BJD Star campaigner Karthik Pandian commences mega roadshow in Khordha district || KalingaTV

Поділитися
Вставка
  • Опубліковано 11 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 209

  • @Mr24811
    @Mr24811 24 дні тому +4

    P M ଆପଣଙ୍କୁ ଧନ୍ୟବାଦ ଆପଣ ପାଣ୍ଡିଆନ ସାର୍ ଜଣେ ଟାଲେନଟ୍ ଅଫିସର କୁ ଆମ ଓଡ଼ିଶା କୁ ପଠାଇ ଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଏଵେ ଆଉ ଚିନ୍ତା କରିକିଛି ଲାଭ ନାହିଁ କାହିଁକି ନା ସେ ଏବେ ଓଡ଼ିଶା ର ନମ୍ବର ୧ ଜୁଇଁ ପୁଅ ସମସ୍ତ ତାଂକୁ ଭଲପାଆନ୍ତି

  • @r_lipun_samal857
    @r_lipun_samal857 24 дні тому +2

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡ଼ିଶା ପ୍ରଗତି ର ଶିଖର ଛୁଇଁ ପାରିଛି ଆଗକୁ ମଧ୍ୟ ତାହା ଜାରି ରହିବ।

  • @AffectionateAstroStation-ep3yr
    @AffectionateAstroStation-ep3yr 24 дні тому +4

    କେବଳ ପଣ୍ଡୁର ଚେଲା ଙ୍କୁ ଛାଡି ଦେଲେ କେହି ଗୋଟେ ନାହାନ୍ତି

    • @gajaboy3498
      @gajaboy3498 24 дні тому

      sei Katha mu nije thili kehi gte khordha local loko nhnti.

  • @RajkishoreRout-gw1bs
    @RajkishoreRout-gw1bs 24 дні тому +1

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜନ ସେବା କରିବାକୁ ଆସିଥିବା ଭି କେ ପାଣ୍ଡିଆନ ସାଧାରଣ ଜନତା ଙ୍କ ହୃଦୟ ରେ ନିଜ ପାଇଁ ଆସନ ସୃଷ୍ଟି କରିଛନ୍ତି!

  • @subhamjena7807
    @subhamjena7807 23 дні тому

    "Nabin Patnayak's use of color and light creates a mesmerizing interplay that brings his landscapes to life."

  • @RajkishoreRout-gw1bs
    @RajkishoreRout-gw1bs 24 дні тому +1

    ଏହିଭଳି ଓଡିଶା ବାସୀଙ୍କ ଭଲ ପାଇବା 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ସହିତ ରହିଥିବ ସବୁବେଳେ!

  • @subhamjena7807
    @subhamjena7807 23 дні тому

    "Nabin Patnayak's work is a masterclass in capturing the essence of nature with his vivid brushstrokes."

  • @subhamjena7807
    @subhamjena7807 23 дні тому

    "The sheer beauty and elegance of Nabin Patnayak's artistry leave an indelible mark on the soul."

  • @subhamjena7807
    @subhamjena7807 23 дні тому

    "His compositions are harmonious and balanced, guiding the viewer's eye through a visual symphony of shapes and forms."

  • @user-ranjit687
    @user-ranjit687 24 дні тому

    ଓଡ଼ିଶାରେ ଯେଉଁସବୁ ପ୍ରଗତିମୂଳକ କାର୍ଯ୍ୟ ହୋଇଛି ଲୋକେ ସେଥିରେ ମୁଗ୍ଧ ହୋଇଛନ୍ତି. ଆଗାମୀ ଓଡିଶା ନୂତନ ଇତିହାସ ରଚନା କରିବାକୁ ଯାଉଛି.

  • @user-qg6eq2mg3u
    @user-qg6eq2mg3u 24 дні тому

    ବିଶାଳ ଜନସମାଗମ ତଥା ସମର୍ଥନ ବିଜୁ ଜନତା ଦଳ ପ୍ରତି ବିଶ୍ବାସ ଏବଂ ଭରସା ର ପ୍ରତୀକ ସାଜିଛି ।ଜୟ ଜଗନ୍ନାଥ।

  • @Sravan8042m
    @Sravan8042m 24 дні тому +1

    Only BJD✌️and Naveen babu❤very good and Polite leader. Bhasana nuhe, kama re Biswas karanti and Odisha ra ground level re continuously development karichalichanti . Election asile Natakbaazi and Bhasana mariki ta pare haji jauthiba netanku vote dei habani . Odisha gote Santipriya rajya. Ethi Dictatorship aau danga ku kebe v prasraya miliba nahi. Jai Jagannath 🙏

  • @subhamjena7807
    @subhamjena7807 23 дні тому

    "Each stroke in his paintings seems to tell a story, drawing the observer into a world of wonder and imagination."

  • @subhamjena7807
    @subhamjena7807 23 дні тому

    "The emotional depth and resonance in his work speak volumes about his artistic prowess and sensitivity."

  • @r_lipun_samal857
    @r_lipun_samal857 24 дні тому

    ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର...

  • @subhamjena7807
    @subhamjena7807 23 дні тому

    "His ability to capture fleeting moments in time is nothing short of extraordinary, freezing them in eternal splendor."

  • @LaxmipriyaDaspatra
    @LaxmipriyaDaspatra 24 дні тому

    ଓଡିଶା ବାସୀଙ୍କ ସୁନ୍ଦର ଭବିଷ୍ୟତ ଓ ରାଜ୍ୟକୁ ବିକାଶ ର ରାଜ୍ୟ ରୂପେ ସମୃଦ୍ଧିର ଶିଖରରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @user-ux4lp2rn2w
    @user-ux4lp2rn2w 24 дні тому

    ଏହା ମେଗା ରୋଡ଼ସରେ ସାର୍ବଜନୀନ କୁ ଏକ ପଥରେ ନେଇଯାଉଛନ୍ତି ଓ ଏକାଧିକ ମୂଲ୍ୟବାନ ସମୟ ରେ ପ୍ରତି ବାହିତ ହେଉଛି l

  • @user-qg6eq2mg3u
    @user-qg6eq2mg3u 24 дні тому

    ସ୍ୱଚ୍ଛ ନିର୍ମଳ ତଥା ସ୍ଥିର ଶାସନ ପାଇଁ ଆଜି ଲୋକପ୍ରିୟତା ର ଶୀର୍ଷରେ ରହିଛନ୍ତି ଆଉ ରହିବେ ମଧ୍ୟ ଆମ ନବୀନ ସରକାର।

  • @user-ux4lp2rn2w
    @user-ux4lp2rn2w 24 дні тому

    କାର୍ତ୍ତିକ ପାଣ୍ଡିଆନ ଙ୍କ ପରିଶ୍ରମ ଓ ସହନଶୀଳତା ଜନସାଧାରଣ ଙ୍କୁ ଅନୁପ୍ରାଣିତ କରୁଛି l

  • @BugguJena
    @BugguJena 24 дні тому

    ଆଜି ଓଡିଶାବାସୀ ଗର୍ବ ଅନୁଭବ କରୁଛି ଯେ ଏଭଳି ରୂପାନ୍ତରଣ ପୂର୍ବରୁ ହୋଇନଥିଲା, କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ଯକ୍ଷ କାର୍ଷିକ ପାଣ୍ଡିଆନଙ୍କ ପାଇଁ ଏହି ସବୁ ବିକାଶ ମୂଳକ କାର୍ଯ୍ୟ ସମ୍ଭବ ହୋଇପାରିଛି।

  • @subhamjena7807
    @subhamjena7807 23 дні тому

    "Nabin Patnayak's artistry transcends mere representation, evoking a profound sense of wonder and awe."

  • @user-wk4yn6xv8l
    @user-wk4yn6xv8l 24 дні тому

    ବିଜେଡିର ରୋଡ଼ସୋ ରୁ ଅନୁମାନ କରିହେଉଛି ସବୁଥର ପରି ଏଥର ମଧ୍ୟ ଓଡ଼ିଶାରେ ବିଜେଡି ବାଜିମାତ କରିବ।

  • @subhamjena7807
    @subhamjena7807 23 дні тому

    "The depth and emotion in Nabin Patnayak's artwork are truly captivating, leaving a lasting impression on anyone who beholds it."

  • @subhamjena7807
    @subhamjena7807 23 дні тому

    "Nabin Patnayak's work reflects a deep connection to the natural world, reminding us of the beauty that surrounds us."

  • @r_lipun_samal857
    @r_lipun_samal857 24 дні тому

    କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ କରି ସାରା ଦେଶରେ ଏକ ନମ୍ବର ସରକାରଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି l

  • @user-qg6eq2mg3u
    @user-qg6eq2mg3u 24 дні тому

    ଓଡ଼ିଶାର ପ୍ରଗତି ପାଇଁ ନବୀନ ବାବୁ ହିଁ ଏକ ମାତ୍ର ବ୍ୟକ୍ତି ଯାହାଙ୍କୁ ଓଡ଼ିଶାବାସୀ ଆଶା ଏବଂ ଭରସା କରନ୍ତି |

  • @BugguJena
    @BugguJena 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ଅଧିକ ବିଶ୍ବାସ କରିଥାନ୍ତି. ଯାହା କୁହନ୍ତି କାମରେ କରି ଦେଖାଇଦିଅନ୍ତି ।

  • @subratapatra5072
    @subratapatra5072 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଶାସନ ଓ ଦୃଡ ନେତୃତ୍ୱ ପାଇଁ ଓଡିଶା ଇତିହାସରେ ବଡ଼ ରେକର୍ଡ ସୃଷ୍ଟି କରିବ l

  • @BugguJena
    @BugguJena 24 дні тому

    ଶଙ୍ଖ ଚିହ୍ନ ହେଉଛି ବିକାଶ ଓ ବିଶ୍ବାସର ଚିହ୍ନ ଦୀର୍ଘ 25 ବର୍ଷ ନବୀନ ବାବୁ ଓଡିଶା ବାସୀଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶା ଭାରତରେ ଏକ ନମ୍ବର ରାଜ୍ୟରେ ପରିଣତ ହେଉ।

  • @subhamjena7807
    @subhamjena7807 23 дні тому

    "His attention to detail is remarkable, conveying a sense of realism that is both breathtaking and awe-inspiring."

  • @user-wk4yn6xv8l
    @user-wk4yn6xv8l 24 дні тому

    ବିଜୁ ଜନତା ଦଳ ଯୋଡ଼ା ଶଙ୍ଖ ବହୁତ ବଡ ବ୍ୟବଧାନ ବିଜୟ ଲାଭ କରିବେ

  • @user-qg6eq2mg3u
    @user-qg6eq2mg3u 24 дні тому

    ଓଡିଶା ବାସୀ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶ ସହିତ ରହିଛନ୍ତି ଆଗକୁ ମଧ୍ୟ ରହିବେ!

  • @subratapatra5072
    @subratapatra5072 24 дні тому

    ଶିକ୍ଷା ହେଉ କି ସ୍ୱାସ୍ଥ୍ୟ ହେଉ ଗମନାଗମନ ହେଉ କି ମଠ ମନ୍ଦିର ହେଉ ବିକାଶ ପାଇଁ ଅହରହ କାର୍ଯ୍ୟକରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @user-qg6eq2mg3u
    @user-qg6eq2mg3u 24 дні тому

    ଓଡିଶା ବାସୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ପଚିଶ ବର୍ଷ ଧରି ରହି ଆସିଛନ୍ତି ଆଗକୁ ମଧ୍ୟ ରହିବେ!

  • @user-ux4lp2rn2w
    @user-ux4lp2rn2w 24 дні тому

    ଆରୋପ କି ପ୍ରତ୍ୟାରୋପ ନୁହଁ ବିକାଶ ର ସ୍ବପ୍ନ ତଥା ହିସାବ ଦେଉଛନ୍ତି ଆମ ନବୀନ ସରକାର।

  • @user-ql6vs1rk8q
    @user-ql6vs1rk8q 24 дні тому

    ଓଡ଼ିଶାର ବିକାଶ କାର୍ଯ୍ୟ କିପରି ଚାଲିଛି ସେ ସୁଯୋଗ ଲୋକ ମାନେ ପାଉଛନ୍ତି କି ନାହିଁ ତାହା ତଦାରଖ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ |

  • @sonaliparida143
    @sonaliparida143 24 дні тому

    ଆମ ରାଜ୍ୟ ସରକାର ଥିବା ପଯ୍ୟନ୍ତ ଓଡ଼ିଶା ବାସୀଙ୍କର ଓ ଛାତ୍ର ସମାଜର କୌଣସି ଅସୁବିଧା ହେବ ନାହିଁ।ଆମ ରାଜ୍ୟ ସରକାର ନବୀନ ବାବୁ ହେଉଛନ୍ତି ଗରୀବ ଜନତା ଙ୍କ ସାଥୀ।

  • @subhamjena7807
    @subhamjena7807 23 дні тому

    "Nabi Patnayak paintings evoke a sense of tranquility and serenity, transporting the viewer to a peaceful realm."

  • @user-ux4lp2rn2w
    @user-ux4lp2rn2w 24 дні тому

    ଆମ ନେତା ଯେମିତି, ତାଙ୍କ ଦଳ ସେମିତି । ସବୁବେଳେ ଲୋକଙ୍କ ପାଇଁ ଭାବନ୍ତି, ଲୋକଙ୍କ ଉନ୍ନତି-ପ୍ରଗତି ଲାଗି ଲଗାତାର ଉଦ୍ୟମ କରନ୍ତି ।

  • @user-qg6eq2mg3u
    @user-qg6eq2mg3u 24 дні тому

    ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରସା ର ପ୍ରତିକ ବିଜୁ ଜନତା ଦଳ ପ୍ରତି ଅହେତୁକ ଭଲପାଇବା ଓ ଆଶିର୍ବାଦ ଜନସାଧାରଣଙ୍କର ରହି ଆସିଛି ଏବଂ ଆଗକୁ ମଧ୍ୟ ରହିଥିବ।

  • @user-qg6eq2mg3u
    @user-qg6eq2mg3u 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ନୁହେଁ କାର୍ଯ୍ୟ କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି!

  • @user-qg6eq2mg3u
    @user-qg6eq2mg3u 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତ ଓ କାର୍ଯ୍ୟ ଦକ୍ଷତା ତାଙ୍କୁ ଜାତୀୟ ସ୍ତରରେ ଏକ ନମ୍ବର ର ପରିଚୟ ଦେଇଛି l

  • @subratapatra5072
    @subratapatra5072 24 дні тому

    ବିଜୁ ଜନତା ଦଳ କଥା ନୂହେଁ କାମ କୁ ବିଶ୍ବାସ କରେ ଏଭଳି ବିଶ୍ବାସ ଆମ ରାଜ୍ୟର ଜନସାଧାରଣ ବୁଝି ସାରିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଏକ ନମ୍ବର ଏ କଥା ସାଢେ ଚାରି କୋଟି ଓଡିଆଙ୍କ ଗର୍ବ l

  • @BugguJena
    @BugguJena 24 дні тому

    ମାନ୍ୟବର ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ବିକାଶ କୁ ଗୁରୁତ୍ବ ଦେଇ ଆସିଛନ୍ତି ଯାହା ଦ୍ବାରା ଓଡିଶା ବାସୀ ଅନେକ ମାତ୍ରାରେ ଉପକୃତ ହୋଇଛନ୍ତି ।ସେହି ଭଳି ମହାନ ବ୍ୟକ୍ତିଙ୍କୁ ଓଡ଼ିଶାବାସୀ ନିଶ୍ଚୟ ସ୍ବାଗତ କରିବେ ।

  • @LaxmipriyaDaspatra
    @LaxmipriyaDaspatra 24 дні тому

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ସବୁ ପରିସ୍ଥିତିରେ ରହିଛି ଲୋକଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l

  • @user-qg6eq2mg3u
    @user-qg6eq2mg3u 24 дні тому

    ଓଡ଼ିଶା ବିକାଶ ର ସାରଥି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତି ରେ ଏକତ୍ରିତ ହୋଇଛନ୍ତି ହଜାର ହଜାର ଜନତା ।

  • @user-qg6eq2mg3u
    @user-qg6eq2mg3u 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀ ଙ୍କ ଦୁଃଖ ସହିତ ପଚିଶ ବର୍ଷ ଧରି ରହି ଆସିଛନ୍ତି!

  • @user-pt7oi6bj4t
    @user-pt7oi6bj4t 24 дні тому

    ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ଧାର ବିକାଶପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକରିଛନ୍ତି ଆଗକୁ ମଧ୍ୟା କରିବେ । ତେଣୁ ଆପଣମାନେ ଯୋତ୍ରିଶଙ୍ଖରେ ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶର ବାଦ କରିବେ ।

  • @user-ux4lp2rn2w
    @user-ux4lp2rn2w 24 дні тому

    ବିଜୁ ଜନତା ଦଳ ର ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ହେଉଛନ୍ତି ଗୋଟିଏ ପରିଚୟ ତାଙ୍କ ବିକାଶ ହେଉଛି ଗୋଟିଏ ପ୍ରସଙ୍ଗ l

  • @user-ux4lp2rn2w
    @user-ux4lp2rn2w 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ହେଲେ ଆମର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଙ୍କର ପରିଶ୍ରମ, ଦୃଢ ଜନସେବା,ଲୋକଙ୍କୁ ପ୍ରଭାବିତ କରିଛି ସେଥିପାଇଁ ଜନତା ଆଉ ଥରେ ମୁଖ୍ୟମନ୍ତ୍ରୀ କୁ ଶାସନ ଭାର ଦେବାକୁ ଚାହୁଁଛନ୍ତି l

  • @user-ranjit687
    @user-ranjit687 24 дні тому

    ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବାବୁ ସାଧାରଣ ଜନତାଙ୍କ ପାଖକୁ ଯାଇ ସେମାନଙ୍କ ସବୁ ସମସ୍ୟାର ସମାଧାନ କରୁଛନ୍ତି ।

  • @srikantrout2342
    @srikantrout2342 24 дні тому

    The people of Odisha have once again proved that how much they love the 5T President!

  • @LaxmipriyaDaspatra
    @LaxmipriyaDaspatra 24 дні тому

    ରାଜ୍ୟ ସରକାରଙ୍କ ପ୍ରତି ତଥା ଭି କେ ପାଣ୍ଡିୟାନ ସାରଙ୍କ ପ୍ରତି ଜନତାଙ୍କ ଭଲ ପାଇବାକୁ ଦେଖି ରାଜ୍ୟ ବିଜେପି ଇର୍ଷା ପରାୟଣ ହୋଇଉଠିଛନ୍ତି ।

  • @user-pt7oi6bj4t
    @user-pt7oi6bj4t 24 дні тому

    5Tଅଧ୍ୟକ୍ଷ ଖୋର୍ଦ୍ଧା ଠାରେ କହିଛନ୍ତି 'ଓଡ଼ିଶାର ବିକାଶକୁ ଗୁରୁତ୍ଵ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଓଡିଶାବାସୀ ଙ୍କ ପାଖରେ ରହି ଆସୁଛନ୍ତି ଆଗକୁ ମଧ୍ୟ ରହିବେ । ତେଣୁ ଆପଣମାନେ ଯୋତିଶଙ୍ଖରେ ମ ହୋର ମାରି ମୁଖ୍ୟମନ୍ତ୍ରୀଙ୍କୁ ଜୟ ଯୁକ୍ତ କରାନ୍ତୁ |

  • @user-wk4yn6xv8l
    @user-wk4yn6xv8l 24 дні тому

    ଓଡିଶା ରେ ଶଙ୍ଖ ଚି଼ହ୍ନ ହେଉଛି ବିକାଶ ର ଚି଼ହ୍ନ, ବିକାଶ ପାଇଁ ଆଉ ଥରେ ଓଡିଶା ରେ ଦରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @subratapatra5072
    @subratapatra5072 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କୁ ଜନ କଲ୍ୟାଣ କାରି ଯୋଜନା ଯୋଗାଇ ଦେଇଛନ୍ତି ଓ ନିସ୍ଵାର୍ଥପର ଭାବରେ କାର୍ଯ୍ୟ କରୁ ଛନ୍ତି!

  • @srikantrout2342
    @srikantrout2342 24 дні тому

    Today, VK Pandiana is in touch with the common people by accepting the love of the common people

  • @user-wk4yn6xv8l
    @user-wk4yn6xv8l 24 дні тому

    ରାଜ୍ୟ ବାସି ଙ୍କ ସୁଖ ଦୁଃଖ ର ସାଥି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିପାଇଁ ଓଡିଶା ବାସି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ନବୀନ ବାବୁଙ୍କ ପାଇଁ ଆଶ୍ରିବାଦ ଭିକ୍ଷ୍ୟା କରିଛନ୍ତି ସେ ନିଶ୍ଚିତ ଓଡିଶା ରେ ବାଜି ମାତ କରିବେ l

  • @BugguJena
    @BugguJena 24 дні тому

    ମୁଖ୍ୟମନ୍ତ୍ରୀ ଙ୍କର ଓଡିଶା ଓ ଓଡିଶା ବାସୀଙ୍କ ପ୍ରତି ଦୂର ଦୃଷ୍ଟି ଅନେକ ଉଚ୍ଚରେ ସେଥ‌ିପାଇଁ ମହିଳା ମାନେ ଆଜି ସ୍ବାବଲମ୍ବି ହୋଇ ପାରିଛନ୍ତି।

  • @user-qg6eq2mg3u
    @user-qg6eq2mg3u 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ପାଇଁ ଓଡ଼ିଶା ଏବଂ ଓଡ଼ିଶାବାସୀ ବିକାଶ ଓ ସମୃଦ୍ଧି ପଥେ ଦ୍ରୃତ ଅଗ୍ରସର।

  • @subhamjena7807
    @subhamjena7807 23 дні тому

    "Nabin Patnayak's paintings are not just mere images; they are portals to a realm of imagination and inspiration."

  • @BugguJena
    @BugguJena 24 дні тому

    କେନ୍ଦ୍ର ସରକାର ପ୍ରତିଶୃତି ଦେଇ ଯଦି ପାଳନ କରି ନ ପାରିବେ ତାହେଲେ ବଡ଼ ବଡ଼ ଭାଷଣ କାହିଁକି ମାରିବେ ।

  • @user-qg6eq2mg3u
    @user-qg6eq2mg3u 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ସଂପୂର୍ଣ୍ଣ ସମର୍ପଣ ଭାବ ସହିତ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନ ଅକ୍ଷୁଣ୍ଣ କରି ବଜାୟ ରଖିଛନ୍ତି।

  • @r_lipun_samal857
    @r_lipun_samal857 24 дні тому

    ବିଜେଡି ଦଳର ଜଣେ ଲୋକ ପ୍ରିୟ ସଦସ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଭି କେ ପଣ୍ଡିଆନ ସାର. ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଆଦର୍ଶରେ ଓଡିଶା ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି.

  • @user-ql6vs1rk8q
    @user-ql6vs1rk8q 24 дні тому

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ପ୍ରତି ପରିସ୍ଥିତିରେ ରହି ଓଡ଼ିଶାବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l

  • @user-ranjit687
    @user-ranjit687 24 дні тому

    ନବୀନ ବାବୁଙ୍କ ପ୍ରଗତିଶୀଳ କାର୍ଯ୍ୟରେ ଓଡିଶାର ଲୋକମାନେ ଖୁସି ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ରକ୍ଷା କରି ଓଡିଶାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି l

  • @subratapatra5072
    @subratapatra5072 24 дні тому

    ଗରିବ ଙ୍କ ଆଶା ଏବଂ ଭରସା ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେତେ ବିରୋଧୀ ବୟାନ ଦେଇ, ବଡ ବଡ଼ ଭାଷଣ ଦେଲେ କୌଣସି ଫଳପ୍ରଦ ହେବ ନାହିଁ। ଓଡିଶା ବାସୀ ଜାଣିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ପାଇଁ କଣ ଅଟନ୍ତି।

  • @user-qg6eq2mg3u
    @user-qg6eq2mg3u 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନିର୍ମଳ ଦୁର୍ନୀତି ମୁକ୍ତ ଶାସନନୀତି ପାଇଁ ଓଡ଼ିଶାବାସୀ ସେମାନଙ୍କ ମୋୖଳିକ ଅଧିକାର କୁ ଅତି ସରଳତାର ସହିତ ଉପଭୋଗ କରି ପାରୁଛନ୍ତି।

  • @user-ux4lp2rn2w
    @user-ux4lp2rn2w 24 дні тому

    ଲୋକଙ୍କ ପାଇଁ କାମ କରିବା ପାଇଁ ଓଡ଼ିଶାର ବିନ୍ଧାଣି ସାଜିଛନ୍ତି ଆମ ନବୀନ ବାବୁ ଯାହାଙ୍କ ତୁଳନା ଭାରତ ବର୍ଷ ରେ ନାହିଁ l

  • @user-pt7oi6bj4t
    @user-pt7oi6bj4t 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଓଡ଼ିଶାର ବିକାଶକୁ ଯେତିକି ଗୁରୁତ୍ବ ଦିଅନ୍ତି, ଜନତାଙ୍କ ଜୀବନ ଶୈଳୀରେ ପ୍ରଗତି ଆଣିବାକୁ ସେତିକି ପ୍ରୟାସ କରନ୍ତି ସେ ସମୃଦ୍ଧିର ଶ୍ରେଷ୍ଠ ପୁରୁଷ ।

  • @subratapatra5072
    @subratapatra5072 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବାସୀଙ୍କୁ ନିସ୍ଵାର୍ଥପର ଭାବରେ ସେବା ଯୋଗାଇ ଦେଉଛନ୍ତି!

  • @LaxmipriyaDaspatra
    @LaxmipriyaDaspatra 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜନ ସେବା କରିବାକୁ ଆସିଥିବା ଭି କେ ପାଣ୍ଡିଆନ ସାଧାରଣ ଜନତା ଙ୍କ ହୃଦୟ ରେ ନିଜ ପାଇଁ ଆସନ ସୃଷ୍ଟି କରିଛନ୍ତି l

  • @srikantrout2342
    @srikantrout2342 24 дні тому

    Like Odisha's beloved 5T Aksha will always be with VK Pandian!

  • @user-ranjit687
    @user-ranjit687 24 дні тому

    ଲୋକପ୍ରିୟ ନେତା ଭାବରେ ଲୋକଙ୍କ ସମସ୍ୟାକୁ ତୃଣମୂଳ ସ୍ତରରୁ ହଟାଇବାକୁ ଚେଷ୍ଟା କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @user-ux4lp2rn2w
    @user-ux4lp2rn2w 24 дні тому

    ଶଙ୍ଖ ଚି଼ହ୍ନ ଓଡ଼ିଶାର ପ୍ରଗତି ର ଚି଼ହ୍ନ,ଓଡ଼ିଶାବାସୀ ଏ ଚି଼ହ୍ନ ରେ ମୋହର ମାରି ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ ନିଶ୍ଚୟ କରିବେ l

  • @user-pt7oi6bj4t
    @user-pt7oi6bj4t 24 дні тому

    ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ଖୁସି ର ଯୁଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗଯାହିକି ୨୪ ବର୍ଷ ଧରି ଖୁସିରେ ଏବଂ ନିର୍ଭୟରେ ଓଡ଼ିଶାବାସୀ କାଳାତିପାତ କରୁଛନ୍ତି ।

  • @user-ranjit687
    @user-ranjit687 24 дні тому

    ଏକ ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେଉଁ ଉଦ୍ୟମ ଓ ସଫଳତା ତାଙ୍କୁ ଦେଶ ର ଏକ ନମ୍ବର ମୁଖ୍ୟମନ୍ତ୍ରୀ କରିଛି!

  • @user-wk4yn6xv8l
    @user-wk4yn6xv8l 24 дні тому

    ନବୀନବାବୁଙ୍କ ପାଖରେ ବିକାଶ ଅଛି ବୋଲି ସେ ଦୀର୍ଘ ୨୪ବର୍ଷ ହେଲା ଶାସନଭାର ସମ୍ଭାଳିଛନ୍ତି। ଆଉ ଓଡିଶାବାସୀଙ୍କର ଦୃଢ଼ ବିଶ୍ୱାସ ନବୀନବାବୁଙ୍କ ଉପରେ ଅଛି।

  • @RajkishoreRout-gw1bs
    @RajkishoreRout-gw1bs 24 дні тому

    ଭି କେ ପାଣ୍ଡିଆନ ଦୀର୍ଘ କୋଡିଏ ବର୍ଷ ଧରି ସାଧାରଣ ଲୋକ ଙ୍କ ସହିତ ମିଶୁଛନ୍ତି ତାଙ୍କୁ ବହୁତ ଆନନ୍ଦ ଲାଗେ!

  • @srikantrout2342
    @srikantrout2342 24 дні тому

    Believing in people's favorite VK Pandian makes it a joy to mingle with him!

  • @user-wk4yn6xv8l
    @user-wk4yn6xv8l 24 дні тому

    ଖାଦ୍ୟ ବିନା ଖାଲି ପେଟରେ ରହୁନି ଓଡିଶା । ନବୀନଙ୍କ ଉଦ୍ୟମ ଏବଂ ଦୃଢ ସଂକଳ୍ପ ଖାଦ୍ୟ ସୁରକ୍ଷାରେ ଓଡିଶାକୁ କରିଛି ଶ୍ରେଷ୍ଠ

  • @r_lipun_samal857
    @r_lipun_samal857 24 дні тому

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

  • @RajkishoreRout-gw1bs
    @RajkishoreRout-gw1bs 24 дні тому

    ଓଡିଶା ବାସୀ 5T ଅଧ୍ୟକ୍ଷ ଙ୍କୁ କେତେ ଭଲ ପାନ୍ତି ତାହା ଆଜି ଓଡିଶା ବାସୀ ପୁଣି ଥରେ ପ୍ରମାଣିତ କରିଛି!

  • @BugguJena
    @BugguJena 24 дні тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ନିଷ୍ପତି ନେବେ ଓଡିଶା ର ଉର୍ନତି ପାଇଁ ନେବେ ଏବଂ ଏବେ କରାଯାଉଥିବା ସବୁ କଥା ମିଥ୍ୟା ଏବଂ ଗୁଜବ ଅଟେ ଏହା ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ ବାବୁ ।

  • @user-wk4yn6xv8l
    @user-wk4yn6xv8l 24 дні тому

    ଓଡ଼ିଶା ବାସୀଙ୍କ ପାଇଁ ନବୀନ ବାବୁ ନିଜକୁ ନିୟୋଜିତ କରି ଓଡ଼ିଶାର ବିକାଶକୁ ଦ୍ୱିଗୁଣିତ କରି ପାରିଛନ୍ତି।

  • @user-ql6vs1rk8q
    @user-ql6vs1rk8q 24 дні тому

    5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସାଧାରଣ ଜନତା ଙ୍କ ପାଇଁ ଆଜି ଜଣେ ରୋଲ ମଡେଲ ସାଜିଛନ୍ତି!

  • @user-ql6vs1rk8q
    @user-ql6vs1rk8q 24 дні тому

    ବିଜୁ ଜନତା ଦଳ ସମାଜ ର ସବୁ ସ୍ତରର ଲୋକ ଙ୍କ ପ୍ରତି ତାର ଦାୟିତ୍ୱ ନିର୍ବାହ କରି ଆସିଛି, ବିଶେଷ କରି ମହିଳା ଙ୍କ ପାଇଁ ବହୁତ କିଛି କରି ପାରିଛି l

  • @user-ql6vs1rk8q
    @user-ql6vs1rk8q 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ଅଧିକ ବିଶ୍ୱାସ କରନ୍ତି, ସେଥିପାଇଁ ଓଡ଼ିଶାବାସୀ ତାଙ୍କୁ ଭଲ ପାଆନ୍ତି.

  • @r_lipun_samal857
    @r_lipun_samal857 24 дні тому

    କାର୍ଷିକ ପାଣ୍ଡିଆନ ସାର ଓଡ଼ିଶାର ଲୋକଙ୍କ ଦୁଃଖ ବୁଝି ତାର ସମାଧାନ କରିବା ପାଇଁ ଜିଲ୍ଲା ରୁ ଜିଲ୍ଲା ଗସ୍ତ କରୁଥିଲେ ତାଙ୍କ ସମ୍ପର୍କୀୟ ଙ୍କୁ ଦେଖା କରିବା ପାଇଁ ଓଡ଼ିଶା ବାସୀଙ୍କ ଟଙ୍କା ଖର୍ଚ୍ଚ କରୁନଥିଲେ |

  • @user-ql6vs1rk8q
    @user-ql6vs1rk8q 24 дні тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିସ୍ଵାର୍ଥପର ଭାବେ କାର୍ଯ୍ୟ ପାଇଁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ଯାଉଛନ୍ତି.

  • @user-ql6vs1rk8q
    @user-ql6vs1rk8q 24 дні тому

    ପ୍ରତି ଗାଁକୁ ସଂଯୋଗି କରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି,ଏହା ଦ୍ଵାରା ଲୋକମାନେ 5 ଟଙ୍କାରେ ଯାତାୟାତ କରିପାରିଛନ୍ତି।

  • @user-qg6eq2mg3u
    @user-qg6eq2mg3u 24 дні тому

    ବିଜୁ ଜନତା ଦଳ ର ଯାହା କହେ ତାହା ନିଶ୍ଚିତ ଭାବରେ କାର୍ଯ୍ୟ କରି ଦେଖାଏ ପୁଣି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ହେବେ l

  • @BugguJena
    @BugguJena 24 дні тому

    ଆମପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସାଡ଼େ ଚାରି କୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବନ୍ତି । ପରିବାରର ଊନ୍ନତି ପାଇଁ ଦିନରାତି କାମକରୁଛନ୍ତି।

  • @RajkishoreRout-gw1bs
    @RajkishoreRout-gw1bs 24 дні тому

    ଓଡିଶା ବାସୀ ଙ୍କ ପାଇଁ ଯିଏ କାର୍ଯ୍ୟ କରେ ଓଡିଶା ବାସୀ ତାଙ୍କର ହୋଇ ତାଙ୍କ ସହିତ ମିଶି ଯାନ୍ତି!

  • @sonaliparida143
    @sonaliparida143 24 дні тому

    ଓଡ଼ିଶାରେ 5Tଆସିବା ଫଳରେ ରାଜ୍ୟର ସବୁ କ୍ଷେତ୍ର ରେ ବିକାଶ ହୋଇଛି ଏକ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହେବାକୁ ଯାଉଛି, ଓଡ଼ିଶା 'ଏହା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦୃଢ଼ ନେତୃତ୍ଵ ବଳରେ ସମ୍ଭବ ହୋଇଛି ।

  • @sonaliparida143
    @sonaliparida143 24 дні тому

    5T କାର୍ଯ୍ୟାନ୍ୱୟନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ତଥା ଜନ କଲ୍ୟାଣ କାର୍ଯ୍ୟ ତଥା ଓଡିଶାର ବିକାଶ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ଏକ ଭଲ ସ୍ଥିତିରେ ଅଛି।

  • @user-ql6vs1rk8q
    @user-ql6vs1rk8q 24 дні тому

    କ୍ଷମତା ହାସଲ କରିବା ପାଇଁ ବିରୋଧୀ ବିଜେପି ଙ୍କ ହିନ କାର୍ଯ୍ୟକଳାପ ଉପରେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

  • @LaxmipriyaDaspatra
    @LaxmipriyaDaspatra 24 дні тому

    ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ଅସୁବିଧା କୁ ଦୂର କରିବା ପାଇଁ ପ୍ରୟାସ କରିଛନ୍ତି ନବୀନ ସରକାର ଥାଉ ଥାଉ ଆଉ କେହି ଦରକାର ନାହିଁ।

  • @SidheshSahu-xy7rs
    @SidheshSahu-xy7rs 23 дні тому

    ରାଜ୍ୟବାସୀଙ୍କ ବିକାଶ ନିମନ୍ତେ ପାଣ୍ଡିଆନ ସାର ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ଲାଗିପଡିଛନ୍ତି ହେଲେ ଧର୍ମେନ୍ଦ୍ର ବାବୁ ଆପଣ କେନ୍ଦ୍ର ମନ୍ତ୍ରୀ ଥାଇ କଣ କରିଛନ୍ତି ତାର ଉତ୍ତର ରଖନ୍ତୁ l