କାହିଁକି ହେଲା ବିଭ୍ରାଟ…କେଉଁଠି ଭୁଲ, କିଏ ଦାୟୀ ? ବାରବାଟୀ ବିଦ୍ୟୁତ ବିଭ୍ରାଟ ପରେ ପୋଷ୍ଟମର୍ଟମ ଆରମ୍ଭ |
Вставка
- Опубліковано 10 лют 2025
- #nandighoshatv
ବାରବାଟୀ ବିଦ୍ୟୁତ ବିଭ୍ରାଟ ପରେ ଆରମ୍ଭ ହୋଇଛି ପୋଷ୍ଟମର୍ଟମ । ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ବାଟ ଖୋଜୁଛନ୍ତି ରାଜ୍ୟ ସରକାର । ମ୍ୟାଚ ପୂର୍ବରୁ ବାରମ୍ବାର ବାରବାଟୀ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମୀକ୍ଷା କରିଥିଲେ । ହେଲେ ବିଭ୍ରାଟ ହେବା ପରେ ଓସିଏକୁ ଦାୟୀ କରି କାରଣ ଦର୍ଶାଅ ନୋଟିସ ଜାରି କରି କି ବାର୍ତ୍ତା ଦେବାକୁ କ୍ରୀଡ଼ା ମନ୍ତ୍ରୀ ଚାହୁଁଛନ୍ତି ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
UA-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ଓଡିଆ ଅସ୍ମିତା ର ଧଜିଆ ଉଡେଇ ସାରିଲାଣି କଥା କୁହା ବିଜେପି ।
କ୍ରୀଡ଼ା ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ସଵୁ ଦାଇ
ଅପାରଗ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟ ସେଠୀ
ଅପାରଗ ମୁଖ୍ୟମନ୍ତ୍ରୀ ଏମ ସି ମାଝୀ
ଅପାରଗ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍
Be tanku gadi ru hoteiba pai tk chesta koro..se murkho ta j😮
@SUNARAMMUNDA-oc1dy jaha heba 2029 re. Abika bhogibaku padiba
ଅଯୋଗ୍ୟ ମନ୍ତ୍ରୀ
ବିଜେପି ସରକାର ହେଲା କଥାରେ ବାର ବାଟି ଚାଷ ଜମି ଲଜ୍ୟା ରେ
ସୂର୍ଯ୍ୟ ବଂଶୀଙ୍କୁ ଏସ୍ଥାପ ଦିୟନ୍ତୁ
ମାଙ୍କଡ ଦଳଙ୍କ ହାତରେ ଶାଳଗ୍ରାମ।
Bala ta jana achai.
ପାନିଆ ଚାଲୁଛି ସାଇଁ ଶାଇଁ
ବାରବାଟୀରେ ଲାଇନ୍ ନାହିଁ
Aparg mantri
କ୍ରୀଡ଼ା ମନ୍ତ୍ରୀ ସୂଚନା ନାମକୁ ମାତ୍ର
ଓଡିଶା କୁ ବିଶ୍ୱ ସ୍ତରୀୟ ପହଂଚି ଗଲାଣି ଓଡିଶା ବାସୀ ଖୁସି ତ
bala p m bala c m on odisa
୨ ଥର କ୍ରୀଡ଼ାମନ୍ତ୍ରୀ ଭୁଲ କଲେ। ଇସ୍ତଫା ଦେଇଦେବା କଥା। ଏଇତ ଅନ୍ତର୍ଜାତୀୟ ମ୍ୟାଚ୍। ଗାଁ ମ୍ୟାଚ୍ ନୁହେଁ।
Surja bansing Estafa diontu
ଏ ସବୁ BJD ର ଚାଲ।।
ଏ ସବୁ ନବୀନ ଚାମଚା ଙ୍କ କାମ
BJP sarkar re emiti hua
ହଇରେ ଗାଲୁଆ ଲେଲିନ ଆଗରୁ କଉଠି ଥିଲୁ ଯେତେବେଳେ ରାଷ୍ଟପତି ଭାଷଣ ବେଳେ ଲାଇନି କାଟିଲା ଯେତେବେଳେ ବାରବାଟୀରେ ବୋତଲ ମାଡ ହେଲା ସେତେବେଳେ ଭାରତବର୍ଷରେ ଓଡିଶା ନିନ୍ଦିତ ହେଲା ସେତେବେଳେ ତୁ କଣ ପାକିସ୍ତାନ ଲୋକ ଥିଲୁ ଏବେ ଇସ୍ତଫା ଦାବିକରୁଛୁ ଓଡିଶା ବାସୀ ଠିକ ଜାଣିଛନ୍ତି ସେଇଥିପାଇଁ ଚେର ଉପାଡିଦେଲେ 😜👍
Tuma re pa double engine sarkar
Bhai bjd bele b sabu houthila kichhi problem nahi
ମାଗିଆ କ୍ରୀଡା ମନ୍ତ୍ରୀ ବଦନାମ କରିଦେଲା ଓଡିଶା କୁ ମଦ ପିଇ
Hmm re bhai 😂😂😂
କ୍ରୀଡା ମନ୍ତ୍ରୀ Rokfrod ମାରିକି ଯାଇ ଥିଲେ
Istapa deba darkar krida minister
ଖାଲି ଓସିଏ ନୁହଁ ଏଥିପାଇଁ ସମସ୍ତେ ଦାୟୀ ଓସିଆ ବି ଆଉ ସରକାର ବି
Katha kuhaa Sport minister ..
Sports Minister is inefficient.
So, he should resign from the post.
ଏ ଥି ପାଇଁ ବବି ଦାସ ଦାଇ
Chhi chhi re jumla sarkar . Odia asmita 😆
ଦାୟିତ୍ବହୀନ ସରକାର । ଦାୟିତ୍ବହୀନ ବିବୃତି । ମ୍ୟାଚ୍ ସଫଳ ହୋଇଥିଲେ ଶ୍ରେୟ ନେଇଥାନ୍ତେ ମହୋତ୍ସବ ପାଳନ କରି ଥାଆନ୍ତେ ଆଉ ଝlଞ୍ଜ ପିଟl ମିଡିଆମାନେ ଝା ଞ୍ଜ ପିଟି କଂପେଇ ଥାଆନ୍ତେ । କେବଳ ଓଡ଼ିଶା ନୁହେଁ ସାରା ଭାରତକୁ ନିନ୍ଦା ଆଣିଲ । ଦୋଷ ମୁଣ୍ଡକୁ ନେଉନ କାହିଁକି ?
ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ😂😂😂
Right
Mankada hatare salagrama 😢😢😢
Loka dekhania katha kam karantu .crida mantri ku fast action niatu plz .....nahele modi asibe
BJP hatao.. Desh bachao.. BJP sarkar jeunthi.. Gunda Raj bhrastachar Seithi..
Istapa dia
Jaldi kaha mundare lagao nehele modi asiparanti ......e hauchi ama odia asmita ke Thara crida mantri jaichnti .tr gote notice diantu fast crida mantri uper action niantu
OCA was under BJD for 25years so OCA secretery is responsible for all these but not sports minister and this may be a trick to insult BJP govt
Jumla sarkar
Bjd bele batal mada heithila setebele krda mantri istapa deithileki
ନବୀନ ବାଳ ଛୋଡ଼ି ପକେଇଥିଲ ଆଗରୁ ବୋତଲ ଫିଙ୍ଗା ବେଳେ ସେଥିପାଇଁ ପାଇଁ ତ ଓଡିଶା କୁ match ମିଳୁନି
Oho ebe Amit Shah pua ta BCCI mundi...dekhun baara maasare terata match haba barabati re 😂😂😂
Mantri istapa deba dorokaro
Sports Minister is squarely responsible for the lapses.
Samaste daye virodhi bi daye
Failure of Double engine BJP government.Now where is OdiyaAsmita ?
Who is accountable for this mishap
Akal kusmand ku bada daitwa.
TRP ବଢିଲା
ଆଲୋ ଛତର ଖାଇ ରିପୋଟର ଏଥିପାଇଁ ତୋ ଘଇତା ହାରାମି ଲେଲିନ ଦାୟୀ 😂😂😂
ଭଲ ବେଳେ ସରକାର କ୍ରେଡିଟ ନେବ. ବଦନାମ ହେଲେ ବିଜେଡି ଦାୟୀ
Isstifha dia surja bansi Suraj
ଇଟା ବିଜେଡି ପାର୍ଟି ର ଷଡ଼ଯନ୍ତ୍ର
It is technical problem govt will not responsible.
bottle 🍼 nei nothile bhhorti hui thante podia re
Be au tk chesta kor etikire hebona..😮
Govt ku badnam kariba pain BJD ra plan
Kichi habani Sabu BJP Site jiba
Crida mantri dohora no 1
Naveen babunku bandhibaku ye toka minister kahuthila . Abe nija hatare handcup pakau.
Odia Asmita dhoo,,,hela na double engine fail,,, hahahaha haha ha haha ha haha ha haha ha,,,,
Katha kuha bhakua suryawanshi suraj
Success hoithile mukhyamantri credit nei thante
Turanta estafa dia. Krida mantri kana samiksha karudhile.
BJP wala nka ra kn ijat ki odisha ku baadnam karuchanti
Magiha taku krida mantry karicha au Kan heba emiti hin heba
Bjp Bay bay
BJP ku vote deicha ebe gandi mara Odisha basi
Bala p mmodi
Ae ruxford pia mantri babuchi jemiti gan cricket 🏏 match heithila