Thousands of people attend BJD Leader Kartik Pandian's mega roadshow in Khordha || KalingaTV

Поділитися
Вставка
  • Опубліковано 11 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 139

  • @PRASADKUMARPALEI
    @PRASADKUMARPALEI 10 днів тому +2

    ଏହା ମେଗା ରୋଡସୋରେ ସମସ୍ତଙ୍କୁ ଏକ ପଥରେ ମୋଡ଼ାଇଛି ଓ ଏକାଧିକ ମୂଲ୍ୟବାନ ସମୟ ପ୍ରଦାନ କରୁଛି।

  • @PRASADKUMARPALEI
    @PRASADKUMARPALEI 10 днів тому +1

    କାର୍ତ୍ତିକ ପାଣ୍ଡିଆନଙ୍କ ପରିଶ୍ରମ ଓ ସହନଶୀଲତା ଜନସାଧାରଣଙ୍କ ମନେ ଗ୍ରହଣ ପାଇଛି।

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    କୃଷି କ୍ଷେତ୍ରରେ ଆଜି ରାଜ୍ୟ ଦେଶ ର ତୃତୀୟ ବୃହତମ ରାଜ୍ୟ ଭାବରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି ଓ ଏହା କେବଳ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ଭବ ହୋଇଛି l

  • @PRASADKUMARPALEI
    @PRASADKUMARPALEI 10 днів тому

    ଏହି ପ୍ରଦର୍ଶନରେ ବିଜେଡିଙ୍କ ନେତୃତ୍ୱରେ ଅନେକ ମାନନୀୟ ଲୋକମାନଙ୍କ ସମର୍ଥନ ଦେଖାଯାଇଛି।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ମାନ୍ୟବର ନବୀନ ବାବୁ ଆମର ଗର୍ବ ଓ ଗୌରବ ।

  • @PRASADKUMARPALEI
    @PRASADKUMARPALEI 10 днів тому

    ଏହାରେ ସମସ୍ତର ଉପସ୍ଥିତିର ସଂଖ୍ୟା ଦେଖିପାରିବା ସେତେମାନଙ୍କ ସମର୍ଥନ ଓ ଆତ୍ମୀୟତାରେ ପ୍ରକାଶ ପାଇଛି।

  • @tapankumarpradhan1570
    @tapankumarpradhan1570 10 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଦକ୍ଷତା ଯୋଗୁଁ ଆଜି ସମଗ୍ର ଓଡ଼ିଶା ବାସୀଙ୍କ ହୃଦୟକୁ ଜୟ କରିଛନ୍ତି ।

  • @PRASADKUMARPALEI
    @PRASADKUMARPALEI 10 днів тому

    କାର୍ତ୍ତିକ ପାଣ୍ଡିଆନଙ୍କ ପରିଶ୍ରମ ଓ ନେତୃତ୍ୱରେ ବିଜେଡିଙ୍କୁ ଜନସାଧାରଣଙ୍କ ସମର୍ଥନ ପ୍ରାପ୍ତ ହେଉଛି।

  • @tapankumarpradhan1570
    @tapankumarpradhan1570 10 днів тому

    ଆମ ରାଜ୍ୟରେ ଶଙ୍ଖ ଚିହ୍ନ ହେଉଛି ବିକାଶର ଚିହ୍ନ ,ବିକାଶ ପାଇଁ କେବଳ ଆମର ଦରକାର ନବୀନ ପଟ୍ଟନାୟକ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому +1

    ମାନ୍ୟବର ନବୀନ ବାବୁଙ୍କ ଦୃଢ଼ ନେତୃତ୍ଵ ବଳରେ ଓଡ଼ିଶା ଆଜି ଅଭାବି ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଗଣିତ ।

  • @tapankumarpradhan1570
    @tapankumarpradhan1570 10 днів тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ହିଁ ତାଙ୍କର ପରିଚୟ, ତାଙ୍କରି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ତ୍ତିକ ପାଣ୍ଡିଆନ ରାଜ୍ୟ ବାସୀଙ୍କ ଅତି ପ୍ରିୟ ହୋଇ ପାରିଛନ୍ତି l

  • @PRASADKUMARPALEI
    @PRASADKUMARPALEI 10 днів тому

    ଏହି ଶାନଦାର ରୋଡସୋ ମେଳା ମେଗା ରୋଡସୋରେ ହୋଇଥିବା ଅନେକ ମାନଙ୍କ ପରିଚାଳନ ଏବଂ ସମର୍ଥନ ପାଇଁ ଆମେ ଖୋର୍ଦ୍ଧାରେ କାର୍ତ୍ତିକ ପାଣ୍ଡିଆନଙ୍କ ଶାନଦାର ରୋଡସୋର ମେଳାରେ ଅଂଶ ନେଇଥିବା ଏବଂ ଦେଖିଥିବା ମାନଙ୍କୁ ଆଭାସ କରୁଛି।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ସାଢ଼େ ଚାରି କୋଟି ଓଡ଼ିଶା ବାସୀଙ୍କ ହୃଦୟର ସ୍ପନ୍ଦନ ନବୀନ ବାବୁ |

  • @jitendrapradhan7655
    @jitendrapradhan7655 10 днів тому

    Jay Jagannath 🙏🌹🙏🌹🙏

  • @PRASADKUMARPALEI
    @PRASADKUMARPALEI 10 днів тому

    କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡସୋ ଜଣାମାନେ ବିଜେଡିଙ୍କୁ ଆମର ସମର୍ଥନ ଜଣାଉଛି।

  • @tapankumarpradhan1570
    @tapankumarpradhan1570 10 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶା ବାସୀ ଆଜି ସୁଖ ଶାନ୍ତିରେ ଜୀବନ ଅତିବାହିତ କରିପାରୁଛନ୍ତି ।

  • @PRASADKUMARPALEI
    @PRASADKUMARPALEI 10 днів тому

    ବିଜେଡି ପାର୍ଟିଙ୍କୁ ମେଗା ରୋଡସୋରେ ଅତି ଭଳି ସମର୍ଥନ ପ୍ରଦାନ କରିଛି ମାନ୍ୟବର ଓ ପ୍ରତିଷ୍ଠାତା।

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ବିଶ୍ବାସ ଓ ଭରସା ଜିତି ଆସୁଛନ୍ତି ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ସମଗ୍ର ଓଡ଼ିଶା ବାସୀଙ୍କୁ ନିଜ ପରିବାର ବୋଲି ମନେକରି ସଦାବେଳେ ସମସ୍ତଙ୍କ ମଙ୍ଗଳ କାମନା କରିଥାନ୍ତି ଆମ ନବୀନ ବାବୁ |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    ନିଶ୍ଵାର୍ଥ ପର ସେବା ଯୋଗାଇ ସାଢ଼େ ଚାରିକୋଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇସାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @PRASADKUMARPALEI
    @PRASADKUMARPALEI 10 днів тому

    ଖୋର୍ଧାରେ ଏହି ମେଗା ରୋଡସୋଇରିକୁ ଆମେ ସମର୍ଥନ ଦେଇଛୁ ଓ ତା'ଙ୍କୁ ଆଭାରୀ ଅଛୁ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ମାନ୍ୟବର ନବୀନ ବାବୁ ତାଙ୍କର ଦୃଢ଼ ନେତୃତ୍ୱ , ନିଃସ୍ଵାର୍ଥପର ସେବା, ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଦକ୍ଷତା ବଳରେ ସେ ଆଜି ଭାରତ ବର୍ଷ ରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ରୂପେ ପରିଗଣିତ ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ସ୍ୱର୍ଗତ ବିଜୁବାବୁଙ୍କ ସୂପୁତ୍ର ନବୀନ ବାବୁଙ୍କ ପାଇଁ ଓଡ଼ିଶା ଆଜି ସମୃଦ୍ଧିର ଶିଖର ଦେଶରେ ।

  • @PRASADKUMARPALEI
    @PRASADKUMARPALEI 10 днів тому

    ଏହାରେ କାର୍ତ୍ତିକ ପାଣ୍ଡିଆନଙ୍କ ପରିଶ୍ରମ ଓ ଜନସମ୍ପର୍କରେ ଅଦ୍ଭୁତ ଭାବରେ ମାନାଯାଇଛି।

  • @PRASADKUMARPALEI
    @PRASADKUMARPALEI 10 днів тому

    ଏହାରେ ବିଜେଡି ପାର୍ଟିଙ୍କ ସମ୍ମାନନୀୟ ପ୍ରସ୍ତୁତି ମିଳୁଛି।

  • @tapankumarpradhan1570
    @tapankumarpradhan1570 10 днів тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ , ନିଃସ୍ଵାର୍ଥପର ସେବା, ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଦକ୍ଷତା ବଳରେ ସେ ଆଜି ଭାରତ ବର୍ଷରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ରୂପେ ପରିଗଣିତ ହୋଇ ପାରିଛନ୍ତି।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ଜୟ ବିଜେଡ଼ି, ଜୟ ନବୀନ ବାବୁ , ଜୟ ଶଙ୍ଖ

  • @Vijjan648
    @Vijjan648 10 днів тому +1

    Only Naveen babu❤ and BJD✌️✌️Odisha ra ground level re continuously development karichalichanti. Bhasana nuhe, kama re Biswas karanti Naveen. Jai Jagannath 🙏

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ବିଭିନ୍ନ ଜନହୀତ କର ଯୋଜନା ମାନ ଭେଟି ଦେଇ ଆଜି ସଭିଙ୍କ ପ୍ରିୟ ଆମ ନବୀନ ସରକାର

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ଶଙ୍ଖ ବିକାଶର ଚିହ୍ନ , ବିକାଶ ପାଇଁ ଆମର ଦରକାର ନବୀନ ସରକାର ।

  • @ramnarayanmohanty1597
    @ramnarayanmohanty1597 10 днів тому +1

    Pandian sir nko road show re jana samudra dekha deichi

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ଓଡ଼ିଶା ବାସୀଙ୍କ ସେବାରେ ସଦା ସମର୍ପିତ ବିଜୁ ଜନତାଦଳ |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।

  • @tapankumarpradhan1570
    @tapankumarpradhan1570 10 днів тому

    ଓଡ଼ିଶାର ବୀରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶା ରାଜ୍ୟ ଆଜି ସମୃଦ୍ଧିର ଶିଖରରେ ପହଞ୍ଚି ପାରିଛି।

  • @PRASADKUMARPALEI
    @PRASADKUMARPALEI 10 днів тому

    କାର୍ତ୍ତିକ ପାଣ୍ଡିଆନଙ୍କ ଏକ ବଡ଼ ପାର୍ଥିବନିର୍ବାଚନରେ ମଣିଷ ମଣିଷ ଉପସ୍ଥିତି କରୁଥିବା ଏହି ଘୋଷଣା ଆମେ ଉତ୍ସାହିତ କରୁଛୁ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ଓଡ଼ିଶାର ଆଜି ରୂପରେଖ ବଦଳି ଯାଇଛି ଆମ ନବୀନ ବାବୁଙ୍କ ସକାଶେ l

  • @JhilliraniPatra-wl9im
    @JhilliraniPatra-wl9im 10 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ହିଁ ତାଙ୍କର ପରିଚୟ, ତାଙ୍କରି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭିକେ ପାଣ୍ଡିଆନ ଜିଲ୍ଲା ବାସୀଙ୍କ ଅତି ପ୍ରିୟ ହୋଇ ପାରିଛନ୍ତି l

  • @tapankumarpradhan1570
    @tapankumarpradhan1570 10 днів тому

    ବିଗତ ଅଢ଼େଇ ଦଶନ୍ଧି ଧରି ରାଜ୍ୟ ବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ଅଢ଼େଇ ଦଶନ୍ଧି ଧରି ଓଡ଼ିଶା ବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।

  • @JhilliraniPatra-wl9im
    @JhilliraniPatra-wl9im 10 днів тому

    ଲୋକଙ୍କ ସ୍ୱାର୍ଥକୁ ଆଖି ସାମ୍ନାରେ ରଖି ନବୀନ ବାବୁ ଯେଉଁ ନିଷ୍ପତ୍ତି ନେବେ ତାହା ଚୂଡାନ୍ତ ନିଷ୍ପତ୍ତି ଭାବେ ଗ୍ରହଣ କରିବେ ଓଡିଶାବାସୀ l

  • @PRASADKUMARPALEI
    @PRASADKUMARPALEI 10 днів тому

    ଖୋର୍ଦ୍ଧାରେ ହୋଇଥିବା କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡସୋ ଶୋୟରେ ହାଜାରୋ ମାନ୍ୟବର ଉପସ୍ଥିତ ହୋଇଛନ୍ତି।

  • @ramnarayanmohanty1597
    @ramnarayanmohanty1597 10 днів тому +2

    Biju janata dala prati Odisha basi nko bishal jana samarthan rahichi

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ରାଜ୍ୟବାସୀ ଙ୍କ ସୁଖ ଦୁଃଖ ର ସାଥି ମାନ୍ୟବର ନବୀନ ବାବୁ l

  • @JhilliraniPatra-wl9im
    @JhilliraniPatra-wl9im 10 днів тому

    ଜନତା ବିକାଶ ଚାହାଁନ୍ତି ସେ ବିକାଶ କୁ ଭି କେ ପାଣ୍ଡିଆନ ଙ୍କ ମାଧ୍ୟମ ରେ ତାହା ତାରାନ୍ୱିତ କରାଯାଇ ପାରିବ ଏହା ମୁଖ୍ୟମନ୍ତ୍ରୀ ଭଲ ଭାବରେ ଜାଣନ୍ତି l

  • @SabitaKar9
    @SabitaKar9 10 днів тому +1

    VK Pandyan sir odisabasinka seba pai dinarati parisrama karuchanti

  • @ramnarayanmohanty1597
    @ramnarayanmohanty1597 10 днів тому +1

    Bikasita Odisha ra sarbada swapna dekhanti amo priya mukhyamantri tanka jugu Odisha sarbagina khetra re bikas ghati biswa darabarare khyati arjan karibaku jauchi

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ଧାର ବିକାଶପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକରିଛନ୍ତି ଆଗକୁ ମଧ୍ୟା କରିବେ । ତେଣୁ ଆପଣମାନେ ଯୋଡିଶଙ୍ଖରେ ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶୀବାଦ ବାଦ କରିବେ ।

  • @JhilliraniPatra-wl9im
    @JhilliraniPatra-wl9im 10 днів тому

    ରାଜ୍ୟର ବିଜୁ ଜନତା ଦଳ ହେଉଛି ଗୋଟିଏ ଆଞ୍ଚଳିକ ଦଳ ତେଣୁ ବିଜେଡି ଦଳର ସୁପ୍ରିମୋ ନବୀନ ବାବୁ ଯାହା ପଦକ୍ଷେପ ନିଅନ୍ତି ତାହା ସଂପୂର୍ଣ୍ଣ ଭାବରେ ସଠିକ ପଦକ୍ଷେପ ।

  • @tapankumarpradhan1570
    @tapankumarpradhan1570 10 днів тому

    ଓଡ଼ିଶା ଜନତା ରାଜ୍ୟର ବିକାଶ ଚାହାଁନ୍ତି,ସେ ବିକାଶକୁ କେବଳ ବିଜୁ ଜନତା ଦଳ ହିଁ କରେ। ଏହା ସମଗ୍ର ଓଡ଼ିଶା ବାସୀ ଜାଣିଛନ୍ତି।

  • @PRASADKUMARPALEI
    @PRASADKUMARPALEI 10 днів тому

    ଆଜି ଖୋର୍ଦ୍ଧାରେ ହୋଇଥିବା କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡସୋ ଦେଖିଥିବା ହଜାରୋ ମଣିଷ ସହ ଯତ୍ନ କରିଛନ୍ତି।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ୨୦୦୦ ମସିହା ରେ ଓଡ଼ିଶା ରାଜନୀତିରେ ପାଦ ଥାପି ଥିଲେ ମାନ୍ୟବର ନବୀନ ବାବୁ , ତାଙ୍କ ଯୋଗୁଁ ଓଡ଼ିଶା ଆଜି ପ୍ରଗତୀ ପଥରେ ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ମାନ୍ୟବର ନବୀନ ବାବୁଙ୍କ ସକାଶେ ଓଡ଼ିଶା ଆଜି ପ୍ରଗତୀ ପଥରେ ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    କଥାକମ୍ କାମ ଅଧିକ ରେ ସଦାବେଳେ ଗୁରୁତ୍ୱ ଦେଇଥାନ୍ତି ଆମ ନବୀନ ବାବୁ |

  • @ramnarayanmohanty1597
    @ramnarayanmohanty1597 10 днів тому +2

    Sankha bajuchi ghare ghare Nabin sarkar puni thare

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ପ୍ରତିଶ୍ରୁତି ଠୁ ଅଧିକ କରି ଦେଖେଇ ଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ |

  • @JhilliraniPatra-wl9im
    @JhilliraniPatra-wl9im 10 днів тому

    ଓଡ଼ିଶା ବାସୀଙ୍କ ସମସ୍ୟା କୁ ସମାଧାନ କରିବା ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟକାରୀ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ୫ ଟି ସଚିବ ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    କର୍ମବୀର ନବୀନ ବାବୁ କଥାକମ୍ କାମ ଅଧିକ ରେ ସଦାବେଳେ ବିଶ୍ୱାସ ରଖନ୍ତି , ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ପାଇ ଆମେ ନିଜକୁ ଗର୍ବ ଅନୁଭବ କରୁଛୁ ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ମାନ୍ୟବର ନବୀନ ବାବୁଙ୍କ ସକାଶେ ଓଡ଼ିଶାର ଆଜି ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଛି |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    ଖୋର୍ଦ୍ଧାଙ୍କ ପାଇଁ ସବୁଠାରୁ ଖୁସି ର ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖୋର୍ଦ୍ଧା ସହରକୁ ବିଶ୍ଵ ଦରବାରରେଏକ ନୂଆ ପରିଚୟ ଦେଇଛନ୍ତି ''

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ମାନ୍ୟବର ନବୀନ ବାବୁଙ୍କ ଓଡ଼ିଶା ପ୍ରତି ଅବଦାନ ଅତୁଳନୀୟ ।

  • @JhilliraniPatra-wl9im
    @JhilliraniPatra-wl9im 10 днів тому

    ନବୀନ ବାବୁଙ୍କ ଦ୍ଵାରା ଘୋଷଣା କରା ଯାଇଥିବା ପ୍ରାର୍ଥୀ ମାନେ ହେଲେ ଜଣେ ଜଣେ ଅସଲି ଯୋଦ୍ଧା, ଯେଉଁ ମାନେ ଓଡ଼ିଶା ବାସି ଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି।

  • @SabitaKar9
    @SabitaKar9 10 днів тому +1

    Mukhya mantri Srijukto Naveen Pattnaik sampurno samarpita hoi kama karuchanti asirbada paibe

  • @JhilliraniPatra-wl9im
    @JhilliraniPatra-wl9im 10 днів тому

    ଲୋକଙ୍କ ଦାବି ତଥା ସବୁ ସମସ୍ୟା କୁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପାଣ୍ଡିଆନ ସାର ଓ ସେସବୁ ସମସ୍ୟାର ସମାଧାନ କରିଥିଲେ ମୁଖ୍ୟମନ୍ତ୍ରୀ l

  • @tapankumarpradhan1570
    @tapankumarpradhan1570 10 днів тому

    ଓଡ଼ିଶା ବାସୀ ଜାଣିଛନ୍ତି ସ୍ବଚ୍ଛ ନେତାଙ୍କୁ ଭୋଟ ଦେଲେ ଜନସାଧାରଣଙ୍କର କଲ୍ୟାଣ ଓ ବିକାଶ ହୋଇଥାଏ, କିନ୍ତୁ ଅପରାଧି ମାନଙ୍କୁ ଭୋଟ ଦେଲେ ସେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସର୍ବନାଶ ହୋଇଥାଏ।

  • @PRASADKUMARPALEI
    @PRASADKUMARPALEI 10 днів тому

    ଖୋର୍ଦ୍ଧାରେ ଆଜି ହୋଇଥିବା କାର୍ତ୍ତିକ ପାଣ୍ଡିଆନଙ୍କ ରୋଡସୋରେ ମେଗା ଉତ୍ସବ ଚଳିଥିବାରୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛୁ।

  • @JhilliraniPatra-wl9im
    @JhilliraniPatra-wl9im 10 днів тому

    ସ୍ବଚ୍ଛ ନେତାଙ୍କୁ ଭୋଟ ଦେଲେ ଜନସାଧାରଣଙ୍କର କଲ୍ୟାଣ ଓ ବିକାଶ ହୋଇଥାଏ କିନ୍ତୁ ଅପରାଧି କୁ ଭୋଟ ଦେଲେ ସେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସର୍ବନାଶ ହୋଇଥାଏ।

  • @ramnarayanmohanty1597
    @ramnarayanmohanty1597 10 днів тому +2

    Odisha basi nko swapna ku bastaba rupa deuchanti manyabara mukhyamantri nabin babu

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ କୁ ପୂରା କରିଛନ୍ତି ମାନ୍ୟବର ନବୀନ ବାବୁ |

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ନବୀନ ବାବୁ ଯେଉଁଠି ବିକାଶ ସେଇଠି ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ଓଡ଼ିଶାର ବିକାଶ , ଓଡ଼ିଶା ବାସୀଙ୍କ ହୀତ ପାଇଁ ପୁଣିଥରେ ଦରକାର ନବୀନ ସରକାର |

  • @PRASADKUMARPALEI
    @PRASADKUMARPALEI 10 днів тому

    ଏହି ବଡ଼ ଇଭେଣ୍ଟରେ ଲୋକମାନଙ୍କ ସମର୍ଥନ ଦେଖିବାକୁ ଦେଖି ଆମେ ଉତ୍କୃଷ୍ଟ ଉତ୍ସାହିତ ହେଲାମ।

    • @DineshKumar-zm3qu
      @DineshKumar-zm3qu 10 днів тому

      Bhagban vi khamya karibeni niswasa padiba lokkankara odisha kanduchi aji kukura thu hina heyiki maribe bhagban nischaya prabhaba pakeyiba chi chi

  • @ramnarayanmohanty1597
    @ramnarayanmohanty1597 10 днів тому +1

    Odisha aji unati ra sirsha re pahanchi parichi manyabara mukhyamantri nabin babu nko pai

  • @PRASADKUMARPALEI
    @PRASADKUMARPALEI 10 днів тому

    ଏହାରେ ବିଜେଡିଙ୍କୁ ପ୍ରସ୍ତୁତ କରିବାରେ ସମ୍ପୂର୍ଣ୍ଣ ସମର୍ଥନ ଦେଇଛୁ।

  • @SabitaKar9
    @SabitaKar9 10 днів тому

    VK Pandyan sir nka roadshow re jana samudra rahichi

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    ବିକଶିତ ଓଡିଶା ର ସ୍ବପ୍ନ କୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଆଜି ଓଡିଶା ବାସୀ ଙ୍କ ପାଇଁ ଉପହାର ହୋଇ ପାରିଛି!

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ବିଜୁ ଜନତା ଦଳ ବାଜିମାତ କରିବ ଏବଂ ନବୀନ ବାବୁହିଁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବେ , ଏଥିରେ ସନ୍ଦେହ ନାହିଁ ।

  • @PRASADKUMARPALEI
    @PRASADKUMARPALEI 10 днів тому

    ଏହାରେ ଯତ୍ନ କରିଥିବା ପ୍ରତି ଏବଂ ପାଣ୍ଡିଆନଙ୍କ ସହାଯ୍ୟରେ ସମ୍ପୂର୍ଣ୍ଣ ସମର୍ଥନ ଦେଇଛୁ।

  • @tapankumarpradhan1570
    @tapankumarpradhan1570 10 днів тому

    ଓଡ଼ିଶା ବାସୀ ଜାଣିଛନ୍ତି ସ୍ବଚ୍ଛ ନେତାଙ୍କୁ ଭୋଟ ଦେଲେ ଜନସାଧାରଣଙ୍କର କଲ୍ୟାଣ ଓ ବିକାଶ ହୋଇଥାଏ, କିନ୍ତୁ ଅପରାଧି ମାନଙ୍କୁ ଭୋଟ ଦେଲେ ସେ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସର୍ବନାଶ ହୋଇଥାଏ।ରାଜ୍ୟ ବାସୀଙ୍କୁ ଭୟଭୀତ କରି ଭୋଟ ନେବା ହେଉଛି ଭାରତୀୟ ଜନତା ପାର୍ଟିର ମୂଳ ମନ୍ତ୍ର, ଯାହାକୁ ରାଜ୍ୟ ବାସୀ ଦୃଢ ଭାବେ ଖଣ୍ଡନ କରିଛନ୍ତି ଏବଂ ଆସନ୍ତା ୨୦୨୪ ନିର୍ବାଚନରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇବେ।

  • @swarnalataMohanty-jj1of
    @swarnalataMohanty-jj1of 10 днів тому

    ବିକାଶର ଅନ୍ୟନାମ ନବୀନ ସରକାର |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    ଖୋର୍ଦ୍ଧା ବାସୀ ଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରି ଦିନ ରାତି ନିରବଛିନ୍ନ ଭାବରେ ସେବା କରୁଥିବା ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ତାଙ୍କୁ ଶଙ୍ଖଚିହ୍ନରେ ଆର୍ଶିବାଦ କରିବା ପାଇଁ ଖୋର୍ଦ୍ଧାଙ୍କୁ ଅନୁରୋଧ କରିଛନ୍ତି 5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ 'I

  • @ramnarayanmohanty1597
    @ramnarayanmohanty1597 10 днів тому +1

    Manyabara mukhyamantri nabin babu nko pai rupantarana pathe agei chalichi Odisha

  • @Sidhakatha19
    @Sidhakatha19 10 днів тому +1

    Kehi nahanti 😂😂khali road ku namaskar karuchi

  • @ramnarayanmohanty1597
    @ramnarayanmohanty1597 10 днів тому +1

    Don't worry June 4 re sankha bajiba tandaba kari

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ରାଜ୍ୟ ସରକାରଙ୍କୁ ଯେତେ ବଦନାମ କରିଲେ କି ମିଛ କହିଲେ କିଛି ଫରକ ପଡିବ ନାହିଁ

  • @ramnarayanmohanty1597
    @ramnarayanmohanty1597 10 днів тому +2

    Odisha basi nko biswas abang bharasha ra pratika Biju janata dala

  • @ramnarayanmohanty1597
    @ramnarayanmohanty1597 10 днів тому +1

    Pandian sir nko prati luka nko bhala paiba road show re dekha deichi

  • @jyotiranjandash2310
    @jyotiranjandash2310 10 днів тому +1

    2:04 Only BJD only subha sankha ❤❤❤❤❤❤❤❤❤❤❤❤

  • @ramnarayanmohanty1597
    @ramnarayanmohanty1597 10 днів тому +1

    Manyabara mukhyamantri nabin babu nko pai pragati pathare agei chalichi Odisha

  • @ramnarayanmohanty1597
    @ramnarayanmohanty1597 10 днів тому +1

    Biju janata dala prati Odisha basi nko bhala paiba dekhi birodhi dala neta nko munda tina

  • @tapankumarpradhan1570
    @tapankumarpradhan1570 10 днів тому

    ରାଜ୍ୟ ବାସୀଙ୍କ ବଳ ବିଜୁ ଜନତା ଦଳ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କମ ,କାମ ବେଶି କରନ୍ତି ଓ ସାଢେ଼ ଚାରି କୋଟି ଓଡ଼ିଆ ବାସୀଙ୍କ ସୁଖ ଦୁଃଖର ସାଥୀ।

  • @JhilliraniPatra-wl9im
    @JhilliraniPatra-wl9im 10 днів тому

    ଓଡ଼ିଶା ବାସୀଙ୍କ ବଳ ବିଜୁ ଜନତା ଦଳ ଓ ମାନ୍ୟବର ନବିନ ପଟ୍ଟନାୟକ,ଯିଏ କଥା କମ ,କାମ ବେଶି କରନ୍ତି ଓ ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ପାଇଁ ସବୁବେଳେ ଚିନ୍ତା କରନ୍ତି।

  • @bossofficial6098
    @bossofficial6098 10 днів тому +1

    Sasura ghare sabu Dina jie rahe taku khanti kukura😅😅😅😅 pandu ta ethi achanti sasural re

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 10 днів тому

    5Tଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆ ନ ଖୋର୍ଦ୍ଧାଠାରେ ରୋଡ଼ଶୋ କରିଥିଲେ ରାସ୍ତାର ଦୁଇପାର୍ଶରେ ହଜାର ହଜାର ଲୋକ ତାଙ୍କୁ ଫୁଲ ତୋଡ଼ା ଦେଇ ଏବଂ ପୁଷ୍ପ ବର୍ଷା କରି ସ୍ୱାଗତ କରିଥିଲେ ।

  • @ShubhajyaJena
    @ShubhajyaJena 10 днів тому

    Hii

  • @Userhssk3355
    @Userhssk3355 10 днів тому +1

    ତମେ ମାନେ media ନା ବିଜେଡି ରେ ମୁଖପାତ୍ର 🤡

  • @ramnarayanmohanty1597
    @ramnarayanmohanty1597 10 днів тому +1

    Luka nko sukha dukha re sarbada chida huie ashuchanti Manyabara mukhyamantri nabin babu

  • @ramnarayanmohanty1597
    @ramnarayanmohanty1597 10 днів тому +1

    Odisha basi nko bolo Biju janata dala

  • @adurlaadora7093
    @adurlaadora7093 10 днів тому +1

    Bande mata ram kahiki seta odisara nuhanti

  • @ramnarayanmohanty1597
    @ramnarayanmohanty1597 10 днів тому +1

    Bajuchi sankha badaluchi Odisha

  • @beheramusic2771
    @beheramusic2771 10 днів тому

    Ea mg kie ama mukhyamantri ki