ଫସଲରେ Detergent ନା Sampoo ବ୍ୟବହାର କରିବା

Поділитися
Вставка
  • Опубліковано 15 лис 2024

КОМЕНТАРІ •

  • @abhimanumallik2913
    @abhimanumallik2913 Рік тому +1

    ଅତି ସୁନ୍ଦର😊

  • @nirmalkumarkanungo
    @nirmalkumarkanungo 2 місяці тому

    Sitadina bhendi variety kou seeds Vala heba

  • @rameswarmalik8718
    @rameswarmalik8718 2 місяці тому

    Sir mu daspalla nayagarh ru rameswar kahuchi lembu ra patra phal sabu jadu bhali heijauchi kn kale bhala heba

  • @sagarikasubha8194
    @sagarikasubha8194 Місяць тому +1

    Is it true ? I'm confuse

  • @PhulsinghSanta-u8g
    @PhulsinghSanta-u8g Рік тому +1

    Simba chasa bisayare video karantu sar

  • @Pratyuahkumar-b3k
    @Pratyuahkumar-b3k 9 місяців тому

    Sir, kunduru chasa re Patra mocha hauchi kana medicine pakaiba please

    • @krushisampada
      @krushisampada  9 місяців тому

      Thiomethoxam 25%WG 0.5gm per lit ବା
      Pigasus 2gm/lit ବା
      Movento 1ml/lit

  • @ganeshmartha13
    @ganeshmartha13 2 роки тому +3

    Sir, apana nka upadesa ku mu sabu bele plants re use karuchi auu phaida pauchi, thank you very much sir

  • @RankandhiJena-iq2sg
    @RankandhiJena-iq2sg 3 місяці тому

    ପଟାସ କଳା ଓ ନାଲି ମଧ୍ୟ ରୁ କେଉଁ ଟା ଭଲ?

  • @binodsahu5576
    @binodsahu5576 Рік тому

    ସାର କଲରା ଏବଂ ଗୁଆଁର ରେ ମାରିଲେ ଚଳିବକି

    • @krushisampada
      @krushisampada  Рік тому +1

      କୀଟନାଶକ ସହିତ ମିଶାଇ ପ୍ରୟୋଗ କରନ୍ତୁ

  • @dharmendrakhatua7445
    @dharmendrakhatua7445 Рік тому

    Shampo kete paremanare add karajiba

  • @pabanmajhi-xk7jp
    @pabanmajhi-xk7jp Рік тому

    ସାରମତେପଟଲଚାରାଦେଇପାରିବେକି

  • @kousikanaturalv.yt.7153
    @kousikanaturalv.yt.7153 2 роки тому

    Bio agro re misajai pariba ki

    • @krushisampada
      @krushisampada  2 роки тому

      ସବୁ ଦ୍ରଵଣ ରେ ମିଶାଇ ପାରିବେ

  • @ranjitghadai8264
    @ranjitghadai8264 Рік тому

    Nadia gacha lageibapare kemiti ki ki sara debaku hue

    • @krushisampada
      @krushisampada  Рік тому

      ଏଥି ପାଇଁ video ପ୍ରସ୍ତୁତ ହୋଇଛି

  • @deepakmahanta4355
    @deepakmahanta4355 Рік тому

    Deepak mahanta baigana pukalagichhi tara pratikara

  • @jayantkumarpanda5008
    @jayantkumarpanda5008 Рік тому

    Saru phasala re adhika ru adhika ghasa heithile tahara kipari bhabe pratikar Karibu

    • @jayantkumarpanda5008
      @jayantkumarpanda5008 Рік тому

      Keun medicine sahajya re saru phasala bhitare ghasa gudika nasta hei pariba please video re janantu

  • @mahadevmandal9843
    @mahadevmandal9843 Рік тому

    sir apankar mob nob teke screen re dele vhalo,

  • @kamallochan6907
    @kamallochan6907 Рік тому

    ସାର, ଆପଣଙ୍କ ମୋବାଇଲ ନମ୍ବର ଦିଅ

  • @anandachandrasahoo9946
    @anandachandrasahoo9946 2 роки тому +2

    Sir, surf ek litres panite kete padiba

    • @krushisampada
      @krushisampada  2 роки тому +1

      Drum ରେ କୀଟନାଶକ ବା କବକ ନାଶକ spray କଲେ drum ପ୍ରତି ଅଧା ଚାମଚ ମିଶାଇ ସ୍ପ୍ରେ କରନ୍ତୁ।ଶୋଷକ ପୋକ ଙ୍କୁ ଫୁଲ ବା ପନିପରିବା ରେ ନିୟନ୍ତ୍ରଣ କରିବା ପାଇଁ lit ପ୍ରତି 10gm ମିଶାଇ ପୋକ ଙ୍କୁ ଓଦା କରି ସ୍ପ୍ରେ କେଅନ୍ତୁ।

  • @ranjankanhar5906
    @ranjankanhar5906 Рік тому

    କଲରା ଚାଷ ଉପରେ ଗୋଟିଏ ଭିଡ଼ିଓ କରନ୍ତୁ

  • @prasannabhuyan4629
    @prasannabhuyan4629 9 місяців тому

    Tamatar gacha sapua kamiye rokaje parrba

    • @krushisampada
      @krushisampada  9 місяців тому

      Tomato ଫସଲରେ ପତ୍ର ସୁଡଙ୍ଗି ପୋକ ଲାଗିଛନ୍ତି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଘାସ ସଫା କରନ୍ତୁ। Cartap hydrochloride 50%WP lit ପ୍ରତି 2gm ବା Flubendiamide 20%WG drum ପ୍ରତି 6gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @samaymurmu1205
    @samaymurmu1205 2 роки тому

    Sir bhendi re dhola machi lagu chon ti,,
    Shampoo re Raiper misei le kipori huon ta

  • @swagatikasahoo3648
    @swagatikasahoo3648 2 роки тому +1

    Sir potalare sagua lamba poka pain mu dui thara 1500 ppm limba tela pakailini hele taha poka damana hoiparuni, Abe mu kana pakaibi,

    • @krushisampada
      @krushisampada  2 роки тому

      Chloropyriphos 50%+Cypermethrin 5% lit ପ୍ରତି 2ml ବା Profenofos 40%+Cypermethrin 4% lit ପ୍ରତି 2ml ବା BARAZIDE lit ପ୍ରତି 1.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @sudhansusekharpattanayak8984
    @sudhansusekharpattanayak8984 2 роки тому

    Mahasay namaskar, Lembu gachhar Patra Moda samasya r upachar kipari karibaku heba kuhantu.?

    • @krushisampada
      @krushisampada  2 роки тому

      ଲେମ୍ବୁ ଫସଲରେ ଅଗ ପତ୍ର ହଳଦିଆ ହୋଇଯିବ ଓ ମୋଡ଼ି ହୋଇଯିବ ଜଉ ପୋକ ର ଲକ୍ଷଣ।ଜଉ ପୋକ କଅଁଳିଆ ପତ୍ରର ତଳ ଭାଗରେ ରହି ରସ ସୋସି ଥାଏ ଫଳରେ ପତ୍ର ହଳଦିଆ ହୋଇ ମୋଡ଼ି ହୋଇଥାଏ।ଜଉ ପୋକ ଙ୍କୁ ନିୟନ୍ତ୍ରଣ କରିବା ପାଇଁ Imidachloprid 30.5%SC drum ପ୍ରତି 8ml ବା TAKAF drum ପ୍ରତି 20gm ସହିତ ନିମ୍ବତେଲ drum ପ୍ରତି 30ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।ଯଦି ପତ୍ରରେ ଲାଲ ଦାଗ ଦେଖା ଯାଉଥାଏ ଓ ପତ୍ର ମୋଡ଼ି ହେଉଥାଏ ତେବେ Blitox 50 lit ପ୍ରତି 2.5gm ବା NATIVO lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ ।

    • @sudhansusekharpattanayak8984
      @sudhansusekharpattanayak8984 2 роки тому

      @@krushisampada dhanyabad sir

  • @amarnaikofficially1515
    @amarnaikofficially1515 Рік тому

    କପା ଆଉ ସେମ୍ଫୁ ବିଷୟରେ କହୁନ ଆଜ୍ଞା

  • @ajworldchannel7090
    @ajworldchannel7090 2 роки тому

    Sir how to increase more coconut .

  • @susantakumarjena7565
    @susantakumarjena7565 2 роки тому +1

    ଆଜ୍ଞା ଆମକୁ ଜୈବିକ ପଦ୍ଧତିର କିପରି ସାର ଓ କୀଟନାଶକ। ବା ପାତ୍ର ଖିଆ ରୋଗ ପାଇଁ ତାହାର ପ୍ରତିକାର ବିଷୟରେ ଭିଡିଓ ମାଧ୍ୟମରେ ଜଣାଇଲେ ଆମ୍ଭେ ବହୁତ୍

  • @ugrasenmahanta8146
    @ugrasenmahanta8146 Рік тому +1

    ହରମନ, ରେ ଭି ମି ସେ ଇ ହେ ବ କି

  • @niranjanbiswal1421
    @niranjanbiswal1421 2 роки тому +1

    Sir dhana kiarire sunusunia saga heuchi, jaha dhana gacha ku madibasuchi ja falare amala kam heuchi. Sunsunia Saga ku jamiru kipari nasta kariba. Sir gotie bistruta vidio kari answer rakhibe. Ehara kipari damana kariheba. Jay kisan

  • @kamalakantanayak623
    @kamalakantanayak623 2 роки тому

    We know about brinjal pesticides

  • @pabitrabijaghati.npatanakp3255

    ଆଜ୍ଞା ମୋଟର ଚଣା ଗଛ ମରୁଛନ୍ତି ସେଥିରେ କଣ ପ୍ରୟୋଗ କରାଯାଏ ଦୟାକରି ବତେଇ ଦିଅ ଆପଣଙ୍କ ଅପେକ୍ଷାରେ ରହିଲି

    • @krushisampada
      @krushisampada  Рік тому

      ମୋଟର ଚଣା ର ଚେର ସଢ଼ା ରୋଗ ବା ଝାଉଁଳା ରୋଗ ଲାଗିଲେ ଗଛ ମରିଥାଏ।ଫସଲରେ potash ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ plantomycine lit ପ୍ରତି 1gm ମିଶାଇ ଗଛ ମୂଳରେ ଢାଲନ୍ତୁ।7ଦିନ ପରେ ଆଉଥରେ ପ୍ରାୟୋଗ କରନ୍ତୁ।

  • @deorathdharua511
    @deorathdharua511 2 роки тому

    Sir, bonki pai kon koriba

  • @sahoogopa36gmail.comgopandhusa
    @sahoogopa36gmail.comgopandhusa 2 роки тому

    ଧାନ ନାଲି ପଡୁଛି ତାର ପ୍ରତିକାର କୁହନ୍ତୁ

    • @krushisampada
      @krushisampada  2 роки тому

      ଧାନ ଫସଲରେ ଜୀବାଣୁ ଜନିତ ପତ୍ରପୋଡ଼ା ରୋଗ ଲାଗିଛି।potaah ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।Copper oxychloride 50% WP lit ପ୍ରତି 3gm ସହିତ plantomycine 1gm ମିଶାଇ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @drustisuna1254
    @drustisuna1254 2 роки тому

    ନମସ୍କାର,କପା2ପକେଟ୍,କରାଯାଇଛି,ଫୁଟିଝୁଡିଯାଉଛି,ଫଳ,ଭୋଲରେ,ହେଉଇ,ନାହିଁ,ଫୋଝିଯାଉଚ୍ଛେ,କନା,ଦେବାକୁ,ପଡିବ,ନାମ,ଦୃଷ୍ଟି,ସୁନା,ଗ୍ରା,ଜାମ୍,ଛୁଆଁ,ଜିଲ୍ଲା,ବଲାଙ୍ଗୀର,P,malpda

  • @congressmuktbharat3014
    @congressmuktbharat3014 2 роки тому

    sir apsa 80 amway company ra ..bhala kama kare ki ?

  • @savakuch.chenel
    @savakuch.chenel Рік тому

    Kankad chasha re kemiti pula rahiba

    • @krushisampada
      @krushisampada  Рік тому

      କାଙ୍କଡ଼ ଫଡଲରେ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।

  • @bhimasenasabara4144
    @bhimasenasabara4144 2 роки тому +4

    Bhendi re dhola machira niyantrana ditergent re heipariba KO sir

  • @archanamahakul3871
    @archanamahakul3871 Рік тому

    Sir for milibug

    • @krushisampada
      @krushisampada  Рік тому

      କୀଟନାଶକ , କବକ ନାଶକ ଓ ଘାସ ମରା ସବୁଥିରେ sampoo କୁ ମିଶାଇ ପାରିବେ।

  • @mrutyunjayavlogs343
    @mrutyunjayavlogs343 2 роки тому +2

    Sir cow farming pain kan subidha achi

  • @entertentment7840
    @entertentment7840 Рік тому

    ବାଇଗଣ ଗଛ ରେ ରଙ୍ଗ ପିମ୍ପୁଡି କାମୁଡିବା ଦ୍ବାରା ବାଇଗଣ ଗଛ ଝାଉଳି ଦେଖାଦେଇ ମରି ଯାଉଛି।ଏହାର ନିୟନ୍ତ୍ରଣ କିପରି କରିବା।ମାଲକାନଗିରି ଏରିୟାରେ ଏହି ପିମ୍ପୁଡି ଅଧିକା ଦେଖାଯାନ୍ତି ଓ ଚାଷ ବାଷରେ ଅନିଷ୍ଟ କରୁଛନ୍ତି

    • @krushisampada
      @krushisampada  Рік тому

      ଫସଲରେ ଜଉ ପୋକ ଓ ଦହିଆ ପୋକ ଲାଗିଲେ ସେମାନେ ଛାଡୁଥିବା ମିଠା ଶିଶିର ଖାଇବା ପାଇଁ ପିମ୍ପୁଡ଼ି ଆସିଥାନ୍ତି।ତେଣୁ ଜଉ ପୋକ, ଦହିଆ ପୋକ କୁ ନିୟନ୍ତ୍ରଣ କରିବା ପାଇଁ Imidachloprid 30.5%SC lit ପ୍ରତି 0.5ml ବା Thiomethoxam 25%WG lit ପ୍ରତି 0.5gm ବା Difenthuron 50%WP lit ପ୍ରତି 1.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @Farmerknowledge8417
    @Farmerknowledge8417 2 роки тому +2

    Nice

  • @BhagabanDehuri-pe7he
    @BhagabanDehuri-pe7he Рік тому

    ଜୈବିକ ପଦ୍ଧତିର ବ୍ୟବହାର କରାଯାଉ ଥିବା ବିଷୟରେ ସମ୍ପୋ ବେବହାର କରାଯାଇ ପାରିବ କି ନାହିଁ ଦୟାକରି ଜଣାଇବେ .

    • @krushisampada
      @krushisampada  Рік тому

      Sampoo କୁ ଅତି ଅଳ୍ପ ପରିମାଣର ବ୍ୟବହାର କରାଯାଏ

  • @chandrasekharnayak1515
    @chandrasekharnayak1515 2 роки тому +1

    କୃଷି ସଂପଦ ବିଭାଗ ନିର୍ଦ୍ଦେଶକ ସାର କେମିତି କଲେ ସୋଲେର ପମ୍ ପାଇପାରୁ

  • @Sourav.253
    @Sourav.253 2 роки тому +1

    SIR KOBICHASA BISAYARAY GOTAY video

  • @lifestyle9119
    @lifestyle9119 2 роки тому

    Sir,vendi phasalale sarf pani pakei habaki.

    • @krushisampada
      @krushisampada  2 роки тому

      ମୁଖ୍ୟତଃ ଜଉ ପୋକ, ଦହିଆ ପୋକ ଓ ଧଳା ମାଛି କୁ ନିୟନ୍ତ୍ରଣ କରିବା ପାଇଁ detergent ବ୍ୟବହାର କରାଯାଏ।ଅଳ୍ପ ଫସଲରେ ପ୍ରାୟୋଗ କରି ଦେଖନ୍ତୁ।

  • @krushnachandrahazra4810
    @krushnachandrahazra4810 2 роки тому

    Sir pan caso payi kichi kuho

  • @Tuktuk16
    @Tuktuk16 2 роки тому +2

    Sir Please make a deatails video about hydroponic vegetable and fruit farming.

    • @krushisampada
      @krushisampada  2 роки тому +3

      ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ।

  • @sanjaykumarbadhai2415
    @sanjaykumarbadhai2415 2 роки тому

    Dhana phasala re kana shpoo ra prayoga sambhaba

  • @kamalhikaka1403
    @kamalhikaka1403 2 роки тому

    ସାର, ୧ ପୁଟ କପା ଗଛରେ କୀଟନାଶକ ସହ ସେମ୍ପୁ ସ୍ପ୍ରେ କଲେ ଇଫେକ୍ଟ ହେବ ନାହିଁ କି ?

    • @krushisampada
      @krushisampada  2 роки тому +1

      କୀଟନାଶକ ସହିତ ସବୁ ସମୟରେ sampoo ମିଶା ଯାଇ ପାରିବ।

    • @kamalhikaka1403
      @kamalhikaka1403 2 роки тому

      ଧନ୍ୟବାଦ ସାର୍

  • @prasantadas6221
    @prasantadas6221 2 роки тому

    Sir baigana gachha sandhia heijauchi please Tara salution kuhantu

  • @jayanandamendili3314
    @jayanandamendili3314 2 роки тому

    Kapare kn pakaile phalajhadibani

  • @antarjyamisai-vs3fr
    @antarjyamisai-vs3fr Рік тому

    Detergent na sampo diaheba kahile nanhi.

    • @krushisampada
      @krushisampada  Рік тому

      Detergent ବା sampoo ଯାହାବି ବ୍ୟବହାର କଲେ ଚାଲିବ

  • @manishkumarsahoo7192
    @manishkumarsahoo7192 2 роки тому +1

    Bahut sundar sar 🙏

  • @bablupanda1978
    @bablupanda1978 2 роки тому

    Bagon gachra pramali

  • @shreesaientertainmentchann5596
    @shreesaientertainmentchann5596 2 роки тому +1

    Apananka ghara kouthi

  • @healthandfitness2151
    @healthandfitness2151 2 роки тому

    Sir Potal ra size kemiti Bada heba?

  • @pandabiranchi5338
    @pandabiranchi5338 2 роки тому +1

    Sir good afternoon

  • @GAMEOVER-cn6oc
    @GAMEOVER-cn6oc 2 роки тому

    Sir baigan tali lagaila bele keu sara deba darakar

  • @manoranjanmahanta6223
    @manoranjanmahanta6223 2 роки тому

    ବାଇଗଣ ଗଛରେ ପୋକ ମାରି ପାରୁନୁ, କଣ କରାଯିବ ସାର

    • @krushisampada
      @krushisampada  2 роки тому

      ବାଇଗଣ ଫସଲରେ କାଣ୍ଡ ବିନ୍ଧା ଓ ଫଳ ବିନ୍ଧା ପୋକ ଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରନ୍ତ ଫଳ ବା ଡାଳ କୁ ଛିଣ୍ଡାଇ ନଷ୍ଟ କରନ୍ତୁ।ଆଲୋକ ଯନ୍ତା ଏକର ପ୍ରତି 2ଟି ଓ ସଙ୍ଗ ଆକର୍ଷକ ଯନ୍ତା 6ଟି ବ୍ୟବହାର କରନ୍ତୁ।Larvin drum ପ୍ରତି 15gm ସହିତ ଗୂଡ଼ 100gm ବା Nuvaluron 5.2%+Indoxacarb 4.5% lit ପ୍ରତି 1.5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

    • @manoranjanmahanta6223
      @manoranjanmahanta6223 2 роки тому

      @@krushisampada Thanks sir

  • @pravakarswain539
    @pravakarswain539 2 роки тому

    Sir ପୋଟଳ ରେ ପତ୍ର ପୋଡା ରୋଗପାଇଁ କଣ ବେବହାର କରିବା

    • @krushisampada
      @krushisampada  2 роки тому

      ପୋଟଳ ର ପତ୍ରପୋଡ଼ା ରୋଗ ପାଇଁ Ridomil gold lit ପ୍ରତି 2.5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଯଦି କଂକେଡ଼ିଆ ପୋକ ଲାଗିଥାଏ ତେବେ Cypermethrin 10%EC lit ପ୍ରତି 2ml ବା Canon lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @w.s.sweneersaportsystem1727
    @w.s.sweneersaportsystem1727 2 роки тому

    Kapa re phala fula lagi koi vitamin diagiba darakar

  • @jkgcreations
    @jkgcreations 2 роки тому

    Sir kala lanka chase babada re video teri karantu sir 🙏🙏🙏

  • @manojkumarsahu9687
    @manojkumarsahu9687 2 роки тому

    Mulching paper in potal chasa

  • @shibaprasadmirdha3621
    @shibaprasadmirdha3621 2 роки тому

    ଆଜ୍ଞା ପାଳଛତୁ ଚାଷ କରିବାର ଅଛି
    ଏଥିପାଇଁ ମଞ୍ଜି liquids କେଉଁ ଠି ମିଳିବ
    ଦୟାକରି କହିବେ କି

  • @sanatanamallick2365
    @sanatanamallick2365 2 роки тому +1

    Baiganaru pokachhadu nahi,

  • @soumyaranjan0
    @soumyaranjan0 2 роки тому +1

    କିଛି ଚାରାଗଛ ଲଗାଇ ଲା ପରେ ତିନି ରୁ ଚାରି ଦିନ ରେ ଆପେ ଆପେ ମରି ଯାଇଛି କହିଁକି?

    • @krushisampada
      @krushisampada  2 роки тому

      ଚାରା ଲଗାଇବା ପୂର୍ବରୁ ଚାରା ଚେର ବିଶୋଧନ କରନ୍ତୁ।Carbendazim 50% WP lit ପ୍ରତି 2gm ହିସାବରେ ଦ୍ରଵଣ ପ୍ରସ୍ତୁତ କରି ଚେର କୁ 20min ବୁଡାଇ ରଖନ୍ତୁ।ଗଛ ମୂଳରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।Ridomil gold lit ପ୍ରତି 2.5gm ହିସାବରେ ଗଛ ମୂଳକୁ ସ୍ପ୍ରେ କରନ୍ତୁ।

  • @santoshkumarbarik1648
    @santoshkumarbarik1648 2 роки тому +1

    Sir apananka paramarsa am pai bardan thanks

  • @pradipkumarbhuyan7458
    @pradipkumarbhuyan7458 2 роки тому +1

    Sir we can use Modicare active80 .

  • @kashinathnayak1824
    @kashinathnayak1824 2 роки тому +1

    Thank you sir.

  • @sarojnayak5024
    @sarojnayak5024 2 роки тому +1

    Sir
    Red beetle କୁ କିପରି control ହୋଇ ପାରିବ
    One Yellow sticky ର ବ୍ୟବହାର କେତେ ଦିନ ହୋଇ ପାରିବ

  • @pnfarm1808
    @pnfarm1808 2 роки тому

    No no urea re misei haba ki