‘ପୋଲିସର କୁକର୍ମ ଘୋଡ଼ାଇବାକୁ ଅଦୃଶ୍ୟ ଶକ୍ତି କାମ କରୁଛି’ | Odisha Reporter

Поділитися
Вставка
  • Опубліковано 22 вер 2024
  • ପୋଲିସର କୁକର୍ମ ଘୋଡ଼ାଇବାକୁ ଅଦୃଶ୍ୟ ଶକ୍ତି କାମ କରୁଛି: ରାଜରାମ ଶତପଥୀ, ବରିଷ୍ଠ ସାମ୍ବାଦିକ
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #police #bharatpurinident #rajaramsatpathy

КОМЕНТАРІ • 30

  • @bhagabanswain6148
    @bhagabanswain6148 3 години тому +1

    ପୁରୁଣାଅଭ୍ୟାସ ଛାଡିନି ପୋଲିସ୍,ଏବେ ସିଧା ହେବ।

  • @bhabanisankarmohapatra5148
    @bhabanisankarmohapatra5148 3 години тому +1

    Sir you are right.

  • @pabitramohandalai8348
    @pabitramohandalai8348 3 години тому

    ବହୁତ ସଠିକ ଭାବେ ସମୀକ୍ଷା କରିଛନ୍ତି l ଏକଦମ ନିରପେକ୍ଷ l

  • @upendrabehera7661
    @upendrabehera7661 3 години тому

    Sir right katha

  • @namitadei6286
    @namitadei6286 Годину тому

    Sir , you're a very good analyser. Your analysis is 💯 correct. Namaste.

  • @lopamudramishra1200
    @lopamudramishra1200 29 хвилин тому

    Great analysis

  • @dkmdkm7480
    @dkmdkm7480 3 години тому

    super👌🏻sar

  • @Jmmmww
    @Jmmmww 3 години тому

    Sir pura perfect analysis karichanti

  • @prakash7049
    @prakash7049 3 години тому

    Pura perfect analysis karichati sir aapana 👍👍

  • @JaiUtkalaMaa
    @JaiUtkalaMaa 3 години тому

    ଚୋର ଘରେ ସବୁ ଦିନ ଆଲୁଅ ନ ଥାଏ । ତାର ପାପର ଘଡା ଯୋଉ ଦିନ ପୁରିଲା ସେଦିନ ତାର ଅଙ୍କିତା ମ୍ୟାଡମଙ୍କ ସେହିତ ଭେଟ ହେଇଗଲା। ସେମିତିରେ ବି ଦୁର୍ଗାମା ଖୁବ ଜଲଦି ଆସୁଛନ୍ତି। ତା ପୂର୍ବରୁ ମହିଷାସୁର ବଧ ହେଇଯିବ।

  • @JaiUtkalaMaa
    @JaiUtkalaMaa 3 години тому

    ସେ IIC କଟକରେ ଚୋରୀ କରି ଧରା ପଡି ଥିଲା। କଟକର ଚୋରକୁ ଭୂବନେଶ୍ବରର ସବୁଠୁ ବଡ ଥାନାରେ ପୋଲିସ କରି କଣ ଲାଗି ରଖାଗଲା। ଚୋରୀ କରି ସେ ଭାଗ କାହାକୁ ଦଉଥିଲା। ତା ଲାଗି ବଡ ପୋଲିସ ବାବୁଙ୍କର ଏତେ ଦରଦ କାହିଁକି ।

  • @PrafullakumarRout-f4n
    @PrafullakumarRout-f4n Годину тому

    Mohan sathire Janata No problem

  • @worldisenough
    @worldisenough Годину тому

    ଏଠି କଥା ଚରିତ୍ରର ନୈତିକତା କଥା ପଡିନି; ମାନିନେବା ସେ ଝିଅ ଏଗ୍ରେସିଭ ଥିଲା ଆଉ ସେ ରାତ୍ରିଚର ଭଦ୍ର ଟୋକାଙ୍କ ସହ କିଛି ମନ୍ଦ ବ୍ୟବହାର କଲା; କାହିଁ ଭଦ୍ର ଟୋକାମାନେ ପୋଲିସ ପାଖକୁ ଗଲେନି? ତା ଭିତରୁ ପରା ଗୋଟେ କିଏ ମୁଖ୍ୟ ମନ୍ତ୍ରୀର ଭଣଜା ଥିଲା? ପୋଲିସ କୁ ଡାକି ସେଠି ସମାଧାନ କଲାନି; ଝିଅ ଚରିତ୍ର ହୀନ, ବଦମାସ, ବଦତମିଜ, ଚଣ୍ଡୀ ଯାହା ଭି ହଉ; ଚାଲ ମାନିନେବା ସେ ଗୋଟେ ପାଗେଳୀ; ପାଗେଳୀ ଯାଇଥିଲା ପୋଲିସ ପାଖକୁ ତା ସହ ହୋଇଥିବା ଅପରାଧର କିଛି ଅଭିଯୋଗ ନେଇ; ପାଗେଳୀ ଯଦି କିଛି ଦୁର୍ବ୍ୟବହାର କରିବ ସେ ପୋଲିସ ଅଧିକାରୀ କଣ ତାର ବ୍ରା ଖୋଲି ଛାତି କୁ ଗୋଇଠା ମାରିବ, ଝିଅର ଇନର ଖୋଲି ନିଜ ଗୁପ୍ତାଙ୍ଗ ଦେଖେଇ କେତେ ଥର ନବୁ କହିବା ସଂସ୍କାର? ଯଦି ସେ ଝିଅ ମିଛ କହୁଛି ତାର Narco Analysis Test କର, ଆଉ ସେ ପୋଲିସ ସେ ଅପରାଧ କରିନି ତାର ଭି ଟେଷ୍ଟ ହଉ; ସେ ଅପରାଧୀ ପୋଲିସ୍ ର ଏବେ ଯାଏଁ ଗୋଟେ ଭି ତା ଉପରେ ହୋଇଥିବା ଅଭିଯୋଗ ବିରୋଧର ଭିଡିଓ ଆସିଲାଣି? ସମସ୍ତେ ତାର ଓକିଲ ହୋଇ ବସିଯାଉଛ? ସେ ଗଲା କୁଆଡେ??? ଆଉ ସେ ତା ଉପରେ ହୋଇଥିବା ଅଭିଯୋଗର ବିରୋଧ କରି ଥରେ ଭି ପ୍ରତିକ୍ରିୟା ଦେଲାଣି? ଯଦି କାଲି ଜଣେ ଯୌନ କର୍ମୀ ତା ଉପରେ ହୋଇଥିବା ଅପରାଧର ଅଭିଯୋଗ ନେଇ ପୋଲିସ ପାଖକୁ ଯିବ, ପୋଲିସ କଣ ତାକୁ ଦୁଶ୍ଚରିତ୍ରା କହି ଘଉଡ଼ାଇ ଦେବ? ଯଦି ସେ କିଛି ବିରୋଧ କରେ ତାକୁ ଶୋଷଣ କିମ୍ବା ଉତ୍ପୀଡ଼ନ କରିବ? ଲାଜ ଲାଗୁନି ବେହିଆ ବେସରମ ବେଧୁଆ ହାରାମଖୋର ଗୁଡାକ ସେପରି ଗୋଟେ ହାର୍ଡକୋର କ୍ରିମିନାଲ କୁ ସପୋର୍ଟ କରୁଛ??? ଯଦି ସେ ଯାଗାରେ ନିଜ ଝିଅ, ଭଉଣୀ କିମ୍ବା କୌଣସ ସମ୍ବନ୍ଧୀୟ ହୋଇ ଥାନ୍ତା କଣ ଚିନ୍ତାଧାରା ଏକ ହୋଇ ଥାନ୍ତା? ଗୋଟେ କ୍ରିମିନାଲକୁ ଭି ପୋଲିସ ଠୁ ସୁରକ୍ଷାର ଅଧିକାର ଅଛି. ଯଦି ଗୋଟେ କ୍ରିମିନାଲକୁ ଆଉ ଗୋଟେ କ୍ରିମିନାଲ ପୋଲିସ ଆଗରେ ବିନା କାରଣ ରେ ଯଦି କିଛି ଅପରାଧ କରେ ତାକୁ ଆଇନଗତ ସୁରକ୍ଷା ଦେବାର କର୍ତ୍ତବ୍ୟ ପୋଲିସ୍ ର ନା କି ତାକୁ ସେଇଠି ତାହା ସହ ମିଶି ଅପରାଧ କରି ନିଜ ନିଶ ଫୁଲେଇବ? ସଫା ସଫା ଲାଗୁଛି ସେ ପୋଲିସ ଟି ଗୋଟେ ବଡ଼ କ୍ରିମିନାଲ ଟା; ସେଠି ଯେତିକି ପୋଲିସ କର୍ମୀ ଥିଲେ ସବୁ କ୍ରିମିନାଲ ଆଉ ସେ ସମସ୍ତେ ସେ ଅପରାଧର ସମାନ ଭାଗିଦାର; ୟେ ସବୁ କର୍ମୀ ଓଡିଶା ପୋଲିସ ଡିପାର୍ଟମେଣ୍ଟ ନା ବଦ୍ନାମ କରୁଛନ୍ତି; ସେ ଅପରାଧରେ ସମ୍ପୃକ୍ତ ସମସ୍ତ ପୋଲିସ କର୍ମୀଙ୍କୁ ନିଲମ୍ବିତ ନୁହେଁ କେବଳ ରିମୁଭ ଫ୍ରମ ସର୍ଭିସ କରି ଏକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା. ଯଉମାନେ ଭବିଷ୍ୟତରେ ଏମିତି କରିବେ ତୁରନ୍ତ ତାଙ୍କୁ ପଦରୁ ବାହାର କରି ନୂଆ ପିଲାଙ୍କୁ ଚାକିରୀ ଦିଆ ଯିବା କଥା ଯିଏ ପ୍ରକୃତରେ ସମାଜର ସେବା କରିବ ନା କି ପୀଡିତ/ପୀଡିତା କୁ ଶୋଷଣ କରିବ. ଆମ ଜୁଡ଼ିସିଆରି ସିଷ୍ଟମ ଉପରେ ଭି ମୋରୋ ବିସ୍ଵାଶ ନାହିଁ ସେଥିରେ କେତେ ଅପରାଧୀ "ବିଚାରପତି ରୂପଧରୀ" ବସିଛନ୍ତି; ଯଦି କଉ ଭଲ ବିଚାରପତି ହାବୁଡ଼ରେ ଅପରାଧର ବିଚାର ହବ ତ ଠିକ ନ୍ୟାୟ ମିଳିବ ନହଲେ ଯଦି ଧୂର୍ତ୍ତ ଅପରାଧୀ ମାନସିକତାବାଲା ବିଚାରପତି ହାବୁଡ଼ରେ ବିଚାରର ମୀମାଂସା ପଡିଲା ତେବେ ନଜି ବର୍ଗର କହି ତାକୁ ଖସିବା ବାଟ ଦେଇଦେବ.ପଇସା ଦେଇ ଯଉ କ୍ରିମିନାଲ ମାନେ ପୋଲିସ , ଜୁଡ଼ିସିଆରି ଏବଂ ଆଡ୍ମିନିଷ୍ଟ୍ରେଟିଭ ସଙ୍ଗଠନରେ ଚାକିରୀ କରି ପଦମାନଙ୍କୁ ମାଡି ବସି ନିଜ ଅପରାଧର ସାମ୍ରାଜ୍ୟ ବଢ଼େଇ ଚାଲିଛନ୍ତି ତାକୁ ରୋକିବା କାହାର କାମ? ସେହି ପରି ନେକ୍ସସ ଥିବା ସଙ୍ଗଠନଠୁ ନ୍ୟାୟ ପାଇବା କେତେ ଆଶା ଯୋଗ୍ୟ? ଯଦି ଏମାନଙ୍କୁ ରୋକିବାକୁ ସତରେ ଚାହୁଁଛ ସିଷ୍ଟମ ଫେଲ୍ ହେଲେ ଏମାନଙ୍କୁ ସମୟ ଦେଖି ମୁଣ୍ଡରେ ପଲିଥିନ ପକେଇ ଉଠାଅ, ବେହୋସ କର, ତେଲ ଗରମ କରି ଆଖିରେ ପକାଅ, ଆଖି ଫୁଟେଇ ଛାଡି ଦିଅ; ଧରା ପଡିଲେ ସିଧା ସିଧା ଜେଲ ଯାଅ କିଛି ଦୁଃଖ ନାହିଁ ବେଶୀ ଠୁ ବେଶୀ ଆଜୀବନ କାରାଦଣ୍ଡ ହେବ କିନ୍ତୁ ରକ୍ଷକ ବେଶରେ ୟେ ଅପରାଧି ମାନଙ୍କୁ ଶାସ୍ତି ଦିଅ.

  • @kadambininayak490
    @kadambininayak490 3 години тому

    Sata katha Sir police salaku vitare rakhi uttam madhyam nihati darakar

  • @NabkishorBarik
    @NabkishorBarik 3 години тому

    Priyojeet(man made)

  • @kadambininayak490
    @kadambininayak490 3 години тому

    Nihati sata katha

  • @ramakantaanimation
    @ramakantaanimation 3 години тому +1

    Police ବାଲାଙ୍କର LIE Detector ଟେଷ୍ଟ କରାଯାଉ ଯଦି କୌଣସି ସାଙ୍ଘାତିକ ଅଭିଯୋଗ ଆସୁଛି ତାଙ୍କ ଉପରେ ପ୍ରକୃତ ସତ ଜଣା ପଡ଼ିବ, କାହିଁକି ନାଁ ଆଉ ଲୋକେ Odisha Police Department ଉପରେ ଭରଷା କରିବା ଛାଡି ଦେଇଛନ୍ତି।

  • @niranjansethi8063
    @niranjansethi8063 2 години тому

    Apana nijaku bahuta gyani bhabuchanti

  • @Ambulrai
    @Ambulrai 2 години тому

    Biggest police station of Bhubaneswar hela Bharatpur Police station. Sethire Se corrupt IIC ku kemti posting milila?

  • @abinashbehera9184
    @abinashbehera9184 2 години тому

    Lady kahuthila police ta katha re uth bas hau....

  • @Jmmmww
    @Jmmmww 3 години тому

    Se iic birudha re a army case nuha ta purbaru bahut alliagation loka abe sahas kariki asiki kahuchanti , ta kan payi police a iic ku prana Prane bancheyi baku lagichi

  • @Odia798
    @Odia798 3 години тому

    raja ram babu apana jane experience journalist bhabuthili hele katha shuni laguchhi apanka munda aau kama karuni nahele otv apanku paisa deichhi emiti kahiba pai... are govt bjp ra semane investigate kariparibe ... hele sarkar ra failure pai BJD mundare atha boliba ketedur thik? BJD govt samaya re jaha bi gote dita case hauthila setebele kn BJP ra hata thila ki?? chhi chhi ki prakar loka samaj re paisa pai munda biki dauchhanti ?? sata kahibaku sahasa rakha jane journalist bhabe .. BJD bhul kale BJD ku kuhantu.. BJP bhul kale BJP ku kuhantu .. paisa nei ekpakhia katha kuhantini

  • @chhayakanta7328
    @chhayakanta7328 3 години тому

    Police ku arrest kara first

    • @MullaKejruddin701
      @MullaKejruddin701 3 години тому +1

      Police ku puni kie arrest kariba. Nije Police?😂

  • @sarojkantaswain7816
    @sarojkantaswain7816 Годину тому

    NCC senior group and qualified unemployed volunteer citizens under contingency fund of home dept be deployed in every police station as a intermediary to help common citizen and to be deployed at police help desk for 7x24/2 hrs on alternative duties and they must be given a book let on rules and laws to attend the complainants and help police on which they could be posed as reporting witness in FIR.Their honorarium payment shall be Rs.1000 pd maximum to 10 working days in a month plus four emergency allotment duties.Dist wise a HRM qualified personal would make it functional under direct supervision of CM through District Collector n Magistrate.Their appointment will be between 20 to 25 age group volunteers..