ନିଶଦାଢ଼ି ଥିବା ଝିଅ କୁ ଦେଖିଲି || met the Odia people in Africa Ethiopia

Поділитися
Вставка
  • Опубліковано 28 лют 2024
  • ନିଶଦାଢ଼ି ଥିବା ଝିଅ କୁ ଦେଖିଲି || met the Odia people in Africa Ethiopia #mutraveller

КОМЕНТАРІ • 1,5 тис.

  • @GotiMuktiAndolan_Odisha
    @GotiMuktiAndolan_Odisha 3 місяці тому +139

    ଏପରି ହୋଟେଲ ରେଷ୍ଟୁରାଣ୍ଟ ଓ ଦୋକାନ କରି କୋଣାର୍କ ଚକ୍ର ଏବଂ ଜାତୀୟ ପତକା ମାଧ୍ଯମରେ ଓଡିଶା ଓ ଭାରତକୁ ଚିହ୍ନିତ କରିଥିବାରୁ ମୁଁ ଏହି ବାରିକ ବାବୁମାନଙ୍କ ପାଇଁ ଗର୍ବିତ

  • @hemantabahera8047
    @hemantabahera8047 3 місяці тому +337

    ବାହାରେ ନିଜ ଏରିଆ ଲୋକ ଦେଖିବାକୁ ମିଳେ ତ ଲାଗେ ଯେମିତି ନିଜ ପରିବାର ଲୋକଙ୍କ ଭଳି ,, ଧନ୍ୟବାଦ୍ ❤❤❤❤❤❤❤❤❤❤❤❤❤❤❤

  • @bindassarabinda208
    @bindassarabinda208 3 місяці тому +85

    ଆମ କେନ୍ଦୁଝରିଆ ଭାଇ କୁ ଦେଖି ଭାରି ଭଲ ଲାଗିଲା thanks ଲବ ଭାଇ

    • @dwitikrushnadas6807
      @dwitikrushnadas6807 Місяць тому

      Hele ye ra mayurbhanj ru😂

    • @JRDFA
      @JRDFA Місяць тому

      ​​@@dwitikrushnadas6807laba Bhai nuha se restaurant owner Keonjhar ra anandapur ra..

  • @jharanaghosh315
    @jharanaghosh315 3 місяці тому +21

    ବହୁତ ଖୁସି ଲାଗୁଚି keonjhar ଲୋକ ଙ୍କୁ ଆଫ୍ରିକା ରେ ଦେଖି, Barik ଭାଇ laba ଭାଇ ଙ୍କୁ ଅନେକ ଅନେକ ଧନ୍ୟବାଦ 🙌

  • @SantoshDas-nq8gv
    @SantoshDas-nq8gv 3 місяці тому +119

    ଭଗବାନ ତମର ମଙ୍ଗଳ କରନ୍ତୁ ଏମିତି ସବୁ ବେଳେ ହସୁଥାନ୍ତୁ ଭାଇ

  • @Tikilifestyle
    @Tikilifestyle 3 місяці тому +216

    ଲବ ଭାଇ ଙ୍କ ସବୁ ଭିଡିଓ ରୁ ବହୁତ ନୂଆ ନୂଆ ଶିକ୍ଷା ମିଳୁଛି 👍👍👍କିଏ କିଏ କେଉଁଝର ରୁ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ❤️ସେ like କରନ୍ତୁ ଆଉ ଗୋଟେ share କରନ୍ତୁ ❤️❤️❤️ସେ

  • @SipunBehera-sb7rc
    @SipunBehera-sb7rc 3 місяці тому +135

    ଭାଇ କେନ୍ଦୁଝର ପିଲା like କର

  • @jayapallamara1080
    @jayapallamara1080 3 місяці тому +28

    ମୁଁ କେଉଁଝର ପିଲା ବହୁତ ଖୁସି ହେଲି ଯେ ଓଡ଼ିଶାର କେଉଁଝର ଜିଲ୍ଲାର ଲୋକ ଆଫ୍ରିକା ରେ ଅଛନ୍ତି ବୋଲି।

  • @user-hu6kf8bq9t
    @user-hu6kf8bq9t 3 місяці тому +123

    ଲବ ବାଇ କୁ କେତେ ଲୋକ ଭଲ ପାଉଛନ୍ତି

    • @user-ye1oe6vx6m
      @user-ye1oe6vx6m 3 місяці тому +1

      Thank you laba Bhai apana jaanatarre kebe kharap kariparibeni

  • @snjstar3679
    @snjstar3679 3 місяці тому +166

    ବହୁତ ଭଲ ଲାଗିଲା ଭାଇ ଆମ ଓଡ଼ିଶା ର ଭାଇମାନେ ଆଫ୍ରିକା ରେ ଓଡ଼ିଶା କୁ Represent କରୁଛନ୍ତି।

  • @RengeRabang
    @RengeRabang 3 місяці тому +48

    ଲବ ଭାଇଙ୍କର କଥାକୁ କେହିବି ବୁଝିପାରୁ ନାହାନ୍ତି ସମସ୍ତେ ନିଜ ଗାଁ, ଜିଲ୍ଲା ଏ ସବୁରେ ଗର୍ବ ଅନୁଭବ କରନ୍ତି । ରାଜ୍ୟ ଆଉ ଦେଶ ପାଇଁ ଅନୁଚିନ୍ତା।Video ବହୁତ୍ ଭଲ ଲାଗିଲା ଆଜିର ଲବ ଭାଇ❤❤❤।

  • @ajayakumarmohanty9582
    @ajayakumarmohanty9582 3 місяці тому +21

    ଇଥିଓପିଆ ରେ ଥିବା ଓଡ଼ିଆ ଲୋକଙ୍କ ହୋଟେଲ ଦେଖିଲୁ। ତାଙ୍କ ସହ ଆଲୋଚନା ବହୁତ ଖୁସି ଲାଗିଲା। ଧନ୍ୟବାଦ।

  • @hemantabahera8047
    @hemantabahera8047 3 місяці тому +219

    କେଓଁଝର ଲୋକେ ଆଫ୍ରିକା ରେ ସେଟେଲ ମାନିବାକୁ ପଡ଼ିବ,, ଧନ୍ୟବାଦ୍ ❤❤❤❤❤❤❤❤❤❤❤❤❤

    • @m4trider
      @m4trider 3 місяці тому +20

      Keonjhar jia dekhucha comment full hebo jemiti ❤

    • @hemantabahera8047
      @hemantabahera8047 3 місяці тому +3

      @@m4trider ଧନ୍ୟବାଦ୍ Thanks 👍🙏 BBSR ରୁ ମୁଁ ହେମନ୍ତ ଭାଇ ❤️❤️❤️❤️❤️

    • @subhashreemohapatrameera9918
      @subhashreemohapatrameera9918 3 місяці тому +6

      Keonjhar anandpur keun Village ru belong karanti

    • @anilkumarjena6333
      @anilkumarjena6333 3 місяці тому +3

      Biju kn kalu re dekha hei Gala👍

    • @Sonu_sanu_12
      @Sonu_sanu_12 3 місяці тому

      Mu belong karuchhi​@@subhashreemohapatrameera9918

  • @GaganpratapGagan-lg8kf
    @GaganpratapGagan-lg8kf 3 місяці тому +71

    Africa ରେ ଓଡ଼ିଆ ଭାଇ ମାନଙ୍କୁ ସ୍ୱାଗତମ👍

  • @munathewriter1234
    @munathewriter1234 20 днів тому +1

    ସେ ଓଡ଼ିଆ ଭାଇ ଙ୍କୁ ଧନ୍ୟବାଦ କାରଣ ସେ ସେଠି ରହି ଇଣ୍ଡିଆନ ଖାଦ୍ୟ ଇଣ୍ଡିଆନ ର ସବୁ ସାମଗ୍ରୀ ଦୋକାନ କରି ଥିବାରୁ ଯାହାଫଳରେ ଇଣ୍ଡିଆନ ଲୋକେ ଗଲେ ଆରାମ ରେ ରହି ପାରିବେ ଓ ଇଣ୍ଡିଆନ ଖାଦ୍ୟ ବି ଖାଇ ପାରିବେ jay Jagannath

  • @homundaaarsi9489
    @homundaaarsi9489 3 місяці тому +11

    Wow nice Odisha people... Love you all from Bhubaneswar..

  • @Rusumajhi3010
    @Rusumajhi3010 3 місяці тому +56

    ଲବ ଭାଇ ଆଫ୍ରିକାରେ ଓଡ଼ିଆ ମାନଙ୍କୁ ଭେଟିବାକୁ ଦେଖି ଭଲ ଲାଗିଲା ok Jai jagannath

  • @Majhi_Info_01
    @Majhi_Info_01 3 місяці тому +97

    ବହୁତ ଖୁସି ଲାଗିଲା Love you ODISHA ❤

  • @Labakusha2bro
    @Labakusha2bro 3 місяці тому +28

    Keonjhar ପିଲା ପୁଣି ଆଫ୍ରିକା ରେ resturant, 😱 ମୁଁ ବହୁତ୍ ଖୁସି,

  • @hrudanandasankhua5824
    @hrudanandasankhua5824 3 місяці тому +13

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @villagestarsrikanta
    @villagestarsrikanta 3 місяці тому +17

    ଭାଇ ବହୁତ୍ ଖୁସି ଲାଗିଲା ଯେ ଇଥୋପିଆ ରେ ଓଡ଼ିଆ କମୁନିଟି ଅଛନ୍ତି । ଜୟ ଜଗନ୍ନାଥ 🙏🙏🛕🚩ବନ୍ଦେ ଉତ୍କଳଜନନୀ

  • @rajasahoo2505
    @rajasahoo2505 3 місяці тому +51

    ବହୁତ ଖୁସି ଲାଗିଲା ....ମୁ ବି ଆନନ୍ଦପୁର ରୁ ଭାଇ....ବହୁତ୍ ଭଲ ଲାଗିଲା ଆମ ଆନନ୍ଦପୁର ର ଭାଇ ଆଫ୍ରିକା ରେ ରେଷ୍ଟୁରାଣ୍ଟ ଦେଇଥିବା ଦେଖିକି ।

  • @manumurmu4511
    @manumurmu4511 3 місяці тому +17

    ବାରିକ ଭାଇଙ୍କର ଆଫ୍ରିକା ଇଥୋପିଆରେ କୋଣାର୍କ hotel ରେ ଜଉ କୋଣାର୍କର ଚକ ଆମ ODISHA ର ଗୋଟେ ସଙ୍କେତ ଦର୍ଶାଉଛି ବହୁତ ଭଲ ଲାଗୁଛି ଭିଡିଓ ଦେଖିକି, ଜୟ ଜଗନ୍ନାଥ 🛕🛕🛕🛕🛕

  • @santoshjhankarindiatem151
    @santoshjhankarindiatem151 3 місяці тому +7

    କେନ୍ଦୁଝର ଭାଇଙ୍କ ଆଫେକାରେ ବେପାର ଧନ୍ୟବାଦ 🙏🙏🙏

  • @laxman__technical_09
    @laxman__technical_09 3 місяці тому +433

    ଭାଇ କୁ କିଏ କିଏ ଭଲ ପାଉଛ ?

    • @16i87
      @16i87 3 місяці тому +5

      Tame ta bahut bhala paucha

    • @16i87
      @16i87 3 місяці тому

      😂

    • @Smr600
      @Smr600 3 місяці тому +4

      Amo Taka amo odisha taka❤

    • @theanimal3153
      @theanimal3153 3 місяці тому +1

      ❤❤❤❤❤❤❤

    • @bhikarigouda4887
      @bhikarigouda4887 3 місяці тому +1

      ❤❤❤

  • @bilasinipradhan4997
    @bilasinipradhan4997 3 місяці тому +13

    ଓଡିଶା ଲୋକ ଙ୍କୁ ଆପଣଙ୍କ ପାଖରେ ଦେଖି ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ ଆଶୀର୍ବାଦ

  • @FACT_555_
    @FACT_555_ 3 місяці тому +4

    ଭାଇ ମୁଁ ଲେଖିକି ଦଉଚି ତମେ ବହୁତ୍ sucsess ପାଇବ ok ଭାଈ ସେତେବେଳେ ଆମକୁ ଭୁଲିବିନି ଆମେ ତମ real fan Bhai🙏🙏 and we love you laba ଭାଇ

  • @deepakkumarnayak7831
    @deepakkumarnayak7831 3 місяці тому +29

    ବହୁତ ସୁନ୍ଦର ମୁହୂର୍ତ୍ତ 👌

  • @DebadattaMahanta-dt8ke
    @DebadattaMahanta-dt8ke 3 місяці тому +21

    ଓଡ଼ିଆ ଲୋକ ପାଇଗଲେ ଧନ୍ୟବାଦ

  • @baburammunduya1882
    @baburammunduya1882 3 місяці тому +3

    Africa re keonjhar bhai nku dekhi bahut khusi lagila 👍👍

  • @stmproduction7634
    @stmproduction7634 3 місяці тому +14

    ଆମ ଦେଶ ବାହାରେ ଓଡିଆ ଭାଇ ମାନଙ୍କୁ ପାଖରେ ପାଇ ଖୁସୀରେ ଲୁହ ଆସିଯାଇଥିବ ନିଶ୍ଚୟ ❤❤❤❤❤

  • @anupamadas6512
    @anupamadas6512 3 місяці тому +3

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା। ଆଫ୍ରିକା ରେ ଓଡିଆ ଲୋକଙ୍କ ସହିତ ସାକ୍ଷାତ କରିଲ ବହୁତ ଭଲ ଲାଗିଲା । ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ।

  • @SumitraSurin-os1en
    @SumitraSurin-os1en 3 місяці тому +3

    Bahut dobara thaka dura hela bhala laguchi ,Good u enjoy like anything and entertain us,God bless u abundantly ❤❤❤

  • @aksbs11
    @aksbs11 3 місяці тому +30

    jai jaggnath. Your job is great and heart touching. Special thanks to Barik babu who give special treat to our ODIA HERO.LABA HANSDA.

  • @balmatimallick5458
    @balmatimallick5458 3 місяці тому +7

    Good luck Bhai. Mor request gote je tome jemiti sabu area aamoku dekhaucha semiti thore tome aamoku dekha karibaku Kandhamal district aaso. Aame bi chanhuchu real hero ku real dekhibaku. thanks for everything.

  • @TripleKEmpire-br8tf
    @TripleKEmpire-br8tf 3 місяці тому +17

    ଭଲ ଲାଗିଲା ଆଜିର ଭିଡ଼ିଓ Ethopia ରେ ଓଡ଼ିଆ ଲୋକ ହୋଟେଲ ରେଷ୍ଟୁରାଣ୍ଟ କରିଛନ୍ତି ❤❤❤ ଜୟ ଜଗନ୍ନାଥ

  • @RanjanPatra-yb5mf
    @RanjanPatra-yb5mf 3 місяці тому +52

    ଲବ ଭାଇକଂ ସାଗଂ like kara 👍👍👍👍

  • @Dark_thunder452
    @Dark_thunder452 3 місяці тому +6

    This guy is too cool & humbled ❤🎉

  • @RkLifestyle-bb6eg
    @RkLifestyle-bb6eg 3 місяці тому +10

    ଯା ହଉ ଆଫ୍ରିକା ରେ ଓଡିଶା କୋଣାର୍କ ହୋଟେଲ ଦେଖିକି ବହୂତ୍ ଖୁସି ଲାଗିଲା,,

  • @debendrakumarmalik4232
    @debendrakumarmalik4232 3 місяці тому +10

    ବହୁତ୍ ବହୁତ୍ ବଢିଆ ଲାଗିଲା ଆଫ୍ରିକା ରେ ଏହି ଭିଡିଓ ଭାଇ super se uper ଲବ ଭାଈ god bless u fantastic vlogs 🙏🙏🙏 ଜୟ ଜଗନ୍ନାଥ ଜୟ ହିନ୍ଦ୍

  • @bibhudattasahoo3511
    @bibhudattasahoo3511 3 місяці тому +32

    ଓଡ଼ିଶା ରୁ ଯୋଉ ଭାଇ ଭଉଣୀ ମାନେ ଗୋଟେ like ହଉ।❤❤ Support kara vai ku

  • @PanchuBhai
    @PanchuBhai 3 місяці тому +7

    Iam ❤ From kendhujhar

  • @sahooashish325
    @sahooashish325 3 місяці тому +2

    Wonder full odia loka nku dekhi dil khushi hoigala❤❤❤❤

  • @pravakarsahoo8743
    @pravakarsahoo8743 3 місяці тому +2

    Jay jagannatha. Bahut bhala lagila video. Special odia bhai manaka pain

  • @sureshchandradas88
    @sureshchandradas88 3 місяці тому +29

    It's really a different feeling meeting odiya people in Africa. Thanks for taking Odia culture to Africa. Thanks for giving the names of your shops " konark " ❤

  • @Kjr20067
    @Kjr20067 3 місяці тому +7

    Mu keonjhar toka🎉

  • @guddumurmu7874
    @guddumurmu7874 3 місяці тому +1

    Barik bhainku bahut bahut dhanyawad proud to be an odia 🙏🙏🙏

  • @desivlog4325
    @desivlog4325 3 місяці тому +3

    Respect ✅ odisha boys ❤

  • @ranjankumarnayak6141
    @ranjankumarnayak6141 3 місяці тому +6

    Anandpur bhai mu.ghatgaon black ru Jay maa tarini

  • @Ramachadra3639
    @Ramachadra3639 3 місяці тому +11

    ଭାଇ ଖୁସି ଲାଗିଲା ମୁଁ କେନ୍ଦୁଝର district ଆନନ୍ଦପୁର ରୁ ହାଟଡ଼ିହି block ଆମର ଏଠି ପାଖରେ!

  • @nagendrapradhan8123
    @nagendrapradhan8123 3 місяці тому +2

    ବହୁତ ଭଲ ଲାଗିଲା ସେଥିପାଇଁ ବହୁତ ବହୁତ ଧନ୍ୟବାଦ

  • @RB7status
    @RB7status 3 місяці тому +6

    ଲବ ଭାଇ ଧନ୍ଯବାଦ୍ ଆପଣଙ୍କୁ ମୁ ନବରଙ୍ଗପୁର ଜିଲ୍ଲାରୁ କହୁଥିଲି, ଆମ ଭାରତର ଲୋକ ମାନଙ୍କୁ ମିଶି କଥା ବାର୍ତ୍ତା କଲ,ବହୁତ ବଡିଆ ଲାଗିଲା ।ଯେ ଏକା ବୁଲୁଛ ଆମକୁ ଦେଖିବା ଲୋକକୁ ଡର ଲାଗୁଛି ।ଜୟ ଜଗନ୍ନାଥ ।

  • @surendraadityavlogs
    @surendraadityavlogs 3 місяці тому +8

    ଓଡ଼ିଆ ଭାଈ ମାନକୁ ଦେଖି ବ ହୁତ ଖୁସିଲାଗିଲ

  • @Abhirkumar-wb6sb
    @Abhirkumar-wb6sb 3 місяці тому +2

    Nice bro ବହୁତ ଭଲ ଲାଗିଲା ଓଡ଼ିଆ ଲୋକ ଓଡିଶା କୁ ଭଲ ପାଆନ୍ତି ଆଉ respected ଦିଅନ୍ତି i love my india🇮🇳🇮🇳🇮🇳🙏🙏

  • @kausikprusty6343
    @kausikprusty6343 3 місяці тому +7

    I am also an employee of CSM TECHNOLOGY BBSR. Thank you Laba Bhai 💓

  • @Kanheihansda36
    @Kanheihansda36 3 місяці тому +13

    ଆମ ପାଖରେ ବାରିକ୍ ଭାଇ ଆନନ୍ଦପୁର

  • @sksidharthofficial3263
    @sksidharthofficial3263 3 місяці тому +9

    ମୁଁ ମଧ୍ୟ ଆପଣଙ୍କ ପରି vloging ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚

  • @puspanjalinaik164
    @puspanjalinaik164 3 місяці тому +2

    ବହୁତ୍ ସୁନ୍ଦର୍ l ଆମ କେନ୍ଦୁଝର ଭାଇ ଙ୍କୁ ଦେଖି ଖୁସି ଲାଗିଲା l ଆପଣ ଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍ ଭାଇ l ଆପଣ ଭଲରେ ଥାଆନ୍ତୁ l Jay Jagannath 🙏🙏🙏

  • @MRJMOfficial
    @MRJMOfficial 3 місяці тому +2

    ବହୁତ ଭଲ ଲାଗିଲା ଭାଇ I love odisha ❤❤❤

  • @theanimal3153
    @theanimal3153 3 місяці тому +5

    ଲବ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ❤❤❤ଜୟ ଜଗନ୍ନାଥ❤❤❤❤

  • @ramkrushna9134
    @ramkrushna9134 3 місяці тому +7

    ଭାଇ ଯାହା କୁହ ପଚେ ଏହି ଭିଡିଓ ଟା ଦେଖି ମୋତେ ବହୁତ୍ ଖୁସି ଲାଗିଲା ଆଉ ଆପଣଙ୍କ ବି ଏତେ ଖୁସି ଅଛ ଭଗବାନଙ୍କ ଆଶ୍ରିବାଦ ରୁ ଆପଣ ସବୁବେଳେ ଏମିତି ଖୁସିରେ ରୁହନ୍ତୁ । ଜୟ ଜଗନ୍ନାଥ 🚩🙏👍❤️

  • @saridharaprasat48
    @saridharaprasat48 3 місяці тому +1

    Bahuta bhala lagila laba bhai

  • @jadumarndi4651
    @jadumarndi4651 3 місяці тому +1

    Laba Bhai bahuta sundara lagila , amo odisha lakanka sahita meet kala bahuta proud ra Katha , love you more laba Bhai , jai jagannath ❤🙏🙏🙏

  • @ODIATOKASUDAM
    @ODIATOKASUDAM 3 місяці тому +30

    Lovely 😍😍😍😍

  • @ranisoren6023
    @ranisoren6023 3 місяці тому +3

    I'm not getting too much time to watch your videos but when ever get time i really like to watch your videos...thank you so much for such beautiful and informative videos..... Love from Mayurbhanj.. ❤❤❤❤❤

  • @harishchandrahembram5588
    @harishchandrahembram5588 3 місяці тому +1

    Anandapur bhai ku dilse salam

  • @emanjojo6396
    @emanjojo6396 3 місяці тому +2

    ବହୁତ ଭଲ ଲାଗିଲା ଭାଇ ଆମ ଦେଶର ଲୋକ ଆଫୀରୀକାରେ ମଧୟ ଅଛନତି ମୁ ସୁନ୍ଦରଗଡ ଜିଲାରୁ ଓଡିଶା କପ ଆସିଲେ ଆମପଟେ ଆସିବେ

  • @phinyalatabhuyan789
    @phinyalatabhuyan789 3 місяці тому +5

    ବହୁତ ଭଲ ହେଇଛି ❤❤

  • @dibyaranjanmerli3315
    @dibyaranjanmerli3315 3 місяці тому +8

    Africa re Resturant kholiki Service Provide karuthivaru bahut bhala lagila bhai

  • @sashikanta414
    @sashikanta414 3 місяці тому +2

    One of the best blog thank you so much

  • @GotiMuktiAndolan_Odisha
    @GotiMuktiAndolan_Odisha 3 місяці тому

    ମୋତେ ମଧ୍ଯ ବହୁତ ଖୁସି ଲାଗୁଛି ଓଡିଆ ଲୋକ ସେଠାରେ ରେଷ୍ଟୁରାଣ୍ଟ କରିଛନ୍ତି। ସ୍ନେହର ଲବଙ୍କୁ ଧନ୍ଯବାଦ ସେ ଏହା ଦେଖାଇ ଥିବାରୁ

  • @ashrankandulana6233
    @ashrankandulana6233 3 місяці тому +9

    Best wishes today you are very memorable day.. ❤❤

  • @rmblogs
    @rmblogs 3 місяці тому +8

    ଆମ ହାଟଡିହି ଲୋକ😮😮😮😮😮

  • @Asim-xz2hp
    @Asim-xz2hp 3 місяці тому +2

    Odisha bahut development houchhi.... 💯🙏💯

  • @kumudinidas8740
    @kumudinidas8740 3 місяці тому

    Han pua Khushi lagila odia Bhai tumaku miligale. God bless you beta

  • @sasmitapanda3688
    @sasmitapanda3688 3 місяці тому +5

    So beautiful restaurant 😍 amazing to listen odia language in Ethiopia 😮😮

  • @user-cu1hd3dd6d
    @user-cu1hd3dd6d 3 місяці тому +4

    କୋରାପୁଟ ରୋ ଭାଇ ଭଉଣୀ ମାନେ ସବୁ ଲାଇକି କର 🏡👍

  • @srittamraut9999
    @srittamraut9999 2 місяці тому

    ଭାଇ ଓଡିଆ ଏକତା ଜିନ୍ଦାବାଦ, ନମସ୍ତେ।

  • @Dsrrsren7184
    @Dsrrsren7184 3 місяці тому

    Very nice pics and great job lobo bhai 👍. Jai jagannath

  • @sharmitakitchen
    @sharmitakitchen 3 місяці тому +6

    Khub e valo laglo ❤❤❤❤❤❤❤❤❤❤❤❤❤

  • @mamatasoren8469
    @mamatasoren8469 3 місяці тому +5

    beautiful ❤❤❤

  • @AmitaBatri-sd2ue
    @AmitaBatri-sd2ue 3 місяці тому

    Very nice Bhai God bless you

  • @pitabashkandi8317
    @pitabashkandi8317 3 місяці тому +1

    Jay jaganatha ❤❤ Bhai

  • @GamiyaLifestyle-rs5ws
    @GamiyaLifestyle-rs5ws 3 місяці тому +12

    Lovely ❤️❤️❤️

  • @sarojkumarsahoo6783
    @sarojkumarsahoo6783 3 місяці тому +6

    ଜୟ ଜଗନ୍ନାଥ❤🙏

  • @amautkal
    @amautkal 3 місяці тому +1

    ଭିଡିଓ ଟି ବହୁତ ଭଲ ଲାଗିଲା❤❤❤ ଯୋଉଠି କୁ ଯାଉଛ ସେଠାକର ସହର ଓ ଗାଁ ଦୁଇଟି ଜାଗାର ଭିଡିଓ ବନାଓ

  • @143Bapa
    @143Bapa 3 місяці тому +1

    Great 🎉
    Keep it up and congratulations both of you

  • @BapaMaloveExpress
    @BapaMaloveExpress 3 місяці тому

    Nice video bhai happy journey

  • @bijaydehuri
    @bijaydehuri 3 місяці тому +4

    ଲବ ଭାଇ ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା

  • @SudarsanSethy-xi1et
    @SudarsanSethy-xi1et 29 днів тому

    God bless you . I know many more so many thanks to you

  • @localfcvlogs
    @localfcvlogs 3 місяці тому +1

    Thanks naba bhai happy journey africa

  • @bijudilkhusisejhumjathaheb6295
    @bijudilkhusisejhumjathaheb6295 2 місяці тому

    ଲବ ଭାଇ ଙ୍କୁ ଆମେ ସମସ୍ତେ ବହୁତ୍ ଅନ୍ତରରୁ ଭଲ ପାଉ ଜୟ ଓ ଲବ ଭାଇ🙏

  • @NandakiswarMallick
    @NandakiswarMallick 3 місяці тому +2

    ଜୟ ଶ୍ରୀ ରାମ ଜୟ ଶ୍ରୀ ଜଗନ୍ନାଥ ଭିଡିଓ ଟି ବହୁତ ଭଲ ଲାଗାଲା ନିଜଲୋକଂକୁ ଦେଖିଲେ ନିଶ୍ଦୟ ଭଲ ଲାଗିବ ଦେଖି ବା ଲୋକଂକୁ ସେମିତି ହିଁ ଲାଗିବ

  • @sanjuktamohanta978
    @sanjuktamohanta978 3 місяці тому +1

    Very very nice vlog bhai🥰God bless you🙏🙏🙏

  • @pabitramohandandia274
    @pabitramohandandia274 3 місяці тому

    Beautiful very nice video bhai ❤️💐💐

  • @santoshpatra4234
    @santoshpatra4234 3 місяці тому

    Pura badhia vidio.. Mate bahutu intrest laguchi aga ku aga dekhiba ku.

  • @jagannath_ramboi
    @jagannath_ramboi 3 місяці тому

    Very nice 👍👍👍 bhai thanks for this update

  • @maheswarnaik8712
    @maheswarnaik8712 3 місяці тому

    Very good initative laba bhai to explore.

  • @sulochanadalnayak-cr9jk
    @sulochanadalnayak-cr9jk 3 місяці тому

    Very nice video.God bless you

  • @judhisthiranaik2503
    @judhisthiranaik2503 3 місяці тому +2

    ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା, ବହୁତ ବହୁତ ଧନ୍ୟବାଦ l