ଅଙ୍କିତା କହିଲେ, ଭରତପୁର ଥାନାର ଲୋମ ଟାଙ୍କୁରା ଘଟଣା Army Major's fiancée Ankita on Bharatpur PS case.

Поділитися
Вставка
  • Опубліковано 18 вер 2024
  • ଅଙ୍କିତା କାନ୍ଦି କାନ୍ଦି କହିଲେ, ଭରତପୁର ଥାନାର ଲୋମ ଟାଙ୍କୁରା ଘଟଣା Army Major's fiancée Ankita Pradhan on Bharatpur PS case. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

КОМЕНТАРІ • 222

  • @SPINFOTAINMENT
    @SPINFOTAINMENT 7 годин тому +35

    ସେ mg police against ରେ କଣ serious action ନିଆଯାଉ ନହେଲେ ଏମିତି ବହୁତ ବେଧ ଛୁଆ ଏଇ ଭଳିଆ ପୋଲିସ ହେଇକି ଗାଣ୍ଡୀ ମସ୍ତାନି କରିବେ ଶଳା ଗୁଡାକ ।

  • @nibasdora6819
    @nibasdora6819 7 годин тому +44

    ଏହା ଏକ ଓଡିଶା ପାଇଁ ନିନ୍ଦ ନିଅ ଘଟଣା

  • @jayantanayak1793
    @jayantanayak1793 7 годин тому +32

    ମଣିଷ ନୁହଁ ଦାନବ ର କାମ କଳଙ୍କିତ ଅଧ୍ୟାୟ ମଣିଷ ଏବେ ସମୟ ଆସିଛି ଦାନବ ହେବା ଜରୁରୀ ହୋଇ ପଡ଼ିଛି

  • @swastiprasaddas5508
    @swastiprasaddas5508 6 годин тому +22

    ଏ ସବୁ ଦେଖି ଆଜିର ସରକାର କଣ କରୁଛନ୍ତି. ଏ ନାରୀ ର କେତେ କରୁଣ କାହାଣୀ, କେତେ ବର୍ବରତା ଓଡିଶା ପୋଲିସ ର. ଆକ୍ସନ୍ ନେବାରେ ଏତେ ବିଳମ୍ବ କାହିଁକି.

  • @SidharthPrasadDas
    @SidharthPrasadDas 7 годин тому +20

    ଚାକିରୀ ରୁ ବିଦା କରୁ ସେ ପୋଲିସ ମାନଙ୍କୁ ସରକାର , ମୁଖ୍ୟମନ୍ତ୍ରୀ ଇସ୍ଥଫା ଦିଅନ୍ତୁ, ଆଇନ ଶୃଙ୍ଖଳା ଓଡିଶା ରେ ଜଙ୍ଗଲ ରାଜ ହୋଇଛି, ଅନ୍ୟ ଯୋଉ ରାଜ୍ୟ ରେ ଏମିତି କାଣ୍ଡ ହେଲେ ବିଜେପି ଚିତ୍କାର କରି ରାସ୍ତା ରେ ଯା କରେ ସମସ୍ତେ ଦେଖିଛନ୍ତି ଏଠି ଏ ଭଳି କାଣ୍ଡ ହେଲା, ଆକୁ କଣ ଲୀଳା ବୋଲି ଭାବିବାକୁ ପଡିବ କି, ବିଜେପି ସରକାର ରେ ଯା ହୁଏ ସେ ସବୁ ଲୀଳା ବୋଲି ଲୋକେ ଭାବି ନିଅନ୍ତି, ଗୃହ ବିଭାଗ ମନ୍ତ୍ରୀ ତୁରନ୍ତ ଇସ୍ଥଫା ଦିଅନ୍ତୁ

    • @tnanda1432
      @tnanda1432 5 годин тому

      ମୁଖ୍ଯ ମନ୍ତ୍ରୀ ଇସ୍ତଫା ଦେଲେ କଣ ନବୀନ ମୁଖ୍ଯ ମନ୍ତ୍ରୀ ହେଇଯିବ ନା ଭୋଟ ହେଇଯିବ

  • @basudevsahoo6350
    @basudevsahoo6350 6 годин тому +25

    ତାକୁ ଏମିତି ଦଣ୍ଡ ଦିଆଯାଉ
    ଆଉ କଉ ପୋଲିସ ସେ ବିଷୟରେ ଭାବିବନି
    ଆରେ ଶଳେ ତମ ଅକାତ ରେ ରୁହ ଜନତାଙ୍କ ପଇସାରେ ତମେ ପେଟେପୁଶୁଛ ଜନତାକୁ ହଇରାଣ କରୁଛ ଯାହା ଶଳେ ସେନା କୁ ହଇରାଣ କରୁଛ ଛି

    • @guluripetty4036
      @guluripetty4036 6 годин тому +1

      Kichi danda milibani ethi rajaniti ledais bahut achanti e nnaya pain kou mantri neta kia baharibeni ..suvadra jojana deiki vasana maribaku paleiasichanti chhanel agaku

  • @snigdharani-pl8ze
    @snigdharani-pl8ze 7 годин тому +25

    Attempt to murder ଦଫା ଲଗାଯାଇ ସେ ପୋଲିସ କୁ ଜେଲ୍ pathaa

  • @amitakar948
    @amitakar948 7 годин тому +16

    ପୋଲିସ ଚାକିରୀ କଣ ପାଇଁ ଲୋକ ଙ୍କ ସୁବିଧା ପାଇଁ ଏଇଆ କରୁଛନ୍ତି ଚାକିରୀ ରୁ ବହିଷ୍କାର କରାଯାଉ

  • @basantakumarpanda9022
    @basantakumarpanda9022 7 годин тому +30

    କଲିକତାକାଣ୍ଡ ପରି ସଂଘାତିକ। ସିବିଆଇ ତଦନ୍ତ ଆବଶ୍ୟକ ।

    • @user-lh9cd8nq4j
      @user-lh9cd8nq4j 5 годин тому

      ହଁ ନିହାତି ଦରକାର, ସବୁ ନାଟକର ମୂଳ ଏ ଝିଅ ହିଁ ବାହାରିବ 😂

  • @anmayakumar1551
    @anmayakumar1551 7 годин тому +15

    ନାରୀ ଙ୍କ ପ୍ରତି ଅନ୍ୟାୟ ପ୍ରକୃତି ପାଇଁ ଅସହ୍ୟ ପାଲଟିଛି ଏଥି ପାଇଁ ତ ଧୀରେ ଧୀରେ ପୁରୁଷ ର 'Y'କ୍ରୋମୋଜୋମ ଦୁର୍ବଳ ଓ ଅଦୃଶ୍ୟ ହେବା ରେ ଲାଗିଛି ସମୟ ଆସିବ ଏ ପୃଥିବୀ ପୁରୁଷ ଶୂନ୍ୟ ହେଇଯିବ ସେବେ ଯାଇ ନାରୀ ଶାନ୍ତି ରେ ଏ ପୃଥିବୀରେ ବସ ବାସ କରିବେ ...😊

  • @satyanaik7321
    @satyanaik7321 7 годин тому +12

    ଆର୍ମି ଅଫିସର୍ ଙ୍କୁ ଯେଭଳି ଏ ବାଳ ପୋଲିସ ମାନକୁ ଆର୍ମି ଙ୍କୁ ଦେଇଦିଅ ଯାଉ ଦେଲେ ସେମାନେ ଜାଣିବେ ଟର୍ଚ୍ଚର କେମିତି କରାଯାଏ 😂😂😂😂

    • @Biswajit2019-n3y
      @Biswajit2019-n3y 6 годин тому

      Ko hisab re hasucha je.. e sala police wala nku to fasi daba darkar.

  • @bishnupadanayak7869
    @bishnupadanayak7869 7 годин тому +14

    ଯଉ ପୋଲିସ ମାନେ ଏମିତି କରୁଛନ୍ତି ସେମାନେ,ପାଣ୍ଡିଆନର କୁକୁର ଥିଲେ. ଏବେ ସେମାନେଙ୍କ ମୁଣ୍ଡ ଆଉ କାମ କରୁନି..

    • @saisrimaharana1
      @saisrimaharana1 6 годин тому

      Munda kama karuni jinda public samnare nanga jalidia 😡😡😡😡😡😡😡

    • @chittamuni
      @chittamuni 5 годин тому

      Ebe semane governer ra kukura

  • @akhilsongs9421
    @akhilsongs9421 7 годин тому +19

    The IIC should be dismissed from the service and further put him in jail...

  • @NiranjanMohanty-w5g
    @NiranjanMohanty-w5g 7 годин тому +17

    ମୋହନ ସରକାର ପେଟେଇଛି ବିଜେପି ସରକାର ମୋହନ ମାଝି ନାରୀକୁ ସନମାନ ଏଡ଼େ ଅଲଜ୍ୟା ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନାହିଁ ଯଦି ମୋହନ ମାଝି ତମ ଝିଅ ତମ ମାଆ ଉପରେ ଏମିତି ଅତ୍ୟାଚାର ହୁଏ ଜାଣିବ ଇଜ୍ଜତ କଣ ଆରେ ତମକୁ କହି ଲାଭ କଣ ତମେ ତ ମୋଦିସରକାରର ଆଙ୍ଗୁଠି ନଚା କଣ୍ଢେଇ ଛି ଏଡ଼େ ଅଲଜ୍ୟା ମୁଖ୍ୟମନ୍ତ୍ରୀ ମୋ 45ବର୍ଷ ଭିତରେ ଏମିତି ଦେଖି ନ ଥିଲି ଏ ପୋଲିସ ମାନଙ୍କୁ attemped to rape case ରେ ଜେଲ ଦଣ୍ଡ ଦିଆଯାଉ ଏହି ଭଳି ସମସ୍ୟାର କଂଗ୍ରେସ ସରକାର ଇସ୍ତଫା ଦେଇଥିଲେ ମାଝି sir ଯଦି ଆପଣ ଲୋକଙ୍କର ସରକାର ଜଲଦି ଏହାର ତଦନ୍ତ କରି ପଦକ୍ଷେପ ନିଅନ୍ତୁ

  • @khirodkumarpanda4763
    @khirodkumarpanda4763 6 годин тому +8

    ମାନ୍ୟବର ମୋହନ ମାଝି ଏ ଭିଡ଼ିଓ ଦେଖିଲେଣି କି ନାହିଁ? ଓଡ଼ିଶା ପୋଲିସ୍ ଆମ ରାଜ୍ୟ ଓ ସମଗ୍ର ଦେଶ ପାଇଁ ଲଜ୍ଜା ଆଣିଛି କାହିଁକି ସେ ଥାନା ଅଧିକାରୀ ଙ୍କୁ ବାନ୍ଧି ନାହାନ୍ତି? ଏଭଳି ଶାସନ ଦେଵା ପାଇଁ ଓଡ଼ିଶା ବାସୀ ଆପଣଙ୍କୁ ଆଣିଥିଲେ କି? ଯଦି ଅଭିଜ୍ଞତା ର ଅଭାବ ତାହାଲେ ଆପଣ ଯୋଗୀ ଆଦିତ୍ୟନାଥ ଙ୍କ ପାଖରୁ କିଛି ଦିନ ଅଭିଜ୍ଞତା ନିଅନ୍ତୁ ନହେଲେ ଲୋକ ଆପଣ ଓ ନବୀନ ଙ୍କ ଭିତରେ ଫରକ କିଛି ଦେଖିଵେ ନାହିଁ

  • @debabrata0160
    @debabrata0160 7 годин тому +14

    Justice for Ankita

  • @bikrampradhan5560
    @bikrampradhan5560 6 годин тому +4

    ଆମର ଯେଉଁ ବାଳ ଆଇନ୍ ଗଢା ହୋଇଛି ତାହାର କରୁଣ ଚିତ୍ରଣ, ସରକାରୀ ଚାକିରି କରିଲେ ଚୋରୀ, ନାରୀ, ଦାରୀ ,ମର୍ଡର ଯୋହା କରିଲେ ବି ତାଙ୍କ ପାଇଁ ସରକାରୀ ଓକିଲ ଲଢିବେ ,ସେମାନେ ସସ୍ପେଣ୍ଡ୍ ହେଲେ ଘରେ ବଶି ଅଧା ଦରମା ପାଇବେ,ସ୍ବର ଚପି ଗଲେ ଫୁଣି join କରେଇ ଦେବେ, ତେଣୁ ଏମିତି ତ କ୍ରାଇମ୍ ବଢିବ ସେମିତି ବ୍ରଟିଷ୍ ଚାଲିଛି ଚାଲିବ, ଆଙ୍କ ପାଇଁ ଆଗ ଆଇନ୍ ଶୃଙ୍ଖଳା ତିଆରୀ ହେଉ ଏଗୁଡା ଙ୍କ ପାଇଁ ବି ଜେଲ୍ ବ୍ୟବସ୍ଥା ହେବା ଦରକାର

  • @bhibutipanda3442
    @bhibutipanda3442 7 годин тому +9

    I request to chief minister to take seriously action against all police departments of Bharatpur police station

  • @komalkantasahoo5567
    @komalkantasahoo5567 6 годин тому +3

    ଆଇଆଇସି ର ଭଉଣୀ କିମ୍ବା ତାର ସ୍ତ୍ରୀ କୁ ଏମିତି କରିବା କଥା ତାପରେ ସେ ଜାଣି ପାରିବ,।।ବାକି ଆଉ ଯୋଉ ମାନେ ରହିଲେ ତାଙ୍କ ଭଉଣୀ ଆଉ ସ୍ତ୍ରୀ କୁ ଅନିକି ଏମିତି କରିବା କଥା।।।।

  • @AjayJena-o6q
    @AjayJena-o6q 7 годин тому +7

    CBI inquiry needed for this type of offence

  • @prasannakumarmishra610
    @prasannakumarmishra610 7 годин тому +5

    ମୁଖ୍ୟ ମନ୍ତ୍ରୀ ଙ୍କ ନାରୀ କୁ ସନମା ନ

  • @user-fk7lb2oi7j
    @user-fk7lb2oi7j 7 годин тому +16

    DG ଭୋଷୋଡ଼ି ଗୀହା କୁଆଡେ ଗଲା

  • @kumarnitu4203
    @kumarnitu4203 6 годин тому +8

    Se police nku arrest kariba darkar

  • @satyasankar1
    @satyasankar1 6 годин тому +3

    ସେ ପୁଲିସ ଗୁଡାକୁ ଫାଶି ଦେବା କଥା, ଏମାନଂକୁ ପୁଣି କେତେ ଜଣ ପୁଲିସ ବଡ ବାବୁ ଘଣ୍ଟ ଘୋଡାଉ ଥିଲେ।
    ଛି ଛି ଛି... ଦେଖିବେ ଏଭଳି ରାକ୍ଷସ ରୂପକ ପୁଲିସ ବାଲା ଙ୍କୁ ଭଗବାନ ଦଣ୍ଡ ଦେବେ, କୁକୁର ଭଳି ମରିବେ ।
    ଏ ଭିଡିଓ ଦେଖିଲା ପରେ, ମୁଣ୍ଡ ଖରାପ ହୋଇଯାଉଛି।
    ସାଧାରଣ ଲୋକଙ୍କୁ କିପରି ନ୍ୟାୟ ମିଳିବ, ଆପଣ ଜାଣିପାରୁଥିବେ ।

  • @kishorechandrapattnaik725
    @kishorechandrapattnaik725 6 годин тому +7

    Home department is responsible. Both previous governments and present government is same. Why CM is silent. Pl. arest that IIC immediate.

  • @sudhiskumarrout
    @sudhiskumarrout 7 годин тому +7

    Very shameful.

  • @dillipkumarswain5636
    @dillipkumarswain5636 7 годин тому +6

    It is a great achievement of odisha police 🚨.it is real odia asmita of government

  • @X_UTTAM_0003
    @X_UTTAM_0003 7 годин тому +6

    Imdiate strict action DGP sir

  • @merimitti3050
    @merimitti3050 7 годин тому +6

    Shame Odisha police

  • @prakashpanda-811
    @prakashpanda-811 6 годин тому +4

    Arrest him quickly DG sir

  • @jyotiprakashdas7786
    @jyotiprakashdas7786 7 годин тому +5

    Shame for odisha police

  • @diptiranjanmishra3741
    @diptiranjanmishra3741 7 годин тому +3

    The best

  • @surajpradhan92
    @surajpradhan92 7 годин тому +4

    Cruelty

  • @surendrakumarrath2329
    @surendrakumarrath2329 6 годин тому +1

    ଯୋଗୀ ସରକାର ହୋଇଥିଲେ ଏମିତି କାନ୍ଦିବାକୁ ପଡି ନଥାନ୍ତା। ନ୍ଯାଯୂ ହୋଇ ସାରି ଥାନ୍ତା।

  • @PradiptaSamal-cs4hv
    @PradiptaSamal-cs4hv 6 годин тому +3

    5 police officer ko pehle jail bhejo

  • @goutamsahoo6252
    @goutamsahoo6252 7 годин тому +4

    Ankita,mam,apnaku,Jay,jagannath,mahaprabhu,bhalakarideba,,kintu,odissa,police,

  • @magicianrajprusty
    @magicianrajprusty 6 годин тому +4

    Ame public mane misi ki punishment debu

  • @OMMPRAKASH-fr3bb
    @OMMPRAKASH-fr3bb 7 годин тому +4

    Madam this is odia Asmita

  • @user-dl5mo1gi7s
    @user-dl5mo1gi7s 7 годин тому +3

    Omg.he prabhu

  • @sthitapragyannanda7486
    @sthitapragyannanda7486 6 годин тому +4

    OMG

  • @ramakantapanda4402
    @ramakantapanda4402 6 годин тому +2

    What a horrible and brutal incident by odisha police shame on you.

  • @shreeexpress5745
    @shreeexpress5745 6 годин тому

    ସବୁ ଥାନାର ଅବସ୍ଥା ଏଇୟା. ଯୋଉ ଥାନାକୁ ଗଲେ କିଛି ନିୟା ନାହିଁ. ସବୁକଥାରେ ପଇସା ନେଉଛନ୍ତି. ମନ ଇଛା ଦଫା ପକେଇକି jail ପଠଉଚ୍ଛନ୍ତ.

  • @achyutpurohit5488
    @achyutpurohit5488 5 годин тому

    ଇଏ ହେଉଛି ନ୍ଯାୟର ଜ୍ବଳନ୍ତ ଉଦାହରଣ...ଏସବୁ ଦେଖିଲେ ଥାନାକୁ ଆଉ ଯିବ କଣ?

  • @KesabaBehera-of8kl
    @KesabaBehera-of8kl 5 годин тому

    ଭୁଲ ଜାଗାରେ ହାତ ମାରିଦେଲା ପୁଲିସ ଏଇଟା ପୁଲିସର ପୁରୁଣା ରୋଗ 😢

  • @shivshaktipatitapabanpuhan1982
    @shivshaktipatitapabanpuhan1982 6 годин тому +3

    Lot of crime for the society. I request to 🌺🌻🌹🌷 Administration for immediately action upon them because of it is great crime not for india. It is the crime for the all mother of India as lady.

  • @biprapriya
    @biprapriya 7 годин тому +3

    Laguni e rajyare ain kanun kichhi achhi boli.

  • @runumajhi323
    @runumajhi323 6 годин тому +2

    Ate nurshunsha kemiti hei paruchnti

  • @dugulapihua5492
    @dugulapihua5492 7 годин тому +2

    What did she do to deserve this kind of torture...rapists, murderers, goondas, antisocial elements are not touched by police...but these innocent people are being tortured for no valid reason... indian law and justice system going down to drain

  • @dibya63
    @dibya63 5 годин тому

    କଣ ଚାଲିଛି ଓଡିଶା ରେ, ଏତେ ସଂସ୍ଥା କୁ govt pvt କମ୍ପାନୀ ହାତରେ ଟେକୀ ଦଉଚି, ଏ ପୋଲିସ dept କୁ pvt କମ୍ପାନୀ ହାତରେ ଟେକୀ ଦିଆ ହଉନି କାହିଁକି, ମାନବାଧିକାର commision କରୁଚି କଣ

  • @ranjitnayak8609
    @ranjitnayak8609 7 годин тому +2

    ଧରୁଅ।କୁ ଡାକ 😂

  • @sasanksekharaswain9208
    @sasanksekharaswain9208 6 годин тому

    ହେ ଭଗବାନ , ଏ ମଣିଷ ନା ପଶୁ , କାହା ଛତ୍ର ଛାୟାରେ ଅଛି , ଲଜ୍ୟା ଘୋର ଲଜ୍ୟା ,

  • @swainsatyabhama-lb7zl
    @swainsatyabhama-lb7zl 6 годин тому +1

    Jay.jaganntha.kan.pai.etha.nistur.hoijauchanti.Aini.rkhyak.hoibhakyka.hojauchanti........

  • @DolendraSabar-gw6ge
    @DolendraSabar-gw6ge 7 годин тому +2

    Drinking water 😊

  • @Hihgdarlic
    @Hihgdarlic 6 годин тому

    ସାଧାରଣ ଲୋକ ମାନଙ୍କୁ ଏମିତି ବେବହାର କରୁଛନ୍ତି ପୋଲିସ ୱାଲା ମୁଣ୍ଡରେ ହାତ ଦେଇଦେବ କିଛି ମାଘିଆ ପୋଲିସ ଅଛନ୍ତି ସରକାର ଧନ ରେ ଖାଇ ଖାଇ ଗାଣ୍ଡିରେ ଚର୍ବି ହେଇଯାଇଛି ମାଘିଆ କଥା ଟିକେ ଶୁଣି ବେନି ଯଦି କମ୍ପ୍ଲେନ ଦେବ ଏମିତି ଛୁଡ଼ି ହେବେ ଭାବି ପାରିବନି

  • @10subrat
    @10subrat 6 годин тому

    We want Justice

  • @Odiatechdost
    @Odiatechdost 6 годин тому

    Police ଜନତା ଙ୍କ ସୁରକ୍ଷା କେବେ କରିନି
    Always ଲୋକମାନେ ସାହାଯ୍ୟ ପାଇଁ ଗଲେ ତାଙ୍କୁ ଖରାପ ବ୍ୟବହାର କରି ଲାଞ୍ଚ ନେଇ ଡରେଇବେ //
    ସେଥିପାଇଁ ଆମକୁ ପୋଲିସ କୁ ଦେଖିଲେ ଡର ଲାଗେ କିଛି ଭୁଲ ଥାଉ କୁ ନ ଥାଉ କଣ ପାଇଁ ଏମାନଂକୁ ସରକାର ଚାକିରି ଦେଇ ରଖିଛି ଝଗଡା ଗଣ୍ଡଗୋଳ ସରିଲେ ପହଞ୍ଚବାକୁ // ଦୁଃଖ ଲାଗୁଛି ପୋଲିସ shame on you...
    ତମ ମୁହଁ ରେ ମୁତିବା ଦରକାର

  • @sumeetsahu1409
    @sumeetsahu1409 6 годин тому +1

    Ye Hauchi BJP Sasan... Jouthi BJP achi Sasan re apari Abasta asiba Swabhabik... BJP hatao Desh Bachao...

  • @rohitkumarmahapatra6742
    @rohitkumarmahapatra6742 6 годин тому +1

    Shame on Odisha police.... Shame shame Shame

  • @anurupbiswal5267
    @anurupbiswal5267 6 годин тому +2

    Sabu police station re ei system.....Emane once chakiri lale.. Gundami karanti... Sabu abhadra, characterless, corrupt department hauchi police department.....

  • @sugyanjena2740
    @sugyanjena2740 6 годин тому +2

    😢😢😢A iic ra danta goda hata bhangi dea 😢😢😢😢

  • @bibhutibhusannaik1245
    @bibhutibhusannaik1245 7 годин тому +1

    ଓଡ଼ିଆ ରେ କୁହ

  • @sandhyatara1993
    @sandhyatara1993 5 годин тому

    ବହୁତ ମାତ୍ରା ରେ ଏ ଭିଡ଼ିଓ share ହେବା କଥା..

  • @kambaskabehera3765
    @kambaskabehera3765 6 годин тому +1

    MR. CM MOHAN MAJHI BEING THE HOME MINISTER WHY FIVE SUSPENDED CULPRITS POLICE ARE NOT IN THE JAIL. IF U ARE NOT PUTTING THEM IN JAIL YOUR IMAGE WILL DIMED .WHY YOUR ACTION ARE NOT YET SEEN. CHOICE IS YOURS.....?

  • @sahoobalia8114
    @sahoobalia8114 2 години тому

    ଏମାନଙ୍କ ଲାଗି ଆମ ଓଡ଼ିଶା ବଦନାମ

  • @jitendra33453
    @jitendra33453 7 годин тому +1

    Omg

  • @bishnuprasaddutta8395
    @bishnuprasaddutta8395 6 годин тому +1

    Odisha police is not for public but for political parties and its members and for bribery

  • @ramakantabarik1175
    @ramakantabarik1175 7 годин тому +1

    Now police is like Rowdy, what's about other Gunday do shame for us , now police is acting like Devil 😈😢.

  • @alakaparida3792
    @alakaparida3792 6 годин тому +1

    Me ansu rok nehi sakti

  • @kalpanaparida3178
    @kalpanaparida3178 6 годин тому +1

    CM kana karuchhi naya na delete kolkata bhali haba

  • @ajitkumarsamal7202
    @ajitkumarsamal7202 7 годин тому +4

    Emitika antisocial police officer nka against re criminal act laguhau aau attempt to murder charges lageiki atleast 10 years jail pathajau

  • @dr.bhabeshbiologyhub2699
    @dr.bhabeshbiologyhub2699 7 годин тому +2

    Marigola bharatpur police

  • @DigambarSingh-ir5no
    @DigambarSingh-ir5no 6 годин тому

    ମୋହନ କଣ କରୁଛୁ ତୁ ଦେଖ ତୋ ପୋଲିସ ର ଗୁଣ ପଣ 😂😂😂😂😂

  • @asutoshmishra234
    @asutoshmishra234 6 годин тому +1

    Itna share karo ki all india pe strike hona chahiye

  • @niharranjanmohapatra5308
    @niharranjanmohapatra5308 3 години тому

    Severe legal action should be taken against the police Inspector in

  • @jayantapanda2715
    @jayantapanda2715 6 годин тому +1

    Khali subhdra kale habani nari manku respect bi darkar ...

  • @himansusekharpanda7721
    @himansusekharpanda7721 5 годин тому

    Pl dismiss these culprit police.

  • @baikunthapanda279
    @baikunthapanda279 6 годин тому +1

    A I.IC ra family ko Epari heba darkar .

  • @akshayakumarsingh4378
    @akshayakumarsingh4378 6 годин тому

    Plz see the humanity

  • @prabinkumarnayak5324
    @prabinkumarnayak5324 6 годин тому +1

    No time for This Govt to give justice for army officer, because govt is busy in his100 days celebration, initially all media are against army officer and support police, but after opposition party and retaired army people raised their voice 5 police man suspended other wise position was same like Lalit pradhan

  • @manasnaik4379
    @manasnaik4379 7 годин тому +1

    Sai iic ku jail potha jau nohele police uporu pura vorosa uthijibo

  • @sasmitasenapati278
    @sasmitasenapati278 5 годин тому

    କଲିକତା ରେ ହେଇଥିଲା ଏବେ ଆମ ଓଡ଼ିଶାରେ ହେଲା

  • @komalkantasahoo5567
    @komalkantasahoo5567 6 годин тому +1

    police Bala kn hela bagia hauchanti..,

  • @SwatishreMohanty
    @SwatishreMohanty 7 годин тому +1

    Police.babu.mane.kai.yemiti.karucha

  • @vfggsaho7441
    @vfggsaho7441 7 годин тому +1

    Barakhasta. Karajau

  • @naraharidas1689
    @naraharidas1689 6 годин тому

    IT IS NOT IN BHUBANESWAR BUT EVERY PS CONDITION.

  • @sambitbarik9437
    @sambitbarik9437 5 годин тому

    Cbi charge nau

  • @kalimuddinsaikh7441
    @kalimuddinsaikh7441 3 години тому

    All police departments suspect Kiya jaye

  • @sanjaymeher4179
    @sanjaymeher4179 6 годин тому +1

    Put in Jail to the accused forever

  • @SangaBhai-dx3xc
    @SangaBhai-dx3xc 7 годин тому +2

    A ledi jaha kahuchanti pura sata katha

  • @10subrat
    @10subrat 6 годин тому

    This is just like R G Kar incident. The chief of the govt should take strict action against the culprit

  • @rajneeshkumar1303
    @rajneeshkumar1303 6 годин тому +1

    Criminal case file heu.. Human right commision re case karajau... Emane army wala nku chadunahanti, ta sadharana loka ku ta maridebe

  • @chakradhartripathy2511
    @chakradhartripathy2511 6 годин тому +1

    Police deptt main janha bhi hat lagao, unha kichad milega in the sense, ghus khor, chori, indiscipline, sadha hua uniform without shaving etc aur us kichad ko sahi karne ke liye DGP saheb, plz look into the matter seriously. Jai jagannath.

  • @pramodpanda8976
    @pramodpanda8976 7 годин тому +1

    Dekhare congress dekha athipai chup odisha lokank pai tumar pratibad nahi tumaku odisha loka kahiki vot debe Dhili pala Rahulajiku jagiki basib

  • @SangaBhai-dx3xc
    @SangaBhai-dx3xc 7 годин тому +1

    Se iic birudhare aini nia jau se khelali achi iic

  • @sumeetsahu1409
    @sumeetsahu1409 6 годин тому +1

    Home Department re Boss hauchanti Khod CM... CM kha muha band kahinki..
    BJP Jawab deba darkar

  • @pareshkumarsamal1844
    @pareshkumarsamal1844 6 годин тому +1

    If its true she will get justice for that if her allegations prove wrong 😂😂😂

  • @sureshswain2592
    @sureshswain2592 7 годин тому +1

    Bjp kan karuchhi.😢😢😢😢😢😢😢😢😢😢😢😢

  • @sibaram4609
    @sibaram4609 7 годин тому +1

    Ahit BJP sarkar 100 dinar kamr ript cad

  • @KrushnaMuduli-yu6nv
    @KrushnaMuduli-yu6nv 6 годин тому +1

    Suspend.karo.laldi

  • @msvlogs9134
    @msvlogs9134 6 годин тому +1

    Shame for bjp govt