ବାଇଗଣ ଚାଷ ରେ ସେମ୍ଫୁ ର କମାଲ // ନିରୋଗ ବାଇଗଣ ଚାଷ// shampoo in brinjal farming
Вставка
- Опубліковано 27 вер 2024
- ବାଇଗଣ ଚାଷ ରେ ସେମ୍ଫୁ ର କମାଲ // ନିରୋଗ ବାଇଗଣ ଚାଷ// shampoo in brinjal farming
To make brinjal farming free from pesticides, farmars have to follow the tricks base on shampoo and nim oil,a best desi prepared medicine, the details process have been displayed and explained details in this video.
#kurefultv #shampookamal #baiganachasa
follow us-
your queries-
shampoo in brinjal farming
baigan chasa re semphu aausadha
how to make brinjal farming
brinjal farming details
baigana chasa kipari karajae
baigana chasa kemiti karanti
baigana chasa pranali details
brinjal farming a to z
baigana chasa re roga poka samashya
nimba tela ra bebahar
nimba tela o shampoo
Thanks
Very good mu shantanu padhan gaisilet at jamutpali
ଧନ୍ୟବାଦ ଆଜ୍ଞା
Thank you for your good information
Thanks, sir, obliged on you
Sir shampoo kn spray habana sir au kalara jahni pai kn kuhantu sir
April maas re tomato chara kale heba ke sir
ନମସ୍କାର ଆଜ୍ଞା, ଅଧିକ ଖରା ଯୋଗୁଁ ଭଲ ରହିବ ନାହିଁ।
ବାଇଗଣ ପତର ମୁଢି ମୁଢି ହଉଛେ କେନ ଉଷ ଦେଲେ ଭଲ ହେବା
ବାକି medicine sange chalba k
Kou company brinjal
ନମସ୍କାର ଆଜ୍ଞା,VNR -212 ସବୁଠୁ ଭଲ
ନହେଲେ Sungrow-704 ମଧ୍ୟ ନେଇ ପାରିବେ।
By Dr to
Thanks so much
Vala katha ta.
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Ati Sundar information Sir... Bahut bahut dhanyawad sir 🙏
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ
Baegan kana nae heba kaha
ନମସ୍କାର ଆଜ୍ଞା, ଏହା ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ।
Bahut bhal
ଧନ୍ୟବାଦ ଆଜ୍ଞା ନମସ୍କାର
Poor will be benefited thanks
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
ଧନ୍ୟବାଦ
Rights job sir
Thanks, hope your guide and suggestions
ଲିମ ତେଲ କେନ ନ ମିଳିବ?
ନମସ୍କାର, ଅନଲାଇନ୍ ରେ ପାଇ ପାରିବେ।
@@Kurefultv ଠିକଣା ଦେବେ
Thanks for good suggestion
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Putal chas kenta karma
ଭିଡିଓ ଅଛି ଦୟାକରି ଦେଖିବାକୁ ଅନୁରୋଧ
Thanks.
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ
Kapa chas thi dele kenta. heba tike. bata be
ନମସ୍କାର ଆଜ୍ଞା,କପା ଫସଲ ରେ ମଧ୍ୟ ଦେଇ ପାରିବେ, କିଛି ଅସୁବିଧା ନାହିଁ
Bahut sundar katha kirtan bhai
ନମସ୍କାର ଦାଦା, ତୁମର ମାନକର ଆର୍ଶୀବାଦ ଥାଉ।
Thank you sir
ଧନ୍ୟବାଦ ଆଜ୍ଞା
sir bringal ka pada ka Lia kya khat dalu cocopite ya gobar khat ya only miti😊😊😊😊
नमस्कार!
अच्छी बैंगन के लिए गोबर का खाद सबसे अच्छा है। इसका उन्नत खेती के बारे में जानकारी प्राप्त करने के लिए,हमारा चेनाल का भिडीउ ज़रूर देखें।
Sir main apne flower pot 🍯 colour karna cha ha ta hun kya ham paper drawing main stimal water 💦 colour kar sakta hain ya gujad bataeye money 🤑💰 kharch nahi hoga or colouring bi hoga please coment in odia
🥺🥺🥺🥺🥺🥺🥺🥺🥺
ଭଲ advice
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Video about Banana farming
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
ଆଗକୁ ନିଶ୍ଚୟ ଦେଖି ପାରିବେ
3:27 video start
ଦେଇ ପାରିବେ ଆଜ୍ଞା, କିଛି ଅସୁବିଧା ନାହିଁ
Sabujaniparuchu
ଧନ୍ୟବାଦ ଆଜ୍ଞା
Jay kisan
ଧନ୍ୟବାଦ ଆଜ୍ଞା ନମସ୍କାର
ଗଛ କିଛି ହେବନି ତ
ନମସ୍କାର ଆଜ୍ଞା, ଏହା ଶହ ଶହ ଚାଷୀ ମାନଙ୍କ ଦ୍ଵାରା ଆବୃତ।
Dhan bihuda mechin ra demo kindly upload karun
Most welcome, soon we would upload related videos in near future.
সুন্দৰ হৈছে
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଧନ୍ୟବାଦ
Nua Nua jinis sar👍🙏
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ
Thankuu
Namaste
ନମସ୍କାର, ଆଜ୍ଞା ନମସ୍କାର
How to control small leaf disease of brinjal?
Respected sir
Very soon our new video about same topic is going to publish.
Baeigana re dhala machi niatrana
ନମସ୍କାର ଆଜ୍ଞା, ଏଥିପାଇଁ ମାଲାଥିଆନ୍ ଗୁଡ ପାଣିରେ ମିଶାଇ ଦେଇପାରିବେ
सम्बलपुरी भाषा लागी भललागला
नमस्कार जी आपके सुझाव हमारे लिए बहुत महत्वपूर्ण है, आसा आगे ओर से आपके आर्सिबाद हमारा उपर बनी रहे।
Sir 🙏 jadi limtel au sempu dele fala full thile kichhi kharap heba nai ta
ନମସ୍କାର ଆଜ୍ଞା, ଆପଣ ଦେଇ ପାରିବେ, କିଛି ଅସୁବିଧା ନାହିଁ।
Super
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Sundar sir
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
Sir lim tel kene milba tike kahebe hele ame pai partu.
ନମସ୍କାର ଆଜ୍ଞା,ନିମ୍ଵ ତେଲ ଆପଣ ଗାଁ ବଜାର ରେ ପାଇ ପାରିବେ, ନହେଲେ ଅନଲାଇନ୍ ରେ ମଧ୍ୟ ପାଇ ପାରିବେ।
Sir namaskar ken baigan ken manji bhal aae tike kahut
ନମସ୍କାର ଆଜ୍ଞା,ଵ୍ଳୁଷ୍ଟାର,ଲଙ୍ଗର -୧୩, ଗ୍ରୀନ୍ ଲିଙ୍କ୍, ଏସବୁ ଆପଣ ଚାଷ କରି ପାରିବେ।
Hlo sir....kya mai v same process pe de sakte hai ...aur achha fal hone k liye kya kiya jaye .....🙏🙏🙏
Sorry sir tamatar .....pe v same process pe de sakte hai kya
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆପଣ ଏହି ପ୍ରକ୍ରିୟା ରେ ନିଶ୍ଚୟ ଦେଇ ପାରିବେ ।ଭଲ ଅମଳ ପାଇଁ ହରମୋନ ଦେଇ ପାରିବେ।
Khali baigana re na au alaga chasare marile b heba
ନମସ୍କାର ଆଜ୍ଞା, ଆପଣ ଏହି ପ୍ରସ୍ତୁତି ପ୍ରଣାଳୀ କୁ ଯେ କୌଣସି ଚାଷ ରେ ଦେଇ ପାରିବେ।
👍👍👍 Jai maa samleswari 👌👌👌
ମିର୍ଦ୍ଧା ଆଜ୍ଞା, ନମସ୍କାର, ଜୁହାର
Maricha re deihebo ki sampu
ନମସ୍କାର ଆଜ୍ଞା, ନିଶ୍ଚୟ ଦେଇ ପାରିବେ, କିଛି ଅସୁବିଧା ନାହିଁ।
Hi
ନମସ୍କାର, ମହାନ୍ତି ଆଜ୍ଞା,
Process re kn sure ଫିମ୍ପି, ପୋକ ରହିବନି
ନମସ୍କାର ଆଜ୍ଞା, ଥରେ କରି ଦେଖନ୍ତୁ, ଅସୁବିଧା ନାହିଁ
Pariksha Kori dykhimaa
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
E formula prayog apan kahar kete dekhichaan ki nije prayog karichhn kain jadi han ta hen khetar photo deithile bhal hei thita mor experience ru kahuchen ita prayog kale bhi sampurna rog nirakaran nai hue.chasi manku bhul tathya deikari barbad ra rasta nai dekhain henthi bhi shampu ta chemical aai
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆପଣଙ୍କ ମତାମତ ର ମହତ୍ଵ ନିହାତି ଭାବରେ ରହିଛି। ଦେଖନ୍ତୁ, ଚାଷ ଅନେକ ଜୈବିକ ପ୍ରକ୍ରିୟା ର ଅଂଶବିଶେଷ ସହ ସମ୍ପର୍କ ଥିବାର ବିଷୟ କୁ ଆପଣ ଅଗ୍ରାହ୍ୟ କରି ପାରିବେ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ରୁ ଯଦି ସାଧାରଣ ଜୈବିକ ପ୍ରକ୍ରିୟା ନେଇ ଚାଷ କରାଯାଏ, ତେବେ ରାସାୟନିକ ଔଷଧ ର ଖର୍ଚ୍ଚ କମ୍ ହୋଇଥାଏ,ଏହା ଅନେକ ଚାଷୀ କରି ଦେଖାଇଛନ୍ତି।
@@Kurefultv ଆପଣ ଯାହା କହୁଛନ୍ତି ପ୍ରଥମରୁ ଯଦି ଆମେ ନିମ ତେଲ ପ୍ରୟୋଗ କରିବା ଫସଲରେ ରୋଗ, ପୋକର ପ୍ରଭାବ କମିବ ଓ ପରିବା ସୁସ୍ଵାଦ ହେବ ।
Sia kapar kor jhada Pai ken oso dema
ନମସ୍କାର ଆଜ୍ଞା, ଆପଣଙ୍କ ପ୍ରଶ୍ନ ବିସ୍ତାର କରି ଜଣାଇବେ ବୋଲି ଅନୁରୋଧ। ଧନ୍ୟବାଦ
ସ୍ପେ କରାଯିବ
ବାଇ ଗନ ନାକାଣକହ
ନମସ୍କାର ଆଜ୍ଞା, ଦୟାକରି ଆମର ଭିଡିଓ ଦେଖିବାକୁ ଅନୁରୋଧ ।
ମରଚି ଚାଷର ଟିକେ କହେବ ହୋ ଭିଡିଓ ଟେ ବନାବ
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆଗକୁ ନିଶ୍ଚୟ ଦେଖି ପାରିବେ।
ଡାଲୁଆ ଧାନ ବିସଜରେ ଟିକେ କହୁନ ଆଗିଆଁ
ବହୁତ ଵଡିଆ କଥା କହେଲେ ଅାଗିଆ
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆଗକୁ ନିଶ୍ଚୟ ଦେଖି ପାରିବେ।
ଶଳା ଚୋର ଆହୁ
Mobile number dia
9853256754
Pani sange tel kenthai mesba , Au Ken shampoo bevar karmu
Clinic plus shampoo
Thank you sir
Most welcome, thanks
ଏଇଟା ବନ୍ଧାକୁବି ରେ ଦେଇ ପାରିବା କି
ନମସ୍କାର ଆଜ୍ଞା, ଯେ କୌଣସି ଫସଲରେ ବ୍ୟବହାର କରି ପାରିବେ।
Tumara nichenta sampufaktri
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Leemoil rat kete tanka
ଏହା ଅନ୍ ଲାଇନ୍ ରେ ମଧ୍ୟ ପାଇ ପାରିବେ, ନହେଲେ ପାଖ ବଜାର ରେ ପାଇ ପାରିବେ।
କପା ଆଉ ସେମ୍ଫୁ ବିଷୟରେ କହୁନ ଆଜ୍ଞା
ଦେଇ ପାରିବେ
Sabu baigana ru ken baigana besi fhalsi
ନମସ୍କାର ଆଜ୍ଞା,ରଙ୍ଗ ଓ ଆକାର ର ଆଧାରରେ କିସମ ସଵୁ ରହିଛି,ତଥାଵି vnr 212,bss 793 ସବୁଠୁ ଭଲ
Of IP
ଧନ୍ୟବାଦ ଆଜ୍ଞା ନମସ୍କାର
Mircha chasa re sempu kam deba ken sir
ନମସ୍କାର ଆଜ୍ଞା,ସେମ୍ପୁ ସଵୁ ଚାଷ ରେ ଦେଇ ପାରିବେ କିଛି ଅସୁବିଧା ନାହିଁ।
@@Kurefultv dhanybad sir
ଆମ୍ବଗଛ କେ କେତେବେଳେ ଜଗାସନ୍
ନମସ୍କାର ଆଜ୍ଞା, ଏଥିପାଇଁ ଜାଣନ୍ତୁ, ବ୍ୟବସାୟୀକ ଭାବରେ କରିବାକୁ ଚାହୁଁଛନ୍ତି ଯଦି, ତେବେ ବର୍ଷା ଆଗରୁ ଲଗାଇବେ। ଅନ୍ୟଥା ସବୁ ସମୟରେ ଲଗାଇ ପାରିବେ।
@@Kurefultv ଆମ୍ବ ଗଛକୁ କଲମି କେମିତି କରିବା
Sir Stem re poka lagi sukhi jauchhi.
Bahara ku dekha jauni hele stem vangi dekhile ta vitare poka laguchhi. Sabudine nua nua aga vangibaku paduchhi.
Kan medicine debi. Pls reply.
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ,
ବାଇଗଣ ର କାଣ୍ଡ ବିନ୍ଧା ଦମନ ପାଇଁ,ସୁମିପ୍ରିମିଟ୍- ୨ ଏମ୍ ଏଲ୍, ଲିଟର ପିଛା ଦେଇ ସିଞ୍ଚନ କରନ୍ତୁ,ସାତ ଦିନ ପରେ କାରଟାବ୍ ହାଇଡ୍ରୋକ୍ଳୋରାଇଡ ୧ ଏମ୍ ଏଲ୍ ଲିଟର ପିଛା ମିଶାଇ,ତା ସହିତ ଇମିଡାକ୍ଳୋଫ୍ରୀଡ୍ -୫ ଗ୍ରାମ ଏକ ଢ଼ୋଲ୍ ପାଣି ରେ ମିଶାଇ ଦେଇ ପାରିବେ। ଅଧିକ ତଥ୍ୟ ପାଇଁ ଫୋନ୍ ନମ୍ୱର୍ ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@@Kurefultv Thanks a lot.
Call me please baigian chas ra kichi janbarlagi
Organic method rea kahilea sir ...... farmers manku bahut helpful hebaa.......,🙏🙏🙏
ନମସ୍କାର ଆଜ୍ଞା, ଏହା ଆମର ପ୍ରୟାସ ଜାରି ରହିଛି, ନିଶ୍ଚୟ ଆଗକୁ ଦେଖି ପାରିବେ।
Hi
Nice video
ଆଜ୍ଞା ନମସ୍କାର, ଆପଣଙ୍କର ଗୁଟେ କଥା ମତେ ବହୁତ ଭଲ ଲଗଲା, ମାନେ ଆପଣ ସବୁ ଲୋକ ମାନଙ୍କର ଲାଗି ଉତ୍ତର ଦେଇଛନ୍ତି
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ
ଆଲୁ ଚାଷ ଟିକେ ଦେଖନ୍ତୁ ଆଜ୍ଞା 🙏🙏🙏🙏🙏🙏🙏😄😄
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ନିଶ୍ଚୟ ଆଗକୁ ଦେଖି ପାରିବେ
ଶଳା taguchu
ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ଆମ ପାଇଁ ପ୍ରେରଣା
Thank u
Jaha b hai amar bhasa re kichhi sunbar ke janbar ke Milla.
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା।
Tomato🍅 ra jhaula rogo hele kn deba
ନମସ୍କାର ଆଜ୍ଞା, ଯଦି ରୋଗ ଲାଗି ସାରିଛି,ତେଵେ କାର୍ବୋସଲଫ୍ଯୁରାନ ଲିଟରେ ପାଣି ରେ ୩ ଏମ୍ ଏଲ୍ ହିସାବରେ ଦେଇ ପାରିବେ।
Best suggestions sir
ଧନ୍ୟବାଦ ଆଜ୍ଞା ନମସ୍କାର
Apana ahipari vd0 anuthantu
Nice tecknik
ଧନ୍ୟବାଦ ଆଜ୍ଞା ନମସ୍କାର
ମିରଚା ପତର ହଳଦିଆ ହେଉଛେ ସାର କାନା ଦେଳେ ହେବା //
ନମସ୍କାର ଆଜ୍ଞା, ଏଥିରେ ଆପଣ ୫କେଜି କ୍ୟାଲସିୟମ ନାଇଟ୍ରେଟ ଓ ୨୫୦ ଗ୍ରାମ ଵୋରନ ଦେଇ ପାରିବେ, ଏହା ଏକର ପ୍ରତି ହିସାବରେ।
ଭଲ ଭିଡ଼ିଓ ଦେଖାଲେ ଆଜ୍ଞା ଧନ୍ୟବାଦ
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ
Use APSA 80 along with neem oil low cost than shampoo
ଧନ୍ୟବାଦ ଆଜ୍ଞା, ଆପଣଙ୍କ ମତାମତ ଆମ ପାଇଁ ବହୁତ ମୂଲ୍ୟବାନ, ଧନ୍ୟବାଦ ନମସ୍କାର
Thank you for good suggest
ଧନ୍ୟବାଦ ଆଜ୍ଞା ନମସ୍କାର
ଆମର ସମ୍ବଲପୁରୀ ଭାଷା ର gute ଅଲଗା ମଜା❤❤❤❤❤
"Jhaunla roga "ra pratikar pain organic tarikara video te karun sir
ନମସ୍କାର ଆଜ୍ଞା, ବହୁତ ଜଲ୍ଦୀ ଏହାର ଉପରେ ଆଧାରିତ ଭିଡିଓ ଦେଖି ପାରିବେ।
Sir lanka re padipariba na nahi
ନମସ୍କାର ଆଜ୍ଞା, ଦେଇ ପାରିବେ, କିଛି ଅସୁବିଧା ନାହିଁ
Very good idea
ଧନ୍ୟବାଦ ଆଜ୍ଞା
Hai ho bhai 1 accers re per week 1500 -2000 medicine laguche
Au tame kahucha 15 days re thare neem oil dele control heba it's not possible
ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ। ଆପଣଙ୍କ ହିସାବ ନିଶ୍ଚୟ ଗ୍ରହଣୀୟ। କିନ୍ତୁ ଆରମ୍ଭ ରୁ ଯଦି ଜୈବିକ ଉପଚାର ସହିତ ବାଇଗଣ ର ଯତ୍ନ ନେଲେ ,ଵଡ ରୋଗ ପୋକ ଲାଗିବାରୁ ଆମେ ବଞ୍ଚି ପାରିବା ।
Nice trick
Thanks so much sir
bahut Achcha video banate Ho Achcha Laga dekh kar
नमस्कार जी, आपके सुझाव के लिए बहुत बहुत धन्यवाद,आसा आगे ओर बढ़ने से, आपके आर्सिबाद हमारे साथ रहेगी।
Very good
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Bahut badia
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
Full fala time re leem oil dele Pita lagba
ନମସ୍କାର ଆଜ୍ଞା, ସେପରି କିଛି ନାହିଁ, ଆପଣ ଫଳ ତୋଳିବା ପରେ ଔଷଧ ଦେଇ ପାରିବେ।
Thanks
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
ବହୁତ ସୁନ୍ଦର କଥା ଆଜ୍ଞା
ଧନ୍ୟବାଦ ଆଜ୍ଞା, ନମସ୍କାର ଆପଣଙ୍କ ମତାମତ ଶାଦରେ ଗ୍ରହଣ କରୁଛୁ।
ସତରେ କ'ଣ ସାର୍ ବହୁତ ଭଲ
ନମସ୍କାର ଆଜ୍ଞା, ନିଶ୍ଚୟ ଭଲ , ଥରେ ଆପଣେଇ ଦେଖନ୍ତୁ।
Thank u
ନମସ୍କାର ଆଜ୍ଞା, ଧନ୍ୟବାଦ
Very nice 👍
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ