Odisha police suspends five personnel in case of assault against Army Major || Kalinga TV

Поділитися
Вставка
  • Опубліковано 18 вер 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 276

  • @satyanaik7321
    @satyanaik7321 23 години тому +59

    ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବେଶ୍ ଭଲ ଭାବରେ ପରିଚିତ ଆମ ଓଡ଼ିଶା ପୋଲିସ୍ ବ୍ୟବହାର ସେଇ ଭଳି ଆର୍ମି ମେଜର ଙ୍କୁ ବ୍ୟବହାର କରିଦେଇଛନ୍ତି ସେମାନଙ୍କୁ ଆର୍ମି କୁ ଦେଇଦିଆ ଯାଉ 😂😂😂

  • @Sorenvisualpresent
    @Sorenvisualpresent 22 години тому +83

    Major ବୋଲି ଏବେ ଚହଳ ହେଉଛି, କିନ୍ତୁ ଯଦି ଗୋଟେ ସାଧାରଣ ଲୋକ ହେଇଥାନ୍ତା ତାହେଲେ ଆଉ କଣ ହୋଇଥାଆନ୍ତା ଭଗବାନ ହିଁ ଜାଣିଛନ୍ତି।😢

    • @Ashutoshh608
      @Ashutoshh608 20 годин тому +4

      Kehi pachari n thante....se loka abe jail re thanta au 4-5 ta micha case lada he e sarantani

    • @sks8089
      @sks8089 13 годин тому +1

      Right brother... This is the reality of justice system.

    • @laxmipriya7046
      @laxmipriya7046 13 годин тому +2

      Right

    • @pradipkumarjena2701
      @pradipkumarjena2701 8 годин тому

      Normal heithile etebelaku jail re thanta

    • @anandamohakuda4943
      @anandamohakuda4943 4 години тому

      Perfect katha.....jemiti baikunth nath Pradhan

  • @sukantakumarmohanty4095
    @sukantakumarmohanty4095 22 години тому +30

    ଥାନା ମାନଙ୍କରେ ଥିବା ଥାନାବାବୁ ମାନେ ସାଧାରଣ ଲୋକଙ୍କୁ ବହୁତ୍ ପ୍ରକାର ର ଅତ୍ୟାଚାର କରିଥାନ୍ତି । ଏବେ ୟେ ସବୁ ବନ୍ଦ୍ ହେଉ ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ୟେ ବାବଦରେ ଧ୍ୟାନ ଦିଅନ୍ତୁ ।

  • @chhabindrajena5276
    @chhabindrajena5276 12 годин тому +23

    ମିଡ଼ିଆ ଭାଇମାନଙ୍କୁ ଅନୁରୋଧ ...
    ଦୟାକରି ବହିଷ୍କୃତ 'ଗୁଣ୍ଡା ପୋଲିସ୍' ମାନଙ୍କର ଫଟୋକୁ ବାରମ୍ବାର ଦେଖେଇ ସାଧାରଣ ଜନତା ଙ୍କୁ ଭେଟିଦେଲେ ବହୁତ ଭଲ ହୁଅନ୍ତା 🙏🏻

  • @MrMANOJ1997
    @MrMANOJ1997 10 годин тому +26

    ଏଇଟା କେବଳ ARMY officer ଙ୍କ ସହିତ ହେଇ ନାହିଁ ସବୁ ଲୋକ ଙ୍କ ସହିତ ହେଉଛି । ଏଥି ପାଇଁ କଠୋର କାର୍ଯ୍ୟ ଅନୁଷ୍ଠାନ ନିଆଯାଉ ।🙏🙏🙏

  • @swadhinmaharana5989
    @swadhinmaharana5989 23 години тому +30

    ଖାଲି suspend କରିଦେଇ ବସିଗଲେ ଚଳିବନି ସେମାନଙ୍କୁ ଗିରଫ କରିବା ଦରକାର ଆଉ arest କରି କୋର୍ଟ forward କରିବା ଦରକାର...
    .

  • @swadhinmaharana5989
    @swadhinmaharana5989 23 години тому +19

    କିଏ ଭି ସେନା ରେ ଭର୍ତ୍ତି ନ ହେଲେ କେମିତି ହେବ??? ଦେଶର ମୁଖ୍ୟ ହେଉଛନ୍ତି ଆମ ଦେଶର ସେନା ଅଟନ୍ତି.... ତାଙ୍କ ପ୍ରତି ଏହି ଘଟଣା ଅତି ନିନ୍ଦ ନିଅ .....

  • @rajatkumarmishra5912
    @rajatkumarmishra5912 22 години тому +17

    ପୋଲିସ କେମିତି ବ୍ୟବହାର ଦେଖାଏ CM
    Mohanjee ଭଲ ଭାବେ ଜାଣିଛନ୍ତି

  • @upendrakumarbiswal4682
    @upendrakumarbiswal4682 10 годин тому +6

    ଧନ୍ୟବାଦ କଳିଙ୍ଗ ଟିଭି ସୁନ୍ଦର ଉପସ୍ଥାପନା, ଜନସାଧାରଣ ଠିକ ନ୍ୟାୟ ପାଇବେ ଅନ୍ୟ ଗଣମାଧ୍ୟମ କୁଆଡେ ଗଲେ ସେମାନଙ୍କୁ ଦେଖାଯାଉନି?

  • @sambray.baskeysambray2535
    @sambray.baskeysambray2535 9 годин тому +7

    ସବୁଠୁଭଲହେବ ଯେ ସେମାନଙ୍କୁନକ୍ସଲ ଏରିଆକୁପଠେଇଦିଆଯାଉ କେତେ ଦବଙ୍ଗଗିରି ଜଣାପଡିଯିବ !

  • @kedarkumarbiswal7764
    @kedarkumarbiswal7764 22 години тому +12

    If FIR is not taken from an Army Major then what will be the condition of a common man.

  • @KapilSamal-i8c
    @KapilSamal-i8c 11 годин тому +8

    ପୋଲିସ ଗିରି ଏବେ ବାହାରି ଗଲା, ଶଳା ଏବେ ଜେଲ ରେ ପଶିବ, ଏମାନଂକୁ ଜେଲ ତରଫରୁ ସ୍ଵାଗତ କରାଯାଉ.

  • @petersonganeshdalai....2610
    @petersonganeshdalai....2610 20 годин тому +8

    Suspend ନୁହେଁ ଡିସମିସ କରାନ୍ତୁ ଚାକିରୀ ରୁ ଆଉ criminal act ରେ jail ପଠାନ୍ତୁ ଏଭଳି ସବୁ ଅଧିକାରୀ ଜଉମାନେ ସରକାରୀ ଅଧିକାରୀ ଅଛନ୍ତି ଯିଏ ଭୁଲ କରୁଛନ୍ତି କାରଣ ନିୟମ ସମସ୍ତିଙ୍କ ପାଇଁ ସମାନ...... ତେଣୁ suspend ନୁହେଁ ଡିସମିସ ଆଉ jail ପଠାନ୍ତୁ....

  • @ayushkumarnayak3316
    @ayushkumarnayak3316 22 години тому +8

    Good Kalinga TV reporter very good

  • @RaniJayshree
    @RaniJayshree 23 години тому +8

    Suspension word ta IIC Dinakrusna Mishra Babu nkara Deha suha heigalani 😂

  • @user-xc1vg8ji3z
    @user-xc1vg8ji3z 8 годин тому +2

    ପୋଲିକର ଏହି ନିଷ୍ଠୁର ଓ ଭୟାବହ କାର୍ଯ ପଇଁ ଓଡ଼ିଶା ପୋଲିସ ବହୁତ ତଳକୁ ଖସି ଯାଇଛି । ବହୁତ ନିନ୍ଦନୀୟ ।

  • @amrjitbiswal7243
    @amrjitbiswal7243 14 годин тому +4

    ବହିଷ୍କାର କରାଯାଉ ଓଡିଶା କୁ ଏହିପରି ପୋଲିସ ଦରକାର ନାହଁ

  • @dipakparida6095
    @dipakparida6095 23 години тому +7

    Need strong action for this crime

  • @basantakumarpanda9022
    @basantakumarpanda9022 22 години тому +3

    ଯେଉଁ ଥାନାକୁ ଆଦର୍ଶ ଥାନା ଘୋଷଣା କରାଯାଉଛି ସେଠାରେ ଆଦର୍ଶ ଅଫିସର ଏବଂ ଷ୍ଟ।ପ ନିଯୁକ୍ତ କରାଯାଉ ।

  • @rajatkumarmishra5912
    @rajatkumarmishra5912 22 години тому +3

    ସବୁ public army ସପକ୍ଷରେ ଅଛନ୍ତି

  • @punchlines1372
    @punchlines1372 20 годин тому +3

    ଯଦି army major ନ ହେଇକି ସାଧାରଣ ଲୋକ ହେଇଥାନ୍ତା ତାହେଲେ ଏଇ କଥା କିଏ ଭି ଯାନିନଥନ୍ତେ। ସେମାନେ ଥାନା ରେ ରହିଥାନ୍ତା ଲାଞ୍ଚ ଦେଲାପରେ ଖଲାସ ହେଇଥାନ୍ତା। ମୋ ବାଳ system 🤬🤬🤬🤬🤬🤬🤬

  • @nilakarakhura8555
    @nilakarakhura8555 23 години тому +8

    Sir samasta police station re emiti kara jau chhi

  • @LonelyMahis143
    @LonelyMahis143 23 години тому +12

    Suspended pare kichi Dina pare rejoining hei jahanti so jail patao criminal act lageiki

    • @Yediwqtydete
      @Yediwqtydete 22 години тому

      Join kala pare ... promotion vi diaa jaiee emanku.....

    • @funtychannel3319
      @funtychannel3319 13 годин тому

      Ama kendrapara re Gore bajya IIC thila aebe se DSP. Ki Bala niyama ho. ​@@Yediwqtydete

    • @Yediwqtydete
      @Yediwqtydete 11 годин тому

      @@funtychannel3319 hmm ...you are right

  • @GaneshJena-mr1hf
    @GaneshJena-mr1hf Годину тому +1

    ଏ ଅନ୍ୟାୟ କୁ ସମସ୍ତେ , ଆନ୍ଦୋଳନ କୁ ସମର୍ଥନ କରି ରାଜରାସ୍ତାକୁ ଉଲ୍ଲେଇ ବା ଉଚିତ ହେବ ।

  • @meghnathsoren-yz9ri
    @meghnathsoren-yz9ri 22 години тому +4

    Suspend is not a punishment

  • @ଖାଣ୍ଟି_ଓଡ଼ିଆ
    @ଖାଣ୍ଟି_ଓଡ଼ିଆ 22 години тому +4

    ସପ୍ତାହେ ପୂର୍ବେ, ଭରତପୁର ଜିଏ କଲୋନୀ ଅଞ୍ଚଳରେ ମୋ ସହିତ ଏବଂ ମୋର ଏକ ଭାଇଙ୍କ ସହିତ, ଏମିତି ଏକ ପୋଲିସ୍ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ। ସେ ନିଜକୁ ଭରତପୁର ଥାନା ର ଆଇଆଇସି ବୋଲି ପରିଚୟ ଦେଇଥିଲେ, ତାଙ୍କ ନାଁ କୋଉ ଗୋଟେ ରାଉଳ ବୋଲି କହିଥିଲେ। ଯେହେତୁ ଆମ ଅଞ୍ଚଳ ଚନ୍ଦକା ଥାନା ଅଧୀନରେ ଅଛି, ତେଣୁ ଆମକୁ ଭରତପୁର ଥାନା ଅଧୀନରେ ଥିବା କୌଣସି କର୍ମଚାରୀଙ୍କ ସମ୍ପର୍କରେ ଅବଗତ ନଥିଲା। ସେହି ପୋଲିସ କର୍ମଚାରୀ ଜଣକ ଆମକୁ ପ୍ରଥମେ ତୁ ତା କରି କଥା ହେଇଥିଲେ ଏବଂ ଗିରଫ କରିବା ସହିତ ଥାନାକୁ ଯିବାକୁ କହିଥିଲେ। କିନ୍ତୁ ଯେତେବେଳେ ସେ ଜାଣିଲେ ଯେ ଆମେ ସେଇ ଅଞ୍ଚଳର ଏବଂ ଆମେ ଯେତେବେଳେ ଆଇନ୍ ର ପାଠ ତାଙ୍କୁ ପଢ଼େଇବା ସହ ଜଣେ ଓକିଲ ଙ୍କୁ ଫୋନ୍ କରିବା କଥା କହିଲୁ, ସେ ବ୍ୟକ୍ତି ଜଣକ କିଛି ସମୟ ମଧ୍ୟରେ ସେ ଯାଗା ଛାଡ଼ି ଚାଲିଗଲେ।

    • @HatkeKakashi
      @HatkeKakashi 8 годин тому +1

      ସବୁ ଥାନା ରେ ଏକା କଥା, ଯିଏ ବି ଥାନା କୁ ଅଭିଯୋଗ କରିବାକୁ ଯାଉଛି,ପୋଲିସ ତୁ ,ତା, ଶଲା ବୋଲି ସମ୍ବୋଧନ କରୁଛି l ବିଲକୁଲ ଶୁଣୁନାହାନ୍ତି

  • @SubhendukumarSahani
    @SubhendukumarSahani 14 годин тому +3

    ଜୟ ଶ୍ରୀ ରାମ

  • @basantakumarpanda9022
    @basantakumarpanda9022 22 години тому +3

    ଏ ଜଣେ ସାଙ୍ଘାତିକ ଅଫିସର।

  • @wemad4volleyball317
    @wemad4volleyball317 10 годин тому +3

    କେନ୍ଦ୍ର ରାଜ୍ୟ ସରକାର ଗୋଟେ ହିଁ ତେଣୁ ଏଇଠି ବାଳ ହବ ସବୁ Compromise ହବ ଦେଖ. Central କେବେ ଚାହିଁବନି ଯେ ତା ପାର୍ଟୀ ର ସରକାର ବଦାନମ ହଉ ବୋଲି...... ନିଲମ୍ବନ କଣ ବେ କୋର୍ଟ forward କର... କୁକୁର police ଗୁଡା କୁ ଜଲଦି jail ପଠେଇ ଦିଅ. ସାଧାରଣ ମଣିଷ କୁ କୁକୁର ଭଳିଆ କରନ୍ତି ଏମାନେ. ଲାଷ୍ଟ ରେ ସେନା ଅଧିକାରୀ କୁ ବି ଛାଡି ଲେନି

  • @moviesmasti2858
    @moviesmasti2858 2 години тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିରେ ଧ୍ୟାନ ଦେବା ନିହାତି ଦରକାର ଜଣେ ଯଦି army officer ସହ ଏମିତି ହେଉଛି ତାହାଲେ ସାଧାରଣ ନାଗରିକ ସହ କଣ ହଉ ନ ଥିବା

  • @arabindapadhi8367
    @arabindapadhi8367 4 хвилини тому

    ଦୀନକୃଷ୍ଣ ବାବୁ ପ୍ରକୃତ ଦୀନ ଦରିଦ୍ରଙ୍କ ବନ୍ଧୁ ତାଙ୍କୁ ପୁରସ୍କୃତ କରାଯାଉ

  • @RajaRaja-bl6cx
    @RajaRaja-bl6cx 23 години тому +6

    Chakiriru bahara karajau

  • @ayushkumarnayak3316
    @ayushkumarnayak3316 22 години тому +1

    Very good job sir. Odisha police department hai hai

  • @dipakparida6095
    @dipakparida6095 23 години тому +2

    No suspended,Need treminet

  • @rajatkumarmishra5912
    @rajatkumarmishra5912 22 години тому +2

    ପୋଲିସ ଦିପାର୍ଟମେଣ୍ଟ ମେଣ୍ଟ total ଉଠି ଯାଉ ଓଡିଶାରୁ. କେବଳ ମିଲିଟାରୀ ଷ୍ଟେସନ ସବୁ ଜାଗାରେ କରାଯାଉ

  • @bikramkumarkalia6522
    @bikramkumarkalia6522 23 години тому +2

    Suspend nuhen ajiban or fasi

  • @abhimanyunayak4246
    @abhimanyunayak4246 22 години тому +1

    ଜୟଯବାନ ଜୟ

  • @prahaladsahu5406
    @prahaladsahu5406 Годину тому

    ଚାକିରିରୁ ବହିସ୍କୃତ କରନ୍ତୁ ସରକାର,

  • @jitenkumarbarik1005
    @jitenkumarbarik1005 21 годину тому +2

    Mishra babu ku bahiskaar sagare vigilance re diaajau

  • @dinabandhumani
    @dinabandhumani 50 хвилин тому +1

    ଏପରି ପୋଲିସ ଙ୍କୁ ମାଡ଼ ମାରିବା ଉଚିତ

  • @abhisheksahoo4517
    @abhisheksahoo4517 7 годин тому +1

    Suspend is not enough.

  • @manaspriyapanda1909
    @manaspriyapanda1909 23 години тому +6

    Is this association was sleeping at the time of Lalit Das, son of odisha governor Raghuber das case.

  • @ayushkumarnayak3316
    @ayushkumarnayak3316 22 години тому

    I am request to Odisha chief minister to personally look at the matter and total suspend that accused and warned to Odisha police about this incident not happening in future

  • @AlkaPradhan-oq5pg
    @AlkaPradhan-oq5pg 22 години тому +1

    Suspend na kari ki... chargesheet kara aau jail pathao...at least 10yrs...

  • @biswaranjanbiswal7612
    @biswaranjanbiswal7612 13 годин тому

    ନାୟ ଦେବା କ୍ଷେତ୍ରରେ ସବୁ ସରକାର ସମାନ

  • @bijaykumarnayak9791
    @bijaykumarnayak9791 23 години тому +1

    It was good luck of those police person that there is not any Army unit in BBSR. Say thanks to GOD u r escaped.

  • @KulamaniPanda-r3r
    @KulamaniPanda-r3r 11 годин тому +3

    ପୋଲିସ ଦଣ୍ତ ପାଉ ଛି ଛି ଛି ସେନା ଆମର ଆଗ

  • @laxmansahoo4681
    @laxmansahoo4681 21 годину тому

    ଏଇଟା କେତେ ନବୀନା ନାଲି ପାଣି ପିଉଛି, ଏତେ ମୋଟା ହେଲା କିପରି, ଆଗ ବହିଷ୍କାର, ନିଲମ୍ବନ ଦଣ୍ଡ କୁ ପରିବର୍ତ୍ତନ କରାଯାଉ,, ନିଲମ୍ବନ ଥିଲା ପର୍ଯ୍ୟନ୍ତ ପୁଲିସ ଅତ୍ୟାଚାର ବଳ ବତ୍ତର ରହିବ 🎉

  • @TheRuturaj
    @TheRuturaj 13 годин тому

    We are always support army . Jay hind 🙏🏻

  • @sanjayrout1690
    @sanjayrout1690 13 годин тому

    Thanks ଭାଇ ଏ ଠୀ ସବୁ mg ଏ କ

  • @rajanikantabiswal2669
    @rajanikantabiswal2669 Годину тому

    ଏମିତି ହେଲେ ଲୋକ ଙ୍କ ସରକାର ନାମ ନେବା ଥୟ

  • @SubhendukumarSahani
    @SubhendukumarSahani 14 годин тому

    ଜୟ ଶ୍ରୀ ଜଗନ୍ନାଥ

  • @sadanandanahak7338
    @sadanandanahak7338 17 хвилин тому

    Mohon sir nka ଜୟ ଏମିତି ଚାଲୁ

  • @GaneshJena-mr1hf
    @GaneshJena-mr1hf Годину тому

    Public ,ସର୍ଵସାଧାରଣ ମଧ୍ୟ ଭରତପୁର ଥାନାର ,ପୋଲିସ ର ଵେଆଇନ୍ କାର୍ଯ୍ୟାନୁଷ୍ଠାନ କୁ ବିରୋଧ କରିବା ଉଚିତ।

  • @surendrapanda5791
    @surendrapanda5791 38 хвилин тому +1

    Mohan sarakarku anurodha police amania heichhanti tanku sasankara

  • @suparfonyfamily
    @suparfonyfamily 9 годин тому

    ଥାନା ଭିତରେ ମାର ଧର ଖରାପ ଭାଷା ପ୍ରୟୋଗ କରିବାକୁ ବନ୍ଧ କରା ଜଉ, ୟେ ବ୍ରିଟିଶ law ଚଳିବନି

  • @GaneshJena-mr1hf
    @GaneshJena-mr1hf Годину тому

    ବାରମ୍ବାର ଏ ଖବରକୁ ପ୍ରସାରଣ କରିବି ଉଚିତ ହେବ ।

  • @Santoshsahoo-w2d
    @Santoshsahoo-w2d 23 хвилини тому

    ଥାନା ରେ ସିସିଟିଭି କଥା ତମେ ମିଡ଼ିଆ ବାଲା କାହିଁକି କହୁନ।

  • @SubhendukumarSahani
    @SubhendukumarSahani 14 годин тому

    ଜୟ ଶ୍ରୀ କୃଷ୍ଣ

  • @samarmohapatra-jr3ne
    @samarmohapatra-jr3ne 3 години тому

    ଆଦର୍ଶ ଥାନାରେ ନିନ୍ଦନୀୟ I. I. C ଦୀନକୃଷ୍ଣ ମିଶ୍ର କୁ ପୂର୍ବ 5T ସରକାର କେମିତି ନିଯୁକ୍ତି ଦେଇଥିଲେ, ଏଇଟା ପୂର୍ଵ 5T ସରକାର ର ଅସଲି ପରିଚୟ

  • @manishkumar-kk7cb
    @manishkumar-kk7cb 4 години тому

    ପୋଲିସ ଯେମିତି ବ୍ୟବହାର କରିଛି ପବ୍ଲିକ ଠିକ ସେମିତି ପିଟିବା ଉଚିତ ଏଇଟା ପ୍ରକୃତ ନ୍ୟାୟ

  • @NabakumarMahar
    @NabakumarMahar 11 годин тому

    Take strong actiong action against IIC

  • @dr.surendranathdash8861
    @dr.surendranathdash8861 22 години тому

    Chief minister should resign and all police should be arrested and vigilance should take strong action against them

  • @Jena7053
    @Jena7053 10 годин тому +1

    ଆରେଷ୍ଟ କର ପୋଲିସ କୁ

  • @laxmansahoo4681
    @laxmansahoo4681 21 годину тому

    ସବୁ ନାଟର ଗୋବର୍ଦ୍ଧନ କଇରା ମାହିଆ କିନ୍ନର 🎉

  • @DefenceaspirantSuresh
    @DefenceaspirantSuresh 7 годин тому +1

    That's why everyone hates odisha police

  • @samarmohapatra-jr3ne
    @samarmohapatra-jr3ne 4 години тому

    କଲିକତା R. G. Kar ହସ୍ପିଟାଲ ଆନ୍ଦୋଳନ ପରି ଏଠାରେ ମଧ୍ୟ ସର୍ବସାଧାରଣ ମହିଳା ସହିତ ହେଇଥିବା ଅକଥନୀୟ ଅତ୍ୟାଚାର ବିରୁଦ୍ଧରେ ଆନ୍ଦୋଳନ ଦରକାର. I. I. C କୁ ଜେଲ ଅତିଶୀଘ୍ର ପଠାଇବା ଦରକାର. ପୋଲିସ ନିଲମ୍ବନ ଗୋଟିଏ ଦଣ୍ଡ ନୁହେଁ, ଆଶୀର୍ବାଦ .ତାଙ୍କୁ ଜେଲ ଓ ବହିଷ୍କାର ଦରକାର

  • @dingdongkuna143
    @dingdongkuna143 8 годин тому

    ବହିଷ୍କାର ଛଡ଼ା ଆଉ କିଛି ନାହିଁ

  • @prabinarout-zt8dd
    @prabinarout-zt8dd 49 хвилин тому

    We want justice not only suspend

  • @udassubudhi840
    @udassubudhi840 21 годину тому

    Compromise ହେଇଯିବ

  • @laxmipriya7046
    @laxmipriya7046 13 годин тому +1

    Disha government re haba

  • @kmishraiit
    @kmishraiit Годину тому

    Why not arrest as per BNS

  • @bijaykumarnayak9791
    @bijaykumarnayak9791 23 години тому +1

    How shameless people stand with those police man. Your children delivers slogan 'jay jawan jay kisan' and u r supporting crime against jawan.

  • @krushnachandrajena193
    @krushnachandrajena193 58 хвилин тому

    SUSPENDED IS NOT EXEMPLARY PUNISHMENT, SHOULD BE 5 TO 10 YEARS JAIL BY COURT OF LAW. WHY INJUSTICE AGAINST ARMY'S

  • @chittaranjanswain1469
    @chittaranjanswain1469 8 годин тому

    Judiciary enquiry should be

  • @jeetendradalabehera3699
    @jeetendradalabehera3699 22 години тому

    ED...... very important now ..a day ....😢

  • @ratnakarjena1790
    @ratnakarjena1790 13 годин тому +1

    IIC KU FASI DIA JAU

  • @reviewsnehasis1377
    @reviewsnehasis1377 6 годин тому

    Odisha re Police sudhuribeni...

  • @satyasahu2074
    @satyasahu2074 22 години тому

    CM କରୁଛନ୍ତି କଣ? ପୋଲିସ ବିଭାଗ ର ମୁଖ୍ୟ ହୋଇ।

  • @srinibashpradhan6683
    @srinibashpradhan6683 14 годин тому

    The matter should be brought to the notice if Defence Ministry as well as Home Ministry

  • @laxmansahoo4681
    @laxmansahoo4681 20 годин тому +1

    ଚଣ୍ଡାଳ ଔରସରୁ ବ୍ରାହ୍ମଣ ଆରକ୍ଷୀ ମଦ ମାଂସର ଗଣ୍ଡି, ଦେଖି ପାରୁ ନାହିଁ ତା ମାଇପ ରାଣ୍ଡି, ତା ମାକୁ ଚଣ୍ଡାଳ ମାରିଛି ଗାଣ୍ଡି 🎉

  • @prasanswain2992
    @prasanswain2992 9 годин тому

    Quick arrest.

  • @PartiDash-lh3id
    @PartiDash-lh3id 7 годин тому

    ସେ police କୁ army ku ଦିଆଯାଉ

  • @RaniJayshree
    @RaniJayshree 23 години тому +2

    IIC Dinakrusna Mishra Babu ctc canteenment thana ru kan pani Bharatpur thana ku jai thile janichanti Bali jatra cycle stand ru Rs 40 thousand maguthibara video vairal heithila boli

  • @kamallochannayak9660
    @kamallochannayak9660 10 годин тому

    Be Ware Of Police Department,

  • @debkishorpanda577
    @debkishorpanda577 21 годину тому

    This case should be taken up by judiciary or some central government agency of govt of India.

  • @RasmitaSwain-ke4tt
    @RasmitaSwain-ke4tt 5 годин тому

    Suspend is not a punishment.

  • @user-rf6qc8bs7s
    @user-rf6qc8bs7s 10 годин тому

    Suspend is not the right solution, file a criminal case against the police IIC

  • @veterantrailokyanthdwibedy9789
    @veterantrailokyanthdwibedy9789 8 годин тому

    ମୋର D G police ଙ୍କୁ ଅନୁରୋଧ ପୋଲିସ ତାର atituete ଚେଞ୍ଜ କରୁ।

  • @raghubirdas7621
    @raghubirdas7621 21 хвилина тому

    Suspention no action They should be made OUT OF SERVICE Please do not divert the case in name of Road Romeos

  • @pradeepsahoo7221
    @pradeepsahoo7221 18 годин тому

    ଓଡ଼ିଶା ସରକାର କେବେ ଆପଣଙ୍କର ଆଖି ଖୋଲିବ।

  • @ManasharanjanJena-s8z
    @ManasharanjanJena-s8z 20 годин тому

    ଏହାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଲେ ସମସ୍ତେ ଉପକୃତ ହେଵେ ସେ ସାଧାରଣ ଲୋକ ଵୀ ଆରମି ଲୋକ ସମସ୍ତ କ ପାଇ ସମାନ ଆଇନିଟା

  • @sambray.baskeysambray2535
    @sambray.baskeysambray2535 9 годин тому

    ଆଗେ ପଚାରନ୍ତୁ ତ ନାଇଟ୍ ଡିୟୁଟିକରୁଥିବା ମହିଳାପୋଲିସକର୍ମଚାରି କାହିଁକି ନାଇଟିପିନ୍ଧି କବାଟବନ୍ଦକରି ଅଫିସଭିତରେ ସେମାନେ କ'ଣ କରୁଥିଲେ ?

  • @BinodsahooBinodsahoo-f8g
    @BinodsahooBinodsahoo-f8g 10 годин тому

    ଜଦି। ମୁଁ।ଗୋଟେଥର। ପାଇଁ।ମୁଖ୍ୟମନ୍ତ୍ରୀ।ଆସନରେ। ବସନ୍ତି।ତାହେଲେ।ସବୁ।ଦଳକୁ।ସିଖେଇଦିଆନ୍ତି।ରାଜ୍ୟକୁ।କିଭଳି।ଶାସନ।କରାଯାଏ

  • @VijayBehera-ee6fi
    @VijayBehera-ee6fi 5 годин тому

    Jay Jagannath Jay Bharat Mata Jay Shri Ram yah uchit nyaay hai

  • @trupteeranjanchoudhury3900
    @trupteeranjanchoudhury3900 5 годин тому

    ନାଇକ ତଦନ୍ତ ଆବଶ୍ୟକ

  • @bansidharpatra4251
    @bansidharpatra4251 10 годин тому

    All these five suspended police personnel have no any deserve for their post anymore. They have to be dismissed from their posts immediately.

  • @DebarajBasantara
    @DebarajBasantara 9 годин тому

    Rajasthan Bharatpur gaon=Odisha Bharat our thana

  • @nilakarakhura8555
    @nilakarakhura8555 23 години тому +1

    😊he mahan sarakar apana bi emiti asubudha paithile. Lancha nei police mane dosi ku nirdos kahi sadharana lonka nku dham kau thanti Sethi pai samasta ku action nijau