Mora chata upare lagaithiba "Malli Fula dala" sukhi Mari jauchi...mature half c.m ra chota genda dekhibaku miluchi...kn karibaku heba tk kuhantu...bada bada dala sampurna sukhi ta Patra haladia padi Mari jauchi
Sir namaskar. Sir mu Lanka lagaechi but sathira bahuta ana bana ghasa hauchi kana spray kala taha nasta hojiba. Sir mota hela karantu Mu ganjam chatrapur ru
ସାରେ ବହୁତ୍ ବଢିଆ ଉପଦେଶ ଦେଲେ
Sir...apana chasi bhai manka pai baradan sadrusya..thank you sir
Thank you
Very important message .thank you sir .thank you for your new formula .
This method is really effective, i tried. ...
Thanks for making useful, informative videos. ...
Nimba patra re batantu
ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ।
Very good information sir 🙏🙏
Sir dhana dhala dhala khendiri khauchi upachar kuhantu
Good information sir 🙏
Kaju kachori bio fertilizer kaju kachra saraku mokar poklen hobo ki
Sir in our locality ଖନ୍ଦ୍ରୀ ପନ୍ଦ୍ରି ପୋକ ଲାଗିଛନ୍ତି କନ୍ ତାର ଉପକାର
Dhana patra haldi ranga heejauchhe 25day to30days
Thank you sir 🙏🙏🙏
Sir pano kheto pani joebiko saro bisoyre kichi kuhontu
🙏🙏🙏
Our chilly plant leaves doesn’t remain straight. It folds. What to do please advice
Hello sir,
Back ground audio clip is from which video originally.it is very good to listen.
Back ground audio is prepared by musician
Sir kete Dina store kariki rakhi heba?
7ଦିନ ରଖି ପାରିବେ
ବହୁତ ବଢିଆ
ସାର ଧାନ ପାଇଁ ଜୈବିକ ସାର କଣ ହେବ କୁହନ୍ତୁ ନିମ ପତ୍ର କୁ ରଖିକି ମରିହେବ
Mora chata upare lagaithiba "Malli Fula dala" sukhi Mari jauchi...mature half c.m ra chota genda dekhibaku miluchi...kn karibaku heba tk kuhantu...bada bada dala sampurna sukhi ta Patra haladia padi Mari jauchi
Kadali gacha pai
Manjari roga pai medicine batantu
chamat kar program ,thank you
Welcome sir
👍ଧନ୍ୟବାଦ ସାର୍🙏👍👍
Welcome
Thanks for sharing sir.Banana,Mango,Apple,How to grow plants
ବହୁତ ସୁନ୍ଦର ଉପଦେଶ l
Thank you
ସାର୍ କହିବେ କି ମୂଳ ସାର କିଛି ଦେଇନାହିଁ ଏବଂ ପିଲ ସାର ଖାଲି ଦେଲେ ହେବ ନାଁ ଆଉ କ'ଣ ଦିଆଯିବ ସାର୍ ଧାନ ରୋଇବା 12 ଦିନ ହେଲାଣି ନା ଡିଏପି ଦେଲେ ହେବ
ୟୁରିଆ ଦିଅନ୍ତୁ ଭଲ ହେବ..
କିମ୍ବା
ୟୁରିଆ ପଟାସ ଓ ଡିଏପି ମିଶେଇ କି ଦିଅନ୍ତୁ
1kg Silicon tabsil ra rate kete sir please reply
Sir. Mo Bari Ra bahut joka. Hoi chanti. Kan karibee days Kari jamantu
Sir namaskar , Give of bamboo crops or farms in one video
ଲେମ୍ବୁ ଗଛରେ ଵୁଢୀଆଣୀ ବସା କିପରି ଭାବରେ ବାହାର କରିବା ସେଥିପାଇଁ medicine, କ'ଣ ଦରକାର please କୁହନ୍ତୁ
Thanks for information
Thanks sir 🙏
Pura choto kala pimpudi paini kichi upaya kuhantu
Imidachloprid 30.5%SC lit ପ୍ରତି 0.5ml
Grapes gacha re fala pain keun sara ba au kichi diajaipariba.
Thank u sr
ସାର ନମସ୍କାର ବାଇଗଣ ଫସଳରେ କେତେ ପିପି ଏମ୍ ନିମତେଳ ଦିଆହବ ସାର ବାଇଗଣ ଗଛ ଝାଉଳି ମୂଳ ପଚି ଯାଉଛି କଣ ମେଡିସନ ପକାଇବି ସାର କୁହନ୍ତୁ
ମୂଳ ପଚା ପାଇଁ ଟ୍ରାଇକୋଡ୍ରାମା ପାଉଡର ମୂଳରେ ପକାନ୍ତୁ
Namaskar sir, can i know the recipe of preparing sorisha ପିଡ଼ିଆ at home? Thanks
Nice
Sir, ଭାତ ବଦଳ ରେ ପେଜ ରେ ପାଣି ମିଶାଇ ଦ୍ରବଣ ପ୍ରସ୍ତୁତ କରି ହେବ କି?
Gyana
How to get more flower from
Champa tree
Hamur ghar rose gachara lagichhi,Kane karibaku haba
Thanks sir
Thank u sir
💐💐💐🙏🙏🙏sir
Thank you
Sir apanka mobile no ta diontu
Spray karibabele bottle re atki jau6i
Ama poka v pakhala khaibee
Pou saga re lagi chhanti
Beautiful knowledge
Lanka gachhte
Dhana re Mula sara hisabare proyoga kale bhala heba na ,30 dinare urea sahita dele
ମୂଳ ସାର ପିଲ ସାର ଓ ଥୋଡ ସାର ପ୍ରୟୋଗ କରନ୍ତୁ।
@@krushisampada ଜିପ୍ମାଇଟ୍ ପ୍ଲସ ମୂଳ ସାର ନା ପିଲ ସାରରେ ପକେଇଲେ ଭଲ ହେବ ?
ଏହା ଅନେକ ଚାଷୀ ଙ୍କୁ ସାହାଯ୍ୟ କରିବ
ସାର ଦୟାକରି ଲଙ୍କାର 5 ଟି ଉନତ କିସମ କୁହନ୍ତୁ
ଲଙ୍କା ଉପରେ video କରାଯିବ
@@krushisampada ଠିକ ଅଛି ସାର
Usuna vata na arua vata
😅
Neli poka kipari control kariba
Sab
Mu dettol mari diye ...
Potala natire nali jauaa poka kmt
ଅଷ୍ଟପଦି କୁ ନିୟନ୍ତ୍ରଣ କରିବା ପାଇଁ Spiromesifen 22.9%SC lit ପ୍ରତି 1ml ବା
Movento lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir ,10 ଦିନ ବେଳକୁ ଗଛ ଆଉ କଣ ଥିବ?
Nice
Thanks
Jay Kisan
ସାର ଭାତରେ ପାଣି ମିଶାଇ ୧୦ ଦିନ କେଉଁ ଜାଗାରେ ରଖିବା (ଖରା ନା ଛାଇ)ଦୟାକରି ଜଣାଇବା ପାଇଁ ଅନୁରୋଧ
ଛାଇ ଜାଗାରେ ରଖନ୍ତୁ
Daily kon kholi golaibaku haba , ka eka thare 10 days pore kholibu
Very nice sir give other simple tips like this thakyou you very much
କଳା ଜୋଉ ପୋକ ଦମନ ର ବିନା ଖର୍ଚ୍ଚ ଉପାୟ କହନ୍ତୁ ସାର...
Sir ଏଠି ଆମେ ଶେମ୍ପୁ ବଦଳରେ ଘିକୁଆରୀ ର ପ୍ରୟୋଗ କରି ହେବ କି
Sir ଜନ୍ଦା ମାନେ ଜମିରେ ଘର କରି ରହୁଛନ୍ତି ଛାଡ଼ି ଯାଉ ନାହାଁନ୍ତି ମାରିବା ଉପାୟ ଟିକେ ବତାନ୍ତୁ (ବାରି ପଟେ )
Chloropyriphos 20% EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
Makha chasa bisayare video banahntu
କୃଷି ସଂପାଦ ର ମୁଁ ଜଣେ ନିୟମିତ ଦର୍ଶକ l ମୋର କାଙ୍କଡ଼ ଗଛର ପ୍ରଚୁର ଫୁଲ ଓ କଷି ଧରୁଛି, ହେଲେ କଷି ସବୁ ହଳଦିଆ ହୋଇ ଯାଉଛି l ମୁଁ ମଲ୍ଟିପ୍ଲେକ୍ସ ର ଜେନେରାଲ liquid ମଲ୍ଟି nuitrition ସ୍ପ୍ରେ କରିଥିଲି, କିନ୍ତୁ ଫଳ କିଛି ପାଉନି l ଉପାୟ କଣ ଜଣାଇବେ
କାଙ୍କଡ଼ ଲଗାଇବା ସମୟରେ 9ଟି ମାଈ ଗଛ ସହିତ 1ଟି ଅଣ୍ଡିରା ଗଛ ଲଗାନ୍ତୁ ଫଳରେ ପରାଗ ସଙ୍ଗମ ଠିକରେ ହୋଇ ପାରିବ।ଵର୍ତମାନ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ମୁଁ ଯାହା ଅନୁମାନ କଲି ଦହିଆ ପୋକ ପାଇଁ ହାଣ୍ଡିଆ ଭଲ କାମ ଦେବ
Sir mo farmaku please asantu
Sir namaskar.
Sir mu Lanka lagaechi but sathira bahuta ana bana ghasa hauchi kana spray kala taha nasta hojiba.
Sir mota hela karantu
Mu ganjam chatrapur ru
Sir kichi kahilani kn spray karibi
Sir 🙏🙏🙏🙏, 15 ଲିଟର ରେ କେତେ ଲାଗବା .....
ଭାତରେ ତିଆରି ଜୈଵ କିଟନାଷକ କେତେ ଦିନ ରଖିହେବ ଏବଂ ଆଉକେଙୁ ପୋକ ପାଇଁ ପକାଇ ହେବ
Acid and alcohol is different
Sir dhan baharilabele 6gudia puka besi laguchhi kana upchar
VERY INFORMATIVE VIDIO FOR CONTROL MEALYBUGS BY IFFECTIVE WAY . THANK YOU SO MUCH
Sir ଯେଉଁ ଦ୍ରବଣ ତିଆରି କରାଯିବ ତାହା ଉଷୁନା ଚାଉଳ ନା ଅରୁଆ ଚାଉଳରେ କରାଯିବ ତାହା କହିବା ପାଇଁ ଅନୁରୋଧ
Usuna au arua kichhi b chaula chaliba...sabu prakar bhata re carbohydrates thae se fermentation process re ethyl alcohol ku convert hei jae...
Beautiful advice ❤❤❤❤
Grafting kemiti kariba kau thi miliba
Kadaligachare manjaripoka pai advice diatntu
ଗଛ ମୂଳ ଓ ବଗିଚା କୁ ସଫା କରନ୍ତୁ।ଗଛ ମୂଳରୁ 1ft ଛାଡ଼ି ଗଛ ପ୍ରତି 50gm Carbofuran 3G ଦାନାଦାର ପ୍ରୟୋଗ କରି ଜଳସେଚନ କରନ୍ତୁ।ଅଧିକ ଆକ୍ରାନ୍ତ ଗଛ କୁ ଓପା ଡି ନଷ୍ଟ କରନ୍ତୁ।
I use Antara.
Very nice Information...
Rose plant ra branched yellow hoi sukhi jau chi.leaves b modi modi hei jau chi .pls suggest
Rose plant ରେ ଅଷ୍ଟପ ଦି ପୋକ ଲାଗିଲେ ପତ୍ର ହଳଦିଆ ହେବ ସହ ମୋଡି ହୋଇଥାଏ।ଏଥିପାଇଁ ଗଛରେ ଜିଆ ଖତ ଗଛ ପ୍ରତି 1kg ପ୍ରାୟୋଗ କରନ୍ତୁ।Spiromesifen 22.9%SC lit ପ୍ରତି 1ml ବା OMITE lit ପ୍ରତି 2.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Sir binaa tankaare bhala medicin kahile
ନଡ଼ିଆ ଗଛକଣାଗୁଡିକ, କିପରି ଭଲହେବ
Chloropyriphos ଗୁଣ୍ଡ ଓ ବାଲି ସମାନ ପରିମାଣ ର ମିଶାଇ ଗାତ ଭର୍ତି କରନ୍ତୁ ।
Gramacin kama Karibani ki ?
Kariba but Pani padile dhoi hei jaye
Number tike debe sir
Haandia readymade kini direct pakei le hebo?
ନା ତାହା କାମ ଦେବ ନାହିଁ
Good morning sir
Good morning
Potalabilaru jaunahanti kan kariba
ରାସାୟନିକ କୀଟନାଶକ ପ୍ରାୟୋଗ କରନ୍ତୁ।Diafenthuron 50% WP lit ପ୍ରତି 1.5gm ବା MOVENTO lit ପ୍ରତି 1ml ବା Thiomethoxam 25%WG drum ପ୍ରତି 6gm ସହିତ drum ପ୍ରତି ଅଧା ଚାମଚ detergent ମିଶାଇ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Baigna gachha jali karuchhanti
କାଙ୍କେଡିଆ ପୋକ।Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
Thanks sir for good information
🙏ଭୁବନେଶ୍ୱର ରେ strwsberry ଚାରା କୋଉ ନର୍ସରୀ ରେ ମିଳିବ ଓ ତରଲାହାଇବା season kebe
ଲଂକା ଗଛର ପତ୍ର ମୋଡାରେ କ'ଣ ଦେବା
ବହୁତ୍ ବଢିଆ ଉପାୟ ମୁଁ ବି try କରିଥିଲି
କାମ କରିଲା କି
@@raghunathsutar143 umm କଲା ତ୍ କିନ୍ତୁ ଉଜ କରିବାକୁ ପଡ଼ିବ ସପ୍ତାହ କୁ 2ଥର ଯଦି ବେଶୀ ହେଇଥାଏ ତ୍
Sir mo tulasi ma gachha re kala kala poka haiki podi podi hai Modi hai jauchhi Patra kn kara jiba kuhantu .?
Matire
Shampoo au haladi mix kari mun mo garden re srey kali dahiya poka ru mukti milila
Nice bhai
Sir PLz mention the quantity of the prepared medicine &. the area for use in each & evry desease.
ଜଉ ପୋକର ନିୟନ୍ତ୍ରଣ କରିବାପାଇଁ କଣ ସ୍ପ୍ରେ କରାଯିବ ଆଜ୍ଞା l