ଆସାମ୍ ରେ ରୁହନ୍ତି ୪୦ ଲକ୍ଷ ଓଡ଼ିଆ ଲୋକ // Assam beautiful tea garden

Поділитися
Вставка
  • Опубліковано 7 лис 2024

КОМЕНТАРІ • 1,2 тис.

  • @NandakiswarMallick
    @NandakiswarMallick 6 місяців тому +50

    କନ୍ଧମାଳ ରୁ ଦେଖୁଛି ଭିଡିଓ ବହୁତ ଭଲ ଲାଗିଲା ଧନ୍ଯବାଦ

  • @dwarikanath1958
    @dwarikanath1958 6 місяців тому +72

    ବ୍ରହ୍ମପୁତ୍ର ନଦୀ ଏକ ଚୀରସ୍ରୋତା ନଦୀ |ଏହାଦ୍ୱାରା ଆସାମର ବହୁତ ଭଲ ଜଳସେଚନ ହେଉଛି |ଆସାମରକ୍ଷେତବାଡ଼ି ବିଷୟ ଦେଖାଇବେ| ଆସାମ ର ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଶତ ଶତ ଧନ୍ୟବାଦ |

  • @prashantpatra2672
    @prashantpatra2672 6 місяців тому +263

    ଆସାମ ର ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🪔🚩🌸🌺🌸🚩🪔

    • @theanimal3153
      @theanimal3153 6 місяців тому +3

      ଜୟ ଜଗନ୍ନାଥ❤❤❤❤❤

    • @P.PRASANTA...
      @P.PRASANTA... 6 місяців тому +1

      Thank you ❤

  • @Biswa_Manu
    @Biswa_Manu 6 місяців тому +92

    ଆସାମ ରେ ଏତେ ଓଡ଼ିଆ ଲୋକ ଅଛନ୍ତି ଶୁଣିକି ବହୁତ ଆଶ୍ଚର୍ଯ୍ୟ ଲାଗିଲା ଓ ଖୁସି ବି ଲାଗିଲା 🙏 ଯା ହଉ ବାହାରେ ଆଉ ଏକ ଓଡିଶା ଅଛି ଶୁଣିକି ଖୁସି ଲାଗିଲା, ଆସାମ ରେ ଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 💐 ଜୟ ଜଗନ୍ନାଥ 💐

    • @Manoranjan187
      @Manoranjan187 6 місяців тому +2

      ବାହାରେ ଗୋଟିଏ ଓଡ଼ିଶା ନାହିଁ ତା'ର ହିସାବ ନାହିଁ

    • @MaSunadeiv.
      @MaSunadeiv. 6 місяців тому +1

      Tamil,telgu,bihari , chhatisgarhia ,asami ahuri aneka loka mane asi odisha re bi achhanti india loka bahar desh rebi achhanti archajia hebar nuhe

  • @hemanandadalai97
    @hemanandadalai97 6 місяців тому +14

    ଭାଇ ଆଜିବି ଓଡ଼ିଶା ଗରିବ ,ହେଇକି ରହିଛି ରହିବ ବି, ସେତି ପାଇଁ ମୁଠାଏ ଖାଇବା ପାଇଁ ପରିବାରର ପେଟପାଟଣା ପାଇଁ କି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ କରିଥାନ୍ତି ଓଡ଼ିଶା ବlସୀ, ଯାହା ବି ହେଉ ଯୌଟି ଥାନ୍ତୁ ଜଗନ୍ନାଥଙ୍କ କୃପାରୁ ଭଲରେ ଥାନ୍ତୁ,, Jay shree Ram ❤❤

    • @golakmaharna4164
      @golakmaharna4164 6 місяців тому +1

      ନବୀନ ହଟାଓ ଗରିବ ହଟିଯିବ

  • @judhisthiranaik2503
    @judhisthiranaik2503 6 місяців тому +25

    ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା, ଆମ ଓଡ଼ିଶାରେ ସବୁ ଥାଇ ଆମ ଓଡିଶା ସବୁ ଠାରୁ ଗରିବ, 40 lakh ଲୋକ ଆଶାମରେ ରହୁ ଛନ୍ତି, ଏବଂ ସେଠାରେ କାମ କରୁଛନ୍ତି, ଯଦି ଓଡ଼ିଶାରେ ସବୁ ବେଳେ କାମ ମିଳନ୍ତା ତେବେ ସେମାନେ ବାହାର ରାଜ୍ୟରେ କଣ ପାଇଁ ଦାଦନ ଖଟନ୍ତେ, ଯାହା ହେଉ ଲବ ବାବୁ ଆପଣ ଏହି ଭିଡ଼ିଓ ମାଧ୍ୟମରେ ଆମ ଓଡ଼ିଆ ଲୋକ ମାନଙ୍କୁ ଦେଖାଇ ଥିବାରୁ ଆଉ ସୁନ୍ଦର ଚା ବାଗାନ, ଏତେ ସଂଖ୍ୟାରେ ଲୋକ ସେଠାରେ ରହୁ ଥିବାରୁ ସେମାନଙ୍କର ଦାବିକୁ ଆଶାମ ସରକାର ପୂରଣ କରିବା ଉଚିତ, ତୁଟାଲୀ ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା, ପୁଣି ପରବର୍ତୀ ଭିଡ଼ିଓକୁ ଅପେକ୍ଷା 🌹ଜୟ ଜଗନ୍ନାଥ ଆପଣଙ୍କ ଯାତ୍ରା ସଫଳ ହେଉ l

  • @nahasonlofi8728
    @nahasonlofi8728 6 місяців тому +56

    ଭାଇ ସେପଟେ 7 State Sisters ରେ ବିଶେଷତଃ ମଣିପୁର ଓ ନାଗାଲେଣ୍ଡ ରେ ବୁଲି ଲୋକମାନଙ୍କ ସହ କିଛି Vlog ବନାନ୍ତୁ...କାରଣ ସେଠିକାର ଲୋକମାନେ ଓ Culture ମୋତେ ବହୁତ ଭଲ ଲାଗେ...

  • @dasarathimohapatra618
    @dasarathimohapatra618 6 місяців тому +6

    ଜୟ ଶ୍ରୀରାମ, ସମସ୍ତ ଆସାମରେ ଥିବ ଓଡିଆ ବନ୍ଧୁମାନଙ୍କୁ ପବିତ୍ର ଶ୍ରୀ ରାମନବମୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ, ଓଡ଼ିଶାର ସଂସ୍କୃତି କୁ ବଜାୟ ରଖିବା ରୁ ଅନେକ ଅନେକ ଶୁଭକାମନା, ଭିଡିଓ ବହୁତ ସୁନ୍ଦର ଲାଗିଲା, ଜୟ ଜଗନ୍ନାଥ, ଜୟଶ୍ରୀ ରାମ,‌

  • @Biswa_Manu
    @Biswa_Manu 6 місяців тому +14

    ଆସାମ ରେ ଓଡ଼ିଆ ଭାଷା ର ସୁରକ୍ଷା ପାଇଁ... କିଛି ଦୃଢ ପଦକ୍ଷେପ ନିଅନ୍ତୁ ଆମ ସରକାର 🙏🙏🙏

  • @sibapradhan6816
    @sibapradhan6816 6 місяців тому +44

    ଦଣ୍ଡ ନାଚ ଗଞ୍ଜାମ ର ପ୍ରସିଦ୍ଧ ପରମ୍ପରା ଓ ବଡ଼ ଯାତ୍ରା ଯେହେତୁ ମୁଁ ଗଞ୍ଜାମ ର ଗୋଟେ ଭାଇ ତୁମ ବ୍ଲଗ୍ ରେ ଦଣ୍ଡ ଯାତ୍ରା ଦେଖିକି ଭଲ ଲାଗିଲା ମୁଁ ବହୁତ ଖୁସି ଅନୁଭବ କରୁଛି

  • @jagannathjena218
    @jagannathjena218 6 місяців тому +6

    ଭାଇ ମୁଁ କେନ୍ଦୁଝର ଆନନ୍ଦପୁର ହାଟଡିହି ରୁ ଧନ୍ୟବାଦ ଜଣାଉଛି

  • @laxmidharbehera5297
    @laxmidharbehera5297 6 місяців тому +6

    ଜୟ ଶ୍ରୀ ରାମ 🙏🙏🙏 ସମସ୍ତ ଓଡ଼ିଶାବାସୀଙ୍କୁ ମୋର ଶ୍ରୀ ପବିତ୍ର ରାମନବମୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ❤❤❤❤

  • @laxmipriya7230
    @laxmipriya7230 6 місяців тому +60

    ଶୁଭ ସକାଳ 💙,,,,, ଜୟ ଜଗନ୍ନାଥ 🙏,,,,, ରାମନବାମୀ ରେ ମୋର ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ☺️,,,,, ଜୟ ଶ୍ରୀରାମ ♥️🙏

  • @TapaswiniDas-yr3xj
    @TapaswiniDas-yr3xj 5 місяців тому +16

    ଯାହା ହେଉ ଆସାମ ରେ ରହିକି ବି ଓଡ଼ିଆ ରେ କହୁଛନ୍ତି ବହୁତ ଭଲ ଲାଗିଲା ❤❤

  • @saritascreativeart7043
    @saritascreativeart7043 6 місяців тому +21

    Wahhhhh.... ଆଜିର videography ଆଉ editing excellent ହେଇଛି...👌👌👌

  • @cutesasmita057
    @cutesasmita057 6 місяців тому +39

    ପବିତ୍ର ରାମ ନବମୀରେ ସବୁ friends & ଲବ ଭାଇ ଆପଣଙ୍କୁ ମଧ୍ୟ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା 😊🤩,,Video ଦେଖି ବହୁତ ଭଲ ଲାଗିଲା 💙ଆସାମ ରେ ଆମ ଓଡ଼ିଆ ଲୋକ ଙ୍କୁ ଦେଖି ମଧ୍ୟ ବହୁତ ଭଲ ଲାଗିଲା ❤️😊

  • @sarojpradhan7102
    @sarojpradhan7102 6 місяців тому +27

    ଆସାମ ର ସମସ୍ତ ଓଡ଼ିଆ ଙ୍କୁ ରାମନବମୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଉଛି ।( ସରୋଜ ପ୍ରଧାନ, ଚକ୍ରଧରପୁର ଝାଡ଼ଖଣ୍ଡ)

  • @santoshseth8704
    @santoshseth8704 6 місяців тому +8

    ଆସାମ ରେ ଦଣ୍ଡ ନାଚ କୁ ବଞ୍ଚାଇ ରଖିଛନ୍ତି ବହୁତ ଖୁସି ଲାଗିଲା

  • @sushantasahu3206
    @sushantasahu3206 6 місяців тому +4

    ମୋ ଓଡ଼ିଶା ଲୋକ ଙ୍କୁ ଦେଖି ବହୁତ୍ ଭଲ ଲାଗିଲା

  • @ranjitkahalsingh9890
    @ranjitkahalsingh9890 6 місяців тому +5

    ବହୁତ ସୁନ୍ଦର ଉପ୍ଥାପନା ଏବଂ ପ୍ରାସଙ୍ଗିକ ବିଷୟ।
    ଆମେ ନିଜର କଳା ଏବଂ ସଂସ୍କୃତି କୁ ବଞ୍ଚେଇ ରଖିବା ଉଚିତ୍।
    ଜୟ ଜଗନ୍ନାଥ ଭାଇ।❤❤।

  • @kamalakantabeshra1780
    @kamalakantabeshra1780 6 місяців тому +22

    ଭାଇ ରାମ ନବମୀ ଅବସରରେ କାହାକୁ କେମିତି ଲାଗୁଚି ଏହି ଭିଡ଼ିଓ ଦେଖି ମୋତେ ବହୁତ ଭଲ ଲାଗିଲା, ଜୟ ଓଡିଶା

  • @sudhirmpm7488
    @sudhirmpm7488 6 місяців тому +21

    ପବିତ୍ର ଶ୍ରୀ ରାମଚନ୍ଦ୍ର ନବମୀ ଦିବସରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜୟ ଶ୍ରୀ ରାମଚନ୍ଦ୍ର କି ଜୟ ❤❤❤❤❤🙏🕉️🚩🛕

  • @SomaPadiami-wx6ue
    @SomaPadiami-wx6ue 6 місяців тому +3

    ବହୁତ ବହୁତ ସୁନ୍ଦର ଲବ ଭାଇ ଜୟ ଜଗନ୍ନାଥ ମାଲକାନଗିରି

  • @bikashbasantadas6767
    @bikashbasantadas6767 6 місяців тому +49

    ଆସାମ ରେ ରହୁଥିବା ଓଡ଼ିଆ ଲୋକଙ୍କ ସ୍ୱର ସାଜି ଥିବାରୁ ଧନ୍ୟବାଦ । ଓଡ଼ିଆ ସଂସ୍କୃତି ପରମ୍ପରା ବୁଡିବାର ନାହିଁ । ଏଇଟା ଚିରନ୍ତନ । କିନ୍ତୁ ଲୋକ ଙ୍କ ନିକଟରେ ମୌଳିକ ସୁବିଧାସୁଯୋଗ ପହଂଚିବା ଦରକାର । ଆସାମ ରେ ଦଣ୍ଡ ଯାତ୍ରା ଦେଖି ଖୁସି ଲାଗିଲା । ଯାତ୍ରା ଜାରି ରହୁ । ଶୁଭେଚ୍ଛା ।

    • @krishnatrading4570
      @krishnatrading4570 6 місяців тому

      Lovely content
      Happy ram nabami

    • @Fanmade.boy_3006
      @Fanmade.boy_3006 6 місяців тому

      Jay bjd 40 lakhs in Assam 🎉
      Laga laguni odisha basi nabina au pandian chamcha Mane.

    • @DipunDipunKumarnayak
      @DipunDipunKumarnayak 6 місяців тому

      😊😊😊🎉🎉🎉🎉🎉

  • @PankajKumar-ir4vy
    @PankajKumar-ir4vy 6 місяців тому +3

    ଆସାମ ସରକାର ଓଡିଆ ଭାସାକୁ ଆସାମରେ ଲାଗୁ କରାଜାଉ

  • @bibhu.Offical
    @bibhu.Offical 6 місяців тому +4

    ଆମ ଫୁଲବାଣୀ ଜିଲ୍ଲା ଲୋକ ମଧ୍ୟ ଅଛନ୍ତି ବହୁତ ଭଲ ଲାଗିଲା ମୁଁ ବହୁତ ଖୁସି ଜେ ଓଡ଼ିଆ ଭାଈ ମାନେ ଦଣ୍ଡ ଯାତ୍ରା ବଜାୟ ରଖିଛନ୍ତି ❤❤❤

  • @ratanlalpurty3569
    @ratanlalpurty3569 6 місяців тому +4

    ଚା ବଗିଚା ବହୁତ ସୁନ୍ଦର ଲାଗୁଛି, God Blesse You, ❤️🌹❤️🌹❤️

  • @jayantakumarnaik1145
    @jayantakumarnaik1145 6 місяців тому +2

    ହଁ.... Vedeo ବହୁତ ଭଲ ଲାଗିଲା।.. ସତ କଥା ସେମାନେ ନିଜ ଭାଷା ରେ ପଢିବା ଦରକାର... ନିଜ ଧର୍ମ ରେ ରହିବା ଦରକାର... ଓଡିଶା ସରକାର ଏ ଦିଗରେ ଦୃଷ୍ଟି ଦେବା ନିହାତି ଦରକାର.... ଜୟ ଜଗନ୍ନାଥ... ଜୟ ମା ତାରିଣୀ

  • @Madhaba_Dora
    @Madhaba_Dora 6 місяців тому +7

    ଜୟ ଶ୍ରୀ ରାମ 🚩 Always awesome lava Vlog Video 🥰

  • @gyanaranjansahoo1006
    @gyanaranjansahoo1006 6 місяців тому +12

    ଆପଣଙ୍କ ଆସାମ ଗସ୍ତର ବିବରଣୀ ଅତି ସୁନ୍ଦର ହେଇଛି । ପ୍ରାୟ 180 ବର୍ଷ ତଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଓଡ଼ିଆମାନେ ଆସି ଆସାମର ହଜାର ହଜାର Tea Estateରେ ଦିନ ମଜୁରିଆ ରୂପରେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ମଧ୍ଯରୁ ଅଳ୍ପ କିଛି ଲୋକ ଶୁଦ୍ଧ ଓଡ଼ିଆ କହିପାରିଲେ ବି ଲେଖିବା ଓ ପଢ଼ିବାର ସୁଯୋଗ ଆସାମରେ ନାହିଁ । ଏଥି ପାଇଁ ଆସାମ ସ୍ଥିତ ଓଡ଼ିଆ ବହୁଳ Tea Estate ଗୁଡ଼ିକର schoolରେ ଓଡ଼ିଆ ଭାଷା ପଢ଼େଇବାର ବ୍ୟବସ୍ଥା କରିବା ପାଇଁ ଆସାମ ସରକାରଙ୍କ ପାଖରେ ଦାବି କରାଯାଇଥିଲେ ମଧ୍ଯ ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରିନାହଁ । ତେଣୁ upper Assam(Dist. Dibrugarh, Tinsukia,Sibsagar, Jorhat etc.)ର ଦିବ୍ରୁଗଡ଼ ଜିଲ୍ଲାରେ ନିଜସ୍ବ ଖର୍ଚ୍ଚରେ ନିଜ ଜାତିର ଭାଷା ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ସ୍ଥାନୀୟ କେତେଜଣ ହାତଗଣତି ଯୁବକମାନଙ୍କୁ ନେଇ ପ୍ରତ୍ୟେକ ରବିବାର ( ଦକ୍ଷିଣ ଜଲାନ ନଗର, ବଗପଡା, ସିଆଲକଠି, ଚାବୁଆ, ହାତୀଅଲି, ଖାରଜାନ,ମୋକଲବାଡି ଆଦି ) ଅନେକ Tea Estateରେ ଓଡ଼ିଆ ଶିକ୍ଷାଦାନ କାର୍ଯ୍ୟକ୍ରମ ପ୍ରାୟ ଏକ ବର୍ଷ ତଳୁ ଆରମ୍ଭ କରିବାର ସୁଯୋଗ ମତେ ମିଳିଛି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ମାତ୍ର । ତେଣୁ ଓଡ଼ିଶା ସରକାର ତଥା ଜାତିପ୍ରେମୀ ଓଡ଼ିଆ ଭାଇଭଉଣୀମାନେ ଏଠାରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆଗେଇ ଆସିବେ ବୋଲି ଆଶା ପୋଷଣ କରୁଛି । please contact for more details. ph. no. 8144310713.

    • @gyanaranjansahoo1006
      @gyanaranjansahoo1006 5 місяців тому

      Thank you very much. Jay Jagannath 🙏

    • @gyanaranjansahoo1006
      @gyanaranjansahoo1006 4 місяці тому

      @@bhagyashree_mohapatra1996 ବର୍ତ୍ତମାନ ମୁଁ ଆସାମରେ ଅଛି । କେନ୍ଦ୍ର ସରକାରଙ୍କ ଏକ କର୍ମଚାରୀ ହିସାବରେ କିଛିବର୍ଷ ପାଇଁ ଦିବ୍ରୁଗଡରେ କାର୍ଯ୍ୟରତ ଅଛି । ଧନ୍ୟବାଦ ।

    • @SeturaajaMajhi
      @SeturaajaMajhi 2 місяці тому

      ​@@gyanaranjansahoo1006 ଆମ ଓଡ଼ିଶାର ଭାଷା ଓ ସଂସ୍କୃତି ମନ୍ତ୍ରଣାଳୟ ଏଥି ନିମନ୍ତେ ତତ୍ପରତା ଦେଖେଇବା ଦରକାର କିନ୍ତୁ ତାହା କରି ପାରୁନି। ବରଂ ଆପଣମାନେ ତାହା କରି ଆସୁଛନ୍ତି ,ତେଣୁ ମୁଁ ଆପଣଙ୍କୁ ଅନେକ ଧନ୍ଯବାଦ ଜ୍ଞାପନ କରୁଛି 🙏, ଆପଣଙ୍କ ଏହି ପ୍ରଚେଷ୍ଟା ପାଇଁ ଅନେକ ଶୁଭେଚ୍ଛା ❤❤❤

    • @the_magnetised_mukti5408
      @the_magnetised_mukti5408 Місяць тому

      Apana kn Assam re ruhanti...

  • @LKNayak-ct8gd
    @LKNayak-ct8gd 6 місяців тому +4

    ଗଞ୍ଜାମ ଜିଲାରେ ରେ ହୁଏ ଦଣ୍ଡନୁର୍ତ୍ୟ ଜୟ ଜଗନ୍ନାଥ. 🙏🙏🙏...

  • @dbvisual67
    @dbvisual67 3 місяці тому +1

    ଆସାମ ରେ ଏତେ ସଂଖ୍ୟକ ଓଡ଼ିଆ ରହନ୍ତି ପ୍ରଥମ ଥର ଜାଣିବାକୁ ପାଇଲି।❤❤❤ଅତି ସୁନ୍ଦର

  • @Alokkumarshortvideo9583
    @Alokkumarshortvideo9583 6 місяців тому +105

    ନବୀନ ସାର୍ ଦେଖ 40 ଲକ୍ଷେ ଅଛନ୍ତି

    • @YOYOBEETUDAS
      @YOYOBEETUDAS 6 місяців тому +12

      ସେ ଶଳା କାଇଁ ଦେଖିବ

    • @pravatpaikaray8490
      @pravatpaikaray8490 6 місяців тому +5

      ​@@YOYOBEETUDASse kn to bhauni ki baha hechi tanku sala kahuchu , ama odisha loka baharaku jauchhanti bahar loka odisha ku asuchhanti kn Pani?
      Ama epate gupchup thu dhari kapada dokan thu dhari helmet,chasma sabu bihari but ama odia lokanku nija areare kama karibaku laja laguchi seithipnai baharaku jauchhanti , bahut Kam loka achhanti jia Paisa asubidhare jauchhanti thike achhi karana mo 70% sanga gujurat re reason ethi sei kama karibaku laja laguchhi😂

    • @monster-q9p
      @monster-q9p 6 місяців тому +1

      Jay jagannath

    • @sarojjena9754
      @sarojjena9754 6 місяців тому +4

      ​@@pravatpaikaray8490 kintu besi odisha loka baharaku jauchanti bhai😢

    • @jabuljabul9309
      @jabuljabul9309 6 місяців тому +4

      ଲବ ଭାଇ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗାଁରେ ଯାଅନ୍ତୁ ବାହାର ଦେଶ ଲୋକମାନେ ଅଛନ୍ତି ତାଙ୍କର ସରକାର ବି ବାହାରେ ବିଦେଶୀ ରୁ ସରକାର ଚାଲିଛି ବହୁତ ସୁନ୍ଦର ଏରିଆ ଶିଘ୍ର ପହଞ୍ଚି ଯାଅନ୍ତୁ ସେଇ ସ୍ଥାନରେ

  • @hrudanandasankhua5824
    @hrudanandasankhua5824 6 місяців тому +5

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @sushantasahu3206
    @sushantasahu3206 6 місяців тому +6

    ଓଡ଼ିଶା ସରକାର ଆମ ରାଜ୍ୟ ବାହାରେ ଥିବ ଓଡ଼ିଆ ଭାଈ ଙ୍କ ପାଈଁ କିଛି ସୁବିଧା କଲେ ଭଲ ହୁଅନ୍ତା

  • @sanojkrdalai1046
    @sanojkrdalai1046 6 місяців тому +2

    ଆଶାମରେ ବଶବାସ କରୁଥିବା ଆମର ଓଡ଼ିଆ ଭାଇ, ଭଉଣୀ ମାନଙ୍କୁ ❤ହୃଦୟରୁ ପ୍ରଣାମ🙏। ଲବ ଆସ୍ତା ଭାଇଙ୍କୁ ଅସେଶ ଧନ୍ୟବାଦ ଆମ ଓଡ଼ିଆ ବିଶାଳ ଗୋଷ୍ଠୀ ଙ୍କୁ ଓଡ଼ିଶା ବାଶି ଙ୍କ ଲୋକ ଲୋଚନକୁ ଆଣିଥିବାରୁ 🙏🙏🙏❤

  • @cookingfood3789
    @cookingfood3789 6 місяців тому +3

    ଗଞ୍ଜାମ ର ପର୍ବ ଆସାମ ରେ ହେଉଥିବା ଦେଖିକି ବହୁତ୍ ଖୁସି ଲାଗିଲା❤

  • @basudevswain85
    @basudevswain85 6 місяців тому +1

    ବହୁତ ଖୁସି ଲାଗିଲା, ଆସାମରେ ରହୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ସତକୋଟି ପ୍ରଣାମ।

  • @sibaprasadmisra7929
    @sibaprasadmisra7929 6 місяців тому +5

    ଆପଣଙ୍କୁ ଜୁହାର। ଆପଣ ଆମ ଓଡ଼ିଶା ତଥା ଓଡ଼ିଆ ମାନଙ୍କର ଗର୍ବ। ଆପଣଙ୍କ ଆଖିରେ ଆମେ ଦୁନିଆଁ ଦେଖିପରୁଛୁ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସଦା ସର୍ବଦା ଆଶୀର୍ବାଦ କରନ୍ତୁ।

  • @binodkumar-px7ld
    @binodkumar-px7ld 6 місяців тому +1

    ଆସାମ ର ଦଣ୍ଡ ଯାତ୍ରା ବହୁତ୍ ସୁନ୍ଦର

  • @ChhabilaMunda
    @ChhabilaMunda 6 місяців тому +5

    ବହୁତ ଭଲ ଲାଗିଲା ଏ ଭିଡିଓ ଟା, ଆମେ ମଧ୍ୟ ଜାଣି ପାରିଲେ କି ଆସାମ ରେ ବି ଏତେ ପରିମାଣରେ ଆମ ଓଡ଼ିଆ ଲୋକ ଅଛନ୍ତି ।
    ସମସ୍ତଙ୍କୁ ପ୍ରଭୁ ଶ୍ରୀ ରାମ ଙ୍କର ରାମ ନବମୀ ଉପଲକ୍ଷେ ହାର୍ଦ୍ଦିକ ହାର୍ଦ୍ଦିକ ସୁଭ କାମନା 🎉❤🙏
    ଜୟ ଶ୍ରୀ ରାମ ❤🙏🚩

  • @durgeshpatra4498
    @durgeshpatra4498 6 місяців тому +2

    ଆସାମ ରେ ଏତେ ଓଡିଆ ଲୋକ ଆଉ ଓଡ଼ିଆ ଖାଇବା ଦେଖି ମନ ଖୁଶି ହେଇଗଲା

  • @MahantiHembram-rj2gm
    @MahantiHembram-rj2gm 6 місяців тому +4

    ଭଲ ଲାଗିଲା ଆସାମ ର ଓଡ଼ିଆ snkruti ❤❤

  • @radhakrishna4200
    @radhakrishna4200 6 місяців тому +5

    ଭହୁତ ଭଲ ଲାଗିଲା❤ ଆସାମର ଚା ବଗିଚା

  • @utkalikaswain320
    @utkalikaswain320 6 місяців тому +2

    ଆସାମ ର ସମସ୍ତ ଓଡ଼ିଆ ମାନଙ୍କୁ ଶୁଭେଛା ଜୟ ଜଗନ୍ନାଥ

  • @gyanaranjansahoo8539
    @gyanaranjansahoo8539 6 місяців тому +4

    ଯାହା ହେଉ ଆମ ଓଡ଼ିଆ ସଂସ୍କୃତି ର କିଛିଟା ଝଲକ ଆସାମରେ ଦେଖିବାକୁ ମିଳିଲା 🙏👌👌

  • @LagenSingh-ie1en
    @LagenSingh-ie1en 6 місяців тому +12

    Mayurbhanj baripada ru kia kia dekhucho laba bhai pain gote like hou. ❤❤❤

  • @subham1954
    @subham1954 6 місяців тому +2

    ଜୟ ଶ୍ରୀ ରାମ ❤❤❤❤❤❤

  • @Madhaba_Dora
    @Madhaba_Dora 6 місяців тому +17

    Aaji heuchhi 17 April ! Ram Navami ! ତେଣୁ ସମସ୍ତ ଙ୍କୁ ରାମ ନବମୀ ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏 ଜୟ ଶ୍ରୀ ରାମ 🚩🚩🚩🚩

  • @sabitribagar9396
    @sabitribagar9396 6 місяців тому +1

    Nice vlog, love from bargarh district state of odisha

  • @subhasinigandha8084
    @subhasinigandha8084 6 місяців тому +4

    ଭାଇ ବହୁତ ସୁନ୍ଦର, ଲାଗିଲା 👌👌👌ଭାଇ,ତୁକେଵେ, ତାମିଲନାଡୁ,ଆସିଵୁ

  • @nithanielnayak
    @nithanielnayak 6 місяців тому +2

    ଚକାପାଦ ରୂପା ଗାଁ ବୋହୁତ ବୋଡ଼ିଆ ଆମୋ ଫୁଲବାଣୀ ରୁ ବି ଆସାମ ରେ ରହୁଛନ୍ତି ❤❤❤❤

  • @SatyabratMoharana
    @SatyabratMoharana 6 місяців тому +4

    ଭାଇ ମୁଁ ଜେତିକି ଜାଣିଲି ଆସାମ ଲୋକ ବହୁତ ଭଲ,,,,, ଆମେ ଓଡ଼ିଆ ଆମ ପବॆ ଭାରି ବଡିଆ

  • @chandanchaitanbaskey4865
    @chandanchaitanbaskey4865 6 місяців тому

    ବହୁତ ସୁନ୍ଦର ହେଇଛି।

  • @SaraSarasuyti-sz9mz
    @SaraSarasuyti-sz9mz 6 місяців тому +2

    ଜୟ ଜଗନ୍ନାଥ ଭାଇ ଭିଡିଓ ବୋହୁତ ଭଲ ଲାଗିଲା

  • @upendrakheti7215
    @upendrakheti7215 2 місяці тому

    ଜୟ ଜଗନ୍ନାଥ...ବହୁତ ଭଲ ଲାଗିଲା ଭିଡିଓ ଦେଖି ଠାକୁର ତାଙ୍କୁ ଭଲ ରେ ରଖନ୍ତୁ ଜୟ ମା ସୁରସୁରୀ... ସୁବର୍ଣ୍ଣପୁର |

  • @bapinmohapatra6869
    @bapinmohapatra6869 6 місяців тому +3

    ଭାଇ ଭିଡିଓ ବହୁତ୍ ସୁନ୍ଦର୍ ଲାଗିଲା ।। ଆସାମ ରେ ଏତେ ସଂଖ୍ୟାରେ ଓଡ଼ିଆ ଲୋକ ରହୁଛନ୍ତି ପ୍ରଥମ ଥର ସୁଣିକି ଆଶ୍ଚର୍ଯ୍ୟ ଲାଗିଲା ।। ଯାହାହେଉ ଆମର ଓଡ଼ିଆ ଭାଇ ମାନେ ଆମ ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସୃତି କୁ ବଞ୍ଚେଇକି ରଖିଛନ୍ତି ଏହା ଆମ ପାଇଁ ବହୁତ୍ ଗର୍ବର କଥା ।। ଭାଇ ଆପଣ ଓଡ଼ିଆ ବାହାରେ ଓଡ଼ିଆ ଲୋକଙ୍କ ଭିଡିଓ ବନେଇ ଦେଖେଇଲ ଆପଣ କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏 ।।

  • @shortsinsta000
    @shortsinsta000 6 місяців тому +1

    ❤❤❤❤ bahut bada kama kala bro❤❤❤❤

  • @Sonaa_05
    @Sonaa_05 6 місяців тому +2

    ଲବ ଭାଇ ଙ୍କ ପାଇଁ ଗୋଟେ ଲାଇକ ❤🥰

  • @TukuramMohanta
    @TukuramMohanta 6 місяців тому +2

    ଆସାମ ର ଭାଇ ମାନଙ୍କ ଦେଖି ବହୁତ୍ ଖୁସି ଲାଗିଲା

  • @RamBabuOfficial451
    @RamBabuOfficial451 6 місяців тому +2

    Very interesting video and Assam Place... thank you Laba Bhai..

  • @AUTO_CAD__
    @AUTO_CAD__ 6 місяців тому +1

    ଆମର ସମ୍ବଲପୁରୀ ଲୁକେ ଦଣ୍ଡ କରୁଛନ ଦେଖି କରି ବହୁତ୍ ଭଲ ଲାଗୁଚେ।

  • @silentripu2875
    @silentripu2875 6 місяців тому +9

    BJD MLA ଓ କର୍ମୀ ମାନେ ଦେଖ ଆଜି 40 ଲକ୍ଷ୍ୟ ଲୋକ ଅସମ୍ ଦାଦନ ଜଉ ମନେ କହୁଛ ନବୀନ ସବୁ କରୁଛି ସେମାନଙ୍କୁ ଲାଜ ଲାଗୁନି

  • @natiboyakash
    @natiboyakash 6 місяців тому +1

    ଜୟ ଶ୍ରୀ ରାମ 🚩🚩

  • @digbijayapradhan8367
    @digbijayapradhan8367 6 місяців тому +6

    ଆମ କନ୍ଧମାଳ (ଫୁଲବାଣୀ)ଲୋକ ମାନେ ବି ଆସାମ ରେ ଅଛନ୍ତି। ❤❤❤❤

  • @bijusabar9797
    @bijusabar9797 6 місяців тому +1

    Wow very nice video bhai bahut Sundar lagla odisha ra loka dekhikari ashamre

  • @sanjaykumarnayak5143
    @sanjaykumarnayak5143 6 місяців тому +2

    ବାଇଶି ରେ ଇଛା ହେଉଛି ଆସାମ ଯିବାକୁ

  • @SalmanSabar-wq6mm
    @SalmanSabar-wq6mm 6 місяців тому +1

    Thank you so much sir God Bless You Very Nice Pis ❤❤❤❤

  • @Lingaraj_patra
    @Lingaraj_patra 6 місяців тому +28

    ଭାଈ ସବୁ ଆଡେ ତ ବୁଲଉଛ ହେଲେ cricketer mahendra singh dhoni ତାଙ୍କ ଘର କୁ ଟିକିଏ ବୁଲାଇ ନିଅ❤❤❤❤❤ please

    • @muaspirant
      @muaspirant 6 місяців тому

      Sajare patha padhe

    • @muaspirant
      @muaspirant 6 місяців тому

      Dhobi ra ghara dekhiba 😂😂😂

    • @AlokAlok-y4r
      @AlokAlok-y4r 6 місяців тому

      Vai tikia call kara

  • @debendraarsada2709
    @debendraarsada2709 26 днів тому

    ମୁଁ କୋରାପୁଟ ରୁ ଦେଖୁଥିଲି ବହୁତ ଭଲ ଲାଗିଲା ଆମ ଓଡିଶା ର ଅନେକ ଜିଲ୍ଲା ର ଲୋକଙ୍କୁ ଦେଖି କି ଧନ୍ୟବାଦ ଲବ ଭାଈ। ଏହି ଭିଡିଓ ରେ ଆପଣ ଙ୍କ ସହିତ ଜଣେ ଟପି ପିଣ୍ଡି ସାହି ବସ୍ତି ଦେଖାଉ ଥିଲେ ସେହି ଭାଈ ଙ୍କ ମୋବାଇଲ ନମ୍ବର ଦରକାର ଥିଲା। ଯଦି ସମ୍ଭବ please ଟିକେ ଦେବେ।

  • @sksidharthofficial3263
    @sksidharthofficial3263 6 місяців тому +301

    ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚

    • @technicalsaroj8795
      @technicalsaroj8795 6 місяців тому +7

      13:48 2 ladki gutka kha Rahi Hain 😂

    • @technicalsaroj8795
      @technicalsaroj8795 6 місяців тому +6

      14:37 sambalpuri Shirt ❤

    • @RAJESHVLOGS-l9b
      @RAJESHVLOGS-l9b 6 місяців тому +17

      କାମ କରିଚାଲ ସପୋର୍ଟ ଆପେ ଆପେ ମିଳିବ ଯଦି ତମ ଭିଡ଼ିଓ ରେ ଦମ ଥିବ

    • @PinkyMahanthi
      @PinkyMahanthi 6 місяців тому +5

      Tame na vlog delly uploaded Kari chala agaku.badhiba kha comments re kahile habani karma Kari chala phola paiba

    • @SILUEDITZScreation
      @SILUEDITZScreation 6 місяців тому +2

      Nihati🎉

  • @SantoshKumarMandal-k5e
    @SantoshKumarMandal-k5e 6 місяців тому +2

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤❤🎉🎉❤🎉

  • @NiluJena-l9z
    @NiluJena-l9z 6 місяців тому +2

    Laba bhai welcome to ganjam danda nacha ku really amazing jatra apera houni ki danda nacha re ama e thi dina re danda nacha night re apera hue really amazing

  • @manojakumara87622
    @manojakumara87622 Місяць тому

    ବହୁତ ସୁନ୍ଦର ଲାଗିଲା

  • @shansdah1077
    @shansdah1077 6 місяців тому +6

    19:59 19:59 20:00 20:01 ଲବ ଭାଇ,
    ତମେ roundneck tshirt ନ ପିନ୍ଧି casual half shirt ପିନ୍ଧ....ବଢିଆ ମାନିବ..... ଜୟ ଜଗନ୍ନାଥ.... ସୁପ୍ରଭାତ..... ଆଜିର ଭିଡ଼ିଓ ବହୁତ ଭଲ ହେଇଚି

  • @sasmitapanda3688
    @sasmitapanda3688 6 місяців тому +1

    Assamese people are so good and simple 😊😊

  • @SaratChandraPusti
    @SaratChandraPusti 6 місяців тому +7

    Jay Jagannath Bhai 🙏🙏♥️♥️

  • @niashasahoo2562
    @niashasahoo2562 6 місяців тому

    ଲବଭାଇ ଏବଂ ସମସ୍ତ ସାଙ୍ଗ ମାନଙ୍କୁ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଜୟ ଶ୍ରୀ ରାମ 🙏

  • @jagannathsahoo133
    @jagannathsahoo133 6 місяців тому +3

    ଆପଣ ଦେଖେଇଥିବା ବ୍ରହ୍ମପୁତ୍ର ନଦୀରେ ପୋଲର ଲମ୍ବା କେତେ ଦୟାକରି କହିବେ

  • @jayhind6187
    @jayhind6187 Місяць тому

    ଛି ଛି ଲଜ୍ଜା । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ପାଇଁ

  • @chandramanimahanta8332
    @chandramanimahanta8332 6 місяців тому +11

    ଆସାମର ଚା ବଗିଚା ଭିଡିଓ ଭଲ ଲାଗିଲା ଟି ସାର୍ଟ ଟି ଭଲଲାଗୁଛି ଆସାମର ବନ୍ଧୁ ଚର୍ଚା ବହୁତ ବଢିଆ ଲାଗିଲା କେଉଁଝର ମୟୁରଭଞ୍ଜ ଜିଲ୍ଲା ରୁ ବହୁତ କୁଡୁମି ମହାନ୍ତ ମଧ୍ୟ ଆସାମ ଚା ବଗିଚା କାମ କରନ୍ତି ତାଙ୍କର ଗୋଟିଏ ଭିଡିଓ ବନେଇବ
    ଜୟ ଶ୍ରୀ ରାମ
    ରାମ ନବମୀ ର ଅନେକ ଅନେକ ଶୁଭକାମନା ଧନ୍ୟବାଦ

  • @MaheswarPandit-ij1rz
    @MaheswarPandit-ij1rz 6 місяців тому

    ଆପଣଙ୍କର ଏହି ଭିଡିଓ ଦେଖି ବହୁତ୍ ଖୁସି ଲାଗିଲା ।

  • @arabindabehera2416
    @arabindabehera2416 6 місяців тому +2

    ଆସାମ ର ଓଡ଼ିଆ ଭାଇ ମାନଙ୍କୁ ମୋର କୋଟି କୋଟି ପ୍ରଣାମ ଜଗନ୍ନାଥ ଆପଣ ମାନଙ୍କୁ ଭଲରେ ରଖନ୍ତୁ

  • @jchoudhury274
    @jchoudhury274 6 місяців тому +2

    ପବିତ୍ର ଶ୍ରୀ ରାମ ନବମୀ ରେ ଦେଶ ବାସୀ ଙ୍କୁ ମୋର ହାର୍ଦିକ ଶୁଭେଛା ଶୁଭ କାମନା ଜୟ ଜଗନ୍ନାଥ

  • @bharatranjanrout3951
    @bharatranjanrout3951 6 місяців тому +6

    V good 😊

  • @rashmitanayak8607
    @rashmitanayak8607 4 місяці тому

    ଧନ୍ୟବାଦ୍ ଲବ ଭାଇ ଆମ ଓଡ଼ିଶାର ଲୋକ ଆସାମ ରେ ଅଛନ୍ତି ଆଜି ମୁଁ ଜାଣିବାକୁ ପାଇଲି ଆପଣଙ୍କ ଭିଡିଓ ମାଧ୍ୟମରେ। ବହୁତ ଖୁସି ଲାଗିଲା ସେଥିପାଇଁ ଲବ ଭାଇ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।

  • @Pabitra2003
    @Pabitra2003 6 місяців тому +3

    ଭାଇ ପୁରା northeast States ର vlog ବନାନ୍ତୁ

  • @AkMd-v6m
    @AkMd-v6m 6 місяців тому +2

    ଆମ ଗାଁ ରୁପାଗାଁ❤❤❤ ତମେ ଭାଇ ଆମ ଗାଁ ର ତୁମ ଦେଖି ବହୁତ ଖୁସି ଲାଗିଲା🎉🎉🎉❤❤

  • @kirankumarsabar
    @kirankumarsabar 6 місяців тому +4

    ଓଡ଼ିଆ ପୁଅ ରାୟଗଡ଼ା ଟୋକା

  • @kasinathsahoo7037
    @kasinathsahoo7037 6 місяців тому

    Love you 😘 brother 💞 ଓଡ଼ିଶା ସରକାର ପାଇଁ ବହୁତ ସୁନ୍ଦର ପ୍ରଶ୍ନ ଟିଏ

  • @sushantasahu3206
    @sushantasahu3206 6 місяців тому +3

    ମୋ ଆସାମ ରେ ଥିବା ସବୁ ଓଡିଆ ଭାଈ ଭଉଣୀ ମାନଙ୍କୁ ଜଗନ୍ନାଥ ଭଲ ରେ ରଖନ୍ତୁ

  • @BenaMajhi-c8w
    @BenaMajhi-c8w 2 місяці тому

    ଲବ ଭାଇ ବହୁତ ଧନ୍ୟବାଦ

  • @Sumanta_Nayak537
    @Sumanta_Nayak537 6 місяців тому +8

    ମୁଁ ତ ଦିସପୁର ବୋଲି ଜାଣି ଥିଲି

  • @SantoshBehera-wv4fv
    @SantoshBehera-wv4fv 5 місяців тому

    ଭାଈ ଥରେ ଗୁଜୁରାଟ କୁ ଆସନ୍ତୁ ପ୍ଲଜୀ କଲ କରନ୍ତୁ ୮୧୪୪୯୦୦୬୪୬

  • @Juanga106
    @Juanga106 6 місяців тому +3

    ଭାଇ ଟିକିଏ m s dhoni ଘର କୁ ଯାହ please ରେକୁଷ୍ଟେ କରୁଛି ଭାଇ video ଖର

  • @Public-o4b
    @Public-o4b 6 місяців тому +1

    BAhut sunder dekha jauchi...God bless all 🙏

  • @SabseAageSanatan
    @SabseAageSanatan 6 місяців тому +4

    जय श्री जगन्नाथ 🇮🇳🔱🙏🌳🙏🔱🇮🇳

  • @purnibhatra6078
    @purnibhatra6078 4 місяці тому

    ଜୟ ଜଗନ୍ନାଥ ଆମ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଭଲରେ ରକନ୍ତ

  • @comedyking14343
    @comedyking14343 6 місяців тому +2

    Bhai gujurat thore jau odia loka pakhaku❤

  • @jayhindvlogs5512
    @jayhindvlogs5512 6 місяців тому

    ଆସାମ ଯାଇଥିଲି ଭାଇ 2023 ରେ ....ସତରେ ଚ୍ଚା ବଗିଚା ବହୁତ ସୁନ୍ଦର..ଏତେ ସାରା ଓଡିଆ ଲୋକ ଶୁଣିକି ବହୁତ ଖୁସି ଲାଗିଲା