BJD In Confusion Over Criticism, Silent For Naveen But Fights For Pandian | Nirbhay Gumara Katha

Поділитися
Вставка
  • Опубліковано 23 гру 2024

КОМЕНТАРІ •

  • @basantdhal1577
    @basantdhal1577 13 годин тому +6

    ଯିଏ ଯାହା ସଫେଇ ଦିଅନ୍ତୁ ନା କାହିଁକି ସତ କଣ ଓଡ଼ିଶାବାସି ସବୁ ଜାଣନ୍ତି, ରୁବେନ ନିଛକ ସତ କହିଛନ୍ତି

  • @thirdeye9492
    @thirdeye9492 13 годин тому +2

    ଡାହାଣୀ ଯିଏ ଗୁଣିଆ ସିଏ
    ଏଇତ ରାଜନୀତି
    କାଲି କହୁଥିଲେ ବାନ୍ଧିବୁ ଖଣ୍ଟ ଙ୍କୁ
    ଆଜି ତାଙ୍କ ପାଇଁ ସତୀ
    😢😢😢

  • @Jagannath-oc9ht
    @Jagannath-oc9ht 13 годин тому +2

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @successfullife6722
    @successfullife6722 14 годин тому +4

    ଜୟ ଶ୍ରୀରାମ l🚩🚩🚩

  • @arunkumarsutar3801
    @arunkumarsutar3801 13 годин тому +1

    ଅମିତ ଶାହ ଦ୍ୱାରା ସବୁ ହେଉଛି । ଦୁଇଟି କମ୍ପାନୀ କରାଯାଇଛି ୩ ବର୍ଷ ତଳୁ । ଗୋଟିଏ ଓଡ଼ିଶାର ଓ ଅନ୍ୟ ଟି ବ୍ରାଜିଲ ରେ । ଦୁଇଟି ରେ ଜୟ ଶାହ , ତାନ୍ୟା ବୈଷ୍ଣବ, ସାନ୍ୟା ବୈଷ୍ଣବ, ପ୍ରଭାକରନ ଓ ପାଣ୍ଡିଆନ ଙ୍କ ଜଣେ ସମ୍ପର୍କୀୟ ଭାଇ ଅଂଶୀଦାର ଅଛନ୍ତି ।

  • @santoshbiswal6256
    @santoshbiswal6256 13 годин тому +1

    ସାର ନମସ୍କାର. ଅରୁଣ ସାହୁ ନବୀନ ଏବଂ ପାଣ୍ଡିଆନ ଙ୍କ ପାଇଁ ଓକିଲାତି କରି କଣ କାଇବାକୁ ଚାହୁଁଛନ୍ତ.. ଦ୍ୱିତୀଅରେ ପାଣ୍ଡିଆନ ଙ୍କ ଚେର ଦିଲ୍ଲୀ ଯାଏ ଲମ୍ବିଛି. ତେଣୁ ଆମେ କିଛି କରିପାରିବନି.ଆମେ ଜଗନ୍ନାଥ ଙ୍କ ଶରଣ ନେବା. ଜୟ ଜଗନ୍ନାଥ.....

  • @madanmohanswain1087
    @madanmohanswain1087 13 годин тому +2

    ଅମିତ ସାହା

  • @antaryamisahu2073
    @antaryamisahu2073 13 годин тому +3

    15 ବର୍ଷ ହେବ ଭେଟିନଥିବା ଲୋକ ନବୀନ ପଟ୍ଟନାୟକ କଥା ଲେଖିବ?

  • @subasnayak1510
    @subasnayak1510 13 годин тому +5

    ଅନେକ ଥର
    ଆପଣ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ଯେ ପାଣ୍ଡିଆନ ର କେନ୍ଦ୍ର ବିଜେପି ସହିତ ସୁ ସମ୍ପର୍କ ଅଛି
    ଏବେ ପୁଣି କୋଉଠି ସନ୍ଦେହ ରହିଲା ଯେ ସେ ବାବଦରେ ଗୋଟେ ଇପିସୋଡ଼ କଲେ

  • @sanjayapanda8176
    @sanjayapanda8176 13 годин тому +2

    ଆପଣ ଦିଲ୍ଲୀ କୁ ଫୋନ୍ କରିଦଉନାହାନ୍ତି ସବୁ ଜାଣି ଦେଵ..

  • @shivaprasadsamal8665
    @shivaprasadsamal8665 13 годин тому +1

    ବିଜୁ ଜନତା ଦଳ ଆଉ ଅଛି ତ ଏତେ ଆଲୋଚନା

  • @PurnachandraBehera-if5tu
    @PurnachandraBehera-if5tu 13 годин тому +2

    ଅରୁଣ ବାବୁ କି BJD ଦଳ ବହିକୁ ରିଜେକ୍ଟ କଲେ କଣ ଟା ହେବ।

  • @subhransumaharana3691
    @subhransumaharana3691 13 годин тому

    କାହିଁକି କାରଣ କେନ୍ଦ୍ର ସରକାର ରାଜ୍ୟସଭାରେ ଆହୁରି ଶିଟ ଅଧିକ ଦରକାର ଏବଂ କେନ୍ଦ୍ର ସରକାର ବିଲ କୁ ପାସ କରିବା କାଠିକର ପଠା ।
    ତତ୍ ସହିତ ଏମାନେ ପୂରା ସେଟିଂରେ ଅଛନ୍ତି ।
    କେବଳ କଂଗ୍ରେସ ଦଳ କାହାର ମର୍ଜିରେ ଯାଏ ନାହି ।
    ପୂରା ସିଷ୍ଟମ୍ କୁ ବଦଳାଇବା ପାଇଁ ସବୁ ଚକ୍ରାନ୍ତ ଚାଲିଛି କିନ୍ତୁ ସଫଳ ହେବେନି
    କାରଣ
    ଶ୍ରୀ ଜଗନ୍ନାଥ ଙ୍କ ବିଚାର ସବୁଠାରୁ ଉପରେ ।
    ତାଙ୍କର ବିନା ଶକ୍ତିରେ କିଛି ହେବନି ।
    ଦୟାକରି 🙏 ଆପଣ ଭୀମଙ୍କ ଆଇନକୁ କିପରି ଗୋଳିଆ କିଏ କରୁଛି ତାହାରି ଉପରେ ନିର୍ଭୟ କହିପାରିବେ କି ?

  • @satishchandrabehera7291
    @satishchandrabehera7291 13 годин тому

    ଅରୁଣ ସାହୁ ଆଉ ତରୁଣ ତୁର୍କୀ ହେଇ ନାହାନ୍ତି।
    ତଙ୍କ କଥାକୁ ଏବେ କେହି ଗୁରୁତ୍ବ ଦେଉ ନାହାଁନ୍ତି।।

  • @pabitrachampati5239
    @pabitrachampati5239 13 годин тому

    ମନ୍ଦିର ଭିତରେ କିଏ ରେ , ମୁଁ କଦଳୀ ଖାଇନି ।ସତ କୁ ଗ୍ରହଣ କରିବା ପାଇଁ କୁଣ୍ଠାବୋଧ କାହିଁକି। ଜୟ ଜଗନ୍ନାଥ ସଦ୍ବୁଧି ଦିଅନ୍ତୁ।

  • @truptiranjanmohakul5628
    @truptiranjanmohakul5628 13 годин тому +2

    Mota bhai from Delhi 😂

  • @pooja_katha
    @pooja_katha 13 годин тому

    ନବୀନଙ୍କୁ 15 ବର୍ଷ ହେଲା ଭେଟିନଥିବା ରୁବାୟୁନ ଖାନ ଏତେ କଥା ଲେଖିଲା ସେ ତ ବେଙ୍ଗଲରେ ରହୁଛି ମମତା ଉପରେ ଏତିକି ଲେଖିକି ଦେଖାଉ..

  • @maheswarprusty3043
    @maheswarprusty3043 13 годин тому +2

    Very good 🌹✅👍congratulations

  • @brajakishorepadhi4022
    @brajakishorepadhi4022 13 годин тому +1

    ପାଂଡିୟାନ ନବୀନ ଗ ଘଭତା।

  • @BaikunthaMohanty-z5l
    @BaikunthaMohanty-z5l 13 годин тому

    ଉତ୍ତର ହଉଚି ଧର୍ମେନ୍ଦ୍ର ପ୍ରଧାନ

  • @rabimohanty112
    @rabimohanty112 13 годин тому +5

    ଅରୁଣ ସାହୁ ଖୋସାମତିଆ କୁକୁର ପ୍ରକୃତି ସମ୍ଫନ୍ନ ବ୍ୟକ୍ତି

  • @nabinbeura3225
    @nabinbeura3225 13 годин тому

    ଲଜ୍ଜ୍ୟା। ସତରେ ଆମେ କଣ ଓଡ଼ିଆ। !

  • @govindbisoyi4685
    @govindbisoyi4685 13 годин тому

    ମୋର ଯାହା ମନେହେଉଛି ଧର୍ମେନ୍ଦ୍ର ବାବୁ ହିଁ ମୂଖ୍ୟ ଖଳନାୟକ

  • @susantasahoo9544
    @susantasahoo9544 13 годин тому

    ଖୁସି ଲାଗୁଛି ବିଜେଡ଼ି ଦଳରେ ସମସ୍ତେ କ୍ରୀତଦାସ ନୁହଁନ୍ତି, କାରଣ ସେଠାରେ ପ୍ରସନ୍ନ ଆଚାର୍ଯ୍ୟଙ୍କଭଳି ସତକୁ ସ୍ୱୀକାର କରିପାରୁଥିବା ନେତାବି ଅଛନ୍ତି /ଦ୍ୱିତୀୟତଃ ପାଣ୍ଡିଆନଙ୍କର ବ୍ୟକ୍ତିଗତ ସମ୍ପର୍କ ସମ୍ଭବତଃ ସ୍ଵରାଷ୍ଟ୍ରମନ୍ତ୍ରୀ ସାହାଙ୍କ ସହିତ ଅଛି / ନିର୍ବାଚନ ପୂର୍ବରୁ ସାହାଙ୍କ ଓଡିଶା ଗସ୍ତ ସମୟରେ ପାଣ୍ଡିଆନଙ୍କ ସହିତ ଏକାନ୍ତରେ କଥାହେବା ଏହା ସୂଚାଉଛି /ତାର ପ୍ରତିଫଳ ଜୟ ନାରାୟଣ ମିଶ୍ରଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ନମିଳିବା / ଏ ସମ୍ପର୍କର ସେତୁ ବିଜେପିର ପ୍ରିୟନେତା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ତୁଲାଇ ଆସୁଛନ୍ତି /

  • @arucharanpradhan5502
    @arucharanpradhan5502 13 годин тому

    ସାର୍ ନମସ୍କାର, ଯେଉଁ ସାଙ୍ଘାତିକ ଦୁର୍ନୀତି ଗ୍ରସ୍ତ ବରିଷ୍ଠ ନେତା ନେତ୍ରୀ ମାନେ ଜେଲ୍ ଯିବା ବଦଳରେ ପାଣ୍ଡିଆନଙ୍କ ଦ୍ଵାରା ଦଣ୍ଡ ମୁକ୍ତ ହୋଇ ଭଦ୍ର ଖୋଳ ପକାଇ ବୁଲୁଛନ୍ତି, ସେହି ମାନଙ୍କୁ ବେଶି ବାଧୁଛି।ସେମାନେ ବହିକୁ ରିଜେକ୍ଟ କରିବା ପାଇଁ କିଏ? ସେ ବହିକୁ ପଢ଼ିବା ପାଇଁ ସେମାନଙ୍କୁ କୁହା ଯାଇ ନାହିଁ।ଲୋକ ମାନଙ୍କ ଉଦ୍ଦେଶ୍ୟରେ ବହି ଲେଖା ଯାଇଛି।

  • @santoshnarayanbhagat2437
    @santoshnarayanbhagat2437 13 годин тому

    Best analices sir ji Jay jagannath

  • @PrasantKumarSwain-f5t
    @PrasantKumarSwain-f5t 13 годин тому

    କେତେ ଗ୍ରହଣୀୟତା ସାମାଜିକ ଗଣମାଧ୍ୟମର କମେଣ୍ଟସରୁ ପଢି ନିୟନ୍ତୁ ।

  • @paridasunil
    @paridasunil 13 годин тому +1

    Only Pk Mishra

  • @sidhantaraut7217
    @sidhantaraut7217 14 годин тому +3

    Only for P.K Mishra (PM secretary)

  • @satishchandrabehera7291
    @satishchandrabehera7291 13 годин тому

    ସିଏ ଆଉ କିଏ?
    ସିଏ ପରା ଆମ ସିଏ!

  • @ranjannayak8948
    @ranjannayak8948 13 годин тому +2

    Pk mishra & aashwini Vaishnav

  • @bijayanandadash5344
    @bijayanandadash5344 13 годин тому

    Ruben Banerjee is great journalist no doubt.

  • @sop828
    @sop828 13 годин тому +1

    Aruna (Pari ) Defending Pandu To Avoid ED / CBI / IT

  • @hemantkumarsingh1387
    @hemantkumarsingh1387 13 годин тому

    Mohan Majhi CM should see this episode of Nirbhaya.

  • @manjupravamishra8000
    @manjupravamishra8000 14 годин тому +1

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @trishuvlogs55
    @trishuvlogs55 13 годин тому +2

    Apananka last kichi episode mu dekhuchi sabu thire delhi connection, BJP kanadal aau kichi nahi. Ethire apana bayest nuhahanti ta. Jadi avaya dana tebe sujata mem kana pain leave apply karuthile, bjd BJP ku jetiki birodh karuchi apananka dala congress setiki karuni kana pain. Jadi sahasa achi mo prasna ra uttar diyantu ajatha propogenda karantu nahi

  • @bismayamohanty6889
    @bismayamohanty6889 13 годин тому

    Dharnendra ---- Amit shaha ---- Pandian
    Odisha jaha bikri hoichi, aahuri bikri hoi jiba

  • @dilipdeep9
    @dilipdeep9 13 годин тому +1

    Dharmandra

  • @Rhandankumartayak-p2b
    @Rhandankumartayak-p2b 13 годин тому +1

    Rost haba pai ready raha budha tu galu athara🎉🎉🎉

  • @hemantkumarsingh1387
    @hemantkumarsingh1387 13 годин тому

    Dharmendra Pradhan is the main brain behind protection of Pandian.This will be boomerang for BJP in 2029.

  • @suvendupattnaik2670
    @suvendupattnaik2670 13 годин тому

    Double engine means double standard and double role.

  • @vigyapantrack2881
    @vigyapantrack2881 13 годин тому +1

    Pandian nko bado bhai,,Pmo re achanti,,,athi Pandian nku hatow mariba ate sahaj nuhn....centre jete parjyant no chahibo athi kehi hatow mari paribe nahi,,,

  • @satishchandrabehera7291
    @satishchandrabehera7291 13 годин тому +1

    ସମ୍ମାନନୀୟ ' ନବୀନ ଦାସ ' ଆମ ବିଚାରରେ;
    ଓଡ଼ିଶାର ' ରୁବେନ ବାନାର୍ଜୀ ' ମାନନ୍ତୁ ସତରେ।।
    ଜୟ ଜଗନ୍ନାଥ!!!

  • @Rhandankumartayak-p2b
    @Rhandankumartayak-p2b 13 годин тому +3

    Raha budha to katha bujhuchi mo name ta mane rakhi ta chandan kumar nayak dauchi tate raha name bhuli bune chandan kumar Nayak🎉🎉🎉

  • @rabimohanty112
    @rabimohanty112 14 годин тому +2

    ସନ୍ୟାସୀ ପୁଣି ସଂସାରି ହେଲେ କିପରି, ପକେଇଥିବା ଛେପକୁ ଚାଟୁଛନ୍ତି କିପରି, ଟ୍ୟାଗ କରିଥିବା ମଳକୁ ପୁଣି ଖାଉଛନ୍ତି କିପରି, ଦୟାକରି ଏହାକୁ ଏକ ପ୍ରସଙ୍ଗ କରନ୍ତୁ.

  • @markatkeshariswain2902
    @markatkeshariswain2902 13 годин тому

    Amit Saha Pandiyan ku support Karuchanti

  • @dilipdeep9
    @dilipdeep9 14 годин тому +1

    Modi Saha ra khel,

  • @BirendraDas-xr1sk
    @BirendraDas-xr1sk 13 годин тому

    Pandian is a real genius considered by Centre for which he is getting done whatever he wants.Further, being a close follower and strong supporter of ABVP/BJP from your student days ,you know the best as regards to who is protecting Pandian and for what interest!

  • @RashmirekhaPradhan-rh8gu
    @RashmirekhaPradhan-rh8gu 13 годин тому

    In Dilli Navin'brother is cvering pandian .

  • @AjayaMuduli-l5b
    @AjayaMuduli-l5b 13 годин тому

    Arun&atanu ladies joganti panduku Dhamendra Pradhan men vision in odisha BJP

  • @ArundhatiSahoo-bp1cd
    @ArundhatiSahoo-bp1cd 14 годин тому

    Fast vus

  • @my_odisha195
    @my_odisha195 13 годин тому

    Pandian bjd ra utaradhikari nischay au bhabisyata ra nitish kumar

  • @AjayMohapatra-p4r
    @AjayMohapatra-p4r 13 годин тому +1

    Bandia ku pita

  • @Sumankumar-kc5cm
    @Sumankumar-kc5cm 13 годин тому

    Bjd bjp menta haba D P cm hebe

  • @harisankarrout120
    @harisankarrout120 13 годин тому

    Pandiyan bjp loka

  • @amulyakumardas3
    @amulyakumardas3 13 годин тому +1

    Amit saha. Dharmandra pradhan

  • @prasanprusty7160
    @prasanprusty7160 13 годин тому

    I think dp

  • @RanjanPrusty-lp7hg
    @RanjanPrusty-lp7hg 13 годин тому

    Tama ku pandiyan roga chhadiba nahi. Tike BJP katha kuha

  • @AmulyaMallick-b9l
    @AmulyaMallick-b9l 13 годин тому +1

    Sholay Hero -Dharmendra😜

  • @Zomato-j1i
    @Zomato-j1i 13 годин тому

    Ashwini baishnav and Dharmendra Pradhan