"ପୋଲିସର କିଛି କାର୍ଯ୍ୟକର୍ତ୍ତା ଭାବିନେଇଛନ୍ତି ଆମେ ହେଲୁ ମହାନ ,ସେଗୁଡା ପାଗଳାମି " ବିଶ୍ୱ Bharatpur Case

Поділитися
Вставка
  • Опубліковано 11 лис 2024

КОМЕНТАРІ • 262

  • @funnyy9120
    @funnyy9120 Місяць тому +95

    ଭାଇ କଣ କହୁଚ୍ଛ ମ,ମୁ ତୁମ fan ହୋଇଗଲି,ତମର ସବୁ କଥା ମୋ ମନକୁ ପାଇଲା ,salute ଭାଇ ତୁମର ସାହସିକତା ପାଇଁ

  • @gourangaswain2476
    @gourangaswain2476 Місяць тому +40

    ଭାଇ ବହୁତ ଭଲ କଥା କହିଛ

  • @Runx314
    @Runx314 Місяць тому +45

    Yes ବଟି ଖାଏ ପୋଲିସ୍

  • @Bebiparida-w8m
    @Bebiparida-w8m Місяць тому +46

    Bhai right kahile

  • @bhagabanswain6148
    @bhagabanswain6148 Місяць тому +14

    ତୁମକୁ ବହୁତ ବହୁତ ଧନ୍ୟବାଦ।

  • @DebendraSahani-rs9px
    @DebendraSahani-rs9px Місяць тому +32

    ଭାଇ ର କଥା ରେ ଦମ ଅଛି

  • @nageswarbaba2806
    @nageswarbaba2806 Місяць тому +24

    Salute bhai tumaku

  • @itsmebiswajit91roul37
    @itsmebiswajit91roul37 Місяць тому +29

    ପୋଲିସ ଖାଲି ହେଲମେଟ ପାଇଁ 😂

  • @GobindaMohanty-i5d
    @GobindaMohanty-i5d Місяць тому +28

    Right brother

  • @pradeeppatra2655
    @pradeeppatra2655 Місяць тому +18

    ଭାଇ ପୁରା ରୋକ୍ ଠୋକ୍ କଥା ।

  • @Runx314
    @Runx314 Місяць тому +10

    ତାହା ହେଲେ ମୁଁ ନାଇଟ୍ ପିନ୍ଧି ପୋଲିସ୍ ଲେଖି ଦେବି ମୁଁ ବି ପୋଲିସ୍ 😂😂😂😂

  • @cutekajal123
    @cutekajal123 Місяць тому +7

    ଭାଇ ତମ ସାହାସ ସାଲୁଟ କରୁଛି ସୋସିଆଲ ମିଡ଼ିଆ ବାଇଟ ଦେବା କେତେ ବଡ଼ କଥା ପୋଲିସ ଵାଲା କେବେ କାହାକୁ ସଂମାନ ଦେଇନାହାନ୍ତି

  • @subasinichandra4576
    @subasinichandra4576 Місяць тому +16

    Bahut bhala katha kahila

  • @maliknk6608
    @maliknk6608 Місяць тому +9

    ଭାଇ ବହୁତ୍ ଭଲ କଥା କହିଛନ୍ତି ❤

  • @rajaashoksamrat417
    @rajaashoksamrat417 Місяць тому +12

    ଠିକ୍ କଥା

  • @BabulaBenya-w3w
    @BabulaBenya-w3w Місяць тому +4

    Right ବ୍ରୋ

  • @dushmantbhuyan5527
    @dushmantbhuyan5527 Місяць тому +10

    Vai namaskar
    100%right

  • @motilalnayak1428
    @motilalnayak1428 Місяць тому +12

    All rights point bhai

  • @ANUSUYABEHERA-mq1kc
    @ANUSUYABEHERA-mq1kc Місяць тому +10

    Good bro,

  • @himanshudas4577
    @himanshudas4577 Місяць тому +16

    Ohh right bhai

  • @Mrmr0999
    @Mrmr0999 Місяць тому +2

    Bhai salute aapanku mo manara katha sabu kahila.

  • @gourcharanmahapatra295
    @gourcharanmahapatra295 Місяць тому +6

    Absolute facts spoken by this bhai. Now our police should understand the sentiments of the general public.

  • @akshayamallick5543
    @akshayamallick5543 Місяць тому +2

    💯 persent right 👍👍

  • @CreationOdia1234
    @CreationOdia1234 Місяць тому +2

    Cctv କ୍ୟାମେରା କୁ ଜାଣି ଶୁଣି ଖରାପ୍ କରିଦିଆ ଯାଇଛି କାରଣ ପୋଲିସ୍ ର ବ୍ୟବହାର ଏତେ ରକ୍ଷ ସେଥିପାଇଁ କ୍ୟାମେରା କୁ ଖରାପ୍ କରିଛନ୍ତି ନିଜେ ପୋଲିସ୍ ରାତିରେ ପୋଲିସ୍ ଝିଅ ଙ୍କୁ ଧର୍ଷଣ କରିବେ ରାତିରେ ପୋଲିସ୍ ଲାଞ୍ଚ ନେବେ ରାତିରେ ପୋଲିସ୍ ହତ୍ୟା କରିବେ ରାତିରେ ପୋଲିସ୍ ଚୋରି କରିବେ ସେଥିପାଇଁ Cctv କ୍ୟାମେରା ରେ ଧରା ପଡ଼ିବେ ସେଥିପାଇଁ CCTV କ୍ୟାମେରା କୁ ଖରାପ୍ ନିଜେ ପୋଲିସ୍ କରିଛନ୍ତି 100%

  • @minatidash-t6p
    @minatidash-t6p Місяць тому +7

    ପୁଅ ତୁମ ସହ ମୋ ହାତ ମେଲାଉଛି. ଠିକ ଛୁଆ ତୁମେ

  • @subhransudalai8360
    @subhransudalai8360 Місяць тому +6

    କେବଳ ଅନ୍ଧଭକ୍ତ ହିଁ ବିଚିତ୍ର ଯୁକ୍ତି କରନ୍ତି, ଭାଈ ଆପଣ ଙ୍କ କଥା ଏକଦମ୍ ଠିକ ।

  • @pk5993
    @pk5993 Місяць тому +5

    ଆମ ଓଡ଼ିଶାରେ କିଛି କାର୍ଯ୍ୟ କର୍ତ୍ତା ଓ ଓଡ଼ିଶାରେ ତସିଲ office ରେ ବହୁତ୍ କିଛି ଡୁଇ ନମ୍ବର କାମ ଚାଲିଛି

  • @amohapatra123
    @amohapatra123 Місяць тому +10

    True

  • @Business-inodia
    @Business-inodia Місяць тому +2

    Wooo super Bite Bhai.

  • @Sunitavlogs51
    @Sunitavlogs51 Місяць тому +9

    Absolutely ryt bhai❤

  • @madhusudandas2630
    @madhusudandas2630 Місяць тому +9

    Serving army and retired army personnel needs safety, security and dignity life in country.

  • @ramakantaanimation
    @ramakantaanimation Місяць тому +9

    ଭରତପୁର ଥାନାର CCTV ପୋଲିସ୍ ବିକି ଖାଇଦେଇଛି ନାଁ ନୂଆ CM ଙ୍କ ଘରେ ଯାଇ ଲାଗିଛି ନାଁ ଶଙ୍ଖ ଭବନକୁ ପଳେଇଛି ନାଁ ପ୍ରଦେଶ କଂଗ୍ରେସର ଆଗାମୀ ଆସାଇ ପ୍ରାଥି ନେଇଯାଇଛି। CBI enquiry କଲେ ପ୍ରକୃତ ସତ ଜଣା ପଡ଼ିବ

  • @anujgogoud2749
    @anujgogoud2749 Місяць тому +2

    Right brother, Indian army Jai hind respect it

  • @SukantiMohanta-i5c
    @SukantiMohanta-i5c Місяць тому +2

    Right,katha,kahucha,Bhai,amitisbu,bhaimane,jagrataheba,darakar,narimane,surakhita,rahibe,

  • @madhabanandaswain4695
    @madhabanandaswain4695 Місяць тому +6

    ଯଦି ଭାରତ ଦେଶ କୁ ଯେଉଁ ମାନେ ରକ୍ଷା କରୁ ଛନ୍ତି ସେ ସେନା ନିବୃତ ହେଉ କିମ୍ବା ସେବାରତ ଜୱନ୍ ହେଉ ପୋଲିସ ସେମାନଙ୍କୁ ସମ୍ମାନ କରୁ ନାହାନ୍ତି କେବଳ ଓଡ଼ିଶାରେ ନୁ ହେ ପୁରେ ଭାରତରେ ସେନା କର୍ମଚାରି ଙ୍କ ଉପରେ ଆତ୍ୟ ଚର୍ ହେଉଛି ,
    ,

  • @JarasinghMallick
    @JarasinghMallick Місяць тому +2

    Bahuta sundara bichara apanankara

  • @papu9418
    @papu9418 Місяць тому +1

    Nice bhai jan

  • @rajkishormohanty3243
    @rajkishormohanty3243 Місяць тому +3

    100. %. Right

  • @sunilgouda2225
    @sunilgouda2225 Місяць тому +1

    Tumhara katha salute

  • @malayakumarpatra4792
    @malayakumarpatra4792 Місяць тому +1

    Bhai tamaku bahut dhanyabad

  • @minatidash-t6p
    @minatidash-t6p Місяць тому +5

    ପୋଲିସ ଧର୍ମକୁ ଆଖିଠାର

  • @dashamurmu8160
    @dashamurmu8160 Місяць тому +5

    ତୁ ବାପା ପରିଚୟ ର କେତେ ନମ୍ବର ମାଆ ର ପୁଅ, very inteligent.

  • @ahiramdas9264
    @ahiramdas9264 Місяць тому +1

    I am salute to you

  • @misaelnaika-q5y
    @misaelnaika-q5y Місяць тому +1

    Mu major ku support karuchi jai jaban

  • @PrakashChandra-cp9pv
    @PrakashChandra-cp9pv Місяць тому +8

    Bhai good

  • @minatidash-t6p
    @minatidash-t6p Місяць тому +5

    ପୋଲିସ ବଟି ଖୋର

  • @athayapradhan9013
    @athayapradhan9013 Місяць тому +1

    Super bro speak

  • @JagamohanNaik-x5o
    @JagamohanNaik-x5o Місяць тому

    Right katha kahila bhai

  • @sankarsenapati7876
    @sankarsenapati7876 Місяць тому +1

    Pura perfect Katha kahichanti Bhai ❤❤❤❤❤

  • @Memezone80
    @Memezone80 Місяць тому +1

    Salute to you brother

  • @sushantakumarpatra7663
    @sushantakumarpatra7663 Місяць тому +4

    Exactly 😅

  • @frafulanayaknayak6970
    @frafulanayaknayak6970 Місяць тому

    Right speak

  • @kamaljojo7621
    @kamaljojo7621 Місяць тому +1

    Shabash bhai ek number

  • @BuluSahoo-c5j
    @BuluSahoo-c5j Місяць тому +7

    Kn kahucha ma Nana Badhia nagila midiara jau prasan bhai tame thik uttar dei paruchha bhai good

  • @adityasathua
    @adityasathua Місяць тому +1

    Good boy

  • @SANDHYARANI-n1r
    @SANDHYARANI-n1r Місяць тому

    Right katha bhai

  • @ashokdas7803
    @ashokdas7803 Місяць тому

    Nice bhi. Thnky

  • @BISWAJITSWAIN-w6g
    @BISWAJITSWAIN-w6g Місяць тому +4

    Odisha police ra kama hela helmet checking Kari gandi Mari Paisa kameiba😮😮

  • @RajubeheraRaju-nq2mr
    @RajubeheraRaju-nq2mr Місяць тому +1

    Bhai God job

  • @ARCHANAKANHAR-sq4ot
    @ARCHANAKANHAR-sq4ot Місяць тому

    ଧନ୍ୟବାଦ ଏ ଭାଇ କୁ ଏମିତି ଓଡିଶା ରେ ରହିବା ଦରକାର

  • @misaelnaika-q5y
    @misaelnaika-q5y Місяць тому

    Bahuth bhala kahila

  • @padminikishan5886
    @padminikishan5886 Місяць тому

    Thik katha

  • @sukantadalei9210
    @sukantadalei9210 Місяць тому

    Bhai tuma ku bohut bohut danayabada.❤❤❤❤❤❤

  • @ahiramdas9264
    @ahiramdas9264 Місяць тому

    Thank you bro

  • @SevaPradhan-n5b
    @SevaPradhan-n5b Місяць тому

    Jay jagannath bhai. Thik kahichha

  • @munathewriter1234
    @munathewriter1234 Місяць тому +1

    କୌଣସି ଆଇନ୍ ରେ ଲେଖା ନାହିଁ ଯେ ସାଧାରଣ ଲୋକଙ୍କ ଠାରୁ FIR receive କରି କ୍ରିମିନାଲ ମାନଙ୍କୁ investigation କରି ଜେଲ୍ ରେ ପୁରେଇ ବା ବଦଳରେ ପୋଲିସ ଓଲଟି ଲୋକଙ୍କୁ ବାଡ଼େଇ ବ 😡🖕😡 ତେଣୁ ପୋଲିସ୍ ର ତ କାହିଁ କୋଉଠି କିଛି ହେଇନି କି ପୋଲିସ୍ ତ ଇଞ୍ଜୁର ହେଇ hospital ରେ ପଡ଼ି ନାହିଁ କିନ୍ତୁ army officer ର ବାନ୍ଧବୀ ଜଣେ ଆଜି ପୋଲିସ୍ ଠାରୁ ମାଡ଼ ଖାଇ ଯେମିତି ହସ୍ପିଟାଲ ରେ ପଢିଛି ଦେଖିଲେ ମଣିଷ ଆଶ୍ଚର୍ଯ୍ୟ ହେଇ ଯାଉ ଛନ୍ତି ତେଣୁ ସେ ପୋଲିସ୍ ମାନଙ୍କୁ direct arrest ହେଉ ଓ ଦଶ ବର୍ଷ ରୁ ଉର୍ଦ୍ଧ ଜେଲ୍ ଦଣ୍ଡରେ ଦଣ୍ଡିତ କାରା ଯାଉ

  • @GaneshJena-mr1hf
    @GaneshJena-mr1hf Місяць тому

    Right ,Thanks to you.

  • @alokmishra7058
    @alokmishra7058 Місяць тому

    very good sir.....

  • @SanjayKumura
    @SanjayKumura Місяць тому

    Bhai thik kahicha

  • @Astamilawsupport
    @Astamilawsupport Місяць тому +2

    Right

  • @trailoknathkhatua6995
    @trailoknathkhatua6995 Місяць тому +2

    ଏହି ଭଳି ହିନ ଚରିତ୍ର ଆଉ ଲାଞ୍ଚୁଆ ପୋଲିସ ଅଫିସରଙ୍କ ସାମ୍ନାରେ ତାଙ୍କ ପରିବାର ସହିତ ଦୁଷ୍କର୍ମ ଏବଂ ବଳାତ୍କାର ହେବା ନିହାତି ଆବଶ୍ୟକ, ନଚେତ କାର୍ଯ୍ୟ ରତ ଅବସ୍ଥାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବା ଆବଶ୍ୟକ

    • @saratghose194
      @saratghose194 Місяць тому

      Tame nije b kete thara police ku lancha deithiba.Jie lancha nie aau jie lancha die dui jana jala doshi seita ama samaj bhuli jauchi.Ame nija kama hasil paain 500 jagare 100 dei khasi asi ghare police ku gaali dau je se sala police bala mo pakharu 100 tanka nei gala.Kintu ame kebe bhabantini je sethire amara bi setiki bhul achhi.

  • @rismadigal5001
    @rismadigal5001 Місяць тому

    100%Right Bhai 🙏🙏

  • @silviparida7459
    @silviparida7459 Місяць тому

    Well-done bhai 🙏🙏🙏

  • @r.kgaming5852
    @r.kgaming5852 Місяць тому

    Thanks

  • @janakinayak6576
    @janakinayak6576 Місяць тому

    ଭାଇ 👍👍👍👍👍👍👍🙏🙏🙏

  • @dillipbehura4656
    @dillipbehura4656 Місяць тому

    Good all are currect ,perfect ok

  • @mannamohanty4837
    @mannamohanty4837 Місяць тому +1

    Right beta

  • @pradeepkumarsinha803
    @pradeepkumarsinha803 Місяць тому

    ଯେପର୍ଯ୍ୟନ୍ତ ସରକାରମାନେ ଦୁର୍ନୀତିଗ୍ରସ୍ତ, ଚରିତ୍ର ଭ୍ରଷ୍ଟ ଯେ କୌଣସି ସରକାରି ଚାକିରିଆ ହେଉନା କାହିଁକି ,ଏ ସବୁ ଖରାପ କାର୍ଯ୍ୟରେ ଯେଉଁମାନେ ଲିପ୍ତଥିବେ ବା ସେମାନଙ୍କୁ ସହୋଯାଗ କରୁଥିବେ ସମସ୍ତଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଉ। ଯାହା ଦ୍ବାରା ବେକାର PROBLEM SOLVE ହୋଇପାରିବ। ବେକାର ସମସ୍ୟା ସମାଧାନର ଏକମାତ୍ର ରାସ୍ତା/ବାଟ ହେଉଛି ତୁରନ୍ତ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ ଚରିତ୍ର ସରକାରି ଚାକିରିଆମାନଙ୍କୁ ବହିଷ୍କାର କରି ସେମାନଙ୍କ ସ୍ଥାନରେ ନୂତନ ଏବଂ ସ୍ଵଛତାର ସହିତ ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ।

  • @FoujiHelp
    @FoujiHelp Місяць тому +1

    ଭାଇ police ଲେଖିବା ପାଇଁ ପଛପଟେ କହିଲ ତ
    7day ତମେ police ହେଇ uniform re ଖାଲି
    Duty କର l dekhiba police କଣ

  • @basantakumarsethi5254
    @basantakumarsethi5254 Місяць тому

    Right answer

  • @skparida-sz3op
    @skparida-sz3op Місяць тому

    Very nice work

  • @AkhilaroutAkhilarout-bh3ug
    @AkhilaroutAkhilarout-bh3ug Місяць тому

    A katha ta akdum thiki

  • @RajaRaja-bl6cx
    @RajaRaja-bl6cx Місяць тому

    ଭାଇ correct କଥା କହୁଛି

  • @misaelnaika-q5y
    @misaelnaika-q5y Місяць тому

    Salute

  • @Seturam789
    @Seturam789 Місяць тому +1

    ଉକ୍ତ ମହିଳା ପୁଲିସ୍ ଜଣକର ଡ଼ିଉଟି ନଥିଲା ସେ ଦିନ ରାତିରେ, ସେ ସେଠାକାର ଥିବା ରେଷ୍ଟ୍ ରୁମ୍ ରେ ବିଶ୍ରାମ କରୁଥିଲେ, ଯେହେତୁ ସେ ଉଦଣ୍ଡି ଝିଅ ଥାନାକୁ ଆସି ଗଣ୍ଡଗୋଳ ପାଟିତୁଣ୍ଡ କଲା ,ତତ୍ କ୍ଷଣି କ'ଣ ହେଇଛି ତାହା ଦେଖିବା ପାଇଁ ଏ ମହିଳା ଜଣକ ରୁମ୍ ରୁ ବାହାରିଆସିଲେ.. ଆଉ ଏ ଉଦଣ୍ଡି ଟୋକି ଭାବୁଡ଼ରେ ପଡ଼ିଲେ। ହଁ ନାଇଟି ରେ ଥିଲେ... , କ'ଣ ୟୁନିଫର୍ମ ପିନ୍ଧି ରେଷ୍ଟ୍ କରନ୍ତେ କି ? ୨୪ ଘଣ୍ଟା ଡ଼ିଉଟି ରେ ଜଣେ ମହିଳା ପୁଲିସ୍ କର୍ମଚ଼ାରୀ ରେଷ୍ଟ୍ ନେଇ ପାରିବନି? ସେ କ'ଣ ମେସିନ୍ ନା ମଣିଷ? ପୁଲିସ୍ ଉପରେ କେତେ କେସ୍ ଆସେ ଜାଣିଛନ୍ତି କି? ତା ସହ ରାଜନୈତିକ ଚ଼ାପ , " ଏମିତି ସୋସିଆଲ ମିଡ଼ିଆରେ ଆସି ବାଇଟ ଦେଲେ ଆପଣ ହିରୋ ହେଇଯିବେନି " ଆପଣ ନିଜକୁ ବଡ଼ ଜଜ୍ ଭାବୁଛନ୍ତି ? ଲଜ୍ଯା ନାହିଁ 👋ପୋଡ଼ାମୁହଁରେ..

  • @laxmanmurmu3285
    @laxmanmurmu3285 Місяць тому

    Right vai 👍 thanks

  • @rismadigal5001
    @rismadigal5001 Місяць тому

    Right Bhai 🙏

  • @laxmankumarsahu1756
    @laxmankumarsahu1756 Місяць тому

    Real speaker

  • @hariharpandapanda4798
    @hariharpandapanda4798 Місяць тому

    Very good

  • @Subham_Nayak999
    @Subham_Nayak999 Місяць тому

    Very very nice bhai,

  • @kailashchbehera5956
    @kailashchbehera5956 Місяць тому

    You are right anser

  • @laxmanmohanty9737
    @laxmanmohanty9737 Місяць тому +2

    Bhai Right

  • @ade3009
    @ade3009 Місяць тому

    Veri good 👍

  • @rasmitakhatua1992
    @rasmitakhatua1992 Місяць тому

    Vai tumara ai katha pain mu tumara bada fan😊

  • @STODIAChannel
    @STODIAChannel Місяць тому

    Love you bro ❤❤❤

  • @princephotography2856
    @princephotography2856 Місяць тому

    Love you Bhai ❤

  • @SasmitaNayak-px7iq
    @SasmitaNayak-px7iq Місяць тому

    Right bhai

  • @sangeetakundu7932
    @sangeetakundu7932 Місяць тому

    Right🎉

  • @MamaSahoo-jo5ym
    @MamaSahoo-jo5ym Місяць тому

    Good

  • @PapuDas-v7u
    @PapuDas-v7u Місяць тому

    ❤❤❤❤❤❤