While more then 2 lakhs Government jobs are vacant, ten years of allurement for youth

Поділитися
Вставка
  • Опубліковано 9 тра 2024
  • While more then 2 lakhs Government jobs are vacant, ten years of allurement for youth | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 367

  • @sanjayakumarsahoo2866
    @sanjayakumarsahoo2866 20 днів тому +52

    ଜୟ ଜଗନ୍ନାଥ, ନିର୍ଭୟ ପରିବାରକୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉

  • @K.K.Raj123
    @K.K.Raj123 20 днів тому +25

    ଆଜି ପବିତ୍ର ଦିନରେ ଓଡ଼ିଶା ରେ ପଦ୍ମ ଚାଷ ର ମଞ୍ଜି ବୁଣିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି , ଏଥର ଓଡ଼ିଶା ରେ ପଦ୍ମ ଫୁଟିବ,BJP ସରକାର ହେବ। ଜୟ ଜଗନ୍ନାଥ , ଜୟ ଶ୍ରୀ ରାମ

  • @shreeashutoshoutletpoint4508
    @shreeashutoshoutletpoint4508 19 днів тому +5

    ମୋଦୀଙ୍କ ଗେରଣ୍ଟୀ ଆଉ ନବୀନ ଙ୍କ ନୋ ଗେରଣ୍ଟୀ

  • @sipramishra8094
    @sipramishra8094 19 днів тому +2

    🎉 ନିର୍ଭୟ ଚିରଞ୍ଜିବୀ ହେଉ। ଏହାହିଁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ❤🎉❤

  • @hemantakumarmohanta8458
    @hemantakumarmohanta8458 19 днів тому +3

    ସରକାର ଚାକିରୀ OSSC/OSSSC ମାଧ୍ୟମରେ ପୁଳାପୁଳା ଟଙ୍କାରେ ବିକ୍ରି କରାଯାଉଛି ଆଜ୍ଞା

  • @laxmidharabarik2952
    @laxmidharabarik2952 19 днів тому +2

    ସାର୍ 🙏 ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଜେଡିର ପ୍ରଚାର ଗାଡ଼ି ଗୁଡିକ ଉତ୍ତର ପ୍ରଦେଶରୁ ଆସିଛି। ଶାସକ ଦଳ ପାଇଁ ଓଡ଼ିଶାରେ ଗାଡ଼ିର ଅଭାବ ପଡ଼ିଲା। ନିର୍ଭୟର ଜନ୍ମଦିନ ଲାଗି ଶୁଭେଚ୍ଛା ଓ ଅଭିନନ୍ଦନ ❤️❤️❤️

  • @biswaranjanmohapatra2518
    @biswaranjanmohapatra2518 19 днів тому +1

    ନିର୍ଭୟ କୁ ଅଭିନନ୍ଦନ 🎉🎉🎉🎉🎉। ଓଡ଼ିଶାରେ ଆଉ ପ୍ରଳୟ ନୁହେଁ। ଏଥର ପରିବର୍ତ୍ତନ 🎉🎉🎉🎉।ଜୟ ଜଗନ୍ନାଥ 🎉🎉🎉🎉🎉

  • @rabindrarath9474
    @rabindrarath9474 19 днів тому +2

    ଲୋକଙ୍କୁ ମିଛ କହି ଭୁଆଁ ବୁଲାଇ ଭୋଟ ନେବାର ସିଦ୍ଧହସ୍ତ ତା ସତ୍ୱେ ଏ ଓଡ଼ିଆ ବୁଝି ପାରୁନି କେବଳ ଜଗନ୍ନାଥ ଏ ଜାତିକୁ ଭରସା

  • @niteshkumartripathy7050
    @niteshkumartripathy7050 19 днів тому +1

    ନିର୍ଭୟ ଜନ୍ମ ଦିନ ର ହାର୍ଦିକ ଶୁଭକାମନା ଓ ଅଭିନନ୍ଦନ ଢେର୍ ସାରା ଭଲ ପାଇବା।

  • @shreenibasbhukta9356
    @shreenibasbhukta9356 19 днів тому +1

    ନିର୍ଭୟ ର ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐

  • @kastucharansahu6656
    @kastucharansahu6656 19 днів тому +1

    ସ୍ବନକ୍ଷତ୍ର ଦିବସର ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା।

  • @JaiUtkalaMaa
    @JaiUtkalaMaa 19 днів тому +5

    ଏ ତାମିଲ୍ ଗୋଲାମ ମାନଙ୍କୁ କାହିଁକି ଭୋଟ ଦେବେ ଓଡ଼ିଆ ଲୋକ ଏମାନେ ମଞ୍ଚ ତଳେ ଠିଆ ହେବେ ପାଣ୍ଡୁ କୁ ମଞ୍ଚ ଉପରେ ବସେଇ ସାର୍ ସାର୍ କହିବେ କିଛି କାମ କରିବାକୁ କହିଲା ଏମାନେ କହିବେ ଯାହା କରିବ ପାଣ୍ଡୁ
    ଲେଖା_ଛିଡେଇ_ଦେବା

  • @user-kt4sh2sm6s
    @user-kt4sh2sm6s 19 днів тому +1

    ଶୁଭ ଜନ୍ମଦିନରେ ନିର୍ଭର ପରିବାର କୁ ବହୁତ ବହୁତ ଶୁଭକାମନା ଓ ଅଭିନନ୍ଦନ ।

  • @dpslncollege
    @dpslncollege 19 днів тому +1

    ସ୍ବନକ୍ଷତ୍ର ଦିବସ ରେ ଶୁଭେଚ୍ଛା. ନିର୍ଭୟରେ ନିର୍ଭୟ ବାର୍ତ୍ତା ଆଗକୁ ଅପେକ୍ଷା ରହିଲା.

  • @trilochanpatnaik6321
    @trilochanpatnaik6321 19 днів тому +2

    ନିର୍ଭୟ ଗୁମର କଥା । ମନେ ଦିଏ ଅଶେଷ ବ୍ୟଥା। ସପ୍ତାହରେ ମାତ୍ର ଦୁଇଦିନ ଶନି ବାର ଓ ରବିବାର।

  • @pranakrishnakanungo6597
    @pranakrishnakanungo6597 20 днів тому +18

    ଶୁଭ ଜନ୍ମଦିନରେ ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ "ନିର୍ଭୟକୁ"
    ଭୟରେ ଭୟଭିତ ନବୀନ ପଟ୍ଟନାୟକ/ପାଣ୍ଡିଆନ

  • @dhamirona8662
    @dhamirona8662 19 днів тому +1

    ବହୁତ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା ନିର୍ଭୟ ପରିବାର କୁ

  • @dhaneswardas548
    @dhaneswardas548 19 днів тому +1

    ଜନ୍ମ ଦିନରେ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା...
    ଆପଣଙ୍କ ଠାରୁ ବହୁତ ଉପାଦେୟ ଓ ଶିକ୍ଷଣିୟ ରାଜନୈତିକ ଉପସ୍ଥାପନା ଶୁଣିବା ପାଇଁ ପାଉଛୁ। ସେଥିପାଇଁ ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ

  • @janardanpanda5378
    @janardanpanda5378 19 днів тому +1

    ସାର୍ ଆପଣଙ୍କୁ ଧନ୍ୟବାଦ ଯେଉଁ ପ୍ରକାର ଆପଣ ଯେଉଁ ପ୍ରକାର ଆଗକୁ ଯାଉଛନ୍ତି ତାହା ଭଗବାନଙ୍କ ଆଶୀର୍ବାଦ ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ ଆପଣ ଏପରି ଆଗକୁ ମାଡି ଚାଲନ୍ତୁ

  • @sambray.baskeysambray2535
    @sambray.baskeysambray2535 19 днів тому +4

    ଓଡିଶାର ସରକାରିଚାକିରିସବୁ୭୦%ଭାଗତାମିଲରେଆଉ ୩୦%ଭାଗଓଡିଶାରେବିକ୍ରିହେଉଛି ! କିନ୍ତୁଓଡିଶାରଡିଗ୍ରୀଇଞ୍ଜିନିଅରପିଲାଯାଉଛନ୍ତି ତାମିଲନାଡୁଦାଦନଖଟିବାପାଇଁ !ତେଣୁଓଡିଶାବାସୀଟିକେଚିନ୍ତାକରନ୍ତୁ !

  • @ravipatnaik79
    @ravipatnaik79 19 днів тому +4

    ମାଗଣା ବିଜୁଳି ଯୋଗାଇବା ପାଇଁ ବିଜୁଳି ଦର ବୃଦ୍ଧି କରିଦେବେ 😡

  • @kelucharanjagadev5151
    @kelucharanjagadev5151 19 днів тому +1

    'ନିର୍ଭୟ' ଜନ୍ମ ଦିନରେ ଅନେକ ଅନେକେ ଶୁଭେଚ୍ଛା।

  • @rabisahoo6633
    @rabisahoo6633 19 днів тому +1

    ଆପଣଙ୍କୁ ଓ ନିର୍ଭୟ ପରିବାର କୁ ଅନେକ ଅନେକ ଶୁଭକାମନା.

  • @jyotirmayjena1869
    @jyotirmayjena1869 19 днів тому +3

    ନିର୍ଭୟ ର ଜନ୍ମଦିନରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁସ୍ଥ ଏବଂ ଶାନ୍ତି ରେ ରଖନ୍ତୁ । ଆମେ ଆପଣଙ୍କୁ ଏମିତି ସବୁଦିନ ଶୁଣୁଥାଉ ।

  • @rabimohanty112
    @rabimohanty112 19 днів тому +3

    ସୋଲାର ଶକ୍ତି ମାଗଣା ବିଜୁଳି ଠାରୁ ଭଲ

  • @geetaranisamal6638
    @geetaranisamal6638 20 днів тому +25

    ଜନ୍ମଦିନ ର ଅଜସ୍ର ଶୁଭେଚ୍ଛା ଅତି ପ୍ରିୟ ନିର୍ଭୟ ନିମନ୍ତେ ଓ ଆପଣ ଙ୍କୁ ମଧ୍ୟ ସୁନ୍ଦର ଉପସ୍ଥାପନା ପାଇଁ।

  • @cksportsnews1748
    @cksportsnews1748 19 днів тому +5

    ବିଜେଡି ଗୋଟେ ଦାବି ପୁରଣ କରିବନି, ଖାଲି ଭୁଆଁ ଭୁଲେଇବ,
    ତେଣୁ ଏଥର ଭୋଟ ବିଜେପି କୁ

  • @manjupravamishra8000
    @manjupravamishra8000 20 днів тому +14

    ଅକ୍ଷୟ ତୃତୀୟା ଉପଲକ୍ଷେ,ରଥ ଅନୁକୂଳ ତଥା ନିର୍ଭୟର ଜନ୍ମୋତ୍ସବ ନିମନ୍ତେ ଅଜସ୍ର ଅଭିନନ୍ଦନ ସହ ହାର୍ଦ୍ଧିକ ଶୁଭେଚ୍ଛା, ଶୁଭକାମନା ଏବଂ ପ୍ରଣାମ 🙏।ଜୟ ଶ୍ରୀ ଜଗନ୍ନାଥ 🙏🌺।

  • @JaiUtkalaMaa
    @JaiUtkalaMaa 19 днів тому +5

    ମାଗିଆ ନବୀନ, ତୁ ମରିବା ଖଟିଆ ରେ । ଫୁଣି ଭୋଟ ମାଗୁଛୃ। ପଚିଶ ବର୍ଷ କଣ କଲୁ । ଓଡିଶା କୁ ତାମିଲ ପାଣ୍ଡୁ କୁ ବିକିଲୁ । ଦାଦନ ଓଡିଶା କଲୁ । ଖଣି ବିଜୁଳ ତାମିଲ କୁ ବିକିଲୁ।

  • @Sahityapanda
    @Sahityapanda 19 днів тому +4

    100%ସତ କଥା

  • @pradeepbindhani6582
    @pradeepbindhani6582 19 днів тому +2

    ଜନ୍ମ ଦିନ ର ଶୁଭେଚ୍ଛା ❤❤❤🎉🎉🎉

  • @bhubanmohanty3853
    @bhubanmohanty3853 20 днів тому +11

    ନିର୍ଭୟର ଜନ୍ମ ଦିବସରେ ନିର୍ଭୟ ପରିବାରକୁ ଅନେକ ଅନେକ ଶୁଭେଛା । ପ୍ରଭୁ ଆପଣଙ୍କ ସଂସ୍ଥାର ଉତ୍ତୋ୍ରତର କାମନା କରନ୍ତୁ

  • @tirtharajpanda7237
    @tirtharajpanda7237 19 днів тому +3

    Congratulations Sir 🙏
    I am a dadana engineer
    Ur episode shows eyes to US all youth mass and u telling the truth only.
    Best of luck sir.
    Everyday I saw ur episode after my lunch in office lunch time.
    Somuch knowledge regarding Odisha what's going on we know.
    Keep it going sir.
    Pray to Lord Jagannath for ur good health.
    Jai Jagannath

  • @padmalayaprusty4526
    @padmalayaprusty4526 19 днів тому +2

    ସ୍ବନକ୍ଷତ୍ର ଦିବସର ଅଭିନନ୍ଦନ। ବିଜୁଳିର ଅମେ ବଳକା ରାଜ୍ଯ, ବିଜୁଳିର ଦାମ ଅଧିକ। ତଥାପି ଏହାକୁ ଥୋପ କଷାଯାଉଛି।

  • @rabimohanty112
    @rabimohanty112 19 днів тому +2

    ମେଧା ବୃତ୍ତି ନୁ ହେଁ ଗାଧା ବୃତ୍ତି ବିଜେଡି ଦେଇଛି.

  • @swarajkumarbej3768
    @swarajkumarbej3768 20 днів тому +11

    ନିର୍ଭୟ ପରିବାର ଜନ୍ମଦିନ ପାଇଁ ଆପଣଙ୍କୁ ଓ ନିର୍ଭୟ ପରିବାରକୁ ଢେର୍ ସାରା ଶୁଭକାମନା।

  • @chandipadapanda4707
    @chandipadapanda4707 19 днів тому +1

    ନିର୍ଭୟ ଗୁମର କଥା ର ଜନ୍ମଦିନ ଅବସର ରେ ଅଶେଷ ଶୁଭକାମନା ଓ ସଦିଚ୍ଛା ।ଅନ୍ଯ ସବୁ ପ୍ରକାର ଥୋପ ଗିଳାଇ ସାରିଲା ପରେ ମଧ୍ଯ ମନ ବୁଝିଲା ନାହିଁ ଯେ ପୁଣି ମାଗଣା ବିଜୁଳି ଥୋପ ଦେଇ ଭୋଟ ରେ ଜିତିବା ଲକ୍ଷ୍ଯ ।ଏହା ଏକ ପ୍ରକାର ହୀନ ପ୍ରୟାସ ।

  • @97Ibibhuprasad
    @97Ibibhuprasad 19 днів тому +1

    ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭରସା❤ ଏ ଶଳା BJD କୁ ସମୁଳେ ନାଶ କରନ୍ତୁ😢

  • @prasantasing771
    @prasantasing771 19 днів тому

    ନିର୍ଭୟ ଗୁମର କଥା ର ଜନ୍ମଦିନ ପାଇଁ ଅନେକ ଅନେକ ଶୁଭେଚ୍ଛା ,, ଶ୍ରୀ ଜଗନ୍ନାଥ ଙ୍କ କୃପା ରୁ ସବୁ ବାଧା ବିଘ୍ନକୁ ଦୂରେଇ ଦୂରେଇ ଆଗକୁ ବଢ଼ି ଚାଲୁ , ଜୟ ଶ୍ରୀ ଜଗନ୍ନାଥ

  • @pabitramohandas6943
    @pabitramohandas6943 20 днів тому +13

    ଆପଣଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🌹🙏"ନିର୍ଭୟ" ନିର୍ଭୟ ରହି ଜନ ସ୍ୱାର୍ଥ ପାଇଁ ଲଢ଼େଇ ଅବ୍ୟାହତ ରଖିଥାଉ l

  • @samajmusicofficial2458
    @samajmusicofficial2458 19 днів тому +2

    ପୁରା ମିଛ
    ମିଛ କହି କହି 25ବର୍ଷ
    କେବଳ ମଦୁଆ, ମାତାଲ ଯୋଗୁ ବିଜେଡି ଜିତୁଛି

  • @swarajkumarbej3768
    @swarajkumarbej3768 20 днів тому +1

    ଯେତେ ଲଲିପପ୍ ଧରାଇଲେ ମଧ୍ଯ ଓଡ଼ିଶାର ଭୋଟରମାନେ ପରିବର୍ତ୍ତନ ମୂଖା।କାରଣ ମିଛୁଆ ରାଧୁଆ ଗଳ୍ପ ଓଡ଼ିଶାର ଲୋକେ ଜାଣିଛନ୍ତି।

  • @chandipadapanda4707
    @chandipadapanda4707 19 днів тому +1

    ପାଣ୍ଡିଆନ ମହାଶୟ ବିଜୁ ଜନତା ଦଳର ପରିବାର ନିୟନ୍ତ୍ରଣ କରିଦେଇଛନ୍ତି,ବର୍ତ୍ତମାନ କେବଳ ଦୁଇଜଣ ହିଁ ରହିଥିବେ ।

  • @arundhatibehera9197
    @arundhatibehera9197 19 днів тому +2

    ମାଗଣା ଖିଆ ଓଡ଼ିଆ ଜାତି ସୁଧରି ଯାଅ। ନ ହେଲେ କାନ୍ଦିବ

  • @dipfragnant
    @dipfragnant 20 днів тому +16

    ଆମ ତରଫରୁ ନିର୍ଭୟ ଗୁମର କଥାକୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା। ଆରମ୍ଭ କରିବା ଆଜିର ପ୍ରସଙ୍ଗ - ହାରିବ ଶଙ୍ଖ, ଜିତିବ ପଦ୍ମ।

  • @rabindrabiswal2241
    @rabindrabiswal2241 19 днів тому +2

    ଓଡ଼ିଶାର ସରକାର ବଦଳିବା ଦରକାର ।

  • @jagannathmishra5300
    @jagannathmishra5300 19 днів тому +2

    ଅଭିନନ୍ଦନ ଆପଣ ଙ୍କୁ।
    ଏ ପଣ୍ଡିଆନ ବାବୁ ଏତେ ଚାଲାକ୍, ଓଡ଼ିଆ ବୁଝି ପାରିବେ ନାହିଁ।
    ଚାକିରୀ ରୁ ମାଲିକ ହେଲାନି। ଓଡ଼ିଆ ନେତା ବୁଝି ପାରିବେ ନାହିଁ। ଯଦି ବିଜେଡି ପାଇଯିବ , ଆଉ ୫ ବର୍ଷ ଏ କାର୍ତ୍ତିକ ପଣ୍ଡା ବାବୁ ଙ୍କ ଦେଖା ମିଳିବନି। ପୁରା ବରବାଦ କରିଦେବ ଓଡ଼ିଶା କୁ।

  • @dagreswargoud
    @dagreswargoud 19 днів тому +1

    ଆମେ...ହଁ...ମନେ ରଖିଛି ଯୁବ ଭୋଟର ଆମ ସରକାର ଙ୍କ ଅବସ୍ଥା..(ଆପଣା ହସ୍ତେ ଜିହ୍ଵା ଛେଦି , କେ ଅଛି ତା'ର ପ୍ରତିବାଦୀ)

  • @anilkumarsahu6106
    @anilkumarsahu6106 20 днів тому +4

    Happy birthday to Nirbhay

  • @L.kstatus694
    @L.kstatus694 20 днів тому +2

    ଆଉ ଭରଷା ନାହିଁ bjd ଉପରେ,ସବୁ କହିବେ କିଛି କରିବେନି

  • @FAKIRJENA-du2zs
    @FAKIRJENA-du2zs 20 днів тому +4

    Solid analysis sir !

  • @manasdas5715
    @manasdas5715 14 днів тому

    ଅସୁବିଧା ବସତ ଅଧ୍ୟାୟ ଦେଖିପାରିନଥିଲି ଡେରିରେ ନିର୍ଭୟ ପରିବାର କୁ ଶୁଭକାମନା ଆଜି ଜଣାଇଥିବାରୁ ନିଜକୁ କ୍ଷମା ପ୍ରାର୍ଥନା କରୁଛି🙏, 🎉🎂🎈♥️👍

  • @iswarnayak1383
    @iswarnayak1383 19 днів тому +2

    Jay sri ram,🚩🚩Mo tarafaru apananka nirbhya gumar ku ଅନେକ୍ ଅନେକ୍ subhechha,💐💐💐

  • @udayanathsahoo3935
    @udayanathsahoo3935 20 днів тому +4

    Heart felt gratitude to the editor of NIRBHAYA GUMAR KATHA on the eve of AKHYA TRUTIYA
    JAYA JAGANNATH

  • @lokanathrout8763
    @lokanathrout8763 19 днів тому +1

    HAPPY BIRTHDAY 🌹TO NIRBHAYA PUBLICATION

  • @jimutaparida7455
    @jimutaparida7455 19 днів тому +1

    Happy birthday nirbhaya gumara katha🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @dillipkumarswain524
    @dillipkumarswain524 19 днів тому +1

    HBD to Nirbhay, the brave channel of Odisha.

  • @BatakrushnaSwain-hj8qr
    @BatakrushnaSwain-hj8qr 19 днів тому

    ଜନ୍ମଦିନ ଉପଲକ୍ଷେ ନୀର୍ଭୟ ଗୁମର କଥାକୁ ମୋର ଅନେକ ଅନେକ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।ଏହାର ସଫଳତା ମୋର କାମ୍ୟ।

  • @asishkumarsahu6111
    @asishkumarsahu6111 19 днів тому +2

    ନିର୍ଭୟ ପରିବାର ର ସ୍ବ ନକ୍ଷତ୍ର ଦିବସ ଅବସରରେ ଅନେକ ଅନେକ ଶୁଭକାମନା। 💐💐💐💐💐💐💐। ଚଲାପଥ କୁସୁମିତ ହେଉ 😊😊

  • @prasantkumardash879
    @prasantkumardash879 20 днів тому +4

    Apana nku aau Nirbhaya Paribar ku anek anek subhechha Sir.Jagannath Mahaprabhu aapan nku amapa Shakti,Dharya aau Satsahash diantu.Jay Jagannath....

  • @benudharsenapati753
    @benudharsenapati753 19 днів тому

    ଜୟ ଜଗନ୍ନାଥ ନିର୍ଭର ପରିବାରକୁ ଆଜି ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

  • @entertainmentinformation7624
    @entertainmentinformation7624 20 днів тому +3

    ଆମ ତରଫରୁ ନିର୍ଭୟ ଗୁମର କଥାକୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା I Ethare Tamilian Naveen sarkar asile Odisha 50 Years back ku chalijiba.... Pandu hatao Odisha Banchao..

  • @pravatraut9028
    @pravatraut9028 19 днів тому +3

    ନିର୍ଭୟ ପରିବାର ର ଜନ୍ମ ଦିନରେ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

  • @s.kbehera2828
    @s.kbehera2828 19 днів тому +2

    ଜନ୍ମ ଦିନରେ ସର୍ବାଧିକ ଶୁଭେଛା ଓ ଶୁଭକାମନା ନିର୍ଭୟ ପରିବାର ଓ ନବୀନ ଦାସ ସାର ଙ୍କୁ ।
    ଅକ୍ଷିତୃତୀୟା ର ଅଭିନନ୍ଦନ ।
    🎉🎉🎉❤ ଦିଲ୍ସେ

  • @JaiUtkalaMaa
    @JaiUtkalaMaa 19 днів тому +2

    ମୁଁ କୌଣସି ଦଳର ନୁହେଁ | ପ୍ରତ୍ୟେକ ଓଡିଆ ନିଜ ମାତୃଭୂମିର ସୁରକ୍ଷା କରିବା ଉଚିତ୍ | ତାମିଲ ପାଣ୍ଡୁ ଓଡ଼ିଶା ଏବଂ ଓଡିଆ କୁ ଶେଷ କରିବ | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

  • @susantasahoo9544
    @susantasahoo9544 19 днів тому +1

    ଧନ୍ୟବାଦ ନବୀନ ବାବୁ , ଦୀର୍ଘ ବାର ବର୍ଷ 'nirbhaya' କୁ ନିର୍ଭୟରେ ପରିବେଷଣ କରିଥିବାରୁ ।ଦୁଇ ଲକ୍ଷରୁ ଅଧିକ ବା ପାଖାପାଖି ଅଢ଼େଇ ଲକ୍ଷ ସରକାର ଚାକିରି ଖାଲି ପଡ଼ିଛି, ଯାହାଦ୍ଵାରା ବଳକା ବଜେଟ ହେଉଛି। ଏ ସରକାର ମିଛ ପ୍ରତିଶ୍ରୁତି ଦେବାରେ ଭାରତରେ ନୁହେଁ,ସାରା ପୃଥବୀରେ ଏକ ନମ୍ବର ହେବ । ତେଣୁ ଓଡ଼ିଶା ବାସୀଙ୍କୁ ଓ ଯୁବକ ମାନଙ୍କୁ ଜଗନ୍ନାଥ ଭାର
    ଭରସା।

  • @ashwinisahu6584
    @ashwinisahu6584 19 днів тому +2

    JAY SHRIRAM
    JAY JAGANNATH JAY
    ODISHA

  • @bulusethy9220
    @bulusethy9220 20 днів тому +2

    BJD ଘୋଟାଲା ର Chotifound ଟଙ୍କା ଦେବାକୁ କହିଥିଲେ ଭଲ ହୁଅନ୍ତା ସାର୍ ।

  • @skdreamland8486
    @skdreamland8486 19 днів тому +1

    ଜୟ ଜଗନ୍ନାଥ 🎉 ହରିବୋଲ୍ ନିର୍ଭୟ ଏବେ ହୃଦୟ ର ସ୍ୱର ପାଲଟିଛି🎉 happy birthday

  • @saratsahoo7932
    @saratsahoo7932 20 днів тому +3

    Nibin babu God bless you nirvay gumar katha ku congratulation

  • @SatrughanNayak-qf1rt
    @SatrughanNayak-qf1rt 19 днів тому +2

    ପଚିଶ ବର୍ଷ ହେଲା ଶାସନ କିନ୍ତୁ ୨୫ଜଣ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚାକିରି ଦେଈ ନାହାନ୍ତି, ଓଡ଼ିଶାର ଚାକିରି ସବୁ ୱେଷ୍ଟବେଙ୍ଗଲ ପରି ବିକ୍ରୀ କରୁଛି ବିଜେଡ଼ି ସରକାର୍, ଗରୀବ ବାପା ମାଆ କେତେ ପରିଶ୍ରମ କରି ପିଲାଂକୁ ପାଠ ପଢାଇ ଲାଭ ନାହିଁ, ସବୁ ବାପା ମାଆ ନିଜେ ଭୁଲ୍ କରିଛନ୍ତି ନିର୍ବାଚନ ବେଳେ ୫୦୦ ଟଙ୍କା ନେଇ ଭୋଟ ଦେଇଛନ୍ତି,ଏଣୁ ଚାକିରି ପାଈଁ ପଚିସ ଲକ୍ଷ ଦେବାକୁ ପଡ଼ୁଛି,

  • @manjulatadalal8344
    @manjulatadalal8344 20 днів тому +4

    ଜୟ ଜଗନ୍ନାଥ, ଜନ୍ମ ଦିନରେ ନିର୍ଭୟ ପରିବାର କୁ ଅନେକ ଅନେକ ଶୁଭେଚ୍ଛା🌹🌹🌹🙏

  • @manaswitagouda2424
    @manaswitagouda2424 19 днів тому

    ଜନ୍ମ ଦିନର ହାର୍ଦିକ ଶୁଭକାମନା ନିର୍ଭୟ ପରିବାର 🎉

  • @durgaprasadsamantaray7084
    @durgaprasadsamantaray7084 20 днів тому +3

    ମିଛ ସପନ ଦେଖାଇବାର ବାହାଦୁର

  • @bibhutibhusanmohanty5184
    @bibhutibhusanmohanty5184 19 днів тому +1

    ଆପଣ ଙ୍କର ଚିନ୍ତାର ଗଳ୍ପ, ନା ସୂର୍ଯ୍ୟ ଯୋଜନାର ମୂଲ୍ଯ କୁ କମାଇ ବା

  • @binayakumarsethi6114
    @binayakumarsethi6114 20 днів тому +3

    ଜୟ ଜଗନ୍ନାଥ, ନିର୍ଭୟ ର 12ତମ ସ୍ବନକ୍ଷତ୍ର ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

  • @gadadharbal7657
    @gadadharbal7657 19 днів тому

    ନିର୍ଭୟର ଜନ୍ମ ଦିନର ଶୁଭକାମନା 🌹

  • @bijayagaigouria2956
    @bijayagaigouria2956 19 днів тому

    Nirvaya parivaar ku subhechha
    🎉 The best news channel in Odisha ❤

  • @ranjankumarnayak8593
    @ranjankumarnayak8593 20 днів тому +3

    Jay jay jay Shree jaganarth, Happy Birthday ofNirvay

  • @jharanapradhan7836
    @jharanapradhan7836 19 днів тому +1

    ଅକ୍ଷୟ ତୃତୀୟା ଉପଲକ୍ଷେ ନିର୍ଭୟ ପରିବାରକୁ ଏବଂ ସମସ୍ତ ଦର୍ଶକ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜଗନ୍ନାଥଙ୍କ ଆଶୀର୍ବାଦରୁ ନିର୍ଭୟ ପରିବାର ଏମିତି ଆହୁରି ଆଗକୁ ଆଗକୁ ମାଡ଼ିଚାଲୁ। ଜୟ ଜଗନ୍ନାଥ 🙏

  • @dkmohapatra9555
    @dkmohapatra9555 20 днів тому +2

    Nirbhaya ra Janmadina ra Subhakamana..

  • @bijayapanigrahi554
    @bijayapanigrahi554 20 днів тому +3

    Many many congratulations for the complition of twelve years of ନିର୍ଭୟ my favourite chanel

  • @KahnucharanPollai
    @KahnucharanPollai 19 днів тому +1

    ଧନ୍ୟବାଦ

  • @user-cd1pl2me3k
    @user-cd1pl2me3k 20 днів тому +2

    Exllent performance for last 12 years .waiting for your episode daily. 🎉

  • @mituprdhan2020
    @mituprdhan2020 20 днів тому +3

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @jnyanranjanhota4829
    @jnyanranjanhota4829 19 днів тому

    Many Many happy returns of the day Nirbhaya Gumar Katha .Stay blessed❤❤❤. Happy Akhaya Tritiya 🙏🙏🙏

  • @bapinaa007
    @bapinaa007 20 днів тому +2

    💐🙏🏻Suvechha O Avinandan 🙏🏻 💐
    💐🙏🏻ଶୁଭେଚ୍ଛା ଓ ଅଭିନନ୍ଦନ 🙏🏻💐

  • @bhaktabandhusahu3905
    @bhaktabandhusahu3905 19 днів тому +2

    ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🔥❤️

  • @adyasadas7317
    @adyasadas7317 19 днів тому

    Pranam Sir
    Perfectly said 💯

  • @laxmidharapanda6086
    @laxmidharapanda6086 19 днів тому

    ଦୀର୍ଘାୟୁ ଭବ "ନିର୍ଭୟ "🙏🙏🙏

  • @GourishankarDash-xp8st
    @GourishankarDash-xp8st 20 днів тому +3

    Happy birthday for Nirvay

  • @surendranarayanpanda8021
    @surendranarayanpanda8021 19 днів тому +2

    ବିଜୁଜନତାଦଳ ର ଇସ୍ତାହାର ନୁହେଁ..ଇସ୍ତଫାର ପତ୍ର.

  • @padmanayak9883
    @padmanayak9883 19 днів тому +1

    ଜୟ ଜଗନ୍ନାଥ
    ନିର୍ଭୟ ପରିବାର କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

  • @tirtharajpanda7237
    @tirtharajpanda7237 19 днів тому +1

    Jai Jagannath

  • @tarunganguly4978
    @tarunganguly4978 19 днів тому

    400ଦିନରୁ ଅଧିକ strike କରିଥିବା ଅଧ୍ୟାପକମାନଙ୍କୁ ଯେଉଁ ସରକାର ତାଙ୍କର ପ୍ରାପ୍ୟ ଦେଇ ପାରିଲା ନାହିଁ ସେ ସରକାର କଣ ନିଯୁକ୍ତି ସୃଷ୍ଟି କରିବା

  • @user-qp1hi7rd5s
    @user-qp1hi7rd5s 19 днів тому +1

    ମୋ ତରଫରୁ ନିର୍ଭୟଗୁମାରକଥାକୁ ଅଶେଷ ଧନ୍ୟବାଦ୍

  • @ashokkumarpanda5127
    @ashokkumarpanda5127 20 днів тому +3

    Jay Shree Jagannath/ Jay Shree Ram 🙏🏼🙏🏼

  • @KushaRaut-eg1yr
    @KushaRaut-eg1yr 19 днів тому +1

    ଜୟ ଜଗନ୍ନାଥ ଜୟ ଶ୍ରହନୁମାନ ଯିକି ଜୟ ଶ୍ରୀ ରାମ ଯିକି🌻🌹🙏

  • @Katak_Dk
    @Katak_Dk 19 днів тому

    ନିର୍ଭୟ ପରିବାର କୁ ଜନ୍ମଦିନ ର ହାର୍ଦ୍ଦିକ ଶୁଭକାମନା ପ୍ରଭୁ ଜଗନ୍ନାଥ ପ୍ରଭୁ ଶ୍ରୀରାମ ଆପଣଙ୍କ ପରିବାର କୁ ଆହୁରି ଶକ୍ତି ସାହସ ଦିଅନ୍ତୁ 🙏💐

  • @user-kr1rx1vl5q
    @user-kr1rx1vl5q 19 днів тому +1

    ନିର୍ଭୟର ଜନ୍ମଦିନପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।