ

  • @suranjanpradhan1971
    @suranjanpradhan1971 Рік тому +148

    ପ୍ରତିଦିନ ମିଡ଼ିଆ ଭାଇଙ୍କୁ ହୃଦୟରୁ ଆନ୍ତରିକ ଧନ୍ୟବାଦ୍। ଭାଇ ତୁମେ ଜଣେ ହୃଦୟବାନ ମଣିଷ .....

  • @maitrichhandasamal9378
    @maitrichhandasamal9378 Рік тому +328

    ରାହୁଲ୍ ବହୁତ୍ ଭଲକାମ କରୁଛ😊ସସ୍ମିତା ବୋହୁତ୍ ଆଗକୁ ଯାଉ👍

  • @nakulbhatra7051
    @nakulbhatra7051 Рік тому +265

    ଏହି ମିଡିଆ ଯୋଗୁଁ ଆଜି ଭଉଣୀର କିଛି ତା ଜୀବନରେ ପରିବର୍ତ୍ତନ ଆଣିଦେଲେ🎉

    • @bubunasahu6739
      @bubunasahu6739 Рік тому +3

      ସତରେ ରିପୋର୍ଟ ଭାଇଙ୍କୁ ଧନ୍ୟବାଦ

    • @soumyabhai2113
      @soumyabhai2113 Рік тому

      Thank you pratidina tv 🙏🙏🙏💯💯❤️

    • @sankarsankar2217
      @sankarsankar2217 Рік тому

      No no

    • @PrabhasiniSahu-qw2mb
      @PrabhasiniSahu-qw2mb Рік тому

      ​@@soumyabhai2113xnll1 bi buut@😢🎉😢😮😅🎉😮😊 16:05

  • @ghenubhumia9266
    @ghenubhumia9266 Рік тому +94

    ରିପୋର୍ଟର ଭାଇଙ୍କୁ ବହୁତ ବହୁତ ଦାନ୍ୟବାଦ 🙏🙏🙏

  • @namitaromio1980
    @namitaromio1980 Рік тому +91

    ଆପଣଙ୍କର ହୃଦୟ ବହୁତ୍ ବଡ଼ 🎉😢 ଧନ୍ୟବାଦ୍ ଭାଇ ସେଇଥି ପାଇଁ, ଏବେ ତାଙ୍କ ସ୍ଵାମୀ ଦେଖିବେ ସେ କେତେ ଆଗକୁ ଯାଇଛନ୍ତି

    • @banamalinag196
      @banamalinag196 Рік тому

      ସସ୍ମିତା ଙ୍କୁ କିଛି ସରକାରୀ ସହାୟତା ମିଳୁ

  • @ranjeetpanda5584
    @ranjeetpanda5584 Рік тому +88

    ରାହୁଲ ଭାଇ ତୁମକୁ ମୁଁ ହୃଦୟରୁ ପ୍ରଣାମ କରୁଛି ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ

  • @pareshdutiyachand3239
    @pareshdutiyachand3239 Рік тому +36

    ରାହୁଲ ଭାଇ ତୁମକୁ ମୋର ହୃଦୟରୁ ସହେ ସଲାମ ❤❤❤ହୃଦୟରୁ କୋଟି ପ୍ରଣାମ ❤️❤️❤️🙏🙏🙏🙏

  • @bharatpradhan2462
    @bharatpradhan2462 Рік тому +238

    ବାସ ଗୋଟିଏ କ୍ୱାଲିଟ ସତକୁ ସାନ୍ନାକରିବା ଆଉ ସତକହିବାକୁ ସାହାସ ଅଛି. love u sister ଗେଲି. ଧନ୍ଯବାଦ ନିୟୁଜ

    • @susilbiswal453
      @susilbiswal453 Рік тому +2

      pratidina tv tamebi kichhi artha sahajya karantu

  • @saivlog8760
    @saivlog8760 Рік тому +79

    ଭାଇ ରେ ମତେ ଆଜି କନ୍ଦେଇ ଦେଲୁ 😭😭😭😭😭😭 ତୁ ଗୋଟେ ମଣିଷ ନୁହେଁ ରେ ମୋ ଭାଇ ତୁ ଗୋଟେ ଭଗବାନ୍ ରେ ମୋ ଭାଇ 😭😭😭😭😭🙏

  • @santoshBanjelika
    @santoshBanjelika Рік тому +91

    ମିଡ଼ିଆ ଭାଇ ତୁମେ ❤ହିଁ ଭଗବାନ ଳକଳଚନାକୁ ଆଣିଥିବାରୁ

  • @nilakanthamali4251
    @nilakanthamali4251 Рік тому +1

    ମେଡିଆ,ବାଇ, ଧନ୍ୟବାଦ

  • @GOD_995
    @GOD_995 Рік тому +22

    ମାଉସୀ ସବୁ ମଣିଷ ଙ୍କର ଚିନ୍ତା ଧାରା ଆଉ ଭାଵନା ତୁମପରି ହେଵା ଦରକାର । ସେଥିପାଇଁ ତୁମକୁ ବହୁତ ବହୁତ ଧନ୍ୟବାଦ ମାଉସୀ ।

  • @PradeepKumar-mz1dz
    @PradeepKumar-mz1dz Рік тому +5

    ସତର ମିଡ଼ିଆ ଭାଇ ମୋର ତରଫରୁ ହୁଉଦୟରୁ ବହୁତ ବହୁତ ଧନ୍ୟବାଦ ଆପଣ ବହୁତ ମୋହନ ଆପଣଙ୍କ,ଜୋଗୁ ଆଜି ସମାଜରେ ଗରିବ ଭଉଣୀ କୁ, ସମାଜରେ ପରିଚୟ, ହୋଇଛନ୍ତି ❤❤❤❤

  • @dwitisairamnayagarh3740
    @dwitisairamnayagarh3740 Рік тому +15

    ମିଡ଼ିଆ ବାଲା ତୁମମାନଙ୍କୁ ଧନ୍ୟବାଦ ଭଉଣୀ ଆଗକୁ ବଢ଼ାଇବା ରୁ ଜୟ ଜଗନ୍ନାଥ

  • @village_girl_sony
    @village_girl_sony Рік тому +8

    Media ଭାଇ ତୁମଙ୍କୁ ❤️ମୋ ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏

  • @gopabandhumahanta8069
    @gopabandhumahanta8069 Рік тому +9

    ବହୁତ ସୁନ୍ଦର ରିପୋର୍ଟ ପ୍ରକାଶିତ କରିଥିବାରୁ ଧନ୍ୟବାଦ ଭାଇ ଜୟ ଜଗନ୍ନାଥ

  • @amyaranjanjena2750
    @amyaranjanjena2750 Рік тому +47

    ଏହା ଏକ ଭଲ ସାକ୍ଷାତକାର ଯେ କୌଣସି ଅଭିନେତା ମାନଙ୍କ ଠାରୁ 🙏🙏🙏🙏🙏🙏

  • @himansuswain1903
    @himansuswain1903 Рік тому +70

    ଗେହ୍ଲି , ହୃଦୟ ଜିତି ନେଲା !! 👏🏻👏🏻👏🏻 ମୋର ବି ଏତେ ଆତ୍ମବିଶ୍ୱାସ ନାହିଁ | ଭଗବାନ୍ ତମକୁ ସବୁ ଖୁସି ଦିଅନ୍ତୁ, ତମ ପରିବାର କୁ ସବୁ ଖୁସି ଦିଅନ୍ତୁ ଯାହା ତମକୁ ଦରକାର ସବୁ ମିଳୁ

  • @bijaydas7008
    @bijaydas7008 Рік тому +106

    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ପରିବାର ର ଦୁଃଖ ଦୂର କରନ୍ତୁ 🙏ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @umakantbag4800
    @umakantbag4800 Рік тому +11

    ହୃଦୟରୁ ପ୍ରଣାମ ଓ ଧନ୍ୟବାଦ୍ reporter ଭାଇ 🙏🙏

  • @sarojrout1335
    @sarojrout1335 Рік тому +6

    ଧନ୍ୟ ବାତ ଭାଇ ଆପଣ ମନେ କିଛି କିଛି ଶାହାଯ୍ୟ କର

  • @jhasaketanraj8546
    @jhasaketanraj8546 Рік тому +36

    ରାହୁଲ ଭାଇ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ❤
    ସସ୍ମିତା ଭଉଣୀ ଆପଣଂକୁ ଭଗବାନ ସାହା ହୁଅନ୍ତୁ. ଆପଣ ବହୁତ ଆଗକୁ ଯାଆନ୍ତୁ ♥️

  • @suprabhanayak2538
    @suprabhanayak2538 Рік тому +5

    ରିପଟର ଭାଇଙ୍କ ପାଇଁ ହୃଦୟ ରୁ ନମସ୍କାର 🙏🏻🙏🏻🙏🏻🙏🏻

  • @nanditanan1773
    @nanditanan1773 Рік тому +49

    ଗେଲ୍ହି ର କଥା ବହୁତ୍ ଭଲ ଲାଗିଲା,
    Media bhai mane gelhi pain gate କାମ ଜଗାଡ କରିଦିଅନ୍ତୁ plz

  • @odiabijuvlogs8182
    @odiabijuvlogs8182 Рік тому +623

    ସତରେ ରିପୋର୍ଟ ଭାଇ ତୁମେ ବଡ଼ ହୃଦୟବାନ୍ ଲୋକ ଆଜିର ଦୁନିଆରେ ଠିକ୍ ସମସ୍ତେ ତୁମ ପରି ହେବା ଦରକାର। ଜୟ ଜଗନ୍ନାଥ 🙏 ଭଉଣୀ ଙ୍କୁ ଆଉ ରିପୋର୍ଟର ଭାଇଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ

    • @deepakkumarjena7942
      @deepakkumarjena7942 Рік тому +5

      You replied such a kind word

    • @bhababhaktiraduniya
      @bhababhaktiraduniya Рік тому +3

      Prabhu Jagannath tumara mangala karantu bhai....tuma bhali media pain aji jane jhia....tanka jibana re agaku jaiparile......Amiti sabu bhala bhala news cover karantu.....🙏🙏🙏🙏🙏

    • @bubunasahu6739
      @bubunasahu6739 Рік тому +2

      ବହୁତ ସୁନ୍ଦର ଭାଇ

    • @designcreator9283
      @designcreator9283 Рік тому +1

      Right

    • @manojmalik4590
      @manojmalik4590 Рік тому +1

      Thank sir 🎉

  • @sonalidalai8580
    @sonalidalai8580 Рік тому +22

    ଧନ୍ୟବାଦ୍ ରିପୋର୍ଟର ଭାଇ

  • @_raskin_editor__
    @_raskin_editor__ Рік тому +1

    ରିପୋଟର ହେଵତ ଏମିତି 👌ଜଗନ୍ନାଥ ପ୍ରେରଣା ଦିଅନ୍ତୁ ଧନ୍ୟବାଦ 👌👌👌

  • @Jagannath-tvo
    @Jagannath-tvo Рік тому +36

    ରିପୋର୍ଟର ଭାଇ ଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଏମିତି ଲୋକ ମାନେ ଆଗକୁ ଯାଆନ୍ତୁ ଭଲରେ ରୁହନ୍ତୁ |
    🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @pratapmoharana7045
    @pratapmoharana7045 Рік тому

    ରାହୁଲ ବାବୁ ବହୁତ ବହୁତ ଧନ୍ୟବାଦ, ତମ ଭଳି ମହାନ ବେକ୍ତିତ୍ୱ ଦୟା ଧର୍ମ କଣ ଭଲଭାବରେ ଜାଣିଛ, ଆଉ କିଛି କହି ପାରିବିନି,

  • @pradeep7554
    @pradeep7554 Рік тому +17

    ପଙ୍କ ରୁ ପଦ୍ମ ଫୁଟାଇ ଥିବାରୁ ଧନ୍ୟବାଦ 🙏🙏

  • @nnbb339
    @nnbb339 Рік тому +1

    ଭାଇ ଙ୍କୁ 🙏🙏🙏

  • @DearStudent272
    @DearStudent272 Рік тому +55

    ମଣିଷ ଜାତିଟା ସେମିତି ❤❤କାହାର ଉନ୍ନତି ଦେଖି ସହି ପାରନ୍ତି ନି ❤❤

  • @santoshpadhi2430
    @santoshpadhi2430 Рік тому

    ସତରେ ଭାଇ tame bhali ମହାନ ସସ୍ମିତା ଭଉଣୀ ଘର କୁ ଯାଇ video karicha thank so much bhai🙏🙏🙏

  • @kaushalbhoi3180
    @kaushalbhoi3180 Рік тому +3

    ଏହି ମିଡ଼ିଆ କୁ ଧନ୍ୟବାଦ

  • @mohakudbc6967
    @mohakudbc6967 Рік тому +7

    ଭାଇ ଆପଣଙ୍କ ପରି ହୃଦୟବାନ ବ୍ୟକ୍ତିଙ୍କୁ ପ୍ରଭୁଜଗନ୍ନାଥ ସତପରମାୟୁ ଦିଅନ୍ତୁ ।

  • @uttameducation7466
    @uttameducation7466 Рік тому +8

    Gelhi ଗୋଟେ ଖୋଲା ହୃଦୟର ଝିଅଟେ ।❤

  • @bhagabanpradhan7500
    @bhagabanpradhan7500 Рік тому +7

    ଡେଲି ଭଉଣୀ ଏତେ ସୁନ୍ଦର କଥାବାର୍ତ୍ତା କୌଣସି ଉଚ୍ଚ ଶିଖିତ ଲୋକକଥାରୁ କମ୍ ନୁହଁ

  • @balmikimahapatra7552
    @balmikimahapatra7552 Рік тому +3

    ପ୍ରତିଦିନ ମିଡିଆ ଭାଇ ମାନଙ୍କୁ ଅନ୍ତରରୁ ହାର୍ଦ୍ଦିକ ଅଭିନନ୍ଦନ

  • @abhiramhembram1994
    @abhiramhembram1994 Рік тому +13

    ଭାଇ ଆପଣଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ଜଣଙ୍କୁ ବଞ୍ଚିବାର ରାସ୍ତା ଦେଖାଇଛନ୍ତି । ଆପଣଙ୍କୁ ଭଗବାନ ସର୍ବଦା ଆଶୀର୍ବାଦ କରିଥାନ୍ତୁ । ଜୟ ଜଗନ୍ନାଥ ❤❤❤❤

  • @binapanichoudhury4964
    @binapanichoudhury4964 Рік тому +7

    ମିଡ଼ିଆ ଭାଇଙ୍କୁ ଆନ୍ତରିକ ଧନ୍ୟବାଦ ସହିତ ଶୁଭେଚ୍ଛା ଜଣାଉଛି। ଏପରି ଅପହଞ୍ଚ ରେ ପହଞ୍ଚି ଲୋକଲୋଚନକୁ ଆଣିବା ... ...
    ଏକ ସୁନ୍ଦର ପ୍ରୟାସ। ଗେହ୍ଲୀ ର ସ୍ପଷ୍ଟ ଉଚ୍ଚାରଣ ମର୍ମସ୍ପର୍ଶୀ ହୋଇଛି। ଭଗବାନ ସେ ପରିବାର କୁ ଆଶୀର୍ବାଦ କରନ୍ତୁ ଏହା ହିଁ ମୋର ପ୍ରାର୍ଥନା,🙏

  • @mithunnanda3673
    @mithunnanda3673 Рік тому +4

    ହୃଦୟ ରୁ ନମସ୍କାର ଏଇ ପ୍ରତିଦିନ ଟିଭି ଚେନେଲ ଭାଇଙ୍କୁ ଏମିତି ବାର୍ତା ଦେଇଥିବାରୁ ଧନ୍ୟବାଦ

  • @puspalataraul4687
    @puspalataraul4687 Рік тому +6

    ଭାଇ ଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ହେବ।

  • @Kamalkumar-uq7hj
    @Kamalkumar-uq7hj Рік тому +26

    ରାହୁଲ ଭାଇ ଏମିତି ରିପୋର୍ଟ ସବୁବେଳେ ଲୋକଙ୍କ ସାମ୍ନା କୁ ଆଣନ୍ତୁ ବହୁତ ବହୁତ ଧନ୍ୟବାଦ ଭାଇ 👌👌👌

  • @laxmipriyabehera846
    @laxmipriyabehera846 Рік тому +8

    Gelhi katha. ଅତି ସୁନ୍ଦର 🎉🎉🎉❤❤❤

  • @sritansws
    @sritansws Рік тому +10

    ଓଟିଭି କନକ ନନ୍ଦିଘୋଷ ଚାନେଲ ଖାଲି ନେତା ମନ୍ତ୍ରୀ ଖାଲି ଚାଟୁକାର କରିବେ ବହୁତ ବହୁତ ଧନ୍ୟବାଦ ପ୍ରତିଦିନ ଟିଭି ❤

    • @akashnayak5778
      @akashnayak5778 Рік тому +1

      OTV help 20 years ଆପଣ ଏକା ନୁହନ୍ତି ❤❤

  • @umajena5812
    @umajena5812 Рік тому +13

    ଭଗବାନ ପରିବାରକୁ ଭଲରେ ରଖନୁ। ରିପୋର୍ଟର ଭାଇକୁ ବହୁତ ବହୁତ ଧନ୍ୟବାଦ।🙏💐❤️

  • @Dusmanta-tw8dg
    @Dusmanta-tw8dg Рік тому +1

    Gelih katha suni bahuta khusi lagila

  • @saratranjanbehera6661
    @saratranjanbehera6661 Рік тому +10

    ଯେଉଁ ହୃଦୟ ବାନ ମଣିଷ ମାନେ ଏହି ସସ୍ମିତା କୁ ଆଗକୁ ଆଣିବାକୁ ହୃଦୟ ର ସହ ଯତ୍ନ କରିଛନ୍ତି ସେ ମାନଙ୍କୁ ଭଗବାନ ସହାୟ ହୁଅନ୍ତୁ..... 🙏

  • @sanjibdigal7518
    @sanjibdigal7518 Рік тому +1

    ଭାଇ ତୁମକୁ ଧନ୍ୟବାଦ

  • @Sudrak-0601
    @Sudrak-0601 Рік тому +3

    ପ୍ରତିଦିନ ମିଡ଼ିଆ ଭାଇଙ୍କୁ ହୃଦୟରୁ ଆନ୍ତରିକ ଧନ୍ୟବାଦ ଭାଇ ତୁମେ ଜଣେ ହୃଦୟବାନ ମଣିଷ

  • @ashokchhatar4460
    @ashokchhatar4460 Рік тому +1

    😢ବହୁତ୍ ଧନ୍ଯବାଦ୍ ପ୍ରତିଦିନ ଟିଭି

  • @achyutanandadas1670
    @achyutanandadas1670 Рік тому +4

    ଅତି ସୁନ୍ଦର ସମ୍ବାଦ ❤

  • @steminarani5803
    @steminarani5803 Рік тому +4

    ଭାଇ ବହୁତ ସୁନ୍ଦର କଥା କହୁଛନ୍ତି ରିପୋର୍ଟ ଭାଇ ତମେ ବହୁତ୍ ଭଲ ଇତିହାସ ରଚିଲେ ଆପଣ God bless you sir ❤❤❤🙏🏻🙏🏻🙏🏻🙏🏻💖💖💖🌹🌹🌹🌹🌹🌹🌹🌹

  • @prakash.donk.p7215
    @prakash.donk.p7215 Рік тому +3

    Many many thanks PRATIDIN ❤❤❤

  • @t.s.o.p7122
    @t.s.o.p7122 Рік тому +1

    good news ଏମିତି ବନାନ୍ତୁ

  • @chandrabisoi2118
    @chandrabisoi2118 Рік тому +36

    ଲୋଭୟୁ ଭୋଉଣି ଯେଯାହାକହୁ ପଛେ ଆଘକୁ ମାଡିଚାଲ ଏତିକି ମାଁ ତାରିଣୀ ଙ୍କ ପ୍ରାର୍ଥନା କରୁଛି ତୁମର ଚଲାପଥ ରେ କିଛି ବାଧାବିଘ୍ନ ନୋଆସୁ ଜୋଇ ମା ତାରିଣୀ

  • @KumarN860
    @KumarN860 Рік тому +13

    ବହୁତ ସୁନ୍ଦର ପ୍ରୟାସ ❤❤

  • @gopalkrishnaofficial54
    @gopalkrishnaofficial54 Рік тому +2

    ମୋ ରାହୁଲ୍ ଭାଇ ରିପୋର୍ଟର ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🏻
    ଭାଇ ସତରେ ଏଇ ଭଳି କାମ କଲ ମୁଁ ବହୁତ୍ ଗର୍ବ ଅନୁଭବ କରୁଚି 🙏🏻 ଏଇ ଭଳି ମାନବିକତା ଏବଂ ମହାନ୍ କାର୍ଯ୍ୟ କରି ଚାଲ 🙏🏻

  • @arjunnayak7431
    @arjunnayak7431 Рік тому

    ଭାଇ ତମେ ଗୋଟିଏ ସୁପର ମେନ ୟାର

  • @CHANDRIKANAIK-i1n
    @CHANDRIKANAIK-i1n Рік тому +3

    ରିପୋର୍ଟ ର ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ୍😂😂😂😂

  • @smallfamily1844
    @smallfamily1844 Рік тому +8

    ବହୁତ ସୁନ୍ଦର ସ୍ୱର, ବହୁତ ବଡ଼ିଆ ଝିଅ, ଭଗବାନ ତୁମକୁ ବହୁତ ଆଗକୁ ନେଇ ଯିବେ

  • @dinabandhunaik7332
    @dinabandhunaik7332 Рік тому +4

    ଏ ଭାଇ ତୁମକୁ ଧନ୍ୟବାଦ, ତୁମକୁ ଭଗବାନ ଭରସା

  • @rajkishormohanta634
    @rajkishormohanta634 Рік тому +31

    ଏତେ ଦୁଃଖରେ ଥାଇବି ଭଉଣୀ ସବୁବେଳେ ହସିକି କଥା ହୁଅନ୍ତି ଭଉଣୀଙ୍କଠୁ କିଛି ଶିଖିବାକୁ ପଡ଼ିବ

  • @pujapriyadarshinisahoo4624
    @pujapriyadarshinisahoo4624 Рік тому +5

    ଭଗବାନ ଙ୍କ ଆଶୀର୍ବାଦ ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇପାରେ ..... ଜୟ ଜଗନ୍ନାଥ...ଜୟ ବାବା ଲିଙ୍ଗରାଜ 🙏🙏🙏🙏

  • @giridharisahoo5904
    @giridharisahoo5904 Рік тому +2

    ତୁମକୁ ରିପୋର୍ଟର ଭାଈ ମୋ ହୃଦୟ ରୁ🙏

  • @prafullapalai7664
    @prafullapalai7664 Рік тому +14

    ଧନ୍ୟବାଦ ଏ ମଣିଷ
    ଧନ୍ୟବାଦ ଏ ସରକାର

  • @debendramohanty8609
    @debendramohanty8609 Рік тому +2

    I am very proud of the reporter to collect such a news from the poorest family so that Good may bless him.God bless those who serve others with the will of God.

  • @purusottamsasa8513
    @purusottamsasa8513 Рік тому +3

    Heart touching Bhai good bless u Sasmita jena family.....

  • @nirjharinimohanty2599
    @nirjharinimohanty2599 Рік тому +1

    ପ୍ରକୃତ ରିପୋର୍ଟର,ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ.

  • @santanudigal4942
    @santanudigal4942 Рік тому +9

    ଭାଇ ଆପଣଙ୍କୁ କେମିତି ଧନ୍ୟବାଦ୍ ମୁଁ ଦେବୀ ଜାଣିପାରୁ ନାହି ଏତେ ଦୁଃଖ ଆଉ କଷ୍ଟ ଜୟ ଜଗନ୍ନାଥ ତମେ ଏକ ସାହାବରସା

  • @srutihantal5445
    @srutihantal5445 Рік тому +16

    ଗେଲି ତୁ ହେଉଛୁ ମହାନ ଦିନ ଆସିବ କାଳିଆ ନିଶ୍ଚୟ ତମ ଦୁଃଖ ଶୁଣିଵ ❤❤❤ ସତରେ ଆଜିର ଏହି ସ୍ବର୍ଥପର ଦୁନିଆରେ ଧନୀକ ଆଉରି ଧନୀ ହେଉଛି ଏବଂ ଗରୀବ ଗରୀବ ରେ ରହିଯାଉଛି ଭଗବାନ ଏମାନଙ୍କୁ ସାହାଯ୍ୟ କର

  • @Hansada_Helping_Short_video
    @Hansada_Helping_Short_video Рік тому +14

    ମାଉସୀ କଂ କାନ୍ଦ ଦେଖି 🥺🥺😥😥😥😥😥😭😭😭ମତେ ବହୁତ ଦୁଃଖ ଲାଗିଲା

  • @pratimadhal4839
    @pratimadhal4839 Рік тому +2

    Rahul bhai god blees u & ❤u....👍👍👍🙏🙏u are god gift.....#jai jaganath#....

  • @stylesrjsatya7667
    @stylesrjsatya7667 Рік тому +4

    ସୁନ୍ଦର ହୃଦୟ ଟି ରେପୋଟର ଭାଇ ର ...

  • @odiyavloggerjhili797
    @odiyavloggerjhili797 Рік тому

    Vai tame bahut vala❤❤❤❤❤

  • @sonugunu3853
    @sonugunu3853 Рік тому +38

    Lots of love and deep respect ❤️ for our reporter Sir 🙏

  • @KrushnaKhila-d9u
    @KrushnaKhila-d9u Рік тому +1

    ଆମର ମେଡିଆ ଭାଇକୁ ସୋହେରୁ 100%ଧନ୍ୟବାଦ ଦେବି ୟେ ହୋଉଛି ଦୁଖୀ ସୁଖୀ ର ମେଡ଼ିଆ ଭାଇ ଆଉ ଭିଡ଼ ଭିତରେ ଯାଇ 1କୁ 2କରିବା ଲୋକ ଦରକାରନାହିଁ ଜୟ ଯୋଗରନ୍ନାଥ 🙏🙏🙏

  • @ranjitatinu184
    @ranjitatinu184 Рік тому +26

    Ete dukhare b hasi hasi katha kahu chhanti seita hin bada katha❤❤ love u dii

  • @dyaramtandi2666
    @dyaramtandi2666 Рік тому +1

    ଏମିତି ରିପୋର୍ଟ କୁ କୋଟି କୋଟି ଧନ୍ୟବାଦ 👌👌🙏🏾🙏🏾🙏🏾

  • @kshayamanidhisahu974
    @kshayamanidhisahu974 Рік тому +3

    ରିପୋର୍ଟର ଭାଇ ଆପଣ ସତରେ ଜଣେ ବଡ଼ ହୃଦୟ ଥିବା ମଣିଷ ଟିଏ।ସସ୍ମିତା ଭଉଣୀଙ୍କ ପରିବାରର ଏହିଭଳି ଦୁଃଖଭରା ବାର୍ତ୍ତା ଟିକୁ ଲୋକଙ୍କ ପାଖରେ ପହଞ୍ଚେଇ ପାରିଛନ୍ତି।ଅନ୍ୟ ଗଣମାଧ୍ୟମ ପ୍ରତିନିଧି ମାନେ ଭାଇଙ୍କ ଠାରୁ କିଛି ଶିଖନ୍ତୁ।ଭଗବାନ ଆପଣଙ୍କ ପରିବାର ଓ ସସ୍ମିତା ଭଉଣୀଙ୍କ ପରିବାରକୁ ସବୁ ଦୁଃଖ ନେଇ ସୁଖ ପ୍ରଦାନ କରନ୍ତୁ।

  • @PehuVlogss
    @PehuVlogss Рік тому +2

    ରିପୋଟର ଭାଇ ଙ୍କୁ ଧନ୍ୟବାଦ 🎉🎉

  • @entertainment4you...974
    @entertainment4you...974 Рік тому +10

    Very gentle and pure heart lady.....Lord Jagannath must be help you.....Dhanyabad....Odisha CM.....you have achieved No1 Garib award must.....

  • @laxmibehera5412
    @laxmibehera5412 Рік тому

    Ripot Bhai tame mahan👌👌👌

  • @bhimapinguahatikucha4704
    @bhimapinguahatikucha4704 Рік тому +4

    ସତରେ ରିପୋର୍ଟ୍ରର ଦନ୍ୟବାଧ। ମଁସସ୍ମମିତକୁ ବି❤❤❤

  • @manojmanoj9952
    @manojmanoj9952 Рік тому +11

    😢😢ସବୁ ଠିକ ହେଇଯିବ 🙏🏽🙏🏽🙏🏽ଭାଗବାନ ଙ୍କୁ ଭରସା ରଖ

  • @LipunHansda
    @LipunHansda Рік тому +7

    Report's bhai apananku bahut bahut dhanyawad..you are great love you bro...❤❤❤

  • @susantakumarsahu7675
    @susantakumarsahu7675 Рік тому +1

    ଭଲ କଥା । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ।

  • @G.sushamareddysushama
    @G.sushamareddysushama Рік тому +13

    😭😭😭😭ଆମେ ବି ତୁମପରି ଯାହା ହୋଉଚି ଯାହା ଆଗକୁ ହେବ ସବୁ ଭଗବାନଙ୍କ ଇଛା ଭଗବାନ ଚାହିଲେ ସବୁକିଛି ଅସମ୍ବବକୁ ବି ସମ୍ବବ କରିପାରିବେ ମଣିଷକୁ ବିଶ୍ବାସ କରନି ଦିଦି ଭଗବାନଙ୍କୁ ବିଶ୍ବାସ ଭରସା କର ଜୟ ଜଗନ୍ନାଥ 🙏🙏🙏🙏😭😭😭😭

  • @odiashortstories3102
    @odiashortstories3102 Рік тому +2

    ହାଏ! ରେ ବିଧାତା ଏ ସଂସାରରେ ଏମିତି ଲୋକ ଅଛନ୍ତି । ଦିନକୁ ମାତ୍ର ୩୦ ଟଙ୍କା ।

  • @mariyambhuyan3665
    @mariyambhuyan3665 Рік тому +4

    ଭାଇ ଆପଣ ଙ୍କ ହୃଦୟ ବହୁତ୍ ଭଲ । ଆପଣ ଜଣେ ମହାନ୍

  • @Rama45Musical
    @Rama45Musical Рік тому +1

    Media bhai ku bohut bohut dhanyabad

  • @amyaranjanjena2750
    @amyaranjanjena2750 Рік тому +7

    This is the best interview
    Than any celebrity 🙏❤️❤️❤️

  • @MuralidharSahu-ck6pz
    @MuralidharSahu-ck6pz Рік тому

    Odisha ra no1 chennal

  • @lpradhanlpradhan
    @lpradhanlpradhan Рік тому +11

    Rahul bhai thank you so much ..,.your kindness love you so much Bhai ❤❤❤❤❤❤❤❤

  • @amitcreation466
    @amitcreation466 Рік тому +2

    ରାହୁଲ ଭାଇ ତମଙ୍କୁ ମୋ ହୃଦୟ ରୁ ତମଙ୍କୁ ସାଲମ ଜୟ ଜଗନ୍ନାଥ

  • @bijaykumarben9402
    @bijaykumarben9402 Рік тому +6

    Sashmita daughter you go ahead and will do well you have sung well ,my blessings are always with you my daughter God bless you all the time

  • @swayansidha4103
    @swayansidha4103 Рік тому +1

    Really humanity, God bless you 🙏🏼❤️

  • @jayarambagh2299
    @jayarambagh2299 Рік тому +3

    ଜୟ ଜଗନ୍ନାଥ 🙏 ବହୁତ ଦୁଃଖ ର କଥା ଧନ୍ୟବାଦ ରିପୋଟର ଭାଇ

  • @kartiknath-kd5uf
    @kartiknath-kd5uf Рік тому +1

    ରିପୋର୍ଟ ଭାଇ ତମକୁ ବହୁତ ବହୁତ ଧନ୍ୟବାଦ j ଜଗନ୍ନାଥ