Special Report: Inside View Of Minister Jyotiraditya Scindia's Luxurious 'Jai Vilas Palace'
Вставка
- Опубліковано 10 лют 2025
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
For the latest Odisha News Follow us:
Visit: kanaknews.com/
Watch Live : www.youtube.co...
UA-cam: / kanaktvonline
Twitter: / kanak_news
Facebook: / kanaknews
#KanakNews #JaiVilasPalace
ଜ୍ୟୋତିରାଦିତ୍ୟ ସିନ୍ଧିଆ ଜଣେ ରାଜପରିବାର ତେଣୁ ସେ ବିଳାସମୟ ଜୀବନ ଯାପନ କରୁଛନ୍ତି ସେ ଏକା ନୁହନ୍ତି ଭାରତ ର ଯେତେ ରାଜ ବଂଶୀୟ ସମସ୍ତେ ଧନୀ ଏଥିରେ ନୂଆ କଥା କିଛି ନାହିଁ ଏଠି ମୋଦୀ କଣ କଲେ
ଠିକ୍
Good
Bala kale modi
Modi sala ta chora
Bhai modi hai ta Sab munkin hai, agaku dekha ahuri lutibe
ସେ ଯାହାବି ପାଇଛନ୍ତି ତାଙ୍କ ପୂର୍ବଜଙ୍କର ଅବଦାନ
କିନ୍ତୁ ରାହୁଲ୍ ସୋନିଆ ପ୍ରିୟଙ୍କା ରୋବଟ୍ ବାଡ୍ରାଙ୍କ ଗଚ୍ଛିତ ସମ୍ପତ୍ତି କେବେ ଓ କେମିତି ଆସିଲା ଦୟାକରି ଟିକେ ଆପଣଙ୍କ ଚେନାଲ୍ ରେ ଦେଖାଇବେ କି ?
Including patnik family odisha
@@sagarjitpatra8509 Pattnaik is a international writers so..
He is actually a King. So he is having a palace. Not because he is a minister.
Right
R8
ଏମାନେ public କୁ ଭୁଆଁ ବୁଲାଉଛନ୍ତି ଏମିତି headlines ଦେଇକି।
Not right, take a look at the Mahal. You will be charged for approximately 200/300 per head. They were pet to British command during depending Indian by which they living lavishly. But only non maintained small garden with chabutra where statue of Maharani Janshi is setup and open to all.
@@shibaprasadnaik5842 maharani Jhansi Ka gwalior Mai kya hai ,
ହେଲା ଆଉ ସେ ଏତେ ଦାମୀ ଘରେ ରହୁଛନ୍ତି ଆମେ ,, ମାଟି ଘରେ ରହୁଛୁ ଫରକ୍ ଏତିକି ନା,,,, ମଣିଷ ସବୁ ସମାନ 👍👍👍 ୟାକୁ ବି nesw ବନେଇଦେଲେ😂😂😂😂😂😂😂
Mr. Bijay Raj Sindhia is the son of Raj Parivar, He is not a begger,
Sabu sala chora
Grand father property, no need to politics.
They are grandfather property taken from normal people taxes(gariba prajankara lahu luhana Vara kara nei raja mane Mahal banauthile...Bina kounasi parishramika dei...
@@noorsha1837 abhi bhi to Sarkar normal people se hi tax Leti hai jis par pm ,cm aur mantri sansad vidhayak rahte hai
@@noorsha1837 tame dekhithila gariba nka paisa re kala... Khali pili post social media re joke haba... He was a king and most of the king stayed in palace even mysore king..
@@noorsha1837 ମାଦ୍ରାସା ବି ଆମ ଟ୍ଯାକ୍ସ ରେ ଚାଲୁଛି...ତାକୁ ବି ବନ୍ଦ କରାଯାଉ
@@noorsha1837 that time gone, don't blame someone by his ancestors
ମୋଦି ସରକାରଙ୍କ ମନ୍ତ୍ରୀ କହିପାରୁଛ,
କାଇଁ ପୂର୍ବରୁ ଆଖିରେ କଣ୍ଟା ପିଟା ହେଇଥିଲା ନା ବୁଦ୍ଧି ଜ୍ଞାନ ସବୁ ଘାସ ଚରିବାକୁ ଯାଇଥିଲା, ବିଜେପିରେ ଆସିଲା ପରେ ତ ମନ୍ତ୍ରୀ ମଣ୍ଡଳରେ ରହିଲେ ହେଲେ ତା ପୂର୍ବରୁ ତ କଂଗ୍ରେସ ରେ ବହୁ ବର୍ଷ ଧରି ଥିଲେ ସିନ୍ଧିଆ, ତାଙ୍କ ପିତା ଓ ଜେଜେ ମଧ୍ୟ, ସେ ଗୁଡାକ ତ କହୁନ, କିନ୍ତୁ ଅସଲ କଥା ହେଲା ସେ ରାଜ ପରିବାର ରୁ, ଏହା ଜ୍ୟୋତିରାଦିତ୍ୟ ସିନ୍ଧିଆ କରି ନାହାନ୍ତି ଏ ସମ୍ପତ୍ତି, ଏହା ତାଙ୍କ ପୂର୍ବ ପୁରୁଷ ଛାଡି ଯାଇଥିବା ସମ୍ପତ୍ତି, ମହଲ ସବୁ କିଛି, gwalior ରାଜ ବଂଶ ତ ରାଜ ପରିବାର ର ସମ୍ପତ୍ତି ତ ନିଶ୍ଚୟ ରହିବ, ଏଥିରେ ସନ୍ଦେହ ନାହିଁ
Thik katha 🤣🤣🤣
Scindias supported british during 1857 revolt..."Just throwing some modern history knowledge."
Jaipur maharaja v karithile. .Na karithile aji baaki raja nka bhalia ubhaan heijaithante.
Rajasthan k rajwado ne mughlo aur angrezo dono ki dalali ki thi
@@ThePathakkk jab jab ghar tutega tab tab baharwala kabja karne ayega.
Salute to Mr Schindhia. Despite being a king he is maintaining a normal life.
He was a king. And the property belongs to his ancestor's.
Their ancestors property taken from common people taxes
You are right bro
କନକ ଟିଭି ,ମୋଦି ସରକାର କୁ ଖରାପ ବୋଲି ପ୍ରମାଣ କରିବାକୁ ଚାହୁଁଛି ।
ଓଟିଭି ବିଜେଡି କୁ ଆଉ କଣ କରୁଛି କି ଭାଇ
Kanak TV dekhi labha nahin tahale tame OTV dekha...
@@ajayamitu right bhai
ଧନ୍ୟବାଦ କରିବା କୁ ପଡିବ ସେପରି ରାଜା ଏବଂ ରାଜନୀତି ପରିବାର କୁ 🙏🙏🙏
We know the history of scindhia family who joined hand with British and then cleverly joined with Congress for independence.
Also they doing conspiracy against Jhansi queen with British
@@noorsha1837 yes
Scindia parivar ek balidan aur deshbhakt parivar tha farji rajputo ne khudki mughlo se ghulami aur angrezo se dalali chupane k liye acche khase Raj parivar ko badnam Karne Ka Kam Kiya tha
@@ThePathakkk we know the history very well.
@@ThePathakkk Kaunsa historical book mein hai ye, mujhe padhna hai !
ସବୁ ଆମପରି ଗରିବ ଲକଙ୍କୁ ଠକିଥିବା ସମ୍ପତ୍ତି
kurmi kshatriya ଏମାନେ
ସତାନା ଭୋନସଲେ ରେ ଏମାନଙ୍କ ଜେଜେ ସେନାପତି ଥିଲେ।
ଏମାନଙ୍କୁ ଗୋୱାଲିଅର ଜାଗିର ମିଳିଛି।
କୁହାଯାଏ ଯେ ସିନ୍ଧିଆ ମହାରାଜା ଙ୍କ jay villas palace ରେ ଏବେବି ଲକ୍ଷଲକ୍ଷ କୋଟିର ସୁନା ଅଳଙ୍କାର ଲୁଚି କି ଅଛି।
ଏମାନେ ଶିବାଜି ମହାରାଜା ଙ୍କ ସମସାମୟିକ।
ଏମାନଙ୍କୁ ମରାଠା କୁହାଯାଏ।
Sindhia sir a ge congress leader then BJP minister.
ଭୂଳିଯିବନି ୟା ବାପା ଇଂରେଜୀ ଙ୍କ ଗୁଲମ୍ ଥିଲା
ସେ ଆଗ କଂଗ୍ରେସ୍ ରେ ଥିଲେ ପରେ ଭାଜପାରେ ମିଶିଲେ
Right
This palace is not the self made property of Jyotiraditya Scindia(Modi's minister).
It is a inherited property built by his ancestors.
Must be correct bro
No politics please.. 400/500 years property rayal family
Thik katha.. ajatha politics
Royal Palace 👌 👍..
Good afternoon
Why you write headlines like this? Your headline like " Modi's Mantri" tells that he is a corrupted man of Modi's cabinet. He joined BJP in 2020. Before he was a minister in Manmohan's cabinet.
Did he build the house in 1 night, after joining Modi's cabinet? This is his ancestral palace, Kings palace. He is very rich. There is no relation between his palace and his ministry.
ତାଙ୍କ ଜେଜେ ସେ ଘର କରିଥିଲେ ନା ଜ୍ୟୋତି ରଞ୍ଜନ କରିଛନ୍ତି କୀ, ବେକାର କଥା ଗୁଡା କହି ଲାଭ କଣ, ରାଜାପିଲା ରାଜା ଭଳି ଅଛି ତୁମର ଅସୁବିଧା କଣ
Bhai headlines dekhile kehi bi negative bhaibe
ସତରେ ମୋର ଗଣମାଧ୍ୟମ ପ୍ରତି ଆଜି ଭରସା, ବିଶ୍ୱାସ ତୁଟି ଗଲା.
He is king
Yes 🙌
Congress, bjp jamana purba ru tanko assets thila...He belonging To Royal family.... 😁
ସେତ ରାଜା ବଂଶର. ତାଙ୍କ ଘରେ ସେରହିଲେ. ମୋଦି ଙ୍କ ମନ୍ତ୍ରୀ କଣ.
Very gd
ବିଜେଡି ର ଗୋଟେ ସରପଞ୍ଚ 1000 କୋଟି ର ମାଲିକ
A sabu paisa modi govt time nuhna All tha Property's are his Grandfather Property
*Jai Vilas , 1874 ମସିହା ରେ ଏହି ବିଳାସ ନିର୍ମାଣ କରାଯାଇଥିଲା , ସେତେବେଳେ ଏହାର ମୂଲ୍ୟ 1000 କୋଟି ଟଙ୍କା ଥିଲା , ବର୍ତ୍ତମାନ ଏହାର ମୂଲ୍ୟ 4000 କୋଟି ଟଙ୍କା ।*
This is National property and preserved cultural monument of India but not personal property.So no need to make unnecessary story.Thanks.
Ye personal property hai national property Nahi hai ye scindia parivar Ka residency hai Mai gwalior Ka hu aur iski Keemat 15 hazar crore k aspas hai maharaj jyotiraditya scindia 1lakh crore ki property k akele baris hai
Panda babu it is not national property, do you visited the palace by paying a huge amount as entry fee or free of cost ? Then necessary story kaha...
It's kings' palace.
Not of today.
Pride of India.
No one should be jealous of it.
🙏ଜୟ ଶ୍ରୀଜଗନ୍ନାଥ ଶରଣମ୍ 🙏
Yes 👍
ସେ ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ ରେ ମନ୍ତ୍ରୀ ହେବା ପୂର୍ବରୁ ରହି ଆସୁଛନ୍ତି
Thik katha 👍
Emane hin njoy karuchanti baki sabu garib
Se ta king. Unnecessary news kn pai deuchha.
He is a royal family person before more then 400 years
Yes.. bekar politics
He is real ambani. He is choosing right profession i.e., politics. In other profession their is always a fear of vigilance, but in politics it is not so.
He is a king.. He has got everything from his ancestors.. Not from politics
Right
କନକ news ର କାଣ୍ଡ ଜ୍ଞାନ ବୋଲି କିଛି ନାହିଁ, ସିନ୍ଧିଆ ପରିବାର ଆଜିର ଧନୀ ନୁହଁନ୍ତୁ ଏବେ ବି ଜଣା ନାହିଁ ଏ channel କୁ l
ଦେଶ କୁ ଖାଇ ଖୋଳ କରିଦେଲେ ବିଜେପି ନେତା
ଈଶ୍ୱର ଙ୍କୁ ଏତିକି ପାର୍ଥନା ଯେ କେଉଁ ଦିନ ଦେଶରୁ ଏହି ଭଳି ମହଲ ସବୁ ଭୁ କଂପ ରେ ଭୁଶୁଡ଼ି ଯିବ , ଆମ ଦେଶରେ କୋଟି କୋଟି ଗରିବ ମୁଣ୍ଡ ଗେଞ୍ଜିବାକୁ ଖଣ୍ଡିଏ ବାସ ପାଉନଥିବା ବେଳେ ଏହି ଭଳି ନେତା ମନ୍ତ୍ରୀ , ରାଜା ମହାରାଜା , ଚୋର କଳା ଧନୀ ଙ୍କ ବିଳାସ ଦୃଶ୍ୟ ଏହା ଆମ ଦେଶ ପାଇଁ କଳଙ୍କିତ ଚରିତ୍ର ମାନେ , ଉଦାହରଣ କେବଳ କଟକ ସୂତା ହାଟ ର ବୁଢ଼ୀ ମାଉସୀ ଯିଏ କି ନିଜ ଧନ ସଂପତ୍ତି କୁ ଶେଷ ନିଃଶ୍ୱାସ ପୂର୍ବରୁ ଗୋଟିଏ ଗରିବ କୁ ବିକାଶ କରେଇ ଦେଇ ଯିବାର ବାସ୍ତବିକ ଦୃଶ୍ୟ ମିଳୁଛି ।
Ache din aagaya
His grand father was a Royal king of Madhya pradesh that property Is belongs to her thats why don't politic on it and also he is a Congress but now only he came to bjp for minister post
All party members were same 👍
He is The Royal Family
କଂଗ୍ରେସ ରେ ଥିବାର ସମୟ ରେ ଏସବୁ ନଜର କୁ ଆସୁନଥିଲା ।
Very good
ପ୍ରଥମେ ଭାରତ ଭିତରେ ଥିବା କଳାଧନକୁ ଯଦି ପ୍ରକୃତ ଗରିବ ମାନଙ୍କୁ ସାହାଯ୍ୟ କରାଯାଏ ଭାରତ ଗରିବ ମୁକ୍ତ ହୋଇପାରିବ
He is from King family and he has been staying in palace since long.. Why kanak news giving wrong information to public. It's not because of Modi's minister....please Stop.
କାଇଁ ଆମ ଓଡ଼ିଶା ମନ୍ତ୍ରୀ କେଉଁ କମ କି
କନକ ଭାଇ , ସୂର୍ଯ୍ୟଙ୍କୁ ଲଣ୍ଠନ ଦେଖାଅନି ।
ରାଜ ପରିବାର ହେଲେ କଣ ସେ ମହଲ ରେ ଗରିବ ଙ୍କ ଟଙ୍କା ଲାଗିନି ରାଜା ଙ୍କ ଘରେ କଣ ସୁନା, ଟଙ୍କା ଫଳୁ ଥିଲା ଯେ ରାଜ ପରିବାର ର ଲୋକ ଏତେ ଧନୀ ହେଲେ ?
କନକ news କୁ କଣ ଜଣ ନାହିଁ ସେ ଏବେ ଏବେ ବିଜପୀ join କରିଛନ୍ତି । ଏତେ ଜଲଦି କଣ ମହଲ ବନେଇ ଦେଲେ । ବୋଧେ Congress ଛାଡିଲା ପରେ କନକ news targetରେ ସିନ୍ଧିଆ ।
This is the results of revenue and taxes collected from Poor labours and laborious farmers....pain n tears remains in every luxurious materials....
ସେ ଯଦି ମୋଦିଙ୍କ ମନ୍ତ୍ରୀ, ତା ହେଲେ ସେ କଂଗ୍ରେସର କ'ଣ ?
Amo desha para gariba asila keuntu
ଲୋକ ଜୀବନ ମାରି ଏମିତି ବଡ଼ ଲୋକ ଆହୁରି ବଡ଼ ଲୋକ କରି ଦଉଚି ବିଜେପି ସରକାର india କୁ ବିକି ସାରି ଲାନି ଆଉ କଣ ଅଛି
ଏହା ବିଜେପି ସରକାର ସମୟର ଘର ନୁହଁ ଭାଇ, ଏହା ଇଂରେଜ ଶାସନ ସମୟର ଘର ଜ୍ଯୋତିରାଦିତ୍ଯ କିଛି କରିନାହାଁନ୍ତି।
Athirujana gala j ete bada mahal re ruthiba raja bansa ra loka jia agaru congress re thile se abe modi thare samarpan hele 👍👍👍👍👍👍👌👌
This is a kings of 🇮🇳
In the rupa rail the salt became sweet.
Thumbnail ଏମିତି କାହିଁକି ?
This is his family property, so don't be any nonsense issue
U r nonsense... BJP chamchaaaa, komina
@@debabratakar1460 tu kie be pappu gandhi ra naukar
ଜ୍ୟୋତି ବାବୁ ହେଉଛନ୍ତି ଖାନଦାନୀ ରାଜବଂଶୀୟ ପରିବାରର... ଏମାନେ ରାହୁଲ ଗାନ୍ଧୀଙ୍କ ପରି ଦେଶକୁ ଭୁଆଁ ବୁଲେଇ ଟଙ୍କା ରଖି ନାହାନ୍ତି
He is the running God of the Nation.
କନକ ମିଡିଆ ଭାଇ, ଜ୍ୟୋତିରାଦିତ ସିଂନ୍ଦିଆ କଂଗ୍ରେସ ରେ ଥିଲାବେଳେ ସାଲିଆ ସାହି ଝୁମ୍ପୁଡି ରେ ରହୁଥିଲେ।ଏବେ ବିଜେପି କୁ ଆସି ମନ୍ତ୍ରୀ ହେଲା ପରେ ଏ ରାଜ ବାଟି ଟି ନିଜ ପାଇଁ ବନାଇ ଛନ୍ତି ।
First kuha Modi kan kala😂😂😂
He is a raja
Not just a politician
ଏଇଟା ଏବେର ମହଲ ନାହିଁ 300ବର୍ଷର ମହଲ ମୋଦି govt ର ନାହିଁ news ଚାନେଲ କଣ ପାଇଁ ମୋଦି govt ବଦନାମ କରୁଛନ୍ତି
Agaru congress re thiba bele madhya o ta purbaru madhya tanka rajabansa ra baradari thila, ei news agaru Kanak tv janei nathila kahinki?
Congress party Kanak news ku kinineichi
That magnificent palace belongs to the Scindia royal family which was built by Maharaja Jayajirao Scindia in 1874.Hon'ble Minister Jyotiraditya Scindia has inherited the ancestral property as a legal heir.So,it is not a matter to be politicised.
କଂଗ୍ରେସ ରେ ଥିଲା ଯାଏ ଦିଶୁ ନଥିଲା ବିଜେପି କୁ ଆସିଲା ପରେ ଦେଖା ଯାଉଛି ...ସୋନିଆ ଗାନ୍ଧୀ 4th ସବୁଠୁ ଧନୀ ମହିଳା ,ଗୋଟେ ବାର ଡେନ୍ ସର ପାଖରେ ଏତେ ସମ୍ପତି କିନ୍ତି କହୁ ନ
Give story of Italian...
Not modi mantri . he is king
Aau kichi news miluni ki ?????
Maghia kanak news maghia se royal family ra maghia kichi na jani post karna. Royal family rajasthan,Madhya Pradesh re scindhia bahut famous.modi ki bjp ra paisa nahi. Eita tara ancestors property
Modi is a friend of rich men but not of poor men n common man
He is a king , he is a not begger.
Man this news is so damn biased against BJP. Why didnt they mention that he has royal blood,ie his ancestors were kings and this is ancestral property....
Emtika petrol deseal price bodhao aau ta pore . Emti ka mohal boneibo
କାହାକୁ କିଛି ଦାନକରି ଏ କଥା ଗୁଡା ବାନ୍ତି କରିଥିଲେ ଭଲହଇଥାନ୍ତା, ଦୁଇ ଦିନର ଦୁନିଆରେ, ମୁଁ, ଓଳିକର କୁଣିଆ ଏସବୁ ବାଣ୍ଡରୁ ମୋର କଣ ମିଳିବ
Don't make it political issue...!!
Parental property. stop shouting
Se jaha hau ame Odisha ra loka ama ku Odisha ra news darakar & ama Odisha ra tourism ta videos banaa jauta amapai bhala.
Great yr
ଜୟ ଶ୍ରୀରାମ🚩🙏
Miccha news dele report mara bhaimane 🙏🙏🙏🙏
Not anyone property, that is there property . They should. That is there tradition.
Good
Ey congress time ru hoichi,ebeye nuha,raja chua ,odisa di office peon ba koti koti rakhichanti sey congress time rey koti koti kamai rakhichanti
ବିଜେଡି ଯେଉଁ ମର୍ଡର କରୁଛି ତାକୁ ଦେଖାଅ
ଦୁର୍ନୀତି କରୁଛି ତାକୁ ଦେଖାଉନ ।
He is real 👑
Jyotiraditya scendhia is leaving in own forefather palace, it is his right and he is a cabinet minister of modi govt now but we can not say that modi minister are living in luxury palace, your head line may be wrong, thanks.
He belongs to a Royal Family
ତା ବାପାର ପୈତୃକ ସମ୍ପତି, ରାଜପରିବାର ପିଲା, ତା ଘରେ ସେ ରହିଲା.... ତ ତମ ଚେନାଲ ବାଲାଙ୍କ କାଇଁ ଜଳୁଛି, ପୋଡ଼ୁଚି??..
Han jis Gaddar ne angrezo ka sath diya tha,unke ajki pidhiya mantri.jinhone angrezo ke khilaaf ladha aaj unke agle pidhiyo ka aata pata nhi.
Aise to date rajwade angrezo k sathi the aur angrezo ki Sena Mai croro bhartiye Jo naukari karte the sab gaddar hai
@@ThePathakkk mai unki baat nhi kar raha hoon, Scindia ke purbaj ne Rani Laxmi Bai ki hatya me British government ko help kia tha.kitne British Indian troops aaj ayasi ke zindagi jee rahe hai,muskil se gin paenge.lekin Scindia jaise log aaj mantri bankar dal badalkar ayasi ke zindagi jee rahe hai.
तुम्हे भी आधी आधुरी कहाणी पता हैं.सिंध्या घरणा महाराष्ट्र से तल्लुख रखता हैं. उनके 4 शीर्ष पूर्वज पानिपत मैं लदी गयी मराठा aur afganistan शासक अब्दाली के बीच लडी गयी तीसरी लदाई मैं शहीद हुये. वे केवळ भारत पर हो रहे विदेशी आक्रमण को रोकने के लिये यह ladai lade. इस घराने का देश के लिये बहुत बडा योगदान रहा हैं.
He is a king
Ghar bada hua toh kya hoga .Ghar ka mahol thik hona chahiye
Congress party had given him the reputation
ଆଲୋ କନକ ଲତା ତୁ କଣ ଜାଣିନୁ ସେ ରାଜ କୁମାର ବୋଲି 😂😂
Aree altu faltu news kn daucha... Kn odisha basi nku murkha vabicha na kn... Jyotiraditya sindhia.... Rajparibar ra.. Tanka purbaja raja thile... So se rajabansiya... Tenu Rajmahal achhi... Modi kn kale... Kn mantri hele boli ghara chhadidebe na kn.se th criminal nuhe naa... Odisha mantri nk pari... Mamita meher case taku kholtad kari news ta tk dekho