Bhai tame bahut namra sarala Sethi pai jie bi jaha kahijauchhanti tame chinta karani dukha karani Bhai tameto kichhi bi bhul karina to kahiki chinta karucha bindas ruha god bless you bhai
Am big fan of uuuhhh,,u r very good person nd good reporter,, don't sad God blessings with uhhhhh every time,dear Rahul bro always keep smiling,omm Sai Ram
ଭାଇ ଆପଣ କାହା କଥା ଶୁଣନ୍ତୁ ନାହିଁ ଆପଣ ଆଗକୁ ଆଗେଇ ଚାଲନ୍ତୁ । ଆପଣଙ୍କ ହୃଦୟ ବହୁତ୍ ବଡ଼ ଆପଣ ଜଣେ ମହାନ୍ ।ଭାଇ ଆମେ ଆପଣଙ୍କ ସାଥିରେ ଅଛୁ ।ରାହୁଲ୍ ଭାଇ ଆପଣ ବହୁତ୍ ଭଲ
Rahul Bhai manakasta karani😭
ରାଉଲ୍ ବାବୁ ଆପଣଙ୍କ ମାନବିକତା ବହୁତ୍ ଉଚରେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଓ ଶୁଭେଚ୍ଛା
ରାହୁଲ ଭାଇ ତୋମେ ଭାରି ଭଲ। ଭଗବାନ ଆପଣଙ୍କ ସର୍ବଦା ମଙ୍ଗଳ କରନ୍ତୁ 🙏🌺🌺
କିଏ ପ୍ରେମରେ ହୃଦୟ ଭାଙ୍ଗି ଦିଏ ତ , କିଏ ଭରଷାରେ ଭାଙ୍ଗି ଦିଏ, କିଛି ଶିଖିବାର ଅଛି ତ ରାହୁଲ୍ ଭାଇ ଠାରୁ ଶିଖ,... ଯିଏ ନିଜେ ଭାଙ୍ଗି ପଡ଼ି ବି ଦୁଇଟି ହୃଦୟକୁ ଯୋଡ଼ି ଦେଇଛି
Right
❤❤❤
Right
ଭାଇ ତୋମେ ଠିକ୍ ରୁହ .....ସବୁ ଠିକ୍ ହେଇଯିବ ....ଅଯଥାରେ ଅନ୍ୟ କଥା ନଶୁଣି ଆଗକୁ ବଢିଚାଲନ୍ତୁ
ଆମ ରାହୁଲ ଭାଇ ବହୁତ ଭଲ ମଣିଷ ❤
କେବଳ ଶସ୍ତା ଲୋକପ୍ରିୟତା ଅର୍ଜନ କରିବା ପାଇଁ ଏ ସବୁ ନାଟକ ବାଜି। ଆପଣ ନିଜ କାମ କରି ଚାଲନ୍ତୁ। ଜଗନ୍ନାଥ ଙ୍କୁ ଭରସା କରି ଆଗେଇ ଚାଲନ୍ତୁ।
Bhai tame thik achha
ଭାଇ ଯେଉଁମାନେ ଧର୍ମ ରେ ରୁହନ୍ତି ଭଗବାନ ତାଙ୍କଠୁ କଠୋର ରୁ ଅତି କଠୋର ପରୀକ୍ଷା ନେଇଥାନ୍ତି କାରଣ ତାଙ୍କର ସହିବାର ଶକ୍ତି ଅଛି କି ନାହିଁ ସେଥିପାଇଁ ଭାଇ ତୁମ କରିଚାଲ ଧର୍ମର ହେବ ଜୟ
Rahul ବ୍ୟସ୍ତ ହୁଅନି, ସେମାନଙ୍କୁ ତାଙ୍କ କର୍ମ ଫଳ God ଦେବେ
ବିଚରା sasmita ଏକା ହେଇଯାଇଛି
ଭାଇ ନମସ୍କାର ତମେ ଗ୍ରେଟ୍ ଓଡ଼ିଶା ର ଗରଵ ମ ଭାଇ ହେଲା ହୋଇ ଥାନ୍ତା କି ଆମ ଭାଗ୍ୟର ନାହିଁ ହେଲେ ଭାଇ ତମେ ଖୁସିରେ ରୁହନ୍ତୁ କିନ୍ତୁ ମଣିଷ ଚିହ୍ନା ଆଗକୁ ବଡ଼ my God bless you Rahul bhai ❤❤❤❤🙏🏼🙏🏼
ଭାଇ ଆପଣ ଆପଣଙ୍କ କାମ କରନ୍ତୁ, କାହା କଥା ଶୁଣନ୍ତୁ ନାହିଁ, ଆଗକୁ ମାଡି ଚାଲ, ଆମେ ଆପଣଙ୍କ ସାଥିରେ ଅଛୁ
Hnn bhai ❤
Han ଭାଈ ସେଇ ଶଳା ଭାସ୍କର chanel ବହୁତ୍ ଗପୁଚି କିଛି ଗୋଟେ କର
Hm bhai
Right bh
😅
କିଛି ହବନି ରାହୁଲ ତମର... 👍ଆମେ ଅଛୁ
Right brother, ମୁଁ ମଧ୍ୟ ଅନ୍ୟ ଚ୍ୟାନେଲ ରେ ଏକଥା ଦେଖି ଠିକ୍ ସେୟା ଭାବୁଥିଲି,,ହୀନ ପ୍ରକୃତି ଙ୍କ ଠାରୁ କ'ଣ ଆଶା କରାଯାଇପାରେ,,,😅
ଦୟାଳୁ ଲୋକେ ଧନ୍ୟ,କରଣ ସେମାନେ ଦୟା ପ୍ରାପ୍ତ ହେବେ ,ସତ୍ୟ ନିଶ୍ଚୟ ଜୟ କରିବ,ରାହୁଲ୍ ଭାଇ ତୁମ ଜୀବନରେ ଯାହା ହୋଇଛି ତାହା ଗୋୖରବ ମନେ କର ,ତୁମର କିଛି ଦୋଷ ନାହିଁ, ତୁମ ଦ୍ଵାରା ଯେତେ ସମ୍ଭବ୍ ଳୋକଙ୍କୁ ସେବା କର ,ପ୍ରଭୁ ତୁମକୁ ଆଶ୍ରଇବଆଦ୍ କରନ୍ତୁ ଆମେ ପ୍ରାର୍ଥନା କରୁଅଛୁ
Amen
Right
Rahul Bhai ଅତି ସରଳ ସ୍ବଭାବ ର ମଣିଷ ଟିଏ।
Right
U r great bro. ପ୍ରଭୂ ଲିଙ୍ଗରାଜ ତମକୁ ସହାୟ ହୁଅନ୍ତୁ l
ତୁମ ସଂସ୍କାର କୁ ସଲାମ ।ଏହା ପରେ ଆଉ କିଛି କହନ୍ତୁ ନାହିଁ।ଆପେ ଆପେ ବନ୍ଦ ହୋଇଯିବ।
Mu ଜାଣି ଥିଲି ଏଟା ମିଛ ଖବର
ଠିକ୍ କହିଛନ୍ତି
ଡରନି ରାହୁଲ ଭାଇ ଆମେମାନେ ତୁମ ସାଥିରେ ଅଛୁ.ଜୟ ଜଗନ୍ନାଥ 🙏🙏🙏🙏🙏
Rahul bhai your voice is very sweet God bless you bro
Apank pai bhaban achanti
Yes
ଭାଈ ତୁମେ ବହୁତ ଭଲ ସସ୍ମିତା ଧୋକା ବାଜ୍
Rahul Bhai really u r great.......god bless you brother......
Rahul bhai u are great କିନ୍ତୁ ଖାସ କରି ପ୍ରତିଦିନ ନ୍ୟୁଜ୍ ଆଉ ଭାସ୍କର ନ୍ୟୁଜ୍ କେମିତି ଅନ୍ୟମାନଙ୍କ ନ୍ୟୁଜ୍ କୁ ଏମିତି କରୁଛି ଯେ ସେ ବ୍ୟକ୍ତି ବିଶେଷଙ୍କ କେମିତି ଦିନ କରୁଥିବ ଜାଣ ଶାସ କରି ତୁମେ
ଯେମିତି ମନୋଜ ମିଶ୍ର ସାରଙ୍କ ନ୍ୟୁଜ କଲ TRP ପାଇଁ ଘର ଭଙ୍ଗା ଚାନେଲ 2ଟା ଅଛ ତମେ
ରାହୁଲ ଭାଇ ଆପଣ ବହୁତ ବୁଝିବାର ମଣିଷ
ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ 🙏🏼
ରାହୁଲ୍ ଭାଇ,ଆୟୁ, ଆରୋଗ୍ୟ, ଧନବାନ, ଗୁଣବାନ୍, ସୌଭାଗ୍ୟୋବାନ , ଧୌର୍ୟବାନ ଭବ।
ଭାଇ ତମର ମନଟ ଏତେ ସୁନ୍ଦର ସତରେ ତମଭଳି ପୁଅ ସବୁ ମା କୁ ମିଳୁ ତମ ପରି ସୂମୀ ସବୁ। ଝିଅ କୁ ମିଳୁ
ତୁମେ ବହୁତ ଭଲ। ମୋ ଆଶ୍ରୀବାଦ ଅଛି ଭାଇ। ଭଗବାନ ଉପରେ ଭରସା ରଖ। ସମୟ ଖରାପ ଚାଲିଛି ତୁମ ପାଇଁ।
Rahul apana bahut vala sanskar paichhanti apanka parents nku mora pranam,odisha basi apanka saha achhanti , just ignore them...godbless you,jay Jagannath 🙏
ରାହୁଲ ଭାଇ ଆପଣ ଚିନ୍ତା କରନ୍ତୁ ନାହିଁ ଭଗବାନ ଅଛନ୍ତି
Rahul vai u r great❤️👍👍
Hmm Bhai agoku chhalo
Banda great
Rahul.bhaai.yourare a great
ଭାଇ ଭଗବାନ ତୁମର ନିଶ୍ଷୟ ମଙ୍ଗଳ କରିବେ ।
ସମୟ ଆସିବ ଲୋକ ଆଉ ବିଶ୍ୱାସ କରିବେନହିନ୍ କେତୋଟି ଚାନେଲ କୁ ତମ ପରି ଭଲ ପିଲା ମଲିବା କଷ୍ଟ ଭଗବାନ ତମକୁ ଶୀଘ୍ର ଏଇ ସମସ୍ୟା ରୁ ଉଦ୍ଧାର କରନ୍ତୁ ❤❤❤❤ତମେ ସବୁ ବେଳେ ବେଷ୍ଟ ମନ ଦୁଃଖ କରନାହିଁ ଭଗବାନ ତମକୁ ସାହାଯ୍ୟ କରିବେ ❤ପୁଅ ନିଜ କାମ ରେ ମନ ଦିଅ
Bhagabana sabu bele tamasaha achhanti bhai
ସେ ଚାୟ୍ଯାନେଲ୍ ହେଉଛି ଭାସ୍କର କିଛି କାମ ନାହିଁ ତମେ ଭାଇ ଆଗକୁ ଵଢ ଆମେ ଅଛୁ ଆପଣଙ୍କ ସହ 😊
Ama Rahulu bhai satare. Bahutu Bale. Manisa tie
Rahulu bhai. Jaha sabu kahuchanti. 🙏🙏🙏so You are right
ଠିକ୍ ଅଛି..ଜୀଏ ଜାହା କରୁଚି କହୁଚି କହୁ କରୁ,,,ତାକୁ ମନରୁ ବାହାର କରିଥିବାରୁ ଧନ୍ୟ ବାଦ୍ ଭାଇ
Rahul bhai you are really a great person. We all wants our rahul bhai before u have. 'God ' is every where. So don't worry
ରାହୁଲ ଭାଇ ଟିକେ ଧର୍ଯ୍ୟ ଧରନ୍ତୁ ସବୁ ଠିକ୍ ହେଇଯିବ
Bhai tuma sanskara agare munda naijauchi you are great brother tuma baba maanku dhanyabad abhali sanskara deichanti
ଭାଇ ତମେ ଭଲ ଲୋକ ହେଲେ ସସ୍ମିତା ଟା ଭଲ ଝିଅ ନୁହେଁ ତମେ ତମ କାମ କରି ଚାଲ
Rahul Bhai sabu tharu bahut Bhala
ରାହୁଲ ଭାଇ ତମେ ସବୁବେଳେ ଭଲରେ ରୁହ
ଭାଇ କୁ କିଏ କିଏ ଭଲ ପାଅ 👍 like କର
Bhai tame bahut namra sarala Sethi pai jie bi jaha kahijauchhanti tame chinta karani dukha karani Bhai tameto kichhi bi bhul karina to kahiki chinta karucha bindas ruha god bless you bhai
Rahul vai tame bahut vala you are great
ପରର ଉପକାର କର, କିନ୍ତୁ. ..ସୀମା ଭିତରେ । ଯିଏ ଯେତିକିର ଲୋକ ତାକୁ ସେଇଠି ରହିବାକୁ ଦିଅ । ଅତି ଦୟା ଦେଖେଇ ଏମିତି ହନ୍ତ ସନ୍ତ ହୁଅନାହିଁ ।
Apana thik kahichanti
@@sajidkhan-rd8cfright
ଆଗରୁ ତୋ କାଇଁ କିଛି କହୁନଥିଲେ ଯେତେବେଳେ ଏ ସବୁ ଘଟଣା ହେଲା ତାପରେ କହୁଚ।ଏବେ କହି କ'ଣ ଲାଭ, ହବାର ତୋ ହେଇଗଲା ନା ।
Rahul bhai you your Right bro
RAHUL ଭାଇ, ମୁଁ ଜାଣିଛି ତୁମେ ବହୁତ୍ ଭଲ ଆଉ ସରଳ, ନିଃସ୍ଵାର୍ଥପର ବିଶ୍ବାସୀ ଲୋକ,ଆପଣ ନିଜର କର୍ମ କରନ୍ତୁ, ଭଗବାନ ଆପଣଙ୍କୁ ସାହା ଭରଷା ହେବେ,କାହା କଥା କିଛି ଶୁଣନ୍ତୁ ନାହିଁ,ଆଗକୁ ମାଡି ଚାଲ,ଜୟ ଜଗନ୍ନାଥ
Good jab bhai Gariba pai
ଆପଣ ବହୁତ ଭଲ ❤❤ତେଣୁ ଭଗବାନ ଆପଣଙ୍କ ପାଇଁ ଅଛନ୍ତି
Rahul Bhai tame best
ଭାଇ ଆପଣ ଭୟ କରନ୍ତୁ ନାହିଁ ସବୁ ଠିକ୍ ହୋଇଯିବ, ଏ ଜଗତରେ ଭଲ ମଣିଷ ପାଇଁ ଏପରି ସମସ୍ୟା ଅନେକ ସହିବାକୁ ପଡ଼ିଥାଏ, ଭାଇ ଆପଣ ଧର୍ଯ୍ୟହରା ନ ହୋଇ ଦମ୍ଭର ସହିତ ରୁହନ୍ତୁ ସବୁ କଥା ସମାଧାନ ହୋଇଯିବ ।
Bhae darntu nae aane achu Tama pae aagaku ja
Rahul Bhai you are great
ରାହୁଲ୍ ତୁମେ ଗୋଟେ ଭଲ ପିଲା।ତୁମେ ତୁମ କାମ କର।ସମସ୍ତେ ଜାଣନ୍ତି ତୁମେ କଣ।ଓଡ଼ିଶାବାସୀ ତୁମ ସହିତ ଅଛୁ।
Rahul Bhai satare apana bahut bhala manisa.
So sweet voice ❤
ରାହୁଲ ଭାଇ ତୁମେ ବହୁତ୍ ଭଲ ତୁମେ ଆଗ କୁ ଚାଲ ତମ ସାଥି ରେ ଅଛୁ
ରାହୁଲ ଭାଇ ଆଉ ଥରେ ବିଶ୍ୱାସ କରନ୍ତୁନି ସସ୍ମିତା କୁ
Rahul bhai u r great.God bless you.jia jaha kohuchhi kohu don't worry.Agoku madi chalantu jagannath saha bharasa.
Rahul bhai really u r great..... God bless u bro...
ଶହେ ସଲାମ୍ ଭାଇ ତମକୁ। ବହୁତ ଭଲ ଆଉ ବହୁତ ସୁନ୍ଦର କଥା କହିଲ। ଭଗବାନ ସବୁ ଠିକ କରିଦେବେ।ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
U are great brother 👌🙏❤️
Rahul bhai bahut bhala manisa
Rahul bro ....u r so great . Really i salute for you
Bhai tome bohut bhala
Thank you Rahul bhai.Go ahead & create History. We're with you. Try to forget the past.👍
Tamar sabu bhala haba ....God bless you
Ruhal bhai is always great man 👍👍👍🥰❤️❤️❤️
ଭାଇ ତୁମେ ଏକଚଳି ବହୁତ ଭଲ
Rahul ଭାଇ ଆପଣ ଠିକ କହୁଛନ୍ତି, ଖାଲି ଅପାଙ୍କ career ନୁହେଁ ସସ୍ମିତା career madya barbad hoijiba, news ଵାଲା ହିଁ ସମସ୍ୟା କୁ ବଢ଼ାଉଛନ୍ତି.
Rahul bhai all ready tume hero hei saricha...gote utube channel khola odisha tumaku nischay sapport karibe...jamaru tension Miami❤️❤️❤️👍👍👍👍
U r great bhai... ❤👍👍God bless u always..
ହାତୀ ଚଲେ ବଜାର ମେ ତୋ କୁ ତା ଭୁକେ ହଜାର
ସାଧୁ ଓ କା ଦୁର୍ଭାବ ନେହିଁ
ଜବ ନିନ୍ଦେ ସଂସାର
Your sensible words are indeed penetrated to my heart ❤️ Really you are always down to earth with noble nature ❤❤❤ hats off to you sir🙏🙏🙏🙏
bahut bhala manisha rahul bhai. tamara kichhi habani
ରାହୁଲ ଦୁଃଖ କରନାହିଁ 🙏🙏🙏
Dhanyvad Rahul bhai tome da yalu tome dayapaiba Prabhu apno ku Aashirwad karanti god bless you
Sundar ...atti sundar...yei ta manisa paniyan ......baki sabu tumapari heleni Bhai....satare tume mahan.
Thanku brother .
Good prediction Rahul. Always be strong.
Rahulu Bhai is tha great
ଭାଇ ଆପଣ ସସ୍ମିତା ଙ୍କୁ ସାହାଜ୍ଯ କରିକି ଭୁଲ କରିନାହାଁନ୍ତି || ସେଇଟା ଭୁଲ କହନ୍ତିନି କର୍ମ କରିଚାଲ ଭଗବାନ ଆପଣଙ୍କର ମଙ୍ଗଳ କରିବ || ଭାଇ ଆମେ ତ ଦିନକୁ ୧୦୦ ଟଙ୍କା ମଜୁରିଆ ତଥାପି ଆମେ କେତେ ଖୁସି || ମୟୂରଭଞ୍ଜ ବିଶୋଇ ବ୍ଳକ
Mu ta 💯% Rahul Bhai apanaka support re achhi sabu bele . sasmita bujhiparileni jou loka taku nua parichaya dele se bujhiparileni..so sad😢Bhai....❤❤❤❤
ଭାଇ ଆପଣଙ୍କର କିଛି ହେବନାହିଁ।, ଆମେ ସମସ୍ତେ ଓଡ଼ିଶା ଲୋକ ଆମେ ତୁମ ପଛରେ ଭାଇ।
ରାହୁଲ ବାବୁ ସେ ଗୋଟେ channel ନୁହେଁ ଏମିତି କେତେଟା channel ମୁଁ ଦେଖୁଛି ଆପଣଙ୍କୁ ଆଉ ସେ ଝିଅକୁ ନେଇକି ବହୁତ ଖରାପ୍ କଥା ଲେଖୁଛନ୍ତି । ଆପଣ ଆଇନ୍ ର ଆଶ୍ରୟ ନିୟନ୍ତୁ।
Rahul bhai is always good personality
ଆପଣ ବହୁତ ଭଲ କାମ କରିଛନ୍ତି ଭାଇ ବଦମାସ ଲୋକମାନେ ଅନ୍ଧାରକୁ ଭଲ ପାଆନ୍ତି ସେଥିପାଇଁ ଭଲ ମଣିଷ ମାନଙ୍କୁ ଅନ୍ଧାରକୁ ଠେଲି ଦେବାକୁ ଚେଷ୍ଟାକରନ୍ତି
U r great Rahul bhai 🙏👌❤
Rahul bhai mor bhai
You are all time right brother 🙏
Sotore Bhai tume bohuto bhalo
Rahul you are a nice man.God bless you
Rahul Bhai tame bahut bhala Tama pai aame achhu
Sata re bhai aapan voice bahute cutee😊
Am big fan of uuuhhh,,u r very good person nd good reporter,, don't sad God blessings with uhhhhh every time,dear Rahul bro always keep smiling,omm Sai Ram
ଭହୁତଧନ୍ୟବାଦ ଭାଇ, 👍
Bhai apana bhout bhalla
ଭାଇ ତମେ ଆଗକୁ ଚାଲ ଆମେ ଅଛୁ ଆଉ ସେ ଦିଦି ଙ୍କୁ ଟିକେ ସାହାଯ୍ୟ କର
କୋଉ ଦିଦି କୁ ନାହିଁ କି ସାର୍ କୁ ବି ସାହାଯ୍ୟ କରିବା କଥା ନାହିଁ😅😅
Rahul bhai tome bohut bholo👍
ଆମେ ଯାଣିଚୁ ତମର କିଛି ଦୋଷ ନାହଁ,ତମେ ଭଲ ପିଲା
Rahul bhai bhagan too b bada rahul bhai bahuta bhala manisa