Jibana Do Chhakire Ashara Alok Ep 396 30 DEC 2023

Поділитися
Вставка
  • Опубліковано 4 січ 2025

КОМЕНТАРІ • 728

  • @tophankumar7485
    @tophankumar7485 Рік тому +10

    ରାଗ ନାଗିଅ ବ୍ରହ୍ମପୁରୀ ଭାଷା ଟା unique

  • @sridharrana274
    @sridharrana274 Рік тому +292

    Kou mane 😂😂mihir Sar😂😂😂 nku miss karicha like kara all frinds

  • @S.Smile8
    @S.Smile8 11 місяців тому +18

    ଗଞ୍ଜାମ ପଟେ ବେଶି ଯୌତୁକ ନିର୍ଯାତନା

  • @exploreeverything100
    @exploreeverything100 Рік тому +215

    ମଉସା ପୁରା ସ୍ୱର୍ଗତ ପ୍ରଦିପ ମହାରଥୀ ଭଲି ଦେଖା ଯାଉଛନ୍ତି।

  • @clockwork43
    @clockwork43 Рік тому +29

    କେଉଁମାନେ ମିହିର୍ ସାର୍ ଙ୍କୁ ମିସ୍ କରିଛନ୍ତି like କର !

  • @malisethi5688
    @malisethi5688 Рік тому +7

    ବୁଢା ମଉସା କହିଲେ ଏ ଜନ୍ତୁ ଭଲ ନାହିଁ 🤣🤣🥰🥰

  • @dolagobindasahoo9267
    @dolagobindasahoo9267 Рік тому +29

    ଆଜିର ବିଚାର ମୋତେ ବହୁତ୍ ଭଲ ଲାଗିଲା । ବିଚ୍ଛେଦ ନଥିଲେ ମିଳନର ମାଧୂର୍ଯ୍ୟତାକୁ ଉପଲବ୍ଧି କରି ହୁଏନା ।
    ମୋ ମନ କହୁଛି ଏମାନେ ନିଶ୍ଚୟ ଗୋଟିଏ ସୁଖୀ ଦମ୍ପତି ହୋଇ ସମାଜରେ ଉଭା ହେବେ ।
    ବିଚାରର ଶେଷ ଭାଗ ଶାଶୁ ବୋହୂ ମିଳନ,ବହୁତ୍ ହୃଦୟ ସ୍ପର୍ଶୀ,ଆଖିରେ ଲୁହ ଆସିଗଲା ।
    ଧନ୍ୟବାଦ୍ ସମସ୍ତଙ୍କୁ , ବହୁତ୍ ବହୁତ୍ ଧନ୍ୟବାଦ୍ ,ଜୟ ଜଗନ୍ନାଥ ।

  • @arunkumarprusty1968
    @arunkumarprusty1968 Рік тому +16

    ଅଭିଭାବକ ମାନଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ସଂସାର ଉଚ୍ଛନ୍ନ ହୋଇଛି।

  • @satyanarayansethi3601
    @satyanarayansethi3601 Рік тому +127

    ଶୌମେସ ଭାଇ ଙ୍କ ଉପସ୍ଥାପନା ଓ ବୁଝେଇବା ର ଶୈଳି ବହୁତ ବଢିଆ ଲାଗିଲା 👌👌 ❤❤❤❤

  • @santoshkumarmishra2620
    @santoshkumarmishra2620 Рік тому +33

    ସୁନ୍ଦର ଉପସ୍ଥାପନା.ସୋମେଶ ବାବୁ. ଏପରି ଭଙ୍ଗା ମନ ଓ ଭଙ୍ଗା ଘରକୁ ଏକାଠି କରିବାର ପ୍ରୟାସ ପାଇଁ ଆପଣଙ୍କୁ ସ୍ବାଗତ ନକରି ରହିହେଉନି. ଈଶ୍ବର ଆଶାର ଆଲୋକ ପରିବାରକୁ ଖୁସିରେ ରଖନ୍ତୁ. ଜୟ ଜଗନ୍ନାଥ.

  • @omprasadprusty
    @omprasadprusty Рік тому +57

    ଗାଲୁଆ ଶଶୁର ଶାଶୁ ବି କିଛି କମ ନୁହେଁ

    • @tapassamal3520
      @tapassamal3520 Рік тому +6

      ଟାଟୃଆଣି ଶାଶୁ ଆଉ ବଦ ମାସ ଶଶୁର😂

    • @rajaprasad1297
      @rajaprasad1297 Рік тому

      Tu bhai bhule kahuchu , tu khali dekhiki amiti kahiba thike karunu

  • @Chilikalocalboy
    @Chilikalocalboy Рік тому +30

    ଆଶାର ଆଲୋକ ପରିବାଙ୍କୁ ଅଶେଷ ଅଶେଷ ଧନୟବାଦ୍

  • @ashokkumarbehera1581
    @ashokkumarbehera1581 Рік тому +19

    ଭଗବାନ ତୁମ ଦୁହିଙ୍କ ଉପରେ ଆଶିର୍ବାଦ ରହୁ ତୁମର ଜୀବନ ମୁଖ୍ୟମୟ ହେଉ କିନ୍ତୁ ପୁଅ ତୁମେ ତୁମ ସ୍ତ୍ରୀକୁ ସନ୍ଦେହ କରନି । ସନ୍ଦେହ ତୁମ ପରିବାରକୁ ଭାଙ୍ଗି ଦଉଛି । ତୁମ ଦୁହିଁଙ୍କ ଯୋଡି ଅତି ସୁନ୍ଦର ଯୋଡ଼ି

  • @basantakumarpattanayaka8560
    @basantakumarpattanayaka8560 Рік тому +21

    ବୁଢ଼ା ଟି ବହୁତ୍ ଗର୍ବି ଲୋକ ପଇସା କିଛି କାମ ରେ ଆସିବନି ପରିବାର ସବୁକିଛି

  • @U.B675
    @U.B675 Рік тому +12

    ଆଜି କାଲି ସବୁ ଝିଅ କୁ ପାଠ ପଢେଇ ନିଜ ଗୋଡ଼ ରେ ଠିଆ କରି marriage କରିବା କଥା ଯୋଉ ପଇସା ଆପଣ ମାନେ ଯୌତୁକ ରେ ଦେଉ ଛନ୍ତି ସେ ପଇସା ରେ କିଛି ଟ୍ରେନିଂ କରଓ ଆଉ ତାପରେ marriage କରନ୍ତୁ

  • @Santoshsahu-143
    @Santoshsahu-143 Рік тому +53

    ଶଶୁର, ସାସୁ ପାଇଁ ଅଧିକା ବିଗିଡି ଯାଉଛି ଝିଅର ମା ବି ଅଯଥା ହସ୍ତକ୍ଷେପ କରିଛନ୍ତି ଝିଅର ଶଶୁର ଅଧିକା ସେମାନଙ୍କ ଭିତରେ ପସୁଛନ୍ତି ..ନିଜ ଘରେ ବି ଝିଅ ଥିବ ଲାଜ ଲାଗିବା କଥା

  • @TechnicalGahir
    @TechnicalGahir Рік тому +13

    mora 300 ru urdha episode dekhi deli mora age 23 only my favourite and best satisfaction show tq otv i hope 1 like

  • @munamohanta7101
    @munamohanta7101 Рік тому +49

    ପିଲା ର ବାପା ମା ପାଇଁ ଏମିତି ନାଟ

    • @Santoshsahu-143
      @Santoshsahu-143 Рік тому

      ଠିକ କହିଲ ଭାଇ

    • @PADMINIBEHERA-de5rt
      @PADMINIBEHERA-de5rt Рік тому

      No fast semane nija relation ku bujhiba darakara nije thik thile kehi bahara loka kichhi kariparibe nahi

    • @PADMINIBEHERA-de5rt
      @PADMINIBEHERA-de5rt Рік тому

      Bapa ma nku kebe dosa deba thik nuha

  • @gobindachandramishra171
    @gobindachandramishra171 Рік тому +50

    ଛାଡ଼ ପୁର୍ବ କଥା ଆସ ଆମେ ଦୁହେଁ ବହୁତ ଖୁସିରେ ରହିବା ପାଇଁ ଇଶ୍ଵରଙ୍କୁ ପ୍ରାର୍ଥନା କରିବାजयश्रीराम

  • @purnachandrabastia31
    @purnachandrabastia31 11 місяців тому +11

    ବହୁତ ବଢିଆ ସମ୍ପର୍କ ବିନା ଜୀବନର ମାନେ କିଛି ନାହିଁ। ବୁଝାମଣା ପ୍ରକୃତ ସମ୍ପର୍କ ❤।ଜୟ ଶ୍ରୀ ରାମ ।
    ଆପଣମାନର ଭଲପାଇବା ଏମିତି ଥାଉ।

  • @shantidash5073
    @shantidash5073 Рік тому +10

    ସୋମେସ୍ ଙ୍କ ଉପସ୍ଥାପନା ଵହୁତ।ଭଲ ଲାଗୁଛି ସବୁ ଦିନ ପାଇଁ ଜାରି।ରହୁ।

  • @AashuKumar-f9c
    @AashuKumar-f9c 2 місяці тому +2

    Very ,very thanks to somesh Babu & your team .

  • @sitarampanda1055
    @sitarampanda1055 10 місяців тому +2

    ଝିଅ ଟିକେ ସ୍ମାର୍ଟ ଅଛି ତ କୋଉ ଟୋକା ଚକର ରେ ପଡିକି ନିଜ ସଂସାର ଭାଙ୍ଗୁଛି

  • @shankarsanbehera1004
    @shankarsanbehera1004 9 місяців тому +1

    ଜାହା ଲାଗୁଛି ଝିଅ ଟି ବିବାହ ପୂର୍ବରୁ କିଛି ଭୁଲ କରିଛି । ଯୋଉଟାକୁ ତା ସ୍ୱାମୀ ଜାଣି ପାରିଛି । ଯାହାପାଇଁ ତାହା ସ୍ୱାମୀ ସନ୍ଦେହ କରୁଛି । ଝିଅଟି କିନ୍ତୁ ଏବେ ତାହା ସ୍ୱାମୀ କୁ ଭଲ ପାଉଛି । ଏପଟେ ଶଶୁର ଘର ଲୋକେ କ୍ରୋଧି ଯାହା ପାଇଁ ସମସ୍ୟା । ପୂର୍ବ କଥା ଭୁଲି ଆଉଥରେ ସଂସାର କରିବାକୁ ଚେଷ୍ଟା କର ।

  • @rabimishra6815
    @rabimishra6815 Рік тому +30

    ଜଣେ ଭଦ୍ର ଆଉ ଅନୁଭବୀ ଭଳି ସୋମେଶ ଭାଇ ଉଭୟ ପକ୍ଷ ଙ୍କୁ ପୁନର୍ମିକନ୍ କରି ଥିବାରୁ ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍।

  • @pradipkumarsahoo2112
    @pradipkumarsahoo2112 Рік тому +18

    ଗାଦିରେ ବସିଥିବା ଲୋକ 100 ru 100 ଭଲ ଲାଗିଲା❤ ଭାଈ ଆପଣଙ୍କୁ 🙏

  • @kunilatasahoo3908
    @kunilatasahoo3908 Рік тому +4

    ପୁଅର ବାପା ପୁରା ସୈତାନ୍, ତା ଯୋଗୁ ଏତିକି କଳି

  • @sibanandasahoo2638
    @sibanandasahoo2638 Рік тому +8

    ବହୁତ ସୁନ୍ଦର ଝିଅଟେ, ଭଗବାନ ଭଲରେ ରଖନ୍ତୁ ତାକୁ

  • @pintusahoo-informative
    @pintusahoo-informative Рік тому +7

    ଝିଅ ଟି କୁ ଗୋଟିଏ କଥା କଷ୍ଟ ହଉଚି ....ପୁଅ ଟି ଯେତେବେଳେ କହୁଚି ତୋତେ ମୋର ପସନ୍ଦ ନୁହଁ,ଆଉ ସନ୍ଦେହ କରିବା ଟା ଝିଅ କୁ କଷ୍ଟ ଦଉଚି

  • @santoshswain3886
    @santoshswain3886 11 місяців тому +2

    ପିଲାର ବାପା ବହୁତ ଗର୍ବ କରୁଛି।

  • @saraswati6053
    @saraswati6053 Місяць тому +2

    ସେ ସ୍ବାମୀ ଟା କୁ ନେଇକି ସ୍ତ୍ରୀ ଘରେ ମାସେ ଛାଡ଼ିdia ଜଣା ପଡ଼ିବ ସେ ଶାଶୁ ଶଶୁର କେମିତି ଆଉ ସେ ସ୍ବାମୀ କେମିତି ।ସ୍ତ୍ରୀ ମାନଙ୍କୁ ସ୍ତ୍ରୀ ପରିକା ଦେଖନ୍ତୁ ଆଉ ମୋର ପ୍ରତେକ୍ ଶାଶୁ ଶଶୁରଙ୍କୁ ଅନୁରୋଧ ସବୁବେଳେ ପୁଅ ବୋହୂ ଙ୍କ ର ଖୁସି ରେ ଖୁସି ହୁଅନ୍ତୁ।ଆଉ ଦୁଃଖରେ ସାହାସ ଦିଅନ୍ତୁ।ନା କି ବିରୁଧ ହେଇ ରୁହନ୍ତୁ।ଶେଷରେ ଯେମିତି ଶାଶୁ ଶଶୁରଙ୍କୁ କଷ୍ଟ ଭୋଗିବାକୁ ନ ପଡେ।

  • @bhanupratapsingh6406
    @bhanupratapsingh6406 Рік тому +9

    ଆଜ୍ଞା ଇଏ ଭଲ ଜନ୍ତୁ ନୁହେଁ😅 କିତ୍ତନ ହେଲା ପରି ହୁଁ ହୁଁ.......ଅବାଜ୍ 😅😂

  • @DipuPatynayak
    @DipuPatynayak 10 місяців тому +2

    ଗୋଟେ ଝିଅ ଶାଶୁ ଘରକୁ ଗଲେ ନିଜ ଘର ଛାଡି ଶାଶୁ ଘର ଲୋକଙ୍କ ସହ କେତେଦିନ ଭିତରେ ମନ ମିଶେଇ ଚଳିବ କିଛି ସମୟ ଦରକାର ଝିଅକୁ ଶାଶୂଘର କୁ ନିଜର କରିବାକୁ ହେଲେ ତେଣୁକରି ସ୍ୟାମି ନିଜେ ସ୍ତ୍ରୀ କୁ ସେତିକି ଭଲ ପାଇବା ଦରକାର ମାନେ sopot ଦରକାର ଦୟାକରି ଝିଅ ଟି କୁ ଅଣ ନିଶ୍ୟାସୀ ହେବା କୁ ଦିଅନ୍ତୁ ନାହିଁ 🙏

  • @sukantasahu1759
    @sukantasahu1759 Рік тому +8

    ଏ ପ୍ରମିଳା ବୁଢ଼ୀ କୁ ଝଗଡ଼ା ଦରକାର ,ଆଶାର ଆଲୋକ ପ୍ରମିଳା ଯୋଗୁ ଚାଲିଛି ଯେତିକି ନାଟ ସବୁ ଗଞ୍ଜାମ ରେ

  • @rasmitasa4166
    @rasmitasa4166 11 днів тому

    Kebe bi kaha ghara bhanguni...jai jagannath 🙏🙏🙏🙏🙏❤❤❤❤❤

  • @sailantpatmajhi7199
    @sailantpatmajhi7199 3 місяці тому

    Sir ଆପଣଙ୍କର ଉପସ୍ଥାପନା bahuta👌ସୁନ୍ଦର ବହୁତ ବହୁତ ଧନ୍ୟବାଦ Sir

  • @rasmitasahoo9510
    @rasmitasahoo9510 Рік тому +5

    Satare last seen heart touching 😢😢😢
    Bhari sundar jodi
    🎉🎉🎉🎉🎉🎉

  • @purnachandrabastia31
    @purnachandrabastia31 11 місяців тому

    ଆଶାର ଆଲୋକ କୁ ବହୁତ ଧନ୍ୟବାଦ। ଆପଣଙ୍କର ଏ ଚେଷ୍ଟା ଦ୍ୱାରା ଆପଣମାନେ ବହୁତ ଭାଂଗି ଯାଇଥିବା ସଂସାର କୁ ଯୋଡି ଛନ୍ତି।❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤.......❤❤❤

  • @barsha-dy3gv
    @barsha-dy3gv Рік тому +5

    Bhul କହୁଛନ୍ତି ଅସାର ଆଲୋକ ସବୁ ବେଳେ ଝିଅ କୁ ସପୋଟ କରୁଛନ୍ତି ସେଇଥି ପାଇଁ ଝିଅ ମାନେ ଏମିତି କରୁଛନ୍ତି ସେମାନେ ଭାବୁଛନ୍ତି ଆମକୁ ସମସ୍ତେ ସପୋଟ କରୁଛନ୍ତି

  • @dipudas15
    @dipudas15 3 місяці тому

    Otv କୁ ମୋର ଅଶେଷ ଅଶେଷ ଧନୟବାଦ୍ 🙏🙏🙏

  • @PramodBal
    @PramodBal 11 місяців тому

    ବହୁତ ସୁନ୍ଦର ଯୋଡି କିନ୍ତୁ ଭୁଲ ବୁଝାମଣା ପାଇଁ ସଂସାର ଭାଙ୍ଗି ଯାଇଥିଲା

  • @susantakumrsahu1229
    @susantakumrsahu1229 Рік тому +2

    Asha ro aloka bahut bhalo pryass gote bhangijaithiba family ku sajadi deuchanti
    Thanks 🙏🙏🙏🙏🙏🙏🙏🙏

  • @bhimagouri7190
    @bhimagouri7190 Рік тому +8

    ସଂସାର ଭିତରେ ଘର ଟେ ତୋଳିଲେ ପଥର ପଡିଲେ ସହି,,ସବୁ କଷ୍ଟ ସହି ଘର କୁ ଜାଅ

  • @bazarvalue
    @bazarvalue Рік тому +9

    ଗଞ୍ଜାମ ଜିଲ୍ଲା ଆଉ ପ୍ରମିଳା ନାନୀ କଣ ଠିକା ନେଇଛି ଏମିତି ସୁନ୍ଦର ସୁନ୍ଦର ଆଶାର ଆଲୋକ ଏପିଶୋଡ ତିଆରି କରିବା ପାଇଁ?
    ଶଳେ ଅନ୍ୟ ଜିଲ୍ଲାର ଲୋକ ଚେଷ୍ଟା କରୁ ନାହାନ୍ତି ଆଶା ର ଆଲୋକ ରେ ଭାଗ ନେବା ପାଇଁ, 😂😂😂
    ପ୍ରମିଳା ନାନୀ ପାଇଁ ଆଜି ଆଶାର ଆଲୋକ ସିରିଏଲ୍ ବଞ୍ଚିକି ଅଛି

  • @sushantkumarsahoo3087
    @sushantkumarsahoo3087 Рік тому +14

    Bahut bhala episode... Very good massage to Society🙏🙏

  • @tapanpradhan5788
    @tapanpradhan5788 Рік тому +1

    ଧନ୍ୟ ରେ ଗଞ୍ଜାମ ଲୋକ

  • @ajayamallick7732
    @ajayamallick7732 Рік тому +7

    ଏ ପୁଅ ଆଉ ଝିଅ ଭଲ ଝିଅର ରାଗ ଆଉ ପୁଅର ବାପା କଥା କମ କହିଲେ ସବୁ ଠିକ ହେବ

  • @BijaykumarSahoo-mx5tc
    @BijaykumarSahoo-mx5tc 5 місяців тому +2

    ମତେ ଗୋଟିଏ ଝିଅ ସ୍ତ୍ରୀ ଲୋକ ଦରକାର ଦେଲ ଆଉ କିଛି ଆବଶ୍ୟକତା ନାହିଁ ମୋର୍ କମେଇବା କ୍ଷମତା ଅଛି ଖାଲି ଝିଅ ସ୍ତ୍ରୀ ଲୋକ ଆବଶ୍ୟକ

  • @mukundameher8098
    @mukundameher8098 22 дні тому

    Bahut sundar laguchhi apananka jajman sambat bhai bahut sundar jai jagannath

  • @Sundirisali-zh5cf
    @Sundirisali-zh5cf 11 місяців тому +1

    ଏଠି ପୁଅର ଭୁଲ ବେଶୀ 🇳🇪

  • @kcsethi1896
    @kcsethi1896 9 місяців тому +1

    ❤🌹🌹🌹🌹🌹😘😘😘😘jay jagannth

  • @editingofsunil
    @editingofsunil 11 місяців тому +1

    ସମସ୍ତ ଙ୍କୁ ଧନ୍ୟବାଦ 🙏🙏🙏

  • @barsha-dy3gv
    @barsha-dy3gv Рік тому +3

    ସେ ଝିଅ over ଆକ୍ଟିଙ୍ଗ କରୁଛି
    ସେ ଝିଅ ର ଅସିଲି କଥା ହେଲା ସେ ଝିଅ ର ଘଇତା ପସନ୍ଦ ନୁହେଁ ସବୁ ଦୋଷ ହେଲା ସେ ଝିଅର ମା ବାହା ଘର କରିବା ପୂର୍ବରୁ ସେ ଝିଅ କୁ ପଚାରିବାର ଥିଲା

  • @hemabatibisoyi4572
    @hemabatibisoyi4572 Рік тому +1

    Bhala lagila end point

  • @Editandsphotograph369
    @Editandsphotograph369 6 місяців тому

    ସୁନ୍ଦର ଉପସ୍ଥାପନା 🙏

  • @nabakishorerana8844
    @nabakishorerana8844 11 місяців тому

    ବହୁତ ସୁନ୍ଦର ସମାଧାନ, ଧନ୍ୟବାଦ

  • @ideaswithlisamohanty5722
    @ideaswithlisamohanty5722 11 місяців тому

    Soumesh sir bahut sunder bujhauchhanti🙏🙏🙏

  • @Anishpa.
    @Anishpa. Рік тому +2

    Somesh bro thanks bht sundar handle kle

  • @BhimarajMallick-cn7ep
    @BhimarajMallick-cn7ep 2 місяці тому

    ପର ଧନ ରେ ଲୋଭ କରିଲେ ଏମିତି ହୁଏ

  • @TENGETENGEINDIAN-h2p
    @TENGETENGEINDIAN-h2p Рік тому +4

    ଏ ଝିଅ ର ଆଗରୁ ଖେଳ ଅଛି ବୋଧେ 😂😂😂

  • @suchitrasahoo267
    @suchitrasahoo267 Рік тому +3

    Last re pura comedy 😜 heigala😊

  • @AndeswarUpadhyay
    @AndeswarUpadhyay 11 місяців тому +2

    Good work sir 💯 thanks for your support 👍

  • @suphalanahak731
    @suphalanahak731 11 місяців тому

    Bhangi jaithiba mana jodi bahuta Bhala karila❤❤❤❤❤

  • @bimaldigal4041
    @bimaldigal4041 7 місяців тому +1

    Asara alaka ku bahut dhanya bad sir madam bi dhanyabad 🙏🙏🙏 sir mor gote samadhan karantu help line no tike diantu sir Jay jagannath

  • @JitandraParida
    @JitandraParida 5 місяців тому

    Beautiful ❤️❤️❤️❤️❤️ aasara aalok

  • @khantiodiapua1
    @khantiodiapua1 Рік тому +3

    ଶଶୁର ଦେଖିବା କୁ ପ୍ରଦୀପ ମହାରଥୀ ସାନ ଭାଇ ଦେଖିବାକୁ

  • @mamatasethi2690
    @mamatasethi2690 Рік тому +5

    Bahut sundar presentation.. somesh sir

  • @maachandimata.nuagaon3583
    @maachandimata.nuagaon3583 Рік тому +2

    ଝିଅ ବହୁତ୍ ଏନୋସେଣ୍ଟ,, ଏମିତି seen ବହୁତ୍ ଅଭାବ।।। 41:47

  • @barsha-dy3gv
    @barsha-dy3gv Рік тому +5

    ଠିକି କହୁଛନ୍ତି ସେ ଗୋଟେ ଜନ୍ତୁ ସେଇ ଘର ରେ ଆଉ ଗୋଟେ ବହୁ ଅଛି ତାର କିଛି ଅସୁବିଧା ହଉନି ତାର କଣ ପାଈଁ ଅସୁବିଧା ହଉଛି ସେ ଆଉ ଗୋଟେ ଘଇତା ଦେଖିଛି ସେଇଥି ପାଈଁ ଏ ବେଧିଟା ଏମିତି ଉତ୍ପାତ ହଉଛି ଖାଲି ମିଛରେ ଯୌତୁକ କଥା ହଉଛି

  • @benudharcreations8464
    @benudharcreations8464 Рік тому

    ଖୁବ ସୁନ୍ଦର ପ୍ରୟାସ🙏🙏

  • @NirmalaTripathy-q2x
    @NirmalaTripathy-q2x Рік тому +4

    good job pramila apa

  • @markandachhatria6422
    @markandachhatria6422 9 місяців тому

    Very nice programme sir many thanks this channel ❤

  • @dhanurdharbehera9303
    @dhanurdharbehera9303 6 місяців тому

    Jaya jagannath ❤❤❤❤❤❤

  • @lingarajpradhan4297
    @lingarajpradhan4297 Рік тому +2

    Somesh bhai very nice ❤❤❤❤❤

  • @abodhakumarparida1846
    @abodhakumarparida1846 Рік тому +8

    Soumesh is Awesome go ahead

  • @alokmall1174
    @alokmall1174 Рік тому +2

    ଝିଅର କଣ 16 ବୟସ ରେ ବହାହୋଇଥିଲେ କି 😮😮😅😅😊

  • @SomnanthDalei-id5zr
    @SomnanthDalei-id5zr Рік тому

    Khub sundor Apasthapona .. 👏👏👏👏

  • @soumyaranjanlenka2728
    @soumyaranjanlenka2728 Рік тому +4

    Ki sundar solution.All the best to both of you.

  • @krushnadas3927
    @krushnadas3927 Рік тому +1

    ଧନ୍ୟବାଦ❤❤❤❤❤ ଓଟିଭି

  • @saisamarthpradhan656
    @saisamarthpradhan656 Рік тому +2

    Pua ra baba bahuta kharp laguchhi

  • @stardmcchanels9660
    @stardmcchanels9660 Рік тому +1

    Radha Krushna ❤❤❤❤❤

  • @maheswarparida8745
    @maheswarparida8745 Рік тому +1

    Jay jagannath swami nayana path grami bhava tume🙌 👏👏👏👏👏🥥💐

  • @mathmet5701
    @mathmet5701 7 місяців тому

    ବହୁତ୍ ଭଲ ଲାଗିଲା

  • @Naik19963
    @Naik19963 Рік тому +6

    Otv request.. anubhav vs Brasha. invite korontu..2jono.meshi jibe..jai jagannath ❤🙏

  • @AshutoshJena-t4t
    @AshutoshJena-t4t 5 місяців тому

    Bahut sundar lagila akhiru luha asigala

  • @kanhaswain9403
    @kanhaswain9403 2 місяці тому

    love you show

  • @SabitaPinky
    @SabitaPinky 5 місяців тому +1

    Puara bapaku jhiara maa pitahele sabu thik heijiba

  • @ArunDasArunDas-i1e
    @ArunDasArunDas-i1e День тому

    ପୁଅର କଥା ଅଲଗା ଶଶୁର କଥା ଅଲଗା ଲାଗୁଚି

  • @sunilkumarmahanta4996
    @sunilkumarmahanta4996 Рік тому +2

    ପିଲା ର ବାପା ପାଇଁ ନାଟକ

  • @prasantakumarnayak1303
    @prasantakumarnayak1303 Рік тому

    Otv ku asesa asesa dhanyabad amiti aka realytiswo karithibaru satare asara aloka au aka nutana jibanara banchibara rasta ❤ jay jagannath🙏

  • @Rinky1766
    @Rinky1766 19 днів тому

    ୟେ ମଞ୍ଚ କୁ ପଇସା ଦେଇକି ଏମାନଙ୍କୁ ଡାକୁଛନ୍ତି ବୋଧେ 😜😂😂🤣 ନ ହେଲେ କାଇଁ କେହି ବଡ଼ ବଡ଼ ,କି ଚାକିରିଆ ଲୋକ ନାହିଁ ଖାଲି ଏଇ ଭଳି ଗରିବ ଲୋକ ଙ୍କୁ ଆଣି ମଜକ୍ ବନାଉଛନ୍ତି😅😅😅

  • @satyaranjanpatra-np8yx
    @satyaranjanpatra-np8yx 11 місяців тому +1

    Ehi episode re soumesh babu nka bujhaiba saili ta khub sundar thila

  • @biswajithappysahoo1794
    @biswajithappysahoo1794 Рік тому +1

    ଚାଲ୍ ବେଧ ସେ ଝିଅ ପାଇଁ ବସିଥିଲୁ, ଜେମିତି ଟଙ୍କା ପାଇଲୁ ଗାଣ୍ଡି ଖସେଇ ପଳେଇ ଆସିଲୁ......ଭଦ୍ର ମହିଳା ଦେଖଉଛୁ, ତୁକୁଏ......ଟଙ୍କା ଖିଆ ମହିଳା .......ସେ ରାଣ୍ଡି ହିଁ ସବୁ କରିଥିବ ଟଙ୍କା ରୋଜଗାର କରିବାପାଇଁ..........ଧନ୍ୟ

  • @susantasushama1328
    @susantasushama1328 Рік тому +1

    କଥା ରହିଲା ଲକ୍ଷ୍ଯ ଆଉ ଚାଳିସି ହଜାର ସାତଦିନ ରେ ଛୁଆ ରହିବା ଭୁଲ୍ ରହିଲା ପୁଅର ବାପାର ଆଉ ଟିକେ ଝିଅ ର

  • @maachandimata.nuagaon3583
    @maachandimata.nuagaon3583 Рік тому +2

    ପୁଅ ର ବାପ ମା ଙ୍କୁ ଅନୁରୋଧ, ଦୟାକରି ସେ କୁ ବୋହି ଝିଆ ଭାବି ଚଳାନ୍ତୁ 34:34

  • @yangyasenisahoo562
    @yangyasenisahoo562 11 місяців тому

    Somesh sir bhala lagila apankara bujheiba style 🙏🙏🙏🙏🙏

  • @mamanikeswaribisendraNaik
    @mamanikeswaribisendraNaik 2 місяці тому

    Great sir 🙏

  • @kcsethi1896
    @kcsethi1896 9 місяців тому

    🙏jay jagannth 🌹🌹🌹

  • @DebendraNayak-t5k
    @DebendraNayak-t5k Рік тому +1

    Sabu episode ru ae episode ta sabuthu badhia

  • @prakashpaikaray9051
    @prakashpaikaray9051 Рік тому +7

    ବାପା ଓ ମାଙ୍କର ପ୍ରବଳ ଦୋଷ l