ଡର ଲାଗୁଛି କାଳେ ସସ୍ମିତା ପାଇଁ ମୁଁ ଜେଲ୍ ଚାଲିଯିବି।Rahul fears for his safety from Sasmita's allegations.

Поділитися
Вставка
  • Опубліковано 4 лис 2024

КОМЕНТАРІ • 4,9 тис.

  • @babunamallick5594
    @babunamallick5594 Рік тому +977

    ରାହୁଲ୍ ଭାଇ ଆପଣ ଧର୍ଯ୍ୟ ଧରନ୍ତୁ କାହିଁକି ଏମିତି କାନ୍ଦୁଛନ୍ତି, ଆପଣଙ୍କ ର ଏ ଖରାପ ସମୟ ବି ଖୁବଶୀଘ୍ର ଚାଲିଯିବ 🙏

    • @sahusantosh1746
      @sahusantosh1746 Рік тому +7

      Rahul Bhai apana bohut vala loka. Tame bhangi padani. Tame jaha karicha lingaraj mandira ru tanku singer sagei bohut garba ra kama karichanti. Apana nku bleam Kariba pain emiti Kara jaichi. Apana bhangi padantuni sabu thik hei jiba

    • @sasmitasahu4655
      @sasmitasahu4655 Рік тому +2

      Bhai kn pai bhabuchhanti ta kie sikheichhi boli ta katha kahibara sailiru kn bujhiparunahanti se kemiti kete attitude katha barta karuchhi

    • @abinashmallick3758
      @abinashmallick3758 Рік тому +3

      ରାହୁଲ ଭାଇ ଆପଣ ଏତେ ଭଲ , ଯେଙ ଭଉଣୀଙ୍କୁ ସାହାଯ୍ୟ କରିଲେ ସେହିଁ ଆପଣଙ୍କୁ ଦୁଃଖ ଦେଲେ ଆପଣ ଦୁଃଖ କରନାହିଁ ଆପଣ ଖୁସି ହୁଅନ୍ତୁ ଧନ୍ୟବାଦ୍ ।

    • @uttamkumarbaral1171
      @uttamkumarbaral1171 Рік тому

      ​@@sahusantosh1746QQQQQQqqa

    • @RajlaxmiSoyam-dl3mu
      @RajlaxmiSoyam-dl3mu Рік тому

      Rahul vai sasmita ta ra stara bhuligala tama valaguna bujhiparilani.rahulvai muta nishaya vagabanku dakibi tamavali sanu bhauni manaku, milu.

  • @yasbantsoren6933
    @yasbantsoren6933 Рік тому +87

    ଧନ୍ୟ ଭାଈ ଆପଣଙ୍କର ସେଇ ବାପା ମାଆ ଙ୍କୁ, ଯେ ଆପଣଙ୍କର ଭଳି ହୃଦୟବାନ ସନ୍ତାନକୁ ଜନ୍ମ ଦେଇଛନ୍ତି। ଧର୍ଯ ରଖନ୍ତୁ, ସବୁ ଠିକ୍ ହେଇଯିବ ଭାଈ

  • @chumitasahoo657
    @chumitasahoo657 Рік тому +139

    ଆପଣ ମନ ଦୁଃଖ କରନ୍ତୁ ନାହିଁ ଭାଇ,ଆପଣ ବୋହୁତ ଭଲ ମଣିଷ ଟିଏ । ଭଗବାନ ଆପଣ ଙ୍କୁ ସହାୟ ହୁଅନ୍ତୁ🙏

  • @krupasindhumuduli6799
    @krupasindhumuduli6799 Рік тому +53

    😭😭😭ନା ରାହୁଲ ଭାଇ ତମେ ସେମିତି କିଛିବି କରନି ପ୍ରଭୁ ଜଗନ୍ନାଥ ସବୁ ଦେଖୁଚନ୍ନ୍ତି ସବୁ ଠିକ୍ କରିଦେବେ😭😭😭

  • @kidsvideosairanjan6254
    @kidsvideosairanjan6254 Рік тому +353

    ରାହୁଲ ଭାଇ ଜଣେ ବହୁତ ଭଲ ଲୋକ,ଭାଇ ଆପଣ ଧର୍ଯ୍ୟ ଧରନ୍ତୁ।
    ସବୁ ଠିକ୍ ହୋଇ ଯିବ। ଭଗବାନ ଙ୍କର ଆଶ୍ରୀଵାଦ ଆପଣଙ୍କ ଉପରେ ସବୁବେଳେ ଅଛି।
    ଧର୍ମର ସବୁବେଳେ ଜୟ

    • @SahuSontush
      @SahuSontush Рік тому

      Rahul dada place tuma kandanahi mu sahi paruni🙏

    • @Chumun-dg5uu
      @Chumun-dg5uu Рік тому +2

      Ea 2nd ranumandal

  • @beherapurnachandra1387
    @beherapurnachandra1387 Рік тому +183

    ମତେ କନ୍ଦେଇ ଦେଲ, ମୋ ସୁନା ଭାଇ ଟା ପରା,ଜମାରୁ କାନ୍ଦ ନି, ଆମେ ତମ ପଛରେ ଅଛୁ, ଧର୍ମ ର ଜୟ ହେବ, ଜେଜେ ବାପାଙ୍କ ଆସିର୍ବାଦ ତମ ମଥାରେ ଅଛି,

  • @freefirelove6971
    @freefirelove6971 Рік тому +306

    ରାହୁଲ ଭାଈ ତମେ ଜମାରୁବି କାନ୍ଦନି ମୋ ଆଖିରେ ଲୁହ ରହୁନି😭😭😭😭ଭଗବାନ ତମର କେବେବି ଅମଙ୍ଗଳ କରିବେନି ଆଉ ତମ ଆଖିର ଲୁହରେ ସେ ଗର୍ବୀ ସସ୍ମିତାର ଗର୍ବ ଭାଙ୍ଗିଯିବ ଏବଂ ସେ ଯୋଉ ଜାଗାରୁ ଆସିଥିଲା ପୁଣି ଥରେ ସେଇ ଜାଗାକୁ ପଳେଇବ

  • @priyankagahir1347
    @priyankagahir1347 Рік тому +19

    ଭାଇ ଆଜି କାଲିକା ଯୁଗରେ ଲୋକଙ୍କୁ ସାହାଯ୍ୟ କଲେ ଏମିତି ହିଁ ଉପହାର ଦେଉଛନ୍ତି ଧୈର୍ଯ୍ୟ ଧର ରାହୁଲ ଭାଇ you are a great man bhai ❤🙏🏻 ଭଗବାନ୍ ସବୁ ଠିକ୍ କରିଦେବେ ଭାଇ

  • @pantiraj1442
    @pantiraj1442 Рік тому +130

    ରାହୁଳ୍ ଭାଇ ଧାର୍ମିକ ଜୀବନରେ ଅନେକ ସମସ୍ୟା ଆଶିଥାଏ,ଭାଙ୍ଗିପଡ ନାହିଁ ଧାର୍ମିକ ମାନଙ୍କ ପ୍ରତି ପ୍ରଭୁଙ୍କର ପ୍ରଚୁର ଆଶ୍ରୀବାଦ୍ ଥାଏ 🙏

  • @bijayamahanty8927
    @bijayamahanty8927 Рік тому +189

    ସତରେ ଭାଇ ତୁ ଗ୍ରେଟ ❤Love you❤ ହାତ ମୁଠା ଭଳି ହୃଦୟ ରେ ଏତେ ବଡ଼ ଜାଗା , ଏତେ ଧର୍ଯ୍ୟ ବହୁତ୍ କମ୍ ଲୋକଙ୍କ ପାଖରେ ମିଳିବ..... ତତେ ଭାଇ ୧୦୦ ସଲାମ❤❤❤❤❤❤❤❤

    • @bhagyabatibehera7470
      @bhagyabatibehera7470 Рік тому

      You r a greed

    • @laxmipriyamangaraj7092
      @laxmipriyamangaraj7092 Рік тому +1

      A bhkaruni ku sahajya Kariba kathanuha
      Bada lako mane kahichhnti Sabu gachha Lahaina manisa gachha lagaibanahi Tathapi tumaku mahaprabhu sahajya karibe

    • @laxmipriyamangaraj7092
      @laxmipriyamangaraj7092 Рік тому +1

      Seta gote baje jia ta Pani time kandani taro weight setika

  • @sanjuktasahu5426
    @sanjuktasahu5426 Рік тому +38

    ବାସ୍ତବରେ କେତେ ମହାନ ବ୍ୟକ୍ତିତ୍ୱ ରାହୁଲ ଭାଇ ଆପଣ ଓଡିଶାବାସୀଙ୍କ ହୃଦୟରେ ଅପରାଧୀ ନୁହଁ ବହୁତ ମହାନ ବ୍ୟକ୍ତିତ୍ୱ 🙏really u r great

  • @User29938
    @User29938 Рік тому +42

    ସତ୍ୟର ସବୁବେଳେ ଜୟ ରାହୁଲ ବାବୁ ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ. ଜୟ ଜଗନ୍ନାଥ. 🙏

  • @aratisingh398
    @aratisingh398 Рік тому +32

    ଆମେ ସବୁ ଦର୍ଶକମାନେ ରାହୁଲ ଭାଇ ଙ୍କ ସାଥିରେ ଅଛୁ ଆମ ମାନଙ୍କର ବିଶ୍ୱାସ ଅଛି ରାହୁଲ ଭାଇଙ୍କ ର କିଛିବି ଭୁଲ୍ ନାହିଁ ରାହୁଲ ଭାଇ ବହୁତ ଭଲ ଯେତିକି ବି news ରେ ତାଙ୍କୁ ଦେଖିଛେ ସବୁ ଥିରେ ସେ ଭଲ ହିଁ ଦେଇଅlସିଛନ୍ତି ହେ ପ୍ରଭୁ ରାହୁଲ ଭାଇ ଙ୍କ ର ସାଥିରେ ରହିଥାନ୍ତୁ କୌଣସି ଭୁଲ ହେବାକୁ ଦିଅନ୍ତୁନି ପ୍ରଭୁ 🙏🙏🙏plz god🙏ଆମେ ସବୁ ଦର୍ଶକ ଭାଇଓ ଭଉଣୀ ମାନେ ରlହୁଲ ଭାଇ ଙ୍କ ସାଥିରେ🙏🙏🙏 ଅଛୁ 🙏🙏🙏🙏love you all 🙏jay jagarnath

  • @GsBarlaOfficial
    @GsBarlaOfficial Рік тому +125

    ରାହୁଲ ଭାଇ କାନ୍ଧ ଦେଖି ମୋତେ ବହୁତ୍ ଦୁଃଖ ଲାଗିଲା ରାହୁଲ ଭାଇ ତୁମେ ନୀରାସ୍ ହୁଅନ୍ତି ନାହିଁ ଦିନେ ସମୟ ଆସିବ ସସ୍ମିତା ନିଜେ କେମା ମାଗିବ ତୁମେ ଦରଜ ସହ ରହିବାକୁ ହବ ରାହୁଲ ଭାଇ ଅପେକ୍ଷା ରେ ଥାଅ

  • @beshrabayarproduction
    @beshrabayarproduction Рік тому +313

    ରାହୁଲ୍ ଭାଇ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ। ନିରାଶ ହୋ ନାହିଁ ଆପଣ ସାଥୀ ରେ ଭଗବାନ ଅଛି।
    ଗରିବ ଲୋକ ହିଁ ଗରିବ ଲୋକଙ୍କର ଦୁଃଖ ବୁଝି ପାରନ୍ତି। ରାହୁଲ You are Great 👍👍👍❤❤❤

  • @Krishnasnehaexpress7
    @Krishnasnehaexpress7 Рік тому +21

    ଭାଇ ବ୍ୟସ୍ତ ହୁଅନି ଧର୍ମ ଯୁଗେ ଯୁଗେ ଜୟ, ଭଗବାନ ଭଲ ଲୋକଙ୍କୁ ହିଁ କଷ୍ଟ dianti

  • @krishnaeducation163
    @krishnaeducation163 Рік тому +43

    ଆଜି ଠାରୁ ମୁ ଶପଥ କଲି....
    କେବେବି କାହାରିକୁ ସାହାଯ୍ୟ କରିବିନି....
    କାରଣ ଫଳ ଆଖି ଆଗରେ ଦେଖୁଛି.......
    ରାହୁଲ ଭାଇ ଯଦି ବି ମୋ ଏ କମେଣ୍ଟ ପଡନ୍ତି ତେବେ ରିପ୍ଲେ ଦେବାକୁ ଭୁଲିବେନି କାରଣ ମୋ ହୃଦୟର କଥାକୁ ଏଠାରେ ଉପଲବ୍ଧି କରିଛି |🙏🙏🙏

  • @shivashreya5972
    @shivashreya5972 Рік тому +86

    ଭାଇ ତୁମେ ଜମାରୁ କାନ୍ଦନି. ତୁମେ strong ହୁଅ. ଆଉ ଗୋଟେ କଥା ସତ୍ୟ ର ଜୟ ହେବ.

  • @manashnayak2794
    @manashnayak2794 Рік тому +310

    ରାହୁଲୁ ଭାଇ ସେ ଗୋଟେ ଭିକାରୁଣୀ ତାକୁ ଲିଗରାଜ ମଦିର ଠିକି ତୁମେ ଏତେ ସରଳ ମଣିଷ ଟିଏ କାଦିଲ ବହୁତ ଦୁଃଖ ଲାଗୁଚି କାଦନି ଭାଇ ତାକୁ ତାଜାଗାରେ ତାକୁ ଛାଡିଦିଅନ୍ତୁ

  • @onlydj3503
    @onlydj3503 Рік тому +1

    ରାହୁଲ ଭାଇ ତମେ ବହୁତ୍ ଭଲ.. Full support you

  • @kmkproduction8294
    @kmkproduction8294 Рік тому +363

    ସତ୍ୟ ର ସବୁବେଳେ ଜୟ ହେବ ରାହୁଲ୍ ଭାଇ
    ଭଗବାନ୍ ଜଗନ୍ନାଥ ଅଛନ୍ତି

  • @mariyambhuyan3665
    @mariyambhuyan3665 Рік тому +54

    ଭାଇ ଆପଣ ଆଗକୁ ନିଶ୍ଚୟ ଯିବେ ଆପଣ ଜଣେ ମହାନ୍ ବହୁତ୍ ବଡ଼ ହୃଦୟ ଆପଣଙ୍କର god ସେତିକି ଆର୍ଶୀବାଦ୍ କରିଛନ୍ତି । ଭାଇ ଏମିତି କାନ୍ଦନ୍ତୁ ନାହିଁ plz ଆପଣ ଆଗକୁ ଯିବେ ଏହି ବିଶ୍ଵାସ ରଖନ୍ତୁ

  • @purnanayak5383
    @purnanayak5383 Рік тому +323

    ସସ୍ମିତା ତୁମର ଭାଗ୍ୟ ଖରାପ୍, ହାରିଯିବ ତୁମର ଚଲାପଥରେ ,ଏବେବି ସମୟ ଅଛି ନିଜକୁ ରାନୁ ମଣ୍ଡଳ ନହେବା ପାଇଁ, ଧନ୍ୟବାଦ ସସ୍ମିତା,,,😢

    • @hemalatachandhansdah9391
      @hemalatachandhansdah9391 Рік тому +5

      Already hei sarilani

    • @designcreator9283
      @designcreator9283 Рік тому +1

      Thik

    • @SBMUSIC145
      @SBMUSIC145 Рік тому +10

      ଘୁଷୁରି କୁ ଆସନରେ ବସାଇଲେ ବଷିବ ନାହିଁ, ସେଉଠୁ ଫେରି ପଙ୍କରେ ପସିବ।

    • @lizzabehera2328
      @lizzabehera2328 Рік тому

      thik bro

    • @chumkirana4437
      @chumkirana4437 Рік тому

      ରାହୁଲ ଦୟାକରି ମନ ଖରାପ ନକରି ନିଜ ମା କଥା ଭାବ ତୁମେ ବହୁତ ଭଲ

  • @RudraOdiyaShayari3906
    @RudraOdiyaShayari3906 Рік тому +8

    ଭାଇ 😭😭😭😭
    କାନ୍ଦନି ସାରା ଓଡିଶା କାନ୍ଦୁଛନ୍ତି ତମ ପାଇଁ 🙏🏻🙏🏻🙏🏻
    Love u ଭାଇ

  • @jrfbini9476
    @jrfbini9476 Рік тому +82

    ରାହୁଲ ଭାଇ ତୁମେ ବହୁତ ଭଲ ଲୋକ ...ତୁମ ହୃଦୟ ବହୁତ ସରଳ ..ତୁମେ କାନ୍ଦନହି ଭାଇ ... ଭଗବାନ ତୁମ ସହ ଅଛନ୍ତି

  • @Jena__vlogs__1__7879
    @Jena__vlogs__1__7879 Рік тому +145

    ରାହୁଲ୍ ଭାଇଙ୍କ ଆଖିରେ ଲୁହ ଦେଇକି ସସ୍ମିତା କେବେବି ଆଗକୁ ଯାଇ ପାଇ ପାରି ବୁନି 😂😂😂😂😂😂ରାହୁଲ୍ ଭାଇ ନିର୍ଦ୍ଦୋଷ ରାହୁଲ୍ ଭାଇ ପାଇଁ ଗୋଟେ ଲାଇକ କରନ୍ତୁ 👍👍👍👍👍

    • @SarojKumar-zi4fr
      @SarojKumar-zi4fr Рік тому +5

      Bhai Rahul u are great
      Bhagban taku Pune bhikari koaredeba
      Wait

    • @RushikaBro
      @RushikaBro Рік тому +2

      Hnn bhai eaita sata katha😢😢😢

  • @Mu...Sudarshan
    @Mu...Sudarshan Рік тому +41

    ପ୍ରକୃତରେ ଭିକାରୁଣୀ ମାନଙ୍କୁ ଠିକ ରାସ୍ତାକୁ ଆଣିବାଟା ଠିକ ନାହିଁ ରାହୁଲ ଭାଇ ll ଧର୍ଯ୍ୟ ଧର ଠିକ ହୋଇଯିବ 👍👍👍

  • @ATENTERTAINMENT8
    @ATENTERTAINMENT8 Рік тому +32

    କାନ୍ଦନି ଭାଇ ବହୁତ୍ ଦୁଃଖ ଲାଗୁଛି ଆମକୁ ଏମିତି କୁହନି ଭାଇ 😭😭😭

  • @nilendripatra5891
    @nilendripatra5891 Рік тому +18

    ଜଣେ ପୁରୁଷ ହଠାତ କାନ୍ଦନ୍ତିନି ଆଉ ଏଭିକାରୁଣୀ ଏଭଳି ଜଣେ ହୃଦୟବାନ ମଣିଷ ଆଖିରୁ ଲୁହ ଝରାଇଲା ମାନେ ତା ବିନାଶ ନିହାତି ହବ ହଁ କିଏ ତାକୁ ଶିଖାଇବାକଥା ଯଦିବି କିଏ ଶିଖାଇଲେ ଏ କଣ ଛୋଟ ପିଲା ଏବେବି କ୍ଷୀର ପିଉଛି ଏପରା ଭିକାରୁଣୀ କେମିତି କୋଉ ଶୈଳୀରେ ଭିକ ମଗାଯାଏ ୟାକୁ ସବୁଜଣା ଏ ମାୟାବିନୀ

  • @laxmipriyadash2888
    @laxmipriyadash2888 Рік тому +43

    ରାହୁଲ ଭାଈ plz ଆପଣ ମନ ଦୁଃଖ କରନି ସତ୍ ରେ ଥିଲେ ବୋହୁତ କଷ୍ଟ ଆସେ ହେଲେ ଭଗବାନ ଅଛନ୍ତି ମଣିଷ କିଛି କରିପରେନି. ସତ ର ସବୁବେଳେ ଜୟ ହୁଏ. ଜୟ ଜଗନ୍ନାଥ

  • @PushpasinghThakur
    @PushpasinghThakur Рік тому +17

    ଯୁଗେ ଯୁଗେ ସତ୍ୟର ଜୟ ହୁଏ ଆଉ ତମରବି ହିଁ ଜୟ ହେବ। ତମେ tk ଦର୍ଯ୍ୟ ରଖ ରାହୁଲ୍ ଭାଇ। ଅଙ୍ଗରା କୁ କ୍ଷୀରରେ ଧାଇଲେବି ତା ପ୍ରକୃତି ବଦଳେନି। ଏ ଦୁନିଆ କଳି ଯୁଗର ଦୁନିଆ,ବର୍ତ୍ତମାନ ଯାହାର ଭଲ କରିବ ତାହା ଭେଲ ହୋଇ ଯିବ ପରା। ଯିଏ ଯେମିତି କର୍ମ କରେ ସେ ସେମିତି ଭଗେ। ଦୟା କଲେ ହଁ କି କିଳା ।

  • @sumannkbofficial5439
    @sumannkbofficial5439 Рік тому +5

    ରାହୁଲ ଭାଇ ତୁମେ ବହୁତ ଭଲ , କିନ୍ତୁ ଧର୍ଯ୍ୟ ହରା ହୁଅନ୍ତୁନି ସବୁ ଠିକ୍ ହୋଇଯିବ...ତୁମ କଥାଗୁଡିକ 100% ସତ ଭାଇ ...💯💯💯💯

  • @s.m.centertainment8455
    @s.m.centertainment8455 Рік тому +227

    ପ୍ଲିଜ଼ ରାହୁଲ ଭାଈ ଏମିତି କାନ୍ଦନ୍ତୁ ନାହିଁ...... ଆପଣ ଭଳି ମଣିଷ ଏ ଜନ୍ମ ରେ ମିଳିବା ଅସମ୍ଭବ.... ଆପଣ ଙ୍କୁ ମୋର ହୃଦୟ ରୁ 🙏🙏🙏🙏🙏🙏🙏🙏🙏🙏

  • @suranjanpradhan1971
    @suranjanpradhan1971 Рік тому +59

    ରାହୁଲ୍ ଭାଇ ତୁମେ କାନ୍ଦ ନାହିଁ । ତୁମେ କାନ୍ଦିଲେ ଆମ ଆଖିରେ ଲୁହ ରହୁ ନାହିଁ....... ଭାଇ ତୁମେ କାନ୍ଦିଲେ ବହୁତ୍ କଷ୍ଟ ହେଉଛି

  • @adityanarayanjena5163
    @adityanarayanjena5163 Рік тому +42

    ରାହୁଲ୍ ଭାଇ ଆପଣ ଜମା ବି କଣ୍ଡନ୍ତୁନି ଦୟାକରି । ସବୁ ବେଳେ ଧର୍ମ ର ହିଁ ଜୟ ହେଇଚି । ତମେ ଜମା ବି ବେସ୍ତ ହୁଅନି ଭାଇ କିଛି ହବନି ତମର ମୁ ମହା ପ୍ରଭୁ ବଳଦେବ ଙ୍କୁ ଏତିକି ପ୍ରାଥନା କରୁଚି କି କେବେ ବି କିଛି ବି ତମର ହବନି ସବୁ ସେ ଠିକ୍ କରିଦେବେ

  • @namitarout1088
    @namitarout1088 Рік тому +13

    ଭାଇ ଏମିତି କାନ୍ଦନି ସତ୍ୟ ର ନିଶ୍ଚୟ ଜୟ ହବ। ସତ୍ ପଥରେ ଥିଲେ ଭଗବାନ କେବେ ଅନିଷ୍ଟ କରିବେନି ଭାଇ 😢

  • @nageshkumarpanda4982
    @nageshkumarpanda4982 Рік тому +33

    ଭାଇ ପ୍ରଶଂସା ପାଇ ଅଧିକ ଖୁସି ହେବନି କି ଦୁଃଖ କଷ୍ଟ ପାଇଲେ କେବେ ଭାଙ୍ଗି ପଡ଼ିବନି। ମୁଁ କହୁନି ସ୍ଵୟଂ ଭଗବାନ କହୁଛନ୍ତି🙏🏻 ନିଜ କର୍ମ ଉପରେ ଭରସା ଓ ବିଶ୍ଵାସ ରଖ।ଭଗବାନ୍ ତୁମ ପରୀକ୍ଷା ନେଉଛନ୍ତି ଟିକେ ଧର୍ଯ୍ୟର ସହିତ ସାମ୍ନା କର।

  • @mahendraraut8438
    @mahendraraut8438 Рік тому +68

    ରାହୁଲ ଦାଦା ଧର୍ଯ୍ୟ ଧର ସତ୍ୟର ହିଁ ଜୟ ହେବ ନିଚୟ 🙏🙏🙏🙏🙏🙏😭😭😭😭

  • @progresstogether8317
    @progresstogether8317 Рік тому +94

    ଦୁଃଖ ଲାଗୁଛି ଏସବୁ ଶୁଣିକି,ଯାହାକୁ ଉପରକୁ ଉଠେଇଲେ,ସେ ହିଁ ଏମିତି.....😢କଳିଯୁଗ ସତରେ ଚାଲିଛି

  • @karunamahanta9697
    @karunamahanta9697 Рік тому +15

    ଆପଣ କାମ କରୁଛନ୍ତି ଠିକ କିନ୍ତୁ ଲୋକଙ୍କୁ କେବେ ସାହାଯ୍ୟ କରନ୍ତୁ ନାହିଁ ସାହାଯ୍ୟ କରନ୍ତୁ ଯିଏ ମେଡିକାଲ ରେ ଥିବ ତାକୁ ସାହାଯ୍ୟ କରନ୍ତୁ

  • @biswabhusannayak3406
    @biswabhusannayak3406 Рік тому +179

    Rahul bhai please don't sad.We are always with you.

  • @harihardas8805
    @harihardas8805 Рік тому +30

    ଆଜି ଆପଣ ଙ୍କ ଭିଡ଼ିଓ ଦେଖିଲା ପରେ ଭାରି ଦୁଃଖ ଲାଗୁଛି ରାହୁଲ ଭାଇ 😢😢😢
    ଆପଣ ମାନେ ଗୋଟିଏ ହୃଦୟ ଥିବା ମଣିଷ କୁ
    ଚିହ୍ନି ପାରିଲେନି ଦୟାକରି ରାହୁଲ ଭାଇ ମୁଁ ତମକୁ 🙏ଯୋଡୁଛି ନିଜ ବାପା ମା କଥା ଚିନ୍ତା କରନ୍ତୁ କାହିଁକି ନା ଏଇ ଦୁନିଆରେ କେହି ନୁହଁ କାହାର ଭାଇ ଜେତେବେଳେ ଆମ ଆଖିରେ ଲୁହ ଦେଖିଲେ ଆମ ମା ସହି ପାରନ୍ତି ନାହିଁ
    ହେ ପ୍ରଭୁ ଶ୍ରୀଜଗନ୍ନାଥ ମୁଁ ତୁମକୁ 🙏ଯୋଡୁଛି ରାହୁଲ ଭାଇ ଙ୍କୁ ଉଧାର କର😢😢😢

  • @pradeepkumarsethy8331
    @pradeepkumarsethy8331 Рік тому +27

    ଭାଇ ଗୋଟିଏ ସାନ ଭାଇ ହିସାବରେ କହୁଛି ଆପଣ କାନ୍ଦନ୍ତୁନି 😔🙏ଆପଣଙ୍କ ପରି ବ୍ଯକ୍ତି ବହୁତ କମ୍ ସମାଜ ରେ ଅଛନ୍ତି ଏଇଟି କଳି ଯୁଗ ଏ ଦୁନିଆରେ ଯିଏ ସାହାଯ୍ୟ କରିବ ସେ ହିଁ ପ୍ରଥମ ଦୁଃଖ ଦିଅନ୍ତି 😭

  • @technicalstudy3144
    @technicalstudy3144 Рік тому +14

    ଚିନ୍ତା କରନ୍ତୁନି ରାହୁଲ ଭାଇ ଭଗବାନ ଆପଣଙ୍କ ସାଥିରେ ଅଛନ୍ତି, ଆପଣଙ୍କର କିଛି ବି ହେବନି 🙏🙏🙏

  • @golakjambeka3090
    @golakjambeka3090 Рік тому +38

    ସବୁ ଏଠି ସ୍ଵାଥପର ଏଠି କିଏ କାହାର ନାହିଁ ....ରାହୁଲ ଭାଇ ତୋମ କଥା ଶୁଣି ବହୁତ ଦୁଃଖ ଲାଗୁଛି😢 ସମୟ କହିବ ସସ୍ମିତା ପୂର୍ବ ପରି ବାଟକୁ ପଳେଇ ଆସିବ ...ଉପୋର ବାଲା ସବୁ ଦେଖୁଛନ୍ତି

  • @rasmitasahu3444
    @rasmitasahu3444 Рік тому +472

    ସତ୍ୟ ର ସବୁବେଳେ ଜୟ ହେଉ ଭାଇ ❤❤❤

    • @niharikabiswal7590
      @niharikabiswal7590 Рік тому +3

      Plz bhai tume kandani .bhagaban achanti se bichar karibe

    • @SanjayKumar-ll9cv
      @SanjayKumar-ll9cv Рік тому

      Right

    • @hariharchoudhury8469
      @hariharchoudhury8469 Рік тому +1

      ନାଇଁ ରେ ଭାଇ ଏଇଟା ପରା କଳିଯୁଗ ଏଠି ଗରିବ କାନ୍ଦି କାନ୍ଦି ମରିବ

  • @rakeshkumarrsm65
    @rakeshkumarrsm65 Рік тому +237

    ଗୋଟେ ପୁଅ କୁ ସେତିକି କଷ୍ଟ ନ ହେଲେ ତା ଆଖିରୁ କେବେ ଲୁହ ବାହାରେନି.. ବେସ୍ତ ହୁଅନି ଭାଇ. 😭

  • @PurnabasiRaita
    @PurnabasiRaita Рік тому +2

    ରାହୁଲ୍ ଭାଇ ଆପଣ କାନ୍ଦନ୍ତୁନି ଧର୍ଯ୍ୟ ଧରନ୍ତୁ ଭଗବାନ୍ ଉପରେ ଥାଇ ସବୁ ଦେଖୁଛନ୍ତି ଯେଉଁମାନେ ଏମିଥି ଖରାପ୍ comment ଦେଉଛନ୍ତି ତାଙ୍କ ସମୟ ମଧ୍ୟ ଅଛି l

  • @sandhyaranipatra9221
    @sandhyaranipatra9221 Рік тому +53

    ଆପଣଙ୍କ ଜାଗାରେ ଆପଣ ଠିକ୍ ଅଛନ୍ତି ବ୍ୟସ୍ତ ହୁଅନ୍ତୁ ନି🙏🙏 ଭଗବାନଙ୍କ ଆଶୀର୍ବାଦ ଏବଂ ଆମ ମାନଙ୍କ ଭଲପାଇବା ଆପଣଙ୍କ ପାଇଁ ସବୁବେଳେ ଅଛି 🙏🙏

  • @odiamummyrojina
    @odiamummyrojina Рік тому +40

    ଭାଇ ତମେ କାହିଁ କାନ୍ଦୁଛ, ଆମେ ଓଡ଼ିଶା ବାସୀ ଏତେ ମୂର୍ଖ ନୁହଁ ଯେ ଜାଣି ପାରିବୁନି କିଏ ଠିକ୍ କିଏ ଭୁଲ୍, ଜୟ ଜଗନ୍ନାଥ

  • @SunitaPanda-ow7er
    @SunitaPanda-ow7er Рік тому +333

    ରାହୁଲ୍ ଭାଇ ଆପଣ ଧଯଧରନୁ କାହିଁକି ଏମିତି କାଦୁଛତି ଏ ଖରାପ ସମୟ ଚାଲିଯିବ ❤

  • @pinkucreation4048
    @pinkucreation4048 Рік тому +14

    ଜୀବନ ରେ କେବେ କୋଉ ଲୋକ କୁ ସାହାଯ୍ୟ କର ନାହିଁ ଭାଇ ତମେ ବହୁତ୍ ଭଲ ଭାଙ୍ଗିବାର କିଛି ନାହିଁ ଆଗକୁ ବହୁତ୍ ରାସ୍ତା ଅଛି

  • @sanjayanaik5483
    @sanjayanaik5483 Рік тому +26

    ପ୍ଲିଜ ରାହୁଲ ଭାଇ ଆପଣ ଏମିତି ଅଧର୍ଯା ହୁଅନ୍ତୁ ନାହିଁ। ଭଗବାନ ଅଛନ୍ତି ସବୁ ଦେଖୁଛନ୍ତି। ଆପଣ ଭଳି ଲୋକ ଏ ସଂସାର ରେ ବହୁତ କମ୍ ଅଛନ୍ତି। ଗରିବ ଲୋକ ହିଁ ଗୋଟେ ଗରିବ ର ଦୁଃଖ ଜାଣିଥାନ୍ତି। କିନ୍ତୁ ଏ ନାଗୁଣୀ କଣ କଲା।

  • @INgolirang6008
    @INgolirang6008 Рік тому +43

    ମୁଁ ବି ଜଣେ ଗରିବ ଛୁଆ ଭାଇ କିନ୍ତୁ ସାମାନ୍ୟ ଗରିବ ଝିଅ କୁ ସାହାଯ୍ୟ କରି ନିଜ ଆଖିରୁ ଲୁହ ଝରାଇଲ ହେଲେ ମୋ ଆଖିରେ ଲୁହ ଆସିଗଲା 😭

  • @naturelover4813
    @naturelover4813 Рік тому +115

    Rahul Bhai don't cry...be strong....god will help you.

  • @mrnalinikantapalmodicare6436
    @mrnalinikantapalmodicare6436 Рік тому +1

    ଆରେ ରାହୁଲ ଭାଇ ଭୁଲି ଯାଆନ୍ତୁ ଜାଣି chanty ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ଭାଇ ବୋହୁତ କଲେଣି ସବୁ କରିବେ but ମଣିଷ ନାମକ ଗଛ କେବେବୀ ଲଗାଇବାକୁ ଚେଷ୍ଟା କରନ୍ତୁନହିଁ ଏଇଟା ମୋର sojest ୟେ ଦୁନିଆ ହେଉଛି ସେଇୟା ଭାଇ sano ଭାଇ ଦୃଷ୍ଟିରୁ ମୁଁ ୟେତିକି କହିବି ଦୁନିଆରେ କେହିବି aponara ନୁହଁ ଖାଲି ବାପା ମାଙ୍କୁ ଛାଡ଼ିଦେଲେ yemityki ସ୍ତ୍ରିବି ନୁହଁ ଭଗବାନଙ୍କ ଆଶୀର୍ବାଦ ଆଉ ପିତା ମାତାଙ୍କ ଆଶିର୍ବାଦ ଅଛି ସତ୍ୟର ହିଁ jai ହେଇଛି ହେବ ଆଉ ହେଉଥିବ ମଧ୍ୟ ବେସ୍ତ hiyañtunahin jai shree Ram ❤❤❤😂😂😂9776505852 my WhatsApp

  • @bhagatramkanta3287
    @bhagatramkanta3287 Рік тому +22

    ରାହୁଲ ଭାଇ ଧୈର୍ଯ୍ୟହରା ହୁଅ ନାହିଁ l ନିଜକୁ ସମ୍ଭାଳ ଭଗବାନ ତୁମକୁ ଶକ୍ତି ଦେବେ କିଛି ଦିନ ପରେ ସବୁ ଠିକ ହୋଇ ଯିବ l
    ସମୟ ଆସିଲେ ସେ ଆପେ ବୁଝି ଯିବେ l ଉପର ଵାଲା ତୁମକୁ ନିଶ୍ଚୟ ସାହାଯ୍ୟ ର ହାତ ବଢ଼େଇ ବେ l

  • @prasantkumarcreations
    @prasantkumarcreations Рік тому +53

    ଭାଇ ତମେ କାନ୍ଦିବା ଟା ଶୋଭା ପାଉନି😥😥 ଏଠି ଯାହାକୁ ସାହାର୍ଯ୍ୟ କରିବ ସେ ହିଁ ଦୋଷ ଦବ.... ଭିକାରୀ ରୁ ରାତା ରାତି ବଡ ଲୋକ ହେଇଗଲେ ସମସ୍ତେ ସେମିତି ହେଇ ଯାଆନ୍ତି... ପିମ୍ପୁଡ଼ି ଯେମିତି ରୁଖା ଉପରେ ଚଢ଼ିଲା ପରେ ଇନ୍ଦ୍ର ଚନ୍ଦ୍ର ମାନେନି ସେଭଳି ଏଇ ମାନେ... ଯେମିତି ସିଏ ବଡ଼ ଲୋକ ହେଇଥିଲା ସେଭଳି ସେମିତି ଶୀଘ୍ର ପତନ ହେଇ ଭିକ ମାଗିବ.. ସେତେବେଳେ ଭିକ ବି ଆଉ କେହି ଦେବେନି... ସତ୍ୟମେବ ଜୟତେ 🙏🙏🙏

  • @Ashoksahu690
    @Ashoksahu690 Рік тому +96

    ରାହୁଲ ଭାଇ ଆପଣ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ 🙏🙏 କିନ୍ତୁ ଖରାପ ଚରିତ୍ର ଲୋକଙ୍କୁ ଠୁ ଦୁରେଇ ରହ🙏🙏🙏

  • @youtubePradhan
    @youtubePradhan Рік тому +2

    Bhi Rahul Bhai ku jia support karuchati ta like kara mo comment

  • @sureshmaharana9443
    @sureshmaharana9443 Рік тому +30

    ସେ ଝିଅ ରାହୁଲୁ ଭାଇଙ୍କୁ କ୍ଷମା ମାଗିବା ଦରକାର🙏🙏🙏

  • @vyomaurora
    @vyomaurora Рік тому +24

    Dont worry, mu apana nku day 1 ru dekhichi, u r very right from day one..U R the Best, keep working how u r doing

  • @munabhaivlog23
    @munabhaivlog23 Рік тому +33

    😢 ଭାଇ ତୁମେ ମନ ଉଣା କରନାହିଁ, ଏ ଜୀବନର ଚଲାପଥରେ କେତେକ ଝଡ଼ ସୃଷ୍ଟି ହୋଇ ଜାଏ ,, ମନଦୁଃଖ କରନ୍ତୁ ନାହିଁ 🙏⭕❗⭕🙏ଉପର୍ ବାଲା ଅଛି,, ଧର୍ମର ହିଁ ସବୁବେଳେ ଜୟ ହୋଇଥାଏ,, ଏବେ ସମୟ କୁ ଅପେକ୍ଷା କର, ସବୁକିଛି ପରିବର୍ତ୍ତନ ହୋଇଯିବ 🙏⭕❗⭕🙏 ଜୟ ଜଗନ୍ନାଥ 🙏⭕❗⭕......

  • @fitnessmod-cy9oz
    @fitnessmod-cy9oz Рік тому +1

    Rahul bhai u are best u have pure golden heart...🙏

  • @mikuRajatexpress
    @mikuRajatexpress Рік тому +102

    ସବୁ ବେଳେ ନିର୍ଦ୍ଧୋଷୀ ଆଖିରୁ ଲୁହ ବାହାରେ😢

  • @kalandibhoi3716
    @kalandibhoi3716 Рік тому +34

    ରାହୁଲ ପୁଅ ଧର୍ଯ୍ୟ ଧର ସବୁବେଳେ ଧର୍ମର ଜୟ ହୁଏ, ମୋର ବିଶ୍ୱାସ ତୁମେ ଶତପଥରେ ଅଛ, ତୁମକୁ ନିଶ୍ଚୟ ଭଗବାନ ସାହା ହେବେ , ଧର୍ଯ୍ୟ ହାରିବନି ମୋର ଅନୁରୋଧ .

    • @Sidhu-x7l
      @Sidhu-x7l Рік тому

      Tera beta he Kiya 😂😂😂😂😂😂😂

  • @anchalikakhabar6724
    @anchalikakhabar6724 Рік тому +17

    ରାହୁଲ ଭାଇ ଧୈର୍ଯ୍ୟ ଧରନ୍ତୁ... ଆପଣଙ୍କ ଚିନ୍ତାଧାରା ଉଚ୍ଚ କୋଟୀର.... ବହୁତ ଆଗକୁ ଯିବ.... ଭଗବାନଙ୍କ ଉପରେ ଭରସା ରଖ ♥️

  • @ratikantasahu1708
    @ratikantasahu1708 Рік тому +1

    U are a great dear ରାହୁଲ ଭାଇ.🙏🙏 ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ aapanka ଓ ମୋର ସମାନ ଷ୍ଟୋରି ରାହୁଲ ଭାଇ 🙏🙏ଆପଣ କାନ୍ଦନି ଆପଣଙ୍କ ପାଇଁ ଶ୍ରୀ ହରି। ଓ ଶଙ୍କର ଅଛନ୍ତି. ଜୟ ଶିବ ଶଙ୍କର 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sorotoka9717
    @sorotoka9717 Рік тому +79

    ଭାଇ ରେ କାନ୍ଦ ନାହିଁ ଭଗବାନ ଅଛନ୍ତି ସବୁ ଦେଖୁ ଛନ୍ତି 🙏

  • @aloneanu457
    @aloneanu457 Рік тому +127

    ମନ କୁ କଷ୍ଟ ଆଘାତ ଯନ୍ତ୍ରଣା ହେଲେ ଆଖି ରୁ ଆପେ ଆପେ ଝରି ଯାଏ ଆପଣ ଙ୍କ ହୃଦୟ ବହୁତ୍ ସରଳ ସେଥି ପାଇଁ ଆପଣ ଙ୍କୁ କଷ୍ଟ ହେଉଛି 😢😢😢😢

  • @ranjanbehera4188
    @ranjanbehera4188 Рік тому +69

    ଜଗନ୍ନାଥ ମହାପ୍ରଭୁ ଯୁଗେ ଯୁଗେ ଅଛନ୍ତି ସବୁବେଳେ ସତ୍ୟରେ ଜୟ ହେଇଚି ଜୟ ହେବ ରାହୁଲ୍ ଭାଇ କାନ୍ଦ ନାହିଁ ଯାହା ହେଇଛି ସହି ଯାଆ ସମୟରେ ପରିବର୍ତ୍ତନରେ ସବୁ ବଦଳିବ l ଆଉ ଯେଉଁମାନେ କୁ ଚକ୍ରାନ୍ତ କରି ଏମିତି ସବୁ ପାଲା ଲଗାଇଛନ୍ତି ତାଙ୍କର ପତନ ବହୁତ ସିଘ୍ର l

    • @parikhitapatabandha9399
      @parikhitapatabandha9399 Рік тому

      ଆରେ ଏଇଟା ଫେକେ ରେକଡ ଭାଇ

    • @parikhitapatabandha9399
      @parikhitapatabandha9399 Рік тому

      ରାହୁଲ ଏକଟିଙ୍ଗି କରୁଛି ଏବେ । କେତେ ପଇସା ନେଇଛୁ ଭାଇ ଏକଟିଙ୍ଗ ପାଇଁ

    • @ranjanbehera4188
      @ranjanbehera4188 Рік тому

      @@parikhitapatabandha9399 ହଁ ହେଇ ଥାଇ ପାରେ ସତ ଦିନେ ନା ଦିନେ ବାହାରକୁ ଆସିବ ସମୟକୁ ଭଗବାନଙ୍କ ଉପରେ ଭରସା ରଖ

    • @BasantiGoud-p6k
      @BasantiGoud-p6k Рік тому

      Brother tame,kandani,,mate,bi,besi,kasta,laguchi

  • @bharatibehera9811
    @bharatibehera9811 Рік тому +1

    You are great Rahul bhai

  • @odia_vlogger_swagatika
    @odia_vlogger_swagatika Рік тому +59

    ସସ୍ମିତା ମୁଣ୍ଡ ଖରାପ୍ ହେଇଚି ଭାଇ ତୁମେ କାନ୍ଦନି ଭଗବାନ୍ ଅଛନ୍ତି 😢🙏

    • @SaratDeep-t2q
      @SaratDeep-t2q Рік тому

      Rahul SoSueti Thanks Bhae kandatu nahi naei bhae mariba peiku hana❤

  • @Sunitaodiarecipe
    @Sunitaodiarecipe Рік тому +83

    ଭାଇ ମନ ଦୁଃଖ କରନି ସସ୍ମିତା ସଙ୍ଗୀତର ଯୋଗ୍ୟା ନୁହେଁ ସିଏ ଭିକାରୁଣୀ ଥିଲା ସବୁ ଦିନେ ଭିକାରୁଣୀ ରହିବ 😠😠

  • @SonaliSahoo-lb6un
    @SonaliSahoo-lb6un Рік тому +47

    ରାହୁଲ ଭାଇ ଆପଣ ବହୁତ ଭଲ ସମସ୍ତେ ଜାଣିଛନ୍ତି.. ସତ ସବୁବେଳେ ସତ ହେଇଥାଏ. ଏ ସସ୍ମିତା ର ମୁଣ୍ଡ ଖରାପ ହେଇଯାଇଛି. ଆପଣ ଧର୍ଯ୍ୟ ଧରନ୍ତୁ. ଭାଇ 🙏🙏🙏

  • @star7sp103
    @star7sp103 Рік тому +7

    Sir, ଆପଣଙ୍କ କାଯ୍ୟ କୁ ଭୁଲ ଭୁଜନ୍ତୁ ନାହିଁ । ଆପଣ ଭଲ କାମ କରିଥିଲେ❤ଆପଣ ଚିନ୍ତା ରେ ଭାଙ୍ଗି ପଡନ୍ତୁ ନାହିଁ।

  • @sagarcreation0101
    @sagarcreation0101 Рік тому +42

    ରାହୁଲୁ ଭାଇ ଜଗନ୍ନାଥ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ ଏତିକିକାମନା କରୁଛି ମୁଁ ସାଗର ମହାରଣା ଜୟ ଜଗନ୍ନାଥ

  • @BijayaSrambuka
    @BijayaSrambuka Рік тому +17

    କଣ ଏଟା ବାହାଗର ଭୋଜି ଚାଲିଛି କି ସସ୍ମିତା ଙ୍କ ପାଇଁ ସବୁ ନାଟ 😢😢😢 ଭାଇ ଖୁସି ରେ ରୁଅ thanks

  • @HungryAjay
    @HungryAjay Рік тому +63

    ରାହୁଲ ଭାଇ ତୋମର କିଛି ଭୁଲ ନାହିଁ....ଆମେ ତୋମ ସହ ଅଛୁ❤

    • @IRKPTBOY
      @IRKPTBOY Рік тому +1

      Yes bhai❤❤❤

  • @fitnessmod-cy9oz
    @fitnessmod-cy9oz Рік тому +2

    Se Tara karma ra fala paijiba ..u don't upset Rahul bhai ...Radhe Radhe 🙏

  • @DurgalenkaLenka
    @DurgalenkaLenka Рік тому +7

    ରାହୁଲ ବାବୁ ଆପଣ ଧର୍ଯ୍ୟ ଧରନ୍ତୁ...ସମୟକୁ ଅପେକ୍ଷା କରନ୍ତୁ ଆଉ ଅଗକୁ ଦେଖନ୍ତୁ କଣ କଣ ସବୁ ଘଟୁଛି ... ଜଣେ ଅସହାୟ ମହିଳାର ଦୁଃଖ ଦେଖି ଆପଣ ସାହାଯ୍ୟର ହାତ ବଢ଼େଇଥିଲେ କିନ୍ତୁ ସେ ସାହାଯ୍ୟର ମୂଲ୍ୟ ବୁଝିଲେନି...ସେ ବୋଧେ ଅନ୍ୟ ମାନଙ୍କ କଥାରେ ପଡି ଆପଣଙ୍କୁ ଖରାପ ଭାବୁଛନ୍ତି...ସେମାନେ ବୋଧେ କହିଛନ୍ତି ଆପଣ ତାଙ୍କ ଗୀତ ମାଧ୍ୟମରେ ଟଙ୍କା ରୋଜଗାର କରି ନେଇଯିବେ ଏବଂ ତାକୁ ଦେବେନାହିଁ ସେଇଥିପାଇଁ ହୁଏତ ସେ ଆପଣଙ୍କୁ ଖରାପ ଭାବି ଥାଇ ପାରନ୍ତି...?ଆପଣ ସମୟକୁ ଅପେକ୍ଷା କରନ୍ତୁ..ସେ ତା ଭୁଲ ବୁଝିପାରି ଆପଣଙ୍କୁ ଡାକି ମିଡ଼ିଆ ସାମ୍ନାରେ ଭୁଲ ମାଗିବ....

  • @kailashsinku9498
    @kailashsinku9498 Рік тому +18

    ଭାଇ ଆଜି କାଲି ସବୁ ଗଛ ଲଗେଇବ କିନ୍ତୁ ମଣିଷ ଗଛ ଲଗେଇ ବନି ଏଇଟା ହେଲା ଜଳନ୍ତା ଉଦାହରଣ 😢😢😢😢ବହୁତ ଦୁଖ ପ୍ଲିଜ ଭାଇ କାନ୍ଧୁନ୍ତୁନି ପ୍ଲିଜପ୍ଲିଜ ଭାଇ ତୁମେ ଯାହା ଭାବୁଚ ଏ ଦୁନିଆ ଏ ଲୋକ ସବୁ ଅଲଗା ରେ ଭାଇ 😢😢😢

  • @prakashbehera7117
    @prakashbehera7117 Рік тому +17

    ଭାଇ ଧର୍ଯ୍ୟାହରା ହୁଅନ୍ତୁ ନାହିଁ ଦୟାକରି ❤❤❤❤❤😢😢😢

  • @SuryanarayanBariha
    @SuryanarayanBariha Рік тому +3

    ରାହୁଲ ଭାଇ ଙ୍କ ବହୁତ ବଡ ହୃଦୟ ଅଛି. ରାହୁଲ ଭାଇ ଭଲ

  • @jhiliranidehury6564
    @jhiliranidehury6564 Рік тому +35

    ରାହୁଲ ଭାଇ ତମ କାନ୍ଦ ଦେଖି ଦୁଃଖ ଲାଗୁଛି 😢😢😢

  • @arpitaanupama7604
    @arpitaanupama7604 Рік тому +24

    ସାନ ଭାଇ ରେ ତମେ ଏମିତି ହୁଅନି କି ମନ ଦୁଃଖ କରନି ତମ କାମ ତମେ କର।। ଏ ଦୁନିଆଁ ରେ କିଏ କାହାର ନୁହଁ। 🙏🥰God bless you bhai

    • @saudaminiswain9422
      @saudaminiswain9422 Рік тому

      Please vai smaill kar

    • @ChakiBabu-wy4pf
      @ChakiBabu-wy4pf Рік тому

      Sasmita singer hei gola se bhabuchi mu bahut Dhoni heigoli, tu bhabe kaha pain E stage ku asichu, se no thanta to se mandira pakhare basithantu, ebe Jete parjanta views asiba producer bhauni madam dakibe views nahi sei jagaku puni se jagare chadi debe,

  • @swarasudhakartik2023
    @swarasudhakartik2023 Рік тому +7

    ରାହୁଲ୍ ଭାଇ ଆପଣ ଧର୍ଯ୍ୟ ଧରନ୍ତୁ ।ଏମିତି କାନ୍ଦନ୍ତୁ ନାହିଁ,ଆପଣଙ୍କ ଲୁହ ଦେଖି ମୋ ଛାତି ପଥର ହୋଇ ଯାଇଛି ଭାଇ ।ମୋ ଆଖିର ଲୁହକୁ ମୁଁ ଅଟକାଇ ପାରୁନି ।ଭଗବାନ୍ ଅଛନ୍ତି । ସବୁ ଠିକ୍ ହୋଇଯିବ ମୋ ସୁନା ଭାଇଟା ପରା 🙏🙏🙏

  • @SwapnaraniGochhayat
    @SwapnaraniGochhayat Рік тому +5

    U are great sir 👍 plz don't crying 🙏

  • @Bilassutar012
    @Bilassutar012 Рік тому +10

    ରାହୁଲ ଭାଇ ଭଳି ଲୋକ କୁ ଏମିତି ଧୋକା ଦେଲେ ଭଗବାନ ସହିବେନି, ସସ୍ମିତା କୁ ଭଗବାନ ସହିବେନି,

    • @salilasiba5067
      @salilasiba5067 Рік тому

      Bhagaban sasmita ta ku kebe khyma karibeni

  • @nirakargadanayak2775
    @nirakargadanayak2775 Рік тому +7

    ରାହୁଲ ଭାଇ ଧଯ୍ୟ ଧର ସବୁ ଠିକ ହୋଇ ଯିବ 👍👍👍👍👍

  • @lipinabaral1947
    @lipinabaral1947 Рік тому +28

    😢😢ଜେଲ ଛାଡ଼ିବ ତା ତଣ୍ଟି ଚିପିଦେବି ଭିକାରୁଣି l ତମେ କାନ୍ଦନି ଭାଇ ତମର କିଛି ହବନି

  • @CHINMAYA4U
    @CHINMAYA4U Рік тому +5

    ଭାଇ ଧର୍ମ ର ହେବ ଜୟ ଟିକେ ଧଯ୍ୟ ଧର
    ଆବଶ୍ୟକ ଅନୁସାରେ ଲୋକଙ୍କୁ ସାହାଯ୍ୟ କର🙏🙏

  • @jyotirmayisahoo8325
    @jyotirmayisahoo8325 Рік тому +44

    Plz don't cry bhai . We are always with you . U always deserve salute ❤❤

  • @swayamfansclub1049
    @swayamfansclub1049 Рік тому +40

    ଭାଇ,ପୁରୁଷମାନେ କାନ୍ଦନ୍ତି ନାହିଁ।କାନ୍ଦନ୍ତୁ ନାହିଁ।ଏ କଳିଯୁଗରେ ଧର୍ମ ହିଁ ଦଣ୍ଡ ପାଏ।ଧୈର୍ଯ୍ୟ ଧରନ୍ତୁ।ସମୟ ହିଁ ଉଚିତ୍ ଲୋକକୁ ସଠିକ୍ ଜବାବ୍ ଦବ।ଆପଣ କହିଲେ ଗରିବ ଗର୍ବ ଅହଙ୍କାର କରନ୍ତିନି ,କିନୁ ଏ ସ୍ତ୍ରୀଲୋକ ର କଥା କହିବା ଶୈଳୀ ଅତି ଫୁଟାଣି ଯୁକ୍ତ।ସିଙ୍ଗର ହେଲେ ଇଏ କ'ଣ କରିବ ଭଗବାନ ଜାଣନ୍ତି।ଏ କୂପ ମଣ୍ଡୁକ ଟା।ବାହାର ଦୁନିଆ ସହ ଖାପ ଖୁଆଇବ କେମିତି।କେରାଣ୍ଡି ବଡ଼ ମାଛ ହବ ବା କେମିତି..ନେଡ଼ିଏ ପାଣି ତା'ର ଦରକାର,ତାକୁ ସମୁଦ୍ର କୁ ନେଇଗଲେ ତା'ର ସତ୍ତା କ'ଣ ହବ...ଅଦୃଶ୍ୟ....ବିଲୀନ....ସତ୍ତାହୀନ।

  • @dubrajhembram2019
    @dubrajhembram2019 Рік тому +25

    ପ୍ରତିଟିି ଲୁହ ଟୋପା ତା'ର ଅନିଷ୍ଟ କରିବ ରାହୁଲ ଭାଇ ଧର୍ଯ ଧରି ରୁହ😢😢😢😢

  • @rinanayak4570
    @rinanayak4570 Рік тому +6

    Please don't cry 😢Rahul bhai god bless you ❤❤bhai plz don't cry

  • @Narayan6u
    @Narayan6u Рік тому +36

    ରାହୁଲ ଭାଇ ତୁମର ଭଗବାନଙ୍କର ପରୀକ୍ଷା ଲାଗିଛି ସବୁ ଠିକ ହବ ଶେଷରେ ତୁମର ଗୋଡ଼ ତଳେ ପଡ଼ିବ ଓ ସସ୍ମିତା ପସ୍ତେଇବା ବେଳେ ଆସିବ

  • @srikantabehera5685
    @srikantabehera5685 Рік тому +25

    ରାହୁଲ ଭାଇ ଧର୍ଯ୍ୟ ଧର ସବୁ ଠିକ ହେଇଯିବ
    ସମୟ କୁ ଅପେକ୍ଷା କର ସବୁ ଠିକ ହେଇଯିବ

  • @Adityafoodandvlogs
    @Adityafoodandvlogs Рік тому +20

    ଦୟାକରି ପୁଅ କାଂଦନି ❤ ତମ କାନ୍ଦ ସହି ହେଉନି ଆରେ ପୁଅ କିଛି ହେବନି ଭାଙ୍ଗି ପଡନି ସାହସ ରଖ ତମେ ବହୁତ ଭଲ ଏତେ ଡର ନାହିଁ

  • @sibanisethi9125
    @sibanisethi9125 Рік тому +3

    ରାହୁଲ ଭାଇ ତୁମକୁ ମୋ ରାଣ କେବେବି କାନ୍ଦ ନ୍ତୁନି 🙏🙏🙏ଭଗବାନ ଅଛନ୍ତି 🙏🙏🙏🙏