Jivamrut ମାତ୍ର 10kg ଗୋବର ଖତରେ 1ଏକର Super fertile ସାର ଠାରୁ 10ଗୁଣ ଶକ୍ତିଶାଳୀ
Вставка
- Опубліковано 28 вер 2024
- Jivamrut
ମାତ୍ର 10kg ଗୋବର ଖତ ରେ 1ଏକର Super fertile
How to prepare Jivamrut
Benefits of Jivamrut
How to use Jivamrut
Best fertilizer for crop production
ନୂତନ ପିଢ଼ିର ଜୈବିକ ସାର
For preparing Jivamrut for 1ଏକର
200 lit water
10kg ଗୋବର ଖତ
10lit cow urine
2kg ଗୁଡ
1kg ବେସନ
500gm ବରଗଛ ତଳ ର ମାଟି
Welcome To Our UA-cam Channel KRUSHI SAMPADA
Krushi Sampada UA-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#krushisampada #odia #jivamrut
WATCH NEXT:
ଢିପ ଜମି ବା ଆଁଟ ଜମି ପାଇଁ ଧାନ ବିହନ
• Upland paddy variety 2...
ଜମି ପ୍ରସ୍ତୁତି କେମିତି କରିବେ
• ମୌସୁମୀ ଛୁଇଁବା ପୂର୍ବରୁ ...
Denmark Texas Power weeder
• Texas Power weeder ଘଣ୍...
ଖାଲ ଜମି ପାଇଁ ଧାନ କିସମ
• ଖାଲ ଜମି ବା ବାହଲ ଜମି ପା...
Jivamrut is a blessing for organic farming. Jai kishan Jai Jawan. Jai shree Ram.
ଧନ୍ୟବାଦ sir
ଏ ସମ୍ନନ୍ଧୀୟ ଜ୍ଞାନ ବିଷୟରେ ଜାଣିବା ପାଇଁ ଆପଣଙ୍କ ସହ ଯୋଗାଯୋଗ ହୋଇପାରିବ କି ?
ସାର୍ ଆପଣଙ୍କ ପ୍ରୟାସ କୁ ଧନ୍ୟବାଦ୍
Bahut Sundar information sir
good information sir thanks bhala lagila
Thank you
Sir I have used ALIKA of syngenta and brazide of adama company for brinjal shoot and fruit borer.But having no results. Please advise best medicine for this disease.
Dhanabad sir🙏🙏🙏
ଚାଷୀ ମାନଙ୍କ ପାଇଁ ବହୁତ ସୁନ୍ଦର ଉପଦେଶ ଆଜ୍ଞା 🙏🙏 ଆପଣ ଯାହା କହିଲେ ତାକୁ ପ୍ରୟୋଗ କଲା ପରେ ରାସାୟନିକ ସାରା ର ଆବଶ୍ୟକ ହେବନା ନାହିଁ ଟିକେ କହିବେ ଆଜ୍ଞା 🙏🙏
sir, apple ber plants(thai variety)ra treatment upore gotia video korontu...ae rainy season re apple ber plants ra treatment kmiti neipariba kuhontu...plz plz sir
sir,, apple ber plants ro leaf gudiko re how we treat NSKE or neem cake
from Balasore
Sir ଜୀବମୃତ କେବଳ ବ୍ୟବହାର କଲେ ଅଧିକ ଅମଳ ନା ତା ସହିତ ରାସାୟନିକ ସାର ପ୍ରୟୋଗ କଲେ ଅଧିକ ଅମଳ ଧାନ ଚାଷ ପାଇଁ, କେବଳ ଜୀବମୃତ ପ୍ରୟୋଗ କଲେ ଅମଳ କମିବ କୀ
Bahut bhala
Thank you
Dr SUBAS PALEKAR Nkara video bar bar diantu ...
Eha bahut bhala
Laks,Laks lokanka anubhaba achi
Thank you
Good Advice
Thank you
Ok
Bahut faida paiechi
Thank you
Aha dela pare rasayanik sar deicha na nahi?
Bahutbadiathankusar🎉🎉
Welcome
👍
a type of insects like stone weevil whose body is hard that eating my all apple ber plants new leafs ,,,so how we treat organically suggest us using neem cake
ନିମ୍ବ ତେଲ 1500ppm lit ପ୍ରତି 1.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ନିମ୍ବ ପିଡ଼ିଆ ଏକର ପ୍ରତି 1qtl ପ୍ରୟୋଗ କରନ୍ତୁ
thank you so much sir
sir, ,,, Neem oil sahita aau kono kichhi miseibaku hooki...jmiti sampo or detergents etc
Best
Thank you
You're welcome
So valuable
Thank you
Dhanyabad sir
Welcome sir
Dhana kheta re dei pariba ki
ହଁ
Very good
Thanks
Sir ମାଳି 4 ଧାନ ଚାଷ କରିଲେ ସେ ଚାଉଳ ଖାଇ ହବ sir ଟିକେ kuntu
ଧାନ ଧଳା ଓ ମଧ୍ୟମ ମୋଟା।ଧାନ ଗଛ ପଡ଼ି ନଥାଏ।ଚାଉଳ ରେ ଭଲ ମୁଢ଼ି ହୋଇଥାଏ।ଚାଉଳ ମୋଟା ଓ ଓଜନିଆ
Sir buna dhana pain kichhi kuhantu
ନିଶ୍ଚିନ୍ତ
Right
Thank you
Personal mora madhya bahut bhala anubhaba achi
Thank you
Thank you ❤❤❤❤❤❤
You are so welcome
ସାର , ବାଇଗଣ ଗଛର ଗୋଟେ ଫାଳ ଝାଉଁଲୁଛି ।ପରେ ପୁରା ଗଛ ଝାଉଁଲିକି ମରିଯାଉଛି ।ଚେର ଠିକ ରହୁଛି । ଦୟାକରି କଣ କରିବି କୁହନ୍ତୁ
ଝାଉଁଳି ରୋଗ ଲାଗିଛି
ua-cam.com/video/whZZqu41iW0/v-deo.html
ପନିପରିବା ଚାଷରେ ମାଟିରେ ପ୍ରୟୋଗ କରି ପାରିବାକି
Sir dhana bilare kn spry heba na kemit
ଜମିରେ ମାଟି ଓଦା ଥିବା ଅବସ୍ଥାରେ ପ୍ରୟୋଗ କରନ୍ତୁ
😊
Sir ପୂଣ୍ଣିମା ଧାନ ହାଇବିଡି ଧାନ ନା ରିଚର୍ଜ padi tk khiba
Purnima ଧାନ Nizuveedu seeds company ର Research ଧାନ।
Bahut badhiya Sir...
Thank you
Dhanyawad sir ❤
Welcome sir
ସାର ଧାନ ଚାଷ ପାଈ କେତେଥର ପ୍ରଯେଗ କରିପାରିବା ଓ କେଉ କେଉ ସମୟରେ ପ୍ରୟେଗ କରିବା
ଧାନ ଚାଷ ପାଇଁ 3ଥର ପ୍ରୟୋଗ କରନ୍ତୁ।ତଳି ରୋଇଵ ପୂର୍ବରୁ କାଦୁଆ କରିବା ସମୟ ରେ ଥରେ ,21ଦିନ ପରେ ଥରେ ଓ ଏହାର 21ଦିନ ପରେ ଆଉଥରେ ପ୍ରୟୋଗ କରନ୍ତୁ।
Sir sinchan kariba ki, kemiti prayog karina sir
ମୁଁ ଗତ ଖରିଫ୍ ଚାଷରେ କେବଳ ଜୀବାମୃତ ପ୍ରୟୋଗ କରି ଭଲ ଫସଲ ପାଇଥିଲି ଏଥର ଖରିଫ୍ ରେ ବି ୩ଥର ପ୍ରୟୋଗ କରିବି
ଧନ୍ୟବାଦ sir
Rasayanik sara prayog karicha na nahi ?
@@commando4657 na mu sara deinathili kintu apana 50%pakaiparanti karan agaru sara avyasa achhi matira
@@DaluramSingh-n4y jibamrit proyog dwara average ecar pichha kete quintal dhan Amal hei thila ?
ଧାନ ଚାଷ କିଆରୀରେ କିପରି ଉକ୍ତ ସରଦିଆଜିବ ।
ଧାନ ରୋଇବା ପୂର୍ବରୁ ଏକର ପ୍ରତି 200lit ଜମିରେ ଢ଼ାଳି ଦିଅନ୍ତୁ ବା ପାଣି chhanel ରେ ଢ଼ାଳି ଦିଅନ୍ତୁ।21ଦିନ ପରେ ଆଉ 2ଥର ପ୍ରୟୋଗ କରନ୍ତୁ।
Sir contact number please
Very good video 🎉🎉🎉🎉🎉
Thank you 🤗
Sir ahaku jamire kipari prayaga kariba tike kuhantu
Video ରେ ସମ୍ପୂର୍ଣ ତଥ୍ୟ ରହିଛି
ମୁଁ ଜିବାମୃତ ପ୍ରସ୍ତୁତ କରିନି ।ଏବେ ପ୍ରସ୍ତୁତ କଲେ ୧୦ ଦିନ ଲାଗିବ । ଧାନ ରୋଇବାର ୧୦-୧୨ ଦିନ ପରେ ଫାଷ୍ଟ ଡୋସ ଜିବାମୃତ ଜମିରେ ପ୍ରୟାଗ କରି ହେବ କି ? ଦୟାକରି ଜନାନ୍ତୁ।
ହିଁ ପ୍ରୟୋଗ କଲେ ହେବ
Sir. ବହୁତ ସୁନ୍ଦର ସୂଚନା ଦେଇଛନ୍ତି ।ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।
ଧନ୍ୟବାଦ sir
Sir jeevamruta apekhya ସଡା ଗୋବର ଖତ ଭଲ କାମ କରିବ
ଭହୁତ ସୁନ୍ଦର ଭାର୍ଥା ଦେଇଥିବା ରୁ ସାର୍ ଧନ୍ୟବାଦ 🙏👌👍 ଜୟ କିଷାନ ❤❤❤
ଧନ୍ୟବାଦ
Sir bahut badhia lagila. Apanka sabu video dekhe, bahut kichi sikhi hue apanku bahut dhanyabad. Jai kishan jai krushi sampada🙏🙏
ଧନ୍ୟବାଦ sir
Potal chasa pai kuhantu tike
ଧାନ ରୋଇବା 30 ଦିନ ପରେ ବବ୍ୟହାର କରି ପାଇବା କି । ଦୟାକରି ଉତ୍ତର ଦିଅନ୍ତୁ
ହଁ ବ୍ୟବହାର କରି ପାରିବେ
Sir mu koraput dist ro amo ghare bahut gai achnti toh mu ei jaibiki saro tiarikari kichi kamo karibaku chanhuchi kichi help miliparile bhalo huanta sir aponako saho contact heipariboki
7008498896
Good morning sir, shall we use dhanicha instead of cow dunk? Advise pls
ହଁ dhanicha କୁ ବ୍ୟବହାର କରନ୍ତୁ cow dung କୁ ମଧ୍ୟ ବ୍ୟବହାର କରନ୍ତୁ
Dhan khet re kipari prayog Kariba .
Vedio ରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି
Ati sundar bisaya.dhanyabad.kalahandi ru
Thank you
👌👌👌👌👌
,,,🙏
Sir kipari sin chana kariba , dhan chasa re
ମାଟିରେ ପ୍ରୟୋଗ କରନ୍ତୁ।ପନିପରିବା ରେ ସିଞ୍ଚନ କରନ୍ତି।lit ପ୍ରତି 50-100ml ହିସାବରେ
Dhanyabad Apananka Upajogi. Tathyapain
Thank you sir ❤. Your valuable information/ guide required for farmers.farmers get benefitted..They give good quality of product for uy.
Thank you
ରାସାୟନିକ ସାର କୁ ଦେଖିଲେ ବହୁତ୍ ଖରାପ୍ ଲାଗେ କାରଣ ମାଟି କୁ ଖରାପ୍ କରି ଥାଏ।
➡️ କିନ୍ତୁ ଜ୍ୟବିକ ସାର ବହୁତ୍ ଭଲ। ତେଣୁ ମୁଁ ଏହି video କୁ ମୁଁ share କରୁଚି
Thank you
Barsa Dina tomato chasa ra video bananto sir
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ
ରାସାୟନିକ ସାର ବହୁତ୍ ଖରାପ୍,
Tq ଆଜ୍ଞା ରାସାୟନିକ ସାର ଅପେକ୍ଷା, ଆମେ ଆମର ଦେଶୀ ପ୍ରଣାଳୀ କଲେ ପ୍ରାକୃତିକ ପରିବେଶ ବା ଆମର ମାଟି କୁ ଆଉ ଖରାପ୍ କରି ପାରିବ ନାହିଁ।
ଧନ୍ୟବାଦ
Sar pana fasha lara pryaga kari paribu kayu pranalira
ହଁ ପାନ ଫସଲରେ ପ୍ରୟୋଗ କରି ପାରିବେ। ଏହାକୁ ପାନ ରେ ସ୍ପ୍ରେ କରନ୍ତୁ।lit ପ୍ରତି 50ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Great information sir
Thank you
Good
Thank you
sir ulka 4 kemitika dhan mu nuaki kinichi kete pila hue gacha pichha
Bhala dhana boli ta kuhanti
Ulka 4 ଧାନ କିସମ 155-160 ଦିନରେ ଅମଳ ହୋଇଥାଏ।ଗଛ ଡେଙ୍ଗା ହୋଇଥାଏ ଯାହାକି 150-155 cm ଉଚ୍ଚ।ଧାନ ଲମ୍ବା ଓ ପତଳା।ଏକର ପ୍ରତି 25-28 qtl ଅମଳ ହୋଇଥାଏ।
Jadi besan nathiba tahele knbkariba
ପ୍ରଥମେ ବେସନ ଦିଅନ୍ତୁ ଓ ପରେ ଅଟା କୁ ବ୍ୟବହାର କରନ୍ତୁ।
@@krushisampada sir ମୁଗ ra Atta ଦେଲେ haba ki
😲 ବହୁତ୍ ଉପଯୋଗୀ ଭିଡିଓ ସାର୍ 😃 ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ 😊
Welcome
Bahut bhala information dele sir
Thank you