Jibana Do Chhakire Ashara Alok Ep 405 02 MAR 2024

Поділитися
Вставка
  • Опубліковано 2 бер 2024
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 405#OdishaTV #OTV

КОМЕНТАРІ • 228

  • @Adityapani956
    @Adityapani956 Місяць тому +14

    ଏବେବି ଦୁନିଆରେ ଏଭଳି ନିରିହ ଝିଅ ଅଛନ୍ତି ଶେ ଝିଅଙ୍କୁ ଧନ୍ୟବାଦ

  • @BhubaneswarBehera-nr8ir
    @BhubaneswarBehera-nr8ir 3 місяці тому +91

    ଝିଅ ନେଇଥିବା ନିଷ୍ପତ୍ତି ବହୁତ ସୁନ୍ଦର ଓ ସ୍ୱାଗତଯୋଗ୍ୟ

  • @Santoshsahu-hv3ro
    @Santoshsahu-hv3ro 3 місяці тому +37

    ଏ ପୁଅ ସହିତ ଯିବା ଉଚିତ ନୁହଁ .. ସାର୍ଥପର ପୁଅ ଟଙ୍କା ହଡ଼ପ କରିବାକୁ ଝିଅଙ୍କୁ ନେବାକୁ ଚାହୁଁଛୁ..ଧୋକାବାଜ ମଣିଷ

  • @shankarsanbehera1004
    @shankarsanbehera1004 3 місяці тому +6

    ଯାହା ହଉ ଏ ମାନେ ସଦା ବେଳେ ସତ କହୁଛନ୍ତି ।ଏବଂ ସବୁ ମାନୁଛନ୍ତି ଏବଂ ସତ କୁହନ୍ତି ବି ଏମାନେ ସଦାବେଳେ । ଝିଅଟିର ବହୁତ ଦୁଃଖ ଭଗବାନ ତାକୁ ସାହା ହୁଅନ୍ତୁ ଜୟ ଜଗନ୍ନାଥ

  • @manashpritamlenka8050
    @manashpritamlenka8050 3 місяці тому +9

    ଶଳା ମାଙ୍କଡ ମୁହାଁ ଗୋଟେ sunduria ଝିଅ ଟେ ପାଇଛି ବୁଲି ଅଧିକା ରଙ୍ଗ ହଉଛି

  • @biswajitmahakud3870
    @biswajitmahakud3870 3 місяці тому +24

    ଯାହା ହେଲେବି ମିହିର ଦାସଙ୍କଭଳୀ କେହିନୁହଁ 😂😂😂😂

  • @thatfilmyguy610
    @thatfilmyguy610 3 місяці тому +9

    ସୋମେଶ ବାବୁ ଗୋଟେ ପ୍ରଶ୍ନ ପଚାରିକି ତାର ଉତ୍ତର ପୁରା ଶୁଣନ୍ତୁ ତାପରେ ଆପଣ ଆଉ ଗୋଟେ ପ୍ରଶ୍ନ ପଚାରିବେ କିମ୍ବା ସଫେଇ ଦେବେ ।

  • @user-wg5ti6ev4c
    @user-wg5ti6ev4c 3 місяці тому +28

    Jhia ti bahut vala❤❤

  • @rasmitasahoo9510
    @rasmitasahoo9510 3 місяці тому +3

    ଏ ଟୋକା ଭାରି ରସିକିଆ.... ଖାଲି ନିରୋଳା ପାହାର ତେବେ ଯାଇ ପ୍ରେମ ନିଶା ଉତୁରିବ 😊

  • @thatfilmyguy610
    @thatfilmyguy610 3 місяці тому +6

    ସୋମେଶ ବାବୁ ନିଜେ କମ୍ କଥା କହି ପ୍ରୋଗ୍ରାମ କୁ ଆସିଥିବା ଲୋକମାନଙ୍କୁ ଅଧିକ କହିବାର ସୁଯୋଗ ଦେଲେ ଭଲ ହୁଅନ୍ତା।

  • @kamalmajhi2291
    @kamalmajhi2291 3 місяці тому +10

    ପୁଅ ଟା ଜମା ଭଲ ନାଇଁ.... ଏ ଝିଅ ଭାରି ନିରୀହ ସରଳ...

  • @munasethi4167
    @munasethi4167 3 місяці тому +6

    ଭଲ ପାଇବା ଟା ହେଉଛି ଦୁଇଟି ମନ ର ମିଳନ ଯେହେତୁ ଏମାନେ ପରସ ପରକୁ ବୁଝି ନାହାଁନ୍ତି ସେ ଜୁଗୁ ଏମାନଙ୍କ ଝଗଡା ହେଇଛ🥲🥲🥲🥲

  • @prabhakardas4898
    @prabhakardas4898 3 місяці тому +13

    ମୋର ଲେଖିବାର କାରଣ ମୁଁ ଓଡ଼ିଆ ପ୍ରଥମେ ଓଡ଼ିଆ ଝିଅକୁ ବିବାହ କରିଥିଲି ଦ୍ଵିତୀୟରେ ଆଦିବାସୀ ଝିଅ ଆଣିଥିଲି ଆପଣ ଭାବୁଥିବେ ଏମିତି କରିବାର କାରଣ କଣ ମୁଁ ଲେଖିବିନି ଏସବୁ ଆପଣଙ୍କ ଭାବନା ଉପରେ ନିର୍ଭର କରେ ଏତିକି ଆଦିବାସୀ ସ୍ତ୍ରୀ ପାଖରେ ନାହିଁ ଏତିକି ଜାଣିଲି ଯେ ଆଦିବାସୀ ପରିବାର ଲୋକଙ୍କ ଚିନ୍ତାଧାରା ପରି ଉତ୍ତମ ଚିନ୍ତାଧାରା ସଂସାରରେ କେହି ମଣିଷ ପାଖରେ ନାହିଁ ଯୟ ଜଗନ୍ନାଥ

  • @RupshreeswainRupshreeswain
    @RupshreeswainRupshreeswain 3 місяці тому +19

    Hospital re satru bi admit hele dukha lage,,
    Nija wife ku chhadi kemiti asilu 😠😠😠😠,,

    • @gbstudy306
      @gbstudy306 3 місяці тому

      ମାନବିକତା ହରାଉଛନ୍ତି ନିଜ ସ୍ବାର୍ଥ ପାଇଁ

    • @kailashsoy462
      @kailashsoy462 3 місяці тому

      right mu jahaku ate rage sia accident re medical re thila hele mu help koli abe frnd hela

    • @gbstudy306
      @gbstudy306 3 місяці тому

      @@kailashsoy462 thanku dear

    • @Chandankumarsahoo032
      @Chandankumarsahoo032 3 місяці тому

      @@kailashsoy462 u did a great job gentleman ❤

  • @ranjansethy569
    @ranjansethy569 3 місяці тому +19

    ଶଳା ଗୋଟା କୁ ସମ୍ଭାଳି ହେଉନ ଏ ଶଳା ଦିଟି ବିବାହ କରିଛି

  • @TapanBhoi-tm9rd
    @TapanBhoi-tm9rd 3 місяці тому +8

    ସବୁ କଥା ରୁ ଜଣା ପଡୁଛି ପିଲା ଟା ଖରାପ

  • @sashitourandtravel3065
    @sashitourandtravel3065 3 місяці тому +2

    ଢ଼ଳେଇ କାମ ମୋ ପାଖରେ ବହୁତ ଅଛି, ପଳେଇ ଆସ ମୋ ପାଖକୁ, ମୋତେ ଲୋକ ମିଳୁ ନାହିଁ ଆଉ ଆକୁ କାମ ମିଳୁ ନାହିଁ.

  • @sangamaifarming
    @sangamaifarming 3 місяці тому +10

    ଏମିତି ଲୋକ କୁ କେବଳ ମେଣ୍ଟେନେସ ପାଇଁ ଦାବି କରି ବା କଥା ପାଖକୁ ଡାକିଲେ ପିଲା କରି ପୁଣି ଛାଡ଼ି ଦେବ (ସାପ କୁ କ୍ଷୀର ଦେଇ ରଖିବା ଯାହା ହୁଏ),|

  • @gobindasarbhan4733
    @gobindasarbhan4733 3 місяці тому +4

    ବହୁତ ବହୁତ ଧନ୍ଯବାଦ୍ ସେହି ଭଉଣୀକୁ ତାର ଭଲ ପାଇବାର

  • @nibeditapradhan-do2ey
    @nibeditapradhan-do2ey 3 місяці тому +5

    Jhia tie bahut vala Jay Jagannath 🙏🙏🙏🙏

  • @PranatiPasayat-ru2dc
    @PranatiPasayat-ru2dc 3 місяці тому +10

    Sir, madam apana mananku asesh dhanyabad, namaskar

  • @LaxmanSwain-ej9yh
    @LaxmanSwain-ej9yh 3 місяці тому +7

    ନିରିହ ଝିଅ କ'ଣ ପାପ କରିଥିଲା ହେଭଗବାନ

  • @Siddhant110
    @Siddhant110 3 місяці тому +11

    ଶଳା ଏଇ କୋଉ ଗ୍ରହ ରୁ ଆସିଛି ଏଭଳିଆ ଲୋକ ସମାଜରେ ଅଛନ୍ତି

  • @SuryakantiBehera-lj5jv
    @SuryakantiBehera-lj5jv 3 місяці тому +6

    Sir best bahut bhalabhabare bujhei parithibaru❤❤❤❤❤❤❤❤❤❤❤❤

  • @funnyshort2030
    @funnyshort2030 3 місяці тому +11

    Very good discussion ☺️❤❤❤❤❤❤❤

  • @parthasarathipatra1416
    @parthasarathipatra1416 3 місяці тому +4

    Appa she jiea re maa paei Achanthi🎈🎈🎈🎈❤❤

  • @puspakant111sahu5
    @puspakant111sahu5 3 місяці тому +6

    Wou sukramani is very beautiful 😮

  • @monaroshni8758
    @monaroshni8758 3 місяці тому +16

    Jhia ti bht sundari ❤

  • @KEDARCHANDRABEHERA
    @KEDARCHANDRABEHERA 20 днів тому

    Aimiti jhia paiba bhagya re thile mile ei jhia nku bhgavan shaya huantu

  • @sadhanugursandi8798
    @sadhanugursandi8798 2 місяці тому

    ଏଇଟା ମିଛ କଥା ଦୁଇ ତିନି ଟା କୁ ବାହା ହବା କୌଣସି ପରମ୍ପରା ରେ ନାହିଁ କି କୌଣସି ଜାତି ରେ ନାହିଁ .. ଏଇଟା ବୁଝାମଣା ଅଭାବ ରେ ଆଉ ଶିକ୍ଷା ଅଭାବରେ ଏହି ନିଷ୍ପତ୍ତି ନିଅନ୍ତି ମଣିଷ...ଏମିତି ସବୁ ଜାତିରେ ହଉଛି....🙉🙉

  • @dusmantpalatasingh6598
    @dusmantpalatasingh6598 3 місяці тому +6

    Jhia ti vahuta val Jagannath bharasa huantu

  • @BhubaneswarBehera-nr8ir
    @BhubaneswarBehera-nr8ir 3 місяці тому +12

    ଏ ପିଲାର ଗୋଟେ ସ୍ତ୍ରୀରେ ଶାନ୍ତି ନାହିଁ,,, ବେଇମାନଟୋକା

  • @baikunthasahoo9783
    @baikunthasahoo9783 3 місяці тому +1

    Great news congratulations Jay jaganatha

  • @pramodbehera5192
    @pramodbehera5192 3 місяці тому +3

    ନାରୀ ନୁହେଁ ତୁ ନାରାୟଣୀ 🤱🏾

  • @satya17j
    @satya17j Місяць тому

    ଭଉଣୀ ଲୋ ସତରେ ତୋ ଭଳି ଝିଅ ଆଜିର ଦୁନିଆ ରେ ବୋହୁତ କମ୍ ଅଛନ୍ତି।😢 ତତେ ଠାକୁର ସବୁ ବେଳେ ଭଲ ରେ ରଖନ୍ତୁ 😢

  • @aakashakkicreations6516
    @aakashakkicreations6516 3 місяці тому +11

    ଏ ପଣ ବନ୍ଦ କରିଦେଲେ ସବୁ କଥାର ସମାଧାନ ହୋଇ ଯାଆନ୍ତା

    • @abc-xr4bi
      @abc-xr4bi 3 місяці тому

      Joutuko kotha ta volo aau

  • @gobindanayak3467
    @gobindanayak3467 Місяць тому

    Veri good vhune❤❤😂😂🙏🙏🙏🙏

  • @user-tk9cw3ws3p
    @user-tk9cw3ws3p 3 місяці тому +1

    ପୁଅ ପାଖକୁ ଗଲେ ଝିଅ କଷ୍ଟ ପାଇବ ନ ଜିବା ଟା ଠିକ୍

  • @laxmijena6054
    @laxmijena6054 Місяць тому

    Jhiatiku dhanyavaad vagaban saga huantu

  • @JagabandhuMalik-ck5fj
    @JagabandhuMalik-ck5fj 3 місяці тому +1

    ଆମ୍ଭେ ଜାଣିବାକୁ ପାଉଛୁ, ପ୍ରଥମ କଥା ଝିଅକୁ ୨୩ପୁଅକୁ୨୨ ଇଏ କଥା ପ୍ରଥମେ ଭୁଲ ହେଇଚି।ତାପରେ ଭଲ ପାଇ ବାହା ହେଲାପରେ ଆଉ ଯୋଉତୁକ କଥା କାହିଁକି?ପୁଣି ଆଉ ଥରେ ବାହା ହବା କଥା ଇଏ ବଡ଼ ଭୁଲ କଥା।ଇଏ ଶଳା ବାଷ୍ଟାଡ ଅଛି।ଏଠି ଅନେକ ଲୋକ ମାଇକିଣା ପ୍ରେମରୁ ଵଞ୍ଚିତ ଥିଵାରୁ ଇଏ ଶଳାଟି ଦୁଇ ଦୁଇ ଟା ମାଇକିଣା ଧରିକି ଶୋଇବ।ଶଳା ମହା ଭାଡୁଆ ଅଛି।

  • @KenchuMaharathi-iz3rb
    @KenchuMaharathi-iz3rb 3 місяці тому +5

    Ae toka ku mada darakar sir

  • @KenchuMaharathi-iz3rb
    @KenchuMaharathi-iz3rb 3 місяці тому +3

    Bahute bhala jhea te ❤❤❤❤❤

  • @bhajarajghibela-po7kr
    @bhajarajghibela-po7kr Місяць тому

    ଏହି ଝିଅଭାରିଭଲ ଏଇଟୋକାଭରିଖରାପ

  • @sisirBuda-id4dp
    @sisirBuda-id4dp 3 місяці тому +7

    ନିର୍ମଳ ହୃଦୟ ର ଝିଅ

  • @prasantapalei1731
    @prasantapalei1731 3 місяці тому +2

    ଝିଅଟିକୁ ସତରେ ବାଧିଛି।

    • @anishaani6079
      @anishaani6079 3 місяці тому

      Badhichhi mane gote pila ku eka sambhaliba bahut kasta ku love mrrgg re dhoka😢

  • @prasannabehera1461
    @prasannabehera1461 3 місяці тому +5

    Pilata pain Kete kanduchi kemiti ka purusha Tu ete nirdaya jhia tiku chhadi 2nd mirage kalu Dhanya kahiba Tate

  • @manoranjancreations9040
    @manoranjancreations9040 3 місяці тому +4

    ଟାଇମ ପାସ୍ ରୋମିଓ ଟା ରେ😁

  • @murmuvlog5648
    @murmuvlog5648 3 місяці тому +6

    Jhio ro kanda dekhi mo akhira luha asigala

  • @raghumaninayak9593
    @raghumaninayak9593 3 місяці тому +2

    ଝିଅଟି ବହୁତ ଭଲ କିନ୍ତୁ ପୁଅଟି dagadia

  • @user-kc5ty8tr1r
    @user-kc5ty8tr1r 3 місяці тому +1

    Jay Jagannath 🙏

  • @preetihembramofficial
    @preetihembramofficial Місяць тому

    ଟୋକା ଟା କୁ ମାନିବାକୁ ପଡିବ। Super BRAIN

  • @kuninath9253
    @kuninath9253 3 місяці тому +5

    Jhia ta bahut vala ,

  • @sakuntalamalik6865
    @sakuntalamalik6865 3 місяці тому +1

    Satare jhiatira katha bhabile dukha laguchi kete bhala

  • @Ranjita-su7rl
    @Ranjita-su7rl 3 місяці тому +2

    ❤❤❤

  • @bijaysahoo1006
    @bijaysahoo1006 3 місяці тому

    ପ୍ରଥମ ସ୍ତ୍ରୀଙ୍କ କାନ୍ଦିବା ଦରକାର ନାହିଁ କେବଳ ମୋତେ ଯୋଗାଯୋଗ କରି ସିଘ୍ର ଆସି ବିବାହ କରି ତୋ ପାଖରେ ମୋତେ ରଖିବାକୁ ଶତଚେଷ୍ଟିତ ହେବାର ଆବଶ୍ୟକତା ଅଛି ଧନ୍ୟବାଦ ମୁଁ ରେଡ଼ି ଅଛି ରେ ତୋତେ ବିବାହ କରିବାକୁ ଚାହୁଁଥିଲେ ଯୋଗାଯୋଗ କରନ୍ତୁ ସୁଖ ଶାନ୍ତି ମୟ ଜୀବନ ଯାପନ କରନ୍ତୁ ଧନ୍ୟବାଦ

  • @mithunswain6391
    @mithunswain6391 3 місяці тому +5

    ଖାଲି ତ କନ କନ ଆଉ😅😅 ରୋମିଓ ରାଜା

  • @user-ug6vd1qf3c
    @user-ug6vd1qf3c 3 місяці тому +2

    Theankyou

  • @pinkupradhan5564
    @pinkupradhan5564 Місяць тому

    👏👏👏👏👏

  • @odiagharani
    @odiagharani 3 місяці тому +8

    Thik katha sir kahile

    • @bandanakullu1725
      @bandanakullu1725 3 місяці тому

      😊😊😊😊😊😊😊😊😊😊😊😊😊😊0😊😊😊😊😊😊😊😊😊😊😊😊😊😊😊😊😊😊😊😊0😊😊😊😊😊😊😊😊😊😊😊

    • @user-dt1vy8vw3e
      @user-dt1vy8vw3e 3 місяці тому

      Madam 🙏🙏🙏

    • @user-dt1vy8vw3e
      @user-dt1vy8vw3e 3 місяці тому

      Apananka ghara kauthi

    • @nilanchalsahu3721
      @nilanchalsahu3721 3 місяці тому

      🌹🌹🌹🌹🌹❤️❤️❤️❤️❤️

    • @nilanchalsahu3721
      @nilanchalsahu3721 3 місяці тому

      53677

  • @SudhirNayak-ep3bz
    @SudhirNayak-ep3bz 3 місяці тому +6

    OTV ra good serial a ha aka family ku sajaduchhi

  • @nilanchalsahu3721
    @nilanchalsahu3721 3 місяці тому +2

    UA-cam channel Mera help karo is ladki se baat karvao mujhe shaadi karna hai

  • @anokhi.y.t
    @anokhi.y.t 3 місяці тому +2

    Bilkul jiba darkar nahi..😌

  • @tilottamaranitilottamara-jp6un
    @tilottamaranitilottamara-jp6un 3 місяці тому +2

    Jhia bahut bhala ❤❤❤

  • @malatitripathy669
    @malatitripathy669 3 місяці тому

    ମା, ବାପା ଓ ଦ୍ୱିତୀୟ ସ୍ତ୍ରୀ କୁ ଧରି ଆସିବା କଥା, ଏ ନ୍ୟାୟ ବିଚାର ପୂର୍ବରୁ

  • @malisethi5688
    @malisethi5688 3 місяці тому +1

    ଭଲ ପାଇକି time pass କଣ ମ ! ଏମିତି କଲେ ଭଲ ପାଇବା ଉପରେ ବିଶ୍ୱାସ ତୁଟିଯିବ! ଫାଲତୁ ପିଲାଟା...

  • @nilanchalsahu3721
    @nilanchalsahu3721 3 місяці тому +1

    Bahut Sundar ladki ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

  • @aryanmusicvideo4428
    @aryanmusicvideo4428 3 місяці тому +1

    Sir good sponser

  • @pratimasendha7707
    @pratimasendha7707 Місяць тому

    ଏହି ଝିଅ ପାଖରେ ମୁଣ୍ଡ ନଇ ଯାଉଛି

  • @BabuKumar-rn3nj
    @BabuKumar-rn3nj 3 місяці тому +2

    God mama

  • @nabinsing356
    @nabinsing356 Місяць тому

    Adivasi re bi case heipariba sir bharan pasan bebasta ochhi sir

  • @HARIGYANA-gw7xn
    @HARIGYANA-gw7xn Місяць тому

    Romantic hiro

  • @biswaranjantripathy6549
    @biswaranjantripathy6549 3 місяці тому +1

    ❤❤❤❤❤❤❤❤

  • @user-xe2rg7my4i
    @user-xe2rg7my4i Місяць тому

    Sister temaku Jagannath shaa. Hau

  • @bijayakumarnayak2113
    @bijayakumarnayak2113 3 місяці тому +3

    ଝିଅଟି ଭଲ ।

  • @Jhilipravajena738
    @Jhilipravajena738 3 місяці тому +2

    Vari dukha laguchi jhiati bahut vala emiti jhia mananka sahita karibata bahut vul kauthi gote jhia miluni

  • @kusapenthia
    @kusapenthia 3 місяці тому +2

    ମତେ ଏମିତି ମାଇକିନା ମିଳିଲେ ଭୋଉତ୍ କୁଶିରେ ରଇ ତାନ୍ତେ ଆକାଶ ଜନ ଆଣି ଦେଇ ତନ୍ତୀ❤❤❤❤❤😢😢😂😂😂

  • @etishreeparhi2483
    @etishreeparhi2483 6 днів тому

    Ae jhia ti aau gote baha heu. Gote reliable loka ku baha heu. Tebe jai thik re rahiba.

  • @gangadharshorts1698
    @gangadharshorts1698 3 місяці тому +1

    10 million subscribers coming 🎉🎉🎉

  • @subhalaxmipradhan9518
    @subhalaxmipradhan9518 2 місяці тому

    ଝିଅ ତ ଯିବାକୁ ଚାହୁଁନି, କଥା ଏତେ ଆଗକୁ ବଢେଇବା ମାନେ କିଛି ନାହିଁ

  • @sudiptacharles5174
    @sudiptacharles5174 2 місяці тому

    You are great lady 🙏🙏🙏🙏

  • @sagarparida579
    @sagarparida579 3 місяці тому +1

    Sukrumuni jou madam nka pakhe rahuchhanti se madam bahut bhala Jana paduchhanti se sukrumuni au tanka pua nku bi bahut bhalare rakhiparibe sethipai sukrumuni sarajiban se madam nka ghare kama Kari se madam nka pakhe hi rahijibata thik mo matare
    Sidhant pakhu jibata ta durara katha taku kebe bi thare bi pakhaku na anathu Karan taku biswas thare Kari bahut bada dhoka khaichhanti tenu bhul re bi ta saha au sampark rakhantuni bhauni..

  • @markandachhatria6422
    @markandachhatria6422 3 місяці тому

    Nice programme

  • @madhabilatakhuntia
    @madhabilatakhuntia 3 місяці тому +2

    S̊o̊ n̊i̊c̊e̊ ẘo̊o̊ẘ🎉😢😢😢❤❤❤n̊i̊c̊e̊

  • @sudhakarabehera4343
    @sudhakarabehera4343 3 місяці тому

    Sabu sadasyanku 🙏

  • @malatitripathy669
    @malatitripathy669 3 місяці тому +1

    Second stri ର ତ ରାୟ neleni ଅଜ୍ଞା

  • @SKCRICKET1432
    @SKCRICKET1432 3 місяці тому +2

    କଣ ଟା ଦେଖି ଭଲ ପାଇଲ

  • @parthasarathipatra1416
    @parthasarathipatra1416 3 місяці тому

    Best💕💕 of🙏🙏 Bhdrak sister👭👭👭

  • @mangulicharanjena7380
    @mangulicharanjena7380 3 місяці тому +1

    Jhia great

  • @Funnycartoon8658
    @Funnycartoon8658 3 місяці тому +1

    Achha thik hai 😮😢😢😢

  • @amarbag5933
    @amarbag5933 3 місяці тому

    ଆଶାର ଆଲୋକ ଫୋନ୍ ନମ୍ୱର୍ ଦିଅନ୍ତୁ ଶେଷରେ

  • @rupalidora1131
    @rupalidora1131 3 місяці тому

    Good 👍

  • @lipikamallick5900
    @lipikamallick5900 3 місяці тому +1

    Emitika manisa aau tike sundar heithile 99 Rani rakhithhante kichhinahi 2 ta stree misiki lanka dhuaa dele thiki haba emitika lokanku

  • @u-nik-viral
    @u-nik-viral 2 місяці тому

    ❤❤❤❤❤❤

  • @binodchhatria8105
    @binodchhatria8105 3 місяці тому +1

    😢😢😢😢jhia pura thik disision neichi

  • @sanbabusoren4529
    @sanbabusoren4529 12 днів тому

    😭😭😭😭😭😭

  • @malatitripathy669
    @malatitripathy669 3 місяці тому

    Ek ବର୍ଷ ସମୟ ଦିଅ ସେ ପୁଅକୁ , ଆଗେ ପଇସା ଦେଉ,ତାପରେ ତା ପାଖକୁ ଯିବାକୁ ଅନୁମତି ମିଲୁ

  • @user-fi8vr7fe7n
    @user-fi8vr7fe7n 3 місяці тому +1

    SUKRAMUNI JENOU NISPATI NAICHHANTI THIK AAU MADAM MASTER MANE JENOU NISPATI KAHICHHANTI THIK JAY SRI RAM

  • @prakashchrout8926
    @prakashchrout8926 3 місяці тому +1

    ଏ ଶଳା ଟା ଗୋବିନ୍ଦା

  • @bibhumusictv691
    @bibhumusictv691 3 місяці тому

    😊❤❤❤❤😊

  • @user-qj5yw8jd2f
    @user-qj5yw8jd2f День тому

    First wife will be pregnant, then what shall you do.