ଶକ୍ତିଶାଳୀ Potash ସାର ମୂଳ ସାର ରେ ପ୍ରୟୋଗ କରି ନଥିଲେ 2ଟି ସ୍ପ୍ରେ Potash Fertilizer Spray
Вставка
- Опубліковано 27 вер 2024
- Potash Fertilizer spray
How to use Potash Fertilizer in paddy
How much potash fertilizer can be used in Paddy
ଯଦି ମୂଳ ସାର ରେ potash ସାର ପ୍ରୟୋଗ କରି ନାହାନ୍ତି
ତେବେ କେଉଁ potash ସାର ସ୍ପ୍ରେ କରିବା
Organic potash
NPK 0:0:50
K Potash
JU POTASH
ଧାନ ଆଗାଡି ହେବ ନାହିଁ
ଓଜନ ସାର ଓ ଚାମକଦାର
Welcome To Our UA-cam Channel KRUSHI SAMPADA
Krushi Sampada UA-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
THANK YOU
KRUSHI SAMPADA
Sir ଧାନ ରୋଇବାର 55 ଦିନ ହେଲାଣି TATA Zafu ଫଙ୍ଗିସାଇଡ ପକାଇଲେ କିଛି ଅସୁବିଧା ହେବନି
Sar🙏 50kgPatash sar ku spray kale kana heba.. 100gm lekha 16litar ku dhan baharila bele
ଆଜ୍ଞା( Jivaras humic acid liquid)କୁ Npk 19.19.19 ସହ ମିଶାଇ ସ୍ପ୍ରେ କରି ହେବ କି
Sir, dhana kenda bahariba upare achhi, kintu dhana Patra gudika lal heuchi kana karibi.please kichhi upaya diantu.
Sir jamire pani thile potash sira dele.. bhala kama kare na nahi please tike advice debe Ki 🙏🙏🙏🙏
ଅଧିକ ପାଣି ଥିଲେ ସାର କମ୍ କାମ ଦେବ
@@krushisampada OK sir lot of thanks🙏🙏🙏
Sir dhana baharuchhi abe boron 20 spray karihabaki
Sar pil sar sathire zadu deethili
Dhan lal hai kari patar pudi 6
ଧାନ ଗଛରେ କଳାପୋକ ଲାଗିଛନ୍ତି... ଦେହ ର ଦୁଇ ପାଖରେ ଧଳା ଧଳା ଦାଗ ଅଛି. ଏହା ଧାନ ପାଇଁ କ୍ଷତି କାରକ କି... ??
ଉପାୟ ବତାଇବାକୁ ଅନୁରୋଧ 🙏
ଧାନ ଗଛ ନେଉଳ କାଟିଲେ କଣ କଲେ ଆଉ କାଟିବା ନାହିଁ, ତାର ପ୍ରତିକାର କଣ ଅଛି
Sir 🙏🏼 ଟମାଟ ନଭେମ୍ବର ମାସରେ ଲଗାଇଲେ କେଉଁ ଭେରାଟି ଭଲ ହେବ କୁହନ୍ତୁ
Nice information sir 🙏🙏🙏
ମ୍ୟୁରେଟ ଅଫ୍ ପଟାସ୍ କୁ ସ୍ପ୍ରେ କରି ଧାନ ରେ ପ୍ରୟୋଗ କରି ହେବ କି ନା ।
ମାତା ମତ୍ ପାଇଁ ବହୁତ୍ ଧନ୍ୟବାଦ sir 🙏
Sar apanankar namber tik daun
ସାର ଧନ୍ୟବାଦ
Sir kala champa dhana re acer pati urea potash thoda sara hisabare kete dia jiba
Sar pan cashara patasa sara pryaga karipariba
Sir Amara dhana gachha re brown colour ra Chhota Chhota chinha bahut dekha jauchi keun rago jani heuni ehara kichhi upaya kuhantu
ଧାନ ଫସଲ ରେ ପତ୍ର ଚିତା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।
Tebuconazole 50%+Trifloxastrobin 25%WG (NATIVO) lit ପ୍ରତି 0.5gm ବା
.Azoxystrobin 16.7%+Tricyclazole 33.3%SC (AXOSTRIX) lit ପ୍ରତି 1ml ବା
.Hexaconazole 5%+Validamycine 2.5%SC (Alexa ) lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ଆପଣ କହୁଥିବା ମେଡ଼ିସିନ ଆମ ଅଂଚଳ ନ ମିଳିଲେ କଣ କରିବୁ ଆଉ କେଉଁଠି ପାଇବୁ
Pls send your contract number sir,
Sir ମାଳି4 ଧାନ ରେ ପର୍ଣ୍ଣିମା ୟୁରିଆ ଧବା ଧାନ ପଡି jibanita ପ୍ଲିଜ଼ kuntu
Urea ସହିତ potash ସାର ପ୍ରୟୋଗ କରନ୍ତୁ
K potash ku ame spray kale bhala na mati re deba bhala
Spray କରନ୍ତୁ
ସାର୍ 2nd dose ରେ ପୋଟାସ୍ ଦିଆହୋଇଥିଲା ଏବେ 00:52:34 ବି ଦିଆ ହୋଇଛି 0:0:50 ଆଉ ଆବଶ୍ୟକତା ଅଛି କି?
ଧାନ କ୍ଷୀର ଢୋକିବା ସମୟ ରେ ସ୍ପ୍ରେ କରନ୍ତୁ
କପା ଚାଷ ରେ 0.52.34 ପ୍ରୟୋଗ କରିବା କି ନାହିଁ ଆଉ କେଉ ସମୟ ରେ ପ୍ରୟୋଗ କରିବା
ଫୁଲ ଆସିବା ପୂର୍ବରୁ NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ
କପା ଚାଷ ପାଇଁ ଗୋଟିଏ ଭିଡିଓ ବାନାନ୍ତୁ ପ୍ଲିଜ୍ sir
You learn the basics first.
ସାର୍ ଧାନ ଗଛ ରେ ହର୍ମନ କେତେବେଳେ ସ୍ପ୍ରେ କରିବା
ଫୁଲ ଆସିବା ପୂର୍ବରୁ
Sir good information
Dhan last dose re ( corteva,) PEXALON+amistartop+NPK 0-52-34+BORAN hi 4item mix kori spray korebaki sir please reply to English writing not odiya
4items should not spray at a time
You can spray Amistar+NPK+Boron
After 2days you can spray pexalon
Unless there may be any chemical reaction
Thanks sir ❤
19 19 19 acre re kete gm diajiba
ଏକର ପ୍ରତି 750gm ସ୍ପ୍ରେ କରନ୍ତୁ
@@krushisampada thanks
Sir thoda bele acar ku kete potas debi plz kyhantu
ଥୋଡ ସମୟ ରେ ଏକର ପ୍ରତି 10-15kg potash ସାର ପ୍ରୟୋଗ କରନ୍ତୁ
@@krushisampada thnk u sir
sir ଧାନ 58 ଦିନ ହେଲା ରୁଆ ହୋଇଥିଲା । ଏବେ npk 13 0 45 ସହିତ cheleated zinc 12% କୁ ପକାଇ ପାରିବା କି
ହଁ ସ୍ପ୍ରେ କରନ୍ତୁ
thanks sir
ସାରେ ଡେଲି ଭିଡିଓ ବନାତୁ ପିଜ୍
Thank you