Special Report: Heartbreaking! Girl Begging For God

Поділитися
Вставка
  • Опубліковано 2 лип 2021
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Visit: kanaknews.com/
    Watch Live : ua-cam.com/users/KanakNewsLIVE...
    UA-cam: / kanaktvonline
    Twitter: / kanak_news
    Facebook: / kanaknews
    #KanakNews #MaskUpOdisha

КОМЕНТАРІ • 1,3 тис.

  • @educationforyou833
    @educationforyou833 3 роки тому +362

    କୁଆଡେ ଗଲା ଆବାସ ଯୋଜନା?
    କୁଆଡେ ଇଲା ସରକାରୀ ସହାୟତା?
    ମରିଗଲେ କି Kendrapara ର MP?

    • @entertainmentdukansambalpu9851
      @entertainmentdukansambalpu9851 3 роки тому +1

      Right Sir

    • @Broo401
      @Broo401 3 роки тому +1

      ତୁମେ ତାଙ୍କୁ inform Karuna , ଖାଲି UA-cam ରେ active, ଦୋଷ ଦେବାରେ ଧୁରନ୍ଧର

    • @educationforyou833
      @educationforyou833 3 роки тому +2

      @@Broo401 ବୁଝିଲେ ଭାଇ ଲାଗୁଛି ତାଙ୍କ contact number ତମ ପାଖରେ ଅଛି ବୋଧେ
      ଦଉନ ଟିକେ ତାକୁ whatsapp କରି ତମକୁ screen shot (proof) ପଠେଇ ଦେବି

    • @bkrrrr3893
      @bkrrrr3893 3 роки тому +3

      Ama sarkar michuata

    • @psm8179
      @psm8179 3 роки тому +4

      kendrapara MP film shooting re byasta thibe

  • @manojkuswain8473
    @manojkuswain8473 3 роки тому +288

    ସରପଞ୍ଚ ମୁଁହ ରେ ଲାଜ ନାହିଁ, ବେହିଆ ସରପଞ୍ଚ, Jai Jagannath 🙏🙏 😢😢

  • @dillipkumarbehera8078
    @dillipkumarbehera8078 3 роки тому +68

    ମୁଁ ପ୍ରଶାସନକୁ ଅନୁରୋଧ କରୁଛି ମୋତେ ଏହିଝିଅକୁ ଝିଅ କରି ଦେଇପାରିବେ କି? ନିବେଦନ.

    • @jagadanandadas207
      @jagadanandadas207 3 роки тому +4

      Yes

    • @kumarsbroproduction8941
      @kumarsbroproduction8941 3 роки тому +13

      Dillip kumar das sir apana jodi paruchhonti ahi jhio ku adopt korontu bohut dukho kasta aau kete je jantrana re rahuthibo apana taku nele hueto apana taku gote nua jibono dei paribe news re jaha address kohichhonti se address re jai taku udharo koro bhagwan apanku saha huontu🙏🙏🙏

    • @priyabratmusicdunia3974
      @priyabratmusicdunia3974 3 роки тому +3

      🙏🙏🙏🙏....

    • @CooksStudio
      @CooksStudio 2 роки тому +6

      Sir ଆପଣ ସେ ପିଲାକୁ ଝିଅ କରିବେ କହିଲେ ବହୁତ ଖୁସି ଲାଗିଲା 🙏🙏🙏

    • @jaijagannathjaiswaminarasi1038
      @jaijagannathjaiswaminarasi1038 2 роки тому +1

      Mu ae jhia ku au bhagabana dui jana nku nijara karibaku chahunchi mote please help karantu samaste misiki mote ea jhia nka phone number address diantu ...

  • @rajatsir3520
    @rajatsir3520 3 роки тому +69

    କେହି ଜଣେ ସେହି ଗାଁ ର ସହୃଦୟ ବ୍ୟକ୍ତି ତାଙ୍କୁ ନିଜର କରିନିଅନ୍ତେନି, ବହୁତ ଭଲ ହୁଅନ୍ତା

    • @pujaranisundaraypuja4385
      @pujaranisundaraypuja4385 2 роки тому +1

      ତମେ ସେ ଝିଅଙ୍କୁ ବିବାହ କରିଦିଅ ବହୁତ୍ ଖୁସିରେ ରହିବ

    • @kariamarandi9397
      @kariamarandi9397 2 роки тому

      @@pujaranisundaraypuja4385 sata kahichha tame......

    • @pujaranisundaraypuja4385
      @pujaranisundaraypuja4385 2 роки тому

      @@kariamarandi9397 Bahut bhala jhia te sia Sethi pain amiti kahili jia se jhia ku marriage kariba se bahut khusi re rahiba

  • @kunabhoi1463
    @kunabhoi1463 3 роки тому +102

    ହେ ବିଧାତା ତାକୁ ଆଉ ଅଧିକା ପରୀକ୍ଷା କରନି,କୋଟି କୋଟି ପ୍ରଣାମ🙏🙏🙏🙏🙏

  • @subalkumarswain1457
    @subalkumarswain1457 3 роки тому +221

    ଭଗବାନ ଏ ଭଉଣୀ ର ଭାଗ୍ୟ ପରିବର୍ତ୍ତନ କରି ଦିଅନ୍ତୁ, 👏 ଆମ ରାଜ୍ୟର ସବୁଠାରୁ ସମ୍ବେଦନଶୀଳ ବିଷୟ

  • @dilipgaming3355
    @dilipgaming3355 2 роки тому +14

    ହେ ଭଗବାନ କାହିଁକି ଏମିତି ଦୁଃଖ ଦେଉଚ ସାହା ହୁଅ ପ୍ରଭୁ ଏ ଭଉଣୀଙ୍କୁ 😭🙏

  • @shibaprasadaroutshibaprasa2458
    @shibaprasadaroutshibaprasa2458 3 роки тому +74

    ମିଡ଼ିଆ ସାର ମାନଙ୍କୁ ଅନୁରୋଧ ଖାଲି ପ୍ରଚାର କଲେ ହେବନି ଏ ଭଉଣୀର ଦୁଃଖକୁ ନାଗରିକ ହିସାବରେ ସରକାରଙ୍କ ପାଖରେ ପହଞ୍ଚାଇ କିଛି ଵେବସ୍ଥା କରନ୍ତୁ

  • @jayganeshmahakhuda9123
    @jayganeshmahakhuda9123 3 роки тому +180

    ଆଖିରେ ଲୁହ ଆସିଗଲା । କହିବାକୁ ଭାଷା ନାହିଁ । ହେ ଇଶ୍ୱର 🙏 ! ଏ ଭଉଣୀଟିକୁ ସହାୟ ହୁଅ । ତା'ର ଭାଗ୍ୟ ପରିବର୍ତ୍ତନ ହେଉ । ଆଉ କିଛି କହିବିନି....ଏ ଭାବପ୍ରବଣତାକୁ ଆଉ ପ୍ରକାଶ କରିହେଉନି ।

  • @MrXaCommonman
    @MrXaCommonman 3 роки тому +87

    ହେ ପ୍ରଭୁ:😢 ମୁ media ଭାଇ ମାନଙ୍କୁ ଅନୁରୋଧ କରୁଛି ଏ ଭଉଣୀ ଙ୍କର bank account share କରନ୍ତୁ please 😢ଯଦି account ନାହିଁ ତା ନାଁ ରେ ଖୋଲି କି share କରନ୍ତୁ ASAP

  • @umakantajena7980
    @umakantajena7980 3 роки тому +9

    ମୋର ସମସ୍ତଙ୍କୁ ଅନୁରଧ ଏ ଭିଡ଼ିଓ କୁ ବହୁ ମାତ୍ର ରେ ସେୟାର କରି ସନୁ ଭାଇଙ୍କ ପାଖରେ ପହଞ୍ଚି ବା ଦରକାର ମୋର ଆସା ସେ କିଛି ସାହାଯ୍ୟ ରିବେ ଏ ଭଉଣୀ ଙ୍କୁ , 💐💐ଜୟ ଜଗନ୍ନାଥ💐

  • @nagarjunbarma4718
    @nagarjunbarma4718 3 роки тому +10

    ଏଠି ରାଜନୀତି ନ କରି ଏ ଭଉଣୀ କୁ ସାହାଯ୍ୟ କରନ୍ତୁ 😪😪 ସରପଞ୍ଚ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ 🙏🙏

  • @purnimasing2364
    @purnimasing2364 3 роки тому +127

    ଭଗବାନ ସେହି ମାନଙ୍କୁ ପରୀକ୍ଷା କରନ୍ତି, ଯେଉଁ ମାନଙ୍କୁ ସେ ଅଧିକ ପ୍ରିୟ ଭାବନ୍ତି।ଜୟ ଜଗନ୍ନାଥ 🙏 ସବୁ ତାଙ୍କରି ଲୀଳା 🙏

    • @tuknusahu7692
      @tuknusahu7692 3 роки тому +1

      🙏ଜୟ ଜଗନ୍ନାଥ

    • @shubhampk1628
      @shubhampk1628 2 роки тому +1

      କରୀ କରାଉ ଥାଇ ସେହିଁ ତା ଵିନୁ ଅନ୍ୟଗତିନାହିଁ ଜୟ ଜଗନ୍ନାଥ ସ୍ମ୍ୟାମି

  • @satyabanbariha8751
    @satyabanbariha8751 3 роки тому +124

    ଧନ୍ୟବାଦ ଭଉଣୀ ଆଗକୁ ତୁମ ଜୀବନରେ ଭଗବାନ ସୁଖମୟ କରନ୍ତୁ ।
    ଜୟ ଶ୍ରୀରାମ ।

    • @sunilnanda1977
      @sunilnanda1977 3 роки тому +1

      Jai jagannath God's grace will always with you and your family

    • @sunilnanda1977
      @sunilnanda1977 3 роки тому

      I think you are in exam hall the God was taking your exams

    • @sunilnanda1977
      @sunilnanda1977 3 роки тому

      You will got the. blessings of God very soon.

    • @babulasahu1624
      @babulasahu1624 2 роки тому

      ୠୠୠକ୍ଷ

    • @babulasahu1624
      @babulasahu1624 2 роки тому

      ୠୠୠକ୍ଷ

  • @ardhendusekhartarai7543
    @ardhendusekhartarai7543 3 роки тому +62

    ଆଖିରେ ଲୁହ ଆସିଗଲା, କହିବାକୁ ଭାଷା ନାହିଁ ।ଧନ୍ୟ ତୁମ ଧର୍ଯ୍ୟ,ଭଗବାନ ତୁମକୁ ସହାୟ ହୁଅନ୍ତୁ।ଜୟ ଜଗନ୍ନାଥ।

  • @mr.sushantapalsir9027
    @mr.sushantapalsir9027 3 роки тому +10

    ହେ ଭଗବାନ. ଯଥା ଶୀଘ୍ର ଲୋକାଲ ସରପଞ୍ଚ. MAL ଙ୍କ ଦୃଷ୍ଟି ଗୋଚର ହେଉ.🙏🙏🙏.

  • @bikashswain5716
    @bikashswain5716 3 роки тому +49

    ଅନୁଭବ ସୁପର maghia ଚୋର

  • @tuknusahu7692
    @tuknusahu7692 3 роки тому +57

    ସରକାର ଗଲା କୁଆଡେ ଦେଖାଯାଉନି ଆଖି ଫୁଟିଯାଇଛି ଗୋଟେ ଝିଅ ଏତେ ପରିସ୍ଥିତିରେ ଅଛି ତାକୁ ଥଇଥାନ କରିପାରୁନ

  • @jaganjena6082
    @jaganjena6082 3 роки тому +31

    ପ୍ରଶାସନ କୁ ମୋର ନିବେଦନ 🙏 ଏ ଭଉଣୀ ପାଇଁ ଥଇଥାନ ର ଵେବସ୍ତା କରାଯାଉ 🙏ଜୟ ଜଗନାର୍ଥ

  • @sanjayakumar2137
    @sanjayakumar2137 2 роки тому +6

    ସେ ଗାଁ ଲୋକ କଁଣ କରୁଛନ୍ତି
    ସେ ଝିଅ କଁଣ ପାଇଁ ଭିକ ମାଗିକି ନନାଙ୍କୁ ଦେଉଛି ଗାଁ ଲୋକ ଦେଇ ପାରୁନାହାନ୍ତି

  • @ajitdash7699
    @ajitdash7699 3 роки тому +6

    ସେ ବାଳ ସରପଞ୍ଚ ଆଉ ଏ ପେଲେଇ ପୁଅ ଅନୁଭବ ମହାନ୍ତି ମାଦୁର ଚୋଦ କଣ ତା ଆଖିରେ କଣ ବାଜିଛି କେତେ ଆବାସ ଯୋଜନା ହଉଚି କଣ ଖାଲି କାଗଜ ପତ୍ରରେ ସେ ବାଳ ସରପଞ୍ଚ ଆଉ ଏ ମାଗିହା mp କୀ ବାଳକୁ ଭୋଟ ଦେଇ ସେ ମାଗିହା ମଣିଷ ଏ ଗୁଡାକ ଦେଖା ଯାଉନି ମାଦୁର ଚୋଦ

  • @aswinikumarpradhan4841
    @aswinikumarpradhan4841 3 роки тому +44

    ଭଉଣୀ account no ଦେବେକି ମୁଁ ପ୍ରତ୍ୟେକ ମାସରେ ଦେବୀ

    • @ranjaleebhoi9955
      @ranjaleebhoi9955 3 роки тому +2

      Mu bi Debi ac no dia

    • @swathi3104
      @swathi3104 3 роки тому +1

      @@narendrakumarpati3053 rahibaku ghara ନାହିଁ account kn ନିଜେ ଯାଇକି dei asiba better

    • @swathi3104
      @swathi3104 3 роки тому +2

      Mate kanda ଲାଗୁଛି କଉଠି mu ବି ଯିବି

    • @anildwibedi8344
      @anildwibedi8344 3 роки тому +3

      Mu yanku rakhibaku ready

    • @anildwibedi8344
      @anildwibedi8344 3 роки тому +2

      Madam nkra adress diya

  • @balramdhania8878
    @balramdhania8878 3 роки тому +5

    ହା ହା ହା ହା ଆମେ ଭଗବାନ ଠୁ କିଛି ପାଇବା ପାଇ ପୂଜା କରୁ କିନ୍ତୁ ଏ ଝିଅ ଭଗବାନ ପାଇ ଭିକ ମାଗୁଚି ମୁ ଭଉଣୀ କୁ ଗଟେ ଉପଦେଶ ଦେଇଛି ଭଗବାନ ପଛରେ ନ ପଡ଼ି କର୍ମ ପଛରେ ଧଓ ନିଚିତ୍ ଭାବରେ ଦିନେ ବଡ ମଣିଷ ହେବ

  • @Odishayoutubear
    @Odishayoutubear 3 роки тому +10

    ଓଡ଼ିଶା ବାସି ଙ୍କୁ ଅନୁରୋଧ ଏ ଭିଡିଓ କୁ ଆଗକୁ ନାହିଁ , ସରକାର ଙ୍କ ଦୃଷ୍ଟି ଗୋଚୋର ହଉ 🙏🙏🙏 ଦୟା କର 🙏🙏

    • @sureshs8156
      @sureshs8156 3 роки тому +1

      muse jhioku baha hebi

    • @mks2640
      @mks2640 2 роки тому

      @@sureshs8156 satare madichalo

  • @durlavsaha133
    @durlavsaha133 3 роки тому +30

    Rare girl inspiration for all

  • @pradeeppradhan3294
    @pradeeppradhan3294 3 роки тому +17

    We request to odisha govt., quickly take action for this poor girl

  • @akhilkumar3657
    @akhilkumar3657 3 роки тому +7

    ମୋ ମନ କହୁଛି ଭଗବାନ ସେ ଝିଅର ଦୁଖ ନିଶଂଚୟ ଦୁରକରିବେ କିଂତୁ Byank account send karantu

  • @sureshbehera-sureshbehera7243
    @sureshbehera-sureshbehera7243 2 роки тому +1

    ହେ ଭଗବାନ୍ ଏହି ଦୁନିଆ ରେ ସମସ୍ତ ଙ୍କୁ ସୁଖ ଓ ଦୁଃଖ ଦେଇଛ କିନ୍ତୁ ଏମିତିକା ଦୁଃଖ କଣ ପାଇଁ ଏ ଦୁନିଆରେ ରଚିଛ । ଏହି ଝିଅଟି ବହୁତ ଦୁଃଖ ପାଇଲାଣି ତଥାପି ସେହି ଝିଅଟି ତୁମ ପାଖରେ ସବୁ ବିଶ୍ଵାସ ଭରସା ରଖିଛି ଝିଅଟି କେବେ ମଧ୍ୟ ତୁମକୁ ତାଠାରୁ କେବେ ମଧ୍ୟ ସିଏ ତା ସ୍ନେହ ରୁ କମ କରିନାହିଁ ।ହେ କାଳିଆ ଠାକୁର ସେହି ଝିଅଟ।କୁ ସାହାଯ୍ୟ କରନ୍ତୁ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ।।😭😭😭😭

  • @panchuramsethy159
    @panchuramsethy159 3 роки тому +24

    God bless you sister

  • @brundabanojha3069
    @brundabanojha3069 3 роки тому +56

    Very painful and appealing govt.to extend every support to the girl.

  • @adarshajeevan1315
    @adarshajeevan1315 3 роки тому +1

    ହେ ଭଗବାନ ଏତେ ଦୁଃଖ ଦେଲେ ଆମେ ବଞ୍ଚିବୁ କିପରି
    ବିଶ୍ୱାସକୁ ଆମର ତୁଟାଅ ନାହିଁ ସୁଖା🙏
    ଦୟାକର ହେ ପ୍ରାଣ ପ୍ରିୟ ଜଗନ୍ନାଥ❤️

  • @Abhi-panda
    @Abhi-panda 3 роки тому +2

    ନବୀନ ବାବୁ ଏ ଭଉଣୀ ଙ୍କୁ ଶିଘ୍ର ସରକାରୀ ଚାକିରୀ ଦିଆଯାଉ।

  • @behera8908
    @behera8908 3 роки тому +8

    ସରକାର ତାଙ୍କ ପାଇଁ ଗୋଟେ କର୍ମକ୍ଷେତ୍ର ଯୋଗାଡ଼ କରିଦେଲେ ଭଲ ହୁଅନ୍ତା...

  • @rupeshkumarlenka772
    @rupeshkumarlenka772 3 роки тому +9

    Definitely god will help you in such a way that all your pain will vanish. Just believe in God my sister

  • @gourinayak1606
    @gourinayak1606 2 роки тому +1

    ଝିଅଟିକୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନରେ ଥଇଥାନ ର ବ୍ୟବସ୍ଥା କରନ୍ତୁ... ପ୍ରଶାସନ ଆଖି ଥାଇ ଅନ୍ଧ ହୁଅନା... ସହାୟ ହୁଅ ଠାକୁ୍ରେ !

  • @gyanaranjansahoo8539
    @gyanaranjansahoo8539 2 роки тому +1

    ଭଗବାନ ଙ୍କ ଆଶୀର୍ବାଦ ଏବଂ ପ୍ରଶାସନ ର ସାହାଯ୍ୟ ନିହାତି ଦରକାର

  • @durlavsaha133
    @durlavsaha133 3 роки тому +26

    U r a great woman girl

  • @sudhansukumarbal3419
    @sudhansukumarbal3419 3 роки тому +34

    The local administration should come to help her

  • @susilkumarrout7785
    @susilkumarrout7785 3 роки тому +4

    ଏଗୁରା କିଛି ସରକାରଙ୍କୁ ଦେଖା ଯାଉନି
    ଆଉ ଭୋଟ ସମୟରେ ପାଲେଇଆସିବେ ଭିକ ମାଗିବାକୁ

  • @padmini113
    @padmini113 3 роки тому

    ତୁମ କଥା ଶୁଣି କି ବହୁତ ଦୁଃଖ ଲାଗୁଛି ଭଉଣୀ , ହେଲେ କଣ କହିବି କହିବାକୁ କିଛି ଭାଷା ପାଉନି । ତୁମରି ମଙ୍ଗଳ ପାଇଁ ଭଗବାନ ଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି 🙏 ତୁମେ ଦୁଃଖ ରେ ଭାଙ୍ଗି ନଯାଇ ଆଗକୁ ବଢ଼ାଇବା ପାଇଁ ଭଗବାନ ତୁମକୁ ସାହାସ ଦିଅନ୍ତୁ ଆଉ ତାଙ୍କରି ଆଶିର୍ବାଦ ଦେଇ ତୁମକୁ ଭଲରେ ରଖିଥାନ୍ତୁ , ଜୟ ଜଗନ୍ନାଥ 🙏🙏🙏

  • @bablicreation6569
    @bablicreation6569 3 роки тому +7

    Ac number mention kara

  • @laxmikantabiswal3131
    @laxmikantabiswal3131 3 роки тому +4

    ଝିଅଟିକୁ ସହଯୋଗ ମିଳୁ ମୁ ଭଗବାନଙ୍କ ନିକଟରେ ପ୍ରାଥନା କରୁଛି

  • @relaxchemistry01
    @relaxchemistry01 3 роки тому +3

    ପ୍ରଭୁ ଜଗନ୍ନାଥ 🙏🙏🙏

  • @rajatsir3520
    @rajatsir3520 3 роки тому +1

    ଭଉଣୀ ଭଗବାନ ତୁମ ଦୁଃଖ ନିଶ୍ଚୟ ଶୁଣିବେ

  • @somanathpradhan5062
    @somanathpradhan5062 3 роки тому +24

    Akhire luha asigala bhauni 😭😭😭

  • @gyanaranjanmahapatra2380
    @gyanaranjanmahapatra2380 3 роки тому +7

    The best news reporting 🙏🙏,It is the real meaning of news channel and god bless u sister, भगवन के घर देर है अंधेर नहीं

  • @rourkelasodiavloggerreema2930
    @rourkelasodiavloggerreema2930 3 роки тому +1

    🙏🙏ବହୁତ କଷ୍ଟ ଲାଗିଲା 🙏🙏ସବୁବେଳେ ଭଲ ରେ ରୁହ ଭଉଣୀ ❤❤

    • @Lipa3183
      @Lipa3183 3 роки тому

      Hii

    • @deepakpanda4229
      @deepakpanda4229 Рік тому

      Acha ae jiya ra kichi no achi. Ki ta janithibe jadi diyantu

  • @umakantsahoo313
    @umakantsahoo313 3 роки тому +2

    Tear is rolling in my face after hearing this news.No word to describe.Heart-wrenching experience.May God give her strength in this testing time.She has shown patients & devotion 🙏🙏

  • @sameermeher7054
    @sameermeher7054 3 роки тому +9

    Respect to this girl from Dil se and government should help her

  • @rameshchandrabehera6489
    @rameshchandrabehera6489 3 роки тому +6

    I request to all our Odisha Government adminstrative officers and others kindly help her.

  • @gedapadhi9711
    @gedapadhi9711 2 роки тому +2

    ବହୁତ ଦୁଃଖଲାଗିଲା ଧନ୍ୟ ସରକାର

  • @anadiseth6713
    @anadiseth6713 3 роки тому +1

    ସରପଞ୍ଚ, ବିଡ଼ିଓ,ଜିଲ୍ଲାପାଳ କଣ ମରିଗଲେ କି....... ଝିଅଟିକୁ 22 ବର୍ଷ ହେଲାଣି ଏଇ ଦୟନୀୟ ଅବସ୍ଥାରେ ଅଛି, କେମିତି ଚଳାଉଛନ୍ତି ଏମାନେ ପ୍ରଶାସନିକ ବ୍ୟବସ୍ଥାକୁ....... They should take well action in rapid process immediately for the needy one..... ✍️

  • @jugalkisan7360
    @jugalkisan7360 3 роки тому +4

    Govt should give immediate action for her education

  • @suchisfoodandlife9041
    @suchisfoodandlife9041 3 роки тому +3

    Plz share her bank account ...sarkar help nakale b Ame Sabu odisha basi tanku help karibu

  • @prakashghosh3376
    @prakashghosh3376 3 роки тому

    😭😭😭 ବହୁତ ଦୁଃଖ ଲାଗୁଛି ଭାଷା ନାହିଁ କହିବା ପାଇଁ। ଚକା ଆଖି ଆଉ ତାଙ୍କୁ ଲୁହ ଦିଅନି ମୁଁ 🙏🙏🙏 କେହି ତାଙ୍କର ଆକାଉଣ୍ଟ ଖୋଲି ଦିଅ କିଛି କିଛି ଟଙ୍କା ଦେଲେ ସେ ଝିଅ ଟି ଚଳି ଯିବ

  • @kanaklatadas9834
    @kanaklatadas9834 3 роки тому

    ହଁ ସତରେ ଭଗବାନ ତୁମ ଧର୍ଯ୍ୟର ପରୀକ୍ଷା ନେଉଛନ୍ତି ମା ଆଉ ତୁମ ସାଥିରେ ଅଛନ୍ତି ବେସ୍ତ୍ ହୁଅନି ସେ ସବୁ ଠିକ୍ କରିଦେବେ

  • @tapankumarsahootapan918
    @tapankumarsahootapan918 3 роки тому +4

    God should be help him for her future, because she has been doing heavy struggle in her life. So please ohh god help him through this Government.

  • @durlavsaha133
    @durlavsaha133 3 роки тому +7

    Great girl

  • @debasisvlog3964
    @debasisvlog3964 3 роки тому +1

    ଅନୁଭବ ମହାନ୍ତି କୁଆଡେ ଯାଇଛି 😭😭😭

  • @bhagabanbehera5238
    @bhagabanbehera5238 3 роки тому

    Jay jagananth, ଅନୁରୋଧ କରିବି ନିଜର ମତାମତ ଦେଉଥିବା ଭାଇ ଓ ବନ୍ଧୁ ମାନଙ୍କୁ ।ମତାମତ କମ୍ କରି ସେଇ ମିଡିଆ ଭାଇ ମାନଙ୍କ ମାଧ୍ୟମରେ, ସେ ଭଉଣୀ ଟିକୁ ଯଦି କିଛି ପଇସା ଟଙ୍କା ଦିଅନ୍ତେ। ହୁଏତ କିଛି ଦିନ ଆପଣମାନଙ୍କ ସହାୟତାରେ ଖୁସିରେ ଚଳିଯାଆନ୍ତା ।ଧନ୍ୟବାଦ ବନ୍ଦେ ମାତରମ୍ 🌹🌹🙏🌹🌹🙏🌹🌹🙏

  • @tusharclasses520
    @tusharclasses520 3 роки тому +5

    God bless you sister.🙏🙏🙏

  • @abinashsamantaray9609
    @abinashsamantaray9609 3 роки тому +3

    Lord Jagannath always with you sister...... hope is your greatest strength 👍

  • @itschinu4455
    @itschinu4455 2 роки тому +2

    ହୃଦୟ ବିଦାରକ ଦୃଶ୍ୟ 🥺🥺

  • @ramakrishnasmart4479
    @ramakrishnasmart4479 2 роки тому +2

    Government please help her immediately

  • @devraj-us8tj
    @devraj-us8tj 3 роки тому +5

    You are a heathy one I think you can do more then it. God bless you.

  • @RakeshDas-oq1nw
    @RakeshDas-oq1nw 3 роки тому +8

    😭😭😭

  • @sanghamitrasahoo1625
    @sanghamitrasahoo1625 2 роки тому +2

    I request villagers to represent her situation with the local administrator they must be solve her problems

  • @satyanayak4271
    @satyanayak4271 3 роки тому

    ଆହା ଛୁଆ ଟା କି କଷ୍ଟ ରେ ଅଛି ! ସାଂସଦ ଆଉ ବିଧାୟକ ଙ୍କୁ ଦେଖା ଯାଉନି ? ପ୍ରଶାସନ କୁ ମଧ୍ୟ ! ତୁ ମା ବ୍ୟସ୍ତ ହୁଅନି ଠାକୁର ତୋତେ ପରୀକ୍ଷା କରୁଛନ୍ତି! ତୁ ଜମା ଫେଲ ହବୁନି ! ନିକଟରେ ଠାକୁର ଶୁଣିବେ ତୋ କଥା ! ତୋର acct. No. Ki phone pay ଥିଲେ ମୁଁ କିଛି ସାହାଯ୍ୟ କରିଥାନ୍ତି😭😭

  • @bijaysahoo1006
    @bijaysahoo1006 3 роки тому +4

    CALL ME I SETTLED YOU DON'T WORRY

  • @aparichit1467
    @aparichit1467 3 роки тому +3

    MEDIA PERSONS ARE REQUESTED:-
    When you are showing such types of reports, then PLEASE GIVE THEIR ACCOUNT DETAILS SO THAT WE COULD ABLE TI HELP A LITTLE...

  • @Odishayoutubear
    @Odishayoutubear 3 роки тому +1

    ଦୟା କର ସରକାର 🙏🙏🙏😭😭😭😭

  • @shashikantbehera1735
    @shashikantbehera1735 3 роки тому +1

    Don't worry puja god will help you, you are one of the best devotee

  • @tanmaysahuvlogs5682
    @tanmaysahuvlogs5682 3 роки тому +6

    Kukura Anubhab
    Kuade gala...

  • @archanaarchana5421
    @archanaarchana5421 3 роки тому +4

    God bless you 🙏 sister

  • @sangramsethi9800
    @sangramsethi9800 2 роки тому +1

    Jay jagannth swime ki jay 🙏🌺 hari bol 🌺 chakadola 🙏🌺🌺🌺🌺🌺🌺 hari bol maa Laxmi Narayan ki jay 🙏🙏🙏🙏🙏🙏🙏 hari bol 🌺🌺🌺🌺🌺🌺

  • @sibaram13257
    @sibaram13257 3 роки тому

    ଓଡ଼ିଶାର ପ୍ରତି ଜିଲ୍ଲା ରେ ବହୁତ ଉଦାହରଣ ଏ ଝିଅ ପରି ଦେଖିବାକୁ ମିଳି ଯିବେ ,କାରଣ ଏ ସଂସାର ରେ ଯିଏ ଅନାଥ ତାକୁ ସାହାଯ୍ୟ କରିବା କୁ କିଏ ନାହିଁ
    ରାଜ୍ୟ ରେ ତ ଆମ ନବୀନ ବାବୁ ନଦୀ ବନ୍ଧ ଯୋଜନା ,କାଳିଆ ଯୋଜନା ,ବାଲିଆ ଯୋଜନା ,ବିଭିନ୍ନ ଯୋଜନା କଲେ କଣ ହେବ ଯାହା ପାଖରେ ପହଞ୍ଚିବା କଥା ସିଏ ବହୁତ ଦୂରରେ ଥାଉଛି

  • @rabimohapatra8667
    @rabimohapatra8667 3 роки тому +3

    ହାୟ ରେ ଭାଗ୍ୟ ଧମିକ ଲୋକେଆ ଗାକୁଆ ସ

  • @saidharman4226
    @saidharman4226 3 роки тому +4

    We r completely sad for u. I try my level best to reach u

  • @diymakersneha870
    @diymakersneha870 2 роки тому

    ପେଟ ପୋଡ଼ି ଯାଉ ଥିବା ଟାଇମ ରେ ଲୋକ ନିନ୍ଦା ରେ ପେଟ ପୁରେନି ସେଥି ପାଇଁ ଖରାପ କଥା କୁ ନ ଶୁଣି ସୁନ୍ଦର ସୁନ୍ଦର ମତା ମତ ଦେଇ ଥିବା ବନ୍ଧୁ ମାନକ ସୁବିଚାର କୁ ଗ୍ରହଣ କରିବା ଉଚିତ୍,

  • @abhayakumarlenka967
    @abhayakumarlenka967 3 роки тому +1

    Salute sister where own not recognise but you fulfilment of God and dog🙏

  • @ManojKumar-wb8yu
    @ManojKumar-wb8yu 3 роки тому +4

    Bhagaban tmr mangala karantu jhia

  • @bijayakumarsatnami7877
    @bijayakumarsatnami7877 3 роки тому +5

    जब तक नवीन सरकार रहेगा ओडिशा का कुछ नही हो सकता😭

  • @umeshparida7427
    @umeshparida7427 3 роки тому

    ଭଗବାନ ତୁମକୁ ସା ହା ହୁଅନ୍ତୁ ଭଉଣୀ

  • @sureshkar7036
    @sureshkar7036 2 роки тому

    ସେହି ଗାଁ ର ଲୋକେ ସେ ଝିଅଟିକୁ ଦୟା କରନ୍ତୁ ସରପଞ୍ଚ ସାହାଯ୍ୟ କରନ୍ତୁ,ଝିଅଟିକୁ ଗୋଟେ ବିଜୁ ପକା ଘର କରି ଦିୟନ୍ତୁ,ଆମ ନବୀନ ସରକାର ଦୟା କରନ୍ତୁ,B.DO help କରନ୍ତୁ.

  • @akhaykumar2519
    @akhaykumar2519 3 роки тому +3

    Sa anubhab mp kon koruchi kendrapodare

  • @voiceovervideo960
    @voiceovervideo960 3 роки тому +3

    Ilovu girls

  • @anneytimenewscheck5536
    @anneytimenewscheck5536 3 роки тому

    ଇଏ ହେଉଚି ନବୀନ ର 22ବର୍ଷର ଫଳ !ମାଆ କୁ ସଂମାନ ଗୋଟେ ବଢିଲା ଝିଅ ଭଙ୍ଗା ଘରେ ଏକାକୀ ରହୁଛି !ଗାଁ ଲୋକଙ୍କର ମାନବିକତାକୁ ବି ମାନିବାକୁ ପଡିବ !
    ସେ ଗାଁ ର ମେମ୍ବର ସରପଞ୍ଚ କେବେ ଠାରୁ ମରିଗଲେଣି ! ବଂଚିଥିଲେ ହୁଏତ କିଛି ଗୋଟେ
    ବ୍ୟବସ୍ଥା କରିଥାନ୍ତେ !

  • @susantapanda1314
    @susantapanda1314 3 роки тому

    God bless ଭଗବାନ ଗରିବ ର ଡାକ ଶୁଣ

  • @anshucreationodia5003
    @anshucreationodia5003 3 роки тому

    ହେ ପ୍ରଭୁ ତମେ ଏତେ ନିଷ୍ଠୁର ହୁଅନି ପ୍ରଭୁ 🙏🙏🙏

  • @choudhurilohar4811
    @choudhurilohar4811 2 роки тому +1

    ନନା ପଇସା କଣ ପାଇଁ ନେଉଛନ୍ତି 😕

  • @trueindian5
    @trueindian5 3 роки тому +2

    This is where we need to elect"*Educated,High Moral Politician who has the desire and determination to serve the people*"
    _Think Twice Before you Vote Sarapanch/MLA/MP next time _

  • @niharjena4099
    @niharjena4099 3 роки тому +1

    Dhanyare Odisha Sarkar

  • @achyutanayak8427
    @achyutanayak8427 3 роки тому

    ଏ ଝିଅ ର account ଟା share kara ମିଡିଆ ଭାଇ ମୁଁ ପ୍ରତି ମାସରେ କିଛି କିଛି ସାହାର୍ଯ୍ୟ କରିବି ଏ ଭଉଣି କୁ plz account desperation ରେ ଦିଅ ମିଡିଆ ଭାଇ ଆମର ଗ୍ରୁପ ଏ ଝିଅ କୁ ସାହାର୍ଯ୍ୟ କରିବେ 🙏🙏🙏🙏🙏

  • @birakishoresahoo3080
    @birakishoresahoo3080 2 роки тому +2

    BDO plz enquire into the poor case of Puja n allot one house for her safety life with ration.

  • @sibakumarbehera6619
    @sibakumarbehera6619 3 роки тому +1

    ନବୀନ୍ ସରକାର ଙ୍କୁ ଅନୁରୋଧ ଏ ଝିଅଟି ର ଦୁଃଖ ଦୂରଦର୍ଶା ବିଷୟରେ ବୁଝନ୍ତୁ ।

    • @anneytimenewscheck5536
      @anneytimenewscheck5536 3 роки тому

      ତା ଦୁଃଖ ପରା ପାଣ୍ଡିଆନ ବୁଝୁଚି ସେ ପୁଣି କାହା ଦୁଃଖ ବୁଝିବ !

  • @sambit8560
    @sambit8560 3 роки тому +1

    Now every one contribute to her as you guys saved many in covid and government kindly look into this matter ASAP🙏 .

  • @jyotisankarmishra88
    @jyotisankarmishra88 3 роки тому

    I am requesting Kanak news to provide the a/c No. of this helpless girl. So people can directly send money.

  • @amareshswain8088
    @amareshswain8088 2 роки тому

    ସରକାରଙ୍କର ଯୋଜନା କାହା ପାଇଁ। ଏଠି 5 T ସଚିବ ମାନେ କୁଆଡେ ଗଲେ।

  • @manoranjanbehera5353
    @manoranjanbehera5353 3 роки тому +2

    Jay Jagannath 🙏🙏🙏🙏🙏🙏 god bless you 🙏🌷❤️❤️🌷🌷🌷🌷🌷🌷

  • @debidattaray457
    @debidattaray457 3 роки тому

    ସରକାର ତରଫରୁ ଯାହାବି ଯୋଜନା ଅଛି ଦୟାକରି ଯୋଉମାନେ ପାଇବାକୁ ଉପଯୁକ୍ତ,ସେମାନଙ୍କୁ ଦିଅ ରେ ଶଳା କେତେ ଆଉ ନିଜେ ଖାଇବ