ଭରତପୁର ଥାନା ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ | Odisha Reporter

Поділитися
Вставка
  • Опубліковано 22 вер 2024
  • ଭରତପୁର ଥାନାର ନିଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପିଛା ଛାଡ଼ୁନି ବିବାଦ । ମାଡ ଖାଇଥିବା ଓ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ଆଉ ଜଣେ ପୋଲିସ ଡିଏସପିଙ୍କୁ ସାହାଯ୍ୟ କରିବାକୁ ଯାଇ ଅଭିଯୋଗକାରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ଅନୁସୂଚିତ ଜାତିର ଜଣେ ଯୁବକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ବାରମ୍ବାର ଥାନାକୁ ଡକାଇ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବକ ସୌମ୍ୟରଂଜନ ସେଠୀ । ଶୁଣନ୍ତୁ ସେ କଣ କହୁଛନ୍ତି ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Allegation #Bharatpurps #dinakrushnamishra #Bhubaneswar

КОМЕНТАРІ • 18

  • @prakashviewsupdatesanalysi9759
    @prakashviewsupdatesanalysi9759 2 години тому +1

    There shouldnt be any misunderstanding between two institutions, Our Army and Our Police.Both are for people n Nation.The matter should be solved as soon as possible taking all stakeholders grievances into account.

  • @pradeeppatra2655
    @pradeeppatra2655 Годину тому

    ସେ ପୁଲିସ୍ ମାନଙ୍କୁ ଜିଅନ୍ତା ନିଆଁ ଲଗେଇ ଦିଅ ।

  • @BasudebNayak-i6f
    @BasudebNayak-i6f Годину тому +2

    Bhai se madam gote kn banda mundi tame kahaku chadani😢😢

  • @Kanish2228
    @Kanish2228 Годину тому +1

    ପୋଲିସ ସବୁଠାରୁ ବଡ ଚୋର ,😂😂😂😂

  • @avinnasahoo5014
    @avinnasahoo5014 Годину тому

    ଦିନ କୃଷ୍ଣ ର ଚାକିରି ଯାଉ ଓଡ଼ିଶା ବାସି

  • @rajendradehury5125
    @rajendradehury5125 2 години тому

    Kesh kala ni high cort tairekt

  • @sanjaynayak1308
    @sanjaynayak1308 7 хвилин тому

    90 percent thanare emiti chalichi

  • @Shobanstic
    @Shobanstic Годину тому

    British colonial odisha police 😢😢😢

  • @allhadinipatel1655
    @allhadinipatel1655 2 години тому +1

    Sesabu haraminku au chakiri dia na jau

  • @manojsahu3105
    @manojsahu3105 Годину тому

    Tautria mg

  • @TECHCSC
    @TECHCSC Годину тому +2

    Michuaaa...to katha ru jana paduchi tu e paisa neiki kahuchu

  • @manojsahu3105
    @manojsahu3105 Годину тому

    Agru kuade thili re michua

    • @Suryaa-z1b
      @Suryaa-z1b Годину тому

      Police ର ଡର ଥିଲା। ଆଜି ଅସଲ ଚେହେରା ବାହାର କୁ ଆସିଛି।