ଲେଡୀ ପୋଲିସ୍ ହାତ କାମୁଡିଲି ନିଜ ସୁରକ୍ଷା ପାଇଁ ! Army Major's fiancée Ankita Pradhan on Bharatpur PS case

Поділитися
Вставка
  • Опубліковано 18 вер 2024
  • ଲେଡୀ ପୋଲିସ୍ ହାତ କାମୁଡିଲି ନିଜ ସୁରକ୍ଷା ପାଇଁ; ଅଙ୍କିତା ପ୍ରଧାନ। Army Major's fiancée Ankita Pradhan on Bharatpur PS case. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

КОМЕНТАРІ • 467

  • @manasdas5715
    @manasdas5715 6 годин тому +204

    😢 ଓଡ଼ିଶା ଆଜି ନିନ୍ଦିତ କିଛି ଲାଞ୍ଚୁଆ ପୋଲିସଙ୍କ ପାଇଁ

    • @SureshMohanty-ez2us
      @SureshMohanty-ez2us 6 годин тому +6

      Hmm ahuri besi nindita e sarkar paie

    • @MArunYadav
      @MArunYadav 4 години тому +3

      Sarkar job pae doude doude chopolo sorejauchi hala job paela pora tankoro track ologa haejauchi....😊

    • @smrutiranjansatapathy7463
      @smrutiranjansatapathy7463 3 години тому +2

      Kichhi nuhen sabu police lanchua.

    • @prakashsamal8479
      @prakashsamal8479 3 години тому +3

      ଭାଇ ଖରାପ ଲାଗୁନି କହୁଛ କିଛି ଲାଞ୍ଚୁଆ police ପାଇଁ ଲାଞ୍ଚୁଆ ନୁହଁ ଭାଇ ରାଣ୍ଡୁଆ police

    • @rjrani1606
      @rjrani1606 3 години тому

      Ye sarkar pai nuhe BJD kebe au akhi kholiba​@@SureshMohanty-ez2us

  • @guruswamiworld
    @guruswamiworld 4 години тому +71

    ଏ ତ ଗଣ ଦୁଷ୍କର୍ମ ଠାରୁ ଅଧିକ ତେଣୁ ସେହି ପୋଲିସ ମାନଙ୍କୁ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରି କଠୋର ଦଣ୍ଡ ଦିଆଯାଉ

  • @jbsing4348
    @jbsing4348 6 годин тому +70

    ବାଃ! ଓଡ଼ିଶା ପୋଲିସ।ତୁମର ଅନେକ ରୂପ ଦେଖିଥିଲୁ। କିନ୍ତୁ ଏଇଟା ସବୁ ସୀମା ଟପିଗଲା।I think everybody who is listening this news, he/she must feel shame of you.

  • @sabitaprusty8035
    @sabitaprusty8035 5 годин тому +36

    ଜନତା ହୁଅ, ଏକ.ମେଳ , ପୋଲିସ ସାଜିଛି ଏଠି କାଳ, ଏ ଦୁଖର ଖଟଣା ଆମର ପୁଜନିୟ ମୁଖ୍ୟମନ୍ତ୍ରୀ ଦେଖନ୍ତୁ। ନିଜ ର ଝିଅ ଭାବନ୍ତୁ। ନାରୀ ର ଲୁହ ନୁହେ, ଏ ରକ୍ତ କରୁଣ ଚିତ୍କାର। ଦୟା କରି ହୃଦୟଙ୍ଗମ କରନ୍ତୁ। ଅନୁରୋଧ ।ଜୟ ଜଗନ୍ନାଥ।

  • @BraveHindustani9074
    @BraveHindustani9074 4 години тому +29

    ସସ୍ପେଣ୍ଡ କଲେ ହବନି,ସେ 5 ହରମଜାଦା ଙ୍କୁ ମାରିଦିଅ ଜୀବନରୁ

  • @SPINFOTAINMENT
    @SPINFOTAINMENT 6 годин тому +105

    ସେ ରାଣ୍ଡି ପୋଲିସ 2ଟା ଯାକଙ୍କର ହାତ କେମିତି ଗଲା ବେଧଙ୍କର ଗୋଟେ ନାରୀ ହେଇକି ଆଉ ଗୋଟେ ନାରୀକୁ ଏମିତି ଅବସ୍ଥା କରିବାକୁ କୋଉ type ର ବେଧ ସେ 2ଟା କେଜାଣି କେତେ ପୋଲିସଙ୍କର ବାଣ୍ଡ ଖାଇଥିବେ ବେଧ 2ଟା ନହେଲେ ଏମିତି କଣ କିଏ କରିପାରେ ଗୋଟେ ଝିଅ ସହିତ।

    • @nandakishorenayak3771
      @nandakishorenayak3771 5 годин тому

      ❤🎉🎉🎉

    • @cuteesha7405
      @cuteesha7405 4 години тому

      Right bro

    • @prakashsamal8479
      @prakashsamal8479 3 години тому +4

      Bro କନେଷ୍ଟବଳ ରୁ asi ଜାଣିପାରୁନ ରାତିରେ ନାଇଟ୍ ପିନ୍ଧି duty ଚାଲିଥିଲା ସେ ଥାନାରେ ସେ କେତେ ଥର ଗିଆ ଖାଇଥିବ ଗଣିପାରିବନି ଭାଇ

    • @brahmanandam7370
      @brahmanandam7370 3 години тому

      Se ladies police ku balatkar Kariba ku Sethi kara local pilanku diajau

    • @brahmanandam7370
      @brahmanandam7370 3 години тому

      ​@@prakashsamal8479😮😅

  • @purnachandrabiswal6877
    @purnachandrabiswal6877 6 годин тому +86

    ଏ ସରକାର ଗୋଟେ ଝିଅ କୁ ନିୟ ଦେଇ ପାରୁନି କଥା ରେ ବହୁତ ଭାଷଣ ମରୁଛି

    • @PadmanavaDash-t3d
      @PadmanavaDash-t3d 5 годин тому +1

      Odisha re arym lu deploy Kara jayu

    • @pragyanparimita..6152
      @pragyanparimita..6152 5 годин тому

      CM khaali bada bada bhaasana maari jaanichhanti

    • @SukantMohanty-u8i
      @SukantMohanty-u8i 5 годин тому

      Tame jou government katha kahuchha sei govt ra police jahase ye powerful bane. Ta Bhai kou government katha kuhani ethi perticular ps katha kuha

    • @gsentertainments5174
      @gsentertainments5174 5 годин тому +1

      ରାଜ୍ୟପାଳ ପୁଅକୁ police କିଛି କରିପାରିଲିନି BBSR କମିଶନରେଟ ପୋଲିସ୍।
      ଛି

    • @susilkumarbiswal1859
      @susilkumarbiswal1859 5 годин тому

      Babina sabita purnima rape case ra Naya kebe nabina deithile

  • @SanatanchattarChattar
    @SanatanchattarChattar 6 годин тому +58

    ଏ ଦୁଃଖ ଦାୟକ କଥା ଶୁଣି ମନରେ ମୁର ନିଆଁ ଜଳି ଉଟୁଛି ସେ ପୋଲିସକୁ ଜାଣିବା ପାଇଁ। ସେ ମlଇପ ପୋଲିସ ଙ୍କ ଠିକଣା ଦିଅରେ ଯାଇକି ଗେହି ଦେବି

    • @pintukjrpatana1796
      @pintukjrpatana1796 6 годин тому +4

      Gehile santi heboni,, ta bia re rod paseiba darkar

    • @sasmitacreation8343
      @sasmitacreation8343 5 годин тому

      Fir neiki jai thili.mate hairana kale. Baisalini panda mate bbsr re rakhei delani. Mo sahita aa thu adhika toucher heichi. Mu bidhababa mahila boli police mate nyaya nadei.olta hairana kale.bharat pur iic and si baisalini panda. And 2 kanest ball. Ja hau bhagawan deri re hei pachhe.mo daka sunile
      Amananku suspend kale. Mo jhia ku madhya torcher kari mo thu alga kale jhia sahitta mate dekhei deleni. Kahile maa ku kaha mahila comition ki kouthi janeibba. Tate bada pageli khana ku patheidabu.maa ku dekhi paribuni.pageli mane baebe Sethi. A police mananku aarest kara jau. Mo bhali amiti kete mahila hairana heithibe

  • @munapapushorts9695
    @munapapushorts9695 6 годин тому +37

    ଢେଙ୍କାନାଳ ର କିଛି ଥାନା ଅଛି ଯୋଉଠି କି ASI ବାବୁ ମନ ଇଚ୍ଛା ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି।

    • @Lipidash1234A2z
      @Lipidash1234A2z 5 годин тому +3

      Khali tumati nuhe sabu jagare hi emiti

    • @NSTAR195
      @NSTAR195 5 годин тому

      Dhenkanal ra keun police station

  • @sudiptrainofrhythm8529
    @sudiptrainofrhythm8529 6 годин тому +85

    ଏହା କଣ ଦିଲ୍ଲୀ ନିର୍ଭୟା ବଳାତ୍କାର ଠାରୁ କିଛି କମ୍ ??? ଏଥର ବଳାତ୍କରୀ କିଏ??? ନିଜେ ପୋଲିସ।।।। ଏ କେସ କୁ ଆଗକୁ ନିଅ ଓଡ଼ିଆ ଯୁବପିଢି। ଏହା ଚୁପ୍ ବସିବା ସମୟ ନୁହେଁ

  • @anmayakumar1551
    @anmayakumar1551 6 годин тому +19

    ନାରୀ ଙ୍କ ପ୍ରତି ଅନ୍ୟାୟ ପ୍ରକୃତି ପାଇଁ ଅସହ୍ୟ ପାଲଟିଛି ଏଥି ପାଇଁ ତ ଧୀରେ ଧୀରେ ପୁରୁଷ ର 'Y'କ୍ରୋମୋଜୋମ ଦୁର୍ବଳ ଓ ଅଦୃଶ୍ୟ ହେବା ରେ ଲାଗିଛି ସମୟ ଆସିବ ଏ ପୃଥିବୀ ପୁରୁଷ ଶୂନ୍ୟ ହେଇଯିବ ସେବେ ଯାଇ ନାରୀ ଶାନ୍ତି ରେ ଏ ପୃଥିବୀରେ ବସ ବାସ କରିବେ ...😊

  • @munapapushorts9695
    @munapapushorts9695 6 годин тому +43

    ହେ ଭଗବାନ୍। ମିଡିଆ ରେ ଭିଜୁଆଲ ଦେଖିକି ଆଖିରୁ ଲୁହ ଆସୁଚି ହେରୀ। ଯିଏ ମାଡ଼ ଖାଇଛନ୍ତି କେତେ କଷ୍ଟ ପାଇଥିବେ କହିଲ।

  • @manaromaswain9328
    @manaromaswain9328 5 годин тому +47

    ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ , ନିଜେ ହସ୍ତକ୍ଷେପ କରନ୍ତୁ , ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ

    • @prasantamahunta6712
      @prasantamahunta6712 5 годин тому +1

      Right

    • @sudarsannayak356
      @sudarsannayak356 5 годин тому +2

      CM himself worst sufferer by police

    • @ratikantnayak3032
      @ratikantnayak3032 4 години тому +1

      BJP hatao Odisha bachao

    • @pratapmaity2499
      @pratapmaity2499 4 години тому +1

      ଏ ମୁଖ୍ଯ ମନ୍ତ୍ରୀ ନୁହଁ, ମୁଖ୍ଅଓ ମନ୍ତ୍ରୀ,

    • @akshyakumar473
      @akshyakumar473 Годину тому

      CM is very soft, he has not given any comment till yet. Do not expect anything from him?

  • @cutekajal123
    @cutekajal123 5 годин тому +34

    Ledy ପୋଲିସ ଅଫିସର ଜଲ୍ଦି ଆରେଷ୍ଟ କରା job ରୁ ବାହାର କରି ଦିଆ ଯାଉ ପୋଲିସ ଚାକିରୀ କରୁଛ ବୋଲି କଣ ଇନ୍ଦ୍ର ଚନ୍ଦ୍ର ମାନିବନି ଜଣେ ଲୋୟାର ଏବେ ଆର୍ମି ଅଫିସର ସ୍ତ୍ରୀର ଯଦି ଏଇ ଅବସ୍ଥା ସାଧାରଣ ଗରିବ ଲୋକ ମାନଙ୍କୁ ମିଛ କେଶ ରେ ଫାଂସେଇ ଦେବେ 😊

    • @pintupati8786
      @pintupati8786 4 години тому +2

      ଅଭଦ୍ର ଗୁଡ଼ା ଯେତେ କଡା ଶାସ୍ତି ଦେଲେ ବି ମନ ବୁଝିବ ନାହିଁ

    • @Mmtvcreation2024
      @Mmtvcreation2024 4 години тому +2

      ରାମ ରାଜ୍ୟ ହେଲା ପରା ,ଆଉରି ଓଡ଼ିଶା ଲୋକେ ଗାଣ୍ଡୀ ମାରେଇବେ ଯେ ପଯ୍ୟନ୍ତ ଏଠି bjp sarkara ଚାଲିଥିବା। ସେ governor ପୁଅ cash bholi ଏଇଟା ବି ଦବିଯିବ ଦୁଇ ଚାରିଦିନ ପାରେ।

  • @Skgbul470
    @Skgbul470 5 годин тому +25

    ମହନା ସରକାର ମନଦେଇ ଶୁଣୁଛ ତ. ଜୟ ଶ୍ରୀରାମ.

    • @pragyanparimita..6152
      @pragyanparimita..6152 5 годин тому +3

      Time nahi sunibaku ... Renaming re busy thibe bodhe se

    • @niksharma-ol8ii
      @niksharma-ol8ii 3 години тому +2

      ​@@pragyanparimita..6152 baina , pari murder case re semananku nyaya mili thila ?

  • @narendrabehera7377
    @narendrabehera7377 4 години тому +9

    ଏମିତି ପୋଲିସ ବାଲାଙ୍କୁ ଲାଇଫଟାଇମ suspened and ପେନାଲ୍ଟି ଦିଆଯାଉ

  • @KapilSamal-i8c
    @KapilSamal-i8c 3 години тому +9

    ଆଉକେହି ହୋଇଥିଲେ ଏ ପୁଲିସ କୁ ଗୁଳି କରି ତା ଜେଜେବାପା ପାଖକୁ ପଠେଇ ଦେଇଥାନ୍ତା,ଭୁଲରେ ଆଉ କେହି ଏଭଳି ଭୁଲ୍ କରିବ ନାହିଁ.

  • @pintupati8786
    @pintupati8786 5 годин тому +12

    ଓଡ଼ିଶା ପୋଲିସ ପାଇଁ ଗୋଟିଏ ଲଜ୍ୟାକର ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ

    • @pratapmaity2499
      @pratapmaity2499 4 години тому +1

      ୧ଟି ନୁହଁ ୨ଟି ଲଜ୍ଜା ଘଟଣା।
      ଏଥିପାଇଁ ଟିକିଏ େହେଲ ଲାଜ ଲାଗୁନି, ପୂର୍ବରୁ ଏମିତି ଘଟଣା ଘେଟଇବା ରେ ସରକାର ଙ୍କ ହାତ ରହିଛି

  • @pravatsethy8647
    @pravatsethy8647 5 годин тому +13

    Ea police ଅଫିସର ଙ୍କୁ ରାଜ ରାସ୍ତା ଗୁଳି କରି ଦଣ୍ଡ ଦେବା ଦରକାର..

  • @sudarsanmaharana6195
    @sudarsanmaharana6195 3 години тому +5

    ଏହି ଲେଡୀ ପୋଲିସକୁ ଫାଶୀ ଦିଆଯାଉ

  • @sidharthvlogs6316
    @sidharthvlogs6316 3 години тому +7

    Army officer ଙ୍କୁ ନ୍ୟାୟ ମିଳୁନି ସାଧାରଣ ଲୋକଙ୍କୁ କଣ କମିତି treat କରାଯଉଥିବ ଭାବନ୍ତୁ 😢😢😢ତାଙ୍କର ଦେହରୁ ଆହୁରି କଣ କଣ ଖୋଲିବାକୁ କହୁଥିବେ

  • @sudiptrainofrhythm8529
    @sudiptrainofrhythm8529 6 годин тому +35

    ଏ ମାଘିଆ ପୋଲିସ ଙ୍କ ପାଇଁ ଆଜି ଓଡ଼ିଶା ପୁରା ଦେଶ ରେ ଲଜ୍ଜିତ। ସେ ଭରତପୁର ଥାନା ରେ ଯେତେ ଅସଭ୍ୟ ପୋଲିସ ଥିଲେ ସମସ୍ତଙ୍କୁ ଚାକିରି ରୁ ବହିଷ୍କାର କରାଯାଉ। ଆଗକୁ ଓଡ଼ିଶା ବନ୍ଦ୍ ହବ ଯଦି ସେ ପୋଲିସ ପୁଣି ଚାକିରି କୁ ଆସିଲା

    • @durgadp8340
      @durgadp8340 4 години тому

      Bharatpur thana odisha ra sabuthu lanchua thana ote. Thana samna re hin rati jako rasta re hin sex chale.

  • @amulyasahoo6443
    @amulyasahoo6443 6 годин тому +31

    Police ku phasi diajau

  • @dibya63
    @dibya63 5 годин тому +16

    ନିଆଁ ଲଗେଇ ଦିଅ ବେ ସେ ଥାନା ରେ

  • @dillipkumarmohapatra7450
    @dillipkumarmohapatra7450 6 годин тому +15

    Semiti punishment tanku ଦରକାର ନ ହେଲେ encounter.

  • @sudhansusubudhi896
    @sudhansusubudhi896 5 годин тому +15

    ବିଜେପି govt କଣ ଦେଖା ଯାଉନି

    • @OnlyVideo0363
      @OnlyVideo0363 4 години тому +2

      Subhadra tanka re byasta achhnti sala sarkar ba ...

  • @pratapmaity2499
    @pratapmaity2499 4 години тому +4

    ଏ ମେଜର କଣ ଜାଣି ନ ଥିଲା କି! ଓଡିଶା ରେ ଏବେ ଡବଲ ଇଞିନ ର ସରକାର, କିଛି ଲାଭ ମିଳିବ ନାହିଁ। କେବଳ ମାଡ ୨ଗୁଣା ସ୍ପିଡ୍ ରେ ହେବ❤

  • @kishoremaharana7583
    @kishoremaharana7583 6 годин тому +16

    Army ko iss police station per action Lena chahiye

  • @ramsudarshan2163
    @ramsudarshan2163 3 години тому +3

    କୁଆଡେ ଗଲେ ମାଝୀ ସରକାର ଆପଣଙ୍କ ଆଖିରେ ଦେଖା ଯାଉଛି ଏ news ଛି ଛି ଓଡ଼ିଶା ଆଜି ବୋହୁତ ନିନ୍ଦିତ ହେଁ ଭଗବାନ please justice 🙏😭😭😔😔😔

  • @suparfonyfamily
    @suparfonyfamily 4 години тому +4

    କିଛି ନା କିଛି ଭୁଲ ଭାଲ ଚାଲିଛି ପୋଲିସ ଷ୍ଟେସନ ରେ,ଖାଲି ମନ୍ତ୍ରୀ ମାନଙ୍କୁ security ଦବାରେ lagi ରହୁଛନ୍ତି କି

  • @HoneyMohanty
    @HoneyMohanty 4 години тому +4

    ଭରତ ପୁର ପୋଲିସ ଥାନାର ସବୁ ପୋଲିସ ବାଲା ମାଗିଆ
    ତାଂକ ଘରେ ଗିହଁ

  • @rabijena9232
    @rabijena9232 3 години тому +2

    ଅନ୍ଧଭକ୍ତ ଆଖିରେ କଣ୍ଟା ମରାଯାଇଛି ବିଜେପି ଓଡ଼ିଶାର ନୂଆ ଇତିହାସ ରଚିଲା

  • @dr.surendranathdash8861
    @dr.surendranathdash8861 6 годин тому +8

    Chief minister should resign as there is no law and order situation in Odisha.Govt

  • @jyotiprakashdas7786
    @jyotiprakashdas7786 6 годин тому +13

    Shame for odisha police

  • @dushadusha2402
    @dushadusha2402 6 годин тому +8

    ଏଠି କିଛି ହୋବନି କାରଣ ଓଡିଶା ରେ ବି BJP ସରକାର ଏବେ ଓଡିଶା ରେ BJD ସରକାର ଥିଲେ ନିଆଁ ଜଳିଥାନ୍ତା ବା ବା ରେ ମୋଦି ji

  • @ashokkumarswain1790
    @ashokkumarswain1790 4 години тому +6

    Request to CM please charge gave to CBI for inquary

  • @user-fu5zl6pz6m
    @user-fu5zl6pz6m Годину тому +1

    ଅପରାଧୀ ପୋଲିସ ମାନଙ୍କୁ ତୁରନ୍ତ ବିଚାର କରି ଫାସୀ ଦିଆଯାଉ।

  • @bsahoo7190
    @bsahoo7190 3 години тому +4

    ସବୁ ଡିସିପି ବଳରେ ଏମିତି ଉତୁପାତ ହେଉଚି ପୋଲିସ

  • @durbashasahani4154
    @durbashasahani4154 4 години тому +2

    କଲିକତା ଦୁଷ୍କର୍ମ ପାଇଁ ସମସ୍ତେ ମମତା ବାନାର୍ଜୀ କୁ ଦାୟୀ କରୁଥିଲେ,, କିନ୍ତୁ ଏଇ ଘଟଣା ରେ ଦାୟୀ କିଏ...

  • @archanamishra3067
    @archanamishra3067 6 годин тому +6

    Shame on you lady police officer

  • @NisaSahu-xs3rg
    @NisaSahu-xs3rg 5 годин тому +2

    ଓଡିଶା ସରକାର ଏମାନଙ୍କ ଚାକିରୀ ଯିବା ଦରକାର

  • @GaneshMajhi-sy7bt
    @GaneshMajhi-sy7bt 5 годин тому +2

    ଏଇ କିଛି ଚୁତିଆ ପୋଲିସ୍ ପାଇଁ ଆଜି ସାରା ଓଡ଼ିଶା ପୋଲିସ ବଦନାମ l ଏଭଳି ଚୁତିଆ ପୋଲିସ କୁ ପାକିସ୍ତାନ ବୋର୍ଡରକୁ ପଠେଇ ଦେବା କଥା ....ସେଇଠି କେତେ ଫୁଟlଣି ଦେଖେଇବା କଥା ଦେଖେଇ ବେ ....

  • @sambitnayak6030
    @sambitnayak6030 5 годин тому +5

    Odisha mohan majhi 100day record

  • @durbashasahani4154
    @durbashasahani4154 4 години тому +1

    ଭରତପୁର ଥାନାରେ ଥରେ ମାଓବାଦୀ ପଶିବା ଦରକାର 👍👍

  • @tarunkumardas3029
    @tarunkumardas3029 3 години тому +1

    ଏହି ଭଳି କିଛି ପୁରୁଷ/ମହିଳା ପୋଲିସ ଅଫିସର ବା ଚପରାସୀ ମାନଙ୍କୁ ଲଦାଖ୍ ବା କାରିଗିଲ୍ ବା ବରଫାବୃତ ବର୍ଡରରେ ପୁରା ୫ କି ୧୦ ବର୍ଷ ପର୍ଯ୍ୟନ୍ତ ପହଁରାରେ ରଖିବା ଉପଯୁକ୍ତ ସଜା ଆଉ ତାହା ସହ ଘର ବାହୁଡ଼ା ସହ ପାରିବାରିକ ସମ୍ପର୍କ ବିଛିନ୍ନ ମନରୁ ପାସୋରି ଯିବାର ଉପଯୁକ୍ତ ସଜା ।

  • @Balaram9915
    @Balaram9915 3 години тому +1

    ଏମିତି ପୋଲିସ ମାନଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଉ। ଏମିତି କି ଫାଶୀ ମଧ୍ୟ ଦିଆଯାଉ। ଯାହା ଦ୍ଵାରା ଏମିତି କାମ କେବେ କୌଣସି ପୋଲିସ କରିବା ପାଇଁ ସାହସ କରିବ ନାହିଁ । ଜୟ ହିନ୍ଦ୍।

  • @santoshkumarpatra1870
    @santoshkumarpatra1870 5 годин тому +3

    There should be judicial action against those police

  • @MKD886
    @MKD886 4 години тому +1

    ତୁରନ୍ତ ସେ ପାଞ୍ଚ ଜଣ ପୋଲିସ୍ ଙ୍କୁ ଲଙ୍ଗଳା କରିକି ପେଟ୍ରୋଲ ଢାଳିକି ନିଆଁ ଲଗେଇ ଦିଅ।

  • @user-wx6xf5ge8p
    @user-wx6xf5ge8p Годину тому +1

    ଧନ୍ୟ ରେ ପୁଲିସ .

  • @prafulladash6726
    @prafulladash6726 5 годин тому +2

    JIOGirl.We are With You.

  • @biswamberbhutia3280
    @biswamberbhutia3280 2 години тому

    ଏହା କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ ରେ ହି ହେଇଛି। କାରଣ ସେମାନଂକୁ କେବଳ ସସପେଣ୍ଡ ନୁହେଁ ଆରେଷ୍ଟ କରି ଥାନା ରେ ଚାକିରୀ ରୁ ବରଖାସ୍ତ କରିବାର ଥିଲା। ଯଦି ଏହି ହେଇନି ଭାବିନିଅ ଏଥିରେ ମୋହନ ମାଝି ଓ ପୋଲିସ ମହାନିର୍ଦ୍ଦେଶକ ବିନା ଏହା କେଵେ ଵି ସମ୍ଭବ ନୁହେଁ

  • @kamarnalibhadra2924
    @kamarnalibhadra2924 4 години тому +2

    Odisha police ସ୍ୱାହା

  • @satyasankar1
    @satyasankar1 2 години тому

    ଏପରି ରାକ୍ଷସ ଗୁଡାକୁ ଭାଷା ନାହିଁ ଗାଳି ଦେବାକୁ, କୌଣସି ମହିଳା ଙ୍କ ସହିତ ଏପରି ଘୃଣିତ କାର୍ଯ୍ୟ ନହୋଇଥିଲେ, ସେ ମହିଳା କେବେ ବି ନିଜର ଇଜ୍ଜତ୍ କୁ ମିଡିଆ ଆଗରେ ବଖାଣି ନଥାନ୍ତେ। ଦେଖନ୍ତୁ ତାଙ୍କର ଅବସ୍ଥା କଣ କରିଛନ୍ତି ,police ବାଲା ନିଜର power ଦେଖାଇ।
    ଏହାପରେ ବି କିଛି ବଡ ବଡ଼ିଆ ପୁଲିସ ବାବୁ ନିଜର ରାକ୍ଷସ police ଙ୍କୁ protect କରି କଥା କହୁଛନ୍ତି, ଲଜ୍ଜା ନାହିଁ।
    ନିଜର ମା,ଭଉଣୀ ଆଉ ଝିଅ ସାଙ୍ଗରେ ଏମିତି ହୀନକାର୍ଯ୍ୟ ହୋଇଥିଲେ, ଏମାନେ ଜାଣନ୍ତେ , ଦୁଃଖ କଣ????

  • @biswajitmangaraj7246
    @biswajitmangaraj7246 Годину тому

    ଏଭଳି ପୋଲିସ ଙ୍କୁ ଜମା ଭି ଦୟା ର ପାତ୍ର ନୁହଁ, ଯଦି ନିଜେ ରକ୍ଷକ ଭକ୍ଷକ ସାଜିବେ ତାହେଲେ ଶୁଣିବ ବା କିଏ 😢😢😢

  • @bsahoo7190
    @bsahoo7190 3 години тому +1

    ଡିସିପି ସିପି ଥାନା ରେ ଥିବା ପୋଲିସ ଙ୍କୁ ଘଣ୍ଟ ଘୋଡାଉଛି

    • @satyasankar1
      @satyasankar1 2 години тому

      ହଁ DCP ନିଜେ ଏ police ଗୁଡା ଙ୍କୁ ପ୍ରଥମେ support କରି କହୁଥିବାର video ଅଛି।

  • @baradananda3474
    @baradananda3474 5 годин тому +3

    It is same to odisha police administration. BJP govt is silent on it. Nabin babu would have ousted them frm service&also judicial enquiry would have been ordered.

  • @ranjeetmajhi757
    @ranjeetmajhi757 50 хвилин тому

    ଓଡ଼ିଶା ରେ ଡବଲ୍ ଇନ୍ ଜୀନ୍ ସରକାର୍ ହବା ଦର୍ କାର୍

  • @anilbaliarsingh6475
    @anilbaliarsingh6475 5 годин тому +1

    Shame on Police Department and Odisha Government

  • @themother482
    @themother482 3 години тому +1

    ହେ ଭଗବାନ

  • @kashinathdash4772
    @kashinathdash4772 2 години тому

    ସସ୍ପେଣ୍ଡ କରି ଦୋଷୀଙ୍କୁ ଘଣ୍ଟ ଘୋଡେ଼ଇ ଲେ ଚଳିବନି । ସମସ୍ତ ଅଭିଯୁକ୍ତ ପୋଲିସ ଙ୍କ ବିରୋଧ ରେ ସେହି ଥାନାରେ ମୋକଦ୍ଦମା ରୁଜ୍ କରି କୋର୍ଟ ଚଲାଣ କରିବା ଆବଶ୍ୟକ।। ଏମାନେ ମାନବ ସମାଜ ପ୍ରତୀ ଏକ କଳଙ୍କ।।

  • @kaberibehera7759
    @kaberibehera7759 6 годин тому +2

    Punishment milu police ku

  • @RajeswariDasadhkari
    @RajeswariDasadhkari 2 години тому

    ସେଲେଡ଼ିସ ପୋଲିଶ ବାଲି ରା ଦୁଧ ଆଗ କୋଟା ଯାଉ ଯିଏ ନାରୀ ହାଇକି ନାରୀ ରା ଛାତି ରା ଦାରୋଦ ବୁଝି ପାରୁନି ତା ଦୁଧ ରହି କଣ୍ୱ ଲାଭ

  • @rajatsir3520
    @rajatsir3520 5 годин тому +1

    ସେ ବେଧେଇ ପୋଲିସ ଗାଣ୍ଡିରେ ଶାବଳ ଭର୍ତ୍ତି କରିବା କଥା

  • @prakashmahakud1702
    @prakashmahakud1702 2 години тому

    ତୁରନ୍ତ ଗିରଫ କରାଯାଉ ସେ ସମସ୍ତଙ୍କୁ

  • @gitunmj4849
    @gitunmj4849 2 години тому

    Request DIG. karyaaa anustan jaldi hii kijiye... Request..🙏🏻🙏🏻

  • @sakyasingjena8649
    @sakyasingjena8649 4 години тому +1

    Why Police send the lady to Jail ????
    what is the crime ?

  • @kuntidharua1490
    @kuntidharua1490 6 годин тому +2

    Police station re bi surakhya nahin

  • @vphashbrogamingofficial6685
    @vphashbrogamingofficial6685 2 години тому

    The CM, PM and the Home Minister should intervene in the matter . There should be an exemplary punishment.

  • @mrspanda4101
    @mrspanda4101 3 години тому

    Very Ashamed.

  • @mahendrakumarkhuntia635
    @mahendrakumarkhuntia635 Годину тому

    ସେ ଶଳା ପୋଲିସ କୁ Terminate ଦରକାର। Chief Minister କଣ କରୁଛନ୍ତି। BJP vote ଦଵାଟା ବୋଧେ ଭୁଲ ହୋଇ ଗଲା?

  • @bidyutlatanayak2183
    @bidyutlatanayak2183 3 години тому

    ଓଡିଶାର ପୋଲିସ କୁଲଜିଆ।ତାରଲିଙ୍ଗକାଟିଦିଅ।

  • @NareshKumar-vu9bo
    @NareshKumar-vu9bo 3 години тому

    ବହୁତ୍ ପୋଲିସ ଅଛନ୍ତ୍ତି ୯୯% ଏବେ ଭି ଖରାପ କାମ ରେ ଲିପ୍ତ ଅଛନ୍ତି ଆଉ ସେମାନଙ୍କ ର କିଏ କିଛି କରି ପାରିବନି ,,, କାରଣ କୁଜି ନେତା ରାଜ ନେତା ମାନଙ୍କ ର ସପୋର୍ଟ ଅଛି,,ସବୁ ମିଳି ମିଶି ଓଡ଼ିଶା ଲୋକ ମାନଙ୍କୁ ଵୋକ କରୁଛନ୍ତି

  • @chandramanisaraf-z2p
    @chandramanisaraf-z2p 4 години тому

    ଜେଲ ରେ ଡାଲିବା କଥା ଏ ମିତି ପୋଲିସ ଵାଲା ମାନ ଙ୍କୁ

  • @sabitaprusty8035
    @sabitaprusty8035 5 годин тому

    ଦିନେ ଏ ପୃଥିବୀ ରସା ତଳକୁ ଖସିଯିବ। ନାରୀର ନିଶ୍ବାସ ରେ। ବେଳ ଥାଉ ସଚେତନ ହୁ ଅଂତୁ। ସବୁ ନାରୀ ସମାନ ନୁହନ୍ତି। ପୋଲିସ ଯଦି, ସୁରକ୍ଷା କିଏ ଦେବ, ନୁଆ ସରକାର କୁହନ୍ତୁ।

  • @bijaykumarmoharana7254
    @bijaykumarmoharana7254 2 години тому

    Indian army dep.. should be take action seriously against police officer and others.

  • @subratkumardas3430
    @subratkumardas3430 4 години тому

    I am requesting CM sir , Kindly focus on this shameless action.

  • @BraveHindustani9074
    @BraveHindustani9074 4 години тому

    ମୁଖ୍ୟମନ୍ତ୍ରୀ ଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଜରୁରୀ

  • @ashishprateekandfriends
    @ashishprateekandfriends 5 годин тому +1

    Odisha asmita badhuchii!!

  • @santoshkumarpatra1870
    @santoshkumarpatra1870 5 годин тому

    Home department should take strong action against those police

  • @chinmaypal9470
    @chinmaypal9470 2 години тому

    ଛି ଓଡିଶା ପୋଲିସ ର ଏମିତି ବର୍ବରତା

  • @AlokKumar-qo7ki
    @AlokKumar-qo7ki 3 години тому +1

    Jay Jagannath ghor kalika Jay Jagannath

  • @nalunalu4724
    @nalunalu4724 3 години тому

    Jay shree jagannath

  • @akshyakumar473
    @akshyakumar473 Годину тому

    Immediately they should be dismissed.

  • @RajendraPrasad-jc6wv
    @RajendraPrasad-jc6wv 4 години тому

    Please odisha government requested action

  • @manaspriyapanda1909
    @manaspriyapanda1909 6 годин тому +2

    If this incidents happens in anti NAMO company state then President rule may be imposed in that state .one case lalit das,son of governor and another this one.nothing will be happening bcz there is double engine govt in the state.

  • @shreekant3342
    @shreekant3342 6 годин тому

    Govt should take severe action against the police officers

  • @gopalagarwalbrmp
    @gopalagarwalbrmp 3 години тому

    Same to you guys

  • @ajaykumarmohapatra3530
    @ajaykumarmohapatra3530 2 години тому

    The said police staffs should be sent to custody & also to be removed from the Dept permanently for the greater interest of the public.....

  • @JagannathSahoo-vb4rj
    @JagannathSahoo-vb4rj 5 годин тому

    ମୋହନ ବାବୁ ଦେଖୁଛନ୍ତି କି ନାହିଁ ଏ ଭିଡ଼ିଓ ମୋହନ ବାବୁ ପୋଲିସ ବାଲା କୁ ତୁରନ୍ତ ଜେଲ୍ ପଠାଅ

  • @rakeshmohanty4474
    @rakeshmohanty4474 2 години тому

    ଓଡ଼ିଶା ପୋଲିସ ❌
    ମାଦର୍ଚୋଦ ✅

  • @rajneeshkumar1303
    @rajneeshkumar1303 6 годин тому +1

    Bhai pura story bhali laguchi..

    • @tribenipatra3213
      @tribenipatra3213 5 годин тому +1

      Semiti kuhani bhai Jane nari kebebi amiti story kahiboni tame ta Kanda ku dekha .kete kasta houchhi tanku se kahila bele kandipakouchhi amiti katha kebe story heipariboni

  • @Bibhishdan
    @Bibhishdan Годину тому

    ହେ ଭଗବାନ😢😢😢😭😭😭😭😭😭😭

  • @abaniranjansahu6291
    @abaniranjansahu6291 3 години тому

    I am very ashamed becoz i belongs from odisha and odisha police should be maintain her discipline....this is vry disgusting who r involved in it

  • @sulagnanarayanmishra9514
    @sulagnanarayanmishra9514 5 годин тому

    All commissionaret Top official should Transfer

  • @sunilpodha6742
    @sunilpodha6742 2 години тому

    Shame on Odisha police! Odisha CM has not spoken yet a single word about this incident. Why? How can our Odisha govt. become silent seeing this? Really very shame on them!💔

  • @ramakantachhtoi1067
    @ramakantachhtoi1067 5 годин тому

    ଏ, ଓଡ଼ିଶାର,ବାଣ୍ଡ ବାଳ,ଲାଞ୍ଚୁଆ, ପୋଲିସ୍, ମାନଙ୍କର,ଏଭଳିଆ,କାମ,

  • @AjayKumar-rr2mv
    @AjayKumar-rr2mv 4 години тому

    ମୋହନ ମାଝୀ ସରକାର ଏବେ ବି ତଦନ୍ତ ଚାଲିଛିକି? କେବେ କାର୍ଯ୍ୟାନୁଷ୍ଠାନ ନେବ? ମନେ ରଖ ଏହି ନାରୀ ଲୁହରେ ବିଜେଡି ଧ୍ବଂସ ହେଇଛି ଯଦି ତୁମେ ସେଇ ରାସ୍ତାରେ ତେବେ ତୁମ ସରକାର ଧ୍ବଂସ ହେବା ରେ ବେସି ଦିନ ଲାଗିବ ନାହିଁ

  • @gopalagarwalbrmp
    @gopalagarwalbrmp 3 години тому

    Urgent restigated

  • @ashoksarangi9242
    @ashoksarangi9242 4 години тому

    SHAME to ODISHA POLICE DGP, COMMISSIONER,DCP,ACP

  • @bijayakumarMaharana-t9i
    @bijayakumarMaharana-t9i 3 години тому

    Odisha wants to aparajita sarangi as CM replace to Mohan ch Majhi 😢