Railway Minister Ashwini Vaishnaw Arrives At BJP Leader Pratap Sarangi’s House

Поділитися
Вставка
  • Опубліковано 6 січ 2022
  • Railway Minister Ashwini Vaishnaw Arrives At BJP Leader Pratap Sarangi’s House
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 722

  • @rojapattnayak7249
    @rojapattnayak7249 2 роки тому +258

    ବହୁତ ସୁନ୍ଦର ଭୁମିରେ ବସି କଦଳୀ ପତ୍ର ରେ ଭୋଜନ ସୁନା ଥାଳି ଠାରୁ ଢେର୍ ଅଧିକ

    • @priyacharandas7352
      @priyacharandas7352 2 роки тому +1

      ଜୟଶ୍ରୀ ଜଗନ୍ନାଥ

    • @upendranathswain2022
      @upendranathswain2022 2 роки тому +1

      ଓଡ଼ିଆ ସଂସ୍କୃତିର ଏକ ବିରଳ ଦୃଷ୍ଟାନ୍ତ ।ନନା ତ ସମସ୍ତଙ୍କ ନନା । ଯିଏକି ନିଜର ନୀତି ଓ ଆଦର୍ଶରୁ କେବେ ହେଲେ ବିଚ୍ୟୁତ ହୋଇନାହାନ୍ତି ।ଶ୍ରୀଯୁକ୍ତ ବୈଷ୍ଣବ ବାବୁ ଜଣେ ଅତ୍ୟନ୍ତ ସରଳ ଓ ଭଦ୍ର ବ୍ୟକ୍ତି । ଓଡ଼ିଶାବାସୀ ତାଙ୍କ ବିଭାଗରୁ ଅନେକ ଆଶା କରନ୍ତି । କେବଳ ସମୟକୁ ଅପେକ୍ଷା । ଜୟ ଜଗନ୍ନାଥ ।

  • @kailashchandramohapatra1877
    @kailashchandramohapatra1877 2 роки тому +340

    ଏହା ହିଁ ଓଡିଆର ଗର୍ବ ଗୈାରବ ଓ ଓଡିଶାର ସସ୍କୃତି ପରମ୍ପରା।ବହୁତ ସୁନ୍ଦର। ଏଥିପାାଇଁ କୃତାଞ୍ଜଳି ପୁଟରେ ସମସ୍ତଙ୍କୁ ମୋର ଅନନ୍ତକୋଟି ପ୍ରଣାମ ନିବେଦନ କରୁଅଛି।

  • @spandancreationodisha4533
    @spandancreationodisha4533 2 роки тому +299

    ମାନ୍ୟଵର ଅଶ୍ୱିନୀ ବୈଷ୍ଣବ ଓ ପ୍ରତାପ ଷଡ଼ଙ୍ଗୀ ଙ୍କର ଯୋଡ଼ି ଓଡ଼ିଶା ରାଜନୀତି ରେ ଏକ ଅନ୍ୟେନ୍ୟ ପ୍ରାରମ୍ଭ 🙏ଜୟ ଜଗନ୍ନାଥ 🙏

    • @tnda2
      @tnda2 2 роки тому

      To maa biare

    • @subratkumarsahoo5827
      @subratkumarsahoo5827 Рік тому

      Sethi pain rail minister huee education minister railway station inauguration karuchi Tara bahut quality

  • @nilspradhan6523
    @nilspradhan6523 2 роки тому +271

    ଏଇଟା ହେଉଛି ଆମରି ସଂସ୍କୃତି ନା ♥️🙏🥰👌

    • @RahuluddinGandhy
      @RahuluddinGandhy 2 роки тому +3

      ହଁ ଠିକ୍ କହୁଛ ଭାଇ 😘😘

    • @AllhaSuarwala
      @AllhaSuarwala 2 роки тому +1

      ହଁ ଆମରି ଓଡ଼ିଆ ସଂସ୍କୃତି

  • @utkaladirghika3139
    @utkaladirghika3139 2 роки тому +94

    😊
    ଜଣେ ଯୋଗୀ ହିଁ ଏମିତି ଜୀବନ ଯାପନ କରିବାକୁ ସମର୍ଥ ଅଟେ 🙏

  • @kailashseth2376
    @kailashseth2376 2 роки тому +84

    ରାଜ୍ୟ ରୁ କେନ୍ଦ୍ର ଯାଏ ଓଡ଼ିଆ ପରମ୍ପରା ଏଵଂ ଓଡ଼ିଆ ଖାଦ୍ୟ ଅତି ଚମତ୍କାର
    ସବୁଠାରେ ଚର୍ଚ୍ଚା ଓ ଲୋକପ୍ରିୟ ଅଟେ। ରସଗୋଲା ଠୁ ନେଇକି ପଖାଳ ପର୍ଯ୍ୟନ୍ତ । ଜଗନ୍ନାଥଙ୍କ ଦେଶ ଅଟେ

  • @bimbadharjena1572
    @bimbadharjena1572 2 роки тому +129

    ଅନ୍ୟ ମାନେ ଏଥିରୁ କିଛି କିଛି ଶିକ୍ଷା ଗ୍ରହଣ କରନ୍ତୁ, ଏ ହେଉଛି ଆମ ପରମ୍ପରା ।

  • @learningsomething6799
    @learningsomething6799 2 роки тому +160

    ବହୁତ ଭଲ ଲାଗିଲା କିନ୍ତୁ ଭଗବାନ କୃଷ୍ଣ ଆସିଲେ ବି ସ୍ତ୍ରୀ ଲୋକ ମାନେ ଟିକେ ରାଉ ରାଉ ହେବେ 😎😎😎😎

  • @Trueloveyouth
    @Trueloveyouth 2 роки тому +108

    ନନାଙ୍କ ଅତିଥି ଚର୍ଚ୍ଚା ଅତି ଉତ୍ତମ
    ପୂରା ସାତ୍ୱିକ ଭୋଜନ ଆମ ଓଡିଶା ରାଜନୀତିରେ ପ୍ରତାପ ନନା+ ଅଶ୍ୱିନ ଭାଇନାଙ୍କ ଜୋଡି ଭଲ ଯମିବ 😍
    ଜୟ ଜଗନ୍ନାଥ ଜୟ ଶ୍ରୀରାମ୍‌🚩💖🙏

  • @abinashmohapatra3228
    @abinashmohapatra3228 2 роки тому +84

    ଧନ୍ୟବାଦ୍ ବିଜେପି
    ଓଡ଼ିଶାକୁ ଜଣେ ଦକ୍ଷ ନେତା ଦେଇ ଥିବାରୁ
    ସମଗ୍ର ଓଡ଼ିଶା ଆପଣଙ୍କ ପାଇଁ ଗର୍ବିତ
    ଜୟ ଜଗନ୍ନାଥ

  • @sangrambarick4579
    @sangrambarick4579 2 роки тому +21

    ଅତି ସୁନ୍ଦର ପରମ୍ପରା । ଅତିଥି ଦେଵୋ ଭଵ । ଜୟ ଓଡ଼ିଶା । ଜୟ ଜଗନ୍ନାଥ

  • @beupdate7733
    @beupdate7733 2 роки тому +41

    ହଁ... ଭୁଲିଯିବେନି ଆଜ୍ଞା ବାଲେଶ୍ଵର କୁ ଆଉ ଥରେ ଆସିବେ ବୈଷ୍ଣବ ଜି..
    ବାଲେଶ୍ଵର ର ପୂର୍ବତନ ଜିଲ୍ଲାପାଳ ମହୋଦୟ🙏
    ଏ ମାଟି ଆପଣଙ୍କ ଅପେକ୍ଷାରେ

  • @dharmencreation6984
    @dharmencreation6984 2 роки тому +10

    ଅତି ସୁନ୍ଦର, ହେଲେ camera ଧରି ନ ବସିଥିଲେ ସେମାନେ ଟିକେ ଭଲରେ ମନ ଭରି ଖାଇ ପାରିଥାନ୍ତେ ।

  • @ajayadas7142
    @ajayadas7142 2 роки тому +96

    Honorable Aswini sir and Pratap Nana ନମସ୍ତେ. ଅତି ସୁନ୍ଦର କୃଷ୍ଣ ଓ ସୁଦାମାଙ୍କ ଏକ ସ୍ଵତନ୍ତ୍ର ମିଳନ ।ଚମତ୍କାର ପରିବେଷଣ।

  • @sriman.dkrishna.5468
    @sriman.dkrishna.5468 2 роки тому +21

    ଓଃ କି ସୁନ୍ଦର ଓଡ଼ିଆ ପରମ୍ପରା। ଜୟ ଜଗନ୍ନାଥ 🙏

  • @niranjansahoo473
    @niranjansahoo473 2 роки тому +61

    Proud to be an ଓଡ଼ିଆ

    • @madridfan2891
      @madridfan2891 2 роки тому +2

      Hele odia re lekhontu angregi kn pai

    • @RahuluddinGandhy
      @RahuluddinGandhy 2 роки тому +1

      @@madridfan2891 ଭାଇ ତୁମେ ବି ତୋ ଇଂରାଜୀ ଅକ୍ଷର ରେ ଲେଖିଲ ଓଡ଼ିଆ🙄🙄🙄

    • @madridfan2891
      @madridfan2891 2 роки тому

      Mu proud to be an odia kohuni

  • @krishnasethy8533
    @krishnasethy8533 2 роки тому +29

    ଧନ ରେ ଗରିବ ମନ ରେ ଧନୀ 👍

  • @baikunthanathnaik9345
    @baikunthanathnaik9345 2 роки тому +25

    ଏ ହେଉଛି ଆମ ଓଡ଼ିଆ ପରିବାରର ପରମ୍ପରା ଓ ସଂସ୍କୃତି ।

  • @s.khurdha9371
    @s.khurdha9371 2 роки тому +30

    ଯାହା ହେଉ OTV ଆପଣ ଏତେ କଷ୍ଟ କରି 7:14 ର ଭିଡ଼ିଓ ଆମକୁ ଦେଖେଇଲେ ସେଥିପାଇଁ ସ୍ଵର୍ଗ ମର୍ତ୍ତ ପାତାଳ ପୁରୀ ରୁ ସମସ୍ତେ ଧନ୍ୟ ଧନ୍ୟ କହୁଛନ୍ତି

  • @soumyaranjansutar492
    @soumyaranjansutar492 2 роки тому +16

    Real ଓଡ଼ିଆ ଘର , ଖାଦ୍ୟ , ସଂସ୍କୃତି ♥️♥️♥️🥳🥳🥳🥳🥳

  • @ManojKumar-ff8yt
    @ManojKumar-ff8yt 2 роки тому +21

    ଆମ ଓଡିଶା ର ସଂସ୍କୃତି ଓ ପରମ୍ପରା କୁ ନନା ବଜାୟ ରଖିଥିବାରୁ ତାଙ୍କୁ କୋଟି କୋଟି ପ୍ରଣାମ🙏🙏🙏

  • @tirelessindiansagar8924
    @tirelessindiansagar8924 2 роки тому +21

    ଏମିତି ଅନେକ ଓଡ଼ିଆ ପୁଅ ଆଗକୁ ଆସନ୍ତୁ ଆଉ ଗୋଟେ ଗୋଟେ ଭଲ କାମ କରି ଦେଶରେ ଓଡ଼ିଆ ଜାତିର ମାନ ବଢ଼ାନ୍ତୁ , ତେବେ ହି ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ମାନଙ୍କରେ ଖ୍ୟlତି ଲାଭ କରିବା।

  • @jagadishchandrajayapati7719
    @jagadishchandrajayapati7719 2 роки тому +68

    Traditional Odia food. Food parts is Excellent, delicious, nutritious and healthy. Sri Ashwini Vaishnov will definitely will remember this traditional Odia food for long. Such a. down to earth personality he is. We only want All Round Development of our Motherland.

  • @umakantanayak8888
    @umakantanayak8888 2 роки тому +21

    These two person on frame are quite simple .They have never forgotten the diversity of odisha culture after being minister also.proud to be a Odia . Jay Jagannath. 🙏🙏🙏

  • @ramimarndi4263
    @ramimarndi4263 2 роки тому +4

    କିଏ କହୁଥିଲା ନନା ଭଲ ଲୋକନୁହେଁ. ଆଜି ଶେଇ ଲୋକଙ୍କର ମୁହଁ ବଙ୍କା ହେଇଯାଇ ଥିବ. ମୁଁ ଆଗରୁ କହି ଥିଲି ନନା ଭଳିଆ ଲୋକ ଦୁନିଆ ରେ ବହୁତ କମ ଲୋକ ମିଳିବେ. ନନା କ ପାଇଁ 👍👍👍👍👍👍👍🇮🇳🇮🇳👏

  • @ashokpanda7473
    @ashokpanda7473 2 роки тому +30

    It is our Heritage 🌹🙏🌹

  • @rudrichemistryacademy8781
    @rudrichemistryacademy8781 2 роки тому +6

    ଏମିତି ଖାଦ୍ୟ ଯଦି ଅନାହାର ରେ କାଳାତି କରୁଥିବା ଦରିଦ୍ର ଲୋକ କୁ ଦିଆ ହୁଅନ୍ତା ତେବେ ଭଗବାନ ଆହୁରି ଖୁସି ହୁଅନ୍ତେ

  • @sudhansumoharana7832
    @sudhansumoharana7832 2 роки тому +36

    It's a great day for Odisha. It seems Sri Krishna with all his yadav Sena in bhakta Bidur's house. Great.🙏

  • @santoshpanigrahy7979
    @santoshpanigrahy7979 2 роки тому +19

    Congratulations Otv..And All Members...,💐💐💐 7 Millions Subscriber Complete.

  • @brajamohansethi2780
    @brajamohansethi2780 2 роки тому +25

    ବିଜେପି ଜିନ୍ଦାବାଦ, ଜୟ ଶ୍ରୀରାମ, ଜୟ ମାଁ ସମଲେଇ

  • @christianstatusgallery8969
    @christianstatusgallery8969 2 роки тому +3

    ଏ ଆଗରୁ କେବେ ତଳେ ବସିକି ଖାଇ ନାହାନ୍ତି କି ଯେ ଏଟା ବି ଛାଡୁଛନ୍ତି ଆପଣ ମାନେ

  • @rajreboot2233
    @rajreboot2233 2 роки тому +3

    ଏ ହେଉଛି ନୂତନ ଭାରତ ଯେଉଁଠି କେନ୍ଦ୍ରମନ୍ତ୍ରୀ ତଳେ ବସି କଦଳୀ ପତ୍ରରେ ଖାଇବା ଖାଉଛନ୍ତି। କିଛି ଶିଖରେ ଅନ୍ୟ ନେତା ମନ୍ତ୍ରୀ ମାନେ।

  • @jitendas6522
    @jitendas6522 2 роки тому +30

    ବାବୁମାନଙ୍କର କି ଭାଗ୍ଯ !
    ବ୍ରହ୍ମ ଭବନରେ ଅନ୍ନ ସେବନ!

  • @NatureTour8716
    @NatureTour8716 2 роки тому +31

    Nice family 🙏

  • @mohansha5964
    @mohansha5964 2 роки тому +2

    ଆମେ ଓଡ଼ିଆ, ଆମ ଆତିଥ୍ୟ ଭାରି ବଢିଆ l 🙏🙏🙏...

  • @kishorkarna3233
    @kishorkarna3233 2 роки тому +23

    JAI JAGANNATH 🚩 🚩 🚩

  • @dashingsiddharth9768
    @dashingsiddharth9768 2 роки тому +2

    ମୁଁ ଓଡ଼ିଆ, ମୋ ସଂସ୍କୃତି ବଢିଆ 🥰

  • @sunilkumarpatnaik6953
    @sunilkumarpatnaik6953 2 роки тому +19

    Development in Odisha. ...required. New New Railway Factories. ...New New Cold Storages, New Food processing units, New New Grain Storages etc etc karajau Odisha rey.

    • @ashisrout6101
      @ashisrout6101 2 роки тому +5

      CM ra ta iccha nahi
      Centre ku kahiki ki labha

    • @RD123.........
      @RD123......... 2 роки тому +2

      C. M.ଙ୍କୁ ପଚାରନ୍ତୁ 25 ବର୍ଷ ପୂରଣ ହେବାକୁ ଯାଉଛି, କାହିଁକି ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାର ବନ୍ଦ କରିଛନ୍ତି

  • @biswajitpatra6699
    @biswajitpatra6699 2 роки тому +16

    Ashwini ji is very nice and humble person. God bless him.

  • @sibaprasadbehera9789
    @sibaprasadbehera9789 2 роки тому +17

    Minister Babu good

  • @runuchand8214
    @runuchand8214 2 роки тому +3

    ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏🙏

  • @simapatnaik8813
    @simapatnaik8813 2 роки тому +12

    Thank you Pratap Nana for keeping odia culture without hesitation

  • @kumarbhoi3974
    @kumarbhoi3974 2 роки тому +14

    You are a Great Person Pratap Nana💐💚💖🇮🇳🙏😋😍🍇🍌🍎🍓🍍😁😝

  • @bishnubehera4639
    @bishnubehera4639 2 роки тому +10

    Really it's nice there's no feeling of position no pride . thankyou all the leaders and minister.

  • @user-xm9mo1ty2p
    @user-xm9mo1ty2p 2 роки тому +7

    ଏ ହା ହିଁ ଓଡ଼ିଶାର ଗୌରବ ଜୟ ଜଗନ୍ନାଥ

  • @helloranjan2647
    @helloranjan2647 2 роки тому +5

    🌹🙏ଜୟ ଜୟ ଜଗନ୍ନାଥ🙏
    🙏ଏ ହା ହିଁ ଓଡ଼ିଶାର ଗୌରବ ଜୟ ଜଗନ୍ନାଥ🙏
    🤝ମାନ୍ୟଵର ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଓ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଙ୍କର ଯୋଡ଼ି ଓଡ଼ିଶା ରାଜନୀତି ରେ ଏକ ଅନ୍ୟେନ୍ୟ ପ୍ରାରମ୍ଭ
    🙏ଜୟ ଜଗନ୍ନାଥ 🙏
    ପ୍ରବାସୀ ଭାରତୀୟ ପରିଷଦ, କୁଏତ

  • @urmilatudu6804
    @urmilatudu6804 2 роки тому +10

    Nice Family 🙏🙏🙏 Thank you so much sir 🙏🙏🙏🙏👍👍👍💓💓💓💕💕💕💕

  • @sisirakantatripathy4546
    @sisirakantatripathy4546 2 роки тому +7

    Congratulations sir. Very beautiful odia traditional food.

  • @pardesikhillo4113
    @pardesikhillo4113 2 роки тому +30

    Jay ho nana

  • @mauditripati2254
    @mauditripati2254 2 роки тому +12

    Good gentalman with honesty mentality of our Nana

  • @kununayak7898
    @kununayak7898 2 роки тому +7

    Really Ashwini sir , u r great. Orissa wants a leader like u. Please do something for Kendrapara. People really like u,. There is no leader from BJP Orissa like u sir, I mean Ashwini Bhai. Want to meet, if God will give a chance 😃

  • @srikanta671
    @srikanta671 2 роки тому +7

    ବହୁତ ସୁନ୍ଦର ଲାଗୁଛି

  • @munubehera6260
    @munubehera6260 2 роки тому +2

    ଆମେ ଓଡ଼ିଆ ସବୁଠୁ ବଢିଆ

  • @manmohanrout2957
    @manmohanrout2957 2 роки тому +2

    Great example of "Simple living nd High Thinking"👍👍🙏🙏

  • @MrdascreationOfficial
    @MrdascreationOfficial 2 роки тому +3

    ବହୁତ ଦିନ ପରେ ସଂପୁର୍ଣ୍ଣ ଓଡିଆ ପରମ୍ପରା 🙏🙏🙏

  • @panchunathsoren6047
    @panchunathsoren6047 2 роки тому +6

    Oti Sundar🙏🙏🙏🙏

  • @oldschoolhr2225
    @oldschoolhr2225 2 роки тому +2

    ଯଦି MP ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପହଞ୍ଚିନି, ଦେଶରେ କଣ ପହଞ୍ଚିବ 🤣🤣

  • @anshumanbehera4067
    @anshumanbehera4067 2 роки тому +6

    Nana tumaku koti pranab

  • @rabindrakumarmohanty9415
    @rabindrakumarmohanty9415 2 роки тому +2

    ସରଳ ଜୀବନ ଶୈଳୀ ନନା ଙ୍କୁ ଲୋକପ୍ରିୟ କରି ପାରିଛି। ଅଶିନି ବୈଷ୍ଣବ ମଧ୍ୟ ଜଣେ ସରଳ ଆମାୟୀକ
    ଲୋକ। ଯାହା ହେଉ ମଣି କାଂଚନ ର ସଂଯୋଗ ଖୁସି ଲାଗିଲା।

  • @user-cw9gp5ty9f
    @user-cw9gp5ty9f 8 місяців тому +1

    ଆଜିର ହାଇବ୍ରିଡ ନେତାମାନେ ଏଇ ନେତାମାନଙ୍କ ଠାରୁ କିଛି ଶିଖନ୍ତୁ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,... ... ... ...

  • @niranjanmohanty9441
    @niranjanmohanty9441 2 роки тому +7

    Great 😊

  • @qwertyui4317
    @qwertyui4317 2 роки тому +5

    I request to honourable pm Narendra modi ji please give some responsiblity to honourable mp pratap sarangi because he deserves

  • @techguruji7958
    @techguruji7958 2 роки тому +2

    ମନ୍ତୀ ହେଲେ ଟିକିଏ ଅହଂକାର ନାହିଁ... ଆଜି କିଛି ମନୁଷ୍ୟ ଅଛନ୍ତି... 10ହଜାର ଟଙ୍କିଆ job କରି ଉପର ଆଖିଆ ହୁଅନ୍ତି... 🙏🙏🇮🇳🇮🇳🇮🇳🇮🇳

  • @niharkantabehera9776
    @niharkantabehera9776 2 роки тому +3

    Aita ta amo Odisha ra gaurav...
    Jay Jagannath 🙏🙏🙏

  • @puspashreemohanty1565
    @puspashreemohanty1565 2 роки тому +5

    Congratulations for 7M ❤️

  • @jyotirmayjena1869
    @jyotirmayjena1869 2 роки тому +3

    Jay Jagannath
    Very good NANA

  • @sushantakumarpandua8120
    @sushantakumarpandua8120 2 роки тому +6

    Wow emiti Leader hele Odisha ram rajya heijiba

  • @sarojkantadas986
    @sarojkantadas986 2 роки тому +2

    Both are very humble and nice person. Maintaining very simple life. Other leaders and ministers should learn from them.

  • @mangulumunda96
    @mangulumunda96 2 роки тому

    ଵ।ଃ ଅତି ଚମତ୍କାର, ଏ ଦୃଶ୍ୟ ରୁ ଜଣା ପଡ଼େ ଆମ ଓଡ଼ିଶା ର ସଂସ୍କୃତି ଓ ପରମ୍ପରା,,

  • @subaljyoshi4299
    @subaljyoshi4299 2 роки тому +6

    Realy great sir

  • @bhagabatabehera332
    @bhagabatabehera332 2 роки тому +9

    Good

  • @samarendrarout4341
    @samarendrarout4341 2 роки тому +3

    Superb 👍

  • @universallaw7291
    @universallaw7291 2 роки тому +2

    ଅଧିକାଂଶ ବ୍ରାହ୍ମଣ ଙ୍କ ଘର ଭୋଜନ ଅତି ସୁନ୍ଦର ହୋଇଥାଏ।

  • @hiralalpadhi1
    @hiralalpadhi1 Рік тому

    ଓଡ଼ିଆ ମାନଙ୍କ ମଧ୍ୟରେ ନନା ଙ୍କୁ ମୋର ବିଶେଷ ଭଲ ପାଇବା ଅଛି ନନା ସ୍ଵତନ୍ତ୍ର ଭଲ ଲୋକ ମାନେ ତାଙ୍କ କଥା ଯାହା କାମ ତାହା ପୁରା ଓଡ଼ିଆ ସଂସ୍କୃତି ତାଙ୍କ ପାଖରେ ଭରପୁର ରହିଛି ନନା ଧନ୍ୟବାଦ ଅର୍ପଣ 🙏

  • @bijaykumarpradhan2419
    @bijaykumarpradhan2419 2 роки тому +3

    Simplicity of politician is highly appriciable

  • @manojdalei245
    @manojdalei245 2 роки тому +2

    ସତରେ ମୋ ଓଡିଶା ବାସି ଏହି ଦୁଇି ନେତା ଭଳି ଅାଉସବୁ ନେତା ଆମକୁଓଡିଶାରେ ଦରକାରମୁଁ ଜଗନ୍ନାଥଙ୍କୁ ପାଥନାକରୁଚି କେଵେ ଏହି ଶମୟଆଶୀବ

  • @jospinasabar1684
    @jospinasabar1684 2 роки тому +2

    Great heart thank you so much sir 🙏🙏

  • @bikashnath2192
    @bikashnath2192 2 роки тому +2

    Really ପ୍ର ପ୍ରତାପ ସାର୍ କୁ ସମ୍ମାନ ଜଣାଉଛି ,ସେ ଆମ ପରମ୍ପରା କୁ ବଜାଇ ରଖିଛନ୍ତି ,

  • @kameswarYouTubeExpress
    @kameswarYouTubeExpress 2 роки тому +1

    Good information report

  • @kishorlenka4537
    @kishorlenka4537 2 роки тому +2

    Odisha ra gourva 🙏🙏🙏

  • @debasishnayak464
    @debasishnayak464 2 роки тому +2

    Feeling very glad to see this.

  • @maniharkeisham796
    @maniharkeisham796 2 роки тому

    Simplicity and honestly. Our respect is with you sir.

  • @ANDigital-bk4qu
    @ANDigital-bk4qu 2 роки тому +1

    ପ୍ରତାପ ନନା ଙ୍କ ବ୍ୟବହାର ହିଁ ଟାଣି ଆଣିଚି ରେଲୱେ ମନ୍ତ୍ରୀ ଙ୍କୁ । Nice 🙂 ନନା 👍

  • @prabirkumarnayak7773
    @prabirkumarnayak7773 2 роки тому +4

    Really great 🙏🙏🙏

  • @gopalkrushnabehera1755
    @gopalkrushnabehera1755 2 роки тому +4

    Ashwinibhai is the superb personality and so amiable as well.

  • @mughiljayaramancudddalore2619
    @mughiljayaramancudddalore2619 2 роки тому

    மிக சிறப்பான ஒரியா சைவ உணவு விருந்து... குடும்பத்து பெண்கள் நம் பண்பாட்டின் படி வீட்டிற்கு வருபவர்களை பெருமைபடுத்தி விருந்தளிக்கறார்கள் ரயில்வே மந்திரி அவர் விருந்துன்ன பல பல ITC ஒட்டல்களூக்கு சென்றிருப்பார் ஆனால் இங்கே எளிமையாக கீழே அமர்ந்து சாப்பிடுகிறார். ஒடிசா வடமாநிலம் அல்ல தென்மாநிலம் சேர்ந்தது தான் வாழ்க வளமுடன்

  • @parvakarnayak645
    @parvakarnayak645 2 роки тому

    Thanks for OTV Sundaram visual jai jagannath

  • @lalatendukanungo5013
    @lalatendukanungo5013 2 роки тому

    This is inspiration for maintaining our tradition & culture in tact.

  • @villagelife3026
    @villagelife3026 2 роки тому +4

    Kudia ghare Madhya khusi . Dhani Loko bhala ghare Rahi Madhya jyadi khusi re narahile labha nahi

  • @krushnarani9712
    @krushnarani9712 2 роки тому +6

    Congratulations Pratap Nana

  • @pinkynayak2089
    @pinkynayak2089 2 роки тому +5

    Good 👍 👍

  • @Iloveironman-vs9km
    @Iloveironman-vs9km 2 роки тому +3

    Many many thanks to our railways minister

  • @sushriranjanjena7451
    @sushriranjanjena7451 2 роки тому +5

    👍👍👍👍👌

  • @santoshraula6846
    @santoshraula6846 2 роки тому +4

    Jay Jaganath swami......

  • @satyaswarupnayak4378
    @satyaswarupnayak4378 2 роки тому

    Amazing... really amazing scene...real human . real odisha.

  • @ManojKumar-wb8yu
    @ManojKumar-wb8yu 2 роки тому +6

    ଓଡ଼ିଶାର ଗର୍ବ ।

  • @laxmidhardas6096
    @laxmidhardas6096 2 роки тому +3

    Very Nice 👍👍👍

  • @jilumohapatra4257
    @jilumohapatra4257 2 роки тому +2

    🙏🙏

  • @s.khurdha9371
    @s.khurdha9371 2 роки тому +1

    ଆମ କମ୍ପାନୀ ରେ ଗୋଟିଏ ବହୁରୂପୀ ଏଣ୍ଡୁଅ ମେନେଜର ଥିଲା ଯେବେ କମ୍ପାନୀ କୁ ମାଲିକ ଆସନ୍ତି ସେଦିନ ଶଳା 5 ଟଙ୍କିଆ ପର୍ଲ୍ୟା ବିସ୍କୁଟ ଖାଁଏ ମାଲିକ ଦୟା କରିବ ବୋଲି ଏବଂ ମାଲିକ ଗଲା ପରେ ବିରିୟନ ମଗାଏ

  • @kameswarYouTubeExpress
    @kameswarYouTubeExpress 2 роки тому +1

    Congratulations sir new railway line project information update