Turmeric in crop as powerful Pesticide and Fungicide ଫସଲରେ ହଳଦୀ ଶକ୍ତିଶାଳୀ କବକ ନାଶକ ଓ କୀଟନାଶକ

Поділитися
Вставка
  • Опубліковано 15 лис 2024

КОМЕНТАРІ • 123

  • @bibhutibhusanpanda2818
    @bibhutibhusanpanda2818 Місяць тому

    Best guidance for farmers.

  • @PurastamaPradhan-r7l
    @PurastamaPradhan-r7l 2 місяці тому

    ଅତିସୁନ୍ଦର

  • @sashibhusanmahana2649
    @sashibhusanmahana2649 21 день тому

    Jay Jagannath Jay Jagannath
    Good informatian thanks for your Experience Namashkar Balangir odisha

  • @gadadharmahanandia1999
    @gadadharmahanandia1999 2 місяці тому +1

    ଅତି ସୁନ୍ଦର sir

  • @girijashankarpanda5416
    @girijashankarpanda5416 Рік тому +3

    ଧନ୍ୟବାଦ ସାର୍ , ଭିଡିଓଟି ବହୁ ଉପଯୋଗୀ ଏବଂ ଉପକାରୀ ।

  • @deepakdehury2364
    @deepakdehury2364 2 місяці тому

    Super sir

  • @nabinendaja2677
    @nabinendaja2677 Рік тому

    Helpful video bahutkhusi

  • @pradyumnanayak9844
    @pradyumnanayak9844 Рік тому

    👍

  • @rajeshkumartipiria6610
    @rajeshkumartipiria6610 Рік тому

    Jai kisan
    Sir... Very nice Information...

  • @MagalaMunda-x6f
    @MagalaMunda-x6f Рік тому

    ସୁପର ଲାଗିଲା

  • @trinathpradhan5322
    @trinathpradhan5322 8 місяців тому

    👍👍👍👍

  • @manoranjanmahanta7343
    @manoranjanmahanta7343 6 місяців тому

    Bahut sunder

  • @jyotirmayeemohanty9549
    @jyotirmayeemohanty9549 Рік тому

    Sir jay jagannath🙏
    Very nice topic

  • @labarasahu4350
    @labarasahu4350 Рік тому

    ସାର ନମସ୍କାର। ବହୁତ ସୁନ୍ଦର ଲାଗିଲା

  • @pragyanadigital
    @pragyanadigital Рік тому

    Useful information about agr iculture

  • @debasishnayak7237
    @debasishnayak7237 2 місяці тому

    sir cupper oxicloride sahita neam oil ku spray karipariba ki

  • @BibhutiSamal-gv6uy
    @BibhutiSamal-gv6uy 4 місяці тому

    Sir. Dhanre. Khira. Basiba. Parepoka. Prati.barsa.laguchhitar.nirakaranlagi.kan.karajiba

  • @kamapalabhesra456
    @kamapalabhesra456 Рік тому +1

    verygood
    valuable

  • @arjunacharanpalai-5542
    @arjunacharanpalai-5542 Рік тому +1

    Good

  • @AbinashJena-il6ix
    @AbinashJena-il6ix 2 місяці тому

    Sir kanda binda poka haladi ra chaka hoye jie ba ke sir ku hantu

  • @Suvendukumar1971
    @Suvendukumar1971 Рік тому +1

    Very interesting. Thank you

  • @ratnakargouda457
    @ratnakargouda457 Рік тому

    Sir ae medisini aau Kan Pani misajib na amitipakajib

  • @itishreemohanty4368
    @itishreemohanty4368 7 місяців тому

    Sir mandar gachare haladi deipariba

  • @binoddalua5575
    @binoddalua5575 Рік тому +1

    Thank you sir

  • @bijay529
    @bijay529 Рік тому

    Bahut bhala

  • @GAMEOVER-cn6oc
    @GAMEOVER-cn6oc 9 місяців тому +1

    Porabalare, dhalamachhilabgilekoaumedisinibebhakarajiba

  • @RameshGamango-xj2hp
    @RameshGamango-xj2hp 4 місяці тому

    Sir kit nasshak Misei paribaki

  • @rajeshkandagori3432
    @rajeshkandagori3432 Рік тому

    Sir Bhaigana Ghacha Pholo Dharitiba Samayare Neem Oil Use Karipariba ki...?????
    Karana Bhaigana Khaile Phita Hebonahiki....????
    Please Reply....🙏🙏🙏🙏

    • @krushisampada
      @krushisampada  Рік тому

      ଫୁଲ ଫଳ ସମୟର ସ୍ପ୍ରେ କରନ୍ତୁ ନାହିଁ।

  • @sameerkumarnayak5110
    @sameerkumarnayak5110 Рік тому

    Haladi fertilizer re miseiki dele kicchi labha miliba kii

    • @krushisampada
      @krushisampada  Рік тому

      ନା କେବଳ ହଳଦୀ କୁ ଆବଶ୍ୟକତା ଅନୁସାରେ ପ୍ରୟୋଗ କରନ୍ତୁ

  • @raj_odia_shayari
    @raj_odia_shayari Рік тому

    Sir bhendi fasal re ghodaa poco lagichanti haladi pakeile thik hab

    • @krushisampada
      @krushisampada  Рік тому

      ହଳଦୀ ରୋଗ ନିୟନ୍ତ୍ରଣ ପାଇଁ ଭଲ କାମ ଦେଇଥାଏ।ଘୋଡା ପୋକ ପାଇଁ ନିମ୍ବତେଲ କୁ lit ପ୍ରତି 2ml ହିସାବରେ ବା CANON ବା 505 କୁ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।

  • @shivamjaiswal1668
    @shivamjaiswal1668 6 місяців тому

    Hello sir,
    Back ground audio clip is from which video originally.it is very good to listen.

  • @sanjaykumarrautray2405
    @sanjaykumarrautray2405 Рік тому

    Thanku sir

  • @amitanayak339
    @amitanayak339 Рік тому

    Sir neem oil panire kemiti misiba

    • @krushisampada
      @krushisampada  Рік тому

      ନିମ୍ବତେଲ କୁ ଅନୁମୋଦିତ ପରିମାଣରେ ପାଣିରେ ପ୍ରାୟୋଗ କରନ୍ତୁ।ତାସହିତ Detergent ବା Sampoo drum ପ୍ରତି ଅଧା ଚାମଚ ମିଶାନ୍ତୁ।କିମ୍ବା Agri 82, Aspa drum ପ୍ରତି 10ml ହିସାବରେ ମିଶାଇ ସ୍ପ୍ରେ କଲେ ନିମ୍ବତେଲ ପାଣିରେ ମିଶି ପାରିଵ।

  • @RajuVlog-wn5fq
    @RajuVlog-wn5fq 9 місяців тому

    Sar apanakar phnonambar danttu

  • @shashankakiranpal9610
    @shashankakiranpal9610 Рік тому

    Good information .Thank yiu

  • @prasantabiswal1217
    @prasantabiswal1217 Рік тому

    Dhanaku.kankada.katisapha.karu.karuchanti.kankarimu

  • @parthabarana3952
    @parthabarana3952 Рік тому

    Super video

  • @sanjaypanda3444
    @sanjaypanda3444 Рік тому

    Very nice👍

  • @biswaranjanchoudhury8503
    @biswaranjanchoudhury8503 Рік тому

    Bahut sundar upasthapana... 🙏🙏

  • @haribandhupatra3910
    @haribandhupatra3910 Рік тому

    Nice sir

  • @dibyanshuyt7496
    @dibyanshuyt7496 Рік тому

    Sir Namshkar ପୋଟଲ କସି ସୁଖୀ ଜାଊଚି କମ୍ ଫୁଲ ଆସୁଚି କଣ କରିବି

    • @krushisampada
      @krushisampada  Рік тому

      ପୋଟଳ ଲଗାଇବା ସମୟରେ 9ଟି ମାଈ ଗଛ ସହିତ ଗୋଟିଏ ଅଣ୍ଡିରା ଗଛ ଲଗାନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।hormone ସ୍ପ୍ରେ ପୂର୍ବରୁ ଜଳସେଚନ କରନ୍ତୁ।

  • @chandrasekharpadhi3939
    @chandrasekharpadhi3939 Рік тому

    Very very nice information sir🙏🙏

  • @balarambhoi1185
    @balarambhoi1185 Рік тому +1

    Very nice information to our organic farmers.

  • @balakrushnaswain6055
    @balakrushnaswain6055 Рік тому

    Verygood

  • @srimanthota8283
    @srimanthota8283 Рік тому

    ସାର୍ ଆଶ୍ୱିନ ମାସରେ ବିରି ଚାଷ ଉପରେ ଗୋଟିଏ ଭିଡ଼ିଓ କରନ୍ତୁ

  • @girijashankarpanda5416
    @girijashankarpanda5416 Рік тому

    ସାର୍ , ଗୋଟେ ଛୋଟ ପ୍ରଶ୍ନ
    ସୁଖିଲା ହଳଦୀ , କଞ୍ଚା ହଳଦୀ କେଉଁ ଟି ବେଶୀ ଉପକାରୀ

  • @rajeshnayak2377
    @rajeshnayak2377 Рік тому

    Nice information sir thank you

  • @Lakiguru_nabarangpuria_nona

    ସାର୍ ଗୋଟିଏ ଏକର୍ ଜମିରେ ଚାଷ କରିଥିଲେ କେତେ ପରିମାଣରେ ଅମୋକୁ କୀଟ ନାଶକ ଔଷଧ ପ୍ରସ୍ତୁତ କରି ପାରିବୁ / ପ୍ରୟୋଗ କରି ପାରିବା , ଦୟା କରି ଜଣେଇବେ ବୋଲି ମୋର ବିଶ୍ବାସ ।

    • @krushisampada
      @krushisampada  Рік тому

      ଜୈବିକ ପଦ୍ଧତି ରେ ଚାଷ କରନ୍ତୁ।ଗୋବର ଖତ, ଯିବାମୃତ୍ ବ୍ୟବହାର କରନ୍ତୁ। ଗୋମୁତ୍ର କୁ କୀଟନାଶକ ହିସାବରେ ବ୍ୟବହାର କରନ୍ତୁ।ଆଦୌ କୀଟନାଶକ market ରୁ କିଣିବାକୁ ପଡ଼ିବ ନାହିଁ।

  • @ommswarup8768
    @ommswarup8768 Рік тому

    Sir kakudi chasare laguthiba roga upare ki medicine taupare video diantu. Ame jane chasi

  • @usmusicofficial7880
    @usmusicofficial7880 Рік тому

    Sir aji prathame video dekhuchhi sub kali

  • @NarendraMohanta-uh3ce
    @NarendraMohanta-uh3ce Рік тому

    🍅gochha re oue laguchanti. Kon koribaku heba kuhantu😢

    • @krushisampada
      @krushisampada  Рік тому

      Chloropyriphos 20%EC lit ପ୍ରତି 2ml ହିସାବରେ ମାଟିରେ ସ୍ପ୍ରେ କରନ୍ତୁ।

  • @rajeshmohanty5735
    @rajeshmohanty5735 Рік тому

    Thanks for your information sir 🙏

  • @mukeshtandi9578
    @mukeshtandi9578 Рік тому

    Helpful video

  • @bulusasamalla3550
    @bulusasamalla3550 Рік тому

    Jai kisan. Nice 👍

  • @debendrabag8047
    @debendrabag8047 Рік тому

    Dos kete sir

    • @krushisampada
      @krushisampada  Рік тому

      Video ରେ details does ଦିଆଯାଇଛି।

  • @debashishsahu7169
    @debashishsahu7169 Рік тому +1

    Thailand Apple ber farming video banatu sir

    • @krushisampada
      @krushisampada  Рік тому

      Nischint video ପ୍ରସ୍ତୁତ କରାଯିବ।ଧନ୍ୟବାଦ।

  • @jyotiranjan8642
    @jyotiranjan8642 Рік тому

    Kau prakar soil best??

  • @anilbiswal269
    @anilbiswal269 Рік тому

    Sir ehaku(haladi+rasuna+neem) kete dina re repeat Kariba , na thare kale haba, dayakari janaibe,

    • @krushisampada
      @krushisampada  Рік тому

      7ଦିନରେ ଥରେ ସ୍ପ୍ରେ କରିଲେ କୌଣସି ପୋକ ଲାଗିବେ ନାହିଁ

  • @daitarighadei8175
    @daitarighadei8175 Рік тому

    ହେଙ୍ଗୁର ପ୍ରୟୋଗ ଗଛରେ କିପରି କରିବା

  • @BapuniBehera-xe5jr
    @BapuniBehera-xe5jr Рік тому +2

    Sir, ମୁଁ ଧନାରୋଇବା 8ଦିନପରେ ଘାସ ଔଷଧ ପକାଇଥିଲି ।ଧଆନରଉଆ ଦେଢ଼ମାସ ହୋଇଗଲାଣି,ଏବେ ଚିଙ୍ଗୁଡ଼ିଆ ଦଳ ଓ ଫେଣ ଦଳ ହେଇଯାଇଛି ।ଏହାକୁ କିଭଳି ନିୟନ୍ତ୍ରଣ କରିବା ଦୟାକରି ତୁରନ୍ତ ଜଣାନ୍ତୁ।

    • @krushisampada
      @krushisampada  Рік тому +1

      2,4D Amine salt 58%EC drum ପ୍ରତି 35gm ସହିତ Almix 1gm ମିଶାଇ ସ୍ପ୍ରେ କରନ୍ତୁ।

  • @anilbiswal269
    @anilbiswal269 Рік тому +1

    Fantastic information sir

  • @dibyajyotiswain7777
    @dibyajyotiswain7777 Рік тому

    Sir apanka go arka video tk chhadantu please

  • @akrurasethi4849
    @akrurasethi4849 Рік тому

    How meny haldi powders in 15 liter water

  • @maheswarbehera6352
    @maheswarbehera6352 Рік тому

    Sir baigana gachare patraku poka jali kari deuchi kan karibi

    • @maheswarbehera6352
      @maheswarbehera6352 Рік тому

      Sir p l z answer diantu

    • @krushisampada
      @krushisampada  Рік тому

      ବାଇଗଣ ଗଛ ରେ କାଙ୍କେଡିଆ ପୋକ ଲାଗିଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ Chloropyriphos 50%+Cypermethrin 5%EC lit ପ୍ରତି 2ml ବା Chlorontraniliprole 18.5%SC drum ପ୍ରତି 6ml ବା Lambda cyhalothrin 5%EC lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @usmusicofficial7880
    @usmusicofficial7880 Рік тому

    Dhan fasalare bi mari habaki nahi

    • @krushisampada
      @krushisampada  Рік тому

      ପନି ପାରିବା ଓ ଫଳ ଜାତୀୟ ଫସଲରେ ହଳଦୀ ପ୍ରୟୋଗ କରନ୍ତୁ।

  • @khiratakri1751
    @khiratakri1751 Рік тому

    Bhola bu Jai ko hi l

  • @uniquetreders3994
    @uniquetreders3994 Рік тому

    Very nice information for organic farmer .can i use the tarmaric in brinjal and pumpkin plant?

  • @binodsahu5576
    @binodsahu5576 Рік тому

    ସାର କଲରା ଚାଷ ରେ ଲିମ୍ବ ତେଲ କାମ କରିବକି ନାହିଁ ପତ୍ର ମୁଚା ଧରୁଛି କେମିତି କରିବୁ କୁହନ୍ତୁ 🙏🙏🙏

    • @krushisampada
      @krushisampada  Рік тому

      କଲରା ଫସଲରେ ପତ୍ର ମୋଚା ରୋଗ ଲାଗିଛି।ଏହାର ବାହକ ଧଳା ମାଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ହଳଦିଆ ଅଠାଳିଆ card ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।ଫସଲରେ potash ସାର ଏକର ପ୍ରତି 12kg ସହିତ ଜୈବିକ ସାର BIOZYME ବା SAGARIKA 10kg ମିଶାଇ ପ୍ରୟୋଗ କରନ୍ତୁ।
      Difenthuron 50%WP lit ପ୍ରତି 1.25gm ବା Imidachloprid 30.5%SC lit ପ୍ରତି 0.5ml ବା Osheen lit ପ୍ରତି 0.5gm ବା MOVENTO lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ। ଏହା ସହିତ ନିମ୍ବ ତେଲ lit ପ୍ରତି 1ml ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।

  • @PtraDigambara
    @PtraDigambara 10 місяців тому

    ହରମୋନ ପାଇ କିଛି କୁହନ୍ତୁ

  • @rajendrasahu6394
    @rajendrasahu6394 Рік тому

    1Ltr drabona ra kata pani misaeba

  • @prasanajena-f3q
    @prasanajena-f3q 11 місяців тому

    କଖାରୁ ଗଛରେ ଫୁଲ ଫଳ ଆସୁନାହିଁ

    • @krushisampada
      @krushisampada  11 місяців тому

      କଖାରୁ ଫସଲରେ ଜୈବିକ ସାର BIOZYME ବା BIOVITA ଏକର ପ୍ରତି 10kg ହିସାବରେ ପ୍ରୟୋଗ କରନ୍ତୁ। NPK 0:52:34 lit ପ୍ରତି 5gm ସହିତ CHAMAK lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac Plus lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।

  • @raj_odia_shayari
    @raj_odia_shayari Рік тому

    Beams fasal re mula sadha heuchi

  • @Efarmingdunia
    @Efarmingdunia 8 місяців тому

    କେତେ ପାଣିରେ କେତେ ପରିମାଣର ମିଶ୍ରଣ ମିଶା ଯିବ

  • @The_lonewolf511
    @The_lonewolf511 Рік тому

    Awesome explanation sir.
    Turmeric is also used on the top while planting cuttings to prevent microbial growth.
    Your efforts are really commendable 😊

  • @laxminarayancreation6945
    @laxminarayancreation6945 Рік тому +1

    Sir ବାଇଗଣ, କୋବି, ଟମାଟୋ, ମରିଚ ଗଛ ର ଶୀଘ୍ର ବୃଦ୍ଧି ପାଇଁ କେଉଁ ଔଷଧ ର ବ୍ୟବହାର କରିପାରିବା

  • @sunilmahakud7185
    @sunilmahakud7185 Рік тому

    Lanka patara kucha mucha hele kn kariba

    • @krushisampada
      @krushisampada  Рік тому

      ଲଙ୍କା ଫସଲରେ ଉକୁଣିଆ ପୋକ ଲାଗିଲେ ପତ୍ର ମୋଚା ହୋଇଥାଏ।ଅଧିକ ଆକ୍ରନ୍ତ ପତ୍ରକୁ ଛିଣ୍ଡାଇ ଦିଅନ୍ତୁ। ନୀଳ ଅଠାଳିଆ କାର୍ଡ ଏକରପ୍ରତି 15ଟି ବ୍ୟବହାର କରନ୍ତୁ।Difenthuron 50%WP lit ପ୍ରତି 1.5gm ବା Alika lit ପ୍ରତି 0.5ml ବା Exponus drum ପ୍ରତି 3.4 ml ସହିତ ନିମ୍ବତେଲ lit ପ୍ରତି 2ml ମିଶାଇ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @bhabanidas5673
    @bhabanidas5673 Рік тому

    Sir ଡ୍ରମରେ କେତେ ml ଦିଆଯିବ

  • @pragaticreatives8025
    @pragaticreatives8025 Рік тому

    Kalara ra patrapoda kipari hebanahin

  • @sanjaybhol8073
    @sanjaybhol8073 Рік тому

    sir ହଳଦି ସହିତ ଅନ୍ୟ ବିଷ ମିଶି ପାରିବ?

  • @hadibandhubiswal1869
    @hadibandhubiswal1869 Рік тому

    ଲିମ୍ବତେଲ କେଉଁଠି ମିଳିବ ?

  • @baladebasubhasis6132
    @baladebasubhasis6132 Рік тому

    ସବୁ ଗଛରେ ପକେଇ ହବ