Best Power weeder ଏକ ଲିଟର ରେ ଅଧା ଏକର 50% ରିହାତି STIHL POWER WEEDER
Вставка
- Опубліковано 9 жов 2024
- Best Power weeder
ଏକ ଲିଟର ରେ ଅଧା ଏକର
50% ରିହାତି
ଗୋଟିଏ mechine ଅନେକ କାମ
ଚାଷ କରିବା
ଘାସ ବାଛିବା
ହିଡ଼ ଦେବା
ଧାନ କାଟିବା
ପାଣି ପମ୍ପ
STILH POWER WEEDER
Sakuntala Agro Agency, Radhakrushna Bazar, Dhenkanal
Contact no 7988549194
7608832796
Welcome To Our UA-cam Channel KRUSHI SAMPADA
Krushi Sampada UA-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Sar pan lata haladiya ba patra haladiya jadu jadura padi agro vaga mari jauchi garomaku kau haromon sprya kariba haromon sprya kariba
Sir ଖାଲ ଜମି ଧାନ ଚାଷ ଭିଡ଼ିଓ କରନ୍ତୁ ଭଲ ଭଲ ଧାନ କିସମ ଭିଡ଼ିଓ kriba ପ୍ଲିଜ଼ sir
ନିଶ୍ଚିନ୍ତ video କରାଯିବ
Good information sir
Thank you
Welcome sir
Dhana chasa re use kari haba ki sir
ନିଶ୍ଚୟ
50% କହିବା କଥା ସତ୍ୟ କିନ୍ତୁ ପଇସା 80% ନେଉଛତୀ
Sir chaff cutter machine subsidy re milba ki
Veterinary office ରେ ମିଳି ପାରିବ
Ganjam re kouthi achhi Sir?
Block କୃଷି ଅଧକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ
Sri dhana bihidi habaki
Sir ganjam re kouthi milega
Contact number ରେ ଯୋଗାଯୋଗ କରନ୍ତୁ
Sir dhana rua machine dakhantu
Nischint
@@krushisampada hata talibhanga rua machine ta dakhaibakuanurodh
Farmer I D re subsidy molibaki
ହଁ Go sugam ରେ online ଆବେଦନ କଲେ Subcidy ମିଳିବ
Sir potal re gachha madhuchi kasi asuni
ପୋଟଳ ଫସଲରେ 9ଟି ମାଈ ଗଛ ସହିତ ଗୋଟିଏ ଅଣ୍ଡିରା ଗଛ ଲଗାନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus Lit ପ୍ରତି 0.5ml ବା
Tata Bahar lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
Online ଇଏ ମେସିନ କମ ରେଟେ ମିଳୁଛି
pump ସେଟ
Sir 18 ଗୁଣ୍ଟ ଜମି ରେ ପୂଣ୍ଣିମା ଧାନ ବିହନ kata କିଲୋ ଧରାକର ଟିକେ ପ୍ଲିଜ଼ sir khiba
ଏକର ପ୍ରତି 10kg ବିହନ ଦରକାର
ଏଇ ମେସିନ ସିଗ୍ ର କୋରାପ ଅବ ସାର୍
Number please