Special Story | Former Union Minister Pratap Sarangi Continues With Simple Lifestyle
Вставка
- Опубліковано 5 січ 2022
- Special Story | Former Union Minister Pratap Sarangi Continues With Simple Lifestyle
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: khabar.odishatv.in/
Android App: bit.ly/OTVAndroidApp
iOS App: bit.ly/OTViOSApp
UA-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ପ୍ରତାପ ବାବୁ ଙ୍କ ଭଳି ମନ୍ତ୍ରୀ ମିଳିବା ବହୁତ କଷ୍ଟ. କିନ୍ତୁ ଆପଣ ଘରଟିଏ କଲେ ଓଡିଶା ବସି ବହୁତ ଖୁସି hebe
Se jani suni ghara karuni, publicity pain
@@umeshparida9509 chhii kii chintadhara......
@@subhamkumarsahu6506 chintadhara pratap Sarangi ra, Sabu rajaniti re bhai
Ghara kale tanka sarijibo
@@umeshparida9509 Tu Kia re mg
ଏଭଳି ମହାନ ମଣିଷ ଆପଣ ଜୀବନରେ ଦେଖିନଥୀଵେ। Salute you sir
🙏🙏🙏
Good sir
Hari om Hari
Kripana nku mahan nuha mohapurusa kahiba katha
@@hariomhari9551 o it tt ff xxj BC xx
ଏହି ମହାନ ବ୍ୟକ୍ତି ଜଣକ ରାଜନୀତି କୁ ନିଜ ସ୍ଵାର୍ଥ ପାଇଁ ଆସିନ ଥିଲେ ବରଂ ଜନତା କୁ ସେବା କରିବାକୁ ଆସିଥିଲେ । What a great man he is.....
ଜନ ସେବା କରିବା ପାଇଁ ବିଜେପି ରେ ମିଶିବା କିଛି ଆବଶ୍ୟକ ନାହିଁ,,,,ସେ indipendent candidate ରେ କଣ ପାଇଁ election ଲଢ଼ିଲେନି,,,,, ଇମିତି ରାଜନୈତିକ ଦଳ ରେ ମିଶିଲେ ଭୁଲ କୁ ବି ସେ ସମର୍ଥନ କରିବାକୁ ବାଧ୍ୟ ହେବେ
@@SOUMYA20011 Atal bihari bhajpaa bi bjp thile
@@debadattatripathy6345 bjp re nathile se...bjp hni se karithile😅😅😅
So tanka bina ichha re kichhi heinathilaa
ସାମ୍ପ୍ରତିକ ଓଡିଶାର ଏକମାତ୍ର ଜଣେ ତ୍ୟାଗଶୀଳ ସମାଜସେବକ ତଥା ମହାନ ଜନନେତା ଭାବରେ ଜଣାଶୁଣା ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ...
ବନ୍ଦେଉତ୍କଳ ଜନନୀ...
ଭାରତ ମାତା କୀ ଜୟ...
Bala naa
Bala kahaku kahuchhu?
Sala tate fardi debi.
Jaya Jagannath.
@@RDX____pro to bopa bala bada ki
ଜୟ ଜଗନ୍ନାଥ ଆପଣଙ୍କୁ କୋଟି କୋଟି ପ୍ରଣାମ ଇଶ୍ଵର ଆପଣଙ୍କ ମଙ୍ଗଳ କରନ୍ତୁ
,
ମୋ ପିଲାଦିନୁ ଗୋପବନ୍ଧୁ ଙ୍କ ନା ଶୁଣି ଥିଲି ହେଲେ ଆଖିରେ ଦେଖି ନଥିଲି, ଏବେ କିନ୍ତୁ ପ୍ରକୃତ ଗୋପବନ୍ଧୁ ଙ୍କୁ ଦେଖିଲି
Hmm re bhai dekho aau sikho tanka Thai kemiti nathila bhali politics karajae
Ye puni gopobandhu🤣🤣😅😅😅
@@rrodishavillagecomedy7385 right
ସମଗ୍ର ପୃଥିବୀରେ ଏହିଭଳି ବିରଳ ମଣିଷ ପ୍ରାୟତଃ ମିଳିବା ଅସମ୍ଭବ। ହେ ଦେବଦୂତ ଆପଣଙ୍କ ପାଦତଳେ କୋଟି କୋଟି ପ୍ରଣାମ।
Se thi pai ta bhagta au bhaga bana ra juge juge milana heuchi ( Hari om Hari )
ଇହି କି କଥା
ହୃଦୟ କିଣିନେଲ ନନା ମୁଁ କୋଉ ଦଳର ନୁହେଁ କେବଳ ମୁଁ ସତ୍ୟର ବରପୁତ୍ର ଭାରତର ସନ୍ତାନ ମୋ ତରଫରୁ ଅଭିନନ୍ଦନ
ସତ୍ୟର ପୂଜାରୀ ଆଚାର୍ଯ୍ୟ ହରିହର ପୁଣି ଜନ୍ମହେଲେ ବୋଲି ମୁଁ ଭାବୁଛି,, ଏ ଆଧୁନିକ ଯୁଗରେ ଏମିତି ମହାମାନବ ବିରଳ l
Time zone from 3:04 to 3:14 Great statement and that's made me crying.. ଦେଶ ରାଜ୍ୟ ବୁଲୁଛି, ଦେଖୁଛି ଲୋକମାନେ କେତେ କଷ୍ଟରେ ରହୁଛନ୍ତି ରାସ୍ତା କଡ଼ରେ ଶୁଉଛନ୍ତି ଆମର ତ ଯାହା ହେଲେ ବି କୁଡିଆ ଘରଟେ ଅଛି .
He is a legend in this era (2022).It will be hard to see a politician like him in future.
👍 Agree 100%
Nije bhikari bhlia rahiba thik achi ,ta boli entire family bi sae bhanga ghare rahuchnti, nije jie thik re rahiba janini ,se balesore ra development kn kriba, eta simple life nuha bokami life 😀
@@gyanaranjanjena9326 ବୋକାମି ନା ମୋ ବାଣ୍ଡ 😡😡😡
@@odiafoodexplore9168 ହ ବାଣ୍ଡ ମାଘିଆ, ବେଧୂଆ,
Really he is a people's representative, I salute to him.
We see
@@PritamKumar-km6sw equw
Salute, pratap sadangi sir. He is a really human being & ideal for everyone.
ଆରେ ନିଜ ବାପା କରିଥିବା ଘରକୁ ପୁଅ ହେଇ ସେ ଭାଙ୍ଗିବା କୁ ଚାହୁଁ ନାହାନ୍ତି । ଏଇଟା ତାଙ୍କ ମନର କଥା ମନରେ ଅଛି🙏
Salutes to this great politician 🙏🙏🙏
ରାଜନୀତି କ୍ଷେତ୍ରରେ ଆଦର୍ଶ, ମହାନ ବ୍ୟକ୍ତିତ୍ୱ, କର୍ତ୍ତବ୍ୟ ନିଷ୍ଠା, ଧର୍ମ ପରାୟଣ, ସଚୋଟ ବ୍ୟକ୍ତି ଙ୍କ ନିକଟରେ ଶତ କୋଟି ପ୍ରଣାମ
ଗଣମାଧ୍ୟମ ଭଲ ଶିକ୍ଷା ଟେ ଦେଖାଇଲେ । ଆଜି କା ଦିନ ର ଗୋଟେ ସରପଞ୍ଚ ପଦବୀ ରେ ୫ ବର୍ଷ ରହିଲେ । ୫୦ ବର୍ଷ ବସି ଖାଇଲା ପରିକା ଟଙ୍କା ଏବଂ ଘର ବାରି କିଣି ଦେଉଛନ୍ତି । ନନା ଙ୍କର ମୁଁ ଦେଖିଲି ଜମା ଲୋଭ ନାହିଁ କିଛି ଜିନିଷ କୁ 🙏🙏🙏 ଜଗନ୍ନାଥ ଆପଣ ଙ୍କୁ ଭଲରେ ରଖନ୍ତୁ ।
He is such an idol for humanity I have known him by person since years.
ଗାନ୍ଧିଜୀ, ଗୋପବନ୍ଧୁ ଙ୍କ ଆଦର୍ଶ ପ୍ରତାପ ନନାଙ୍କ ପାଖରେ ଅଛି,.. ବନ୍ଦେ ଉତ୍କଳ ଜନନୀ, 🙏🙏🙏🙏
Sate na kn
Very good minister
ଗୋଟେ ସମାଜ କର୍ମୀ ବହୁତ ଭଲ ଲୋକ
An honest leader of India..🙏🙏🙏
Han madam right
Yes its True
Balasore alloys company re 2000 lokanka ghare culli jaluni..
Rajaniti kariba pain talent darakar..
Nije ta develope helani, sie nija jillaku kemiti develope kariba.
@@nigamanandapradhan8490 i appreciate it
@@user-yr3ce7vg4c to you
ନମସ୍ଯ ଆପଣଂକ ଜୀବନ ଶୈଳି ଏବଂ ବିନମ୍ରତା
ଓଡ଼ିଶାର ଦ୍ଵିତୀୟ ଗୋପବନ୍ଧୁ 🙏
ଉତ୍କଳ ମା'ର ଯୋଗ୍ୟ ସନ୍ତାନ , ଏ ଭଳି ବ୍ୟକ୍ତିତ୍ବଙ୍କ ପାଇ କିଛି ପ୍ରଶଂସା ବି ଛୋଟ ମୁଁହ ରେ ବଡ଼ କଥା 🙏💐 ଭଗବାନ୍ ସର୍ବଦା ଘଣ୍ଟା ଘୋଡେ଼ଇ ରଖିଥାନ୍ତୁ 🙏
Super example for Odish population, thank you sir your dedication, May God bless you, forever,👏👏👏👏👍👍👍👍👌👌
ମେଡେମ ଆପଣ ପ୍ରତାପ ବାବୁ ସାବୁବେଳେ ସାହାଯ୍ୟ କରନ୍ତୁ
Now a days a sarpanch when get power they became millionaire but pratap nana is only a unique person salute you nana
ପ୍ରତାପ ନନା ପ୍ରକୁତରେ ସ୍ବାଗତ ଯୋଗ୍ୟ ନେତା ଜୟ ଶ୍ରୀ ରାମ
ମୁଖ୍ୟମନ୍ତ୍ରୀ ମହୋଦୟ ନନାଙ୍କ ପାଇଁ ଗୋଟିଏ ଭଲ ପକ୍କା ଘରଟିଏ କରିଦିଅନ୍ତୁ। କେତେ କେତେ ଲୋକ ରାତିକେ ହାତୀ ଆଣୁଛନ୍ତି କେହି ଜାଣିପାରୁ ନାହାନ୍ତି। କେତେ ଭିଜିଲାନ୍ସ ଚଢ଼ାଉ ବି ହେଉଛି। ସେହି ପଇସାରେ ଘର ଖଣ୍ଡିଏ ଗଡ଼ାଇ ଦିଅନ୍ତୁ। ରାଜ୍ୟର ଜଣେ ମହାନ୍ ନେତା ଯଦି ଏମିତି ଘରେ ରହିବେ ତେବେ ରାଜ୍ୟ ବାହାରର ଲୋକେ କହିବେ ଓଡ଼ିଶା ପ୍ରକୃତରେ ଗୋଟିଏ ଗରୀବ ରାଜ୍ୟ।
ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାଲେଶ୍ଵର ମାଟିର ବିର ପୁତ୍ର ତମଙ୍କୁ କୋଟି କୋଟି ପ୍ରଣାମ 🇮🇳🌹🙏🙏🙏
ଦେଖରେ ସବୁ ଚୋର ଠକ ନେତାଗଣ...ଆମ ପ୍ରତାପ ନନାଙ୍କୁ ....... ତାଙ୍କ ପାଖରୁ କିଛି ଶିଖ ।
Honestly and integrity I miss you sir really this is Indian hero bharat maa ra veer putra I'm proud of you
He is a Saint....politics for him is only a way to provide the government help to people, to stand for the poor people.
ତ୍ଯାଗ ହିଁ ସେବା,ସେବକ ହିଁ ନେତା,ଏ ଯୁଗର ଆଚାର୍ଯ୍ୟ ହରିହର🙏🙏
World's most real honest politician.
Haven't seen anywhere in such a minister.i'm proud of u nd salute of you sir..Every day sir Allways be happy, I pray to God.🙏🙏
We love him.
We should love him.
We would love him .
He is a proud of odisha.
😍😍😍😍❤️❤️❤️❤️❤️❤️
Politics may be done with every Honesty & Dignity.
Thanks NANA🙏🙏🙏
Pratap nana is a genuine honest person and a dedicated leader. He is an example for all leaders.
🌹ବ୍ୟାଙ୍ଗ ବାଣ 🌹
ପ୍ରତାପ ବାବୁ ଯେଉଁ ପଦବୀ ରେ ଥିଲେ
ବିଜୁଜନତା ଦଳରେ ହେଇଥିଲା
ଜନତାକୁ ଲୁଟି
ବିଲିଡିଙ୍ଗି କରିଦେଇଥାନ୍ତ
ହେଲେ ପ୍ରତାପ ବାବୁ ଯେମିତି,, ସେମିତି
ପ୍ରକୃତ ରେ ଯିଏଜନ ସେବାରେ କରୁଛନ୍ତି
ତାଙ୍କ ପଥ ଅନୁଷରଣ କରିବାକଥା
🙏🙏🙏🙏
I do not know how effective he is as a leader , but as a human being definitely he is an honest and benevolent person "a positive example of simple living n high thinking".
Ya. Very benevolent . He led a mob to kill Graham staines and his 2 small kids in their car on allegation of conversion. He was with Bajrang dal at the time.
@@peep7580 you speak as if you had witnessed the entire incident, I am not a political person neither I have any agenda in mind, his simplicity is evident, if he is a culprit n he has a dark side he will be punished by the court that's all I want to say.
@@akankhyamishra5088 right sir. ଏ ହାରାମି ଆଶିଷ ଟା BJD ର ସେଇଥିପାଇଁ ତାକୁ କିଛି ଦେଖା jauni
Salute to this legend 🙏🙏🙏
No -1 politician ❤️
Political leaders becomes rich within short time though unethical way but leader like him loves people and solve their problems GREAT WORK WITH HONESTY ♥️🙏🏻
A perfect human to be idealised.Rare and peculiar,indeed.
This is a very good example for human being
so humble and honest man of odisha...really proud of u sir..big fan of u
Salute to this great Leader, big tears rolled my check, Great Hero of Indian politics, he is really Gandhiji of Odisha,🙏🙏🙏🙏
Only one piece in Indian politics. Thank you sir for your service to mankind.🙏❤️
Thanks Pratap babu
Grate sir
Nana is an unique personality person . 👍
Example of true humanity ODISHA always proud for you sir.
Really hiro
ନନl ବହୁତ୍ ଭଲ ବ୍ୟକ୍ତି l ନନl ଙ୍କ ସରଳତା ହିଁ ଅମୂଲ୍ୟ ସମ୍ପଦ l ଆହୁ କଣ ଦର୍କାର l
ସେହି ଚାଳ ଘର ଥାଉ ତାକୁ ଟିକେ ମରାମତି କରିଦିଅନ୍ତୁ ନାନା... ଜନସାଧରଣଙ୍କ ସେବାରେ ସମୟ ଯାଉ ଅପଙ୍କର ଲୋକ ବହୁତ୍ ଖୁସି ଅଛନ୍ତି ଆପଣଙ୍କ ଉପରେ 🙏🏿🙏🏿
ଅନନ୍ୟ,ଅମୟିକ ବ୍ୟକ୍ତି ,ନିର୍ଭୀକ ,ଗୋପବନ୍ଧୁ ସମତୁଲ ।
Salute
PRADHAN MANTRI AWAS apply kara. Tame MP heiki jadi ghara pauna khatikhia gariba ta rasta kodare soibe. Tamara ta 2 Lakhs upare salary au allowance misi hauthiba monthly.....
Se sabu sala2 donate kari douchanti.
ଏହି ଭଳି ମଣିଷ ତୋ ବିରଳ ,,,ଆମ ଭାରତ କୁ ଯଦି ଉନ୍ନତ କରିବାର ଅଛି, ତେବେ ଏହି ଭଳି ମହାନ ନେତା ଆବଶ୍ୟକ,,,, ମାନିବାକୁ ପଡିବ ତାଙ୍କୁ,,,, ଜୟ ହିନ୍ଦ ନନା
I heartily salute Pratap Sarangi an honest leader of India.
A rare leader. God bless him. He knows everything is useless except good karma.
Great Sir
He is the real man of Odisha...I'm proud for him that sir belongs from Odisha....
Salute u sir
ଅନ୍ୟ ନେତା ମାନେ ପ୍ରତାପ ସାର୍ ଙ୍କ ଠୁ କିଛି ଶିଖିବା ଦରକାର , ନିଜ ବିଷୟ ରେ ଆଗ ନୋ ଭାବି ଜନତା ଙ୍କ ବିଷୟ ରେ ଭାବୁଛନ୍ତି ।
He is above the the human, he is Uttakala mani of the days.He is proud of Odisha.
आप है असली समाज सेवक,,,
Nana great ha🙏🙏
ଭାରତ ମା ର ବୀର ସନ୍ତାନ।।।
Salute to you❤. Man of simplicity
So thank you OTV so beautiful news and thank you Pratap Babu Jay Hind
❤❤❤Jane mahan loko tume pratap ji 😢😢Dukha laguchhi Duniya apanka tharu Sikhiba katha Runi apnka pakhore odisha❤❤
ବହୁତ କମ୍ ଲୋକ ଏହି ଭଳିଆ ଥାନ୍ତି
Great Personality & Good Political💐💚💖🇮🇳🙏 Jai Jagannath Swami
Micha katha re bhai
ବେଦ ଅନୁସାରେ ଏଇ ହିଁ ବ୍ରାହ୍ମଣ 🙏🙏🙏🙏🙏🙏🙏
Salute sir 🙏🙏🙏
Actual public Representative
A Big Heart Political Leader
Jai Nanaaa🙏
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତାପ ନନା ଙ୍କୁ ଅନ୍ତର୍ଭୁକ୍ତ କରାଯାଉ 🙏
Dhanya raa odisa sarkar 🙏🙏🙏
He is the true leader of india he is honesty person 🙏🙏🙏
We love you Pratap nana..
ନିର୍ଷ୍ୟାଥ ମଣିଷ ଜଣେ .👌👌👌
Bijay babu A good leader always good Try be good
Great man
ଏଇଠି ହିଁ ପରମ ଶାନ୍ତି। ନୋ ଟେନ୍ସନ୍।
କଣ ହବ ନଭଶ୍ଚୁଂବୀ ଅଟ୍ଟାଳିକା। ସେଇ ତ ୨୪ ଘଣ୍ଟା ଧନୀ ଗରୀବଂକ ପାଇଁ। ଦେହ ଓ ମନ ପାଇଁ
ଭଲ। ପରମାତ୍ମା ଙ୍କ ଆଶୀର୍ବାଦ ମିଳିଚି। ମାୟା ଠାରୁ ଦୂରରେ ଅଛନ୍ତି।ଶୁଦ୍ଧ ସରଳ ମଣିଷ। ନିର୍ମଳ ହୃଦୟ ମଣିଷ। ଧନ୍ୟବାଦ
ରାଜନୀତି ରେ ରହିଥିବା, ବହୁଥର ଏମ ଏଲ୍ ଏ , ହୋଇଥିବା ଏମ ପି ,କେନ୍ଦ୍ର ମନ୍ତ୍ରୀ ହୋଇଥିବା ଏ ଏଭଳି ବ୍ଯକ୍ତି ଟିଏ ବିରଳ ।ପ୍ରତାପ ନନା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
🙏🙏🙏
ସାଂସଦ ଓ ବିଧାୟକଙ୍କ ଦରମା ତ 12000 ଟଙ୍କା କୁଆଡେ ଗଲା ଏ ସବୁ ଟଙ୍କା
Bhai rajaniti re ashi le 10core tanka bhi Kam.
We are with you Nana
Salute you nana....
It is almost perfect lider
Jay Jagannath
Subscribe plz
Honesty ra best example dekh..... Imandar hele emiti heba
The legend 🙏
Hrudaya ru salam sir aapananku. Prabhu Jagannath apana nku sbu bele khusi re rakhantu.
odisha number one channel 7 million
Great leader 🙏
Pratap Nana is an unfit leader. He unable to take any action against a lady BDO Chhabirani Sahoo for her heinous behaviour towards prabasi odiya who returned to odisha during Covid-19.
Bhai ye bhali mahan loko aaji bhali duniya re aachanti ja heu mu ye jibana re yemiti mahan loko ku dekhili. Bhagban aachanti hele darsana deu nahanti jiye kahiba taanku prataap sadangi sir ku dekhai deba. Se aanchala basi sir nka ghara ti ku banai deba katha. Sir nka pada ku koti koti pranam.