Top micronutrients for Paddy ଅଗାଡ଼ି ହେବ ନାହିଁ ଧାନ ଝଡିବ ନାହିଁ

Поділитися
Вставка
  • Опубліковано 9 жов 2024
  • Top multimicronutrient for paddy
    Top micronutrient for crop
    Which micronutrient is best for paddy
    Best micronutrient for Paddy
    Micronutrient deficiency in paddy
    What are the micronutrient in Paddy
    Welcome To Our UA-cam Channel KRUSHI SAMPADA
    Krushi Sampada UA-cam Channel Is Providing Information & technology To The Poorest of The poor Farmer
    Regarding Agriculture Horticulture Animal Husbandry & Fishery Sector .
    Also Providing Low Cost Technology To The farmers On Integrated Pest & Disease management
    Cultivation Practises Of Different Crops
    High Yielding Varities Of Different Crops
    Use Of organic Pesticide Fungicide & Fertilizer Ecofriendly
    Increasing Production & Productivity Of Soil By Maintaining Soil Fertility
    Thank you
    Krushi Sampada
    #krushisampada #odia #micronutrient
  • Наука та технологія

КОМЕНТАРІ • 67

  • @gajindrasabar28
    @gajindrasabar28 19 днів тому +2

    good information sir...lot of thanks👍👍👍👍

  • @kamakshyaprasadmallik1645
    @kamakshyaprasadmallik1645 19 днів тому +1

    ବହୁତ ସୁନ୍ଦର ଚାଷ ଉପଯୋଗୀ ସୂଚନା. Sir request କରୁଛି, ପିଜୁଳି ଚାଷ ର ଗୋଟିଏ video ବନେଇ ସରକାରୀ ସୁବିଧା ସୁଯୋଗ ବିଷୟରେ କୁହନ୍ତୁ.

  • @lochansahu525
    @lochansahu525 19 днів тому +4

    ସଜନା ଅଧୀକ ଅମଲ ପାଇଁ ଗୋଟିଏ ଭିଡିଓ କରନ୍ତୁ.

  • @madanbariha4975
    @madanbariha4975 16 днів тому

    Sir Keva agro BOOSTER SPRAY KALE HABANI ki

  • @goutamsahu545
    @goutamsahu545 17 днів тому

    Sir 1st 2nd 3rd dose of fertilizer use and multi nutrient insecticide fungicide ro gote complete video bonantu.

  • @indianforindia4908
    @indianforindia4908 18 днів тому

    Sir namaskaar 🙏
    2nd dose saara dia sarichi taa sahita zinc bi dia heichi, taa pare bi ehi spray kari heba ki.

    • @krushisampada
      @krushisampada  18 днів тому

      ଏଥିରେ Zinc ସହିତ ଆଉ 5ଟି ଆଣୁସାର ରହିଛି।ସ୍ପ୍ରେ କଲେ ଭଲ

  • @debasishnayak7237
    @debasishnayak7237 19 днів тому +1

    sir. jivras sahita fmc company ra zinctara 700 dei pariba ki

  • @rajendrabaliarsingh484
    @rajendrabaliarsingh484 19 днів тому

    Sir ame nano urea, sagarika,npk0:52:34,b20 ku eka sangare misai spray kariheba na naie?

    • @krushisampada
      @krushisampada  18 днів тому

      ହଁ ମିଶାଇ ଅପରାହ୍ନ ସମୟ ରେ ସ୍ପ୍ରେ କରନ୍ତୁ

    • @rajendrabaliarsingh484
      @rajendrabaliarsingh484 11 днів тому

      ​@@krushisampadathanks

  • @bikramnayak4049
    @bikramnayak4049 19 днів тому +1

    Like

  • @LovelySambalpuri
    @LovelySambalpuri 17 днів тому +1

    Sir Aapanka Contact Number tike dia

  • @goutamsahu545
    @goutamsahu545 19 днів тому

    Sir ଧାନ ଫୁଲ udeiba ro time asila SAAF fungicide ku use କରିପାରିବି କି

  • @lulumajhi6720
    @lulumajhi6720 19 днів тому +2

    😊

  • @pujasoren9855
    @pujasoren9855 16 днів тому

    Sir dhana patra haldia aaou oga sukhi jauchi kon medicine lageibaa pls kuhanatu sir

    • @krushisampada
      @krushisampada  16 днів тому

      ଧାନ ଫସଲରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।
      ଏହାକୁ ପରିଚାଳନା କରିବା ପାଇଁ
      Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA Z+++ ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।
      Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
      କିମ୍ବା Conika lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।
      7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @jhasaketansahu6939
    @jhasaketansahu6939 19 днів тому +1

    Sir 3rd does Ken sar dele bhal heba

    • @krushisampada
      @krushisampada  18 днів тому

      ua-cam.com/video/hOHGeLI7_Cg/v-deo.html

  • @debasishnayak7237
    @debasishnayak7237 18 днів тому

    sir ama market re. multiplex ra kranti miluchi ,sir kranti pakaile chalibaki

    • @krushisampada
      @krushisampada  18 днів тому

      ଠିକ୍ ଅଛି

    • @debasishnayak7237
      @debasishnayak7237 18 днів тому

      @@krushisampada 50 ଦିନର ଧାନ ରେ କେତେ dose ଦେଇପାରିବା

  • @bimbadharpradhan1541
    @bimbadharpradhan1541 19 днів тому

    Sir namaskar katyayani ra hunic acid pakeichhi ao kana abasyaka achhiki

  • @PravasiniNayak-nl9lk
    @PravasiniNayak-nl9lk 19 днів тому

    Sar mora 468 haibrid dhana karichi
    Dhana 1month hela . Aabe kan sara deba

    • @krushisampada
      @krushisampada  18 днів тому

      ପିଲ ସାର urea ଏକର ପ୍ରତି 30-35kg ଓ Sagarika 10kg ମିଶାଇ ପ୍ରୟୋଗ କରନ୍ତୁ

  • @JanardanJena-y2x
    @JanardanJena-y2x 19 днів тому

    Sir , Sagarika liguid sprey କରିଛି ,ହବନା,

    • @krushisampada
      @krushisampada  18 днів тому

      ଗଛ ର ବୃଦ୍ଧି ହେବ

  • @ranjankumar-ou5yv
    @ranjankumar-ou5yv 13 днів тому

    Dhana kiarire Pani bhitare ghasa hauchi sir pls kahibeki kana karibaku heba

    • @krushisampada
      @krushisampada  13 днів тому

      ଧାନ ରୋଇବା କେତେ ଦିନ ହୋଇଛି ?

    • @ranjankumar-ou5yv
      @ranjankumar-ou5yv 12 днів тому

      @@krushisampada sir 28 dina

  • @biswaamat8488
    @biswaamat8488 18 днів тому

    ସାହୁ ଆଜ୍ଞା ନମସ୍କାର୍। ଧାନ ରେ ବଙ୍ଗୀ( ଧୂପକାଠି ଭଲି ) ହେଉଛି । ଏହାର ଉପାୟ କଣ କଲେ ହେବ ।ଦୟାକରି ସୁଚନା ଦେବେ । ଧନ୍ଯବାଦ ।

    • @biswaamat8488
      @biswaamat8488 9 днів тому

      ଧନ୍ଯବାଦ । ରିପ୍ଳେ ଟି ବିଲମ୍ବ ହୋଇଛି । ତଥାପି ଆଉଥରେ ଧନ୍ଯବାଦ ।

  • @nayaktrilochan4630
    @nayaktrilochan4630 19 днів тому

    First view

  • @brajakishoresahoobabu9866
    @brajakishoresahoobabu9866 5 днів тому

    Dhanare jetiki ousadha kharcha hauchi kichhi bi lava hauni

  • @BhagirathaPrusty-yd4tj
    @BhagirathaPrusty-yd4tj 13 днів тому

    ସାର୍ ଜମିରେ ବର୍ତ୍ତମାନ ସୁଦ୍ଧା ବିପିଏଚ ଲାଗି ନାହିଁ,ଆମେ ଆଗୁଆ pexalon or benzilla କେତେ ଥର ସ୍ପ୍ରେ କଲେ ଆଦୋୖ ଲାଗିବେ ନାହିଁ , ଦୟାକରି ଜଣେଇବେ।

  • @rinkubiswal3801
    @rinkubiswal3801 16 днів тому

    Multiplex general liq😢kichhi kam deu nahi

  • @hrushikeshnaik6348
    @hrushikeshnaik6348 16 днів тому

    ସାର ପକାଇବା ର କେତେଦିନ ପରେ ଆମେ NPK12 61 00 ସାର ପ୍ରୟୋଗ କରି ପାରିବ sir 🙏

  • @DayaNidhi-v9z
    @DayaNidhi-v9z 18 днів тому

    Sir Keith. Iliba

    • @krushisampada
      @krushisampada  18 днів тому

      କୀଟନାଶକ ଦୋକାନ ରେ ମିଳିବ

  • @pradyumnamund9478
    @pradyumnamund9478 19 днів тому

    ଆଜ୍ଞା ନମସ୍କାର ଧାନରେ Gallmix ର ଔଷଧ ବତାଇ ଦେବେ l

  • @gourabyoutube
    @gourabyoutube 19 днів тому

    Sir ପ୍ରଥମେ ଧନରେ ଗୁଣ୍ଠ ପ୍ରତି DAP, 2କିଲୋ,ୟୁରିଆ ହାପ କେଜି, ପଟାସ ହାପ କେଜି, ଏବେ କୀ ସାର ଦେବା?

    • @krushisampada
      @krushisampada  19 днів тому

      ପିଲ ସାର ବ୍ୟବହାର କରନ୍ତୁ।urea ଏକର ପ୍ରତି 30-35kg ସହିତ Sagarika Z+++ 10kg ହିସାବରେ ପ୍ରୟୋଗ କରନ୍ତୁ

    • @gourabyoutube
      @gourabyoutube 19 днів тому

      SIR, SAGARIKA Z ++ ହାଟଡିହି ରେ, ମିଳୁନି ଆଉ କଣ ଦେବା please sir

  • @madhusudansahu1210
    @madhusudansahu1210 19 днів тому

    Calbore ଦାନାଦାର ଅଣୁସାରକୁ ୩ ନମ୍ବର ଡୋଜରେ ଧାନ ଫସଲରେ ଦେଲେ ଭଲ କାମ ଦେବ କି ?

    • @krushisampada
      @krushisampada  19 днів тому

      Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ

  • @କୃଷକରଦୈନନ୍ଦିନଜୀବନ

    Sir ମୋ ଧାନ ର ଆଗ ପତ୍ର ପୋଡି ହେଇଯାଇଚି
    Kou ମେଡିସିନ use କରିବି କରିବେ ଟିକେ sir

    • @krushisampada
      @krushisampada  18 днів тому

      ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।
      ଏହାକୁ ନିୟନ୍ତ୍ରଣ କରିବା ପାଇଁ
      Potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA Z+++ ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ।
      Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
      କିମ୍ବା Conika lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।
      7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
      କିମ୍ବା 15lit drum ପ୍ରତି 3kg ସଜ ଗୋବର କୁ ଗୋଳାଇ ଦିଅନ୍ତୁ।ଏହାକୁ ଛାଣି ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @priyabrataroutray9912
    @priyabrataroutray9912 19 днів тому

    ସାର୍ ନେଳି ଟିକେ ହେଇଛି କଣ କରିବା

    • @krushisampada
      @krushisampada  18 днів тому

      ଏକର ପ୍ରତି 2kg ତୁତିଆ କୁ powder କରି 10kg urea ସହିତ ମିଶାଇ ପ୍ରୟୋଗ କରନ୍ତୁ

  • @monajRout-ie1tv
    @monajRout-ie1tv 18 днів тому

    ବହୁତ ଗୁରୁତ୍ବପୁର୍ଣ ଭିଡିଓ

  • @gobindachandrajued3256
    @gobindachandrajued3256 19 днів тому

    Tharda dose keu sar dia jae

    • @krushisampada
      @krushisampada  19 днів тому

      Urea ଏକର ପ୍ରତି 20kg ଓ Potash 10kg ପ୍ରୟୋଗ କରନ୍ତୁ।

  • @bishnuprasadmishra7782
    @bishnuprasadmishra7782 19 днів тому

    ଆଜ୍ଞା ଧାନ ରଇବାର 50 ଦିନର ଥୋଡ଼ ସାର ଭାବେ 20 kg ୟୁରିଆ 10 kg ପୋଟାସ ଦେଇଛି ବର୍ତମାନ 60 ରୁ 65 ଦିନ ଚାଲୁଅଛି ଏବେ Ifc micronutrient mix ଦେଲେ ଗଛର ଅତ୍ୟଧିକ ଉଚ୍ଚତା କରିବନି ତ ?? ବର୍ତମାନ 0.52.34 ଆଉ boron ଭଲ ଥିବ ନା micronutrient ଦୟାକରି ଜଣେଇବେ 🙏

    • @krushisampada
      @krushisampada  18 днів тому

      NPK ସହିତ multimicronutrient ମିଶାଇ ସ୍ପ୍ରେ କରନ୍ତୁ।ଗଛ ବଢିବ ନାହିଁ

  • @nabinnaik823
    @nabinnaik823 19 днів тому

    ଆଜ୍ଞା third dose ରେ କେଉଁ କେଉଁ ସାର ଉପଯୋଗ କଲେ ଭଲ ରେଜଲ୍ଟ ଆସିବ ସାର ଦେବା ଟିକିଏ late ହେଇଗଲାଣି

    • @krushisampada
      @krushisampada  19 днів тому

      ua-cam.com/video/hOHGeLI7_Cg/v-deo.html

  • @debadattabastia7970
    @debadattabastia7970 19 днів тому

    Sir apanakar mobile numbar tk deun