ବର୍ଷିଲେ ମନ୍ମଥ ଓ BJD ଟିମ୍ ଭରତପୁର୍ ଥାନା ୫ ପୋଲିସ୍ ଅଧିକାରୀଙ୍କୁ ସସପେଣ୍ଡ ନୁହେଁ ଟର୍ମିନେଟ୍ କରାଯାଉ !Bbsr news

Поділитися
Вставка
  • Опубліковано 18 вер 2024
  • ବର୍ଷିଲେ ମନ୍ମଥ ଓ BJD ଟିମ୍ ଭରତପୁର୍ ଥାନା ୫ ପୋଲିସ୍ ଅଧିକାରୀଙ୍କୁ ସସପେଣ୍ଡ ନୁହେଁ ଟର୍ମିନେଟ୍ କରାଯାଉ ! Bbsr news #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

КОМЕНТАРІ • 589

  • @user-pu9qo1sg6p
    @user-pu9qo1sg6p День тому +124

    ଚାକିରିରୁ ବହିଷ୍କାର କରିବା ନିହାତି ଜରୁରୀ।

  • @Hhhg-y3x
    @Hhhg-y3x День тому +84

    ଦଣ୍ଡ ଦିଆଯିବ ଉଚିତ୍।
    କିନ୍ତୁ ୨୪ ବର୍ଷ ର ଅମାନବୀୟ ଅତ୍ୟାଚାର ବେଳେ କେହି ଲୁହ ଟିକେ ଦେଖିଲନି
    ଖାଲି ପାଣ୍ଡୁ ର ଚାଟିବା ରେ ବ୍ୟସ୍ତ ରହିଲ ।
    ପରୀ , ମମିତା ଆଉ ଅନେକ....

    • @biswamberbhutia3280
      @biswamberbhutia3280 23 години тому +2

      24ବର୍ଷ ଭିତରେ ତମ ଘରେ ପୋଲିସ କୁ ଲଙଗାଳା ପୋଷାକ କରିଥିଲ। ଜଣେ ଭୁଲ କରିବ, ସମସ୍ତେ ପୋଲିସ ଏ ଭଳି କେବେ ହେଈଥିଲା

    • @deepakbiswal1205
      @deepakbiswal1205 22 години тому

      Mo Bhai parpekt 🙏🙏🙏

    • @chinmayasahu5916
      @chinmayasahu5916 20 годин тому

      Army yanku udeidau

    • @suryakantbarik2347
      @suryakantbarik2347 14 годин тому

      bhai 💯 right

    • @PravatSahoo-ch3pc
      @PravatSahoo-ch3pc 13 годин тому +1

      Chaluni kahuchi chhunhiku -----------😁😁😁😅😢🤪🧟👈

  • @sagarsahu5937
    @sagarsahu5937 День тому +44

    BJD ପାଇଁ ହିଁ ଏ ଓଡ଼ିଶା ପୋଲିସ୍ ଉତୁପାତ ହୋଇଛି।

    • @Aswinagomango
      @Aswinagomango 14 годин тому

      Ebe kar sarakar tamor ki kn tame ନିଜେ voot delona

  • @RAJESHpradhan01994
    @RAJESHpradhan01994 День тому +64

    15 ଲକ୍ଷ ଟଙ୍କା ଲେଖାଏଁ ଲାଞ୍ଚ ଦେଇ ପୂର୍ବରୁ ଚାକିରି ପାଇଥିବା ପୋଲିସ ବାବୁ ମାନଙ୍କ ଠାରୁ ଆଉ ଅଧିକ କଣ ଆସା କରାଯାଇ ପାରିବ। ଏଥିପାଇଁ ପୂର୍ବରୁ ଥିବା ବିଜେଡି ସରକାର ସମ୍ପୂର୍ଣ୍ଣ ରୁପେ ଦାୟୀ।

    • @mysarthakcreations
      @mysarthakcreations 21 годину тому +2

      Sabu 24 barsha ra karamTi

    • @rameshchandrasahoo8872
      @rameshchandrasahoo8872 13 годин тому +1

      Puruna gha re nua dabai darkar. Termination sathe sathe Barack ku nei third degree sena deu

  • @jchoudhury274
    @jchoudhury274 День тому +73

    BJD ସରକାର ସମୟ ର ବ୍ରିଟିଶ ପୋଲିସ ତୁମେ BJD ନେତା କାହାକୁ କହୁଛ ତୁମ ପୋଲିସ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କୁ ମରିଥିଲା ତୁମ ପାଟି ଫିଟି ଲାନି ଜୟ ଜଗନ୍ନାଥ

    • @TapankumarDora-m4w
      @TapankumarDora-m4w 22 години тому

      ମୁର୍ଖ ମାନେ BJD କରିଥିଲା ବୋଲି ତୁମେ ବି କରିବକି ତୁମମାନଙ୍କୁ ଭୋଟଦେଇ ଆମେ ମାଡ଼ ଖାଉଛୁ ଶଳା ପୋଲିସ ହାତରୁ ଖାଲି ଖାଲିରେ

    • @prajanadattaputhal7034
      @prajanadattaputhal7034 12 годин тому

      Naba das marichi bhala hechhi

    • @nabaghanasahu9660
      @nabaghanasahu9660 12 годин тому

      ​@@prajanadattaputhal7034 Ekdum thick katha . Ame sadharana loka Corona re maruthilabele Naba das 600 Hywa gote time re bahar karithila paisha kouthu paila .

    • @aloksahoo5419
      @aloksahoo5419 11 годин тому

      Bala bjp 😂😂😂😂😂 Banda bjp

    • @manashranjanbehera-mc3tg
      @manashranjanbehera-mc3tg 10 годин тому

      ​@@aloksahoo5419mo bandara bala bjd to banda bjjjjjd 😅

  • @atmaramdasatmaramdas3879
    @atmaramdasatmaramdas3879 День тому +20

    ଆପଣ ୨୪ ବର୍ଷ ପୁରା ଠିକ କରିଛନ୍ତି
    ଆପଣଙ୍କ କ୍ୟାବିନେଟ ମିନିଷ୍ଟର ଙ୍କୁ ଦିନରେ ମାରିଦେଲ ଆପଣ ଆଜି ପର୍ଯ୍ୟନ୍ତ ସୋଇଛନ୍ତି ଓଡ଼ିଶାର ଜନ ସାଧାରଣଙ୍କୁ ଭକୁଆ ବନାନ୍ତୁ ନାହଁ

  • @PrafullaDas-d1h
    @PrafullaDas-d1h День тому +25

    BJD ସରକାର ଟାଇମ୍ ରେ ସବୁ ଉପାଡ଼ି ପକେଇଲ

    • @jacobpradhan8125
      @jacobpradhan8125 День тому

      Tu njp chura ki sala laja amiri comment karuchha

  • @saradasahoo2409
    @saradasahoo2409 День тому +20

    ହେଇରେ ଏ ଆଜ କି ଦେଖିଲାରେ ମୋର ନୟନ ।ଏବେବି ଓଡିଶା ପୁଲିସି ଭାବୁଛି ଏଠି ଚାଲିଛି ନବୀନ ଶାସନ😮

    • @laxmansahoo4681
      @laxmansahoo4681 20 годин тому

      ନବୀନା ମାହିଆର ଅସୁମାରୀ ସ୍ବପ୍ନ 🎉

  • @pranaya3971
    @pranaya3971 День тому +50

    ଦୟାକରି ସମସ୍ତ ଙ୍କୁ ଅନୁରୋଧ ରାଜନୀତି କରନି।

    • @Motivational__video56
      @Motivational__video56 День тому

      Kie rajaneeti karuchhi ki .

    • @siddyantamajhi3784
      @siddyantamajhi3784 22 години тому +1

      Nai padithibu jetiki bele bidhai maribu setiki bele😂

    • @maheshpati9309
      @maheshpati9309 22 години тому

      Sabuguda rajaniti nuhe au kn tame Bhai galani sei political leader mane nhi tk kahuchhanti sadharana loka uthiba darkar

    • @maheshpati9309
      @maheshpati9309 22 години тому

      Hasani Bhai a bhla situation nuhe

    • @mahendranathtudu9105
      @mahendranathtudu9105 22 години тому

      Eye politics nuhe

  • @sewanayak945
    @sewanayak945 21 годину тому +9

    ପୁରୁଣା ରୋଗ ଯାଇନି ପୋଲିସ ଵାଲାଙ୍କର 24ବର୍ଷ ରାଜ କଲ ଆଉ ଚଳିବନୀ ତୁରନ୍ତ ଆକ୍ସନ ନିଅନ୍ତୁ ମୋହନ ସରକାର 🙏

  • @duryodhankhatua1809
    @duryodhankhatua1809 День тому +66

    ଏ ଭଳି ଅଭ୍ୟାସ ପୂର୍ବ ସରକାରଙ୍କ ଅମଳରୁ ଚାଲିଥିଲା। ବଦଳିବାକୁ ସମୟ ନେବ ।

  • @kailashranjan5349
    @kailashranjan5349 День тому +38

    Bjp achi boli immediately action hela....bjd thile.....kichi hei na thanta

  • @jyotisankarray3102
    @jyotisankarray3102 День тому +71

    ପୂର୍ବ ସରକାର୍ ରୁ ପୋଲିସ ଏମିତି ହୋଇ ଯାଇଛନ୍ତି

  • @santoshmohapatra900
    @santoshmohapatra900 День тому +16

    ଆରେ ତମ ବିଜେଡି ସରକାର ଥିଲା ବେଳେ, ଏ ମୀତି ହଉ ଥିଲା, ଆଉ ତମେ ନିନ୍ଦା କରୁନ, ତମରି ରୋଗ କିଛି police ଙ୍କ ଦେହରେ ରହି ଯାଇଛି, ତମ ରୋଗ ସବୁ BJP ଭଲ କରି ଦେବ,

  • @narayanadash552
    @narayanadash552 День тому +7

    ବାଇଟି ପରେ, ଗୋପାଳ, କଥା, ମନେ, ପକାଇ, କୁହନ୍ତୁ,, ସେକଥା, ଟିକେ, ମିଡ଼ିଆ, ଭାଇ, ପଚାରନ୍ତୁ

  • @itsbikram24
    @itsbikram24 День тому +8

    ଚାକିରି ବାହାର କରାଯାଉ । ଏମିତି ଭବିଷ୍ୟତରେ କରିବାକୁ ସାହାସ କରିବେ ନାହିଁ ।ସାଧାରଣ ଲୋକଙ୍କ ସହିତ ଏମିତି ହୋଇଥିଲେ ପାଟି ଖୋଲିଥାନ୍ତା ତ?କାହିଁକି ନା ବିଜେଡ଼ି ସରକାର ସମୟରେ ସାଧାରଣ ଲୋକ ଙ୍କ ନାମରେ ମିଛ କେସ ଦେଇଛନ୍ତି ତାଙ୍କ ପାଇଁ କେହି ବାହାରିବାର ଦେଖି ନାହାନ୍ତି ଲୋକେ ।

  • @rahulbadset
    @rahulbadset День тому +9

    କାଯ୍ୟନୁଷ୍ଠାନ କରା ଯାଉ

  • @ramakantabehera4856
    @ramakantabehera4856 День тому +9

    ❤❤❤ରାଜନୀତି କରନା ସରକାର ଷ୍ଟେପ ନେଉଛନ୍ତି ଅତୀତରେ ପରି d f o ସୌମ୍ୟରଞ୍ଜନ ମାମିତା ଭଳି sambedan କେସ ରେ ନବୀନ ସରକାର ନୀରବ ନ reaction thila

  • @SantanuDeep-qe4uk
    @SantanuDeep-qe4uk День тому +19

    ତୁମ୍ଭେ ମାନେ ଶବେ ସମାନ,ଯୋଗୀ,ସରକାର, ଦରକାର ସାବା ଡ୍,ହେବେ❤

    • @bbhabanipatra4018
      @bbhabanipatra4018 23 години тому

      Sethilagi BJP government jani jani uttar pradesh re tanku horiedela.......

  • @bshomedia8204
    @bshomedia8204 День тому +61

    ବିଜେଡି ସରକାର ପୋଲିସ୍ ମାନେ ପାଣ୍ଡିଆ ଅଛନ୍ତି ବୋଲି ଭାବୁଛନ୍ତି, ବିଜେଡ଼ି ନେତା ମାନେ ଏହି ପୋଲିସ୍ ମାନଙ୍କୁ କଣ କରିବା ଦରକାର BJD କୁହନ୍ତୁ, ବିଜେଡ଼ି ସରକାର ଥିଲା ବେଳେ ଏମିତି ହେଇ ଆସୁଛି ସେହି ଅଭ୍ୟାସ ଛାଡ଼ି ନାହିଁ,

  • @shankarshansahoo928
    @shankarshansahoo928 День тому +6

    Immediately action CM in odisha

  • @jagamohanpania9855
    @jagamohanpania9855 День тому +7

    IIC ku termination , with Jail 10years.

  • @milanthelakoushiknanchhpr9164
    @milanthelakoushiknanchhpr9164 День тому +3

    ଭାଇ ପଚିଶ ବର୍ଷ ଏମିତି କଥା ହଊଥିଲା ଆପଣ କଂ ପୋଲିସ ନବଦାସ କୁ ଗୁଲିବାଣ୍ଟ କରଥିଲେ ଆପଣ ହାରିଲେ ରାଜନିତୀ କରନାହିଁ

  • @gundripasiproductions
    @gundripasiproductions День тому +6

    ପୋଲିସ nighty ପିନ୍ଧି କି ଥାନାରେ ରହୁଛି ମାନେ କଣ OYO ରେ ଥିଲେ କି..ସେମାନେ ବୋଧେ ରାସଲୀଳା ସମୟରେ Disturb ହେଲେ ବୋଲି ରାଗି ଯାଇ Mejor ଙ୍କୁ ପିଟିଲେ..90% ପୋଲିସ ଏମିତି ହିଁ ଜନ ସାଧାରଣଙ୍କୁ ବ୍ୟବହାର କରନ୍ତି..
    ପୋଲିସ ଛି
    ଛି
    ଛି
    ଛି
    ଛି

  • @niksharma-ol8ii
    @niksharma-ol8ii День тому +20

    BJD pain police ra eyi abastha..

  • @srikanta671
    @srikanta671 22 години тому +2

    ଏ ମାଗିଆ ବିଜେଡି ପୋଲିସ,, ବିଜେଡି ପଇସା ଖାଇକି ପୋଲିସ ଚାକିରୀ ଦେଇଛି
    ମାଗିଆ ତୁମ ପୋଲିସ,,

  • @Manoj.1989
    @Manoj.1989 22 години тому +5

    😂😂😂😂😂😂😂😂
    ଏତେ ନାଟକ କରନି ୨୪ବର୍ଷ ତମେ କରିଥିବା କୁକର୍ମ ର ୟେ ନମୁନା...... ଏହି ଥାନା ଅଧିକାରୀ ବାଲିଯାତ୍ରା ରେ ସାଇକେଲ ଷ୍ଟାଣ୍ଡ ରୁ ଲାଞ୍ଚ ନେଲାବେଳେ ଧରାପଡ଼ିଥିଲା ତାକୁ ସେତେବେଳେ punishment ନଦେଇ ତାକୁ ଆଦର୍ଶ ଥାନା କୁ ପଠେଇ ଦେଲ...... ଆସିଗଲେ ନାଟକ କରିବାକୁ.…....

    • @nakulnaik1423
      @nakulnaik1423 21 годину тому +1

      ୟାକୁ ସବୁଦିନ ପାଇଁ ଚାକିରିରୁ ବହିଷ୍କାର କରାଯିବା ଦରକାର

    • @subashchandra5589
      @subashchandra5589 20 годин тому

  • @krushnaprasad171
    @krushnaprasad171 День тому +16

    Are ମନ୍ମଥ ବାବୁ ଏତେ ଦିନ ପରେ ଦେଖା କଣ ଖବର ତମେ କହିଥିଲ ଫୁଲ ଫୁଟିବନି ବଲି କିନ୍ତୁ ପୁରା ଫୁଟିଗଲl

    • @jullysamal6626
      @jullysamal6626 День тому

      ଫୁଲ EVM phutaila janin ki

    • @KshitishSa
      @KshitishSa День тому

      Right 👍

    • @TapankumarDora-m4w
      @TapankumarDora-m4w 22 години тому

      ଫୁଲ ଫୁଟିକି ତାଡ଼ି ବ ଅପରାଜିତାର ଦେଖାନାହିଁ ମ ନ୍ମଥ କଣ ଦେଖାଯିବ ଫୁଲ ଫୁଟିକି ମଉଳିଯାଇଛି ପ ପ୍ରଶାନ୍ତ ପ୍ରଦୀପ, କୁଆଡ଼େ ଗଲେ ଲେଖା ଛିଡ଼ିଗଲା କି

  • @KedarJena-ki9el
    @KedarJena-ki9el День тому +3

    BJD police thila, ଏବେ ବିଜେପି ଆସିଲା, don't worry

  • @Lovely143Dipti
    @Lovely143Dipti 22 години тому +1

    ପୂର୍ବ ସରକାର ଏଇ ଲୋକକୁ ଖରାପ୍ କରିଛି ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ମୋର ଅନୁରୁଧ ଏଇ ପୋଲିସ କୁ Dismiss କରନ୍ତୁ ଆଉ 14 ବର୍ଷ କାରାଗାର ରେ ରଖନ୍ତୁ

  • @sushamanayak4316
    @sushamanayak4316 9 годин тому +1

    ତୁମର ସୁସ୍ଥ୍ୟ ମନ୍ତ୍ରୀ ନବଦାସ କେସ କଥା ଟିକେ ଆପଣ ନ ଭୁଲି ସେଇଟାବି ଆପଣ ଟିକେ ଉଠାନ୍ତୁ ଭଲ ଲାଗିବ, ଜୟ ଜଗନ୍ନାଥ ❤❤❤❤

  • @bibhuprasadcreation2512
    @bibhuprasadcreation2512 День тому +5

    Bjp party ra power ea,,, nothing else

  • @dr.surendranathdash8861
    @dr.surendranathdash8861 День тому +6

    Where is local MP Apajita madam?

  • @SubashNaik-z9d
    @SubashNaik-z9d 22 години тому +1

    ଭାଇ ୨୪ ବର୍ଷ ପରେ ଆପଣ ନାୟ ପାଇଁ ବାହାରକୁ ବାହାରିଲେ ବୋଧେ। ଆପଣଙ୍କ ସରକାର ଥିବାବେଳେ କାଇଁ ପାଟିରୁ କଥା ବାହାରୁ ନଥିଲା। ମାନିବାକୁ ପଡିବ ଆପଣଙ୍କ ରାଜନୀତି।

  • @prafullabiswal9489
    @prafullabiswal9489 23 години тому +2

    CM sir take action immediately

  • @rikashsingh4726
    @rikashsingh4726 День тому +2

    ସୁର ପୁଅ କୋଉଠି ଥିଲୁ ଇଲେକ୍ସନ ରେ ହାରିଲା ପରେ ତୋତେ ଆଜି ପ୍ରଥମ ଥର ମିଡିଆ ରେ ଦେଖିଲି

  • @maakitchenette
    @maakitchenette День тому +2

    BJP ଲଜ୍ଜା ଆଇନ ସୁରକ୍ଷାପାଇଁ ଚିନ୍ତିତ

  • @laxmansahoo4681
    @laxmansahoo4681 20 годин тому +1

    ଆଲୋ ସଖୀ, ଆପଣା ମହତ ଆପେ ରଖି, ଗୁହକୁ ମାରିଲେ ମୁହଁକୁ ପଡେ, ମନ୍ମଥଙ୍କ ଶିବ ଠାକୁରଙ୍କ ପ୍ରତି ଦୟା,, ଲୁଚିଛି ନା ଗୋଡ଼ ଦିଟା ଦିଶୁଛି,🎉

  • @amulyanayaks1438
    @amulyanayaks1438 День тому +4

    Right 👍

  • @Hrusikesh75
    @Hrusikesh75 День тому +5

    Suspend nai terminate karajau

  • @sewanayak945
    @sewanayak945 21 годину тому +2

    ଓଡିଶା ଲୋକ ଠିକ ଜାଣିଛନ୍ତି ସେଇଥିପାଇଁ ଚେର ଉପାଡିଦେଲେ ଆଉ ଛୋଡ଼ିହନା 😜👍

  • @swadhikarbetaj3768
    @swadhikarbetaj3768 22 години тому +1

    ମ୍ୟାଡାମ! ଏସବୁ ତୁମ ନବୀନ ସରକାରଙ୍କ ଦାନ ଅଟେ।

  • @Eagleeye774
    @Eagleeye774 21 годину тому +1

    ଦୀର୍ଘବର୍ଷ ଧରି ବିଜେଡି ନେତା କୁଜିନେତାଙ୍କ ହାତବାରିସୀ ସାଜିଥିବା ଓଡିଶା ପୋଲିସ ଏପର୍ଯ୍ୟନ୍ତ ନିଜର ବଦଭ୍ୟାସ ଓ ଅହଙ୍କାର ଛାଡିପାରିନି.. ବିଜେଡିର ଏ ଯେଉଁ ନେତାନେତ୍ରୀ ଭାଷଣ ମାରୁଛନ୍ତି ସେମାନେ ଚାଲୁଣି, ଦଳୀୟ ଚାପ ପକେଇ ପୋଲିସ ଡିପାର୍ଟମେଣ୍ଟକୁ ସମ୍ପୂର୍ଣ୍ଣ କଳୁଷିତ କଲାପରେ ଭଦ୍ରଲୋକୀ ଦେଖେଇ ହେବାକୁ ପଳେଇ ଆସିଲେ.. ଏମାନଙ୍କ ସମୟ ବି ଆଗକୁ ଆସୁଛି..

  • @NandiniBehera-m3h
    @NandiniBehera-m3h 13 годин тому +1

    ଏ ଡକାୟତ ମାନେ କାହାପାଇ ଓକିଲାତି କରିବାପାଇ ଆସିଛନ୍ତି, ନବୀନ ପଟ୍ଟନାୟକ ଏମାନଙ୍କୁ 24 ବର୍ଷ ପାଳିକି ରଖିଥିଲା

  • @RanjitKumar-dl3gr
    @RanjitKumar-dl3gr 13 годин тому +1

    ଏ ଘଟଣା ପାଇଁ ବିଜେଡି ଦାଇ। ୨୪ ବର୍ଷ ଭିତରେ ଯୋଉ ସବୁ ଅଭ୍ୟାସ ଥିଲା ତାହା ହେଲା। ଏ ସରକାର ତ ଏ ଘଟଣା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଅଡର ଦେଲେ ତମର ତ ନବ ଦାସ ମଡ଼ର କରିଦେଲ ମୁହଁ ଖୋଲିଲାନି କୋଉ ବିଜେଡି ନେତା ଙ୍କର ଆଜି ଆସିଛ କୁମ୍ଭୀର କାନ୍ଦନା ଦେଖୋଉଚ। ଆଉ ଗୋଟେ ଆସିଛି ସୁର ପୁଅ ବୋପା ପରୀକା ବାଚାଳ ଶଳା

  • @niranjansahoo2024-j7i
    @niranjansahoo2024-j7i 22 години тому +1

    ତମେ ବିଜେଡି ର ନେତା ମାନେ ତମେ ଏସବୁ ତିଆରି କରୁଥିଲ। ତମ ବିଜେଡି ସରକାର ପରି ଭଳି କେତେ ନିରୀହ ମହିଳାଙ୍କ ଜୀବନ ନେଇଛ ତାହା ଭାବିବା ଭୁଲ।

  • @Jay_Shri-Ram091
    @Jay_Shri-Ram091 День тому +6

    ଏ ମାନକୁ କିଏ ପୋଷ୍ଟିଙ୍ଗି କରିଛି?
    75ବର୍ଷ ରେ କଣ ଉଖାଡିଛି BJD Cong atankbadi Bangladesh Rohingya ମାନକୁ a ମାନେ ସବୁ ଓଡ଼ିଶା ରେ ପୁରେଇଛନ୍ତି

  • @pradipray6127
    @pradipray6127 10 годин тому +1

    ଆଜି ଯଦି ଇଏ ଭଳି ସ୍ତରକୁ ଆସିଛି ସେଥିପାଇଁ ୨୪ ବର୍ଷ ର ସରକାର ଦାୟୀ

  • @satyacreation6694
    @satyacreation6694 21 годину тому +1

    ବି ଜେ ଡି ରୁ ଅଭ୍ୟାସ ଅଛି

  • @dayanidhisahoo2601
    @dayanidhisahoo2601 День тому +1

    ଆମେ ଓଡିଶା ପୋଲିସ କୁ ଆଗରୁ ଜାଣିଛୁ, ଧୀରେ ଧୀରେ ବାଟକୁ ଆସିବେ

  • @subratmaharathy435
    @subratmaharathy435 День тому +15

    ନାଇଟି ପିନ୍ଧିଥିବା ପୋଲିସ ମାଡାମ ଙ୍କ ପିଚାକୁ ପିଚାକୁ ଛାଟ ପରେ ଛାଟ ଲଗେଇ ନାଲି ପକେଇ ଚୋପା ଛଡେଇ ଦିଅ।ବିଜେପି ସରକାର ହେଉଛି ଅପାରଗ ସରକାର।

  • @sunilrauto5923
    @sunilrauto5923 День тому +1

    BJD ଶାସନ ରେ ପୋଲିସ୍ କୁ Full Power ଦେଇଥିଲା bjd ସେ ଅଭ୍ୟାସ ପୋଲିସ୍ ର ରହିଛି

  • @mrutyunjaynayak4684
    @mrutyunjaynayak4684 15 годин тому +1

    ପରି,ମମିତା, ବେବିନା, ପିହୁ, ଇତିଶ୍ରୀ, ମାଧବୀଲତା,ଏମାନଙ୍କ ସହିତ ଯାହା ହେଇଥିଲା

  • @purnanayak5383
    @purnanayak5383 9 годин тому

    ଆଗରୁ ଯଦି ସରକାର ଏପରି ଅବସ୍ଥା କୁ ହଟେଇ ଥାଆନ୍ତେ ହୁଏତ ଏବେ ଏ ଅବସ୍ଥାରେ ପହଞ୍ଚି ନଥାନ୍ତା । ଆଗରୁ ଏ ପ୍ରକାର ବ୍ୟବହାର ରହି ଆସିଛି,

  • @bidyadharmallik8990
    @bidyadharmallik8990 23 години тому +1

    ଏ bjd ଛୋଡ଼ି ଆଗରୁ କୋଠେ ଶୋଇଥିଲ ତମ ସରକାର ବେଳେ ଆଠୁ ବହୁତ ହେଉଥିଲା.

  • @sanjaynath6217
    @sanjaynath6217 7 годин тому

    ଏ ହେଇନି କିଛି ଆଗକୁ ଆହୁରି ଅଛି ସବୁ ଠାରୁ ବଡ କଥା ପ୍ରଥମେ ରାଜ୍ୟ ପାଳ କୁ ଆଗେ ବିଦା କରିବା ଦରକାର

  • @SantoshBehera-sl4xq
    @SantoshBehera-sl4xq День тому +2

    କମ୍ ଛୋଡ଼ି ପକେଇ ଥିଲ ତମ ବିଜେଡ଼ି ସରକାର ଥିଲା ବେଳେ ତୁ ସୁର ପୁଅ କଣ ଜାଣିଛୁ ହଇରେ ଯେତେ ବେଳେ ମମିତ, ପରୀ , ବେବିନା ଯେତେ ବେଳେ ମଲେ ତାଙ୍କ ପରିବାର କୁ ନ୍ୟାୟ ଦେବା ପାଇଁ କେତେ ଜଣ ଯାଇଥିଲ ପୋଲିସ ଅଧିକାରୀ ମାନଙ୍କୁ ବିଜେଡି ଦଳ ର ନେତା ମନ୍ତ୍ରୀ ମାନେ ଏ ଇଟା ହିଁ କରିବାକୁ କହୁଥିଲ ମେୟର ସୁଲୋଚନା କହୁଛି ରକ୍ଷ କ ସାଜୀବ ଭକ୍ୟକ୍ କିଏ ସିଖେଇଛି ସେଇ ବିଜେଡି ସରକାର ଯୋଗୁ ଆଜି ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହଉଥିଲା

    • @SantoshBehera-sl4xq
      @SantoshBehera-sl4xq День тому +1

      ଯୋଉ ଛୋଟ ପିଲାଟା ଶତାବ୍ଦୀ ନଗର ଡ୍ରେନ ପାଣିରେ ବୁଡି ତା ଜୀବନ ଚାଲିଗଲା କେତେ ଜଣ ଯାଇଥିଲ ବିଜେଡି ବିଧାୟକ ଏମ ପି ମେୟର ଯାଇଥିଲ ତା ବାପା ମାଆ ଯୋଉ ଭଳୀ କାନ୍ଦୁ ଥିଲେ ଦେଖିବାକୁ କଣ ଆକ୍ସନ ନେଇଥିଲା ତମ ବିଜେଡି ସରକାର

  • @lbrothers854
    @lbrothers854 12 годин тому +1

    IIC BJD ଶାସନ ର ମାନସିକତା ରୁ ବାହାରି ନାହାନ୍ତି

  • @babucreation2.015
    @babucreation2.015 8 годин тому

    ପୋଲିସ ମାନଙ୍କୁ ମାଡ଼ ହଉ ନି ସେଥି ପାଇଁ ଉତ୍ପାତ ହଉଛନ୍ତି

  • @Pmanasranjan84
    @Pmanasranjan84 11 годин тому

    ଯଦି ସାଧାରଣ ଲୋକଙ୍କ ପାଇଁ କୋର୍ଟ, ଜେଲ୍ ଅଛି ତାହେଲେ ପୋଲିସ ଭୁଲ କଲେ କଣ ପାଇଁ ତାଙ୍କ ବିରୋଧରେ ଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

  • @chandrasekharachary8838
    @chandrasekharachary8838 22 години тому +1

    Bjd ସରକାରରେ ମନ୍ତ୍ରୀ କୁ ମାରୀଥୀଲେ

  • @muralidharbiswal7409
    @muralidharbiswal7409 11 годин тому

    ବିଜେଡି ଶାସନ ଶାସନ ସମୟରେ ଏମାନଙ୍କର ମୁହଁବାଢିଯାଇଛି.

  • @fearless4421
    @fearless4421 10 годин тому

    ଏ ନିଲମ୍ବିତ କେଉଁଠି ରହୁଛନ୍ତି ସେମାନଙ୍କୁ ଠାବ କର ତାଙ୍କୁ ପନିସ୍ ମେଟ୍ ସାଧାରଣ ଜନତା ଦେଲେ ସେମାନେ ଚେତିଲେ ।

  • @Helloraj642
    @Helloraj642 12 годин тому

    Criminal case ଲଗାଯାଉ ପୋଲିସ ଉପରେ ଆଉ ଜବରୁ terminate କରାଯାଉ

  • @SekharMoharana-g9s
    @SekharMoharana-g9s 10 годин тому

    ସରକାର କଣ କହିଛି ରାତି ଅଧ୍ଧରେ ଏମିତି କରିବା ପାଇଁ ଏମାନଙ୍କର କଣ ଇଜ୍ଜତ ଅଛି ଏ ପରା ତା ମାଇକିନାଙ୍କୁ ଛାଡ଼ିଛି ଏ କଣ ସାକ୍ଧତାକର ଦବ ପାଗଲତା

  • @villagetime2767
    @villagetime2767 День тому +3

    ଆଜ୍ଞା madam ଯେତେବେଳେ bjd ସରକାର ଥିଲା ସେତେବେଳେ ବହୁତ case ଆସୁଥିଲା but BJD ସରକାର କେସ କୁ ଚାପି ଦେଉଥିଲେ। ଆଉ ଆଜି ଯୋଉ ସରକାର ଅଛି ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନୋହୋଉଚି।

  • @alimuddin9427
    @alimuddin9427 9 годин тому +1

    We demand dismiss from service

  • @sabitakuldip4192
    @sabitakuldip4192 8 годин тому

    💯 right sir tarminat କରାଯାଉ

  • @liveforever6998
    @liveforever6998 21 годину тому +1

    24 ବର୍ଷ ର BJD ପୋଲିସ

  • @gopabandhupanda8243
    @gopabandhupanda8243 9 годин тому

    ଏଇ ସରକାର ତ କିଛି ନହେଲେ ମଧ୍ୟ ସଂପୃକ୍ତ କର୍ମଚାରୀ ମାନଙ୍କୁ ନିଲମ୍ବିତ କରି ପାରିଛନ୍ତି କିନ୍ତୁ ବି ଜେ ଡି ସରକାର ତ ଏତିକି ବି କରୁ ନଥିଲେ
    ତତ୍ ପରେ ତୁମ ମତରେ ଯଦି କ୍ରାଇମ୍ ବ୍ରାଞ୍ଚ ସତ ବାହାର କରି ପାରିବ ନାହିଁ ତେବେ ତୁମ ସରକାର ରେ କେବଳ ଏମିତି ନୁହେଁ ୟା ଠାରୁ ଆହୁରି ଅଧିକ ସମ୍ବେଦନ ଶିଳ ମାମଲା କୁ କିପରି କେବଳ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରି ମାମଲା ସବୁ କୁ ରଫା ଦଫା କରୁ ଥିଲେ
    କିନ୍ତୁ ଗୋଟିଏ କଥାରେ ମୋର ଦୃଢ଼ ସମର୍ଥନ କରିବି କି ସଂପୃକ୍ତ ଅଧିକାରୀ ମାନଙ୍କୁ ସମ୍ପୂର୍ଣ ରୂପେ ସେମାନଙ୍କ ଚାକିରି ରୁ ବହିଷ୍କୃତ କରିବା ଦରକାର ନଚେତ୍ ସେମାନେ ପୁଣି ନିଜ ଚାକିରି ରେ ଯୋଗ ଦେଲା ପରେ ପୁଣି ସେପରି କରିବେ କାରଣ ସେମାନଙ୍କ ମାନସିକତା ହିଁ ସେହିପରି

  • @manasdas5715
    @manasdas5715 7 годин тому

    ଚାଲିଆଇଲେ ରାଜନିତି କରିବାକୁ,ତୁମ ବିଜେଡି ସରକାର ସମୟରେ କଣ ଚାଲିଥିଲା, ସେଥିପାଇଁ ଲୋକେ ତୁମକୁ ଫୋପାଡି ଦେଲେ, ଜନତା ଚାହୁଁଛନ୍ତି ଦୋଷୀ ପୋଲିସ୍ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଜାଉ,ସେନା ଆମର ରକ୍ଷକ

  • @ranjanswain7350
    @ranjanswain7350 Годину тому

    ଭାଇ ତମ ସରକାର ପାଇଁ ଏସବୁ କଥା ହଉଛି

  • @GopabandhuSahu-nv8ym
    @GopabandhuSahu-nv8ym 10 годин тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କର ଶାସନ ବହୁତ ସୁନ୍ଦର ଶାସନ । ତାଙ୍କର ଶାସନ ଦେଖି ସମସ୍ତେ ଆନନ୍ଦିତ ତାଙ୍କ ଶାସନ ପେଚ୍ ପକା ଶାସନ ନୁହେଁ। ଚେର ଉପୁଡା ଶାସନ। ଯେ ପର୍ଯ୍ୟନ୍ତ ଗାଦୀ ଏବଂ ପାୱାର ପ୍ରତି ଲୋଭ ଥିବ ସେ ପର୍ଯ୍ୟନ୍ତ , ଶାସନ ଏବଂ ନ୍ୟାୟ ଠିକ୍ ମିଳିବ ନାହିଁ। ସେ ଯେ ସରକାର୍ ହେଉ ନା କାହିଁକି। ସବୁ ସରକାରଙ୍କର ଏହି ଗୁଣ । ଏଠି ମଣିଷ ମୁଣ୍ଡ କାହାରି ନାହିଁ । ପର ପୁଅ ମଲା ଡେସ୍ ରୁ ଦୁଃଖ ଗଲା ।

  • @SatyaranjanSethy-u3l
    @SatyaranjanSethy-u3l 3 години тому

    ଇଏ ଏବେ ଛାତି ପିଇଟି ଚିତ୍କାର କରୁଛନ୍ତି ଅଶକ ପଣ୍ଡା ବାବୁ ତମେ ଏମାନଙ୍କ ସାହସ ଦେଇଥିଲ ଏଇବେ ମିଡ଼ିଆ ଆଗରେ ମିଛ କୋଉଛ ଓଡ଼ିଆ ଲୋକ ବୋକା ନୁହନ୍ତି

  • @TRINATHSATAPATHY-qw4pp
    @TRINATHSATAPATHY-qw4pp День тому +1

    ଓହୋ କୁଆଡୁ ଆସିଲ ମାଡ଼ମ ଦୁଇ ତୁଣ୍ଡିଆ କଥା କୁହନ୍ତୁନି... ଆହା କି କଲା ସେ

  • @banamalishial3002
    @banamalishial3002 11 годин тому

    ବହିଷ୍କାର କରାଯାଉ ଯଥା ଶୀଘ୍ର

  • @gaharai_depth
    @gaharai_depth 6 годин тому

    ଅବଶ୍ୟ ବହିସ୍କାର ହେଉ

  • @ଖାଣ୍ଟି_ଓଡ଼ିଆ
    @ଖାଣ୍ଟି_ଓଡ଼ିଆ 22 години тому

    ସପ୍ତାହେ ପୂର୍ବେ, ଭରତପୁର ଜିଏ କଲୋନୀ ଅଞ୍ଚଳରେ ମୋ ସହିତ ଏବଂ ମୋର ଏକ ଭାଇଙ୍କ ସହିତ, ଏମିତି ଏକ ପୋଲିସ୍ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ। ସେ ନିଜକୁ ଭରତପୁର ଥାନା ର ଆଇଆଇସି ବୋଲି ପରିଚୟ ଦେଇଥିଲେ, ତାଙ୍କ ନାଁ କୋଉ ଗୋଟେ ମାରାଣ୍ଡି ବୋଲି କହିଥିଲେ। ଯେହେତୁ ଆମ ଅଞ୍ଚଳ ଚନ୍ଦକା ଥାନା ଅଧୀନରେ ଅଛି, ତେଣୁ ଆମକୁ ଭରତପୁର ଥାନା ଅଧୀନରେ ଥିବା କୌଣସି କର୍ମଚାରୀଙ୍କ ସମ୍ପର୍କରେ ଅବଗତ ନଥିଲା। ସେହି ପୋଲିସ କର୍ମଚାରୀ ଜଣକ ଆମକୁ ପ୍ରଥମେ ତୁ ତା କରି କଥା ହେଇଥିଲେ ଏବଂ ଗିରଫ କରିବା ସହିତ ଥାନାକୁ ଯିବାକୁ କହିଥିଲେ। କିନ୍ତୁ ଯେତେବେଳେ ସେ ଜାଣିଲେ ଯେ ଆମେ ସେଇ ଅଞ୍ଚଳର ଏବଂ ଆମେ ଯେତେବେଳେ ଆଇନ୍ ର ପାଠ ତାଙ୍କୁ ପଢ଼େଇବା ସହ ଜଣେ ଓକିଲ ଙ୍କୁ ଫୋନ୍ କରିବା କଥା କହିଲୁ, ସେ ବ୍ୟକ୍ତି ଜଣକ କିଛି ସମୟ ମଧ୍ୟରେ ସେ ଯାଗା ଛାଡ଼ି ଚାଲିଗଲେ।

  • @SatyaranjanSethy-u3l
    @SatyaranjanSethy-u3l 4 години тому

    ବିଜେଡି ଆଗରୁ ସେଇଥିଲ ଏଇ 3/4ମାସ ହେଲା ନିଦ ରୁ ଉଠି ପଡି ବାଉଳି ହଉ ଛି ସେ ହେଲ କେଛି ହେବ ନାହିଁ ଲୋ କ ଜାଣିଛନ୍ତି ଏ ମାନେ କାରନାମା

  • @babulkumarj220
    @babulkumarj220 14 годин тому

    ରାଜନିତୀ କରନି 😢😢😢 ବିଜେଡି ନେତା.. ବିଜେଡି ପାଇଁ ପୋଲିସ ର ସାହାସ ବଡିଚି😢

  • @deepakkumarsamal8148
    @deepakkumarsamal8148 15 годин тому

    ଦେଖିବା ମୋହନ ସରକାର କଣ କରୁଛନ୍ତି।
    ଯାହା ହଉ ବିରୋଧୀ ଦଳ ଠିକ ଅଛନ୍ତି

  • @yourdoctor200
    @yourdoctor200 23 години тому

    ଭାଇ ୨୪ ବର୍ଷ ହେଲା କେଉଁଠି ଶୋଈଥିଲ, ଯଦି ଆପଣ ମାନେ ଆଗରୁ ଓଡ଼ିଶା ରେ ଅଫିସର ମାନଙ୍କୁ ସହଯୋଗ କରି ତାଙ୍କୁ ସରକାର ଚଳେଇବା ପାଇଁ ସାହାସ ନ ଦେଇଥାନ୍ତେ ତାହାଲେ ଆମକୁ ଆଜି ଏଭଳି ଦେଖିବାକୁ ପଡିନଥାନ୍ତା, ପୋଲିସ ଯେଉଁଠି ଅଭଦ୍ରାମି କରୁଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ

  • @smajhi5376
    @smajhi5376 День тому

    Wright mam your tocking

  • @biswambarmahapatra5107
    @biswambarmahapatra5107 11 годин тому

    ଅଶୋକ ପଣ୍ଡା କ୍ୟାପଟେନ ବଦଳରେ କହୁଛନ୍ତି କର୍ନେଲ କହୁଛନ୍ତି

  • @SekharMoharana-g9s
    @SekharMoharana-g9s 10 годин тому

    Ae ଘଟଣାକୁ ରାଜନୀତି କରାନଯାଇ

  • @bichitrakumarswain7420
    @bichitrakumarswain7420 День тому

    Not suspension only dismissal is required. PM Modiji and Honourable Home Minister Amit Sahaji should interfere in this matter soon and direct Odisha CM Mohan Majhi to take necessary steps for it.

  • @rabinarayansahoo3444
    @rabinarayansahoo3444 11 годин тому

    25 ବର୍ଷର ଅଭ୍ୟାସ କାମରେ ଲଗାଇ ଦେଇଛି ପୋଲିସ।

  • @bikramkumarkalia6522
    @bikramkumarkalia6522 День тому +2

    Are BJD sasanare police muhan badhijaichi

  • @khageshwersahoo5557
    @khageshwersahoo5557 22 години тому

    ଓଡ଼ିଶା ପୋଲିସ ହଟାଇ ଗୁଜରାଟ ପୋଲିସ ଦିଅ ଓଡ଼ିଶା କୁ ତା ପରେ ଓଡ଼ିଶା ଠିକ୍ ହବ

  • @chandrasekharachary8838
    @chandrasekharachary8838 22 години тому

    CBI enquiry ଦରକାର

  • @bapanbehera5228
    @bapanbehera5228 11 годин тому

    Ty Bhai

  • @sridhartarai9797
    @sridhartarai9797 15 годин тому

    Support Jawan, Jay kisan,

  • @pankajkumarjena8256
    @pankajkumarjena8256 8 годин тому

    Mohan Majhi should prove his credibility immediately.

  • @skindoctor21
    @skindoctor21 12 годин тому

    ଏବେ ସବୁ ଥାନାରେ ରାତିରେ ପୁରୁଷ ପୋଲିସ୍ ଗାମୁଛା ପିନ୍ଧୁଛନ୍ତି ଆଉ ମହିଳା ପୋଲିସ୍ ନାଇଟ୍ ପିନ୍ଧୁଛନ୍ତି......... ଘପ ଘପ୍ 😂😂

  • @kailashranjan5349
    @kailashranjan5349 День тому +4

    Sabu bjd sasan pain

  • @asimapanda-cy1ip
    @asimapanda-cy1ip 7 годин тому

    ବିଜେଡି ସମୟ ରେ ମହିଳାମାନେ ପୁରାପୁରି ସୁରକ୍ଷୀ ତରହୁଥିଲେଲାଜମାତୁନି ତମ ମାନଙ୍କୁ

  • @uksatapathy1
    @uksatapathy1 23 години тому

    great comments by these people

  • @BAPIDAS-i9p
    @BAPIDAS-i9p 5 годин тому

    ସବୁଦିନ ପାଇଁ ଚାକିରି ରୁ ବାହାର କରିବା ଠିକ୍ ହେବ ।

  • @lbrothers854
    @lbrothers854 12 годин тому

    ଯାହା ଡିମାଣ୍ଡ କରୁଛନ୍ତି ଆମେ ଗ୍ରହଣ କରୁଚୁ ପୋଲିସ ର ଏଭଳି କାର୍ଯ୍ୟ ନିଦାନୀୟ ଓ ଦଣ୍ଡ ନୀୟ କିନ୍ତୁ ମେୟର ଙ୍କ କଥା ଟି ମୋର ହଜମ ହେଲାନି। ସେ କହିଲେ କ୍ରାଇମବ୍ରାଞ୍ଚ୍ ର ଉପରେ ଭରସା ନାହିଁ ଯଦି ନାହିଁ ପରି , ମମିତା ଭଳି କେସ ର ତଦନ୍ତ BJD ଶାସନ ରେ କ୍ରାଇମ୍ ବ୍ରାଞ୍ଚ କିପରି କରୁଥିଲା।

  • @pramodakumarpatra9196
    @pramodakumarpatra9196 11 годин тому

    Iic ଶଳାକୁ ଜେଲ ପଠାଯାଉ ଚାକିରିରୁ ବହିଷ୍କାର କରିଦେଲେ ତାର କିଛି ହବନି କାରଣ ସେ କୋଟି କୋଟି ଟଙ୍କା ଖାଇଥିବ